Toh Thu Arambha Prema Toh Thi Sesa 💔 || odia sad album

Поділитися
Вставка
  • Опубліковано 3 лис 2024

КОМЕНТАРІ • 40

  • @srpresents6990
    @srpresents6990 2 місяці тому +3

    ଜୀବନ ରେ ସବୁ ମୌକା ର ଫାଇଦା ଉଠେଇବା କଥା
    ହେଲେ କାହା ଭରଷା ର ନୁହେଁ...🙏✍️

  • @srpresents6990
    @srpresents6990 2 місяці тому +4

    ଜୀବନରେ ଏମିତି ଗୋଟେ ସାଥୀ ଖୋଜ,
    ଯିଏ ତୁମ ହାତ ସବୁଦିନ ପାଇଁ ଧରିକି ଚାଲିବ❤️🫂

  • @srpresents6990
    @srpresents6990 2 місяці тому +3

    ଜିବନରେ କିଛି ଏମିତି ଦୁଖଃ ଥାଏ ଯାହାକୁ ନା ସବ୍ଦ ରେ ନା ଭାଷା ରେ ପରିପ୍ରକାଶ କରିହୁଏ, କେବଳ ଆଖିର ଲୁହରେ ଝରିଯାଏ

  • @srpresents6990
    @srpresents6990 2 місяці тому +3

    ଯେମିତି ତୁମେ ଖୁସିରେ ରହିବାକୁ ଚାହୁଁଛ,,
    ଠିକ୍ ସେମିତି ଅନ୍ୟ କୁ ବି ଖୁସିରେ ରହିବାକୁ ଦିଅ,,
    କାହା ମନରେ କଷ୍ଟ ଦେଇ ତୁମେ କେବେବି ଖୁସିପାଇବାନି..!!
    ପ୍ରଭୁ 🥺❤️‍🩹
    ଜୟ ଜଗନ୍ନାଥ ⭕‼️⭕🙏

  • @srpresents6990
    @srpresents6990 2 місяці тому +5

    ଘୃଣା କରୁନି ତୁମକୁ କିନ୍ତୁ ପ୍ରେମ ବି ନାହିଁ ତୁମପାଇଁ
    ତୁମକୁ ହରେଇବା ର ଦୁଃଖ ତ ବହୁତ୍ ହେବ
    ହେଲେ ଏବେ ତୁମକୁ ପୁଣି ଥରେ ପାଇବାର
    ଇଚ୍ଛା ବି ନାହିଁ।

  • @RakeshRakesh-j2z
    @RakeshRakesh-j2z 2 місяці тому +1

    Super

  • @srpresents6990
    @srpresents6990 2 місяці тому +5

    କାହାର ହ୍ରୁଦୟ ଭାଙ୍ଗି କ୍ଷମା
    ମାଗିବା ବହୁତ ସହଜ
    କିନ୍ତୁ ନିଜର ହ୍ରୁଦୟ ଭାଙ୍ଗିଲା
    ପରେ ଅନ୍ୟକୁ କ୍ଷମା କରିବା ବହୁତ କଷ୍ଟ।*
    ⭕❗⭕
    ..................✍️✍️

  • @srpresents6990
    @srpresents6990 2 місяці тому +5

    ଭଲ ପାଅ ହେଲେ ଅଧିକ ନୁହେଁ
    ବିଶ୍ବାସ କର ହେଲେ ଅଧିକ ନୁହେଁ
    କଥା ରେ ଅଛି ଅତି ରୁ ଇତି ହେଲେ ଜୀବନ ସାରା କାନ୍ଦିବ...

  • @srpresents6990
    @srpresents6990 2 місяці тому +4

    Superb

  • @SatyamPatra-zr8jm
    @SatyamPatra-zr8jm 2 місяці тому +1

    ❤❤

  • @srpresents6990
    @srpresents6990 2 місяці тому +4

    ଏ ଦୁନିଆରେ ସବୁଠୁ କଷ୍ଟ କାମ ହଉଚି ମଣିଷ ଚିହ୍ନିବା
    ସେଥିପାଇଁ କାହା ମିଠା ମିଠା କଥାରେ ବିଶ୍ୱାସ କରିବା ପୂର୍ବରୁ 100 ଥର ଚିନ୍ତା କରିବେ 😊🙏
    ଜୟ ଜଗନ୍ନାଥ ⚫❗⚫🙏

  • @shridharpradhan2255
    @shridharpradhan2255 2 місяці тому

    ଭଲ ଭଲ

  • @bibhuroutbibhurout71
    @bibhuroutbibhurout71 2 місяці тому +2

    Nice video 💯💯💯💯

  • @PromadMalik-q6u
    @PromadMalik-q6u 2 місяці тому +3

    Madi chal❤

  • @srpresents6990
    @srpresents6990 2 місяці тому +3

    ତମ କଥା ଜାଣିନି....
    ହେଲେ
    ମୋ ପାଇଁ ,
    "ହସ" ଆଉ "ଖୁସି"
    ଦୁହେଁ
    ଭାଇବୋହୁ ଦେଢ଼ଶୁର...
    ମୁହଁରେ ହସ ତ ଅଛି,
    କିନ୍ତୁ ଖୁସି ପାଖ ମାଡୁନି !!!

  • @srpresents6990
    @srpresents6990 2 місяці тому +3

    ବହୁତ କଷ୍ଟ ଲାଗୁଛି ରେ ତୋ ବିନା ଏକା ରହିବା
    କିନ୍ତୁ ଖୁସି ବି ବହୁତ ଲାଗୁଛି
    କି ତୁ ମୋ ବିନା ବହୁତ ଖୁସିରେ ଅଛୁ।
    ହେଲେ ଜାଣିପାରୁନି ଦୋଷ କାହାକୁ ଦେବି
    ଭାଗ୍ୟ କୁ ନା ଭଗବାନଙ୍କୁ ନା ତତେ

  • @srpresents6990
    @srpresents6990 2 місяці тому +3

    ସତରେ ଏ ପ୍ରେମ ବି ଏମିତି ଏକ ସମ୍ପର୍କ କିଏ ତାକୁ ଟାଇମପାସ୍ ଭାବେ ତ ଆଉ କିଏ ତାକୁ ନିଜର ସବୁକିଛି 😄

  • @TulasiGochhayat-w2l
    @TulasiGochhayat-w2l 2 місяці тому +2

    Nice video bro ❤❤❤

  • @srpresents6990
    @srpresents6990 2 місяці тому +5

    ମଣିଷ ଚାହିଁଲେ ଯଦି ସବୁକିଛି ମିଳିଯାଆନ୍ତା ତାହେଲେ ଅପେକ୍ଷାର ମୂଲ୍ୟ କିଛି ନଥାନ୍ତା ଆଉ ମଣିଷ ଚାହିଁଲେ ଯଦି ସବୁକିଛି ଭୁଲିପାରନ୍ତା ତେବେ ସ୍ମୃତି ର ମୂଲ୍ୟ କିଛି ନଥାନ୍ତା...!!!

  • @srpresents6990
    @srpresents6990 2 місяці тому +3

    ବିଶ୍ୱାସ ଟିକୁ ରକ୍ଷା କରିବା ଶିଖନ୍ତୁ କାରଣ ବିଶ୍ୱାସ ଭାଙ୍ଗି ଗଲେ ସତ କଥା ଗୁଡ଼ାକ ବି ମିଛ ବୋଲି ମନେ ହୁଏ।
    🙏🙏🙏

  • @JustqueenPuja
    @JustqueenPuja 2 місяці тому +1

    🎉🎉😂❤ 0:55

  • @PritibasPothal
    @PritibasPothal 2 місяці тому +1

    Nice❤❤❤

  • @BtsPushpa
    @BtsPushpa 6 днів тому +1

    ❤😢

  • @srpresents6990
    @srpresents6990 2 місяці тому +8

    ଝିଅ ଙ୍କ ପାଇ ତ ଭଲ ପାଇବା ହେଇଛି ଖେଳନା

    • @TulasiGochhayat-w2l
      @TulasiGochhayat-w2l 2 місяці тому +1

      Kia kahila khali jhia boli au pua bi aji janakara kali au janakara hela ta khali jhia kahibani pua bi kahiba hele Sabu jhia saman nuhe ki sabu pua bi saman nuhe

    • @srpresents6990
      @srpresents6990 2 місяці тому

      Hou loo mo maa​@@TulasiGochhayat-w2l

    • @PromadMalik-q6u
      @PromadMalik-q6u 2 місяці тому

      Right 👍

    • @RuDra-mm7id
      @RuDra-mm7id 2 дні тому

      Sabu jia love ku khelana bhabunahanti

  • @babulalok1309
    @babulalok1309 2 місяці тому +1

    🎉

  • @TeegalaLovelyroji
    @TeegalaLovelyroji 2 місяці тому +1

    𝑆𝑢𝑝𝑎𝑟

  • @rudramalik-hl8fm
    @rudramalik-hl8fm 2 місяці тому +2

    🍌

  • @PRCommunication-yc1gk
    @PRCommunication-yc1gk 15 днів тому

    suppet kara mo bhai ku 😇😇😇😇😇🥰🥰🥰😍😍☺🤩😐

  • @sridharsethi5091
    @sridharsethi5091 2 місяці тому +1

    Bhai heroine kai ?
    Heroine gote ana 😢

  • @srpresents6990
    @srpresents6990 2 місяці тому +3

    Bobal

  • @ranjanraj3414
    @ranjanraj3414 2 місяці тому +1

    ❤❤❤❤

  • @RamachandaraNayak
    @RamachandaraNayak 2 місяці тому +1

    Super

  • @ArunaMalik-d9h
    @ArunaMalik-d9h 2 місяці тому

    Super