JISU MO DARPA | ଯୀଶୁ ମୋ ଦର୍ପ | RITURAJ MOHANTYv| PRASAD LIMA MUSIC OFFICIAL | 2024

Поділитися
Вставка
  • Опубліковано 27 вер 2024
  • FOR BETTER SOUND CLARITY
    " USE HEADPHONES "
    FULL VIDEO .....
    ଯୀଶୁ ମୋ ଦର୍ପ ........
    JISU MO DARPA .......
    AUDIO CREDITS :-
    Singer : RITURAJ MOHANTY
    Music : PRASAD LIMA
    Lyrics : TAITAS PAL
    Music Scoring : SUBHAM SAMAL
    Flute/ Saxsophone : SIMA ( Ollywood )
    Recording at : Studio SOMESH , (Bhubaneswar)
    Recordist : BUNNY MOHANTY
    Mastering : SOMESH SATAPATHY
    VIDEO CREDITS :-
    In Frame : RITURAJ MOHANTY
    D.O.P / Camera : GOURAV KUMAR
    Editing: : GOURAV KUMAR
    Thumbnail designed by : BISWO
    Special Thanks : Brother Sishir Lima ( Project Manager )
    ପ୍ରଭୁଙ୍କ ଗୌରବ ପାଇଁ ଆମ ସମସ୍ତ ଭିଡିଓ ଦେଖିବା ପାଇଁ Click କରନ୍ତୁ 🙏🙏
    ୧ . ଯୀଶୁ ମୋ ଦର୍ପ
    • JISU MO DARPA | ଯୀଶୁ ମ...
    ୨ . ମହାମହିମ ରାଜନ ହେଯିଶୁ ମୋର (ହ୍ୟୁମାନ ସାଗର)
    • MAHA MAHIMA RAJANA | ମ...
    ୩ . ଅପାସୋରା ସେ ପ୍ରେମ ( ହ୍ୟୁମାନ ସାଗର )
    • APASORA | ଅପାସୋରା ସେ ପ...
    ୪ . ଆସଗୋ ଯିବା ସିୟୋନର ପଥେ (ମଣ୍ଟୁ ଛୁରିଆ)
    • ଆସଗୋ ଯିବା | ASOGO JIBA...
    ୫ . ନୀରବେ କେତେ ମୁଁ କାନ୍ଦିଛି ( ଦୀପ୍ତି ରେଖା)
    • NIRABE KANDICHHI | ନୀର...
    ୬ ଭଲ ଲାଗୁଚି ମୋତେ ଯୀଶୁ ନାମ (ପ୍ରଜ୍ଞା ହୋତା/ ସିମାଦ୍ରି)
    • ଭଲ ଲାଗୁଚି | BHALA LAG...
    ୭ . ହେ ଇଶ୍ଵର ଖୋଜେ ତୁମକୁ ନିରନ୍ତର (ଜର୍ଡାନ ଜୁଲିଅସ)
    • HE ISWARA | ହେ ଈଶ୍ୱର |...
    ୮ ପ୍ରଶଂସା ଗାନ କର ( ବିଭୁ କିଶୋର)
    • ପ୍ରଶଂସା ଗାନ କର | PRAS...
    ୯ ବଜାରେ ଢ଼ୋଲ୍ ବଜା ( ମଣ୍ଟୁ ଛୁରିଆ )
    • BAJARE DHOL | ବଜାରେ ଢ଼...
    ୧୦ . ମୋ ଓଠରେ ମୁଁ ଆନନ୍ଦରେ (ଅନୁରାଧା ପ୍ରୀୟାଁଶୁ)
    • ମୋ ଓଠରେ | MO OTHARE |...
    ୧୧ Eye Watan/ ଏୟ ୱାତନ୍ ( Human Sagar)
    • AYE WATAN | ऐ वतन | ...
    ୧୨ ହେ ମନ ମୋର ପାପ ପଥୁ ଫେର ( ଅମିତ୍ ପାଣି )
    • HE MANA | ହେ ମନ ମୋର ...
    ୧୩. ତୁମ ପରଶ (ଅମିତ୍ ପାଣି )
    • TUMA PARASHA | ତୁମ ପରଶ...
    ୧୪. ଅନୁତାପ ର ଲୁହ ନେଇ ( ଅନୁରାଧା ପାଣିଗ୍ରାହୀ )
    • ANUTAPA | ଅନୂତାପର ଲୁହ ...
    ୧୫ ପାପେ ନାଇ ବିତା ସେ ଜୀବନ..
    • PAPE NAI | ପାପେ ନାଇ ...
    ୧୬ କାଏ ମନ୍ତର୍ କଲାହୋ
    • କାଏ ମନ୍ତର କଲା | KAI MA...
    ୧୭ ପଥହରା ପଥିକ ( ଜୁନସ୍ ଗାଣ୍ଟା )
    • PATHA HARA | ପଥହରା ...
    ୧୮ .ଚରଣେ ଶରଣ ( କୁମାର ବାପି )
    • ଶରଣ | SARANA | KUM...
    ୧୯ ଶୁଭହ ଶାମ୍ ମେ ଭଜୁଁ ତେରା ନାମ( ହିନ୍ଦୀ). ( ତପୁ ମିଶ୍ର )
    • SUBHA SHAAM | सुबह स...
    ୨୦ ଦିଲ୍ ମେ ଆ ଏକବାର୍ / Dil main aa ( ତପୁ ମିଶ୍ର)
    • DIL MAIN AA | दिलमैं आ...
    ୨୧. କରତେ ହେଁ ଅର୍ପନ୍ ( ହିନ୍ଦୀ ) ( ଅନୁରାଧା ପାଣିଗ୍ରାହୀ )
    • ARPAN | अरपन l | ANU...
    ୨୨ . ଏ ଜୀବନ ତୋର କ୍ଷଣ ଭଙ୍ଗୁର ( ଶ୍ୱରଭ ନାୟକ)
    • ଏ ଜୀବନ | EYE JIBANA TO...
    ୨୩ ଆକୁଳ ଆବେଗେ ( ଯୁନଶ ଗାଣ୍ଟା)
    • AKULA ABEGE | ଆକୁଳ ଆବେ...
    ସଂପୂର୍ଣ୍ଣ ଗୀତର ଲେଖା -:
    ମୋ ଜୀବନର ପ୍ରତି ଦୀନାବସ୍ଥାରେ
    ଯୀଶୁ ତୁମେ ମୋ ଦର୍ପ
    ମୋ ଚଲା ପଥର ପ୍ରତି ଝଡ଼ଝଞ୍ଜାରେ
    ଯୀଶୁ ତୁମେ ମୋ ଦୁର୍ଗ
    ଜଗତର ଏ ଦୁର୍ଗମ ପଥେ
    ଚିର ସାଥୀ ହେ ମୋର
    ମୋ ଜୀବନର....
    ଟଳମଳ ଯେବେ ମୋ ଜୀବନ ନାଆ
    ଯୀଶୁ ତୁମେ ନାଉରୀ ମୋର
    ତୁମ୍ଭ ଆଦେଶରେ ଝଡ଼ ଯାଏ ଥମି
    ଦୁଇ ଭାଗ ହୁଏ ସାଗର
    କ୍ଷୀଣ ହେଲେ ମୁଁ ଜୀବନ ପଥେ
    ତବ ଶକ୍ତି ରେ ଭର
    ମୋ ଜୀବନର...
    ଶୟତାନ ଯେବେ ଆସେ ବିପକ୍ଷରେ
    ତୁମେ ବଳ ତୁମେ ମୋ ଢ଼ାଲ
    ମ୍ରୁତ୍ୟୁଛାୟା ପଥେ କରିଲେ ଗମନ
    ନାହିଁ କାହିଁ ଆଉ ମୋ ଭୟ
    ତବ ବଳେ କରି ବଳୀୟାନ
    ଆତ୍ମାଙ୍କ ଦାନରେ ଭର
    ମୋ ଜୀବନର....
    ଗିତସଂହିତା ୧୦୬ : ୪ - ୫ ହେ ସଦାପ୍ରଭୁ , ତୁମ୍ଭେ ଆପଣା ଲୋକ ମାନଙ୍କ ପ୍ରତି ଯେଉଁ ଅନୁଗ୍ରହ ବହିଥାଅ, ତଦନୁସାରେ ମୋତେ ସ୍ମରଣ କର, ଆପଣା ପରିତ୍ରାଣ ଘେନି ମୋହର ତତ୍ତ୍ୱ ନିଅ ...... ତୁମ୍ଭ ଅଧିକାର ସହିତ ମୁଁ ଦର୍ପ କରିବି ।
    ସଦାପ୍ରଭୁ ଜିହୋବା ପରମେଶ୍ବରଙ୍କର ମହା ପବିତ୍ର ଏବଂ ସ୍ଵଗୌରବ ର ନାମ ନେଇ ସମସ୍ତଙ୍କୁ "PRASAD LIMA MUSIC " ପରିବାର ତରଫରୁ ନମସ୍କାର ଜ୍ଞାପନ କରୁ......
    ପ୍ରଭୁ ଆମ୍ଭମାନଙ୍କୁ ଅନୁଗ୍ରହ କରନ୍ତୁ ....... ପ୍ରଭୁ ଆପଣା ଲୋକ ମାନଙ୍କ ପ୍ରତି ଯେଉଁ ରୂପ ଅନୁଗ୍ରହ ବହି ଥାଆନ୍ତି, ତଦନୁସାରେ ଆମ୍ଭମାନଙ୍କୁ ସେ ସ୍ମରଣ କରନ୍ତୁ , ଆପଣା ପରିତ୍ରାଣ ଘେନି ଆମ୍ଭମାନଙ୍କର ତତ୍ତ୍ୱ ନିଅନ୍ତୁ ........ ଓ ତାଙ୍କ ଅଧିକାର ସହିତ ଆମ୍ଭେମାନେ ଯେପରି ଦର୍ପ କରୁ ....ଆମେନ୍
    ଏହି ସୁନ୍ଦର ସୌଭାଗ୍ୟ ର ସୁଯୋଗ ନେଇ ପରମେଶ୍ବରଙ୍କ ଚରଣ ତଳେ ଅର୍ପଣ କରି ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଓଡିଶା ତଥା ଭାରତ ରେ ମଧ୍ୟ ସମସ୍ତଙ୍କ ସୁପରିଚିତ ତଥା HIGH SCALE SINGER ଭାବରେ ଖ୍ୟାତି ଅର୍ଜନ କରିଥିବା ଲୋକ ପ୍ରିୟ ଗାୟକ ଋତୁରାଜ ମହାନ୍ତିଙ୍କ ସୁମଧୁର କଣ୍ଠରେ ଏବଂ ଆଜିର ଯୁବ ପିଢ଼ିର ଉଦୟମାନ୍ ଲେଖକ ଟାଇଟସ୍ ପାଲ୍ ଙ୍କ ସୁନ୍ଦର ଲେଖନୀରେ ପ୍ରସ୍ତୁତ ଏକ ଭକ୍ତି ଭାବପୂର୍ଣ୍ଣ ଗୀତ "ଯୀଶୁ ମୋ ଦର୍ପ"
    ଆଶା କରୁ ଏହି ଭେଟି ଆପଣମାନଙ୍କ ମନକୁ ଛୁଇଁବା ସହିତ ସମସ୍ତଙ୍କୁ ପରମେଶ୍ବରଙ୍କ ସାନିଧ୍ୟ ଲାଭ କରିବାର ମଧ୍ୟ ସୌଭାଗ୍ୟ ମିଳିବ......

    ପ୍ରଭୁଙ୍କ ସେବା ନିମନ୍ତେ ଉତ୍ସର୍ଗୀକୃତ ଆମ Channel ଦ୍ଵାରା ପ୍ରସ୍ତୁତ ସମସ୍ତ ଗୀତ ଗୁଡ଼ିକ ଶୁଣନ୍ତୁ ଓ ନୂତନ ଗୀତ ଗୁଡିକ ର Notification ପାଇବା ପାଇଁ ଆମ Channel କୁ SUBSCRIBE କରିବା ସହିତ Bell 🔔 icon କୁ ଦବାନ୍ତୁ
    / prasadlimamusic
    ପ୍ରଭୁ ଯୀଶୁ ଆମ ସମସ୍ତଙ୍କୁ ଆଶିର୍ବାଦ କରନ୍ତୁ ଅମେନ୍ ଧନ୍ୟବାଦ 🙏🙏
    !! ANTI - PIRACY WARNING !!
    This Content is COPYRIGHT to PRASAD LIMA MUSIC , Any Unauthorized Reproduction , Redistribution, Re-upload (Audio or Video) is Strictly Prohibited.
    #Jisumodarpa
    #RiturajMohantyNewChristiansong
    #PrasdLimaMusic
    #NewHumanSagarChristianSong
    #Mahamahimarajana
    #NewHumanSagarSongs
    #NewChristmasSongs
    #NewYearSongs2021
    #BestHindiChristianSongs
    #KumarBapiSongs
    #LatestOdiaChristianSongs #LatestHindiChristianSongs
    #HindiSongs #Gospelsongs #IndianDevotionalSongs
    #JesusSongs #ChristianSongs
    #WorshipSongs #HolySpiritSongs
    #AmitPaniNewSongs
    #NewOdiachristianDevotionalSongs
    #NewOdiachristianDevotionalalbum
    #NewOdiachristianvideoalbum

КОМЕНТАРІ • 1,2 тис.

  • @PRASADLIMAMUSIC
    @PRASADLIMAMUSIC  2 роки тому +76

    ଗିତସଂହିତା ୧୦୬ : ୪ - ୫
    ହେ ସଦାପ୍ରଭୁ , ତୁମ୍ଭେ ଆପଣା ଲୋକ ମାନଙ୍କ ପ୍ରତି ଯେଉଁ ଅନୁଗ୍ରହ ବହିଥାଅ, ତଦନୁସାରେ ମୋତେ ସ୍ମରଣ କର, ଆପଣା ପରିତ୍ରାଣ ଘେନି ମୋହର ତତ୍ତ୍ୱ ନିଅ ...... ତୁମ୍ଭ ଅଧିକାର ସହିତ ମୁଁ ଦର୍ପ କରିବି...... ଆମେନ୍
    *
    PRAISE THE LORD . . . .*
    ପ୍ରଭୁଙ୍କର ମହାନ ଏବଂ ପବିତ୍ର ନାମର ଧନ୍ୟବାଦ୍ *ହେଉ ......ପ୍ରତ୍ୟୋକ ମନରେ ଏକ ଭକ୍ତି ଭାବପୂର୍ଣ୍ଣ ଏବଂ ଆତ୍ମିକ ଜାଗରଣ ସୃଷ୍ଟି କରିବା ସହିତ ପ୍ରଭୁଙ୍କର ନିକଟବର୍ତ୍ତୀ କରାଇ ପାରିବା ହୃଦୟସ୍ପର୍ଶୀ ସଙ୍ଗୀତ
    " ଯୀଶୁ ମୋ ଦର୍ପ " .....
    ପ୍ରଭୁ ସମସ୍ତଙ୍କ ଜୀବନରେ ଆତ୍ମିକ ଜାଗରଣ ସୃଷ୍ଠି କରି ସମସ୍ତଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ...... ଧନ୍ୟବାଦ୍ 🙏🙏*

    • @anantakumargarada9549
      @anantakumargarada9549 2 роки тому +1

      ସତରେ ବହୁତ ସୁନ୍ଦର ଗୀତ ହେଈଛି ସମସ୍ତଙ୍କୁ ପ୍ରଭୁ ଯୀଶୁ ଆଶୀର୍ବାଦ କରନ୍ତୁ ଆମେନ୍।

    • @sankarpriscillaodisha7805
      @sankarpriscillaodisha7805 2 роки тому

      Really brother heart touching song... love this song very much.

    • @Simon-k3c
      @Simon-k3c Рік тому

      Amen

    • @NanditaMisalo
      @NanditaMisalo 9 місяців тому

      ​@@anantakumargarada9549aare v

  • @AmitBadanayak
    @AmitBadanayak 2 роки тому +35

    ଆମେ ଜଗତର ଧନ ସଂପତ୍ତି,ଯଶ ସମ୍ମାନ କିମ୍ବା ସୁନା ରୂପା କୁ ନେଇ ଦର୍ପ କଲେ କିଛି ଲାଭ ନାହିଁ। ଆମେ ଯୀଶୁଙ୍କ ଠାରେ ଦର୍ପ କରିବାର ଆବଶ୍ୟକତା ରହିଛି। ଦୀର୍ଘ ଦିନର ବ୍ୟବଧାନ ପରେ ଏକ ସୁନ୍ଦର ମନଛୁଆଁ ନିଚ୍ଛକ ଖ୍ରୀଷ୍ଟୀୟ ଭକ୍ତି ଗୀତ ଶୁଣିବାକୁ ମିଳିଲା। ଖ୍ରୀଷ୍ଟୀୟ ଭକ୍ତି ଗୀତ ଗୁଡ଼ିକ ଏଭଳି ଭାବେ ଲେଖା ଓ ସ୍ୱର ସଂଯୋଜନା ହେବା ନିତାନ୍ତ ଜରୁରୀ। ଋତୁରାଜ ମହାନ୍ତିଙ୍କ ଗାୟନ ଶୈଳୀ ଅତ୍ୟନ୍ତ ଉଚ୍ଚ କୋଟୀର ହୋଇଛି। ଗୀତ ଶୁଣୁଥିଲେ ବାରମ୍ବାର ଶୁଣୁଥା ଲାଗୁଛି। ପ୍ରସାଦ ଲିମ୍ମା ସାର୍ ଙ୍କ ସ୍ୱର ସଂଯୋଜନା ସର୍ବଦା ପ୍ରଶଂସନୀୟ ଅଟେ। ତିତସ୍ ପାଲ୍ ଙ୍କ ଲେଖା ବହୁତ ବାଇବଲ ଭିତ୍ତିକ ହୋଇ ହୃଦୟସ୍ପର୍ଶୀ ହୋଇପାରିଛି। ବାପି ସାମଲଙ୍କ ସଙ୍ଗୀତ ପରିଚାଳନା ଦିନକୁ ଦିନ ଉନ୍ନତି ହେବାରେ ଲାଗିଛି। ମୁଁ ସମସ୍ତ ଶ୍ରୋତା ମାନଙ୍କୁ ଅନୁରୋଧ କରେ ଏଭଳି ଗୀତ ଗୁଡ଼ିକ ଶୁଣନ୍ତୁ ଏବଂ ପ୍ରଭୁଙ୍କ ପ୍ରଶଂସା ଉଦ୍ଦେଶ୍ୟରେ ବ୍ୟବହାର କରନ୍ତୁ। ପ୍ରସାଦ ଲିମ୍ମା ସାର୍ ଏଭଳି ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ଗୀତ ଏ ଖ୍ରୀଷ୍ଟୀୟ ସମାଜକୁ ଭେଟି ଦେଇ ତାଙ୍କ ସେବା କାର୍ଯ୍ୟରେ ଲାଗି ରୁହନ୍ତୁ। ପ୍ରଭୁ ସମସ୍ତଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ।#Amitbadanayak

    • @jordanjulious5424
      @jordanjulious5424 2 роки тому +1

      Praise the lord

    • @PRASADLIMAMUSIC
      @PRASADLIMAMUSIC  2 роки тому +3

      ପ୍ରଭୁ ଯୀଶୁ ଙ୍କ ମଧୁର ଏବଂ ପବିତ୍ର ନାମ ନେଇ ଅଶେଷ ଅଶେଷ ଧନ୍ୟବାଦ୍ ଏବଂ କୃତଜ୍ଞତା ଜ୍ଞାପନ କରୁ ମୋ ପ୍ରିୟ ଭାଈ AMIT .......👏👏👏👏
      ପ୍ରଭୁଙ୍କ ପ୍ରତି ଆପଣଙ୍କ ପ୍ରେମ , ତ୍ୟାଗ ଏବଂ ତାଙ୍କ ଗୌରବ ନିମନ୍ତେ ଆପଣଙ୍କ ପ୍ରଚେଷ୍ଟାକୁ ମୁଁ ପ୍ରଶଂସା କରେ ....
      ସମସ୍ତଙ୍କ ମନରେ ଏକ ନୂତନ ଉଧିପନା , ଭକ୍ତି ଭାବ ଏବଂ ଆତ୍ମିକ ଜାଗରଣ ସୃଷ୍ଟି କରିଲା ଭଳି ମନ୍ତବ୍ୟ ନିଶ୍ଚୟ ପ୍ରଭୁଙ୍କ ମହିମା ପ୍ରକାଶ କରିବା ସହିତ ଆନେକଙ୍କ ଆତ୍ମିକ ଜୀବନ ଅଭିବୃଦ୍ଧି ରେ ସାହାଯ୍ୟ ନିଶ୍ଚୟ କରିବ ...... ଧନ୍ୟବାଦ୍
      ପ୍ରଭୁ ଆପଣଙ୍କ ଓ ପରିବାରର ସର୍ବଦା ମଙ୍ଗଳ କରନ୍ତୁ ......👍👍

    • @mahalaxmidisari6890
      @mahalaxmidisari6890 2 роки тому +2

      Jisunka Bina e jiban brutha

    • @sirajkhosla7272
      @sirajkhosla7272 2 роки тому +1

      Amen

    • @hrudayanag2053
      @hrudayanag2053 2 роки тому

      Amit sir rituraj nku sujog diantu gaibaku sei bhala singer 🙏

  • @abrahammallick5699
    @abrahammallick5699 2 роки тому +4

    Praise the Lord bahi

  • @BipinNag2999
    @BipinNag2999 2 роки тому +38

    Praise the Lord ବହୁତ ଦିନ ପରେ ବହୁତ ସୁନଧର ଗୀତ ମିଳିଚି ପରେମଶ୍ବରଙ୍କ ମହା ନାମ ରେ ଧନ୍ଯବାଦ ହେଉ 🙏🙏🙏

    • @PRASADLIMAMUSIC
      @PRASADLIMAMUSIC  2 роки тому

      ବହୁତ ବହୁତ ଧନ୍ୟବାଦ୍ ଜଣାଉଛୁ Bipin ଭାଈ 🙏🙏🙏

  • @chohanpatra2513
    @chohanpatra2513 2 роки тому +5

    Press the lord sir hallelujah

  • @sudamsagar8675
    @sudamsagar8675 2 роки тому +29

    ପ୍ରଭୁ ଯୀଶୁଙ୍କ ଜୟ ହେଉ ରୁତୁ ରାଜ ଭାଇ ଙ୍କୁ ମଧ୍ଯ ପ୍ରଭୁ ଯୀଶୁ ପ୍ରଚୁର ରୂପେ ଦୀର୍ଘାୟୁ ଏବଂ ଆଶୀର୍ବାଦ କରନ୍ତୁ amen

    • @PRASADLIMAMUSIC
      @PRASADLIMAMUSIC  2 роки тому

      ବହୁତ ବହୁତ ଧନ୍ୟବାଦ ସୁନ୍ଦର ମନ୍ତବ୍ୟ ପାଈଁ ❤️❤️🙏🙏

    • @bhanjakishorebehera06
      @bhanjakishorebehera06 Рік тому

      @@PRASADLIMAMUSIC wonderful song Brother God bless you abundantly

  • @lalitkumarbardhan1418
    @lalitkumarbardhan1418 2 роки тому +3

    Ruturaj ଆଜ୍ଞା ନିଜର ମନ ପ୍ରାଣ ହୃଦୟ ଦେଇ ଏହି ଗୀତଟିକୁ ଗାନ କରି ମୋର ହୃଦୟକୁ ସ୍ପର୍ଶ କରି ପାରିଛି l ପ୍ରଭୁ ତାଙ୍କ ଜୀବନ ଏବଂ ତାଙ୍କ କଣ୍ଠ ଦେଇ ଗୌରବାନ୍ବିତ ହୁଅନ୍ତୁ l Thanks to the composer as well and Limma angya for bringing out such a ମନଛୁଆଁ ସଙ୍ଗୀତ!!!

    • @PRASADLIMAMUSIC
      @PRASADLIMAMUSIC  2 роки тому

      ବହୁତ ସୁନ୍ଦର ପ୍ରଭୁଙ୍କୁ ଗୌରବ ଦେବା ମତାମତ ପାଇଁ ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ Lalit ଆଜ୍ଞା ❤️❤️🙏🙏

  • @mohandas1918
    @mohandas1918 2 роки тому +2

    Bahuta badhia heart touching song pravu asribad karantu Amen

    • @PRASADLIMAMUSIC
      @PRASADLIMAMUSIC  2 роки тому

      ପ୍ରଭୁ ଆପଣଙ୍କୁ ଓ ପରିବାରକୁ ମଧ୍ୟ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👏👏👏👏👏

  • @satyaprakash8509
    @satyaprakash8509 2 роки тому +4

    Beautiful song rituraj sir our loving God Jesus Christ bless you

    • @PRASADLIMAMUSIC
      @PRASADLIMAMUSIC  2 роки тому

      Brother Satya ❤️❤️🙏🙏
      THANKING you so so much

  • @Naveenkumar-id4vo
    @Naveenkumar-id4vo 2 роки тому +2

    Praise the lord ବହୁତ ସୁନ୍ଦର ସଙ୍ଗୀତ ପ୍ରଭୁ ଆପଣଙ୍କୁ ଆର୍ଶୀବାଦ କରନ୍ତୁ।

    • @PRASADLIMAMUSIC
      @PRASADLIMAMUSIC  2 роки тому

      NAVEEN ଆଜ୍ଞା ନମସ୍କାର .......🙏🙏
      WITHOUT JESUS LIFE IS VANITY
      ନିଶ୍ଚୟ ଅତି ଆନନ୍ଦ ମୁଲକ ମତାମତ ଦ୍ଵାରା ଆମ୍ଭମାନଙ୍କ ମନକୁ ଆନନ୍ଦ ଦେଇଥିବାରୁ ଆପଣଙ୍କ ଠାରେ ଆମେ ଧନ୍ୟବାଦୀ ଅଟୁ.........
      ବହୁତ ବହୁତ ଧନ୍ୟବାଦ୍........ ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ 🙏🙏

  • @arunipani5425
    @arunipani5425 2 роки тому +5

    Really it's touching you sang excellence brother

  • @shyamsundarchinchani7217
    @shyamsundarchinchani7217 2 роки тому +2

    ଗୀତ ମାନେ ଏମିତି ଥିବା ଦରକାର ପ୍ରଭୁଙ୍କର ମହାନ ନାମ ଧନ୍ୟ ହେଉ ଗୀତ ତିଆରି କରିଥିବା ଭାଇମାନଙ୍କୁ ପ୍ରଭୁ ଯୀଶୁ ବାପା ଆଶୀର୍ବାଦ କରନ୍ତୁ.Amen

    • @PRASADLIMAMUSIC
      @PRASADLIMAMUSIC  2 роки тому +2

      Shyamsundar ଆଜ୍ଞା ନମସ୍କାର ❤️❤️🙏🙏
      ପ୍ରକୃତରେ ଅନେକ ଟଙ୍କା ଅପେକ୍ଷା ଆପଣଙ୍କ ବହୁମୂଲ୍ୟ ମତାମତ ର ଦମ୍ ଅଧିକ ........... ଯାହାକି ପ୍ରଭୁଙ୍କୁ ଗୌରବ ଦେଉଛି 👏👏👏👏
      ବହୁତ ଧନ୍ୟବାଦ୍ ଆଜ୍ଞା

  • @jollydas1260
    @jollydas1260 2 роки тому +3

    Nice composition...praise the lord...

    • @PRASADLIMAMUSIC
      @PRASADLIMAMUSIC  2 роки тому

      Thanks for watching and loving US ❤️❤️🙏🙏

  • @bickynayak7471
    @bickynayak7471 2 роки тому +2

    Praise the lord 🙏 Prabhu samastankara managala karantu Amen bahut sundar song hrudaya Vara Gita tie thanks 🙏

    • @PRASADLIMAMUSIC
      @PRASADLIMAMUSIC  2 роки тому

      Bicky ଭାଈ........👏👏👏👏
      ପ୍ରଭୁଙ୍କର ଗୌରବ ହେଉ ଏବଂ ଆପଣଙ୍କୁ ପ୍ରଭୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍👍

  • @hiramajhi6702
    @hiramajhi6702 2 роки тому +3

    ଅତି ମଧୁର.......ଗୀତ

    • @PRASADLIMAMUSIC
      @PRASADLIMAMUSIC  2 роки тому

      Hira ଆଜ୍ଞା 👏👏👏👏👏
      ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛୁ ❤️❤️🙏🙏

  • @digvijay4446
    @digvijay4446 2 роки тому +2

    Praise the lord 🙏🙏 gito bhahuto bholo heichiii agya nice compose

  • @abashlimaabashlima7777
    @abashlimaabashlima7777 2 роки тому +4

    Praise the lord Prasad Lima sir gito bahuto sundaro hayichi

    • @PRASADLIMAMUSIC
      @PRASADLIMAMUSIC  2 роки тому

      ପ୍ରଭୁଙ୍କର ପବିତ୍ର ନାମର ଧନ୍ୟବାଦ୍ ହେଉ.......
      ବହୁତ ବହୁତ ଧନ୍ୟବାଦ

  • @junashkumarganta7555
    @junashkumarganta7555 2 роки тому +2

    ବହୁତ ସୁନ୍ଦର ଗୀତ, ବହୁତ ସୁନ୍ଦର ରଚନା, ବହୁତ ମଧୁର ସ୍ୱର ସଂଯୋଜନା Sir 🙏.. ବହୁତ ସୁନ୍ଦର ଭାବରେ Rituraj Sir ଗାଇଛନ୍ତି... ଖୁବ ସୁନ୍ଦର Music Arrangments ......

    • @PRASADLIMAMUSIC
      @PRASADLIMAMUSIC  2 роки тому +1

      ବହୁତ ବହୁତ ଧନ୍ୟବାଦ୍ ଭାଈ JUNASH.......
      ସର୍ବଦା ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ 👏👏👏👏
      ବହୁତ ବହୁତ ଧନ୍ୟବାଦ୍........ 💕💕

  • @puspak3470
    @puspak3470 2 роки тому +3

    God Bless you sir Bohuto bholo song gai chonti amitihi agoku bodontu praisc the lord ⛪️⛪️⛪️⛪️

    • @PRASADLIMAMUSIC
      @PRASADLIMAMUSIC  2 роки тому

      DEAR loving PUSPAAK 👏👏👏👏
      LOVELY FEEDBACK FROM A LOVELY PERSON ........ ❤️❤️🙏🙏
      GOD BLESS YOU

  • @rubenbagh9811
    @rubenbagh9811 2 роки тому +2

    Praise the lord

  • @estherlima6263
    @estherlima6263 2 роки тому +3

    Nice song 👍God bless you

    • @PRASADLIMAMUSIC
      @PRASADLIMAMUSIC  2 роки тому

      Thank You So So much dear Loving Sisiter Esther.......
      God bless you for your lovely Compliments 👏👏👏

  • @SBMusic123
    @SBMusic123 2 роки тому +7

    gito sunu thile akhiru Luho jhoruchi bohut sundor hoichi gito thank you jesus 🙏 ♥

    • @PRASADLIMAMUSIC
      @PRASADLIMAMUSIC  2 роки тому

      I also CRIED for this meaningful Song......
      ପ୍ରଭୁ କରନ୍ତୁ ଅନେକ ହୃଦୟରେ ପ୍ରଭୁଙ୍କ ଗୌରବ ନିମନ୍ତେ ଆଶ୍ରୁ ଝରୁ....... ଆମେନ୍

    • @arunipani5425
      @arunipani5425 2 роки тому

      Yes it's touching my heart praise God ❤️❤️❤️ jisu tume mo darpa

  • @sandhyalima9277
    @sandhyalima9277 2 роки тому +2

    Thank you bhaina 🙏ଆଉ ଗୋଟେ ହୃଦୟସ୍ବର୍ଶ ଗୀତ ପାଇଁ... ବହୁତ ସୁନ୍ଦର ହେଇଚି... God bless you 🙏

    • @PRASADLIMAMUSIC
      @PRASADLIMAMUSIC  2 роки тому

      ବହୁତ ସୁନ୍ଦର ମତାମତ ଦ୍ୱାରା ପରମେଶ୍ବରଙ୍କ ଗୌରବ ହେଉ ମୋ ପ୍ରିୟ ଭଊଣି ସନ୍ଧ୍ୟା .......
      💕💕🙏🙏

  • @AanuNayak-v9t
    @AanuNayak-v9t 9 місяців тому +3

    God aap sabhi ko Ashish Karen

  • @rajchetty7452
    @rajchetty7452 2 роки тому +2

    Praise The Lord

  • @paulabadhadhangada28
    @paulabadhadhangada28 2 роки тому +4

    Praise the Lord thanks very much to you director sir nice voice singer man Ritu sir may God bless you always good ,

    • @PRASADLIMAMUSIC
      @PRASADLIMAMUSIC  2 роки тому

      ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ୍ ହେଉ ମୋ ପ୍ରିୟ ଭାଈ Paula .......❤️❤️🙏🙏
      Lots of love and Thanks for your beautiful and valuable compliments...…👏👏👏
      God bless you mightyly

    • @alokmantry5647
      @alokmantry5647 2 роки тому

      Heart touching song

  • @jospinasabar1684
    @jospinasabar1684 2 роки тому +2

    Praise the lord amen god bless you 🙏🙏🌹🌹🙏🙏

    • @PRASADLIMAMUSIC
      @PRASADLIMAMUSIC  2 роки тому

      Dear loving sister Jospina......💕💕🙏🙏
      Thanks for always being with US as OUR LOVING SISTER ....... 👏👏👏👏
      God bless you richly 👍

  • @rajeshnayakcreations1063
    @rajeshnayakcreations1063 2 роки тому +7

    Praise the lord 🙏very beautiful song 👍👍very heart touching singing ❤❤❤prabhu ki mohima ho 🙏🙏jai mashi ki 🙏

    • @PRASADLIMAMUSIC
      @PRASADLIMAMUSIC  2 роки тому +1

      Jai Mashi ki......🙏🙏
      AAP ko Mashi ki Nam Me bahat bahat dhanyabad 👏👏👏👏

  • @hemantanag2146
    @hemantanag2146 Рік тому +1

    Bahut sunder gita apononko bahut dhanyabad sir god bless u

  • @rabijamuguda6577
    @rabijamuguda6577 2 роки тому +3

    Praise the lord Lima sir very nice beautiful songs God bless all family

    • @PRASADLIMAMUSIC
      @PRASADLIMAMUSIC  2 роки тому

      Rabi ଭାଈ 👏👏👏
      It's a lovely feedback from you and We love to hear ALL this ❤️❤️ God bless you

  • @ajpkd9528
    @ajpkd9528 2 роки тому +1

    ମୁଁ ଯେତେବେଳେ ନିଜେ କଷ୍ଟ , ଦୁଃଖ ଓ ଅବାଟରେ ଥିଲି ଏହିପରି ସୁନ୍ଦର ଗୀତ ଶୁଣି ଯୀଶୁଙ୍କ ନାମରେ ସାହାସ ପାଇଛି ଧନ୍ୟବାଦ ଲିମ୍ମା ସାର୍ ପ୍ରଭୁ ଆପଣଙ୍କୁ ଏହିପରି ସୁନ୍ଦର ଜ୍ଞାନ ଦିଅନ୍ତୁ Almighty of God Amen 🙏🙏

    • @PRASADLIMAMUSIC
      @PRASADLIMAMUSIC  2 роки тому +1

      ମୋ ପ୍ରିୟ ଭାଇ .........❤️❤️🙏🙏
      ପ୍ରଭୁ ଯୀଶୁ ଙ୍କ ମଧୁର ଏବଂ ପବିତ୍ର ନାମ ନେଇ କୃତଜ୍ଞତା ଜ୍ଞାପନ କରୁ .......👏👏
      ଏହି ନୂତନ ଗିତ ଆପଣଙ୍କ ମନରେ ଭକ୍ତି ଭାବ ଏବଂ ଆତ୍ମିକ ଜାଗରଣ ସୃଷ୍ଟି କରିଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦେଉ .........
      God bless you abundantly ......👍👍

  • @arkribikaanant
    @arkribikaanant 2 роки тому +3

    ଗୀତ ବହୁତ ବଡ଼ିଆ ହୋଇଛି SIR।
    ପ୍ରଭୁ ସଦାପ୍ରଭୁଙ୍କର ପ୍ରଶଂସା ହେଉ।
    #ARKCOMPLEX
    #AK56NILAGUDA
    MAY GOD BLESS YOU ABUNDANTLY!

    • @PRASADLIMAMUSIC
      @PRASADLIMAMUSIC  2 роки тому

      ଗୀତ ଦ୍ଵାରା ପ୍ରଭୁଙ୍କର ଗୌରବ ହେଉ ଏବଂ ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ୍ ହେଉ .....🙏🙏
      ପ୍ରଭୁ ଆପଣଙ୍କୁ ଏବଂ ପରିବାରକୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👏👏

  • @sudhablogs107
    @sudhablogs107 2 роки тому +2

    Praise the Lord 🙏 God bless you Lima babu

    • @PRASADLIMAMUSIC
      @PRASADLIMAMUSIC  2 роки тому

      SUDHA BLOGS .....❤️❤️🙏🙏
      We LOVE to THANK YOU
      ସୁନ୍ଦର ମତାମତ ଦ୍ୱାରା ପ୍ରଭୁଙ୍କର ପ୍ରଶଂସା କରି ଥିବାରୁ ବହୁତ ଧନ୍ୟବାଦ୍ 🙏🙏
      ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ

  • @khushbuandkismat8765
    @khushbuandkismat8765 2 роки тому +4

    Very nice

  • @jsp420official5
    @jsp420official5 2 роки тому +2

    Dhanybada sir ଏହି happy Sunday କୁ ନୂତନ ଭଜନ ଗୀତ ଆଣିଥିବାରୁ। ସଦା ସର୍ବଦା ପ୍ରଭୁ ଯୀଶୁଙ୍କର ଆଶିର୍ବାଦ ଆପଣକଂ ଠାରେ ରହୁ ଆମେନ

    • @PRASADLIMAMUSIC
      @PRASADLIMAMUSIC  2 роки тому

      We are very very Pleased to have your valuable feedback 👏👏👏👏
      ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ୍ ହେଉ
      ପ୍ରଭୁ ଆପଣଙ୍କୁ ଏବଂ ପରିବାରକୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👏👏

  • @GhashiramBibhar-ck8bm
    @GhashiramBibhar-ck8bm 6 місяців тому +3

    Good song thankyou sir

  • @rajkumarpradhan9110
    @rajkumarpradhan9110 2 роки тому +2

    ଗାୟକ ଭାଇଙ୍କୁ ପ୍ରଭୁ ତୁମରି ପରିଚୟ ଦିଅ
    ଆଉ ଗୀତ ପାଇଁ prasad sir ଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି

    • @PRASADLIMAMUSIC
      @PRASADLIMAMUSIC  2 роки тому

      ନିଶ୍ଚୟ ଆଜ୍ଞା ❤️❤️🙏🙏
      Thank You So So much

  • @nayakparineeta123
    @nayakparineeta123 2 роки тому +4

    Nice song thank you

    • @PRASADLIMAMUSIC
      @PRASADLIMAMUSIC  2 роки тому

      Thanks a lot and Our Heartly regards behalf of our whole Team ..........❤️❤️🙏🙏
      God bless you richly

  • @gitalinayak2327
    @gitalinayak2327 7 місяців тому +1

    Praise God 🙏

  • @SBMusic123
    @SBMusic123 2 роки тому +3

    sunibaku redy hoijaichi asijaichi heart touching song by prasad limma music praise the Lord all

    • @PRASADLIMAMUSIC
      @PRASADLIMAMUSIC  2 роки тому

      THANK YOU SO SO MUCH BEHALF OF OUR WHOLE TEAM Dear SB Music .......... 👏👏👏
      ଏହି ନୁତନ ଗୀତ ପ୍ରତ୍ୟୋକ ମନରେ ଏକ ଭକ୍ତି ଭାବପୂର୍ଣ୍ଣ ଏବଂ ଆତ୍ମିକ ଜାଗରଣ ସୃଷ୍ଟି କରିବା ସହିତ ଆମ୍ଭମାନଙ୍କୁ ପ୍ରଭୁଙ୍କର ନିକଟବର୍ତ୍ତୀ ହେବା ପାଇଁ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରୁ ....... ପ୍ରଭୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ .....
      ଧନ୍ୟବାଦ୍ 🙏🙏

  • @philmangomango1609
    @philmangomango1609 2 роки тому +2

    Praise the lord,.....nice song...

    • @PRASADLIMAMUSIC
      @PRASADLIMAMUSIC  2 роки тому

      ବହୁତ ସୁନ୍ଦର ମତାମତ ପାଇଁ ହୃଦୟ ଭରା ଧନ୍ୟବାଦ୍
      👏👏👏👏👏

  • @jeebit2037
    @jeebit2037 2 роки тому +4

    Glory to God
    ଅତ୍ୟନ୍ତ ହୃଦୟ ସ୍ପର୍ଶୀ
    Next level.
    Excellent composition and Lyrics.
    May God bless you all the team members.

    • @PRASADLIMAMUSIC
      @PRASADLIMAMUSIC  2 роки тому

      ମୋ ପ୍ରିୟ ଭାଇ JEEBIT.........❤️❤️🙏🙏
      ପ୍ରଭୁ ଯୀଶୁ ଙ୍କ ମଧୁର ଏବଂ ପବିତ୍ର ନାମ ନେଇ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଏ .......👏👏
      ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଯେ ତାଙ୍କ ଗୌରବ ମହିମା ନିମନ୍ତେ ସେ ପୁଣି ଗୋଟିଏ ଗୀତ ପ୍ରସ୍ତୁତ କରିବାରେ ସାହାଯ୍ୟ କଲେ.........
      ଏହି ଶ୍ରେୟ ତୁମ୍ଭ ମାନଙ୍କର ମଧ୍ୟ ଅଟେ
      ପ୍ରଭୁ ସମସ୍ତଙ୍କୁ ଆଶିର୍ବାଦ କରନ୍ତୁ ......👍👍

  • @pramodkumarmajhi5850
    @pramodkumarmajhi5850 2 роки тому +2

    I love you RutuRaj sir.... Ur voice is so beautiful and amazing....

  • @ritumalik4256
    @ritumalik4256 2 роки тому +3

    ସଦାପ୍ରଭୁ ଆପଣମାନଙ୍କୁ ପ୍ରଚୁର ଆଶିର୍ବାଦ କରନ୍ତୁ ତାହାଙ୍କ ଗୌରବ ଉଦ୍ଦେଶ୍ୟରେ ନୂଆ ନୂଆ ଗୀତ ଭେଟି ଭାବେ ଆମ୍ଭମାନଙ୍କ ନିକଟରେ ପହଞ୍ଚାଉ ଥିବାରୁ ବିଶେଷ ଆପଣମାନଙ୍କୁ ଅନ୍ୟବାଦ।
    Lord Jesus bless you! AMEN

    • @PRASADLIMAMUSIC
      @PRASADLIMAMUSIC  2 роки тому

      OUR dear loving sister RITU .... 💕💕🙏🙏
      It's a Tremendous Feeling and very very happy to have your valuable Compliments
      ଗୀତ ଦ୍ଵାରା ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ୍ ହେଉ ......ଏବଂ ବହୁତ ସୁନ୍ଦର ମତମତ ପାଇଁ ପ୍ରଭୁ ଆପଣଙ୍କୁ ଏବଂ ପରିବାରକୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👏👏

  • @sumitrasahoo9195
    @sumitrasahoo9195 Рік тому +1

    ⛪"ପ୍ରଭୁ ଯୀଶୁ କହିଲେ ହେ ପରିଶ୍ରାନ୍ତ ଓ ଭାର ଗ୍ରସ୍ତ ଲୋକ ସମସ୍ତ ତୁମ୍ଭେ ମୋ ନିକଟକୁ ଆସ ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି "(ଆମେନ୍)I Love You Jesus ✝️🙏

    • @PRASADLIMAMUSIC
      @PRASADLIMAMUSIC  Рік тому

      God bless you richly and Thanks for this Loving Compliments 👏👏

  • @RiturajMohantyOfficial
    @RiturajMohantyOfficial 2 роки тому +8

    Praise the Lord 🙏❤️ thank you 🙏

    • @PRASADLIMAMUSIC
      @PRASADLIMAMUSIC  2 роки тому +3

      RITURAJ SIR ..........❤️❤️🙏🙏
      A BIG ROUND OF AFLOUS AND THANKSFULL GRATITUDE TO YOU BEHALF OF OUR CHRISTIAN COMMUNITY .........👏👏👏👏
      🌹🌹 A OUTSTANDING 🌹🌹
      PERFORMANCE BY YOU
      AND WE PROUD OF YOU
      MAY GOD BLESS YOU

    • @amoskumarlima6665
      @amoskumarlima6665 2 роки тому +1

      Incredible Singing Sir.... Words fall short to describe my heartfelt emotions for this wonderful song and singing ❤️❣️

  • @amitkumarnayak6178
    @amitkumarnayak6178 2 роки тому +2

    Very nice song God bless you, Praise the Lord

    • @PRASADLIMAMUSIC
      @PRASADLIMAMUSIC  2 роки тому

      Amit ଭାଈ.........👏👏👏👏
      God showers his mighty blessings upon you 👍👍👍👍thank you

  • @purna2390
    @purna2390 2 роки тому +3

    Thank you sir

  • @pastormojeshpatla1457
    @pastormojeshpatla1457 2 роки тому +1

    Sir ବହୁତ ଧନ୍ୟବାଦ ଗୀତ ପାଇଁ vhrinic 👍👍

    • @PRASADLIMAMUSIC
      @PRASADLIMAMUSIC  2 роки тому

      Moses ଆଜ୍ଞା ନମସ୍କାର....... praise the Lord
      ବହୁମୂଲ୍ୟ ମତାମତ ଦ୍ଵାରା ପ୍ରଭୁଙ୍କର ଗୌରବ ହେଉ
      ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ 👍👍

  • @hlchannel295
    @hlchannel295 2 роки тому +8

    Rituraj is Faithful singer than Human Sagar.... God bless you bro 🙏🙏🙏
    I request to Limma Sir, please let him Sing continuously...... Waiting to hear Rituraj again 🙏🙏🙏
    Thank you everyone 🙏

    • @PRASADLIMAMUSIC
      @PRASADLIMAMUSIC  2 роки тому +1

      YES brother WE WILL LET HIM SING CONTINUESLY 👏👏👏👏👏👏
      Thank you so so much ❤️

  • @g.kmusicofficial6822
    @g.kmusicofficial6822 2 роки тому +3

    ବହୁତ୍ ସୁନ୍ଦର ହୃଦୟ ସ୍ଵର୍ଶି ଗୀତ ସାର୍ 💓💓

    • @PRASADLIMAMUSIC
      @PRASADLIMAMUSIC  2 роки тому

      Thanks for watching and loving US dear GK Music......❤️🙏
      God bless you all

  • @jatindramishal7949
    @jatindramishal7949 2 роки тому +3

    Very good song......

    • @PRASADLIMAMUSIC
      @PRASADLIMAMUSIC  2 роки тому

      Jatindra ଆଜ୍ଞା ନମସ୍କାର ❤️❤️🙏🙏
      ଆପଣଙ୍କ ବହୁମୂଲ୍ୟ ମତାମତ ଦ୍ଵାରା ପ୍ରଭୁଙ୍କର ଗୌରବ ହେଉ 👏👏
      ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ

  • @AanuNayak-v9t
    @AanuNayak-v9t 9 місяців тому +1

    So nice beautiful song mere Dil Ko touch kar liya gana Jo brother gaya hai gana usko God Ashish Karen bahut bahut 🙏👏👏

    • @PRASADLIMAMUSIC
      @PRASADLIMAMUSIC  9 місяців тому

      Thanks a lot for your valuable compliments .......👏👏
      May God bless you abundantly

  • @mothinanayaknayak1023
    @mothinanayaknayak1023 Рік тому +3

    👍🤗

  • @aminmallik4298
    @aminmallik4298 2 роки тому +2

    Rituraj sir nice song
    Amiti songs🎵 puni sunibaku chanhuchhu God bless you..

    • @PRASADLIMAMUSIC
      @PRASADLIMAMUSIC  2 роки тому

      ପ୍ରାର୍ଥନା କରନ୍ତୁ ମୋ ପ୍ରିୟ ଭାଈ 💕💕🙏🙏
      ପ୍ରଭୁ ଆପଣଙ୍କୁ ମଧ୍ୟ ବହୁଳ ଭାବରେ ଆଶିର୍ବାଦ କରନ୍ତୁ

  • @Joyaslimmaofficial
    @Joyaslimmaofficial 2 роки тому +6

    Praise the LORD 🙏🙏
    Very Nice Song Brother.. 👌👌.. 🙏❤✝️🙌

    • @PRASADLIMAMUSIC
      @PRASADLIMAMUSIC  2 роки тому

      Thanks My dear Loving brother Joyas
      ❤️❤️🙏🙏
      GOD bless you Richly 👍👍

  • @jjjmusicpresents5659
    @jjjmusicpresents5659 2 роки тому

    Praise the Lord. Halelluya. Super super

    • @PRASADLIMAMUSIC
      @PRASADLIMAMUSIC  2 роки тому

      Our Heartly Thanks and Love 💕💕💕
      always with you.........JJJ MUSIC

  • @sabirlima423
    @sabirlima423 2 роки тому +4

    Praise the LORD 🙏... very good song ,,, throughout this song we can pore out our heart to GOD...

    • @sabirlima423
      @sabirlima423 2 роки тому +1

      God bless you all

    • @PRASADLIMAMUSIC
      @PRASADLIMAMUSIC  2 роки тому

      Thanks a lot My loving brother Pabi.....
      💕💕
      It's a great Feeling 👏👏👏
      ଗୀତ ଦ୍ଵାରା ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ୍ ହେଉ ...... God bless you

  • @abhisuna5712
    @abhisuna5712 2 роки тому +2

    Rutu Bhai God bless you

  • @BilliyamEdits
    @BilliyamEdits 2 роки тому +3

    Praise The Lord
    May God bless all of you 💖💖💖💖

    • @PRASADLIMAMUSIC
      @PRASADLIMAMUSIC  2 роки тому +1

      Billyam ଭାଈ.......may the Lord bless you abundantly and thank You

    • @BilliyamEdits
      @BilliyamEdits 2 роки тому

      @@PRASADLIMAMUSIC It's Okay

  • @samuelkandapan9441
    @samuelkandapan9441 2 роки тому +2

    God bless uh Richly ❤️ prasad lima sir

    • @PRASADLIMAMUSIC
      @PRASADLIMAMUSIC  2 роки тому

      God bless you Too My dear Loving brother Samuel ❤️❤️🙏🙏

  • @blessedsam6849
    @blessedsam6849 2 роки тому +7

    Praise the lord we are waiting for another masterpiece Song

  • @mukundentertainment2969
    @mukundentertainment2969 2 роки тому +2

    Praise the lord.heart touch song by Ritu Raj .wow beautiful Lima sir.keep it up 👍🙏🙏🙏🙏🙏🙏🙏🙏🙏

    • @PRASADLIMAMUSIC
      @PRASADLIMAMUSIC  2 роки тому

      My living Mukund brother
      ❤️❤️🙏🙏
      It's your CHEARESED Compliments 👏👏👏
      Thanks a lot and God bless you

  • @abhilipsasamantaray9807
    @abhilipsasamantaray9807 2 роки тому +4

    Praise The Lord 🙏🙏🙏🙏

    • @PRASADLIMAMUSIC
      @PRASADLIMAMUSIC  2 роки тому +1

      PROUDLY THANKING YOU DEAR ABHILIPSA........👏👏👏
      It's a great time to receive Your Heartly and BLESSED Compliments
      God bless you and family abundantly ......👍👍

  • @rakeshpatro3000
    @rakeshpatro3000 2 роки тому +1

    Woww so nice sir

  • @sadhakabebarta4751
    @sadhakabebarta4751 2 роки тому +6

    My beloved Prasad Sir, today I'm specially praying and begging to God to bless you infinitely because you have a big broken heart fro the kingdom of God...
    Our prayers are always with you, nice song,nice composition and nice Lyrics and amazing sung...
    AMEN

    • @PRASADLIMAMUSIC
      @PRASADLIMAMUSIC  2 роки тому

      MY LOVING BROTHER SADHAKA .....❤️❤️ PROUDLY THANKING YOU ........👏👏
      Really I feel PROUD ......
      And always It's Your valuable LOVE AND PRAYER SUPPORT which gives COURAGE to ME......
      Thank You for your beautiful and BLESSED Compliments
      God bless you and family abundantly ......👍👍

  • @nirmalanag8025
    @nirmalanag8025 2 роки тому +2

    Amen praise the Lord 🙏

    • @PRASADLIMAMUSIC
      @PRASADLIMAMUSIC  2 роки тому

      Nirmala Mam .....🙏🙏💕💕
      Our Heartly regards and thanks to you 👏👏

  • @p.johnaustin5273
    @p.johnaustin5273 2 роки тому +8

    Nice singing and lyrics is such a heart touching 🙌❤️✝️🙏

    • @PRASADLIMAMUSIC
      @PRASADLIMAMUSIC  2 роки тому

      ALL glory and honour to the Lord
      ❤️❤️🙏🙏
      Thanks for your valuable love and Compliments 👏👏

  • @animapatmajhi2498
    @animapatmajhi2498 2 роки тому +2

    Ooh my God heart toughing song
    God bless you !My favourite singer Ruturaj bro.

    • @PRASADLIMAMUSIC
      @PRASADLIMAMUSIC  2 роки тому

      Dear Loving Anima......💕💕🙏🙏
      Proud to get your valuable Compliments 👏👏👏
      God bless you abundantly

  • @prafullanayak9579
    @prafullanayak9579 2 роки тому +4

    Its a great and heart touching song.
    When a person will hear this song mindlly, he will undestand who is he(self) wher he is, wt is he is
    he will understand 100% Jesus is his way. Praise The Lord sir.
    Aachually GOD is using u correctlly for his service.

    • @PRASADLIMAMUSIC
      @PRASADLIMAMUSIC  2 роки тому

      It's a GREAT HAPPINESS and BLESSED TIME for US dear PRAFULLA ଆଜ୍ଞା .......❤️❤️🙏🙏
      ଆପଣଙ୍କ ବହୁମୂଲ୍ୟ ମତାମତ ନିଶ୍ଚୟ ପରମେଶ୍ୱରଙ୍କୁ ଗୌରବ ମହିମା ଦେବା ସହିତ ଆମ୍ଭମାନଙ୍କୁ ଅଧିକ ମାତ୍ରାରେ ଅନୁପ୍ରାଣୀତ କରି ପାରିଛି....👏👏👏
      ପ୍ରଭୁ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍

  • @srmusic5004
    @srmusic5004 2 роки тому +1

    Praise the lord bahut sundar achhi gita

    • @PRASADLIMAMUSIC
      @PRASADLIMAMUSIC  2 роки тому

      ବହୁତ ବହୁତ ଧନ୍ୟବାଦ ଅର୍ପଣ କରି ପରିବାରର ମଙ୍ଗଳ କାମନା କରୁ 👍👍

  • @abhicreations1418
    @abhicreations1418 2 роки тому +5

    Heartouching,very meaning full and Devotional song 👍👌very nice Prasad lima sir, God increase you always 👌🌹♥️👍🙏God bless to all team

    • @PRASADLIMAMUSIC
      @PRASADLIMAMUSIC  2 роки тому +1

      Abhi bhai ❤️❤️🙏🙏
      PROUDLY Thanking YOU 👏👏👏
      God bless you abundantly

  • @amazinggracemusicpresents8324
    @amazinggracemusicpresents8324 2 роки тому +1

    Praise God 🙏🙏🙏 badia geeta

  • @jyotidhanphul2213
    @jyotidhanphul2213 2 роки тому +1

    Rituraj brother jesus blessed you very nice song

  • @RanjanNachika909
    @RanjanNachika909 2 роки тому +4

    So beautiful song sir 🎶🎶👍👍 May the lord Jesus bless you every moment Prasad Lima sir 🙏🙏🙏🙏🙏🙏🙏❤️❤️❤️❤️❤️❤️❤️🙏🙏🙏🙏

    • @PRASADLIMAMUSIC
      @PRASADLIMAMUSIC  2 роки тому

      MY BELOVED BROTHER RANJAN
      💕💕🙏🙏
      THANK YOU SO SO MUCH BEHALF OF OUR WHOLE TEAM .......... 👏👏👏
      ଆପଣଙ୍କ ବହୁମୂଲ୍ୟ ମତାମତ ଦ୍ଵାରା ପ୍ରଭୁଙ୍କର ଗୌରବ ମହିମା ହେଉ ଏବଂ ପ୍ରଭୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ .....
      ଧନ୍ୟବାଦ୍ 🙏🙏

  • @enjoypostprem4632
    @enjoypostprem4632 2 роки тому +4

    Ritu raaj sir nice singing
    Praise the lord
    Mind blowing lyrics
    So beautiful god bless your all team 🙏👍👍

    • @PRASADLIMAMUSIC
      @PRASADLIMAMUSIC  2 роки тому

      Prem ଭାଈ ..... ❤️❤️🙏🙏
      ଆପଣଙ୍କ ବହୁମୂଲ୍ୟ ମତାମତ ଦ୍ଵାରା ପ୍ରଭୁ ଯୀଶୁ ଗୌରବ ମହିମା ପାଆନ୍ତୁ ......

  • @anthonyspirit7393
    @anthonyspirit7393 2 роки тому +2

    Rituraj brother'góod singing,many More you can sing

    • @PRASADLIMAMUSIC
      @PRASADLIMAMUSIC  2 роки тому

      Yes brother ❤️❤️🙏🙏
      THANK You So So much and need your prayers........

  • @sanjuparichha1015
    @sanjuparichha1015 2 роки тому +3

    Praise the lord god bless you all

    • @PRASADLIMAMUSIC
      @PRASADLIMAMUSIC  2 роки тому

      Thanks for your valuable love 💕💕 and feedback 🙏🙏

  • @desiboy6739
    @desiboy6739 2 роки тому +2

    Prabhunka gouraba juge juge hou...... 🙏

    • @PRASADLIMAMUSIC
      @PRASADLIMAMUSIC  2 роки тому

      ପ୍ରଭୁଙ୍କର ଗୌରବ ହେଉ ଯୁଗେ ଯୁଗେ..... ଆମେନ୍
      ହୃଦୟ ଭରା ଧନ୍ୟବାଦ୍ ଜଣାଉଛୁ ଭାଈ
      ❤️❤️🙏🙏

  • @prasannakumarnayak2458
    @prasannakumarnayak2458 2 роки тому +5

    Praise the Lord 🙏 very nice song. Congratulations brother 🎉🎉💗

    • @PRASADLIMAMUSIC
      @PRASADLIMAMUSIC  2 роки тому +1

      Thanks for your loving Kindness 🙏🙏
      We love to THANK YOU
      GOD BLESS YOU MIGHTYLY 👍👍

  • @stchannel6181
    @stchannel6181 2 роки тому +2

    Bahut Sundar au ❤️ touching song heichi tenu 🙏🙏🙏🙏⛪

    • @PRASADLIMAMUSIC
      @PRASADLIMAMUSIC  2 роки тому

      ST CHANNEL ........👏👏👏👏 ଆପଣଂକ ସୁନ୍ଦର ମତାମତ ପ୍ରଭୁଙ୍କ ଚରଣ ତଳେ ଅର୍ପଣ କରୁ ......🙏🙏🙏🙏
      Thanks a lot behalf of our whole Team ❤️🙏
      God bless you richly dear ST CHANNEL 👍

  • @chhabilapatra1803
    @chhabilapatra1803 2 роки тому +3

    Beautiful lyrics and beautiful song
    Praise the lord....🙏

    • @PRASADLIMAMUSIC
      @PRASADLIMAMUSIC  2 роки тому

      Thanks for your so Lovely compliments brother 🙏🙏
      God bless you mightyly

  • @sunitkumarnayakofficial466
    @sunitkumarnayakofficial466 2 роки тому +2

    So nice. Praise the lord. Lord bless u all

    • @PRASADLIMAMUSIC
      @PRASADLIMAMUSIC  2 роки тому

      Sunit brother ❤️❤️🙏🙏
      God bless you richly

  • @kumarginu5695
    @kumarginu5695 2 роки тому +3

    Praise The Lord 🙏🙏🙏🙏Super, Fantastic and Glorius Song👍👍👍👍❤️❤️❤️

    • @PRASADLIMAMUSIC
      @PRASADLIMAMUSIC  2 роки тому

      Thanks for your valuable Love Ginu ଆଜ୍ଞା
      🙏🙏🙏

  • @sirajmallik4067
    @sirajmallik4067 2 роки тому +2

    Very nice 👍🙏 sir. Praise the lord 🙏

    • @PRASADLIMAMUSIC
      @PRASADLIMAMUSIC  2 роки тому

      Praise be the Lord and Thank You So So much ❤️🙏

  • @abhisuna5712
    @abhisuna5712 2 роки тому +3

    Praise the lord..God bless you. Amen

  • @jmjMinzofficial
    @jmjMinzofficial 2 роки тому +2

    really the song, lyrics,all work is super, heart touching.Prais the Lord.

    • @PRASADLIMAMUSIC
      @PRASADLIMAMUSIC  2 роки тому

      Thanks a lot behalf of our whole Team dear JMJ MINZ..... ❤️❤️🙏🙏
      ପ୍ରଭୁଙ୍କ ଗୌରବ ମହିମା ହେଉ 👍👍👍
      God bless you richly

  • @snkarjeeofficial8882
    @snkarjeeofficial8882 2 роки тому +3

    Praise the lord Very nice meaningful song sir

    • @PRASADLIMAMUSIC
      @PRASADLIMAMUSIC  2 роки тому

      ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ୍ ହେଉ ଆଜ୍ଞା .....
      🙏🙏❤️❤️
      ବହୁତ ସୁନ୍ଦର ମତମତ ପାଇଁ ପ୍ରଭୁ ଆପଣଙ୍କୁ ଏବଂ ପରିବାରକୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👏👏

  • @rabindrasrambutika1129
    @rabindrasrambutika1129 2 роки тому +2

    TQ prasad Lima sir,praise the Lord, wonderful lyrics and good composition and singing also very good, special thanks to our Rock Star singer Ruturaj MAHANTY because he sang the Christian song first time of our Christian society and for all the Christian s believers.God bless you all, thank you.

    • @PRASADLIMAMUSIC
      @PRASADLIMAMUSIC  2 роки тому

      Dear Loving brother RABINDRA ......
      HEARTLY THANKING AND GRATITUDE TO YOU ........👏👏👏
      It's a Lovely time to receive Your BLESSED Compliments
      God bless you and family abundantly ......👍👍

  • @rahullitu4907
    @rahullitu4907 2 роки тому +1

    Praise The Lord..Really Heart Touching Song....

    • @PRASADLIMAMUSIC
      @PRASADLIMAMUSIC  2 роки тому

      May this Song touched many hearts 💕💕 dear brother........🙏🙏
      Thanks a lot

  • @lisagagarai1273
    @lisagagarai1273 2 роки тому +3

    Praise the lord, Many many thank you sir and teams 🙏🙏👍👌👏👏

    • @PRASADLIMAMUSIC
      @PRASADLIMAMUSIC  2 роки тому

      PRAISE the Lord and THANK YOU SO SO MUCH dear Loving Sisiter Lisa ❤️❤️🙏🙏

  • @Ankurdigalofficial
    @Ankurdigalofficial 2 роки тому

    Bahut sundar

    • @PRASADLIMAMUSIC
      @PRASADLIMAMUSIC  2 роки тому

      Ankur ଭାଈ.....👏👏👏👏👏👏
      THANKING you so much ❤️❤️

  • @praisethelord5622
    @praisethelord5622 2 роки тому +5

    Praise the Lord Prasad sir.fantastic, exllent, mind-blowing & outstanding, fabulous.God bless you all team.most welcome Rituraj sir, God bless you &ur family & your carrier.

    • @PRASADLIMAMUSIC
      @PRASADLIMAMUSIC  2 роки тому

      Ohhhhhh My God brother......????
      Thanks a lot and be blessed 👏👏👏
      ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ୍ ହେଉ
      ପ୍ରଭୁ ଆପଣଙ୍କୁ ଏବଂ ପରିବାରକୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👍

  • @philipmashi6789
    @philipmashi6789 2 роки тому +1

    Wonderfull song.. Praise the Lord

    • @PRASADLIMAMUSIC
      @PRASADLIMAMUSIC  2 роки тому

      Thanks for the lovely feedback 💕💕 dear brother.......🙏🙏

  • @josephsurya736
    @josephsurya736 2 роки тому +3

    Beautiful lyrics and song composition.. thank you sir for this beautiful song... God bless you and your entire team🌹🌹

    • @PRASADLIMAMUSIC
      @PRASADLIMAMUSIC  2 роки тому

      Praise God and Thank You So So much dear brother Joseph ❤️❤️🙏🙏
      May the mighty lord give his mighty presence in Our Life
      ❤️❤️ 🙏🙏

  • @abinashdhal2171
    @abinashdhal2171 2 роки тому +3

    Very nice 👌🙏 Song... Glory to God Jesus Christ 🙏🙏🙏

    • @PRASADLIMAMUSIC
      @PRASADLIMAMUSIC  2 роки тому

      Glory to God Jesus Christ and Our Heartly Thanks to you 👏👏👏👏

  • @neheraofficial2053
    @neheraofficial2053 2 роки тому +3

    Praise the Lord..

    • @PRASADLIMAMUSIC
      @PRASADLIMAMUSIC  2 роки тому

      Hallelujah ❤️🙏
      All glory to God and bless you richly 👍

  • @jkmishalofficial4223
    @jkmishalofficial4223 2 роки тому +1

    ମୋ ମୁଖରେ ସେମିତି ବାକ୍ୟ ନିବୃତ ହେଉ ନାହିଁ
    କଣ କହି ଧନ୍ୟବାଦ ଦେବି entire team କୁ 😊
    ଯାହା ବି ହେଉ
    ଯୀଶୁ ଗୌରବନୀତ ହେଉନ୍ତୁ

    • @PRASADLIMAMUSIC
      @PRASADLIMAMUSIC  2 роки тому +1

      ମୋ ପ୍ରିୟ ଭାଈ ...... ❤️❤️❤️
      ଆମ TEAM ତରଫରୁ ଅଶେଷ ଅଶେଷ ଧନ୍ୟବାଦ୍
      👏👏👏
      REALLY A HEARTFUL COMPLIMENT
      God bless you and family abundantly ......👍👍

  • @sunitkumarnayakofficial466
    @sunitkumarnayakofficial466 2 роки тому +3

    Super mindblowing. Really heartouching soulful song. Lord bless u all.

    • @PRASADLIMAMUSIC
      @PRASADLIMAMUSIC  2 роки тому

      Proud to hear You dear Sunit brother ❤️❤️ God bless you richly 👍

  • @ankemalimali6921
    @ankemalimali6921 Рік тому +1

    Lord Jesus bless bro.rituraj n theirs team