Premara Rangoli | New Odia Romantic Song | Human Sagar and Ira Mohanty | Hrudayara Geeta

Поділитися
Вставка
  • Опубліковано 10 вер 2024
  • Human Sagar & Ira Mohanty ଙ୍କ କଣ୍ଠରେ Odia New Romantic Song ଦେଖନ୍ତୁ ଏବଂ ସେୟାର କରନ୍ତୁ ଏବଂ Subscribe କରନ୍ତୁ Hrudayara Geeta ର UA-cam Channel କୁ |ଆପଣମାନଙ୍କର ଭଲ_ପାଇବା ପାଇଁ ଆମେ ଆଉ ଗୋଟେ ପାଦ ଆଗକୁ ଯାଉଛୁ। ଆମେ ଆମ ପଡକ୍ସନର 12nd ଗୀତଟିକୁ ମୁକ୍ତିଲାଭ କରିଅଛୁ ଆପଣମାନେ ଶୁଣନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ।ଜୟ_ଜଗନ୍ନାଥ🙏🙏🙏🙏
    Audio Song :
    -☆☆☆☆☆☆☆☆☆☆☆☆☆☆☆☆☆☆☆
    ✽Song :- Premara Rangoli Maridelu Re (Studio Version)
    ✽Album:- HG012
    ✽Singer :- Human Sagar & Ira Mohanty
    ✽Lyrics :- Bapu Goswami
    ✽Music :- Sushil Dalai
    ✽Making Video :- Chiku
    ✽Recorded At :- MILAN Studio,Cuttack
    ✽Video Edit :- Dj Nagen
    ✽Poster :- Chiku
    ✽Banner :- Hrudayara Geeta
    ✽Producer :- Dj Nagen & Manas R. Swain
    ✽Lable :- Hrudayara Geeta
    ✽Contact :- 7377175207 & 9337927281
    ✽Release :- 14th Feb 2021
    Lyrics:-
    M-ଓରେ ଓ, ସାହେବା.. ସାହେବା ସାହେବା
    ପାଗଳ କରି ଦେଲୁରେ
    F-ପ୍ରେମର, ରଙ୍ଗୋଲି.. ରଙ୍ଗୋଲି
    ରଙ୍ଗୋଲି ବୋଳି ଦେଲୁରେ
    M-ତାବିଜ କରି ତୋତେ
    ବାନ୍ଧିଚି ମୋ ହାତେ
    ମଲି ମୁଁ, କଣ କଲିରେ.....
    M-ସନ ସନାନନ -ସନ ସନାନନ
    Isq ହେଲାରେ, ତୋ isq ରେ ଦିୱାନା ହେଲି ରେ ||
    F-ସନ ସନାନନ -ସନ ସନାନନ
    Isq ହେଲାରେ, ତୋ isq ରେ ଦିୱାନା ହେଲି ରେ ||
    M- ଓ. ରେ ସୁରମୟୀ ସପନ ରାଣୀ
    ତୁ ମୋ ଜୀବନ ରାଧା
    F- ଓ. ରେ ସେହେଜ଼ାଦା ହୃଦୟ ରାଜା
    ତୁ ମୋ ନିଶ୍ୱାସ ଅଧା
    M- ପାଖକୁ ଯେବେ ଆସି
    କଜଳ ଦେଲୁ ନେସି
    ମଲି ମୁଁ କଣ କଲି ରେ...
    M-ସନ ସନାନନ -ସନ ସନାନନ
    Isq ହେଲାରେ, ତୋ isq ରେ ଦିୱାନା ହେଲି ରେ ||
    F-ସନ ସନାନନ -ସନ ସନାନନ
    Isq ହେଲାରେ, ତୋ isq ରେ ଦିୱାନା ହେଲି ରେ ||
    F- ଧୀ.ରେ ଧଡକିଲା ତୋପାଇଁ ଛାତି
    ଦେଲୁ ଯେବେତୁ ଛୁଇଁ
    M- ଧୀ.ରେ ଚହଲିଲା ଅତର ନଈ
    ମହକିଲି ତୋରି ପାଇଁ
    F- କଜଳ ନେସି ହେଲା
    ତୋ ମୁହଁ ଦିସିଗଲା
    ମଲି ମୁଁ କଣ କଲିରେ...
    M-ସନ ସନାନନ -ସନ ସନାନନ
    Isq ହେଲାରେ, ତୋ isq ରେ ଦିୱାନା ହେଲି ରେ ||
    F-ସନ ସନାନନ -ସନ ସନାନନ
    Isq ହେଲାରେ, ତୋ isq ରେ ଦିୱାନା ହେଲି ରେ ||
    This is the Copyright content of "Hrudayara Geeta". Any re-upload (Audio or Video) is strictly prohibited of this content. Legal action will be taken against those who violate the copyright of this content !
    "Hrudayara Geeta" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Hrudayara Geeta" ର UA-cam Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
    Thanks for Watching. Please Like, Share, Comment and Subscribe Channel for more such videos.
    Watch & Subscribe to our other UA-cam Channels:
    👉 Nagen News: / @nagennews
    👉 Hrudayara Geeta: / @hrudayarageeta
    👉 Nagen Films: / @nagennews
    #premararangolinewodiasong
    #humansagarnewodiasong
    #iramohantynewodiasong
    #OdiaNewromanticSong
    #newodiaromanticdhamaka
    #OdiaSong
    #OdiaNewSong
    #HumaneSagarNewSong
    #HrudayaraGeeta

КОМЕНТАРІ • 20