ମନୋଜ ଆହୁଜା ସିଏସ୍, ପ୍ରଦୀପ ଜେନା ଆଡଭାଇଜର ! | Odisha Reporter

Поділитися
Вставка
  • Опубліковано 25 чер 2024
  • ମନୋଜ ଆହୁଜା ହୋଇପାରନ୍ତି ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ । ସେପଟେ ଚର୍ଚ୍ଚା ହେଉଛି ଆଉ 3 ମାସ ବଢ଼ିପାରେ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ । ଯଦି ନ ବଢ଼େ ତେବେ ସିଏମଓରେ ମୁଖ୍ୟ ଉପଦେଷ୍ଟା ହୋଇପାରନ୍ତି ପ୍ରଦୀପ ଜେନା । ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ହୋଇପାରେ ନିଷ୍ପତ୍ତି । ରବିବାର ସୁଦ୍ଧା ସିଏମଓର ହୋଇପାରେ ନବକଳେବର । ପ୍ରଥମେ ସଚିବ ସ୍ତରରେ ଅଦଳବଦଳ ରଥ ପରେ ଜିଲ୍ଲାରେ ଆଇପିଏସ ଓ ଆଇଏଏସ୍ ସ୍ତରରେ ! Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaReporteronUA-cam
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #OdishaReporter #ChiefSecretary #manojahuja #PradeepJena #BJPSarkar

КОМЕНТАРІ • 26

  • @ranajitjena4668
    @ranajitjena4668 2 дні тому +3

    ଗୋଲାମ ଦଳ ନିର୍ବାଚନ ପୂର୍ବରୁ ଓଡ଼ିଆ ଅସ୍ମିତା କଥା କହୁଥିଲେ ଏବେ ବେଧ ଛୁଆଙ୍କ ଅସ୍ମିତା କୁଆଡେ ହଜିଯାଇଛି

  • @user-ud1lp4oh5t
    @user-ud1lp4oh5t 2 дні тому +2

    କଣ ପାଇଁ ଅଣ ଓଡିଆ କୁ କରାଯିବ ଏହା କଣ ଓଡିଆ ଅସ୍ମିତା କି

  • @sriballavmohanty4822
    @sriballavmohanty4822 3 дні тому +3

    Wow Odia asmita. Very nice go-ahead Bjp government.

  • @BISWAJITSAHOO-er7ib
    @BISWAJITSAHOO-er7ib 3 дні тому +1

    Talents ,noncorrupted,dedicated,simplicity are the characters of a administrator.to serve the people

  • @sibaprasadkhadanga4375
    @sibaprasadkhadanga4375 2 дні тому

    ବରିଷ୍ଠ ଓଡ଼ିଆ ପ୍ରଶାସନିକ ଅଧିକାରୀ କଂ ସଂଖ୍ୟା ଅତି କମ ।କାରଣ ଆଉ ଆଗଭଳି ଓଡ଼ିଆ ପିଲାମାନେ ଆଇଏଏସ ,ଆଇପିଏସ ପାଉନାହାନ୍ତି । ଯେଉଁମାନେ ଅଛନ୍ତି ସେମାନେ ସେତେ ଅଭିଗ୍ୟଂ ନୁହନ୍ତି ।ତେଣୁ ଯିଏ ବରିଷ୍ଠ ଓ ଅଭିଗ୍ୟଂ ସିଏ ଶାସନ ସଚିବ ହୋଇପାରିବ ।ଓଡ଼ିଆ ଅସ୍ମିତା କଥା ବିଚାରକୁ ନେଲା ବେଳେ ଓଡ଼ିଆ ଅଫିସର କଂ ସଂଖ୍ୟା ହ୍ରାସ ବି ଏଥିରେ ଅନ୍ତରାୟ ସୃଷ୍ଟି କରୁଛି ।

  • @bikramadityamohanty1406
    @bikramadityamohanty1406 3 дні тому +4

    Ea kana odiya asmita bjp bhuli jau chanti kebal odiya asmita ra fampa gunjaran kari santa odiya kun bhuyan bulau chanti jay jagannath

  • @asutoshacharya1597
    @asutoshacharya1597 3 дні тому +3

    ପୁଣି ଅଣ ଓଡ଼ିଆ ଶାଶନ

  • @pradeepkumarsinha803
    @pradeepkumarsinha803 2 дні тому

    100% TOTAL CHANGES OUT OF LESS IMPORTANT POSTS.

  • @ManjariManjari-p6f
    @ManjariManjari-p6f 2 дні тому

    Retired chief secretary. ku au extension dia niajau kimba CMO re rakha najau.

  • @sudarsannegi2790
    @sudarsannegi2790 Годину тому

    Manoj Ahuja hele odia Asmita katha birodhi uthaibe

  • @gangadhardash3430
    @gangadhardash3430 2 дні тому

    🎉🎉🎉🎉🎉

  • @prasantakumar1456
    @prasantakumar1456 3 дні тому

    Sir please solve the matter of outsoursing re entry & regular job.

  • @Khalid-zv9nb
    @Khalid-zv9nb День тому

    Ye hela odia asmita jaha Gujarati decision nebe

  • @ramakrushnakaran8631
    @ramakrushnakaran8631 3 дні тому

    ଓଡ଼ିଆ ଅସ୍ମିତା .........
    ..

  • @nageswarnews7508
    @nageswarnews7508 2 дні тому

    Bhala kari odisha ku lutibe

  • @smitababu7929
    @smitababu7929 3 дні тому

    Oriya loka ku hin rakhajau...au. 2 ..month .6 month pare jou mane retirement karibe semankar pari officer rakha na jau ...CMO paien jemiti 5 yrs bhal se chaleibe semiti rakhaajau ..au bjd re jou mane thile semananku rakha na jau...

  • @odiatoki604
    @odiatoki604 2 дні тому

    Odisha ashmita 😂

  • @user-qv6gd1dj3k
    @user-qv6gd1dj3k 2 дні тому

    Odiya asmita 😂😂😂

  • @DusmantaNaik-mp6wp
    @DusmantaNaik-mp6wp 3 дні тому +2

    Pradep jena sir is best for cm advisor team.

  • @mdmubarakkhan8649
    @mdmubarakkhan8649 3 дні тому

    Odia loka kamare thaka odisha ku khola karidebe no doubt

  • @ashoknanda1170
    @ashoknanda1170 2 дні тому

    ONLY ODIYA CHIEF SECRETARY NO NONE ODIYA

  • @sambit9853
    @sambit9853 3 дні тому

    Kuade gala Odia Asmita

  • @jibanjyoti119
    @jibanjyoti119 День тому

    Odia ASMITA chuli ki gala 😂😂😂

  • @sadanandasahoo3707
    @sadanandasahoo3707 3 дні тому +3

    ଅବାନ୍ତର ଯୁକ୍ତି। ଯେ କୋୖଣସି ବରିଷ୍ଠ ପ୍ରଶାସନିକ ଅଫିସର ମୂଖ୍ୟ ଶାସନ ସଚିବ ଦକ୍ଷତାର ସହ କାମ କରି ପାରିବେ

  • @anilkumarabehera6804
    @anilkumarabehera6804 3 дні тому +1

    BJP ra drama dala kebala sukhila bhasan baji