କୋରାପୁଟ ସହର ରେଲୱେ ଅଞ୍ଚଳର ପାହାଡ଼ ଶୀର୍ଷରେ ଥିବା କାଶୀ ବିଶେଶ୍ୱର ମନ୍ଦିର .

Поділитися
Вставка
  • Опубліковано 6 бер 2024
  • କୋରାପୁଟ ସହର ରେଲୱେ ଅଞ୍ଚଳର ପାହାଡ଼ ଶୀର୍ଷରେ ଥିବା କାଶୀ ବିଶେଶ୍ୱର ମନ୍ଦିରରେ ହୋଇଥାଏ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ଏହି ଦିନ ହୋଇଥାଏ ହରି ଓ ହରଙ୍କ ମିଳନ। ସତୁରୀ ଦଶକରୁ ହେଉଥିବା ଏହି ସ୍ୱତନ୍ତ୍ର ପୂଜା ପାଇଁ ଶୁକ୍ରବାର ପବିତ୍ର ଶିବରାତ୍ରି ଅବସରରେ ସମସ୍ତ ପ୍ରସ୍ତୁତି ସରିଛି।
    ଜନଶ୍ରୁତି ଅନୁସାରେ ରେଳ ଷ୍ଟେସନ ନିକଟରେ ଥିବା ଏହି ପାହାଡ଼ରେ ସ୍ଥାନୀୟ ଜଣେ ଅଧିବାସୀ ସଂପ୍ରଦାୟର ବ୍ୟକ୍ତି ନିୟମିତ ଭାବେ ସେଠାରେ ସ୍ଥାପନ ହୋଇଥିବା ତ୍ରିଶୂଲ କୁ ପୂଜାର୍ଚ୍ଚନା କରି ଆସୁଥିଲେ। ଏହି ସମୟ ମଧ୍ୟରେ କିରିଣ୍ଡୁଲ - କୋଥାଭାଲସା ରେଳ ଲାଇନ ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଠାରେ ପ୍ରାୟ ଦକ୍ଷିଣ ଭାରତର ଅଧିକାରୀ ମାନେ ନିୟୋଜିତ ଥିଲେ। କୌଣଷି ଶୁଭ କାର୍ଯ୍ୟ ଆରମ୍ଭ ପୂର୍ବରୁ ଠାକୁରଙ୍କ ଦର୍ଶନ ଶୁଭ ବୋଲି ବିବେଚିତ କରାଯାଏ

КОМЕНТАРІ •