Miss You Bhudhadev Bhai 😭😭😭 Old memories can't forget it

Поділитися
Вставка
  • Опубліковано 16 вер 2024
  • ସତରେ ଭାଇ ବାଉତ୍ ମନେ ପଡ଼ୁଚ । ଆଜି b ବିଶ୍ୱାସ ହେଉନି ତମେ ଆମକୁ ଛାଡ଼ି ଚାଲି ଯାଉଛ ବୋଲି । ତମ ସହ କେତେ ଉପଭାଗ କରିଛୁ ଯେତେ ଚାହିଁଲେ ବି ଭୁଲି ହେଉନି । ମୋ ପାଇଁ ଗୀତ କରିବା ବୋଲି କଥା b ହେଇଥିଲୁ କିନ୍ତୁ ଅଧରେ ରହିଲା ମିତ୍ର । ତମ କଥା ଭାବିଲେ ଭାବ ବିହଳ ଲାଗିଯାଇଛି । କହିଥିଲା ଗୀତ କରିଦେବି ତୋ ପାଇଁ ବୋଲି ମାତ୍ର ମୋତେ ଠକି ଦେଲ ମିତ୍ର । ଗୀତ କଲ ନାହିଁ ସେଥିରେ ଦୁଃଖ ନାହିଁ କିନ୍ତୁ ଆମକୁ ଛାଡ଼ି ଚାଲି ଗଲ ସେଇଟା ହିଁ ପଡିନି କିନ୍ତୁ ତମ ଚାଲିଯିବା କଥା ଶୁଣି ମୁଁ ଭାଙ୍ଗି ପଡ଼ିଛି । ଆଉ କିଛି ଲେଖିବା ପାଇଁ ମୋ ପାଖରେ ଶଦ୍ଦ ନାହିଁ । ହେ ନିଷ୍ଠୁର ଭଗବାନ କଣ କଲ ଭାଇ କୁ ଆମଠୁ ଦୂରେଇ ନେଲ ।
    ଏତିକି ମୋର ଭଗବାନ କୁ ପ୍ରାର୍ଥନା ଆମ ଭାଇ ର ଆତ୍ମ କୁ ଶାନ୍ତି ଦିଅ ।
    #budhadev_singh
    #koraputia_singer_rip
    #koraputia_singer_budhadev_singh
    #biswanath_musicstudio
    #jbr_production

КОМЕНТАРІ • 18