Thank you sir for this video . I'm not a odia hons student bt I'm doing distance PG in odia literature. After watching ur video I hv a clear thought about history of odia literature. Pls make more videos related to PG course.
Sir bahut bahut dhanyababad🙏🙏apananka katha kahibara sayili bahut bhala. Bahut sarala bhabare bujhouchanti jepariki jane pathaka ati sahajare bujhipariba.. Purba video re apana Sarala Das nka samparkare eboun tanka sretha kruti mahabharata samparkare ati chamatkar bhabare bujhaichanti 🙏🙏Tqqq so much sir.. Emiti ahuri odia sahitya samparka re video banantu eboun apananka UA-cam jatra safala heu
ମୋର ପ୍ରିୟ ଓଡ଼ିଆ ସାହିତ୍ୟର ବିଦ୍ୟାର୍ଥୀ ମାନେ।ଗ୍ରାମରୁ ସହର ସବୁ ବର୍ଗର ବିଦ୍ୟାର୍ଥୀ ମାନଙ୍କ ପାଇଁ ଓଡ଼ିଆ ସାହିତ୍ୟ ର ଡିଜିଟାଲ ଉପଲବ୍ଧି ହେବା ଆବଶ୍ୟକ।
ଜଣେ ଓଡ଼ିଆ ସାହିତ୍ୟର ଛାତ୍ର ଭାବରେ ଏହା ମୋର ମୋ ଭାଷା ଓ ସାହିତ୍ୟ ପ୍ରତି ପ୍ରତିବଦ୍ଧତା।ଶୁଭକାମନା ।
Pranam sir. Dhanyabaad. Aame prakrutare upakruta heuchhu.
Thank you sir for this video . I'm not a odia hons student bt I'm doing distance PG in odia literature. After watching ur video I hv a clear thought about history of odia literature. Pls make more videos related to PG course.
ବହୁତ ଉପାଦେୟ ସାର୍ । ପ୍ରଣାମ ।
Parnma sir
ଧନ୍ୟବାଦ୍ ସାର୍
ଅତି ସୁନ୍ଦର ଆଲୋଚନା ସାର 🙏🏻ପ୍ରଣାମ
ଆଜି ଏମିତି କିଛି ପାଇଲି ଯାହା ଏତେ ଦିନରୁ UA-cam ରୁ ପାଇ ନଥିଲି🥰 । ଖୁବ୍ ସୁନ୍ଦର sir 🥰
Sir bahut bahut dhanyababad🙏🙏apananka katha kahibara sayili bahut bhala. Bahut sarala bhabare bujhouchanti jepariki jane pathaka ati sahajare bujhipariba.. Purba video re apana Sarala Das nka samparkare eboun tanka sretha kruti mahabharata samparkare ati chamatkar bhabare bujhaichanti 🙏🙏Tqqq so much sir.. Emiti ahuri odia sahitya samparka re video banantu eboun apananka UA-cam jatra safala heu
sir pranam,bahut bahut dhanyabad sir,amara panchasakha chetana re balaram das nka samparak re ati pranjala bhabe bujheithibaru
ସାର୍ ଆପଣଙ୍କ ଓଡ଼ିଆ ଭାଷା ଓ ସାହିତ୍ଯ ସଂପର୍କିତ ଆଲୋଚନା ଗୁଡିକ ଖୁବ୍ ଉଚ୍ଚକୋଟିର ଏହିପ୍ରସଙ୍ଗରେ ପଂଚସଖା ସାହିତ୍ଯ ର କେବଳ ବଳରାମ ଦାସ ଓ ଜଗନ୍ନାଥ ଦାସ ଦୁଇଟି ଦେଖବାକୁ ମିଳିଲା ଏବଂ ଯଶୋବନ୍ତଦାସ, ଶିଶୁ ଅନନ୍ତ ଦାସ ଅଚ୍ଯୁତାନନ୍ଦ ଦାସଙ୍କ ବିଷୟରେ ପ୍ରଦାନ କରାଗଲେ ଛାତ୍ର ଛାତ୍ରୀ ସାହିତ୍ଯପ୍ରେମୀ କିଛିଜ୍ଞାନ ପାଇପାରିବେ ମୁଁ ପୂର୍ଣ୍ଣନ୍ଦୁ ଅନୁଗୁଳରୁ ଆପଣଙ୍କ ଛାତ୍ର ଏମ୍ ଫିଲ ଉତ୍ତର ଓଡିଶା ବିଶ୍ବବିଦ୍ଯାଳୟ ବାରିପଦା ୨୦୧୦ ଓ ୨୦୧୧ ବ୍ଯାଚ୍ ଆପଣଙ୍କୁ ମୋର ଭକ୍ତିପୂତ ପ୍ରଣାମ ,ଇଂରାଜୀ ନବ ବର୍ଷର ଅଭିନନ୍ଦନ ,ଜୟ ଜଗନ୍ନାଥ I
Bahut sundar sir, pranam
Dhanyabad sir
Thq sir🙏🙏🙏
ବହୁତ ସୁନ୍ଦର ବ୍ୟାଖ୍ୟା🙏🙏🙏
Ati sundar byakshya🙏🙏🙏 dhanyabad sir
Love you sir..
You are a genius in odia...
Love from Sonepur
Dhanyabad guruji
ଅତ୍ୟନ୍ତ ହୃଦୟସ୍ପର୍ଶୀ ଆଲୋଚନା।
Sir charjya gitika bisayare ak sotantra video karntu 🙏🙏
Think you sir
Dhanyabad sir🙏
ବହୁତ ସୁନ୍ଦର ସାର୍।
Dhanyabada sir🙏🙏🙏🙏🙏
Thank you sir
ଧନ୍ୟବାଦ ସାର୍ 🙏🙏
Jay Jagannath sir tq for help 🙏
ସାର୍ ଅନ୍ୟାନ୍ୟ ବିଶିଷ୍ଠ କବି ଓ ଲେଖକ ଙ୍କୁ ଆଲୋଚନା କଲେ ଆମେ ଆହୁରି ଖୁସି ହେବୁ 🙏
ଧନ୍ୟ ବାଦ ସାର୍
ସାର୍ 🙏 ଆପଣଙ୍କ ଅମଡ଼ା ମାଡିବା ଶୈଳୀ ଟି ମୋତେ ବହୁତ୍ ଭଲ ଲାଗୁଛି । ଆପଣଙ୍କ ର କିଛି ନୂଆ କହିବାର ପ୍ରୟାସ ମୋତେ ଭଲ ଲାଗୁଛି 🙏
Thank u sir
🙏🙏🙏🙏
👌 sir
ବହୁତ ବହୁତ ଧନ୍ଯବାଦ ସାର୍ ଆପଣ ଙ୍କ ଏହି ଭିଡିଓ ମୋର ବହୁତ କାମରେ ଆସିଛି।ଆପଣଙ୍କର ବୁଝେଇ ବା ଶୈଳୀ ମତେ ବହୁତ ଭଲ ଲାଗେ।ଆପଣଙ୍କର ଛାତ୍ରୀ ମୁଁ।
Dhanyabad sir...
Thank you so much sir
Sir pranam.Tulanatmaka sahitya upre sir video karantu
ସାର୍ ଦୟାକରି ଭଜନ ଓ ଜଣାଣ ର କ୍ଲାସ କରନ୍ତୁ 🙏
Thank you sir for your help ...
Thank you🙏 sir
Dhanyabaad sir.
ସାର ବଳରାମ ଦାସ ଙ୍କ ଶ୍ରୀରାମ କୋଇଲି କବିତା ଟି ଆଲୋଚନା କରନ୍ତୁ ।
Thank you sir ❤️
ଚଉପଦୀ ଓ ଚମ୍ପୁ ର ମଧ୍ୟ
ମାୟାଧର ମାନସିଂହ ଉପରେ କିଛି ଭିଡିଓ କରନ୍ତୁ sir plz
Tq sir
ବହୁତ ବହୁତ ଧନ୍ୟବାଦ ସାର
ସାର ଯଶୋବନ୍ତ ଦାସ ବିଷୟରେ ଗୋଟିଏ ଭିଡ଼ିଓ କରନ୍ତୁ
ସାର୍ ନବନାଟ୍ୟ ଆନ୍ଦୋଳନ ସମ୍ପର୍କରେ ଭିଡିଓ ଦିଅନ୍ତୁ🙏
Sir! Apana nua nua video karantu Odia sahitya upare🙏
Sir pranam 🙏🙏
ପଞ୍ଚସଖା ସାହିତ୍ୟର ପୃଷ୍ଠଭୂମି ଉପରେ sir please video କରନ୍ତୁ
sir🙏🏻
Sir pdf avelable hebo ki ?
sir ramakanta ratha ra( sri radha)upare kichhi video karun...
🙏🏼🙏🏼🙏🏼🙏🏼
ସାର ପ୍ରଣାମ
ବାଟଅବକାଶ ମୁଖବନ୍ଧରେ ବଳରାମ ଦାସଙ୍କ ଜନ୍ମ କେବେ
Sir namaskar ei video mo life re sabudinapain kamare asiba
ସାର୍ ବଳରାମ ଦାସ କେଉଁ କବି ଭାବରେ ପରିଚିତ?
କୁହନ୍ତୁ ଦୟାକରି🙏
Pranam sri 🙏
Sri santha juga kou odia sahitya ra itihasa book re achhi aapana janithile kahibe please
Dandi ramayan re kenhu kenhu rasa dekhiku mile
ଲକ୍ଷ୍ମୀ ପୁରାଣ ଅନ୍ୟ ଜଣେ ବ୍ୟକ୍ତି ରଚନା କରିଛନ୍ତି ବୋଲି କୁହାଯାଇଥାଏ,ଏହା କଣ ସତ୍ୟ? ଲକ୍ଷ୍ମୀ ପୁରାଣ ଏକ କାଳ୍ପନିକ କଥା, ପରମାତ୍ମା ଓ ପ୍ରକୃତି ଙ୍କ କଳି, ଯାହା ସର୍ବଦା ଅସମ୍ଭବ
ଏହା ବଳରାମ ଦାସଙ୍କ ଦ୍ୱାରା ରଚିତ.ଏହାର ଶୁଦ୍ଧ ସଂସ୍କରଣ ସାହିତ୍ୟ ଏକାଦେମୀ ଛାପିଛନ୍ତି. ଏହା ଜାତି ସଂସ୍କାର ଓ ନାରୀ ଅସ୍ମିତା ସହ ଘରୋଇ ସ୍ୱଛତା ସମ୍ପର୍କିତ ରଚନା .ନମସ୍କାର
Sir 6sem Ra 14 num pepar kichi v bujhe parile mu nijaku dhanya mane karibi
Bali upakhana video dia
Sarlla das life bishyre kuhuntu
ସାର୍ ଏକ ଜିଜ୍ଞାସା - ଯଦିଓ ଲକ୍ଷ୍ମୀପୁରାଣରେ ପୁରାଣର ଲକ୍ଷଣ ନାହିଁ, ତାକୁ ପୁରାଣ କହିବା କେତେ ଯୁକ୍ତିଯୁକ୍ତ ??
Achhuta das bishyre kahuntu
Thank you sir🙏🏻