ସମସ୍ତେ ଏଠାରେ ପଣ୍ଡିତ .. | Odia Comedy On Modern Society VS Culture | PapuPomPom Comedy | Aeita Bayata
Вставка
- Опубліковано 6 жов 2023
- #aeitabayata #odiacomedy #viral
ଏମାନଙ୍କୁ ଗନ୍ଧାଉଛି ମଞ୍ଜି କଥା | Odia Comedy On Modern Society VS Culture | PapuPomPom Comedy | Aeita Bayata
#ଘରର_ଲକ୍ଷ୍ମୀ_ଉପରେ_ହାତ_ଉଠେଇଲେ_ଲକ୍ଷ୍ମୀ_ଛାଡ଼ିଯିବ ...
ଦେଖନ୍ତୁ, ଏଇଟା ବାୟାଟା ଶନିବାର ରାତି ୯:୩୦ରେ କେବଳ ନନ୍ଦିଘୋଷ ଟିଭିରେ...
#aeitabayata #PapuPomPom #TukunaStylish #jeevanpanda #odiacomedy #domesticviolence #wife #husband
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
UA-cam: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
#nandighoshatv #culture #papupompomcomedy #viralcomedy
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 731
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219 - Комедії
ସତରେ ବହୁତ ଭଲ ହେଇଛି ଭିଡ଼ିଓ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ
Sir ଆପଣଙ୍କୁ ଅଶେଷ ଧନ୍ୟବାଦ.
ଅତି ସୁନ୍ଦର ଉପସ୍ଥାପନା❤
ଧନ୍ୟବାଦ ପପୁ ଭାଇ।❤
ଧନ୍ୟବାଦ ପପୁ ଭାଇ
ଆଜି ପପୁ ଭାଇ ଭକ୍ତ ହେଇ ଛନ୍ତି 😅😅😅
Bhal kathana
ଅତି ସୁନ୍ଦର ଶିକ୍ଷଣୀୟ ହାସ୍ୟ ନାଟକ
ଟୁକୁନା ଭାଇ comedy on top 😂❤
Truly appreciating Papu bhai
ବହୁତ ସୁନ୍ଦର, ଧନ୍ୟବାଦ ଜୟ ଜଗନ୍ନାଥ
Nice msg for our society good job nandighosa tv team
Sabutoo best episode
ସବୁଠୁ ସୁନ୍ଦର ଅଧ୍ୟାୟ।
ଶିକ୍ଷଣୀୟ ଉପସ୍ଥାପନ,ଅତି ସୁନ୍ଦର 👌👌👌
ବହୁତ ଭଲ କଥାଟିଏ ଶିଖିବା କୁ ମିଳିଲା ❤
🙏ବହୁତ୍ ସୁନ୍ଦର୍ ପ୍ରୟାସ, ଦେଖିବା ଭବିଷ୍ୟତ କଣ ହେଉଛି🤗
Excelent Script ....very very meaningful .. excellent concepts
Amo desa ku sudhuribara samastankara dayitto achhi..
Sudhuriba loka sudhuri jao 🙏🚩🇮🇳
ଏହି ଭିଡ଼ିଓ ଦେଖି ବହୁତ କଥା ଶିଖି ବାର ଅଛି ବେଷ୍ଟ କମେଡି ସୋ great ନନ୍ଦୀଗୋଷ ଚାନେଲ ❤❤❤❤❤❤❤❤❤
Sabutharu best episode,sabu barga ra loka mananka pain,,jai jagannath 🙏
Fast fall Thank u so much
Real story କୁ ସାମ୍ନାକୁ ଆଣିଥିବାରୁ
ସୁଧିରି ବାଲା ସୁଧିରୀ ଯାଅ
ସମାଜ କୁ ସୁଧାରିବା ପାଇଁ ବହୁତ୍ ବଢିଆ ସୁନ୍ଦର୍ ଚିନ୍ତା ଧାରା ଧନ୍ୟବାଦ୍
A to z dekhiba aau suniba pare pratiti step ati sanskrutiya...jay Jagannath
Pupu bhai tume intelligent Bayiya ta.......💝💝💝😃😂🎈
Bahut bhal episode
ଖୁସି ଲାଗେ ଯେତେବଳେ ଆମେ ସମୟ ସହିତ ତାଳମେଲେଇ ଆଗକୁ ବଢିବା ସହ ନିଜ ସଂସ୍କୃତି କୁ ସମ୍ମାନ ଦେଉ କିନ୍ତୁ ଦୁଃଖ ଲାଗେ ଯେତେେଳେ ଆମେ ଆଧୁନିକତା ନା ରେ ନିଜ ସଂସ୍କୃତିକୁ ଭୁଲି ଯାଉ
ଧନ୍ୟବାଦ୍ ଦେବି ନନ୍ଦିଘୋଷ ଟିଭିକୁ ଏପରି ଏକ ସୁନ୍ଦର ଉପସ୍ଥାପନା ପାଇଁ ଆଶା କରିବି ଏମିତି ଆହୁରି କିଛି ଲୋକଲୋଚକୁ ଆଣିବେ
ଧନ୍ୟବାଦ୍❤❤
I am a big fan of your Papu bhai
And sanatan dharma
Same like gravity . aeroplane is not invented by wright brothers it is invented by shivkar Bapuji Talpade.
❤❤❤❤ଏଇଟା ସବୁଠୁ ଭଲ ଏପିସୋଡ୍ ପପୁ ଭାଇ
ଜ୍ଞାନର ଭଣ୍ଡାର ଆମୋ ପପୁ ଭାଇ ❤
Ete din pare emiti gote prasanga dekhiki bahut Santi lagila. Dhanyawad Nandighosha TV.
Bahut sunder upastapana,proud to be an sanatani
Ati sundar bisaya manaku lagila
ବହୁତ ସୁନ୍ଦର 👌 ଶିକ୍ଷଣୀୟ ❤
Excellent Episode..... 👌👌
ସମସ୍ତଙ୍କର ନିଚ୍ଛକ ଅଭିନୟ ବହୁତ୍ ବଢିଆ ହୋଇଛି 👌👌👍👍👍
One of versatile Actor papu bhai.. Nice episode💕💕💕💕
Aepari video and kahani mo bahuta khusihabi
ବୋହୁତ୍ ସୁନ୍ଦର 👌
ପପୁ ଭାଇ ବହୁତୀ ଜ୍ଞାନୀ 🥰🥰
GOOD
Bahut badhiya.Samastankara action sundar.🙏 Jai Srikrishna 🙏
ଶିକ୍ଷଣୀୟ ବିଷୟବସ୍ତୁ ଓସମଆଜ ସୁଧୁରିବା ର ବାର୍ତ୍ତା
ବହୁତ୍ ସୁନ୍ଦର ।
One of the best episode, heart touching videos.mane apna bachpan ke yaad aage. Aapne sahi aaena dekha ya hai
ବହୁତ ସୁନ୍ଦର ହେଇଛି ଏପିସୋଡ଼ ❤
ବହୁତ ବଢିଆ ଚର୍ଚ୍ଚା । ଧନ୍ୟବାଦ ।
Bahuta Bhala Lagila Episode Ti Love You Papu Bhai ❤❤❤
Bahuta bhala lagila , bahuta kichi sikhibaku milila.
Bahut.vala.katha
❤
ATI Sundar
Papu bhai 👍👍😊😊
ସମାଜରେ ଘଟୁଥିବା ବାସ୍ତବ କଥାବସ୍ତୁ ଉପରେ ଆଧାରିତ ଘଟଣାକୁ ବ୍ୟଙ୍ଗ ମାଧ୍ୟମରେ ପରିବର୍ତ୍ତନ କରିବାର ଗୋଟେ ପ୍ରାୟାସ । ସୋସିଆଲ ମିଡିଆରେ କମେଡି ଭିଡିଓ ତ ବହୁତ ଆସୁଚି କିନ୍ତୁ ପପୁ ଭାଇ କମେଡି ଭିଡିଓ ଆଗରେ।।।।
Ohh Papu Bhai pura nitisikhya dhanyabad
Fantastic,ବହୁତ ବଢିଆ ଭାବନା
ବହୁତ୍ ଭଲ ଅତି ଉଚ୍ଚକୋଟୀର ଶିକ୍ଷ୍ୟା ଲାଭ ପାଈଁ ଓ ସମାଜ କୁ ଚେତାବନୀ ଆଲୋଚନା। ପପୁ ପମପମ୍ ଙ୍କ ସବୁ ଅଭିନୟ ବାସ୍ତବ ଜୀବନ୍ତ ନିଖୁଣ ଯାହାକୁ କୁହନ୍ତି ପ୍ରକୃତ ଅଭିନୟ। ସାହିତ୍ୟ, ସଙ୍ଗୀତ, ନାଟକ, ଚିତ୍ର କାରୁକାର୍ଯ୍ୟ, କଳା ଶିଳ୍ପୀ ଭାସ୍କର୍ଯ୍ୟ,ବିଜ୍ଞାନ ସଂସ୍କୃତ , ଭୌଗଳିକ ରାମାୟଣ, ମହାଭାରତ ପୁରାଣ ବର୍ଣ୍ଣନା ଭବିଷ୍ୟ ସବୁଥିରେ ପରିପୂର୍ଣ ପାରଦର୍ଶିତା ହାସଲ ଖାଲି ସମସ୍ତେ କୁହନ୍ତି କେବଳ କମେଡି କିଙ୍ଗ, ମୁଁ କହିବି ସୂର୍ଗ, ମର୍ତ୍ତ୍ୟ, ବୈକୁଣ୍ଠ, ପାତାଳ ତିନି ପୁର ର କିଙ୍ଗ ଯେତେ ପ୍ରଶଂସା କଲେବି ତାଙ୍କ ପାଇଁ କମ୍ ହେବ। ତାଙ୍କ ପାଇଁ କୋଟି କୋଟି ଥର ହୃଦୟ ରୁ ଭୁମିଷ୍ଟ ପ୍ରଣାମ। ଭଗବାନ୍ ତାଙ୍କର ସୁନ୍ଦର ସୁସ୍ଥ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରନ୍ତୁ ତାଙ୍କ ଚଲାପଥ ସମୃଦ୍ଧ କୁସୁମିତ ହେଉ।🙏🙏🙏💅💅💅💅💅💅💅💅💅
Super fast etabayata thankyou
Thank you ehi viedeo jariare ame amara truti jani paruchu loka mane amara sanskruti ku vulu chanti.. Thankyou nandughosa tv, thanks papu vai
Waaahhhhhhhhh 🚩🙏🏻✨
Papu sir is the best ...execuse me jaha kahibi sato kahibi ...auu thore hoigole bholo huanta
Bahut bhala lagila
Jabardast 👌👌👌👌👌
I love this program 😊
ନିହାତି ଆଜି କାଲି ସମାଜ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ବିଷୟ
👍
Very knowledgeable person (Papu bhai)... nice performance by vikas sir
Tukuna Stylish 💗💗💗💗
🙏Jay Jagannath 🙏 sir
Really a beautiful msg to society 🙏
Papu sir Good message our public. Super.. Sanatan dharma sabutharu puruna dharma. Jay shree ram.. Jay shree jagannath.. Jay shree Krishna..
Ee Abhinaya ta bhari sundara laguchhi
Pappu pompom
Papu pam pam is now become a philosopher but its good he is a knowledgeable Brahmin
Bahut sundar sikhyaniya katha sabu janibaku milla ❤👌👌👌👌👌
Best comedy Papu Bhai
Wow, what a concept !
Papu bhai is great 🙏🙏🙏🙏
Thank you comedy king Papu sir apanka upastapana paruna barnita
Aapana maanankara aajira ei upastapanaa bohut sikhaniya ate ❤aapana samasta nku bohut bohut dhanyawad 🙏 aapana maane e'hi pari samaj ku sachetan karu thaantu
I love you Papu bhai...❤odia shanskar sikheila bhala lagila...but aji Kali jau advanced society ame kemti chaliba
କଳାକାର ମାନଙ୍କ, ଧନ୍ୟବାଦ, ଜଣାଉଛି
ବହୁତ ଶିଖିବାର ଅଛି ଏହି episode ରେ, ଧନ୍ୟବାଦ ପପୁ ବାବୁ l🎉😊
Here Papu Bhai has given partial knowledge of Sanatan dharma which cannot fight with morden knowledge.
ଧନ୍ୟବାଦ୍
Excellent Papu Bhai
Bahut bhala katha kahichhanti
ପପୁ ଭାଇ ଆପଣଂକ ଉପସ୍ତାପନା ବହୁତ ବଢିଆ ଏବଂ ଅପାଙ୍କ ବାର୍ତା ସମସ୍ତଙ୍କୁ ସୁଧାରିବାକୁ ନିଶ୍ଚୟ ପ୍ରେରଣା ଦବ 🙏🏻🙏🙏🙏🙏
One of the best episode ❤❤❤
ସବୁଠୁ ବେଷ୍ଟ ଏପିସଡ଼ 👍👍👍👍
ହୃଦୟରୁ ଗୋଟେ ଲାଇକ ପପୁ ଭାଇ ପାଇଁ
🙏nice bhai amiti story aji ka date re darkar
Best episode 🎉
ପପୁ ଭାଇ ଏ ବିଷୟ ଟା ସବୁଠୁ bahut ସୁନ୍ଦର ଏମିତି ଏପିଷୋଡ଼ କରନ୍ତୁ ସବୁଠୁ ବଢିଆ ଲାଗିଲା, ଜୟ ସନାତନ ଧର୍ମ
Good message for our society
👌👌👌
Nice episode Papu sir 👍
ପ୍ରତେକ ଭିଡ଼ିଓ ର ଭାଇ ଆପଣଙ୍କର ବହୁତୁ କିଛି ଶିଖିବା ପାଇଁ ପ୍ରେରଣା ଦେଇଥାଏ 🙏🙏
Unexpected outcome from Papu pom pom...ete din pare taahele chetana pherila..A chetanadharmi episode ku ajasra samman.
👏👏👏🙏🙏🙏🙏
Badhia Papu 🎉 bhai
ପପୁ ଭାଇ ତୁମକୁ ବହୁତ ବହୁତ ଧନ୍ୟବାଦ
Oh!bahut sikhyaniya Chamatkar episode popu the great
👌😄👍
Papu bhai bahuta bhala lagela tumora katha very nice and beautiful ❤❤❤❤❤🎉 Papu bhai thanks 👍👍👍👍🙏
ପଥର ଆଉ କଣ ଶୁଣିବ 👍best କହିଛ ପପୁ ଭାଇ
Bohut Sundar avinaya