OSSSC.... Corruption ? ଧନ୍ୟବାଦ 🙏🙏🙏//KRUSNANSHU//STUDY START//

Поділитися
Вставка
  • Опубліковано 12 лис 2024

КОМЕНТАРІ • 59

  • @ashisasap6750
    @ashisasap6750 4 дні тому +8

    ଧନ ଲୋ ଅଉ ନିଦ ହେଉନି ପ୍ରବଳ ପୋଡ଼ିଲାଣି , 😭 ଇଏ OSSSC grievances କଣ ପାଇଁ ମାଗିଲା କେଜାଣି!!!!😭😭😭 ଭାଇ ତମ ଗୋଡ଼ ଧରୁଛି ରେ,,, କେହି grievances ଦିଆନି 😭😭😭 ଚାକିରୀ ଗଲା, 😭😭 ଟଙ୍କା ବୁଡ଼ିଲା 😭😭 ଅରିଜିନାଲ documents ବି ଦଲାଲ ଦେବନି ଲୋ ଧନ 😭😭😭😭😭 ବେ କି ଦୁଃଖ ବେ.... 😭😭😭

    • @RUTURAJPARIJA
      @RUTURAJPARIJA 4 дні тому

      Hnn..mu b 15 lakh deichhi .sabu gala😢😢..sala dalal ku maridebi tanka nadele

    • @KumarRaj75-k
      @KumarRaj75-k 4 дні тому

      Copy paste... 🤣🤣🤣

    • @jatinkumarnayak123
      @jatinkumarnayak123 4 дні тому

      ଭାଇ କଣ କହିଲ ମ 😘😘😘

  • @sambitsagar5916
    @sambitsagar5916 4 дні тому +8

    Jadi aeithara corruption heithiba kia guarantee daba next time exam hele corruption habani, maybe adhika haba. Sasta UA-cam channel bala views pain sabu emiti karuchhanti.

  • @dillipkumarpanda7206
    @dillipkumarpanda7206 4 дні тому +4

    It should be investigated by technical experts of IT

  • @Ratanyt65
    @Ratanyt65 4 дні тому

    ଭାଇ ଯୋଉଁ ମାନଙ୍କ ପାଖରେ ପ୍ରମାଣ ଅଛି ସେମାନେ କେବଳ grivances ଦିଅନ୍ତି
    ଆଉ ଏମିତି ଖାଲି ଖାଲି କରିଲେ osssc Cc tv check କରିବ ପୁଣି କିଛି ନ ଥିଲେ
    Osssc ଗୋଟେ ରାଗ ରଖିବ ଯେଉଁମାନେ grivance ଦେବେ ସେମାନଙ୍କରName au Rool No osssc ପାଖରେ ରହିବ ...

  • @sourabhabhoi24
    @sourabhabhoi24 4 дні тому +6

    Kichhi corruption hoi ni murkha Pila mane strike karuchanti😂

    • @sambhu1683
      @sambhu1683 4 дні тому

      ତୁ ପଣ୍ତିତ ଟା ଏଇଠି କନ ବାଳ ଓପାଦୁଛୁ।।। ଦଲାଲ୍ ଶଳା।।।।

    • @jatinkumarnayak123
      @jatinkumarnayak123 4 дні тому

      Very good ଏଇଭଳିଆ ଜ୍ଞାନୀ ପିଲା ଆମର ଦରକାର ଥିଲା

  • @CartoonCrazebyDipak
    @CartoonCrazebyDipak 4 дні тому +5

    କିଛି ଅଣଛାତ୍ର ଙ୍କ ମତ ରେ ସମସ୍ତେ Complain ଦେଇ ଦିଅ....ଯାହାର Problem ହେଇଚି ଦିଅ ଯାହାର ହେଇନି ବି ଦିଅ....
    କିନ୍ତୁ ସମସ୍ତେ ଭୁଲି ଯାଉଛନ୍ତି ଯେ Complain ର Investigation ହେବ....
    Complain ସତ କି ମିଛ ଜଣା ପଡ଼ିବ....
    ଯଦି ୟାଙ୍କ ଚକ୍କର୍ ରେ ଜଣା ପଡ଼ିବ କି Maximum ପିଲା False Complain ଦେଇଛନ୍ତି,,,ତାହାଲେ Direct Answer Key ଆସିଯିବ....
    ବିଚରା ସତ ରେ Problem Face କରିଥିବା ପିଲା ଫସିଯିବେ....
    ତେଣୁ ଦୟା କରି ଯାହାର Genuine Problem ହେଇଥିଲା ସେମାନେ Grivance ଦିଅନ୍ତୁ....
    ସମସ୍ତେ Grivance ଦେଇ ନିଜକୁ ଏବଂ ଅନ୍ୟ କୁ ଅସୁବିଧା ରେ ପକାନ୍ତୁ ନାହିଁ.....

    • @ashisasap6750
      @ashisasap6750 4 дні тому

      ଧନ ଲୋ ଅଉ ନିଦ ହେଉନି ପ୍ରବଳ ପୋଡ଼ିଲାଣି , 😭 ଇଏ OSSSC grievances କଣ ପାଇଁ ମାଗିଲା କେଜାଣି!!!!😭😭😭 ଭାଇ ତମ ଗୋଡ଼ ଧରୁଛି ରେ,,, କେହି grievances ଦିଆନି 😭😭😭 ଚାକିରୀ ଗଲା, 😭😭 ଟଙ୍କା ବୁଡ଼ିଲା 😭😭 ଅରିଜିନାଲ documents ବି ଦଲାଲ ଦେବନି ଲୋ ଧନ 😭😭😭😭😭 ବେ କି ଦୁଃଖ ବେ.... 😭😭😭

    • @ashisasap6750
      @ashisasap6750 4 дні тому

      ଧନ ଲୋ ଅଉ ନିଦ ହେଉନି ପ୍ରବଳ ପୋଡ଼ିଲାଣି , 😭 ଇଏ OSSSC grievances କଣ ପାଇଁ ମାଗିଲା କେଜାଣି!!!!😭😭😭 ଭାଇ ତମ ଗୋଡ଼ ଧରୁଛି ରେ,,, କେହି grievances ଦିଆନି 😭😭😭 ଚାକିରୀ ଗଲା, 😭😭 ଟଙ୍କା ବୁଡ଼ିଲା 😭😭 ଅରିଜିନାଲ documents ବି ଦଲାଲ ଦେବନି ଲୋ ଧନ 😭😭😭😭😭 ବେ କି ଦୁଃଖ ବେ.... 😭😭😭

    • @jatinkumarnayak123
      @jatinkumarnayak123 4 дні тому

      ଆରେ ବାବୁ ଚୋର ସବୁବେଳେ ଖସିଗଲେ ଥରେ ଧାରପଡେ.. ଆଉ ସେ ସମୟଟା ଏଵେ

  • @BAPIMOHANTY99
    @BAPIMOHANTY99 4 дні тому

    ଛାତ୍ର ଛାତ୍ରୀ ( ଆଶାୟୀ & ଯୋଗ୍ୟ ବିବେଚିତ) ଉଭୟ ପିଲାମାନଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି ,ଏଥି ପାଇଁ କିଏ ଦାୟୀ ?
    ଅପାରଗ କିଏ ?
    1- " OSSSC " ବିଭାଗ
    2- ODISHA ସରକାର
    3- ODISHA ମୁଖ୍ୟମନ୍ତ୍ରୀ
    4- ଉପର ସମସ୍ତେ
    Comment କରନ୍ତୁ

  • @sanjibmallik2547
    @sanjibmallik2547 4 дні тому +4

    Sure sir

  • @BAPIMOHANTY99
    @BAPIMOHANTY99 4 дні тому +1

    ବାଳ ଗଠନ ହୋଇଛି।

  • @jatinkumarnayak123
    @jatinkumarnayak123 4 дні тому

    ପରୀକ୍ଷା ବାତିଲ ହେବା ନିହାତି ଆବଶ୍ୟକ.. ମୁଁ ତ ଅଭିଯୋଗ ଦେଇ ମୋ କର୍ତ୍ତବ୍ୟ କରିସାରିଛି... ଆଉ ଆପଣ

  • @dipakmohapatra3429
    @dipakmohapatra3429 4 дні тому +4

    Samaste complain deba darkar

  • @AmitDhangadamajhi
    @AmitDhangadamajhi 4 дні тому +5

    Kichi habni amku vakua banaane

  • @KREMELIN7957
    @KREMELIN7957 4 дні тому +4

    Mgh gote video kariki vakua banauchi .😂😂. Khali delay chada kichi habani.

  • @santanuparida3897
    @santanuparida3897 4 дні тому +2

    Must sir

  • @munasingh2067
    @munasingh2067 4 дні тому +4

    କ୍ୟାନସେଲ ହେବାର ଚାନ୍ସ ନାହିଁ ସବୁ ବେକାର କଥା, ପଜିଟିଭ ଭାବିବା ଫାଲତୁ କଥା l

  • @m.ashishkumar
    @m.ashishkumar 4 дні тому +2

    False complaint kehi dau nahanti jou manankar problem heichi seimane grievance dauchhanti

    • @soumendrapattanaik
      @soumendrapattanaik 4 дні тому

      Kie kanhi false complaint daba....se reject karidebe...janapadijiba....

  • @satyabrata-gl5xz
    @satyabrata-gl5xz 4 дні тому

    Kehi FG join karani re field duty mariba sabu life time pain jungle re .....bahut tension job ketebele jibana bi jaipare
    Sapa,hati,valu,naxal nka guli re ....au sikari tumaku tira bi maripare 😢
    Better job desk top job kara tike au mehnat kara heijiba .💪

  • @Debashreemalik-wn1td
    @Debashreemalik-wn1td 4 дні тому

    Tame thik Tama chenal view badauchha

  • @Filmfun55
    @Filmfun55 4 дні тому +2

    Exam cancel haba nihati drkr

  • @sarojlugun2515
    @sarojlugun2515 4 дні тому +2

    Bhai adha pila manakara ta....ri exam re passage show Karu nathila... only question.....

  • @manjulata.satpathykuni2755
    @manjulata.satpathykuni2755 4 дні тому +6

    Pls a sasta utuber kathare padi false complain dia nahi🙏🙏🙏

    • @ashisasap6750
      @ashisasap6750 4 дні тому

      ଧନ ଲୋ ଅଉ ନିଦ ହେଉନି ପ୍ରବଳ ପୋଡ଼ିଲାଣି , 😭 ଇଏ OSSSC grievances କଣ ପାଇଁ ମାଗିଲା କେଜାଣି!!!!😭😭😭 ଭାଇ ତମ ଗୋଡ଼ ଧରୁଛି ରେ,,, କେହି grievances ଦିଆନି 😭😭😭 ଚାକିରୀ ଗଲା, 😭😭 ଟଙ୍କା ବୁଡ଼ିଲା 😭😭 ଅରିଜିନାଲ documents ବି ଦଲାଲ ଦେବନି ଲୋ ଧନ 😭😭😭😭😭 ବେ କି ଦୁଃଖ ବେ.... 😭😭😭🙏🏼🙏🏼🙏🏼

    • @Government-e4f
      @Government-e4f 4 дні тому

      😂😂😂

    • @jatinkumarnayak123
      @jatinkumarnayak123 4 дні тому +1

      ମୁଁ ଦେବା ସହ ଆଉ 20 ଜଣଙ୍କୁ ଅନୁରୋଧ କରିବି କାରଣ ଦୁର୍ନୀତି ହଟିବା ଦରକାର ଧନ୍ୟବାଦ

  • @KREMELIN7957
    @KREMELIN7957 4 дні тому +3

    ASO bele pilanku bhakua baneiki delay kale .pare posting hele .kn banda chadi pakeila . UA-cam kholu kholu khali ehi video .😂😂😂 Mu no interest maruchi tathapi kemiti asuchi .gandi mara youtube mote khali eigura recomend karuchi😂😂

  • @padanabehera7016
    @padanabehera7016 4 дні тому

    Jou mankor problem haechi diontu bhae

  • @gopinathpatra4017
    @gopinathpatra4017 4 дні тому

    Cancel ❌

  • @asitpadhi3397
    @asitpadhi3397 4 дні тому +1

    Kechi laba heba nahi

  • @Sgiri852
    @Sgiri852 4 дні тому

    Exam cancel heba darkar

  • @ranimeher5236
    @ranimeher5236 4 дні тому +5

    Bekar Katha kuhani mora exam center re problem heini ta mane kn mu bi grievance debi

  • @cine1prod
    @cine1prod 4 дні тому +2

    Bibhuti kuji netara halchal kna

    • @shibasundardas9826
      @shibasundardas9826 4 дні тому +1

      Kali se tautar bite dauthila Argus news re 😂

    • @shibasundardas9826
      @shibasundardas9826 4 дні тому

      Ama ghara pakhare tanka ghara parama ..... Ta se 😂

    • @shibasundardas9826
      @shibasundardas9826 4 дні тому

      Rajaniti kala boli gaan loka sodile gaan ru palei gala 😂

    • @cine1prod
      @cine1prod 4 дні тому

      @@shibasundardas9826 mg ku prabala mada darkar 😡

    • @rockkumar5870
      @rockkumar5870 4 дні тому

      Tamaaaa i biaaaa mghhhane bedhaaaa chuaaaa

  • @SUSHANTASEUL
    @SUSHANTASEUL 4 дні тому +1

    Samaste complain dia

  • @pradyumna5561
    @pradyumna5561 4 дні тому

    କିଛି ଅଣଛାତ୍ର ଙ୍କ ମତ ରେ ସମସ୍ତେ Complain ଦେଇ ଦିଅ....ଯାହାର Problem ହେଇଚି ଦିଅ ଯାହାର ହେଇନି ବି ଦିଅ....
    କିନ୍ତୁ ସମସ୍ତେ ଭୁଲି ଯାଉଛନ୍ତି ଯେ Complain ର Investigation ହେବ....
    Complain ସତ କି ମିଛ ଜଣା ପଡ଼ିବ....
    ଯଦି ୟାଙ୍କ ଚକ୍କର୍ ରେ ଜଣା ପଡ଼ିବ କି Maximum ପିଲା False Complain ଦେଇଛନ୍ତି,,,ତାହାଲେ Direct Answer Key ଆସିଯିବ....
    ବିଚରା ସତ ରେ Problem Face କରିଥିବା ପିଲା ଫସିଯିବେ....
    ତେଣୁ ଦୟା କରି ଯାହାର Genuine Problem ହେଇଥିଲା ସେମାନେ Grivance ଦିଅନ୍ତୁ....
    ସମସ୍ତେ Grivance ଦେଇ ନିଜକୁ ଏବଂ ଅନ୍ୟ କୁ ଅସୁବିଧା ରେ ପକାନ୍ତୁ ନାହିଁ.....