Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ବର୍ତମାନ ଏହି ଘଟଣା ରୁ ଜଣା ଯାଉଛି ଯେ ବକଳ ଧାରୀ ବାବା ମାନେ ଚାହୁଁ ନାହାନ୍ତି ଯେ କୋଉପୁନି ଧାରୀ ବାବା ମାନେ ମନ୍ଦିର କରନ୍ତୁ ବୋଲି , ସବୁ ସମୟ ରେ କହୁଛନ୍ତି ସେମାନେ ମନ୍ଦିର କରନ୍ତୁ କିନ୍ତୁ ପରେ ଆପତ୍ତି କରୁଛନ୍ତୀ ।ଏ ସମସ୍ୟା ର ସମାଧାନ କରିବା ଭାରି ଜଟିଳ । ତାଙ୍କ ସହିତ ଆଲୋଚନା କରିବା ଛାଡ଼ି ଆନ୍ଦୋଳନ ବାଟ ନ କଲେ ସମାଧାନ ହେବନି।
ଧନ୍ୟବାଦ ଆଜ୍ଞା ଆପଣଙ୍କ ଜରିଆରେ ବହୁତ ଜାଣିବାକୁ ପାଉଛୁ
ଗୁରୁ ମହିମା ଅଲେଖ 🙏🏿
Jay.maa.halekmayima
କିଛି ଲୋକ ଏହା ମତାମତ ରଖୁଛନ୍ତି ଯେ, ଗୋଟେ ମନ୍ଦିର ଥାଇକି ଆଉ ମନ୍ଦିର ର କଣ ଆବଶ୍ୟକ?ଯୋରନ୍ଦା ଅଞ୍ଚଳ ରେ ମହିମା ଧର୍ମର ଅନେକ ମନ୍ଦିର ଅଛି। ଶୂନ୍ୟ ମନ୍ଦିର, ୨୧ ହାତିଆ ମନ୍ଦିର, ଧୁନି ମନ୍ଦିର (ବକ୍କଳଧାରି ଙ୍କର) ଓ ଜ୍ୟୋତି ମନ୍ଦିର କୌପୀନଧାରିଙ୍କ।୩ ଟା ମନ୍ଦିର କୁ ମାଟିରେ ମିଶେଇ ଦେଲେ ବକ୍କଳଧାରି ମାନେ ନିଜ ଅହଙ୍କାର ଓ ପଇସା ବଳରେ। ଏବେ ସେଇ ମନ୍ଦିର କୁ ପୁଣି ଥରେ କରିବାରେ ଅସୁବିଧା କେଉଁଠି ରହିଲା?? ଓଡିଶା ସାରା ଯେଉଁଠି ବି ମହିମା ମଠ ବା ଆଶ୍ରମ ଅଛି ସବୁ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ସହ ବକ୍କଳଧାରୀଙ୍କ ଅପଡ। ଭକ୍ତଙ୍କ ପାଖରୁ ଯାହା ପଇସା ଆସୁଛି, ସବୁ ମାଲି ମକଦ୍ଦମାରେ ଯାଉଛି। ସ୍ଥାନୀୟ ନେତା, ପୋଲିସ, ପ୍ରଶାସନ, ଓକିଲ, ଗୁଣ୍ଡା ସମସ୍ତଙ୍କୁ ପଇସା ଦିଆ ଯାଇଛି।ଏମାନେ ସନ୍ୟାସୀ ନା ଜମିଦାର?? ଯଦି ନିଜ ଧର୍ମର ସଂସ୍କାର ଟିକେ ଥାନ୍ତା, ଜଗତର ମଙ୍ଗଳ ପାଇଁ ଏମାନେ କାମ କରନ୍ତେ, କିନ୍ତୁ ଏମାନେ ତ ଛଦ୍ମବେଶି ସବୁ।ଗୁରୁ ମହିମା ଅଲେଖ 🙏
ନିନ୍ଦା କଲେ ନରକରେ ବାସ,,,,,,ପୁଣି ସାଧୁ ନିନ୍ଦା,,ଏମିତି କଥା କହିବା କେତେ ଠିକ୍ ନିଜେ ବିଚାର କରନ୍ତୁ, ଧନ୍ୟବାଦ,
@@trilochanpanda5570 ନିନ୍ଦା ହେଉ ବା ପ୍ରଶଂସା, ଆମ କର୍ମ ଉପରେ ନିର୍ଭର କରେ।ସନ୍ୟାସୀ ଜୀବନ ବଡ କଷ୍ଟ, ଦୃଢ଼ ଓ ବୈରାଗୀ, ସେଥି ପାଇଁ ସେମାନେ ନମସ୍ୟ।କିନ୍ତୁ ଯୋରନ୍ଦା ରେ ଯାହା ଚାଲିଛି, ବକ୍କଳଧାରି ସନ୍ୟାସୀ ମାନେ କରୁଥିବା ଅନ୍ୟାୟ, ପଇସା ବଳ ରେ ଭୟ ସୃଷ୍ଠି କରିବା ଇତ୍ୟାଦି କୌଣସି ସନ୍ୟାସୀ ର ଲକ୍ଷଣ ନୁହଁ।ନିଜେ ଉପରୋକ୍ତ ଘଟଣାକୁ ସମୀକ୍ଷା କରନ୍ତୁ
ବହୁତ୍ ବହୁତ୍ ଧନ୍ୟବାଦ୍ 🙏🏿
Guru Mahima Alekha saran 🙏🙏🙏🙏🙏
Alekha mahima sarana🙏
IIC, tahasil dar ବଡ଼ ନା sub collector ବଡ଼ ,ଦଲକରେ କାମ ହେବ ବୋଲି ବହୁତ ପୂର୍ବରୁ ନିଷ୍ପତି ନିଆଯାଇଥିଲା ସେତେବେଳେ କୁଆଡେ ଥିଲେ,ପ ଇସା ନା ରାଜନୀତି,ନା ପ୍ରଶାସନ ଅଂଧ
ଏହା ଗୋଟିଏ ଆଶ୍ଚର୍ୟ୍ଯ ର କଥା j ଯେ ପୁଣି ସନ୍ନ୍ୟାସ ତାର ପୁଣି ଜାଗା ପାଇଁ ଲୋଭ,,ଆପଣ ପରା କହନ୍ତି ଦେହ ଦେଉଳ , ତ ଗୋଟିଏ ସନ୍ୟାସୀ କୁ ସେହି ଦେହ ଦେଉଳ ର ବୃଦ୍ଧି ବିକାସ ପାଇ ଚିନ୍ତା କରିବା କଥା ନା କି ଅନିତ୍ୟ ସଂସାର କଥା ଚିନ୍ତା କରିବା,,,। ଯେ ପୁଣି ସର୍ବ ବ୍ୟାପି ବ୍ରହ୍ମ ତେବେ ତାକୁ ତୁମେ କୋଉ ମନ୍ଦିର ଭିତରେ ରଖିବ ତୁମ ର ପରବଚନ ଗୋଟିଏ କାମ ଅନ୍ୟ ଗୋଟିଏ,ସେଥି ପାଇଁ ପରା ଆଜିକାଲି କୌଂଶି ବାବା ଧର୍ମ କୁ ବିଶ୍ୱାସ ନାହି,,ଯଦି ତୁମେ ଠିକ୍ ଅଲେଖ ଧର୍ମଇ ହେଇ ଥିବ ତେବେ ମୋର ପ୍ରଶ୍ନ ର ଉତ୍ତର ଦେବ ନଚେତ୍ ତୁମେ ଜଣେ ନାସ୍ତିକ ବୋଲି ଭାବି ନେବି,,
Koraputia bhai dharma dham o niti niyam bisayare bahut janichhanti .
ମନ୍ଦିର ର ତ ଅଛି କାହିଁକି ହବ ଅଲେଖ ମହିମା ବଡ଼ ସ୍କୁଲ ଖୋଳାଯାଉ କଲେଜ ହଉ
ମନ୍ଦିର ଅଛି ଠିକ୍ କଥା.. ନହେବା ବି ଦରକାର୍ କିନ୍ତୁ ଉଭୟ ବାବାଙ୍କୁ ନୀତି କରିବା ପାଇଁ ଗାଦୀ ମନ୍ଦିରରେ ସମାନ ଅଧିକାର ଦିଆଯାଉ...
Respect to cult of religion under constitution and Bhima bhoi the founder.
Nature is created by God but no pace or ground
ବକ୍କଳ ନିଷେଧ କର ଆଗେ ତାପରେ ମନ୍ଦିର ନିର୍ମାଣ କରିବେ
ମୋ ଯାଣିବାରେ ବଳ୍କଳଧାରୀ ଓ କୌପିନଧାରୀ ଏହି ଦୁଇପନ୍ଥି ସାଧୁ ପ୍ରଭୁଙ୍କ ଅଂଶବିଶେଷ ଏଣୁକରି ସବୁ ପ୍ରଭୁଙ୍କଲିଳା,,,,,,
ମୋ ମତରେ ଏହା ଠିକ ନୁହେଁ ମନ୍ଦିର ଉପରେ ମନ୍ଦିର
ଠିକ୍ କଥା... କିନ୍ତୁ ବନ୍ଧୁ କୌପୀନ ଧାରୀ ସମାଜ ବାବା ମାନଙ୍କୁ ମହିମା ଗାଦି ରେ ନୀତି କରିବା ପାଇଁ ସୁଯୋଗ ଦିଆ ଯାଉନାହିଁ...ସେମାନେ ସମ୍ପୂର୍ଣ ରୂପେ ବଞ୍ଚିତ...
ଯୋରନ୍ଦା ରେ ମନ୍ଦିର ଥାଉଁଣୁ ମନ୍ଦିର ଗଢିବା କେତେ ଦୂର ଉଦିଷ୍ଟ
ଠିକ୍ କଥା
ଉଭୟ ସମାଜ ର ବାବା ମାନଙ୍କୁ ସମାନ ଅଧିକାର ଦିଆଯାଉ.. ଗାଦୀ ମନ୍ଦିରରେ ଆଉ ଶୂନ୍ୟ ମନ୍ଦିରରେ ନୀତି କରିବା ପାଇଁ...
Jia Mandira Bhange taku kana kuhajae
Kahinki hethe airankoruchonti
bada dukhara katha....
ଯୋରନ୍ଦାରେ ମହିମା ଗାଦି ମନ୍ଦିର ତ ରହିଛି ,ପୁଣି ଆହୁରି ମନ୍ଦିର,,,,,
Second temple cannot be. One joranda gadi one temple.
But that mandir is right for both kaupinadhari and balkaladhari.
Bokoldhari baba mane chahunanty j amar koupindhari samajoro mandir punor nirman heu . tankor mono bhitre kiba apoti oche hele se ta khuli kori kohi diyontu
Bokol dhari baba manku mahima gadi tharu sobudino payi bhar kori diya jau
Baksldhare. Baba Ji.manak.ganderemanderakarajsu.ghodademba.naykarebesale.behiababajimane
Rabanvhali.dhandekheikevhuabuleikenetakutakarethilebadakrusendhubabakukansavhadehauchante..kurubansanasajibadenaseba
ଗୁରୁ ମହିମା ଅଲେଖ🙏🏿
Tu.kauthithilu.jetebele.sedhybadakrusendhubabaku.tadedeigademandiraru.nitekalenuabakalpidhilemanemanegurudrohigudaksale
ବର୍ତମାନ ଏହି ଘଟଣା ରୁ ଜଣା ଯାଉଛି ଯେ ବକଳ ଧାରୀ ବାବା ମାନେ ଚାହୁଁ ନାହାନ୍ତି ଯେ କୋଉପୁନି ଧାରୀ ବାବା ମାନେ ମନ୍ଦିର କରନ୍ତୁ ବୋଲି , ସବୁ ସମୟ ରେ କହୁଛନ୍ତି ସେମାନେ ମନ୍ଦିର କରନ୍ତୁ କିନ୍ତୁ ପରେ ଆପତ୍ତି କରୁଛନ୍ତୀ ।ଏ ସମସ୍ୟା ର ସମାଧାନ କରିବା ଭାରି ଜଟିଳ । ତାଙ୍କ ସହିତ ଆଲୋଚନା କରିବା ଛାଡ଼ି ଆନ୍ଦୋଳନ ବାଟ ନ କଲେ ସମାଧାନ ହେବନି।
ଧନ୍ୟବାଦ ଆଜ୍ଞା ଆପଣଙ୍କ ଜରିଆରେ ବହୁତ ଜାଣିବାକୁ ପାଉଛୁ
ଗୁରୁ ମହିମା ଅଲେଖ 🙏🏿
Jay.maa.halekmayima
କିଛି ଲୋକ ଏହା ମତାମତ ରଖୁଛନ୍ତି ଯେ, ଗୋଟେ ମନ୍ଦିର ଥାଇକି ଆଉ ମନ୍ଦିର ର କଣ ଆବଶ୍ୟକ?
ଯୋରନ୍ଦା ଅଞ୍ଚଳ ରେ ମହିମା ଧର୍ମର ଅନେକ ମନ୍ଦିର ଅଛି। ଶୂନ୍ୟ ମନ୍ଦିର, ୨୧ ହାତିଆ ମନ୍ଦିର, ଧୁନି ମନ୍ଦିର (ବକ୍କଳଧାରି ଙ୍କର) ଓ ଜ୍ୟୋତି ମନ୍ଦିର କୌପୀନଧାରିଙ୍କ।
୩ ଟା ମନ୍ଦିର କୁ ମାଟିରେ ମିଶେଇ ଦେଲେ ବକ୍କଳଧାରି ମାନେ ନିଜ ଅହଙ୍କାର ଓ ପଇସା ବଳରେ। ଏବେ ସେଇ ମନ୍ଦିର କୁ ପୁଣି ଥରେ କରିବାରେ ଅସୁବିଧା କେଉଁଠି ରହିଲା??
ଓଡିଶା ସାରା ଯେଉଁଠି ବି ମହିମା ମଠ ବା ଆଶ୍ରମ ଅଛି ସବୁ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ସହ ବକ୍କଳଧାରୀଙ୍କ ଅପଡ। ଭକ୍ତଙ୍କ ପାଖରୁ ଯାହା ପଇସା ଆସୁଛି, ସବୁ ମାଲି ମକଦ୍ଦମାରେ ଯାଉଛି। ସ୍ଥାନୀୟ ନେତା, ପୋଲିସ, ପ୍ରଶାସନ, ଓକିଲ, ଗୁଣ୍ଡା ସମସ୍ତଙ୍କୁ ପଇସା ଦିଆ ଯାଇଛି।
ଏମାନେ ସନ୍ୟାସୀ ନା ଜମିଦାର?? ଯଦି ନିଜ ଧର୍ମର ସଂସ୍କାର ଟିକେ ଥାନ୍ତା, ଜଗତର ମଙ୍ଗଳ ପାଇଁ ଏମାନେ କାମ କରନ୍ତେ, କିନ୍ତୁ ଏମାନେ ତ ଛଦ୍ମବେଶି ସବୁ।
ଗୁରୁ ମହିମା ଅଲେଖ 🙏
ନିନ୍ଦା କଲେ ନରକରେ ବାସ,,,,,,ପୁଣି ସାଧୁ ନିନ୍ଦା,,ଏମିତି କଥା କହିବା କେତେ ଠିକ୍ ନିଜେ ବିଚାର କରନ୍ତୁ, ଧନ୍ୟବାଦ,
@@trilochanpanda5570 ନିନ୍ଦା ହେଉ ବା ପ୍ରଶଂସା, ଆମ କର୍ମ ଉପରେ ନିର୍ଭର କରେ।
ସନ୍ୟାସୀ ଜୀବନ ବଡ କଷ୍ଟ, ଦୃଢ଼ ଓ ବୈରାଗୀ, ସେଥି ପାଇଁ ସେମାନେ ନମସ୍ୟ।
କିନ୍ତୁ ଯୋରନ୍ଦା ରେ ଯାହା ଚାଲିଛି, ବକ୍କଳଧାରି ସନ୍ୟାସୀ ମାନେ କରୁଥିବା ଅନ୍ୟାୟ, ପଇସା ବଳ ରେ ଭୟ ସୃଷ୍ଠି କରିବା ଇତ୍ୟାଦି କୌଣସି ସନ୍ୟାସୀ ର ଲକ୍ଷଣ ନୁହଁ।
ନିଜେ ଉପରୋକ୍ତ ଘଟଣାକୁ ସମୀକ୍ଷା କରନ୍ତୁ