276. Nitya sravana mahatmya || ନିତ୍ୟ ଶ୍ରବଣ ମାହାତ୍ମ୍ୟ || ଶ୍ରୀମଦ୍ ଭାଗବତମ୍ ୭.୧୫.୭୯

Поділитися
Вставка
  • Опубліковано 26 вер 2024
  • ଶ୍ରୀ ଶ୍ରୀମଦ୍ ଗୌର ଗୋବିନ୍ଦ ସ୍ୱାମୀ ମହାରାଜ, ଚୈତନ୍ୟ ଚରିତାମୃତ ଆଦି-ଲୀଳା ୧୩.୧୧୮
    ସାରାଂଶ :-
    ଭଗବାନଙ୍କୁ ଜ୍ଞାନ ପ୍ରୟାସ ବଳରେ ବା ଆରୋହ ପନ୍ଥାରେ ଜାଣିପାରିବ ନାହିଁ ॥
    ଜ୍ଞାନ ପ୍ରୟାସ ତ୍ୟାଗ କର ॥
    ଉପଯୁକ୍ତ ପ୍ରାମାଣିକ ଅଧିକାରୀଙ୍କ ଠାରୁ କୃଷ୍ଣଙ୍କ ବିଷୟରେ ଶ୍ରବଣ କର ॥
    ଶ୍ରବଣ ହେଉଛି ନବବିଧା ଭକ୍ତିର ପ୍ରଥମ ଅଙ୍ଗ, ବରିଷ୍ଠ ଅଙ୍ଗ, ପ୍ରଧାନ ଅଙ୍ଗ ॥
    ପ୍ରତିଦିନ ସାଧୁ ସଙ୍ଗ କରି ଭକ୍ତ ଭାଗବତଙ୍କ ମୁଖରୁ ଗ୍ରନ୍ଥ ଭାଗବତମ୍ କଥା ଶ୍ରବଣ କରିବା ଉଚିତ୍ ॥
    ଏହା ନିତ୍ୟ ଭାଗବତ ସେବୟା ॥
    କୃଷ୍ଣ ନିତ୍ୟନୂତନ ଓ ତାଙ୍କର କଥା ମଧ୍ୟ ନିତ୍ୟନୂତନ, ଅମୃତମୟ, ଦିବ୍ୟ, ଅପ୍ରାକୃତିକ ॥
    ଶ୍ରୀ ଗୁରୁଦେବ କୃଷ୍ଣ କୀର୍ତ୍ତନକାରୀ ॥
    ମନ୍ତ୍ର ଦାତା ହେଉଛନ୍ତି ଦୀକ୍ଷା ଗୁରୁ ଓ କୃଷ୍ଣ ବର୍ଣ୍ଣନ, କିପରି କୃଷ୍ଣଙ୍କର ସୁଖ ହେବ ଯେ କହନ୍ତି ସେ ହେଉଛନ୍ତି ଶିକ୍ଷା ଗୁରୁ (ନାମ ଭଜନ ଶିକ୍ଷା ଦାତା) ॥
    ଆତ୍ମ ନିବେଦନ ପରେ ଶ୍ରବଣ କରିବାକୁ ହୟ, ତା' ନ ହେଲେ ଶ୍ରବଣ ପ୍ରକୃତରେ ହେବ ନାହିଁ ॥
    କାୟ, ମନୋବାକ୍ୟରେ କୃଷ୍ଣଙ୍କଠାରେ ଆତ୍ମ ନିବେଦନ କରି ଅର୍ଥାତ୍ ସମର୍ପିତ ହୋଇ ୯ଟି ଭକ୍ତି ଲକ୍ଷଣ ଯେ ଶ୍ରବଣ କରନ୍ତି ସେ ଭକ୍ତି ଅଙ୍ଗ ଯାଜନ କରନ୍ତି ॥
    ଶାସିତ ହେଲେ ସେ ଶିଷ୍ୟ, ଶିଷ୍ୟ ରୂପେ ଉପଲବ୍ଧି ହିଁ ସମ୍ୱନ୍ଧ ॥
    କୀର୍ତ୍ତନାକ୍ଷ ଭକ୍ତି ଆତ୍ମନିବଦେନ ଶ୍ରବଣକୁ ପ୍ରକଟ କରେ ॥
    ଶିଷ୍ୟ କେବେହେଲେ ଗୁରୁ ଆସନ ଗ୍ରହଣ କରେନା ॥
    ମୁଁ ଗୁରୁ-ପାଦ-ପଦ୍ମର ଧୂଳି ଏହା ହିଁ ଶିଷ୍ୟର ଅଭିଳାଷ ॥
    ଶ୍ରବଣ ରୂପକ ଭକ୍ତ ପଥରୁ କେବେ ବିଚ୍ୟୁତ ହୁଅ ନାହିଁ ॥
    For more Odia lectures - • Odia Lectures_Sri Srim...
    For English lectures - • Sri Srimad Gour Govind...
    For Short Clips - • Sri Srimad Gour Govind...
    #odia #iskcon #iskconbhubaneswar #ssggsm #gourgovindaswami #odialectures #iskconlecture #iskconodialecture #iskconlecture #iskcontemple #bhakti #bhaktisong #bhaktibhajan #odiaprabachana #odialectures #odisha #pravachan #bhaktipravachan

КОМЕНТАРІ •