ଗର୍ଜିଲେ ତାରା, ରାଜ୍ୟପାଳଙ୍କ କୁପୁତ୍ର କୁ ବଞ୍ଚେଇବାକୁ ASO ହେଲା ବଦଳି। Congress Protest For ASO Baikuntha.

Поділитися
Вставка
  • Опубліковано 25 сер 2024
  • ଗର୍ଜିଲେ ତାରା, ରାଜ୍ୟପାଳଙ୍କ କୁପୁତ୍ର କୁ ବଞ୍ଚେଇବାକୁ ASO ବୈକୁଣ୍ଠ ହେଲା ବଦଳି। Congress Protest For ASO Baikuntha. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv...
    Like Our Facebook Page
    : / pratidinodisha
    Subscribe To Our UA-cam Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv...

КОМЕНТАРІ • 443

  • @MNDIGITALSARAKANA
    @MNDIGITALSARAKANA Місяць тому +30

    ୟାକୁ କୁହଯାଏ ପ୍ରକୃତ ବିରୋଧୀ ଦଳ
    ଗରିବ ନିସହାୟ ଙ୍କୁ ନ୍ୟାୟ ଦେବା ପାଇଁ ଲଢେଇ କରୁଥିବାରୁ ଧନ୍ୟବାଦ

  • @bhaktimarga853
    @bhaktimarga853 Місяць тому +138

    ଆପଣ ବିଧାସଭାରେ ଏଇକଥା ଉଠାଇଲେ ଭଲ ହେବ.

  • @biswaranjanmohapatra2518
    @biswaranjanmohapatra2518 Місяць тому +108

    ଏମିତି ନ୍ୟାୟ 🎉 ASO ଙ୍କୁ ଇତିହାସ 🎉 ହୋଇ ରହିଯିବ 🎉 । ବିରୋଧୀ ଙ୍କୁ ସାଧୁବାଦ୍ ।🎉

  • @debendramohakud8831
    @debendramohakud8831 Місяць тому +18

    ତାରା ବାହିନୀ ପତି ଭାଇ......... ଅଶେଷ ଧନ୍ୟବାଦ୍....

  • @kalandimurmu3303
    @kalandimurmu3303 Місяць тому +23

    ରଘୁବର ଦାସ୍ ଙ୍କୁ ବଦଳି କରାଯାଉ। ପୁଅ କୁ ଜେଲ୍ କରାଯାଉ।

  • @sandeshdas1690
    @sandeshdas1690 Місяць тому +39

    ଭାଲୁ ଭାଇ ଜିନ୍ଦାବାଦ ଖୋଲା ହୃଦୟ ନିର୍ଭୟ ଆତ୍ମା

  • @SudhirBiswal-ec1zp
    @SudhirBiswal-ec1zp Місяць тому +156

    ସେ ବିହାରୀ କୁ ଓଡ଼ିଶାରୁ ନିଲମ୍ୱନ କରାଯାଉ

  • @user-wv6yb9sw1r
    @user-wv6yb9sw1r Місяць тому +72

    ରାଜ୍ୟ ପାଳ ର ପାଦ ଚାଟିବ କନ୍ଧ ନୂଆ ମୁଖ୍ୟ ମନ୍ତ୍ରୀ ମହନ ଚରଣ ମାଝୀ ସେ ତ କନ୍ଧ ତାକୁ କଣ ଜଣା ଓଡ଼ିଆ ଅସ୍ମିତା ମାନେ. ତାରା ପ୍ରସାଦ ସାର
    ଆପଣକୁ ଧନ୍ୟ ବାଦ ଏ କଥା ବିଧାନ ସଭାରେ ଉଠାନ୍ତୁ ନିଶ୍ଚୟ ନୂଆ ମୁଖ୍ୟ ମନ୍ତ୍ରୀ କୁ ଆଉ ଅନ୍ୟ ବିଜେପି ମନ୍ତ୍ରୀ ମାନଙ୍କୁ ଚପଲ ମାଳ ପିନ୍ଧାଇବୁ ଆଉ ଅଣ୍ଡା ମାଡ ହେବ ନିଶ୍ଚୟ

    • @rabindramajhi9566
      @rabindramajhi9566 Місяць тому +2

      To maa ku gihen.,
      Magiha

    • @rabindramajhi9566
      @rabindramajhi9566 Місяць тому

      Kouthi thila be magiha jetebele niriho pari, itishri bholi jhionku magiha BJD kukura gehun thila ..ebe fatuchhi Tamara...
      Pandian, Bobby Das ra chatukar

    • @kareshkhara4714
      @kareshkhara4714 Місяць тому

      Toh maa ku genhi thibare magya​@@rabindramajhi9566

    • @user-oq8si9ib4n
      @user-oq8si9ib4n Місяць тому

      ❤❤❤❤❤​@@rabindramajhi9566

    • @jnanaranjanmaharana3000
      @jnanaranjanmaharana3000 Місяць тому +2

      Sata kaatha kahile andha vakta nku badhi jauchi mgh

  • @dasarathisethi9721
    @dasarathisethi9721 Місяць тому +151

    ଓଟିଭି,ଅରଗଷ କୁ ସମୟ ନାହିଁ

    • @biranchichhatria6504
      @biranchichhatria6504 Місяць тому

      Emane chamchamane Bhai .

    • @studioastish4734
      @studioastish4734 Місяць тому +10

      Otv,Aurgus news heuchhi Godi media bhai tanku kuade dekhajiba

    • @archanabarik2330
      @archanabarik2330 Місяць тому

      Argus chora Chanel auu OTV Chanel ra Samasta riport ra bisa khai Mari gale pa....🤬🤬 BJP chamacha.... riport ra guda ..chora kukura guda....🤬🤬

    • @MadhabBhola-oo9ud
      @MadhabBhola-oo9ud Місяць тому +3

      A sabu News Channel michua channel

    • @satyabratasahoo1897
      @satyabratasahoo1897 Місяць тому +3

      Otv argus chora news channel

  • @ranajitkumarmohanty9740
    @ranajitkumarmohanty9740 Місяць тому +45

    କେବଳ କଂଗ୍ରେସ କିଛି କରି ପାରିବ ଓଡ଼ିଆଙ୍କ ପାଇଁ ll
    ବିଜେଡି ଵାଲା ଏବେବି ନିଜକୁ ଶାସକ ଦଳ ଭାବୁଛି, ଓଡ଼ିଆଙ୍କ ସ୍ୱାର୍ଥ ପାଇଁ ରାସ୍ତାକୁ ଓହ୍ଲେଇବାକୁ ଲାଜ ମାଡୁଛି ll

  • @biswaranjanmohapatra2518
    @biswaranjanmohapatra2518 Місяць тому +18

    ଓଡ଼ିଶାବାସୀ ଏକତ୍ର ହେବାର ସମୟ ଆସିଛି 🎉🎉🎉🎉 ଓଡ଼ିଶା ବାସୀ କଣ କରିପାରନ୍ତି ତାହା ଅତୀତରେ ପ୍ରମାଣିତ ହୋଇସାରିଛି 🎉🎉🎉

  • @RanjanKumar-mx1ki
    @RanjanKumar-mx1ki Місяць тому +33

    Yes you are right

  • @durgashish90
    @durgashish90 Місяць тому +25

    ଜାଗ ଓଡ଼ିଆ ଜାଗ

  • @rajaashoksamrat417
    @rajaashoksamrat417 Місяць тому +7

    କଂଗ୍ରେସ ବିଜେଡି ଏକ୍ ହୁଅ ଓଡିଶାକୁ ନିଆୟ ଦିଅ

  • @sarojinimohanty6701
    @sarojinimohanty6701 Місяць тому +17

    ଓଡ଼ିଶାବାସୀ କଣ ଏତେ ଶସ୍ତା।ଯିଏ ଆସିବ ବାଡେଇବ। ଶୀଘ୍ର ଓଡ଼ିଶାବାସୀ ପଦକ୍ଷେପ ନେବାକୁ ଆଗେଇ ଆସନ୍ତୁ

  • @trinathsethi5036
    @trinathsethi5036 Місяць тому +27

    Right Sir

  • @nirakarsahoo7004
    @nirakarsahoo7004 Місяць тому +36

    ମୋ ଭଳି ରାଜ୍ୟର କିଛି ସଚେତନ ନାଗରିକ ନବୀନ ବାବୁଙ୍କୁ ସମାଲୋଚନା କରୁଥିଲେ ଯେ ନବୀନ ବାବୁଙ୍କ ଆଇନ୍ "ଆଇନ୍ ତା ବାଟରେ ଯିବ " ଏକ ପ୍ରହସନ, ସରକାର ବଦଳିବା ପରେ ମଧ୍ୟ ସେହି ଧାରା ଚାଲୁରହିଛି, ଏହା ଘୋର୍ ଲଜ୍ୟା ର ବିଷୟ। ଆଗାମୀ ଦିନରେ ଏଥିପାଇଁ ମୋହନ ସରକାରଙ୍କୁ ବହୁମୂଲ୍ୟ ଦେବାକୁ ପଡିବ !!!!

    • @sujitgarnaik1345
      @sujitgarnaik1345 Місяць тому

      Mu ଏଠି କାହାକୁ support କରୁନି କିନ୍ତୁ , ନବୀନ ସରକାର ସମୟରେ କେତେ ଯେ ଆଇନ କାନୁନ୍ ର ବ୍ୟବହାର ହେଇଛି,ସେଇ କଥା ସଭି କୁ ଜଣା। Pari ,kundli,Arun sahu etc ବାକି ନିଜେ ବି ଟିକେ ଦେଖି ନିଅ ନିଜ samaya କାଢି

    • @mandakinitripathy5110
      @mandakinitripathy5110 Місяць тому +1

      ​@@sujitgarnaik1345100% right କହିଲେ ତାରା ଭାଇନା କୁନ୍ଦୁଲି ପୀଡ଼ିତାକୁ ନିଆୟ ଦେଇ ପାରିଲେନି ନିଜ ଜିଲ୍ଲା ର ଏବେବି କୁନ୍ଦୁଲି ପରିବାର କାନ୍ଦୁଛି ତା ପାଇଁ ଏବେବି ଆମ କୁ କଷ୍ଟ ଲାଗୁଛି

    • @sujitgarnaik1345
      @sujitgarnaik1345 Місяць тому

      @@mandakinitripathy5110 ମୁଁ ନିଜେ କୋରାପୁଟ ରେ ରଖିକି ଆସିଛି ଭାଇ 2 ବର୍ଷ ଆଉ ସେଇ ଗାଁ ବୁଲିକି ଆସିଛି । ଦୁର୍ଭାଗ୍ୟ

  • @gaganbiharisamantaray1122
    @gaganbiharisamantaray1122 Місяць тому +20

    ଆର୍ଗୁସ news ସ୍ୱାଭିମାନ ନାଇଁ ତାମିଲ କରୁଥିଲା କହୁଥିଲା ବିହାରୀ ମାରିଚି ଆର୍ଗୁସ ku ନରମ ଲାଗୁଥିବ

    • @deepess_deepu83
      @deepess_deepu83 Місяць тому

      Right bhai, pandian ji kebe odia nka upare hata utheni ki odia nka Swabhiman saha kebe bhul karini, odia nka pai au odia nka Swabhiman pai nijaku samarprita karithila, Argus OTV kanak, godi media, Narendra khan ra chamcha, BJP hatao odia asmita bachao, Narendra khan hatao hindu bachao

  • @basantakumarpanda9022
    @basantakumarpanda9022 Місяць тому +54

    ଦୃଢ଼ ପ୍ରତିବାଦ ଯାରିରହୁ।ଏହା ଓଡ଼ିଆ ଅସ୍ମିତା ର କଥା।

  • @Reenabehera0
    @Reenabehera0 Місяць тому +24

    Right 👍🏻 sir

  • @tusardas3006
    @tusardas3006 Місяць тому +10

    Odisha congress jindabad. We want justice. Odisha bacchon.

  • @user-qs8qp5uk4j
    @user-qs8qp5uk4j Місяць тому +24

    Right sar

  • @kishorchandrasahu2497
    @kishorchandrasahu2497 Місяць тому +18

    Right katha

  • @s....p7120
    @s....p7120 Місяць тому +17

    ଏବେ ସରକାର ଅଯୋଗ୍ୟ

  • @HUSENJENA
    @HUSENJENA Місяць тому +17

    Yes right sir

  • @ghanashyamswain4941
    @ghanashyamswain4941 Місяць тому +46

    Otv, argus ର ସମୟ ନାହିଁ. ସେଇ reporter ମାନଙ୍କର ଅସ୍ମିତା କୁଆଡେ ଗଲା

  • @dambrudharnayak7809
    @dambrudharnayak7809 Місяць тому +7

    ଆମ ଓଡିଶାବାସୀ ମାନଙ୍କର ଏକତା ନାହି ତେଣୁ ଆମ ରାଜ୍ୟ ଆମର ହୋଇ ମଧ୍ୟ ଆମେ ବାହାର ରାଜ୍ୟର ଲୋକଠାରୁ ମାଡ ଖାଉଛୁ ଏସବୁ ନବିନ ସାରଙ୍କ ଭୁଲ ପାଇ ଆଜି ବାହାର ରାଜ୍ଯ ର ଲୋକ ମାନେ ଆମକୁ ମାରୁଛନ୍ତି ଓ ଆମ ଓଡିଶାକୁ ଲୁଟୁଛନ୍ତି

  • @sabitamohanty9302
    @sabitamohanty9302 Місяць тому +8

    ଆପଣ ବିଧାନସଭାରେ ଏ ପ୍ରଶ୍ନ ପଚାରି,ରାଜ୍ୟପାଳଙ୍କ ପୁଅକୁ ଗିରଫ କରାନ୍ତୁ।

  • @sukantadalapati3845
    @sukantadalapati3845 Місяць тому +24

    Jaldi Arrest karajau

  • @ReyalityODISHA
    @ReyalityODISHA Місяць тому +2

    ୟାର ରାଜ୍ୟପାଳ ହେବାର ଯୋଗ୍ୟତା ଅଛି ନା BJP ବାଲା ବନେଇ ଦେଇଛନ୍ତି

  • @BibhutiDalei-hz7xs
    @BibhutiDalei-hz7xs Місяць тому +32

    ବିଧାନ ସଭା ଚଳାଇ ଦିଅନି ।

  • @bhaskarsatapathy59
    @bhaskarsatapathy59 Місяць тому +1

    ଓଡ଼ିଆ ର ସ୍ୱାଭିମାନ ପାଇଁ ମୁଖ୍ୟମନ୍ତ୍ରୀ ସେହି ରାଜ୍ୟପାଳ ଙ୍କ ପୁଅ କୁ arrest କରିବାକୁ ନିଁର୍ଧେଶ ଦିଅନ୍ତୁ। ଯଦି ନିଁର୍ଧେଶ ନଦେଇପାରିବେ ଓଡ଼ିଆ ବୋଲି ନିଜକୁ ପରିଚୟ ଦେବାର ଅଧିକାର ମଧ୍ୟ ନାହିଁ। ଦୋଷୀ କୁ ଦଣ୍ଡଦେବା ନିତାନ୍ତ ଆବଶ୍ୟକ ସିଏ ଯିଏ ହେଉନା କାହିଁକି।

  • @dprasadsahoo5398
    @dprasadsahoo5398 Місяць тому +10

    ଆରମ୍ଭ ମାତ୍ର ଆଗକୁ ଦେଖ କଣ ହେଉଛି,,,

  • @jtvodiaentertainment5879
    @jtvodiaentertainment5879 Місяць тому +2

    ଆଉ ସେ ଓଟିଭି କୁଆଡେ ଗଲା କିରେ ଏହା ଏକ ସମ୍ବେଦନ ଶୀଳ ଘଟଣା ତମେ କଣ ମୁହଁକୁ ମାଡ଼ି ଶୋଇଛ ।

  • @himanshuparida7011
    @himanshuparida7011 Місяць тому +2

    ଅଧର୍ମ କେହି ଓଡ଼ିଆ ସହିବେ ନାହିଁ ତମେ ମାଡିଚାଲ ଆମେ ତମ ସହିତ ଅଛୁ.. ଜୟ ଜଗନ୍ନାଥ 🙏🏽🙏🏽🙏🏽🌹

  • @ramakantanayak4495
    @ramakantanayak4495 Місяць тому

    ରାଜ୍ୟପାଳଙ୍କୁ ବଦଳି କରାଯାଉ

  • @pradeepsworld9966
    @pradeepsworld9966 Місяць тому +1

    ରାଜ୍ୟ ବିରୋଧୀ ଦଳ ମାନେ ଏକଜୁଟ ହୋଇ ଏସବୁର ନିର୍ଘାତ ବିରୋଧ କରିବାକୁ ହେବ ।

  • @SingWithRajat
    @SingWithRajat Місяць тому +2

    We are with Congress ✋. We are always with Chhatra Congress. Congress bhai mane agaku agei chhala

  • @patitakumarchoudhury9855
    @patitakumarchoudhury9855 Місяць тому +1

    ରାଜ୍ୟପେଳ, ତା ପୁଅକୁ ଘୋଷାଡ଼ି ମରିବା କଥା, ଏ ମହାଗିଆ ମାନେ କିଏ କି, ପୋଲିସ କଣ ଗାଣ୍ଡି ମରାଉଛି ଅପରାଧୀ କୁ ଗିରଫ ନ କରି ? ବିଜେଡି ନେତା କୁକୁର ଛାଡି ଦେଲା ବୋଲି ପୋଲିସ ପୂର୍ବତନ MLA ପାଖକୁ ପଳେଇଯାଇଥିଲା., ଭୁବନେଶ୍ୱର ବାର ମାଲିକ ମହିଳା ପୋଲିସ ପଛପଟେ ହାତ ମାରିଦେଲା କହି ଗିରଫ କଲା ପୋଲିସ, ASO କୁ ମାଡ଼ ମାରି ଥିବା ଅପରାଧୀ କୁ ଏତେ ଭୟ କାହିଁକି ପୋଲିସ ବିଭାଗ ର?

  • @krushnachandrasethi2776
    @krushnachandrasethi2776 Місяць тому +8

    Right sir, caary on

  • @santoshsethy1237
    @santoshsethy1237 Місяць тому +11

    OTV and Argus and OR Chanel kuadegala

  • @brahmaachary3955
    @brahmaachary3955 Місяць тому +2

    ଆସନ୍ତା ବିଧାନ ସଭାରେ ଉପସ୍ଥାପନା କରା ଯାଉ, ଓଡିଆ ଅସ୍ମିତା, ସମସ୍ତ ଓଡିଶା ବାସୀ ତଥା କଂଗ୍ରେସ,ବିଜେପି, ବିଜେଡ଼ି, ରାଜ ନେତା ମାନେ ଏକଜୁଟ ଓଡ଼ିଆଙ୍କ ସ୍ୱାଭିମାନ ପାଇଁ ସଂଗ୍ରାମ ଜାରି ରଖିବା ଉଚିତ୍,

  • @ashrutdas8565
    @ashrutdas8565 Місяць тому +2

    ସରକାର କୁ ବରଖାସ୍ତ କରାଯାଉ।

  • @BrundabanSahoo-ty6vq
    @BrundabanSahoo-ty6vq Місяць тому

    ଓଡିଶାବାସିଏକହୁଅ ରାଜ୍ୟପାଳକୁ ଵିରୋଧକର

  • @pramodsahu4459
    @pramodsahu4459 Місяць тому

    Thanks ତାରା ପତି ବାହିନୀ

  • @user-zi7uy7ff1h
    @user-zi7uy7ff1h Місяць тому +1

    Bhalu sir right

  • @santoshjena5811
    @santoshjena5811 Місяць тому +1

    ଆଜି ସତରେ ଓଡ଼ିଆ ଅସ୍ମିତା ବିପଦରେ, ଆମର ନବୀନ ପଟ୍ଟନାୟକ ଭଲ ❤

  • @chandrakantapanda9802
    @chandrakantapanda9802 Місяць тому +1

    Very good... 👍

  • @munsarkhan9381
    @munsarkhan9381 Місяць тому +1

    Yes sir good ❤

  • @debasispradhan1137
    @debasispradhan1137 Місяць тому +4

    Jay hoooo Rahul Gandhi ji ♥️ Jay hoooo Congress ♥️

  • @veeckyytop5194
    @veeckyytop5194 Місяць тому +1

    Thik katha

  • @mukeshbehera4511
    @mukeshbehera4511 Місяць тому +3

    It is a serious issues. All the people of Odisha should rise concern about this 🙏

  • @rajeshmohantyindia
    @rajeshmohantyindia Місяць тому

    ନ୍ୟାୟ ମିଳିବା ନିହାତି ଦରକାର... କିନ୍ତୁ କଂଗ୍ରେସ ମୁହଁ ରୁ ଏକଥା ଶୋଭା ପାଉନି... କଂଗ୍ରେସ ସମୟରେ କିଛି କମ ଅନ୍ୟାୟ ହେଉନଥିଲା... ସେଥିପାଇଁ ଆଜି କଂଗ୍ରେସ ଓଡିଶା ରେ କଉଠି ଅଛି ସମସ୍ତେ ଜାଣନ୍ତି

  • @debendramohakud8831
    @debendramohakud8831 Місяць тому +2

    ତାରା ବାହିନୀ ପତି ଭାଇ...... ଜିନ୍ଦାବାଦ......

  • @bhabagrahisahoo-ji5oh
    @bhabagrahisahoo-ji5oh Місяць тому +2

    ରକ୍ଷା ଅଛି ସେ ବଞ୍ଚି ଗଲେ ଟ୍ରାନ୍ସଫର ହେଇ ତାଙ୍କ ଚାକିରୀ ବଂଚିଗଲା ନହେଲେ ସସ୍ପେଣ୍ଡ କରିବାଟା ଅସ୍ମିତାର ବାୟଂ ହାଥ ଖେଲ ଏଇଟା ଝାରଖଣ୍ଡି ଅସ୍ମିତା
    ଶଳା ଚୋର ଦଳ କହୁଛି ଅସ୍ମିତା ତୁରନ୍ତ ରାଜ୍ୟପାଳକୁ ସସ୍ପେଣ୍ଡ କରାଯାଉ ଏବଂ ତା ଗୁଣ୍ଡା ପୁଅକୁ ଝାରପଡା ଜେଲରେ ରଖାଯାଉ

  • @purnachandrapradhan2399
    @purnachandrapradhan2399 Місяць тому

    We fully support Congress Party.

  • @ashoksahoo2101
    @ashoksahoo2101 Місяць тому +5

    ଏହା ବିଜେପିର ଚରିତ୍ର

  • @KurtibasNayak
    @KurtibasNayak Місяць тому +6

    Right

  • @user-ft4ld8hg5j
    @user-ft4ld8hg5j Місяць тому

    ସେ ଯିଏ ହଉ ଆଇନ ସମସ୍ତ ଙ୍କୁ ସମାନ

  • @alekhchandrabarik2844
    @alekhchandrabarik2844 Місяць тому

    ରାଜ୍ୟପାଳ ଏଭଳି ପୁଅକୁ ବିଷ ଖୋଇ ମାରିଦେବା କଥା

  • @royalkin-r7n
    @royalkin-r7n Місяць тому +7

    India bloc Jindabad.INC Jindabad.

  • @soumyaranjanswain3944
    @soumyaranjanswain3944 Місяць тому +10

    Arrest jaldi kara jau se mg ku

  • @giridharinath5540
    @giridharinath5540 Місяць тому

    ଦୃଢ ପ୍ରତିବାଦ କରାଯାଉ ,

  • @user-dk2xz9ck5o
    @user-dk2xz9ck5o Місяць тому +6

    Verygoodtarasir

  • @debendramohakud8831
    @debendramohakud8831 Місяць тому +2

    ରାଜ୍ୟ ପାଳ ......state Govt.... ର ବିଲ୍ ଅଟକେଇ late..... କରିବା......bill.....hold..... କରିବା ଠାରୁ....... ଆଉ କିଛି ଅଧିକ Power ନାହିଁ..........
    ରାଜ୍ୟ ପାଳ କୁ ଏତେ ଡରିଲେ...... ରାଜ୍ୟ ପାଳର ଅନୈତିକ, ଅପରାଧ କୁ ମଧ୍ଯ ସମର୍ଥନ କଲେ...... ରାଜ୍ୟ ବାସୀ ଙ୍କୁ ନ୍ୟାୟ ମିଳିବ ନାହିଁ........
    USA, UK.....Germany ଆଦି ଦେଶ ହୋଇଥିଲେ........ arrest within 1 hour ହେଇଥାନ୍ତା.
    ଓଡିଶା ରେ..... ଏପରି leader..... ନାହାନ୍ତି ବୋଲି ଓଡ଼ିଶା ର ଆଜି ଏପରି ଦୁର୍ଦ୍ଦଶା.......
    ଓଡ଼ିଶା ର ଅପାରଗ BJP Leader ମାନଙ୍କ ଠାରୁ Pandian......100 % better......
    ଏତେ ଡରିଲେ ରାଜ୍ୟ ଚାଲିବ ନାହଁ.....🙏

  • @am9519
    @am9519 Місяць тому

    ହଇଓ ତାରା ଭାଇ.. ଯୋଉ ବେହିଆ ପାଇଁ ଆନ୍ଦୋଳନ ହଉଚି ସେଇଟା ତ ଲାଙ୍ଗୁଡ଼ ଜାକି compromise କରିସାରିଲାଣି... ତୁମେମାନେ ତୁଚ୍ଛା ହାଲ୍ଲା କରି ଲାଭ କଣ ହୋ 🙄

  • @user-gu2zx8mb5u
    @user-gu2zx8mb5u Місяць тому

    ପୁରା ଓଡିଶା ଏକ ଜୁଟ ହେଇ ଲଢ଼ିବା ପାଇଁ ଦରକାର

  • @PatitaBishoyi-ql4be
    @PatitaBishoyi-ql4be Місяць тому

    You are right bhaina

  • @jyotiranjansahoo8128
    @jyotiranjansahoo8128 Місяць тому +3

    Shame on Majhi government....

  • @jasobantaswain2249
    @jasobantaswain2249 Місяць тому

    ରାଜ୍ୟ ର ନିଜସ୍ୱ ବିଚାର ଆଉ ନାହିଁ

  • @soubhagyabishoisingh1897
    @soubhagyabishoisingh1897 Місяць тому +8

    This is BJP's odia asmita.

  • @madhabanandaswain4695
    @madhabanandaswain4695 Місяць тому

    Bjd, କଂଗ୍ରେସ ଆନ୍ଦୋଳନ କରନ୍ତୁ

  • @SebajiShau
    @SebajiShau Місяць тому +3

    Jay,congress

  • @santoshadasmahant-qm3zi
    @santoshadasmahant-qm3zi Місяць тому

    Jai Congress

  • @kalandimurmu3303
    @kalandimurmu3303 Місяць тому +2

    ଏଭଳି ରାଜ୍ୟପାଳ ଙ୍କୁ ଦରକାର ନାହିଁ।

  • @user-xe7wj1sf4l
    @user-xe7wj1sf4l Місяць тому +2

    ଓଡ଼ିଶା ଜନତା ଏହାକୁ ବିରୋଧ କରିବା କଥା

  • @sasikantkant4780
    @sasikantkant4780 Місяць тому

    ଭାଲୁ ଭାଇ
    ଆଚରଣ ଠିକ୍ ରଖ
    ବିହାରୀ କହିବା ଠିକ୍ ନୁହଁ
    ତା ପୁତ୍ର ଯେ ହେଉ ଦଣ୍ଡ ପାଇବା ଥୟ
    କିନ୍ତୁ ଏ କେଶ ଇନ୍ଦ୍ରଜିତ ରାଏ ଭଳି ନୁହଁ

  • @samirpattanaik7789
    @samirpattanaik7789 Місяць тому

    ALL ODISHA PEOPLE'S SUPPORT YOUR VOICE DEFINITELY.

  • @AjitBehera-hm9lx
    @AjitBehera-hm9lx Місяць тому +3

    Jay Congress

  • @debendramohakud8831
    @debendramohakud8831 Місяць тому

    BJP ଓଡ଼ିଶା ର ଅପାରଗ ପଣିଆ କୁ କେବଳ ବିଜେଡି ଓ କଂଗ୍ରେସ ନେତାମାନେ ଉଜାଗର କରିପାରିବେ.........
    Election ପୂର୍ବରୁ ଏପରି ଘଟଣା ଘଟି ଥିଲେ......BJP..... ଓଡ଼ିଶାରେ ଗୋଟିଏ ବି seat ପାଇ ନଥାନ୍ତା............
    ପୀଡିତ, ଲାଞ୍ଚିତ, ଦୁଃଖୀ, ଗରିବ ଓଡ଼ଶା ବାସୀଙ୍କ କୁ ତ୍ୟାଗ କରି....... ନ୍ୟାୟ ନ ଦେଇ........ ଝlଡକ୍ଷଣ୍ଡି..... ବିହାରୀ..... ଗୁଣ୍ଡା ର ସମର୍ଥନ କରୁଛି ଓଡ଼ିଶା BJP..........
    ଝାଡଖଣ୍ଡି..... ବିହାରୀ..... ଗୁଣ୍ଡା..... କଣ.... ଭୋଟ ଦେଇ ବିଜେପି ଓଡ଼ିଶା କୁ ଜିତାଇ ଥିଲେ.....?
    ବିଜେପି ଓଡ଼ିଶାରେ ଅପାରଗ ନେତା ଅଛନ୍ତି.....ଜଉମାନଙ୍କୁ...... ରାଜନୀତି କରିବା ଜଣା ନାହଁ.......
    ଏଇଥି ପାଇଁ ଏତଦୀନ ହେଲା ବିଜେପି ଓଡ଼ିଶା ରେ ଜିତି ପାରୁନଥିଲା.......
    ମୋହନ ମାଝି ଯଦି କାହାକୁ ନ ପଚାରି ସିଧା ରାଜ୍ୟ ପାଳ ପୁଅକୁ arrest କରିଥାନ୍ତେ.....Iron CM..... ବୋଲି ଗଣା ଯାଇଥାନ୍ତେ....... ଓ next....25 years ପର୍ଯ୍ୟନ୍ତ କେହୀ ହଲେଇ ପାରି ନଥାନ୍ତେ......
    ଲୋକ..... ମଧ୍ୟ କେତେ ଭଲ ପାଇଥାଆନ୍ତେ........
    ନିଜର leadership କ୍ଷମତା ଯଦି ନାହଁ........
    ସବୁ କଥାରେ........doubt...... ରେ ରହିଲେ....... ଜଣେ ଦେଶ, ରାଜ୍ୟ ଚଳାଇ ପାରିବ ନାହିଁ.......
    ପରିସ୍ରା କରିବା ପୂର୍ବରୁ ଯଦି......doubt ରେ ରହିବେ.........
    ପରିସ୍ରା କରିବି କି ନାହିଁ........ ଯଦି କାହାର ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରୀକି ରହିତେ ପଡ଼େ.......
    ତେବେ ଷ୍ଟ୍ରଙ୍ଗ leadership କୁହାଯିବ ନାହଁ.......
    ଦୋଷୀ ଦଣ୍ଡ ପାଇବା ର ଯୋଗ୍ୟ.......
    ଏହା ଏକ ଗାଇଆଳ ପିଲା ମଧ୍ଯ..... ବିଚାର କରି ପାରିବ.........
    ଯଦି ରାଜ୍ୟ ଚଲେଇବା ର କ୍ଷମତା ନାହିଁ........
    ଅନ୍ୟ ଯୋଗ୍ୟ ବ୍ୟକ୍ତି କୁ ଆଗକୁ ଅଣାଯାଉ.......
    ମୋଦୀ ଆସିକି ଓଡ଼ିଶାରେ decission ନେବେ...... ପ୍ରତି ଛୋଟ ଛୋଟ କଥାରେ......
    ଏହା ସମ୍ଭବ ନୁହେଁ......
    ମୋଦି, ଦ୍ରୌପଦୀ ମୁର୍ମୁ ଙ୍କୁ ସାମ୍ନାରେ ରଖି...... ଓଡ଼ିଶା BJP vote ପାଇଛି.....
    ଓଡ଼ିଶା BJP ରେ ଶେରା....... ଦିଲ..... ସିଂହ ହ୍ରୁଦୟ ବାଲା...... କେହି ନାହାନ୍ତି...........
    ତେଣୁ ଏପରି ପରିସ୍ଥିତି ହୋଇଛି......
    BJP ରେ ଯଦି ଯୋଗ୍ୟ ଲୋକ ନାହାନ୍ତି..... ରାଜ୍ୟ ଚଳାଇବା ପାଈଁ...... ତେବେ congrss.....BJD..... ସାମ୍ନାରେ BJP କୁ...... surrender କରିଦେବା ଦରକାର......
    ଓଡ଼ିଶାରେ ଯୋଗ୍ୟ ଲୋକ ର ଅଭାବ ନାହିଁ....
    ଯାହାର quality ନାହିଁ..... ତାକୁ କୁର୍ସୀ ଦେଲେ...... କୁର୍ସୀ ର ଅପମାନ ହୁଏ...... ରାଜ୍ୟ ର ପରିସ୍ଥିତି ମଧ୍ଯ ଦୟନୀୟ ହୋଇ ଥାଏ....
    ବେଶି ଲେଖୁ ନାହଁ......
    ଯିଏ ସମଝ୍ ଦାର...... ଏତିକିରୁ..... ଆକଳନ କରିପାରିବେ.......
    ଦରିଦ୍ର, ପୀଡିତ, ଲlଞ୍ଚିତ.....ର ସେବା ହିଁ ଭଗବାନ ଙ୍କ ସେବା........
    ଦେଶ ବସୀଙ୍କ ସେବା କରି ପାରିଲେ..... ଆଉ ମନ୍ଦିର କୁ ଯିବା କୁ ପଡ଼ିବ ନାହିଁ।
    ଭଗବାନ ଯାଚି କରି କୃପା କରିବେ.....🙏

  • @chintubhaigaming8760
    @chintubhaigaming8760 Місяць тому +1

    Very very nice Tara babu

  • @samirpattanaik7789
    @samirpattanaik7789 Місяць тому

    RIGHT STATEMENT

  • @suchonatvbyrashmiranjan8675
    @suchonatvbyrashmiranjan8675 Місяць тому

    Jay congress party

  • @rameshparida2550
    @rameshparida2550 Місяць тому

    Right 👍👍👍

  • @mandakinitripathy5110
    @mandakinitripathy5110 Місяць тому

    ଆରେ ରାଜନୀତି କରିବାର ଅଛିତ ସବୁ କୁ କର ମନା ନାହିଁ ବିଜେପି କୁ କାଉଣ୍ଟ୍ର କରୁଛ ଯେ ବିଜେଡି ଅମଳ ରେ କଣ କିଛି ଅପରାଧ ହେଇନି ପରି ନିରୀହ ଛୁଆ କୁନ୍ଦୁଲି ବେବିନା ଈତିଶ୍ରୀ ଏ ମିତି ସହ ସହ ଲୋକ ବଳି ପଡିଛନ୍ତି ସେତେବେଳେ ତାରା ଭାଇନା ଲଢେ଼ଇ କରି ଥିଲେ ଭଲହେଇ ଥାନ୍ତା

  • @lokanathdas5246
    @lokanathdas5246 Місяць тому

    Right 👍 justice give.

  • @alekhchandrabarik2844
    @alekhchandrabarik2844 Місяць тому

    ରାଜରାସ୍ତାରେ ନିଆଁ ଜାଳିବା ଦରକାର

  • @iswarheprika5411
    @iswarheprika5411 Місяць тому

    Great bahinipati sir

  • @subashchandrarath8358
    @subashchandrarath8358 Місяць тому

    Wah BHALU BHAI

  • @bibhutibhusanparida0
    @bibhutibhusanparida0 Місяць тому

    Right Congress...

  • @jhunuranipanda2120
    @jhunuranipanda2120 Місяць тому

    Thankyoutarasir

  • @sahadevsahoo2933
    @sahadevsahoo2933 Місяць тому

    Bhalu Bhaina is 💯 % correct.

  • @BibunaBibhuti
    @BibunaBibhuti Місяць тому

    Joy congress

  • @niranjannayakgreatodisha2342
    @niranjannayakgreatodisha2342 Місяць тому +3

    ବିଜେପି କୁ ଆଗେ ହଟାଓ

  • @Lat4688
    @Lat4688 Місяць тому

    ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ବୟୋଜ୍ୟେଷ୍ଠ କଂଗ୍ରେସ, ମହିଳା କଂଗ୍ରେସ ଓ ଶିଶୁ କଂଗ୍ରେସ

  • @JagabandhuMalik-ck5fj
    @JagabandhuMalik-ck5fj Місяць тому

    କିହୋ ତାରା ଭାଇ, ସିଏ ବୈକୁଣ୍ଠପୋଲିସ ବାଲା।ଆଉ ପୋଲିସ୍ ହେଉଛି ସରକାରଙ୍କ ପୋଷା କୁକୁର।ପୋଲିସ ତ ଏଠି ଗୁହ ଖାଇବା ଜାଗାରେ ଯୋତା ରେ ନାକ ଘସିଚି।ଏକା କଥା।ଆଉ କିଏ ଏତିକି କରିଥିଲେ ପୋଲିସବାଲା କୁତା ତା ଘରୁ ତାକୁ ଉଠାଇ ନେଇ କାମୁଡି ଝିଣି ମାରିପକାଇ ଥାନ୍ତା।ପୁରା ପୋଲିସ ନିରବ ଅଛି। ଆଉ ମୋଉନେ ସମତୀ ଲକ୍ଷଣ।ଧିକ ଏମାନଙ୍କୁ।ଵାଳ ଚାକିରୀ।ତା ଠାରୁ ବିଲରେ ଖଟିକି ଖାଇବା ଶ୍ରେୟସ୍କର।

  • @sagarsahu5937
    @sagarsahu5937 Місяць тому

    Law is equal for everyone....so that take action on this case ..

  • @dharmeshkumar7228
    @dharmeshkumar7228 Місяць тому

    Jay congress

  • @tukkuthacomanman8495
    @tukkuthacomanman8495 Місяць тому

    Pura thik katha Kahicha Odisha ru bjp Hatiba darkar👍🏻👍🏻💙💙

  • @rabindrabehuria9354
    @rabindrabehuria9354 Місяць тому +1

    Absolutely right👍