ନୂଆ ବ୍ଲକ ଦେଖିବ ଓଡିଶା! || More Blocks To Be Created In Odisha || Kanak News Digital

Поділитися
Вставка
  • Опубліковано 7 лют 2025
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Stay tuned to get 24/7 news updates from Kanak News Live.
    For latest Odisha News Follow Kanak News:
    Visit: kanaknews.com/
    Watch Live: www.youtube.co...
    UA-cam: / kanaknewsdigital
    Twitter: / kanak_news
    Facebook: / kanaknews
    #KanakNewsDigital #SureshPujari #MohanMajhi

КОМЕНТАРІ • 146

  • @akashsahu7545
    @akashsahu7545 Місяць тому +21

    କାମ ଆରମ୍ଭ ହୋଇଛି ଜୟ ଶ୍ରୀ ରାମ

  • @ArunBarik-t5d
    @ArunBarik-t5d Місяць тому +24

    ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କେବେ ହେବ

  • @Socialist-l8q
    @Socialist-l8q Місяць тому +9

    ନୂଆ ବ୍ଲକ ଦରକାର୍ ନାହିଁ ଆମକୁ ଦରକାର୍ ନୂଆ ଷ୍ଟେଟ କୋଶଳ ଷ୍ଟେଟ ଜୟ କୋଶଳ

  • @bshomedia8204
    @bshomedia8204 Місяць тому +22

    ମୟୁରଭଞ୍ଜ ଜିଲ୍ଲା କୁ ଦୁଇ ଟି ଜିଲ୍ଲାରେ ବିଭକ୍ତ କରାଯାଉ,

    • @thegloryspace
      @thegloryspace 25 днів тому

      Atleast 4ti ,2 tire kana heba , majurbhaj 10000km² , Cuttack,puri,khorda only 2000-2500😂😂😂

    • @dhirendratripathy1979
      @dhirendratripathy1979 20 днів тому

      5ଟି ଜିଲା କରାଯାଉ

  • @Sandeep-zq7tp
    @Sandeep-zq7tp Місяць тому +9

    ଗଞ୍ଜାମ ଜିଲ୍ଲା କୁ ଅଧିକ ଗୁରୁତ୍ୱ ଦିଅନ୍ତୁ ମୋହନ ମାଝୀ ସରକାର..

    • @basantatumunia6822
      @basantatumunia6822 Місяць тому +1

      Kahiki Anya district ra loka Mane kana vote deinahanti ki murkha pari katha kahuchhu

  • @bshomedia8204
    @bshomedia8204 Місяць тому +7

    ମୟୁରଭଞ୍ଜ ଜିଲ୍ଲାରେ ଶରତ ବ୍ଲକ ରେ ଅନ୍ତର୍ଗତ କରାଯାଉ

  • @radharamanbhoi
    @radharamanbhoi Місяць тому +13

    ରାଜ୍ୟ ବିଭାଜନ ହେଉ1- ପୂର୍ବ ଓଡ଼ିଶା ଓ 2- ପଶ୍ଚିମଓଡ଼ିଶା ହେଉ

    • @sandeepdehury1236
      @sandeepdehury1236 Місяць тому

      Jai KOSHAL

    • @kumarpapu3225
      @kumarpapu3225 26 днів тому

      Mo banda kosala​@@sandeepdehury1236

    • @kumarpapu3225
      @kumarpapu3225 26 днів тому

      Kie re mg puite😂😂😂😂

    • @dhirendratripathy1979
      @dhirendratripathy1979 20 днів тому +1

      ଆଉ ଉତ୍ତର ଓଡିଶା ଏବଂ ଦକ୍ଷିଣ ଓଡିଶା ( north odisha & south odisha )

  • @susantakumarnaik5466
    @susantakumarnaik5466 Місяць тому +11

    ଗଞ୍ଜାମ ଜିଲ୍ଲା କୁ ଅଧିକ ଗୁରୁତ୍ବ ଦିଅନ୍ତୁ ମାନ୍ୟବର ମନ୍ତ୍ରୀ ସୁରେଶ ପୂଜାରୀ

  • @subrattusan7411
    @subrattusan7411 29 днів тому +3

    ଯାଜପୁର ଜିଲ୍ଲା ର ବଡ଼ଚଣା ବ୍ଲକ ରୁ ଅଲଗା କରାଯାଇ , ବାଲିଚନ୍ଦ୍ରପୁର କୁ ଏକ ସ୍ବତନ୍ତ୍ର ବ୍ଲକ କରା ଯାଉ । ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ଜନ ସଂଖ୍ୟା ବହୁତ ଅଧିକ ଏବଂ ଏହାର ସମସ୍ତ ଅଞ୍ଚଳ ଜାତୀୟ ରାଜପଥ ର ପୂର୍ବ ପଟରେ କେନ୍ଦ୍ରାପଡା ଆଡ଼କୁ ରହୁଛି । ଏହି ଅଞ୍ଚଳରେ ଜନସଂଖ୍ୟା ବହୁତ ଅଧିକ ରହିଛି । ବାଲିଚନ୍ଦ୍ରପୁର କୁ ତୁରନ୍ତ ଏକ ବ୍ଲକ ଘୋଷଣା କରାଯାଉ ।

  • @arunkumarbehera9271
    @arunkumarbehera9271 Місяць тому +3

    Right suresh Sir

  • @satyaprakashmalik6444
    @satyaprakashmalik6444 Місяць тому +4

    Dhenkanal ଜିଲ୍ଲାର ଭୁବନ କୁ sub divisional ଘୋଷଣା କରା ଯାଉ

  • @raghunarhkarjee947
    @raghunarhkarjee947 20 днів тому

    ଆମ ଗଜପତି ର ମୋହନା ବ୍ଲକ ବହୁତ ବଡ଼, ଏଣୁ ଏହାକୁ ବିଭାଜନ କରି ଚନ୍ଦ୍ରଗିରି କୁ ଗୋଟିଏ ବ୍ଳକ କଲେ ବହୁତ ଭଲ ହେବ !

  • @DayalalKumura
    @DayalalKumura 23 дні тому +1

    ସମ୍ବଲପୁର ଜିଲ୍ଲା ରେ ବ୍ଲକ ସଂଖ୍ୟା ବଢ଼ା ଯାଉ !

  • @subodhpatra5230
    @subodhpatra5230 9 днів тому

    Absolutely good decision mantri mohadaya

  • @prakashkumarjena.babusan.n3760
    @prakashkumarjena.babusan.n3760 Місяць тому +1

    ଜୟ ଜଗନ୍ନାଥ ଜୟ ବିଜେପି ଜୟ ମୋହନ ସରକାର ❤️❤️❤️❤️🎉🎉🎉🎉

  • @ChoudachandraBehera
    @ChoudachandraBehera Місяць тому +6

    ସୋହେଲା ବ୍ଲକ ବିଭାଜନ ହୋଇ ଘେଁସ ଏକ ନୂଆ ବ୍ଲକ ହେବା ଜରୁରୀ

  • @rajkumarbehera7209
    @rajkumarbehera7209 23 дні тому +1

    Really a very nice step

  • @marenmalik908
    @marenmalik908 Місяць тому +7

    ସତରେ block କରିବେ ନା କଥାରେ କାମଶରୀବ?

  • @auditorsukantakumarmahapatra
    @auditorsukantakumarmahapatra Місяць тому +2

    Excellent step

  • @nikunjabihariparida1038
    @nikunjabihariparida1038 Місяць тому +1

    ଥାନା ବିଭାଜନ ଆଗେ ପ୍ରୋୟଜନ...

  • @SantoshJena-j3k
    @SantoshJena-j3k 21 день тому +1

    କୋଣାର୍କକୁ ବ୍ଲକ ଘୋଷଣା କରାଯାଉ

  • @motilaltudu7275
    @motilaltudu7275 21 день тому +1

    ବ୍ଲକ୍ ବିଭାଜନ ନିହାତି ଆବଶ୍ୟକ

  • @prafullanayak9729
    @prafullanayak9729 20 днів тому

    ବ୍ଲକବଢିଲେ ବିଧାନସଭା ଆସନ ନିହାତିବଢିବା ଦରକାର, 147ରୁ157ହେଉ,

  • @dillipjena5818
    @dillipjena5818 Місяць тому +2

    ଆଗ ଭୂମିହୀନଙ୍କୁ ୪ ଡିସିମିଲି ଘରଡିହ ଦିଅ ପରେ ବ୍ଳକ୍ କରିବ!

  • @daitariparida3229
    @daitariparida3229 22 дні тому

    ଆଆମ ବ୍ଲକ ପୁଣି ରଘୁନାଥ ପୁର ହେଉ କାରଣ ନିଶ୍ଚନ୍ତକୋଇଲି ବହୁତ ବାଟ ହେଉଛି ଆମ ପଂଚାୟତ sirlo under କଟକ ସଦର

  • @diptimayeparmanik8733
    @diptimayeparmanik8733 2 дні тому

    Thank you

  • @armylovers3207
    @armylovers3207 Місяць тому +1

    ଭଳ ହେବ 🎉

  • @Lipun-lk4eu
    @Lipun-lk4eu Місяць тому +3

    ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଠାରେ ଗୋଟେ ବ୍ଲକ କରାଯାଉ !

  • @bijaymishra6797
    @bijaymishra6797 13 днів тому

    Beautiful information very Very nice thanks from RUKMINI PRODUCTION BijayaKumarMishra GITIKARA puri 🎉🎉🎉

  • @nareshverma9792
    @nareshverma9792 27 днів тому

    Best Steps we Oblige God may bless you Sjt Suresh pujhari sir 🙏 🙏

  • @SripatiRout-qh9so
    @SripatiRout-qh9so Місяць тому +1

    Very Good👍 News🙌 Odisha 🇮🇳

  • @sanjaylima4521
    @sanjaylima4521 22 дні тому

    ରାୟଗଡା ଜିଲା ବ୍ଲକ ଘଂହୋଉର, ଗ୍ରାମ ପଞ୍ଚାୟତ ପୁଟାସିଂ, ପୁଟାସିଂ କୁ ବ୍ଳକ ମାନ୍ୟତା ଦିଆଯାଉ

  • @narayanbhoi5847
    @narayanbhoi5847 Місяць тому

    Creation of new Block and Sub Division is highly essential to provide facilities to public in door step.The efforts of Mohan Majhi Govt.is highly appreciated

  • @maturammunda8254
    @maturammunda8254 23 дні тому

    🎉🎉🎉

  • @GopalMajhi-h7w
    @GopalMajhi-h7w Місяць тому +1

    ଛୋଟ ପରିବାର ସୁଖୀ ପରିବାର , ସେଥିପାଇଁ ଆବଶ୍ୟକ -- ଏକତା, ସମତା, ମମତା...

  • @bijaykumarparida2219
    @bijaykumarparida2219 21 день тому

    sp;probably the best man to be cm.100% sure, he will make it best.

  • @Kabuljani1234
    @Kabuljani1234 Місяць тому +1

    ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ତି ବ୍ଳକ ମାନିଗାଁG.P ରେ ଦୁଇଟି ପଞ୍ଚାୟତ ଦରକାର

  • @bidyadhar6098
    @bidyadhar6098 Місяць тому +1

    ରାୟଗଡ଼ା ଜିଲ୍ଲା,ବିଷମ କଟକ ବ୍ଳକ ର ଡୁକୁମ୍ ଗ୍ରାମ ପଞ୍ଚାୟତ ରେ ୨୭ ଗାଁକୁ ନେଇ ୧୨ୱାଡ୍ ଅଛି। ତେଣୁ ଏହି ପଞ୍ଚାୟତ କୁ ଦୁଇଟି ଗ୍ରାମ ପଞ୍ଚାୟତ ହେଲା ଜନ ସାଧାରଣ ସମସ୍ତେ ଉପକୃତ ହେବେ ।

  • @AbhaykumarBhol-qx7im
    @AbhaykumarBhol-qx7im Місяць тому +1

    Humare gaon me panchayat hona chahiye Raja Ram

  • @user-kn9gf6sv8u
    @user-kn9gf6sv8u Місяць тому +1

    ❤❤❤❤❤❤❤❤❤❤❤❤❤❤❤❤❤❤❤

  • @RanjanKumar-mx1ki
    @RanjanKumar-mx1ki Місяць тому +1

    ନୂଆ ବ୍ଲକ ଠିକ ଅଛି ହେଲେ ଗ୍ରାମାଚଳ ରେ ରହୁଥିବା ଅନେକ ଲୋକ ଦୀର୍ଘ ୫୦ ବର୍ଷ ରୁ ଉର୍ଦ୍ଧ ହେବ ହେବ ସ୍ଥାୟୀ ଘର ବାରି ପଟ୍ଟା ପାଇ ନାହାନ୍ତି ଏପଯ୍ୟନ୍ତ ସରକାରୀ ଜାଗା ରେ ରହୁଛନ୍ତି l ସେମାନଂକୁ ସେ ଜାଗର ପଟ୍ଟା ପ୍ରଥମେ ଦିଅ ନ୍ତୁ କାରଣ ସେଯାଗାରେ ବର୍ତ୍ତମାନ ମୂଳ ପ୍ରଜା ର ଉତ୍ତରାଧିକାରୀ ମାନେ ରହୁଛନ୍ତି

  • @liveforever6998
    @liveforever6998 22 дні тому

    ଗଜପତି ରେ ମାତ୍ର 7 ଟି ବ୍ଲକ ଅଛି

  • @steeve_yt
    @steeve_yt Місяць тому +2

    Rayagada re tikiri b aau te block hebaa drkr

  • @gouroharisahu5327
    @gouroharisahu5327 27 днів тому

    Well decesion by the Government for creating new blocks. Definitly its helpful all mankinds. Hope it will be done as soon as possible. 😊

  • @ManojkantSamal
    @ManojkantSamal 22 дні тому

    Nice, Stretching the blocks in numerical point of view, Our government made advantages closer to the people....

  • @BasantaMajhi-bu6gt
    @BasantaMajhi-bu6gt 23 дні тому

    Block. Alaga. Alaga. Hoile. Samaste. Subidha paiparibe. Odisha. Bahuta. Sundara re. Gathana. Heba

  • @subhadrapadhan9564
    @subhadrapadhan9564 25 днів тому

    ଭେଡେନ ର ଥୁଅପଳି କିମ୍ବା ଖୁନ୍ତୁଲିପଳି କୁ ବ୍ଲକ କରନ୍ତୁ , ଭଲ decission ପୂଜାରୀ ଆଜ୍ଞା

    • @subhadrapadhan9564
      @subhadrapadhan9564 25 днів тому

      ଭଲ decission ପୂଜାରୀ ଆଜ୍ଞା ନେଉଛନ୍ତି, ପ୍ରଶାସନ ଲୋକଙ୍କ ପାଖକୁ ପହଞ୍ଚି ପାରିବ। ଗ୍ରାମାଞ୍ଚଳ ବିକାଶ ଦିଗରେ ସହାୟକ ହେବ

  • @ManoranjanBhoi-b8u
    @ManoranjanBhoi-b8u 23 дні тому

    Resanre gaham kebe miliba?

  • @BasantaMajhi-bu6gt
    @BasantaMajhi-bu6gt 25 днів тому +1

    Block. Nihati. Badhiba. Darakara. Divijan. Madhya. Badhiba. Darakara

  • @MKC..
    @MKC.. Місяць тому +3

    Maximum distance should be 10 to 15 km every GP to Block

  • @Mrbaguti
    @Mrbaguti Місяць тому

    ମୟୁରଭଞ୍ଜ ର ସବୁଠୁ ବଡ଼ ବ୍ଲକ... ବଡ଼ସାହି କୁ 4 ଭାଗ କରାଯାଉ... 🙏🙏🙏

  • @susantadatta1718
    @susantadatta1718 Місяць тому

    କେବଳ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ରେ 31ପଂଚାୟତ ରାଜ୍ୟରେ ସବୁଠାରୁ ଅଧିକ ସାମ୍ବାଦିକ ଭାଇ କହୁଛନ୍ତି ! ଚାନ୍ଦବାଲି ବି କମ ନୁହେଁ ଚାନ୍ଦବାଲିରେ 36 ପଞ୍ଚୟତ ଆମର ବି ଦାବି ରହିବ ଚାନ୍ଦବାଲି ବ୍ଲକ ବିଭାଜନ ହେବାର ବହୁତ ଆବଶ୍ୟକ ଅଛି !

  • @TahasilBanchhor-bf6dh
    @TahasilBanchhor-bf6dh Місяць тому

    ନୂଆଁ ଜିଲ୍ଲା କେଭେ ହେବା ଆଜ୍ଞା 🙏

  • @Sandeep-zq7tp
    @Sandeep-zq7tp Місяць тому +5

    ବୟସ୍କ ବ୍ୟକ୍ତିଙ୍କୁ ଛୋଟ ପିଲାଙ୍କୁ ଏବଂ ଯୁବ ଶକ୍ତିକୁ ରୋଜଗାର ଦିଅନ୍ତୁ..

    • @NRajput77359
      @NRajput77359 Місяць тому

      😂😂😂😂

    • @prakashghose7518
      @prakashghose7518 Місяць тому

      ଛୋଟ ପିଲା ପାଠ ପଢନ୍ତୁ

    • @NRajput77359
      @NRajput77359 Місяць тому

      @@Sandeep-zq7tp ହିନ୍ଦୁ ୧୦ ରୁ ୧୫ ହଜାର ର ଦରମ ପାଇଁ ରୋଜଗାର ଖୋଜୁଚି ଓ ମୁସଲିମ ଗାଁ ଗାଁ ରେ ଦରି,ମେଜ,ପ୍ଲାଷ୍ଟିକ....ବିକି ଗାଁକୁ ଅତିକ୍ରମଣ କରିଚାଲିଚି 😓

  • @dr_satyam_chandrakar
    @dr_satyam_chandrakar 23 дні тому

    ନୂଆପଡ଼ା ବ୍ଲକ ରେ ବେଲଟୁକୁରୀ କୁ ସ୍ଵତନ୍ତ୍ର ବ୍ଲକ କରାଯାଉ ଆମକୁ ୩୫ km ବ୍ଲକ କୁ ଯିବାକୁ ପଡୁଛି 😔

  • @KABIRKHILAI
    @KABIRKHILAI 24 дні тому

    High Court Bench Sambalpur re kebhe heba Sir ?

  • @santoshsadangi725
    @santoshsadangi725 Місяць тому +1

    rayagada dist re chandrapur block re new panchayat heba joruri❤

  • @hrudanandasahuofficial
    @hrudanandasahuofficial 26 днів тому

    VERY GOOD BJP SARAKAR 🪷

  • @Filmygyan-q8l
    @Filmygyan-q8l Місяць тому

    ଅନୁଗୋଳ ଜିଲ୍ଲାର ବନ୍ତଳା କୁ ନୂଆ ବ୍ଲକ୍ ର ମାନ୍ୟତା ଯଥା ଶୀଘ୍ର ପ୍ରଦାନ କରାଯାଉ ଯାହା ଫଳରେ ଅଞ୍ଚଳର ୫୦-୬୦ ଟି ଗ୍ରାମ ଉପକୃତ ହୋଇପାରିବେ।

  • @nahur-to2ch
    @nahur-to2ch 23 дні тому +1

    😢 Prathame Rajya bibhajan heba uchit 😢😢

  • @LaxmanaNaik-b3c
    @LaxmanaNaik-b3c 29 днів тому +1

    😙😗

    • @LaxmanaNaik-b3c
      @LaxmanaNaik-b3c 29 днів тому +1

      😮😊😅😢🎉😂🎉😢😮😅😊😅😮😢😂😢😮😅😊😅😮😢😂

  • @susantanayak551
    @susantanayak551 Місяць тому +1

    ରଣପୁର ଜିଲ୍ଲା ଆମର ଦାବି

  • @jayabudarajaodishayoutubec8601
    @jayabudarajaodishayoutubec8601 Місяць тому

    Kalahandi dharamgarh block new block parla re Kara jau sir

  • @bikramkumarpradhan3394
    @bikramkumarpradhan3394 Місяць тому

    ଘୁ.ଉଦୟଗିରି କୁ ଜିଲ୍ଲା ଉପଖଣ୍ଡ କରାଯାଉ

  • @BhaskarSwain-y4i
    @BhaskarSwain-y4i Місяць тому +1

    Prati block ru panchayata10- 15 km haba darkar

  • @ManojSharangi
    @ManojSharangi Місяць тому

    All friends should accompaied

  • @SNG125
    @SNG125 Місяць тому

    Jayjannath.NH6Godvaga.

  • @diptimayeparmanik8733
    @diptimayeparmanik8733 2 дні тому

    ᴛʜᴀɴᴋ yᴏᴜ

  • @chandrapanda7222
    @chandrapanda7222 26 днів тому

    ଦୟାକରି ଆପଣ ରାଜସ୍ୱ ବିଭାଗ କଥା କୁହନ୍ତୁ sir, ଆଦିବାସୀ ଅଧିଷ୍ୟୁତ ଅଂଚଳ ରେ ସ୍ୱାସ୍ଥ୍ୟ ଗତ ଅସୁବିଧା ଠାରୁ ବିଭିନ୍ନ ପ୍ରକାର ଅସୁବିଧା ଥାଇ ଥାଇ ସରକାର ଙ୍କ ନିୟମ ମୁତାବକ ସମ୍ପୃକ୍ତ ତହସିଲଦାର ଙ୍କ ଠାରୁ Land holding Certificate ଆଣିଲେ ସୁଦ୍ଧା ଜମି ଖଣ୍ଡେ ରେଜିଷ୍ଟ୍ରସନ ହୋଇ ପାରୁ ନାହିଁ, ତାହା ପୁଣି ବିକ୍ରେତା ଆଦିବାସୀ ସମ୍ପ୍ରଦାୟ ର ଲୋକ ଓ କ୍ରେତା ମଧ୍ୟ ଆଦିବାସୀ ସମ୍ପ୍ରଦାୟ ର.

  • @DDaimond-ys5tu
    @DDaimond-ys5tu Місяць тому

    ଓଡ଼ିଶା ର ସବୁଠୁ କମ୍ ବ୍ଲକ ଥିବା ଜିଲ୍ଲା ବୌଦ ଜିଲ୍ଲା ବହୁତ୍ ଦୁଃଖ ର କଥା

  • @SKJANI-jq6hw
    @SKJANI-jq6hw Місяць тому

    କୋରାପୁଟ ବ୍ଲକ୍ ରେ ବି ହେବା ଦରକାର

  • @SPChitah
    @SPChitah Місяць тому +1

    Koshal rajya kebe heba t k kahibe ki suresh babu

  • @SaukilalsahuSaukilalsahu
    @SaukilalsahuSaukilalsahu Місяць тому +1

    Jharsuguda jilla lakhanpur block ku tinoti block bibhajan karajau lakhanpur ku sabdibhijan karajau alekha mahima saranam

  • @pradeepkhamari5353
    @pradeepkhamari5353 24 дні тому

    Jharsuguda Jilla ra lakhanpur block re 33 ta panchayat achi.... block office ku 70 ru 72 km paruchi...

  • @sumbitmajhi780
    @sumbitmajhi780 Місяць тому +1

    Age Revenue village karajau

  • @bijayasahu6979
    @bijayasahu6979 26 днів тому

    Our demand sindhekel bock
    Titilagarh district

  • @BipinRana-j2n
    @BipinRana-j2n 11 днів тому

    Bargarh Ra Kumbhari Ku NAC Block Thana Tahsil Kara Jau Odisha Ra Largest Village

  • @ashokkumarsingh3323
    @ashokkumarsingh3323 Місяць тому +1

    10 km area bhitare heba darkar

  • @TahasilBanchhor-bf6dh
    @TahasilBanchhor-bf6dh Місяць тому

    ପଶ୍ଚିମ ଓଡିଶା ରେ ହାଇ କୋର୍ଟ ବେଞ୍ଚ କେଭେ ହେବ

  • @dhirendratripathy1979
    @dhirendratripathy1979 20 днів тому

    ଭାରତ /ଓଡିଶା କୁ ବିକି ଦିଆଯାଉ ( Sale to odisha /india)

  • @mukeshpadhan5013
    @mukeshpadhan5013 Місяць тому

    Titlagarh Dist kebe heba ?

  • @arr-h7v
    @arr-h7v Місяць тому

    Agyan sonepur district re hitech survey kebe sariba

  • @padhanbuddadeb8666
    @padhanbuddadeb8666 Місяць тому +1

    Ghess Bala susant singh ke kaha

  • @Ankurv8hnd
    @Ankurv8hnd Місяць тому

    Nua district kara je block automatically heba nua nua ta

  • @bnmohapatra
    @bnmohapatra Місяць тому

    Previously New NAC declared by the government of odisha at the time of BJD party named Chief Minister Naveen Patnaik, how far is it possible? Please inform the through you as well as good for the interest of public service.

  • @alltogetherview3918
    @alltogetherview3918 19 днів тому

    Mohana block devide hehu

  • @learningteacheredu
    @learningteacheredu Місяць тому

    Bamunigan ku block ghosana karajau

  • @sudampatel7908
    @sudampatel7908 24 дні тому

    Bargarh Disti ke Due vak kara

  • @MorKoshalTV
    @MorKoshalTV Місяць тому

    Grampanchayat Bibhajan age hou ...
    Pachhe jei kari block and subdivision..tar pachhe District And Revenue Zone Division hou

  • @SubhrakesiPallo-wl1gx
    @SubhrakesiPallo-wl1gx Місяць тому

    Gaiapati ର ମୋହନାରେ। ୪୯ block ଅଛି

  • @sudhansumishra7142
    @sudhansumishra7142 Місяць тому

    Padmpur jila kebe heba.paschim odissa kosal state kebe he ba

  • @jadunathtudu7917
    @jadunathtudu7917 Місяць тому

    Divide to BIJATALA Block of MAYURBHANJ

  • @TukeswarpadhanTukeswarpadhan
    @TukeswarpadhanTukeswarpadhan 25 днів тому

    Nuaa rajya kebhen karba

  • @sunilmundri4036
    @sunilmundri4036 Місяць тому

    Mayurbhanj ro kaptipada block ro sarat re gote block hou

  • @SubalPatra-m6j
    @SubalPatra-m6j 24 дні тому

    Mantri mahodayanku anurodh je trunamula stararu jatha ward,G.P, Block,Sub.dvn. O Zilla punargathn nimante manadanda prastutakari pahadia anchal, anunnat anchal, office durata, O jogyasthan chinhatkaribaku sarbekshyan karagale bishes upakruta loke hohiparbe.Sarakaranka gotie jugantakari padakshep hoipariba.

  • @sankirttanpunji-kj9uj
    @sankirttanpunji-kj9uj 24 дні тому

    Belpada...ku..n...a..c..karajau...sar

  • @learningteacheredu
    @learningteacheredu Місяць тому

    Daringabadi block re 25 panchayat so must be divided

  • @lopamudramohanty1565
    @lopamudramohanty1565 Місяць тому +1

    Jay BJP ❤❤

  • @PrasannaParida-ds5qj
    @PrasannaParida-ds5qj Місяць тому

    Nayagarh.dist.ku.bi.3..4.dist.kara.jau

  • @ManoranjanBag-rt2lf
    @ManoranjanBag-rt2lf Місяць тому

    Panchayat election lagi e eta Jilla badha ta dekma 15 ta