Tanibaku to bahuda ratha ll Jagannatha Bhajan ll mrm music mix & diptee creation odia

Поділитися
Вставка
  • Опубліковано 9 вер 2024
  • Tanibaku to bahuda ratha ll Jagannatha Bhajan ll mrm music mix & diptee creation odia
    Song - Tanibaku to bahuda Ratha
    Singer - Madhav Dash
    Lyricist - Subash Chandra Behera
    Music - Peasanta Pal & B.Subash
    Banner - MRM Music Mix & Diptee creation odia
    Dubbing & Mixing - Sanjay Studio, Ctc.
    Camera - Dipak & Laxmikanta
    Music Arrangements - Prasannajit Singh ( Pua Bhai )
    Follow us on Facebook :- / subashchandra.behera.7161
    and / dipteecreationodia
    Follow us on Facebook : - / mrmmusicmix
    Follow us on Instagram :-
    @ All copyright reserved by Diptee creation odia and MRM Music Mix .
    * Watch this heart touching musical video and press the Bell Icon ., Like , share , comment and SUBSCRIBE this channels also.
    * ହେ' ବିଶ୍ବ ନିୟନ୍ତା ... ଆଜି ଆସୁଛ । ଭଲ ଲାଗୁଚି । ଦୀର୍ଘ ଦୁଇ ବର୍ଷର ଅପେକ୍ଷା ର ଅନ୍ତ ଘଟାଇ ଆସୁଛ ବଡ଼ ଦାଣ୍ଡକୁ । ତୁମର ସ୍ପର୍ଶ ପାଇଁ ମଣିଷ ଜୀବନ ଧନ୍ୟ ହେବ ହିଁ ହେବ ।
    * ଭେଟ ହେବ ଭଗବାନ ଓ ଭକ୍ତର । ସଭିଏଁ ଖୁସି ଖୁସି ଫେରିଯିବେ ଆପଣାର କର୍ମ କ୍ଷେତ୍ର ଅବା ଘରକୁ / ପରିବାରକୁ / ସଂସାରକୁ ।
    * କିନ୍ତୁ , ପ୍ରଭୁ ...ମୁଁ କ'ଣ କରିବି ? ମୋ'ର ଠିକଣା କ'ଣ ??
    * ତୂମେ ଆସିବ । ମାଉସୀ ମାଆଙ୍କୁ ଦେଖା ହେବ । ପୁଣି ଫେରି ଯିବ ମାଆ ଲକ୍ଷ୍ମୀ ଠାକୁରାଣୀ ଙ୍କ ପାଖକୁ । ଆର ବରଷ ପୁଣି ଆସିବ , ପୁଣି ଯିବ । ମୋତେ କ'ଣ ଏମିତି ବାରବାର ଆସି ଯିବାକୁ ପଡିବ କି ଦୀନବନ୍ଧୁ !!
    * ନା । ମୁଁ ଚାହେଁ ଏମିତି ବାରବାର ଆସିବାକୁ । କିନ୍ତୁ ମୁଁ ତ ନଶ୍ବର । ଯଦି ଆସିବି .... କଥା ଦିଅ , ମୋତେ ସବୁ ବରଷ ତୋ ରଥ ଦଉଡି ଟାଣିବାର ସୁଯୋଗ ପାଇବି...!!!
    * ମୁଁ ଜାଣିଛି - ଏମିତି କେବେ ହେବନାହିଁ ।
    * ଦୁଃଖ ଲାଗୁଛି ଏତିକି - ତୋ ବାହୁଡା ଯାତ ପାଇଁ ସବୁ ଖଞ୍ଜା ହୋଇଯାଏ ନ ଖୋଜିବି .…. କିନ୍ତୁ , ମୋ ବାହୁଡା ବେଳକୁ ଖତରା କାଠ ଖଣ୍ଡେ ବି ଏତେ ସହଜରେ ମିଳେନାହିଁ ।
    * ତଥାପି ଦୁଃଖ ନାହିଁ - ତୁ ମୋତେ ତୋ ବାହୁଡା଼ ରେ ବାହୁଡେଇ ନେବୁ । କୋଟି କୋଟି ମୁଣ୍ଡିଆ ପ୍ରଭୁ ମୋ ପରି ଦୀନ, ଦୁଃଖିକୁ ଏତେ କରୁଣା କରିଛୁ ।
    ତୟ ଶ୍ରୀ ଜଗନ୍ନାଥ । ତୟ ଶ୍ରୀ ଜଗନ୍ନାଥ ।।
    If your are a singer or like to sing with music then ready to sing .
    Now follow the music and become a perfect Singer ....
    *******************************************
    - : ତୋ' ବାହୁଡା ରଥ : -
    ତୋ ବାହୁଡା ରଥ ଟାଣିବା ପାଇଁ କେତେ ଭକତ
    ( ଲୋଡ଼ା ମୋ ବାହୁଡା ପାଇଁ ଚାରୋଟି ଲୋକ ) - ୨
    ତୋ ବାହୁଡା ରଥ..... 👌
    ଆର ଗୁଣ୍ଡିଚା କୁ ଆସିବୁ ରଥରେ
    ଗୁଣ୍ଡିଚା ମାଉସୀ ଚାହିଁଥିବ ବାଟ,
    ମୋ ଘରେ ମୋ ପାଇଁ ଖୋଜା ପଡିବରେ
    ପୁରୁଣା ମାଠିଆ ଖତରା କାଠ - ୨ଥର
    ତୋ ପାଇଁ ସିନା ଏ ଯାତ , ପ୍ରଭୁ ଭକତର ଭେଟ
    ( ସରିଯିବ ଜୀବନର ମୋ ଶେଷ ଦୃଶ୍ୟ ) - ୨
    ତୋ ବାହୁଡା ରଥ ଟାଣିବା ପାଇଁ ..….👌👌
    ତୋ ବଡଦାଣ୍ଡରେ ଭକତ ଗହଳ
    ମୋ ଅଗଣା ଘରେ ପ୍ରିୟଜନ ମେଳ
    ରଥ ଚାରିପାଖେ ଭକତିର ଝର
    ମୋ ପାଇଁ ଛଳନା ଆଖି ଛଳଛଳ - ୨
    ତୁ ଆସିବୁ ତୁ ଫେରିବୁ , ମାଆ ଲକ୍ଷ୍ମୀ ଙ୍କୁ ଭେଟିବୁ
    ( ଫେରିବନି କେବେ ଆଉ ମୋ ଅଫେରା ରଥ ) -୨
    ତୋ ବାହୁଡା ରଥ ଟାଣିବା ପାଇଁ ......👌👌👌
    💐💐💐💐💐💐💐💐💐💐💐💐💐💐💐
    To bahuda ratha ,
    taniba pain kete bhakata
    Loda mo bahuda pain charoti loka - 2
    To bahuda ratha........👌
    Aara gundichaku feribu rathare
    Gundicha mausi chahni thiba bata
    Mo pain mo ghare khoja padibare
    Puruna mathia khatara katha - 2
    To pain sina ye jata
    Prabhu bhakatar bheta....
    Sarijiba jibanar mo sesa drushya- 2
    To bahuda ratha.........👌👌
    To badadandare bhakata gahala
    Mo agana ghare priyajana mela
    Ratha charipakhe bhakatira jhar
    Mo pain chhalana aakhi chhala chhala - 2
    Tu aasibu , tu feribu
    Maa laxminku bhetibu ....
    Feribani kebe aau mo afera ratha - 2
    To bahuda ratha........ 👌👌👌
    ~~~~~~~~~~~~~~~~~~~~~~~~~~~
    You can watch this song through these Links given below....
    #ତୋ_ବାହୁଡା_ଟାଣିବା_ପାଇଁ_କେତେ_ଭକତ
    #to_bahuda_ratha_taniba_pain_kete_bhakata_madhav_dash
    #New_jagannath_bhajan
    #mrm_music_mix
    #allodiahitsong
    #mrmmusicmix
    #srichansongs
    #newodiabhajan2022
    #utubeshortsvideos
    #viralodiabhajan
    #viralvideo2021
    #allodiahitsongs
    #odiaviralvideos
    #odiaviralsong
    #newodiabhajan
    #newjagannathbhajan
    #newjagannathshorts
    #jagannathbhajan
    #jagannathbhajanastatus
    #kumarbapisong
    #asimapandanewsong
    #asimapanda
    #latestodiasong
    #latestbhajans2020
    #latestodiaromanticsong
    #odiabhajan2021
    #odiabhajan2022
    #musicdirector_bsubash
    #subash_chandra_behera
    #mrmmusicmix
    #dipteecreationodia
    ||. ANTI-PRIVACY WARNING ||
    This content copyright to MRM Music Mix and Diptee creation odia UA-cam channel. Any unauthorized reproduction, redistribution or re-upload of this materials is strictly prohibited. Legal action will be taken against those who violate this copying materials present !!

КОМЕНТАРІ • 13

  • @sisirrana5577
    @sisirrana5577 2 роки тому +1

    Jai jagannath 🙏 fantastic one

  • @birakishorenayak3199
    @birakishorenayak3199 2 роки тому +1

    ବହୁତ ସୁନ୍ଦର

    • @MRMMUSICMIX
      @MRMMUSICMIX  2 роки тому

      ବହୁତ ବହୁତ ଧନ୍ୟବାଦ ବନ୍ଧୁ ମତାମତ ରଖିଥିବାରୁ ।
      Lord Jagannath bless you .

    • @MRMMUSICMIX
      @MRMMUSICMIX  2 роки тому

      Please subscribe the Channel.

  • @manaskumarpattanayak6480
    @manaskumarpattanayak6480 2 роки тому +1

    ସବୁ ଦୃଷ୍ଟିରୁ ବହୁତ ସୁନ୍ଦର ହୋଇଛି 🙏🙏🙏

    • @MRMMUSICMIX
      @MRMMUSICMIX  2 роки тому

      Many many Thanks Sir ....for watching and comment .

  • @dipakbehera9419
    @dipakbehera9419 2 роки тому +1

    ଅତି ଉତ୍ତମ ସଂଗୀତ ରଚନା

  • @maamusicrnp3380
    @maamusicrnp3380 2 роки тому +1

    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ 🙏🙏

  • @tapansahoo8255
    @tapansahoo8255 2 роки тому +1

    Jay Jagannath 🙏🙏🙏

    • @MRMMUSICMIX
      @MRMMUSICMIX  2 роки тому

      Lord Sri jagannath bless you and your familly also. Be happy married life my Lal.

    • @tapansahoo8255
      @tapansahoo8255 2 роки тому

      @@MRMMUSICMIXtq so much 🙏