Odissa re bjp asile frist kanoon ku pocket re rahiba 2nd Odissa ra sabu bhu khani ku safa karibe 3rd gunda raaj 4th re business 5th re dar daam high 6th re samaste bpl aau madhyam barg loka bhika magibe bpl band heba
@@helpinghandsforanimals6007 godrakand ra master mind kiye .sahrbudhin encounter ra master mind kye jurg loya ra murder kye ... sabu criminal mane desh chaleibe aau sadaran loke 1100 re gas petrol 106 re nebe jaumane chamchagiri karuchha semane ta ac re rahiba hele sadharan loka ra kana heba jiye dinku 200 majuri kare .andhbhakti ra chasma kholi ki dekh
Thanks you Nurul bhai for your Excellent Analysis.Your video must influence the voters of Odisha to elect honest,intellectual and hard working persons joined in politics from the retired Burocrats as their representatives in the next 2024 election.
Odissa re bjp asile frist kanoon ku pocket re rahiba 2nd Odissa ra sabu bhu khani ku safa karibe 3rd gunda raaj 4th re business 5th re dar daam high 6th re samaste bpl aau madhyam barg loka bhika magibe bpl band heba
Thanks for your personal opinion 🙏
@@nurulislam.odisha person nuhe ...all odissa ra garib lokankar lagi .jehetu semane social media re nija dukha Prakash kari paranti ni
କାନୁନ୍ ଆଉ ଭୁଖଣୀ ଆଉ ଥିଲେ ତ ?
ସବୁତ ୨୩ ବର୍ଷ ରେ ଖୋଳ ହେଇ ଗଲାଣି 😂😂😂
@@helpinghandsforanimals6007 godrakand ra master mind kiye .sahrbudhin encounter ra master mind kye jurg loya ra murder kye ... sabu criminal mane desh chaleibe aau sadaran loke 1100 re gas petrol 106 re nebe jaumane chamchagiri karuchha semane ta ac re rahiba hele sadharan loka ra kana heba jiye dinku 200 majuri kare .andhbhakti ra chasma kholi ki dekh
Excellent I appreciate.manoj Dash Editor Odishabarta n Anubhaba Katha
ନିରାଟ ସତ କଥା । ସାର୍ ଓ ମାଡାମ୍ ଉଭୟ ମୋଦି ଜି ଙ୍କ ପରି କର୍ମଠ ଓ ଉଭୟଙ୍କର ଲୋକାଭିମୁଖୀ ତଥା ଜନ କଲ୍ୟାଣକର ଭିଜନ ରହିଛି । ଆଶା ସେମାନଙ୍କ ଦ୍ଵାରା ଓଡ଼ିଶାର ଗରିବ , ନିମ୍ନ ସ୍ତର ସର୍ବୋପରି ସମସ୍ତ ଲୋକମାନଙ୍କର ଅବସ୍ଥାରେ ଦୃତ ଉନ୍ନତି ହୋଇ ପାରିବ । ।
ଜୟ ଜଗନ୍ନାଥ ଜୟ ଶ୍ରୀରାମ
🙏🙏🙏
ଆତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଉପସ୍ଥାପନା ଯାହା ଆଗାମୀ ଦିନ ପାଇଁ ଦିଗଦର୍ଶନ ର ମାନଦଣ୍ଡ ସଦୃଶ୍ୟ
ଆପଣଙ୍କ ଉପସ୍ଥାପନ ଅତି ସୁନ୍ଦର
ବହୁତ ଧନ୍ୟବାଦ | ଆଲୋଚନା ମାଧ୍ୟମରେ ସୁନ୍ଦର ସଠିକ ଉପଦେଶ 🙏🙏
Welcome Gyana Bhai,
keep supporting me and subscribe please 🙏
ଅତି ସୁନ୍ଦର ଉପସ୍ଥାପନା ଭାଈ 👍👍
🙏
ଭାଇ ନମସ୍କାର, Right VOICE, You are GRATE.
ଭାଇ ଆପଣ ଙ୍କ ଉପସ୍ଥାପନା ଶୁଣି ରକ୍ତ ଗରମ୍ ହେଇ ଯାଉଛି ,wah mind-blowing performance,
Namaskar Bhai
Be tuned with me and please subscribe and share . Keep supporting
ଅପରାଜିତା ଜିନ୍ଦାବାଦ
ମାଡାମ ଓଡ଼ିଶାର ଭବିଷ୍ୟତର କର୍ଣ୍ଣଧାର ।
Extraordinary Performance 🌹❤️❤️❤️🌹
Thank you Madam 🙏
ପ୍ରକୃତ ଉପସ୍ଥାପନା କଲେ ଭଲ କମେଡ଼ ବି ମାରିଲେ ଧନ୍ୟବାଦ ଭାଇ
Welcome Dear Jashobanta Bhai
keep supporting with your subscription, like and share
ବହୁତ ସୁନ୍ଦର ଓ ଜୀବନ୍ତ ଉପସ୍ଥାପନା ।
Thanks you Nurul bhai for your Excellent Analysis.Your video must influence the voters of Odisha to elect honest,intellectual and hard working persons joined in politics from the retired Burocrats as their representatives in the next 2024 election.
ନୁରୁଲ୍ ଭାଇ ଆପଣଙ୍କ ଦୃଢ ଉପସ୍ଥାପନା ଶୈଳୀ ଏବଂ ସାହାସୀ ବ୍ୟକ୍ତିତ୍ଵ କୁ ସଲାମ୍ ❤
ସଲାମ ନମସ୍କାର
ଏହି ତିନି IS officer ଙ୍କ ମଧ୍ୟରୁ ଓଡ଼ିଶାର CM ହେବା ପାଇଁ Aparajita sarangi ହିଁ ଏକ ମାତ୍ର ଯୋଗ୍ୟ 🙏
ବିହାରୀ ଭଲ ଲାଗନ୍ତି ଭୂବନେଶ୍ବର ଲୋକଙ୍କୁ ।
@@Odiaranjan848 କାହାକୁ ତୁ/ ତା/ ତତେ କଲେ , କେବଳ ଏହା କରୁଥିବା ବ୍ଯକ୍ତିର ସ୍ବଭାବ ଓ ବ୍ୟକ୍ତିତ୍ବର ପରିଚୟ ଜଣା ପଡ଼ିଥାଏ।
ଓଡ଼ିଶାକୁ ପରିଚାଳନା ପାଇଁ, ଓଡ଼ିଶା ମାଟି ରେ କେହି ଆଉ ନାହାନ୍ତି ବୋଧହୁଏ। ଆମକୁ ଅନ୍ୟ ରାଜ୍ୟରୁ ଆମଦାନୀର ଆବଶ୍ଯକ ପଡୁଛି ।
ପାଣ୍ଡିଆନ ଓଡ଼ିଶାର ଜନପ୍ରତିନିଧି କି ?
ସରପଞ୍ଚ, ଏମ୍ ପି , ଏମ୍ ଏ ଲେ ବା ଆଉକିଛି ?
ରାଜ୍ୟସଭା କୁ ମଧ୍ଯ ଅଣ ଓଡିଆଙ୍କ ସୁଅ ଛୁଟୁଛି
True ❤
Only kartik sir eligle cm sir
Oo
@@arunchandrahota9072
Nurul Islam Khan sir and Abdul Kalam ଭଳିଆ ଚିନ୍ତା କରିଲେ ଦେଶଟା ସୁନା ହୋଇ ଜିବ
Thank you Mr Nurule,,
Aprajita madam real cm candidate
Very very very good good good video
Many many thanks
ଆପଣ ଠିକ୍ କହୁଛନ୍ତି ସାର୍
ସବୁଠୁ ବେଷ୍ଟ ପ୍ରଧାନମନ୍ତ୍ରୀ ୧ ଲାଲ୍ବହାଦୂର୍ ଶାସ୍ତ୍ରୀ ୨ ମୁରାର୍ଜୀ ଦେସେଇ ୩ ବାଜପେୟୀ
very nice.
Thanks a lot
ଉନ୍ନତ ଉପସ୍ଥାପନା ପାଇଁ ଧନ୍ୟବାଦ।
ଅପରାଜିତା ମାଡାମ ମୁଖ୍ୟମନ୍ତ୍ରୀ ପାଇଁ ଫିଟ, ହେଲେ ଭଲ
Sir your representation is very very fine
Very good journalist Mr.Nurul Islam Bhai
ଆଉ ଜଣେ IAS ଙ୍କୁ ଛାଡ଼ିଦେଲେ, ବିଜୟ ରାଓ ପଟ୍ଟନାୟକ। ଅବଶ୍ୟ ସ୍ଵେଚ୍ଛାକୃତ ନୁହେଁ, ସରକାରୀ ଅବସର ନେଇଛନ୍ତି।
Who is he ? In which party ?
Congress Party
ସୁନ୍ଦର ଉପସ୍ଥାପନା ।
Great....bhala lagila suniki
ଏକଦମ ଶିକ୍ଷିତ ବ୍ୟକ୍ତି (I A S) ପରି ବ୍ୟକ୍ତିତ୍ୱ ରାଜନୀତି କୁ ଦରକାର , ତାହା ସ୍ୱାଗତ ଯୋଗ୍ୟ.
Excellent presentation ❤❤❤
Thanks a lot Sarada Bhai 🙏
Keep watching 🙏 subscribe and share please
Sir good presentation
Keep watching
Aparajita madam ❤
Very good speech and analysis bhai
The one and only aparajita Sarangi is the next CM of Odisha
Good analysis Islam bhai. Pl. continue,
Bahut sundar hoichhi kabita
ପାଣ୍ଡିଆନ ଙ୍କୁ ଯେତେ ବିରୋଦ୍ଧ ହେଲେ ମଧ୍ୟ ତାଙ୍କ ପାଇଁ ଅନେକ ଉନ୍ନତି ଓଡିଶା ରେ ହୋଇପାରିଲା!
ତାଙ୍କର ଦୁରଦୃଷ୍ଟି ଚମତ୍କାର!
ଯାହା କହୁଥିଲେ କାମରେ ଦେଖାଉଥିଲେ!
କଟକ ସହର ସାଉନ୍ଦର୍ଯ୍ୟକରଣ କେବଳ
ତାଙ୍କରି ପାଇଁ ସମ୍ଭବ ହେଲା
ତାଙ୍କର ଯୋଗ୍ୟତା ଓ ଶକ୍ତି ପାଇଁ ଅନେକ ଇର୍ଷାତ୍ମକ ଶତ୍ରୁ!
ସେ ଧୈର୍ଯ୍ୟ ର ପାହାଡ଼ ସହ ସମାନ!
ଜୟ ଜଗନ୍ନାଥ!
Sir. K .n.N Kahile
Hau Chalu Chalu 👍👍👍🌹
Mind-blowing, Go deeper..
Only aparajita madam
Aparajita sarangi best cm, odisa
ଅପରାଜିତା ମାଡାମଙ୍କ ଦୂର ଦୃଷ୍ଟିର ଜବାବ ନାହିଁ। କଥା ସହିତ କାମର ଅନେକ ସାମଞ୍ଜସ୍ଯ ଅଛି। ସେ ଜଣେ ପରିଶ୍ରମି ଏବଂ ତାଙ୍କର ଜନ ସଂପର୍କ ଭଲ।
True
Namaskar Sir🙏
Really your explanation on different topics is so good.Anybody can understand this minutely.
So nice of you
ଏହି ତିନି ଜଣଙ୍କ ମଧ୍ୟରୁ କେହି ବି ଓଡ଼ିଆ ନାହାନ୍ତି କେବଳ ଜଣେ ବି ଓଡ଼ିଆ ନୁହନ୍ତି
Ate sundara
ଅମଲା ବାବୁ ମାନଙ୍କୁ ରାଜନୀତି ରୁ ଦୁରେଇ ଦିଅ
Sir you are very rightman & right comment.
Thank you Nurule bhai. God bless you❤
🙏🙏🙏
Aparajita madm ònly best cm
Welcome ଭାଇ 🙏
ThanQ
Verygood program
Aparajita mam is Odisha turning point no one challenge her if modi chalange her also suffer modiji
super
IAS ଥିଲେ ବି ରାଜନୀତିରେ ଉପର ନେତା ଙ୍କୁ ଆଜ୍ଞା ହୁଜୁର ,ତେଲ ମାଲିସ ନ କଲେ ଚଳିବନି
Excellent presentation and absolutely true. Keep it up
Thanks, will do!
କାର୍ତ୍ତିକ ପାଣ୍ଡିଆନ୍ କୁ ଓଡ଼ିଶାରୁ ବାହାର କରିବାପାଇ ଆପଣମାନେ ଚେଷ୍ଟା କରନ୍ତୁ ।
ସେ ଥିବା ପର୍ଯ୍ୟନ୍ତ ଓଡ଼ିଶାର ଉନ୍ନତି ଅସମ୍ଭବ।
ଆଞ୍ଚଳିକତା ଚିନ୍ତାଧାରା " ବସୁଧେଇବ କୁତୁମ୍ବକମ୍ " ନୀତିର ଘୋର ବିରୋଧୀ । ଓଡ଼ିଆ ଅଣଓଡ଼ିଆ ଚିନ୍ତାଧାରା ଅତ୍ୟନ୍ତ ନୀକୃଷ୍ଠ ମାନସିକତାର ପରିଚାୟକ ।
ମିଛ ଡିଗ୍ରୀ,ମିଛ ପ୍ରତିଶ୍ରୁତି,ମିଛ ଜୀବନ,ମିଛ ପ୍ରପୋଗେଣ୍ଡା,ମିଛ ଜାତି,ମିଛ ଇତିହାସ
ପୂରା ଜୀବନଟା ମିଛ ତଥ୍ୟ ଭରା
ପୂରା ମିଛୁଆ ଆମର ପ୍ରଧାନମନ୍ତ୍ରୀ
ଆପଣ କଣ ଏକ ସତ୍ୟବାଦୀ ? ଭାରତ ର ପ୍ରଧାମନ୍ତ୍ରୀଙ୍କୁ ଅପମାନ ଅର୍ଥ ଭାରତ ର ଅପମାନ । ତେଣୁ ତାଙ୍କର ଯାହା ମିଛ ଆପଣଙ୍କ ପାଖରେ ଅଛି , ସେ ସବୁ ସାଙ୍ଗେ ଧରି , ଦେଶ ସ୍ବାର୍ଥ ହେତୁ ମାନ୍ୟବର ଅଦାଲତ କୁ ଯାଆନ୍ତୁ ।
@@nurulislam.odisha ଅଦାଲତ ରେ କଣ ହେବ ଦେଶରେ ବ୍ୟବସ୍ଥା ସେଇଆ |ଜଣେ ପାଠ ପଢି ନା ଥିବା ଲୋକ ପ୍ରଧାନମନ୍ତ୍ରୀ ହୋଇପାରିବ |ଯାହା ଫଳରେ ଲୋକେ ଟଙ୍କା ବଦଳାଇବାକୁ ବ୍ୟାଙ୍କ ଦୌଡ଼ିବେ ଓ ଆଧାର ସହିତ ମୋବାଇଲ ଲିଙ୍କ କରିବାକୁ ବ୍ଲକ ଦୌଡ଼ିବେ ଓ ଆଣ୍ଠୁ ଗଣ୍ଠି ଛିଡାଇବେ |15 ଲକ୍ଷ୍ୟ ତାଙ୍କ ଦେବେ କହି ଲୋକଙ୍କ ଠାରୁ ଭୋଟ ହାସିଲ କରିବେ ଓ ଅଫଗାନିସ୍ତାନ ଭଳିଆ ଦେଶକୁ 50ହଜାର ଟନ ଗହମ ମାଗଣାରେ ଦାନ ଦେଇ ଭାରତୀୟଙ୍କୁ ଅଟା 35 ଟଙ୍କାରୁ 45 ଟଙ୍କା କରି ବାହାବା ନେବେ |ଅନ୍ୟ ଦେଶକୁ ମାଗଣାରେ ଚାଉଳ ଦେଇ ସେଠାରୁ ତାଙ୍କ ନେତା ତାଙ୍କୁ ଆଣ୍ଠେଇ ନମସ୍କାର କରିବେ |ଏପର୍ଯ୍ୟନ୍ତ କେଉଁ କାମ ଠିକ ହୋଇଛି? ଦରଦାମ ଆକାଶ ଛୁଆଁ |କେବଳ ପାକିସ୍ତାନକୁ ଡରାଇ ରଖି ପାରିଛନ୍ତି ଚାଇନା କୁ ଡରି ରହୁଛନ୍ତି |
Very good analysis. You are absolutely right
ThanQ Aditya Bhai
Aprajita jindabad
Excellent Analysis bhai odisha mane Sarala biswasis and chora mana prakruti sethipain odisha bandha padichhi tamili hatare, sure
Govt change heba
ଆମ ଗାଁ 5T ହାଇ ସ୍କୁଲ୍ ୱାଲ ଓ ରଙ୍ଗ ଆପେ ଆ ପେ ଖସି ଗଲାଣୀ।
Arre
Thank u fr yr speech aparajita madam will be the right person
Pandian is the best CM candidate
ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୧୦ ବର୍ଷରେ ରାଜ୍ୟସଭା ସାଂସଦ ଥିଲେ। ଜୀବନରେ ନିର୍ବାଚନ ଲଢି ନ ଥିଲେ। ସେ କଥା କିଆଁ କହୁ ନାହାନ୍ତି !
Bhai କହିଛି। ଶୁଣନ୍ତୁ । ଲମ୍ବା ତାଲିକା କଥା କହିଛି । କଂଗ୍ରେସ ନେତା କଥା କହିଛି । ଦ୍ବିତୀୟତଃ ମୋ ପ୍ରସଙ୍ଗ ସହିତ ତାଙ୍କର ସଂପର୍କ କିଛି ନଥିଲା । ଶୀର୍ଷକ ପଢନ୍ତୁ ଏବଂ ଆଉ ଥରେ ଭିଡିଓ ଟିକୁ ଦେଖନ୍ତୁ ।🙏🙏🙏
Bhai❤gret subject
Madam is Right 💐🙏
Nurul you are amazing n unique
Aparajita Madam is befitting C. M. Candidate.
Good idea. Perfect talk
Glad you think so!
Aparajita is the best
ଭାଇ ପ୍ରଣାମ 🙏🙏🙏l
Correct advice, Bgh
Sir apan nk Odia pania ku namaskar apan nk presentation samastank tharu pruthak
ସତରେ ବହୁତ ଭଲ ସମୀକ୍ଷା କଲେ ଭାଇ
Super 👍
Thanks 😊
ପାଠ ପଢି ଯୀଏ ବିଚାରକ ହୋଇଛ
ବିଚାର କରନ୍ତୁ ପାଠ
ଇଜ୍ଞିନୟ ପାଇଁ ପାଠ ଅଛି ସିନା
ମନ୍ତ୍ରୀ ପାଈଁ କେଉଁ ପାଠ ?
ଏପରି ବିଧାୟକ ମନ୍ତ୍ରୀ ହୁଅନ୍ତି
ନ ପଢିଲି ଡାକ୍ତରୀ ପାଠ
କେମିତି ହୁଅନ୍ତି କିଏ କରେ ତାଙ୍କୁ
ଡାକ୍ତରଙ୍କ ମା ବାପ ?
ଅତି ସୁନ୍ଦର କଥା ମୋର ପ୍ରଣାମ ଜଣାଉଛି
Pranam Bhai 🙏
ଭି.କେ.ପାଣ୍ଡୁ ଚୋର ନମ୍ବର ୱାନ୍
Aparajita madam cm heba darkar
very impoint topic
Keep watching and subscribe please Bipin Bhai
East or west Aparajita sarangi is best vm candidate only
Paribartan nihati jaruri
ବିଜେପି ମିଛୁଆ ଧୋକାଵାଜ୍ ଗାଲୁଆ
Welcome Sarangi mem Zindabad
Modi.ji.ki.jay
ଓଡ଼ିଶା ରାଜନୀତିରେ ୪,୫ କୋଟି ଓଡିଆମାନଙ୍କ ଭାଗ୍ୟର ବିଡମ୍ବନା ଯେ ତିନିଜଣ ଯାକ କେହି ଓଡିଆ ନୁହନ୍ତି। ଆମ ଓଡିଆ ନେତାମାନେ ଚେୟାର ପକାଇବା, ତମ୍ବୁ ଟାଣିବା, ଟ୍ରାଫିକ କଣ୍ଟ୍ରୋଲ କରିବାରେ ବ୍ୟସ୍ତ ରହୁଛନ୍ତି।ମହତାବ, ବିଜୁ ଓ ଜାନକୀ ପଟ୍ଟନାୟକ ପରେ ଓଡିଆନେତା ମରୁଡି।ସେଇଥିପାଇଁ ଅଣଓଡ଼ିଆମାନେ ଓଡ଼ିଶା ରାଜନୀତିରେ ମୁଖ୍ଯ ମନ୍ତ୍ରୀ ଚେହେରା।
ମୋଦି ପାଖକୁ ସେମିତି ଯାଇପାରିବ?
ଆପଣଙ୍କ କଥା ପାଣିରେ ଗାର,ମନଗଢା କାହାଣୀ
I like very much
ମୋଦିର ଘର ଗୁଜୁରାଟ ସେଠାରେ ମାରୁଆଡ଼ି ଓ ବେପାରୀ ଅଛନ୍ତି |ସେଠାରେ ସବୁ ମାରୱାଡି ଯଦି 100ଟଙ୍କା ଦେବେ ତାଙ୍କ ରାଜ୍ୟରେ ରାସ୍ତା ସବୁ ସୁନାରେ କରିପାରିବେ |କିନ୍ତୁ ଓଡ଼ିଶାରେ ଲୋକେ ଦିନକୁ ଦୁଇ ଓଳି ଖାଇବା କଷ୍ଟ |ନବୀନ ପଟ୍ଟନାୟକ ଙ୍କ ଯୋଗୁଁ ଲୋକେ ଖାଦ୍ୟ ଠିକରେ ପାଇପାରୁଛନ୍ତି |
ଓଡ଼ିଶା ରେ ମାରୁଆଡ଼ି ଅଛନ୍ତି। ପ୍ରାୟ ୧୦୦% ମାରୁଆଡି ଧନୀ । ତାଙ୍କୁ ଭିକ ମାଗିବା କିମ୍ବା bpl ତାଲିକା ରେ କେବେ ପାଇବେ ନାହିଁ । ଏହାର କାରଣ କଣ ?
@@nurulislam.odisha ଭାଇ ଏହି ଉତ୍ତର ଟିକୁ ନିଜେ ନିଜକୁ ପଚାର ଉତ୍ତର ନିଜେ ପାଇଯିବେ |ବୁଦ୍ଧି ଓ କର୍ମ କୁଶଳ ଓ କିଛି tecnology ଆବଶ୍ୟକ ହେବ ଓ ଧର୍ଯ୍ୟ ନିହାତି ଦରକାର |
Thanks
Welcome
Oh; what a beautiful news ?
ବର୍ଷ କୁ ୨୭୦୦୦ କୋଟି ଟଙ୍କା ର ଗୋମାଂସ ରପ୍ତାନି ହେଉଛି ଭାରତ ଦେଶ ରୁ
ଗୋହତ୍ୟା କେବେ ବନ୍ଦ ହେବ
🙏ବାପୁନ୍ ଭାଇ,
ଗୋ ମାଂସ ରପ୍ତାନୀ କମ୍ପାନୀ ମାନଙ୍କ ଲିଷ୍ଟ ଟି ଦେଖନ୍ତୁ। କରୁଛି କିଏ ? ଯଦି ସରକାର ଚାହିଁବେ ୧୫ ମିନିଟରେ ସବୁ ବନ୍ଦ୍ କରିପାରିବେ । କରୁନାହାନ୍ତି କାହିଁକି ?ଜୟ ଶ୍ରୀ ରାମ ( ବିଷୟ ବାସ୍ତୁ ଉପରେ କମେଡ ଦିଅନ୍ତୁ । ସମ୍ବିତ ପାତ୍ର ଭଳି , out of course ହୁଅନ୍ତୁ ନାହିଁ )
5T kana lagu hoi paruchhi ki . perfectly.
Only Pandyan
Beautiful
Thank you Dear Sasank Babu.
Please keep supporting, Share and Subscribe
BJP ZINDABAD. Madam Aparajita ZINDABAD
ଜୟଜଗନ୍ନାଥ,,, ରାଧେରାଧେ
ପବିତ୍ରଏଓଡିଶାରମାଟି।ଅପଵିତ୍ର।
କରଇଦେଵେଏଵିଧର୍ମିଗଣଆସିତ୍ରାହିକର।
ଜଗନ୍ନାଥ ସୁଖେ,ପାଉରାତି,,🙏🙏💩💩💩🚩 ଅଶୋକ ଭାଇ
Fantastic content and well presentation ❤
Thanks a lot 😊 Dear Sankar Bhai