କିଏ ବୀକିଛେ ଗନ୍ଧମାର୍ଦ୍ଧନ ପର୍ବତର ତଳର ଜାଗା । ସାମ୍ନା କେ ଆସିଲା ତାର ସତ୍। Gandhamardhan Forest news

Поділитися
Вставка
  • Опубліковано 22 гру 2024

КОМЕНТАРІ • 77

  • @sambalpur57
    @sambalpur57 Місяць тому +10

    ଓଡ଼ିଶା କୁ ବିଜେପି ସରକାର ବର୍ବାତ୍ କରୀ ଦେଲାନ

    • @davidpahad3
      @davidpahad3 29 днів тому +1

      ଓଡ଼ିଶା କେ ନମ୍ୱର୍ ୱାନ୍ କରୁଛେ BJP

    • @animallovers5098
      @animallovers5098 27 днів тому

      Bjd ta 24 barash khaila bjp 5 khele v bjd nu kaam ae 😂😂😂

  • @santoshmajhi8017
    @santoshmajhi8017 Місяць тому +9

    ମୁଇଁ ନୂଆପଡା ଜିଲ୍ଲା ରୁ କହୁଛେଁ.... ଜେନ ମୋର୍ ସମୀୟା ନିବେଶ ପାଣିଗ୍ରାହୀ ସବୁ ବେଳେ ଲୋକର ସେବା କରୁଛନ ଆଉ ଗାଁ ରୁ ନେଇ କରି ସହର ତକ୍ ସବୁ ପ୍ରକାର ଖବର ବନାଉଛନ , ଜେନ ଥିରେ କି ଗରିବ ଲୋକ ମାନେ ଉପକୃତ ହେଉଛନ୍ କିନ୍ତୁ ଆଜି ସେ ଗୋଟେ ଅସୁବିଧା ରେ ପଡ଼ି ଯାଇଛନ୍,ଆପଣ ଆଶିଷ ମାଝୀ ସାର୍ ବି ଦେଖୁଛନ୍ ଏତେ ଅସୁବିଧା ରେ ପଡ଼ିଛନ ଆଉ ତୁମେ ତାଙ୍କର ବିଷୟ ରେ କେଁ କିଛି ନେଇ କହିବାର ଭିଡ଼ିଓ ରେ , କେଂଜେ ଚୁପ୍ ପଡ଼ିଛ ଯଦି ଆପଣ ବି ଗୋଟେ ରିପୋର୍ଟର ଆଏ ବେଳେ ନିବେଶ ସାର୍ ଙ୍କୁ ସପୋର୍ଟ କରିବl କଥା l ଯିଏ କି ଗୋଟେ ଗରିବ ଦୁଃଖୀ ଲୋକର ଲାଗି ସବୁ ବେଳେ ଠିଆ ହୋଇ ଆସୁଛନ୍...... ତମେ ବି ଜର୍ଣ୍ଣl ଲିଷ୍ଟ ହିସାବରେ ସତ୍ୟ ସତ୍ ଖବର ଲୋକ ମାନକର ଲାଗି ଆଣିବା ଜରୁରି ... ଖାଲି ଘରେ ବସି କରି ଲୋକ କେ ପ୍ରଶ୍ନ ପଚାରିଲେ ନି ହୁଏ ଲୋକ ମନଙ୍କର ସେବା କରିବାର ଅଛେ ରିପୋର୍ଟର ହିସାବ ରେ...🙏🙏

    • @Ukianews
      @Ukianews  Місяць тому +1

      ଆପଣଙ୍କର କଥାରେ ମୁଇଁ ସହମତ ଅଛେ । ଧନ୍ୟବାଦ୍।🙏

  • @GourishankarMajhi-d8f
    @GourishankarMajhi-d8f Місяць тому +11

    ବିଜେପି ର ଦଲାଲ ମାନେ ପଶ୍ଚିମ ଓଡିଶା ର କୁନେ କୁନେ ଘୁରି ବୁଲୁଛନ l ଏବେ ଠାନୁଁ ଲୋକେ ଯଦି ସଜାଗ ନେଇ ହେବେ କୋଶଲ ବର୍ବାଦ ହେବାର ନିଶ୍ଚିତ ଏ l

    • @rabindralakra7812
      @rabindralakra7812 29 днів тому

      ବିଜେପି ବାଲ ଆଦାନୀ ଗୁହୁ ଖାଉଛନ

    • @lilamayasahu6669
      @lilamayasahu6669 28 днів тому

      Tamar kosal ta keve thanu gala na abe disuchhe

    • @Ukianews
      @Ukianews  28 днів тому

      Right

  • @mohandassundarbhoi9261
    @mohandassundarbhoi9261 Місяць тому +5

    Mohan majhi ଆଜ୍ଞା ଆଦିବାସୀ ହେଇ କରି ଆଦିବାସୀ ର ଜଳ ଜମି ଜଙ୍ଗଲ ବିକ୍ରି ହେଉଛି

  • @KarunaNag-r6q
    @KarunaNag-r6q Місяць тому +5

    Bahuta bhala kahila dada

  • @bipinmajhii6671
    @bipinmajhii6671 Місяць тому +14

    ରିମୋଟ ସରକାର ଚାଲି ଅଛେ

  • @sambalpur57
    @sambalpur57 Місяць тому +7

    ହଇରେ ଆଦାନୀ ମୁରୁକ୍ ଆମର ଗର୍ଦ୍ଧନମାର୍ଦ୍ଦନ ନ ଗଛା ଅଭାବ ନୀନ ବହୁତ ଗଛ ଅଛେ

  • @User32271
    @User32271 Місяць тому +8

    Jay Koshal

  • @padmanrana6923
    @padmanrana6923 Місяць тому +4

    ଇଟା କେଭେଁ ବିକ୍ରି କଲେ,
    କାହାର ନାମ୍ ଥିଁ ବିକ୍ରି ହେଲା
    ଇଟା ଚାଷୀ ଯାନବାର୍ କଥା.....???
    ଇ ତିନ୍ ମାସ୍ ଭିତ୍ରେଁ ହେଲା କାଏଁ..????
    ଗନ୍ଧମାର୍ଦ୍ଦନ କେ ବିକି ଦେଲା ବୋଲି କେନ୍ତା କହେମା...???
    ଦେଖ ବିଜେଡି ହେଇଥିବା
    ବିରୋଧୀ ବାଲକର୍ ଚାଲ୍ ଆଏ

  • @aarzoo4168
    @aarzoo4168 22 дні тому +1

    BJD Nabin,Pandian biki deithile. 6 mase BJP Govt. nai kari pare

  • @PinkiNag-g9z
    @PinkiNag-g9z Місяць тому +3

    Right

  • @mahondas1165
    @mahondas1165 Місяць тому +6

    मोदी का चाल हे,

  • @binodadbang9525
    @binodadbang9525 Місяць тому +3

    ଇନ ପ୍ରଶାସନ ଦାଇ

  • @animallovers5098
    @animallovers5098 27 днів тому +1

    O ukia dada biju express hela bele 80000 tree katle bele kunu sui thila oxigen dau6n bali

  • @gopabandhugahir1466
    @gopabandhugahir1466 Місяць тому +5

    ଇଟା ଗୋଟେ ଅସମ୍ଭବ ଏ❤😂

  • @aarzoo4168
    @aarzoo4168 22 дні тому +1

    Actually Nabin,pandian sabu barbad Kari deichhan

  • @sudhirpadhan1097
    @sudhirpadhan1097 Місяць тому +2

    ରିମୋଟ ସରକାର ଚାଲିଛେ.

  • @Kishoryadab
    @Kishoryadab 19 днів тому

    Point

  • @UpendraBag-fs5nl
    @UpendraBag-fs5nl Місяць тому +1

    ସବୁ କିଣି କରି ଓଡ଼ିଶା ର ସାରୀଲାନ

  • @samirmeher9177
    @samirmeher9177 Місяць тому +5

    ବିଜେଡି ର ସବୁ ଅଛି ହାତ

  • @HemantaRout-hw5mo
    @HemantaRout-hw5mo 27 днів тому +1

    Paschim odisar sabu khanija patra biki khauchhan sarkar mane bhai

  • @susantakumarswain7280
    @susantakumarswain7280 Місяць тому

    Your attempt is good.please give some documentary evidence
    In support of your report. Thanks for the beginning.

  • @manojgiri1199
    @manojgiri1199 Місяць тому

    ଯେନମାନେ ଗଛ ଜଗାବାର ଅଛେ ବଲୁଛନ ସେମାନଙ୍କର ଲିଷ୍ଟ ରଖିଥ

  • @samirmeher9177
    @samirmeher9177 Місяць тому +6

    ନବୀନ ପଟ୍ଟନାୟକଙ୍କ ର ଗୋଟେ ଚାଲ ଏଇ

    • @debaprasaddharua3506
      @debaprasaddharua3506 Місяць тому +1

      Tame kenta janla bhai kahata

    • @koshalview7152
      @koshalview7152 Місяць тому +1

      Nabin dada jinda bad

    • @pitambarmahakur1091
      @pitambarmahakur1091 Місяць тому +2

      ଈହାଦେ ସରକାର କାହାର ଅଛେ ଆଜ୍ଞା। ଆଦାନୀ କେ ସବୁ ବିକି ଦେବା ମୋଦି। BJP ଆସିଲା କି ସବୁ ବିକ୍ରି ହେଉଛେ

    • @akashpanda7890
      @akashpanda7890 Місяць тому +1

      Neheru ra chal hei thiba ho😅

    • @JeetPadhan-s5g
      @JeetPadhan-s5g 28 днів тому

      Tui ta sabu janlu bo makhan

  • @sheshadev5877
    @sheshadev5877 Місяць тому +1

    BJP sarkar nai kaha adani sarkar

  • @GOURANGAADAYADAVofficeal
    @GOURANGAADAYADAVofficeal 26 днів тому

    24 re Sarkar ki thila

  • @hariharseth7593
    @hariharseth7593 22 дні тому

    Jie bikle bhi Amar kana achhe gandhamarjan parbata au zami Amar aai jay gadhamarjan

  • @sameerprusti6501
    @sameerprusti6501 Місяць тому

    Sabu mili bhagat aai

  • @GeetaGeetanjalidas
    @GeetaGeetanjalidas Місяць тому

    Bjd ra chal😊😊😊

  • @UpendraHati-gn5ym
    @UpendraHati-gn5ym Місяць тому

    ଯାହା ହେଲେ ହଉ ଲୋକ ଭୁକେ ଦୁଃଖେ ନି ରହନ୍ କେତେ ଦାଦନ, chhennai, ଗୁଜରାଟ ଯିବେ ଇନ କମାଇ ଖାଇବେ

  • @MANASHRANJANTUNGA
    @MANASHRANJANTUNGA 25 днів тому

    Bjp

  • @TradewithIND
    @TradewithIND Місяць тому

    Dada sabu tike puraa clear katha janaa pad le bhal heta kn bhal si sabu khali anman re kaha hau chhe jete b news dekhu chhu ki jete log kahu chhan

  • @HemantaRout-hw5mo
    @HemantaRout-hw5mo 27 днів тому

    Katkia mankar kichhi nai nai na ho

  • @pareshmeher477
    @pareshmeher477 Місяць тому

    Kar dosh nai dekha. Khaprakhol area sabu nu dadridra anchal western odisha ra. Henu lok besi dadan jauchhan gujrat ke. Company hele employment paibe, area develop heba. Gachha jagei jagei gan ke gan khali heigalana dadan jai jai

  • @sankirttanpunji-kj9uj
    @sankirttanpunji-kj9uj 20 днів тому

    Nabin...bi..ki...
    Chhi

  • @balarambhoi1185
    @balarambhoi1185 Місяць тому

    Budi Kari pain piuchhe esarkar.

  • @rameshputel3058
    @rameshputel3058 Місяць тому

    Hello da new loan app gute video aana ❤

  • @nalinmakar328
    @nalinmakar328 Місяць тому

    BJP biki6e

  • @suryamanimallikofficial5637
    @suryamanimallikofficial5637 Місяць тому

    B J p bikichhe

  • @rabijena4494
    @rabijena4494 Місяць тому

    Odisha BJP fal sir cohr look

  • @rameshsagar8472
    @rameshsagar8472 Місяць тому

    ଲୋକକୁ ଭଡକାବାର ଟା ଠିକ୍ ନୁହେଁ ଭାଇ।

  • @GurubaruSahu-f7x
    @GurubaruSahu-f7x Місяць тому

    Ukia Bala beda andhari

  • @ramakantabag1494
    @ramakantabag1494 Місяць тому

    ବହୁତ ପିତମୁ ଶଳାକୁ

  • @PabitraPabitra-l8e
    @PabitraPabitra-l8e Місяць тому

    କେବେ ବିକ୍ରି ହେଇଛେ ହେଟା ଦେଖ

  • @Ashokbariha-cl4nw
    @Ashokbariha-cl4nw 29 днів тому

    Michha

  • @PurnachandraBhue-s7u
    @PurnachandraBhue-s7u Місяць тому

    ହେ ମଦ ତ ସବୁ sa

  • @laxmifabrics6586
    @laxmifabrics6586 Місяць тому +1

    Lok mane guhukhia ta paesa neichha mahalia kaen

  • @laxmifabrics6586
    @laxmifabrics6586 Місяць тому +1

    Adani sabu neba tame jana karba kara