Це відео не доступне.
Перепрошуємо.

Special Story: ଅମ୍ୱାନୀଙ୍କ ବିବାହ ଭୋଜିରେ କ’ଣ ଖାଦ୍ୟ ହୋଇଥିଲା ?

Поділитися
Вставка
  • Опубліковано 12 лип 2024
  • #ଅମ୍ୱାନୀଙ୍କ_ଭୋଜି_ମେନ୍ୟୁ
    ସରିଲା ଭାରତର ସବୁଠାରୁ ଚର୍ଚ୍ଚିତ ବିବାହ। ଅନନ୍ତ ଅମ୍ୱାନୀଙ୍କ ହାତ ଧରି ଶାଶୁଘର ଯାଇଛନ୍ତି ରାଧିକା ମର୍ଚାଣ୍ଟ। ତେବେ ଏହି ବ୍ୟୟବହୁଳ ବିବାହରେ ଅତିଥିଙ୍କୁ କେଉଁ ଖାଦ୍ୟ ପରଷାଯାଇଥିଲା, କ’ଣ ରହିଥିଲା ଭୋଜିର ମେନ୍ୟୁ ଆସନ୍ତୁ ଜାଣିବା...
    #AnantRadhikaWedding #AnantAmbani #radhikamerchant #ambaniwedding #foodmenu #SpecialStory #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook:
    / otvkhabar
    OTV English Facebook :
    / otvnews
    Telegram @otvtelegram @otvkhabar
    Twitter:
    / otvnews
    Instagram:
    / otvnews
    #OdishaTV #OTV

КОМЕНТАРІ • 605

  • @babuljena695
    @babuljena695 Місяць тому +518

    ଗରିବ ଲୋକଙ୍କ ତଣ୍ଟି ଚିପି ପଇସା ନେଇ ତ ବାହାଘର କରୁଚ ସେଇଥିରେ ପୁଣି ଦେଖେଇ ହଉଚ ଲାଜ ନାହିଁ ମୁଁହ କୁ

  • @SriyaPanigrahy
    @SriyaPanigrahy Місяць тому +303

    ମୁକେଶ ଅମ୍ବାନୀ ର ପୁଅ ବାହାଘର ରେ ଯେତିକି ପଇସା ଲାଗିଚି ଭାରତ ର ସବୁ ଲୋକ ଦେଇଛନ୍ତି😅

  • @nabinraj7474
    @nabinraj7474 Місяць тому +120

    ଗରିବକୁ ଲୁଟି ଯେତେ ବଡ ଧନୀହରେ ତୁ ବି ଶେଷରେ ଭିକାରୀ ହେବୁ

  • @bikramroutaray935
    @bikramroutaray935 Місяць тому +131

    Jio ରେଟ ବଢେଇକି ଗରିବ ଙ୍କୁ ମରିକି ଏମିତିକା ବାହାଘର ବେଶୀ ଦିନ ଯିବନି...

  • @subratmuduli6464
    @subratmuduli6464 Місяць тому +50

    ଯେଉଁ ଦେଶରେ ଲୋକେ ଖାଇବାକୁ ପାଉନାହାନ୍ତି, ସେହି ଦେଶରେ କିଛି ଲୋକ ଅବାଟ ରେ ପଇସା ଉଡେଇ ଦେଉଛନ୍ତି। ଏ ସବୁ ଲୋକଙ୍କ tantichipaaa ଧନ

  • @susantakumar1147
    @susantakumar1147 Місяць тому +122

    ଗରିବ ଲୋକଟି ତ ଏତେ ଆଇଟମ ଦେଇ ଦେଲା ଯେ ଏତେ କଥା..ଆମଠୁ ନେଇକି ତା ଷ୍ଟାଣ୍ଡାଡ଼ ର ଲୋକକୁ ଦେଲା କଉ ଆମକୁ ଦେଲାକି...

  • @gitarani7237
    @gitarani7237 Місяць тому +474

    ବାଳ ଆମର କଣ ଗଲା ସିଏ ଯାହା ବି ଖାଇବା କରିଥାଉ ଆମେ ବି ଘରେ ଖାଉଛୁ

  • @managobindatripathy8164
    @managobindatripathy8164 Місяць тому +40

    କିଏ ଅସୁବିଧା ରେ ଅଛି, କିନ୍ତୁ ତାକୁ ସରକାରୀ ସାହାଯ୍ୟ ମିଳୁନି ଆଉ ମେଡିକାଲ ରେ ହେଉଥିବା ଅନିୟମିତତା, ସ୍କୁଲରେ ଖରାପ ପାଠ ପଢା ଏସବୁ ବିଷୟ ଉଠାଅ ଏବଂ ଭଲ ରାଜ୍ଯ ବା ଦେଶ ଗଠନରେ ପ୍ରମୁଖ ଭୂମିକା ନିଅ।......ଏପରି ଆଜ୍ୟ ବାଜ୍ୟ ଖବର ପରିବେଷଣ କରି ନିଜ ସମୟ ବରବାଦ୍ କରିବା ସହିତ ଆମ ସମୟ କୁ ମଧ୍ଯ ବରବାଦ୍ କରୁଛ। 🥵🥵🥵🥵🥵

    • @user-yo3uu5yb4x
      @user-yo3uu5yb4x Місяць тому

      Vai emane hele godi media emane kebe bi amaku desara bastabata dekheibeni😢

  • @user-db7rk7nh6g
    @user-db7rk7nh6g Місяць тому +31

    ଝିଣ୍ଟିକା ମାରି ବଣିପୋସିବା କଥା ଆରେ ଭାଇ କେତେ ରାଉରାଉ ହଉଚୁ ବେଲପାଚ଼ିଲେ କାଉର କଣଗଲା

  • @manashnayak2794
    @manashnayak2794 Місяць тому +44

    କେବଳ ତୁମ ନିୟୁଜ ଵାଲାଙ୍କ ପାଇଁ ହେଇଥିଲା ଲଜ୍ୟା ଲଜ୍ୟା ଛି ଆମ ଓଡ଼ିଆ ରେ ଏ ଫାଲୁତୁ ଲୋକଙ୍କୁ ଦେଖେଇବ 😂😂😂

  • @managobindatripathy8164
    @managobindatripathy8164 Місяць тому +38

    ଏଗୁଡା ଆମର ଜାଣିବା କଣ ଦରକାର ???

  • @sabitrijena1153
    @sabitrijena1153 Місяць тому +16

    Ratan tata is the real hero

  • @lipankumar2.0292
    @lipankumar2.0292 Місяць тому +6

    ଅମ୍ବାନୀ ପାଖରେ ଧନ ସିନା ଅଛି ହେଲେ ମନ ନାହିଁ ଗରିବ ଲୋକଙ୍କ ପଇସା ରେ ହିଁ ଏତେ ସବୁ ଆୟୋଜନ 💔

  • @lalitmohanpradhan3427
    @lalitmohanpradhan3427 Місяць тому +93

    ମୋ ବାହାଘର ଭୋଜି ରେ ୟାର ଠୁ ବି ଅଧିକ ହୋଇଥିଲା , ମୁଁ ଖାଲି ଗରିବ ଲୋକଙ୍କୁ ହିଁ ଭୋଜି କି ଡ଼ାକିଥିଲି । Each ମୋର ଭୋଜି କିଏ ବି ନିୟୁଜ ରେ ଦେଖେଇଲାନି।😊😊

    • @OdishaExperiences
      @OdishaExperiences Місяць тому +3

      ମୁଣ୍ଡ ରେ ବାଲ ଦରକାର କି

    • @gobindakhati1154
      @gobindakhati1154 Місяць тому +1

      ​@@OdishaExperiences🤣🤣🤣🤣🤣

    • @amiyaprasadnayak7542
      @amiyaprasadnayak7542 29 днів тому

      Bhai seithi pain tama bala upudi jaichi

    • @OdishaExperiences
      @OdishaExperiences 29 днів тому

      @@amiyaprasadnayak7542 ବାଲ ଥିଲେ ସିନା ଉପଡ଼ିବି

    • @lalitmohanpradhan3427
      @lalitmohanpradhan3427 29 днів тому

      @@amiyaprasadnayak7542 ସତ କଥା, ହେଲେ କେମିତି ଜାଣିଲ 🤣🤣🤣🤣

  • @srikantadeepak9698
    @srikantadeepak9698 Місяць тому +69

    ପଖାଳ ତ କାହିଁ ଦେଖାଯାଉନି

    • @Chef_subh
      @Chef_subh Місяць тому +5

      Bro he is Gujarati not odia and even odia aren't making pakhala in their marriage

    • @srikantadeepak9698
      @srikantadeepak9698 Місяць тому +1

      @@Chef_subh I know well he is Gujarati but all under our pakhala

    • @monalisadas773
      @monalisadas773 Місяць тому

      ​@@srikantadeepak9698odia bahaghar menu re jemiti pakhala rahuchi. 😅

    • @sibuofficial8286
      @sibuofficial8286 Місяць тому

      😂😂

    • @Freememesforyou735
      @Freememesforyou735 19 днів тому

      Tu sala kou juga re achhu ki re 😂😂

  • @Arout21016
    @Arout21016 Місяць тому +11

    କାଇଁ ଅମ୍ବାନୀ ଆମକୁ ଡାକିଛି କି ତା ପୁଅ ବାହାଘର ର ଖାଇବା ମେନୁ ଆମେ ଦେଖି ଆମ time waste କରିବୁ ଯଦି ପାରୁଛ ଗୋଟିଏ କଥା ସେ ଗର୍ବି ଅହଙ୍କାରୀ ଅମ୍ବାନୀ କାନରେ ପକେଇଦିଅ ଯେ ଗରିବ ଙ୍କ ଟଙ୍କା ନେଇ ସେ ଆହୁରି ଧନୀ ତ ହେଇପାରିବ କିନ୍ତୁ ଲୋକଙ୍କ ଅଭିଶାପ ତା ସହ ମାଗଣା ରେ ପାଇବ
    WAIT YOUR UPPER RICH IS COMING . JUST WAIT WAIT WAIT..

  • @malayapatra9564
    @malayapatra9564 Місяць тому +63

    ଶଳା ଗରିବ ଲୋକଙ୍କ ପଇସା ଖାଇବାକୁ ଦଉଛି

  • @sandeepbarik8589
    @sandeepbarik8589 Місяць тому +5

    ବଡ଼ ଭୀକାରି

  • @patitakumarchoudhury9855
    @patitakumarchoudhury9855 Місяць тому +41

    ବାହା ସିନା ହେଲା , ପିଲା ହଉଛି କି ନାହିଁ ଦେଖିବା 😃😃

  • @withhappy112
    @withhappy112 Місяць тому +4

    ଅନାବଶ୍ୟକ ଖବର

  • @Siddhant110
    @Siddhant110 Місяць тому +24

    ଗରିବ ଲୋକଙ୍କୁ କଣ ଦେଇଛି .....?
    ତାର standed ଲୋକଙ୍କୁ ଦେଇଛି 😊😊😊😊

  • @himanshuparida7011
    @himanshuparida7011 Місяць тому +9

    ଓଟିଭି ର ଆଉ କିଛି କାମ ନାହିଁ.

  • @pravashsadangi8209
    @pravashsadangi8209 Місяць тому +3

    ❤ ଓଟିଭି ଷ୍ଟାଫ୍ ଯାଇଛନ୍ତି ❤

  • @prasantapattanaik862
    @prasantapattanaik862 Місяць тому +6

    ଏଥିରେ ବାହାଘର ଅପେକ୍ଷା ଦେଖେଇ ହେବାର ଥାଟ୍ ବେଶୀ ଅଛି।

  • @Shree_910
    @Shree_910 Місяць тому +9

    ସବୁ ଭାରତ ପଇସାରେ ହେଇଛି ଏହି ଖାଦ୍ୟ😅

  • @jirimiyamajhi8986
    @jirimiyamajhi8986 Місяць тому +9

    ଶଳା ଆମ ପଇସା ନେଇ ଦେଶର ନମ୍ବର 1ପୁଣି ଆମ ପରି ଗରିବଲୋକଙ୍କୁ ପଇସା ଶୋଷିକି

  • @ArunDas-hc5zz
    @ArunDas-hc5zz Місяць тому +11

    ଜେଉଁ ଦେଶ ରେ ଆସିକୋଟି ଲୋକ ମାଗଣା ଚାଉଳ ,ଗହମ ଖାଉ ଛନ୍ତି , ସେଠୀ ଅନନ୍ତ ଅମ୍ବାନୀ ବାହାଘର ର ପ୍ରଚାର ରାଷ୍ଟ୍ର ପ୍ରତି ଉପହାସ! ଓ ଭାରତ ର ଜନତା ଙ୍କ ପ୍ରତି ବେଇମାନି ।

  • @chittranjana6180
    @chittranjana6180 Місяць тому +25

    ଓଟିଭି ର ସବୁ କର୍ମଚାରି ଯିବେ 😂

  • @SitaSingh-cb8qs
    @SitaSingh-cb8qs Місяць тому +1

    Thanks ambani

  • @SrujanaSambhara
    @SrujanaSambhara Місяць тому +2

    ରଖ ହୋ ତମ ରାଜକୀୟ ଖାଇବା ଥରେ ଆମ ଜାଗାକୁ ଆସି ଦେଖ ଗୋଟେ ଦିନର ଖାଇବା ଆମେ କିପରି ସଂଗ୍ରହ କରୁ ଆଉ କଣ କଲେ ଆମେ ତା ପରଦିନ ଆଉ ଭୋକିଲା ରହିବାକୁ ପଡ଼ିବନି.....

  • @Askina7
    @Askina7 Місяць тому +2

    ଯୀଶୁ କହିଲେ -" ଧନୀ ମାନେ ସ୍ୱର୍ଗକୁ ଯିବା ପାଇଁ ଅତି କଷ୍ଟକର,,,,,
    ଯଦି ଧାର୍ମିକ ବିଶ୍ୱାସ ଟଙ୍କା ଧନ ଗରିବ ମାନଙ୍କୁ ବାଣ୍ଟିବେ ତା ହେଲେ ସ୍ୱର୍ଗ🎉🎉🎉🎉🎉🎉🎉🎉

  • @praj1985
    @praj1985 Місяць тому +2

    ଯେତେ କୋଟି ଟଙ୍କାର ଭୋଜି ଦେଲେ ମଧ୍ୟ ଯେଉଁ ଭୋଜି ରେ ଗରିବ ଲୋକଙ୍କୁ ଡ଼କାଯାଏ ନାହିଁ ସେ ଭୋଜି ର ଲାଭ କଣ ?

  • @subratbehera5094
    @subratbehera5094 Місяць тому +6

    Dhani lokaboli dhanilokanku dakichha au kariba lokanku kete dakichha😮😮😮😮

  • @sasmitamohanty1970
    @sasmitamohanty1970 Місяць тому +4

    ବର୍ତ୍ତମାନ ସମସ୍ତେ ସବୁପ୍ରକାର ଖାଦ୍ୟ ଖାଉଛନ୍ତି ସିଏ ପୁଣି ହେଲଦି ଆଉ କମ ତେଲ ମସଲା ରେ । ଅମ୍ବାନୀ ଘରେ କଣ ନୂଆ ଖାଇବା କରିଛନ୍ତି??? 🤔🤔🤔

  • @sasmitamuduli5348
    @sasmitamuduli5348 Місяць тому +2

    ନିଜର ପଇସା ନଥିଲା ପରି ଛୋଟ ବଡ଼ ସମସ୍ତ ଙ୍କୁ ଲୁଟି ପୁଅ ବାହାଘର କରୁଛନ୍ତି ଛି ଛି, ସବୁ ଲୋକ ଅଶାନ୍ତି ହୋଇଛନ୍ତି

    • @Jpthrk
      @Jpthrk Місяць тому

      Bhikari pakhare paisa thae ki bhai. Bhikari mankanka bhitare shteshta bhikari ambani. Sabu laokanka tharu bhika nauchhi.

  • @dipfragnant
    @dipfragnant Місяць тому +3

    Bala

  • @advpabitragarada6027
    @advpabitragarada6027 Місяць тому +2

    ତାଙ୍କର ବିବାହକୁ ମୁଁ ୬୦/- ଟଙ୍କା ଦାନ ଆଜି ୨୩୯/- ରିଚାର୍ଜ କୁ ୨୯୯/- ରିଚାର୍ଗ କରିଛି..!

  • @prasantsamal7345
    @prasantsamal7345 Місяць тому +2

    ଚୋଦି ପୁଅ ଆମ ଠାରୁ ଚାନ୍ଦା ନେଇ 2500 ଆଇଟମ୍ ଦଉଚି,,,,,ସାରା ଭାରତ ବସି ଙ୍କ ଅଭିଶାପ ପଡ଼ିବ😢

  • @Iam_laxmipriya
    @Iam_laxmipriya Місяць тому +6

    Climate change
    Biodiversity loss
    Proverty
    ଏସବୁ ଉପରେ କେବେ କହିବ ଏଇ ଧନୀ ମାନଙ୍କର ଜୀବନଶୈଳୀ ପାଇଁ ଅଜି ପରିବେଶ ର ଏହି ଅବସ୍ଥା। news channel ଆମକୁ ସତ୍ୟ କଣ ଦେଖେଇବେ ଏ ବିଶ୍ୱାସ ତ ନାହିଁ ୟାଙ୍କ ଉପରକୁ ଛିପା ପକେଇବାକୁ ବି ଏବେ ଇଛା ନାଇ ଆଜି କାଲି ଯୋଉ news ସବୁ ଦେଖାଉଛନ୍ତି। election results ବାହାରିବା ଦିନ ପରିବେଶ ଦିବସ ଥିଲା ହେଲେ ଏମାନେ ଭୁଲି ଗଲେ। ଧିକ ଏହି ଭଳି news channel ku

    • @tulsithecutegirl2391
      @tulsithecutegirl2391 Місяць тому +2

      Ekdum thik katha....a Barsha ete garam hela whole world re se sabu ra solution nahi Khali bekar news

  • @user-bx9dd7nz9f
    @user-bx9dd7nz9f Місяць тому +8

    Bharat ra kichi jaga re khadya pain loko maruchanti au athi coti coti tankara khadya parasa jauchi madi chala au bharat ku garib karichala 😢

  • @Suneheripuja
    @Suneheripuja Місяць тому +2

    ଆରେ ଭାଇ ଗୋଟେ ଗରିବ ଲୋକ ନିଜ ଝାଳ ବୁହା ଧନ ରେ ଭୋଜି କରେ ହେଲେ ଏମାନେ ଏତେ ଗରିବ ଯେ ଲୋକ ଙ୍କ ହାତ ଟେକା ରୁ ନେଇ ଭୋଜି କରି ଦେଖେଇ ହଉଛନ୍ତି ମୋ ମା କୁହେ ଯାହାର ଥାଏ ସେକେବେ ଦେଖେଇ ହୁଏନି ଆଉ ଯାହାର ନଥାଏ ସେ ବେଶୀ ଫୁଟାଣି ମାରେ ଏଇଟା ସତ ଯେ ସେମାନେ ସାରା ଭାରତବାସୀ ଙ୍କ ଦାନ ରେ ପୁରା ବାହାଘର ଟା ସାରିଦେଲେ ଏମାନଙ୍କୁ କିଏ ଧନୀ ଲୋକ ବୋଲି କହୁଚି ଧନୀ ମାନେ ଦାନ କରନ୍ତି ଦାନ ନିଆନ୍ତି ନି

  • @dharitripanda6070
    @dharitripanda6070 Місяць тому +2

    E midea ବଳଙ୍କର ଧନ୍ଦା ନାଇ ଏଗୁଡ଼ା ଦେଖାଉଛନ୍ତି

  • @user-if4cz5cc4e
    @user-if4cz5cc4e 29 днів тому +1

    Who thought Radhika want to marry Anant was most region rupee because everyone wish her husband being going to live long life with cure

  • @lababehera9788
    @lababehera9788 29 днів тому

    ଯଦି ଗରିବ ଲୋକମାନଙ୍କୁ କିଛି ଟଙ୍କା ଦେଇଥାନ୍ତ ତେବେ ଲୋକମାନଙ୍କ ଆର୍ଶିବାଦ ପାଇଥାନ୍ତ କିନ୍ତୁ ଅଯଥା ଏତେ ଟଙ୍କା ଖର୍ଚ୍ଚ କରି
    କେବଳ ଜଣେ ଧନୀର ପରିଚୟ ପାଇଲ
    କିନ୍ତୁ ଜଣେ ଦାନୀର ନୁହ

  • @gugujaraka5683
    @gugujaraka5683 Місяць тому +1

    ଆମବଳକୁ ଶୀତଳ

  • @user-kl9mi2vh6d
    @user-kl9mi2vh6d 29 днів тому

    Virat kohli ❤

  • @manojkumarofficial6929
    @manojkumarofficial6929 Місяць тому +1

    ମଲା ବେଳେ ଶବୁ ମାଟିରେ ମିଶି ଯିବ ଗରିବ ଲୋକଙ୍କ ପଇସା ଆପାନା time ଆଏଗା ଜୟ ଶ୍ରୀ ରାମ

  • @LingstonMallick
    @LingstonMallick 18 днів тому

    ଵାଳ ତମେ ଖାଇଲ ମାଗ୍ୟା youtube ରେ ଛାଡ଼ୁଛ କେବେ ଗରିବଙ୍କ କଥା ଭାବୁଛି ମାଗ୍ୟା ଅମ୍ବାନୀ

  • @user-tb8rv4rj3x
    @user-tb8rv4rj3x Місяць тому +2

    ଆମ ଓଡ଼ିଆ ଖାଦ୍ୟ ପଖାଳ ଠୁବି କମ୍,

  • @Jitendraaaaaaaaa
    @Jitendraaaaaaaaa Місяць тому +1

    ଢୋ ଟିଭି ମାଲିକ ବଇଜନ୍ତ ପଣ୍ଡା ଖଲି ଉଠେଇବା ପାଈଁ ଜାଇ ଥିଲା ବୋଧେ

  • @localstylefood046
    @localstylefood046 Місяць тому +5

    Au e news bala nko kichi kamo nahi,kiea kiea asi thile kn kn khaiba hoi thila report delo, marriage pore kiea keta hagichi tike report deo ame bi janibu amo podi baharuchi na seithire gold diamond baharuchi

  • @user-iy9kt9nr9c
    @user-iy9kt9nr9c Місяць тому +3

    ଗରିବର 50 ଟଙ୍କା ଦାନରେ ବାହାଘର

  • @ramprasadnayak4807
    @ramprasadnayak4807 Місяць тому +2

    ଛାଡ଼ ଆମର କଣ ଯାଉଛି🥱

  • @rishikesh4340
    @rishikesh4340 Місяць тому +1

    ଭାରତର ମୋବାଇଲ୍ ପାଗଳ ବିଶାଳ ଜନସଂଖ୍ୟା ଙ୍କ ର ତଣ୍ଟିଚିପା ଟଙ୍କାର କମାଲ

  • @userAT166
    @userAT166 Місяць тому +3

    Ame odia ❤ ama pakhala nhi ki rasogolla bi nhi 😊😊 au kn achi j dekhibu 😂😂

  • @ytssnath2000
    @ytssnath2000 Місяць тому +1

    ତମେ ନିଉଜ ବାଲାକୁ ଶଳା ଏଆ ଦେଖା ହବ ଆଓ ବାଳ କିଛି ଦେଖା ହବନି ଅମ୍ବାନୀ ଖାଇଲା ଅମ୍ବାନୀ କା ପଖରେ ଶୋଇଲା କାଇଁ ଦେଖଓନତ jio ର reacharge ଅମ୍ବାନୀ ବଡ଼େଇ ଦେଲା

  • @GaneswarKamar
    @GaneswarKamar Місяць тому +1

    ଆଉଥରେ ବାହା ହୁଅ ଆଉ ରଚାର୍ଜ ବଡା ଅ ସେଇ ପଇସାରେ ଇଞ୍ଜୟ କର

  • @kalucharan2604
    @kalucharan2604 Місяць тому +1

    ଅଧିକ ଧନୀ ହେଲେ କଣ ହେଲା ସବୁ ପଇସା ଲୋକୋ ମାନେ ଦାନ କଲେ

  • @BabajiJena-z6d
    @BabajiJena-z6d Місяць тому

    Se ହାରାମି

  • @sisir1233
    @sisir1233 Місяць тому

    ବାଳ ବାଳ ବାଳ ବାଳ ବାଳ ବାଳ ବାଳ ବାଳ ବାଳ...................

  • @prasantapattanaik862
    @prasantapattanaik862 Місяць тому +1

    ଜିଓ ଟାରିଫ୍ କତେ ବଢ଼ିଲା।ଦେଶରେ କେତେ ଜିଓ ଗ୍ରାହକ ଥିବୋ? କେତେ ଟଂକା ହେବ ହିସାଵ କର। ଅମ୍ବାନୀ କେତେ ଟଂକା ପାଇଲା।

  • @karsipuna8169
    @karsipuna8169 29 днів тому

    Jio simi savu nae gola pahisa 😊

  • @KedarJena-ki9el
    @KedarJena-ki9el Місяць тому +4

    Jio customers money

  • @bijubiju7746
    @bijubiju7746 Місяць тому +2

    Jio ret badeiki sadharana loka kahite pauni Amabni bhala khaiba kha

  • @chandankumarrout1198
    @chandankumarrout1198 28 днів тому

    ତମର ଜୋଉ ବାଳ ନିଉଜ ଚ୍ୟାନେଲ କୋଉ ବଡ଼ ଲୋକଙ୍କ ର ଭାହା ଘର କେତେ ପ୍ରକାରର ଖାଦ୍ୟ ଏଇ ଗୁଡ଼ାକ କହିବା

  • @Moveon73271
    @Moveon73271 Місяць тому +1

    ଇଏ ତ ବିଶ୍ଵର ବଡ଼ ଭିକାରୀ ଲୋକଙ୍କ ଠୁ ନେଇ ଲୋକମାନଙ୍କୁ ଦେଖାଉଛି ବଡ଼ ଲୋକି

  • @arunrout9907
    @arunrout9907 Місяць тому

    ଏଇ ଖବର ଦେଖାଅ, ବିଜେଡି ସରକାର ଥିଲେ ରାଜ୍ୟପାଳ ଙ୍କ ପୁଅ ମାଡ଼ ମାରିବା ଘଟଣା ଓଟିଭି ଆଖି ରୁ ନିଦ ହଜିଜାଇଥାନ୍ତା, ଏବେ ଓଟିଭି ରେ ଖବର ଦେଖିବାକୁ ମିଳୁନାହିଁ।

  • @Lat4688
    @Lat4688 Місяць тому

    ଲଜ୍ୟା ଲଜ୍ୟା ନ୍ୟୁଜ ଚ୍ୟାନେଲ

  • @sukantswain201
    @sukantswain201 28 днів тому

    ଯଦି ଅମ୍ବାନୀ ତାଙ୍କ ପୁଅ ବାହାଘର ପାଇଁ jio ଗ୍ରାହକ ଙ୍କୁ କିଛି offer ଦେଇଥାନ୍ତେ ତା ହେଲେ ଲୋକେ ତାଙ୍କୁ ମହାନ୍ କହି ଥାନ୍ତେ ଏତେ ଖର୍ଚ୍ଚ କରି ଦାମି ଲୋକଙ୍କୁ ଡାକି କଣ ମୂଲ୍ୟ ଏବେ ଲୋକେ ତାଙ୍କୁ ରେଟ୍ ବଢିଲା ବୋଲି ବଦ୍ ଦୂଆ ଦେଉଛନ୍ତି ।ଏତେ ଆଡମ୍ବର ର ମୂଲ୍ୟ କଣ ରହିଲା

  • @user-uq3gl4qi7k
    @user-uq3gl4qi7k Місяць тому +1

    ଆମ ଗରୀବ ମାନଙ୍କ ପଇସା ରେ, ଜିଓ ରେ ଟଙ୍କା ବଢାଇ ପୁଅ ବାହାଘର କଲା

  • @user-jp9pt5gg6g
    @user-jp9pt5gg6g 29 днів тому

    ଗରିବ ଲୋକଙ୍କ ର ତଣ୍ଟି ଚିପି ଯୋଉ ପଇସାରେ ଦେଖେଇ ହେଉଛ ଯେ ଭାରତର 1 no ଧନୀର ପୁଅ ବାହାଘର ହେ ଆମର ଆଦରଣୀୟ ଅମାବନି ଭଗବାନ୍ ଙ୍କ ପାଖରେ ଏତିକି ପ୍ରାର୍ଥନା କର କି ଗରିବ ଲୋକ କେବଳ ମରନ୍ତୁ ଆମଭଳି ଧନୀ ଲୋକ ନୁହେଁ କାରଣ ଗରିବ ଆଉ ତମ ଭିତରେ କୌଣସି ବି ଫରକ୍ ରହିବ ନାହିଁ।ଗରିବ ଲୋକ ମରିଲେ ପୋଡ଼ା ହେବ ନଚେତ୍ , ଗାତ ରେ କବର ଦିଆଯିବ ଯଦି ତମର ମୃତ୍ୟୁ ବରଣ ହେଲା ପରେ same to same ଘଟିଲା ତାହାଲେ କିଛି ବି ଲାଭ ନାହିଁ ଗରିବଙ୍କ ଝାଳ ବୁଆ ଧନ ଆଗରେ ତମର ଏ ଖୁସି ବେଶୀ ଦିନ ରହିବନି ଶଳା ଭାରତ ଆଜି ବି ଗରିବ ହୋଇ ରହିଗଲା ଯିଏ ଟିକେ ଉପରକୁ ଉଠିଲା ତଳେ ଥିବା ଲୋକଙ୍କ କଥା ଭୁଲି ଗଲା ଯଦି ଟିକେ ଟିକେ ସହାୟତା ଗରିବ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା ବି ହୁଅନ୍ତା ନା ଆଜିର ଭାରତ ରେ 75 % ଗରିବ ଲୋକ ଆଉ ନଥାନ୍ତେ ।ଯାହାବି ହେଉ ସେମାନେ ଏତେ କଷ୍ଟ କରି ଉପରକୁ ଯାଇଛନ୍ତି ସେ କଣ ପାଇ ମଳିମୁଣ୍ଡିଆଙ୍କ କଥା ଚିନ୍ତା କରିବେ ଗରିବ ଲୋକ ମଲେ କେତେ ଗଲେ କେତେ କିଛି ବି ଫରକ୍ ପଡିବନି ସେମାନେ ମଧ୍ୟ ଜ।ଣନ୍ତିନି ଯେ ଗରିବ ଲୋକ ଆଜି ଅଛନ୍ତି ବୋଲି ଆଜି ଧନୀ ହେବାର ମୌକା ମିଳିଛି ତମାମନଙ୍କୁ 😮😮😮

  • @tanmayajenaJena
    @tanmayajenaJena Місяць тому +2

    ଗରିବ ଲୋକ ଙ୍କୁ ଗାଣ୍ଡୀ ମାରୀ jio Paisa ରେ ବାହା ହଉଚ ଭଗବାନ ସହିବେନି ସିଏ ପଇସା ରହିବନି ମୁ ଜଗନ୍ନାଥ ଙ୍କୁ ଡାକୁଚି😊

  • @gayatrijena9834
    @gayatrijena9834 29 днів тому

    Mo bhali kiye kiye comment padhiba ku asicha....sata kahiba😅au gote like Kariba ❤

  • @manoranjansingh5209
    @manoranjansingh5209 Місяць тому

    ଅମ୍ବାନୀ ପରିବାର ର ଗର୍ବ ଦେଶ ର ଜନତା ହାତରେ

  • @subhashreeswain5934
    @subhashreeswain5934 29 днів тому

    କିଛି ଲାଭ ନାହିଁ । ତୁମ ପାଖେ ପଇସା ଅଛି ବୋଲି ତୁମେ ପଇସା ଥିବା ଲୋକଙ୍କୁ ଡାକି ଖାଇବା ଦେଉଛ । ଯଦି ତୁମେ ଗରିବ ଲୋକଙ୍କୁ ଗୋଟେ ଦିନ ପାଇଁ ଖାଇବା ଦେଇ ଥାଆନ୍ତ ତେବେ ତୁମ menu ଶୁଣି ବାକୁ ଭଲ ଲାଗି ଥାନ୍ତା ।

  • @PratapPradhan-qk1mj
    @PratapPradhan-qk1mj 29 днів тому

    ବାଳ ନା

  • @prabhatkandi7865
    @prabhatkandi7865 Місяць тому +8

    Khai sari kete laten basile seta be dekha

  • @dinabandhughadai3898
    @dinabandhughadai3898 Місяць тому +1

    Lutinela jio😢

  • @sushantanaik5388
    @sushantanaik5388 27 днів тому

    କେତେ କରିବ ଲୋକଙ୍କୁ ଡକାଯାଇଥିଲା ଆଉ ଜିଓ ରିଚାର୍ଜ 20 ଟଙ୍କାରେ ମାସେ ଅଫରବିଦେଲେ ସବାସ 😢😢

  • @patorajasobora5975
    @patorajasobora5975 Місяць тому

    It is right

  • @riturani7131
    @riturani7131 Місяць тому +1

    Athire kichhi badanyata dekheiheba darkar nahi mo janata Mane,etiki mne rakha sabu semane dekheiheba Tonka rajakiya Uaasa,Swada sabujaka ama voli loko nka Tonka,dinaku 30billion Dollar amomanankara hin recharge Tonka mariki rozgaar karichhi,jadi ete achhi ta hele loko kahinki na khai na pii coko upobasa re sadhuchhanti😭Dhanya re Ambani ama mananka Tonka re aisa NJy karibajogun🫸🏻🫷🏻😭

  • @MadhusmitaSing-le6xk
    @MadhusmitaSing-le6xk 28 днів тому

    ଗରିବ ଘର ରୋ ବାହାଘର ନିଜ ପଇସାରେ ଏମାନେ ଚାନ୍ଦା ମାଗିକି ବାହାଘର 😂😂😂

  • @rkb26official
    @rkb26official Місяць тому

    ଆମ୍ବାନୀଙ୍କ ପୁଅଙ୍କ ବାହାଘର ଆମ Jio ଉପଭୋକ୍ତାଙ୍କ Recharge ଟଙ୍କାରୁ ହେଇଛି

  • @Dibiyamgalmboy
    @Dibiyamgalmboy Місяць тому +1

    Recharge amount badheiki grand party douchi sabu gariba lokanka tanti chipa paisa

  • @ranjitking9314
    @ranjitking9314 18 днів тому

    ମୁଁ ଶୁଣି ଥିଲି ବଡ଼ ବଡ଼ ଅତିଥିଙ୍କୁ ବାଣ୍ଡ ଭଜା ବି ଦେଇ ଥିଲେ ମୁକେଶ ଅଣବାଣୀ

  • @satyanayakodiavlogs
    @satyanayakodiavlogs Місяць тому

    ଗରିବଙ୍କ ତଣ୍ଟିଚିପି ଖାଇବା ଦେଲେ ତାକୁ ବଡ ଲୋକ କୁହା ଯାଏନି

  • @akhilsingh8765
    @akhilsingh8765 Місяць тому

    ତମେ ଯଦି ଗରିବ ଲୋକଙ୍କୁ ଖାଇବାକୁ ଦେଇଥିଲେ ଭଲ ହେଇଥାନ୍ତା ବାହା ହେଲେ କଣ ହେବ ବାଳ ଲୋକ jio recharge କେତେ ହେଲାଣି

  • @MyLove_SARADA
    @MyLove_SARADA Місяць тому +1

    ଓଉ ରାଇତା...????😢

  • @annadaprasadtripathy1658
    @annadaprasadtripathy1658 Місяць тому +9

    Au gote itam kahilani goti Banda vhaja 😅

    • @prasantapattanaik862
      @prasantapattanaik862 Місяць тому +1

      😀😀😀😀😀ଭାଇ ହସି ହସି ଗଡି ଗଲି।

  • @adgurumuzic6876
    @adgurumuzic6876 Місяць тому

    ଆମ୍ବାନୀ ବାହାଘରେ ମେନୁ ରହିବ ମୋଦି ବାଣ୍ଡ ସାହା ଗାଣ୍ଡି smurti ଇରାନୀ ଦୁଧ, ଅନୁଷ୍କା ବୀଆ,,, ରାଜନାଥ ଗୁଆ,, ଧର୍ମେଦ୍ର ଗୁଅ

  • @jtvodiaentertainment5879
    @jtvodiaentertainment5879 Місяць тому

    ଆଉ ଜୟ ପଣ୍ଡା

  • @Tractorslovers56
    @Tractorslovers56 29 днів тому

    ମଗିଆ ଅମ୍ବାନୀ jio au Airtel plan ବଡେଇ ଦେଇଛି ମଗୀଆ ଅମ୍ବାନୀ ଭୋଜି କର୍ଚ ଉଠାଇ ବ ବୋଲି😅😅

  • @meddle_class_dhanus
    @meddle_class_dhanus Місяць тому +1

    ସବୁ BSNL କୁ ପଳେଇ ଅସୋ 😂😂 ଆମ ମାନଙ୍କ ପଇସା ନେଇ ବୁଜି କରୁଛି

  • @kulamanisingh8529
    @kulamanisingh8529 29 днів тому

    1 ନମ୍ବର ଧନୀ ହେଲେ କଣ ହେବ ସବୁ ଗରିବ ର ତଣ୍ଟି ଚୀପା ଧନ

  • @rinaraniroutaray7596
    @rinaraniroutaray7596 Місяць тому

    ଗରିବ ଲୋକ ମାନଙ୍କ ତଣ୍ଟି ଚିପି ରକ୍ତ ଖାଉଛି ମୁକେଶ ଅମ୍ବାନୀ. ଭାରତ ର ଗରିବ ଲୋକଙ୍କ ପଇସା ରେ ପୁଅ ବାହାଘର କରିଛି. ସେ ବାହାଘର ତିଷ୍ଟି ବ ନାହିଁ .ତା ବଂଶରେ କେହି ବି ଜଣ ବ୍ଯକ୍ତି ରହିବେ ନାହିଁ. ତା ବଂଶ ବୁଡ଼ିବ ସମସ୍ତେ ମାରିବେ, ଆମ ସମସ୍ତ ଙ୍କ ତତ ଲା ଲୁହ ନିଶ୍ଵାସ ତା ପରିବାର ଉପରେ ପଡିବ

  • @user-dr6ux6uh8k
    @user-dr6ux6uh8k Місяць тому

    ବାବୁ ତପାଖରେ କେତେ ଟଙ୍କା ଅଛି ସେସବୁ ଭିକାରି କୁ ଦେ ର୍ଧମ ସାହାହେବ enjoy କରିଲେ କ'ଣ ହେବ

  • @mangarajrout444
    @mangarajrout444 29 днів тому

    Ama 6o pauti bhoga jagare number one

  • @svs5526
    @svs5526 Місяць тому

    Jio dhan dhana dhan

  • @TuluRout-143
    @TuluRout-143 28 днів тому

    ମାଘିଆ ଲୋଭି ଗେହିଁ ଛୁଆ ଅମ୍ବାନୀ

  • @desifoodandvlogs3167
    @desifoodandvlogs3167 24 дні тому

    ତା ପୁଅ ଯିଏ ବାହା ହେଇଛି ମୁଁ ତାକୁ ଆଗରୁ ବାହା ହେଇଥିଲି ସେ ଏବେ 2nd hand ପାଇଛି😂😂😂