ଶ୍ରୀ ଜଗନ୍ନାଥଙ୍କ ମା'- କରମା ବାଈ || Rabindra Narayan Mishra
Вставка
- Опубліковано 13 жов 2024
- ଶ୍ରୀ ଜଗନ୍ନାଥଙ୍କ ମା'- କରମା ବାଈ || Rabindra Narayan Mishra
OFFICIAL CHANNEL OF-
Sri Rabindra Narayan Mishra (former Administrator of Shree Jagannath Temple Puri) |
Watch and share divya kathamrita with your family and friend
"ମୋ ନାମ ଶ୍ରବଣ କୀର୍ତ୍ତନେ । ଶ୍ରଦ୍ଧା ଉପୁଜେ ଯା'ର ମନେ ॥ ସେ ଭକ୍ତିଯୋଗେ ଅଧିକାରୀ , କେବେହେଁ ନୁହଁଇ ସଂସାରୀ ॥ ମୁଁ ତାକୁ କରଇ ସଦୟ । ତାହାର ସୁବୁଦ୍ଧି ଉଦୟ ॥
ସକଳ ସିଦ୍ଧି ସେ ସାଧଇ । ତାହାର କର୍ମବନ୍ଧ ନାହିଁ "॥
(ଏକାଦଶ ସ୍କନ୍ଧ
,ଏକବିଂଶ ଅଧ୍ୟାୟ,ଭାଗବତ)
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କର ଓ ପରିବାରର ସମସ୍ତଙ୍କର ମଙ୍ଗଳ କରନ୍ତୁ ।।
ଭଗବାନଙ୍କ କଥା କର୍ଣ୍ଣରେ ଶ୍ରବଣ କରିବାମାତ୍ରେ,ମୁଖରେ ଉଚ୍ଚାରଣ କରିବାମାତ୍ରେ,ଚିତ୍ତରେ ସ୍ମରଣ କରିବାମାତ୍ରେ,ତାହାକୁ ହୃଦୟରେ ଆଦର ଓ ଅନୁମୋଦନ କରିବାମାତ୍ରେ ହିଁ ମନୁଷ୍ୟ ପବିତ୍ର ହୋଇଯାଏ। ଭଗବାନଙ୍କ କଥା ରେ ଏପରି ପ୍ରଭାବ ଯେ,ତାହା ଅବଲମ୍ବନ କଲେ ଜୀବ ଯେତେ କଷ୍ଟ ରେ ଥିଲେ ବି,ତତକ୍ଷଣାତ୍ ମନର ଶାନ୍ତି ପାଏ ଓ ପବିତ୍ର ହୋଇଯାଏ । ଭଗବାନ ହେଉଛନ୍ତି ପରମକଲ୍ୟାଣସ୍ବରୂପ । ତାଙ୍କର ନାମ ଶ୍ରବଣ ଓ କୀର୍ତ୍ତନ ବହୁ ପୁଣ୍ୟ ପ୍ରଦାନ କରେ ।
🙏🏻ଶ୍ରୀ ଜଗନ୍ନାଥ ଶରଣଂ🙏🏻
(ମହାପ୍ରଭୁଙ୍କର ଓ ଏହି ଧର୍ମ କଥା ଗୁଡିକୁ ସମସ୍ତଙ୍କ ପାଖରେ share କରି ଉପଲବ୍ଧ କରେଇବାକୁ ଓ ଚେଷ୍ଟା କରିବାକୁ ଆପଣଙ୍କୁ ଅନୁରୋଧ ।। )
ଶ୍ରୀ ରବୀନ୍ଦ୍ର ନାରାୟଣ ମିଶ୍ର
ପୂର୍ବତନ ପ୍ରଶାସକ, ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ
#jagannath
#RabindraNarayanMishra
#odisha
#ଜଗନ୍ନାଥ
#ODISHA365
#BhaktiSamarpan
#SrikhetraDarshan
#MeeraJhanjaaTales
@ODISHA 365
@Bhakti Samarpan
@Srikhetra Darshan
@Meera Jhanjaa Tales
ଜୟ ଜଗନ୍ନାଥ ତବ ଶ୍ରୀଚରଣେ ଗଲି ଶରଣ ମୁ ଅନାଥ
ବାବା ଏଇଠୁ ଆପଣ ଙ୍କୁ ପ୍ରଣାମ କରୁଛି 🙏😭
ଆପଣ ବହୁତ ଭଲ କୁହୋନ୍ତି ସାର୍ । ମହାପ୍ରଭୁ ଆପଣଙ୍କୁ ଭଲ ବାକ୍ ବାଣୀ ଦେଇଛନ୍ତି , ପ୍ରାୟ ସମୟ ମୁଁ ଟିକେ ଶୁଣେ ଆପଣ କହୁଥିବା କଥା , ବହୁତ୍ ଭଲ ଲାଗେ ପ୍ରଭୁ ର କଥା । ଲାଗୁ ଥାଏ ଏମିତି ସୁଣୁଥିବୋ ଯେ ସୁଣୁଥିବୋ ।
ଜୟ ଜୟ ଜଗନ୍ନାଥ
👌👌🙏
Apanka paa padma re koti koti pranam
Jay Jagannath Jay Jagannath Jay Jagannath 🙏🙏🙏🙏🙏
ହେ ଜଗତର ନାଥ ଜଗନ୍ନାଥ ଭକ୍ତ ପ୍ରିୟ ମାଧବ
ତୁମ ପାଦ ପଦ୍ମରେ ଅନନ୍ତ କୋଟି ପ୍ରଣାମ👏👏
Jay siyaram Jay Shree jagatar natha jagannath Maha prabhu ji ki koti koti danbata pranam prabhu ji mora pu!Jay niyabadabhai koti koti danbata pranam bhai
ଜୟ ଜଗନ୍ନାଥ
Jai Jagannath Ji Maharaj
🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻❤️🙏🏻
Jay Sri Jagannath ❤❤❤❤
OmmSri Gurabe Namah,. Jay Jagannath Swami
Prabhu apanku ananta andare rakhantu
Jay jagannath 🙏🙏🙏🙏
Jay Jagannath swami🙏🙏🙏
Jay Jagannath Sir
Jay shree Jagannath
ଜୟ ଜଗନ୍ନାଥ।ମୋର ପ୍ରଭୁ ଜଗନ୍ନାଥଙ୍କର ଜୟ ହେଉ।ସାର ଆପଣଂକୁ ମୋର ଭୂମିଷ୍ଠ ପ୍ରଣାମ।ଆପଣଙ୍କ ଦ୍ୱାରା ପରିବେଷିତ ଆଜିର କାର୍ଯ୍ୟକ୍ରମ ଟି ହୃଦୟ ସ୍ପର୍ଶୀ ଏବଂ ଭାବ ଗର୍ଭକ।କରୁଣା ମୟ ପ୍ରଭୁଙ୍କର ଏମିତି ଲୀଳା ମାନ ଆପଣ ଆମକୁ ଶୁଣାଉ ଥାଆନ୍ତୁ।ପ୍ରଭୁ ଆପଣଂକୁ ଶତାୟୁ କରନ୍ତୁ।
ଆର ଥର ପରି ଏଥର ମଧ୍ୟ ଲେଖୁଛି, ମୋର ଆପଣଂକୁ ସାକ୍ଷାତ କରିବାର ଇଛା କେତେ ଦିନ ରୁ ମନରେ ଅଛି।କିନ୍ତୁ ଏହା ପ୍ରଭୁଙ୍କ ଇଛା ବିନା ସଫଳ ହୋଇ ପାରୁନି।ଟିକେ ଆପଣ ପ୍ରଭୁଙ୍କୁ କହନ୍ତେନି,ସେ ମୋତେ ଆପଣଂକୁ ଭେଟିବାର ସୁଯୋଗ ଦିଅନ୍ତେ।ମୁଁ ଜାଣେ ଆପଣ VSS ନଗର ରେ ରହୁଛନ୍ତି, କିନ୍ତୁ କଉଠି ରହୁଛନ୍ତି,ଜାଣେନା।କୃପାସିନ୍ଧୁ ଙ୍କର ଯଦି କୃପା ହୁଏ ତେବେ ସେ ସୌଭାଗ୍ୟ ମୋତେ ମିଳିବ ,ମୁଁ ଆପଣଙ୍କ ଦର୍ଶନ ଓ ଆପଣଙ୍କ ଗୃହକର୍ତା ଙ୍କ ଦର୍ଶନ ଏ ଚର୍ମ ଚାଖୁରେ କରିପାରିବି।ଜୟ ଜଗନ୍ନାଥ।ମୋର ମବାଇଲ ନୋ-8249000620.
ଦାସିଆ ବାଉରୀଙ୍କ ବିଷୟରେ ଗୋଟିଏ episode ଆଣନ୍ତୁ sir....ଜୟ ଜଗନ୍ନାଥ🙏🙏🙏
Jai jagannath, aapnka darsan paithibaru, bahut hi sundar thila, aagaku bhi emiti aapanka ashribad nei jagannath seba rey lagibii ,🙏🙏🙏
ଜୟ ଜଗନ୍ନାଥ।
Jai jagannath
Jay jagannaths
jay jagannath sir
Jay Jagannath swami nayana patha gami bhaba tume 🙏🙏🙏 baba apanku pranam 🙏🙏🙏
Jaya Jaganath, Jaya Jaganath, Jaya Jaganath.
Jaya Sree Jagannatha Swami Khae Mona Are Mobolakara Kalasre Mukhabare Dekhibachla She Kalasre Mukhe Achi Kanhairaguna Kanhaigunakiea Kariba Bakhana Jaya Jagannatha
ଜୟ ଜଗନ୍ନାଥ ସ୍ୱାମୀ
Really heart touching sir 🙏🙏prabhu jagannath apanku satayoo karantu ehahin kamana 🙏🙏
ବହୁତ ସୁନ୍ଦର ବ୍ୟାଖ୍ୟା👌👌
🙏ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏
🙏🤗😘 ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ।😘🤗🙏
ହେପ୍ରଭୁ ଦୟାକର ମୁଁ ତୁମକୁ ଦେଖିବାକୁ ଯିଵି କେବେ।
A,c, patro babanpur aska ganjam Orissa india
Verry good prabachanisveregood
Jay Jagannat mahaprabhu,,
🙏🙏🙏🙏🙏ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏
🙏🌹Jay gaganatha 🌹🙏🌹Jay 🌹gaganatha🌹 🙏🌹Jay gaganatha🌹 🙏mahapravu 🌹
ହେ ପ୍ରଭୁ ଜଗନ୍ନାଥ ଏମିତି ତୁମର ଗାନ ହେଉଥାଉ ଆମ ହୃଦୟ ଶୁଣୁଥାଉ ।
ମନ ମାନୁନାହିଁ ।
ପେଟ ,ହୃଦୟ ପ୍ରାଣ ପୁରୁନାହଁ ।
ଜୟ ଜଗନ୍ନାଥ ସ୍ଵାମୀ
🙏🙏🙏🙏🙏
Jay jagannath Mahaprabhu 🙏🙏🙏🙏🙏🙏🙏
Jay jagannath 🙏🙏🙏
Pranam sir 🙏
Jai jagarnnath jai jagarnnath jai jagarnnath
Pranam sir 🙏
Jay Jagannath 🙏
🙏🙏
Jay sreejagnnath swami🙏🙏🙏
ଜୟ ଜଗନ୍ନାଥ 🙏💅🙏
Jay jagannath sir🙏🙏🙏🙏🙏🙏🙏🙏🙏.....
ଜୟ ଶ୍ରୀ କୃଷ୍ଣ 🙏🙏ଜୟ ମା 🙏🙏🙏 ପ୍ରଣାମ sir। 🙏🙏
Jai Jagganath Mahaprabhu.Mausa Namaskar.,
Jaya JAGANNATH SWAMI, JAYA GURUSWAMI.
Jay Jagernath Sawami Nayan path gami vaba tume
ଦୁର୍ଗାମାଧବ ଙ୍କ ପାଦପଦ୍ମ ରେ ଅନନ୍ତ କୋଟି ପ୍ରଣାମ 🙏🏻🙏🏻🙏🏻
JAY JAGANNATH 🙏 ♥ 🙏
A satya bani suni ,manare ananda asai.Guruswami.
Jai Sri Ram
🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏
❤️ Jay ❤ Jagannath ❤
Jay mahaprabhu,
Jay jaganath
Jay Jagannath....🙏🙏
Padam Pranam Jay Jagannath
your well wisher from Bhadrak
🙇🙇🙇🙏🙏🙏🙏🙌🙌🙌🙌
Jay sri jagannath 🙏🙏🙏❤️👍,sir,maa,all familly members,teams 🙏🙏🙏❤️👍
Jay jagannatn sir🙏🏻
ଜୟ ଜଗନ୍ନାଥ 🙏🙏🙏🙏। ସେ'ତ ଭାବର ଠାକୁର । କେବେ ହୃଦୟରେ ତାଙ୍କରି ଭାବନା ମୁଖ୍ୟ ଥିଲା । ହେଲେ ଏବେ ଭାବର ଅଭାବ । ସୁଲଭା ମା', ଶବରୀ ମା', କରମା ମା' - କୋଟି କୋଟି ପ୍ରଣାମ । ପ୍ରଭୁ ଆମକୁ ବି ବିନା ଡୋରୀରେ ସେଇ ଭାବର ଡୋରୀରେ ସବୁବେଳେ ବାନ୍ଧି ରଖ । ଆପଣଙ୍କୁ ଅଶେଷ ପ୍ରଣାମ ଓ ଧନ୍ୟବାଦ ।
Basanta manjari rayasingh jena
.
Jaya jagannath, Jaya jagannath
Bhabar thakur se,bhaba binodia,
Movali sadharana Manisa ti kahnuja'niba se bhabar mulya .
He mo pranar 'thakur taba sripada 'ka'njare sata'koti pranama.aparibaraku chakraadhualare rakhitha pravu jannana.
Jai jagannath 🙏🙏🙏
Sir mu apanka samasta episode dekhibaku bhalapai mote Jagannath nka katha sunibaku bahuta bhala lage
Jay jagannath🙏 😭
Respected sir I appreciated all of your stories. Heart touched.
Maa Karma Bai
🙏
Jaya jagannath jagannathankara rashi gotra kana.
Jay Jay Jagannath Swami
Sotore aha divya vani
ଆଜ୍ଞା ନମସ୍କାର ଆପଣଙ୍କର କରମବାଇ ଉପକ୍ଷାନରୁ ବାଇହାଣ୍ଡି ଓ ଦାସିଆ କୁଡୁଆ ବିଷୟରେ ଏଵଂ ସମର୍ପଣ ଭାବ ବିଷୟରେ ଜାଣିଲି। ଆପଣଙ୍କର ଅଭିଜ୍ଞତା କୁ ନମସ୍କାର
Jay shree Jagannath 🙏❣️
Jay jagannath jay jagannath jay jagannath ❤️🙏🌻
ହରେ କୃଷ୍ଣ ହରେ କୃଷ୍ଣ ଶ୍ରୀ କୃଷ୍ଣ ଶ୍ରୀ କୃଷ୍ଣ 🙏🙏🙏🙏
ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏
A,c, patrol, babanpur, aska, ganjam, Orissa, india
Prabachan,is,a,veergood
Hruda Prasanna Vimalncha Dristi. Nisprana Gyana Snigdha Nirashahakta Bhaba. Total Samaparna_Kaliyuga Karama. Dwapara yuga Bidura Spouse Suparna & Tretaya_Shramana
Shabari
Kn Karibi.se bhari kasta dauchhi.kai ate kasta dauchhi kwjani.mu tara kn dosa karichhi
agnya mu ahi brabachan sunili dhanya kalia saant nka leela
Sir Jagannath nkara bramha bisayare au nabakalebara bisayare tikia kuhantini
Sir mu jaga ku khaibaku dabaku bhari ichha.kintu ghare salgram sange anya deba debi achhnti.tank u bhoga laguchhi.my kintu upare jaga ku rakhichhi.bhoga dabaku chahuchhi.Kintu se kahuni khaiba boli kahuni.tenu mu dauni
Sir 🙏, you may add yourself also
Sabari jhoota phola daichi boli valmiki Ramayana re nahin. ehita some bhakta our of his devotion created such story. Sabiri was very dharmic and very careful. Yes sudama gave chuda.
Jay Jagannath Jay Jagannath Jay Jagannath 🙏🙏🙏
ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏
ଜୟ ଜଗନ୍ନାଥ 🙏
Jai Jagannath ❤❤❤❤
Jay jagannath sir pranaam
Jay Jagannath 🙏🌺🌼🌸
ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🌹🌹🙏🙏
Jai Jagannatha 🙏 Mausa pranam 🙏
Jay Jagannath Jay anata Jay ho
Jay Jagannath Swami Nayana patha gami mahaprabhu 🙏🙏🙏
Jay Jagannath Swami 🙏🙏🙏
Jay Jagannath,bhumistha pranam baba
Jay jagannath
Jay jagannath swami 🙏 🙏 🙏 🙏 🙏
Jay Jagannath 🙏🙏🙏