ପାପ ଶିଉଳି || Papo Siuli || Jagan Mohan Nag || Best Superhit Odiya Christian Devotional Song ||

Поділитися
Вставка
  • Опубліковано 30 вер 2024
  • ପାପ ଶିଉଳି || Papo Siuli || Jagan Mohan Nag || Best Superhit Odiya Christian Devotional Song ||
    IT KAROAKE TRACK LINK
    • Papo Siuli IT Karoake ...
    ପ୍ରଭୁ ଯୀଶୁଙ୍କ ବହୁ ମୂଲ୍ୟବାନ ନାମରେ ଆପଣ ପ୍ରତ୍ୟେକଙ୍କୁ ଖ୍ରୀଷ୍ଟ ପ୍ରେମର ନମସ୍କାର । ପ୍ରଭୁଙ୍କ ମହାନ ଅନୁଗ୍ରହ ଏବଂ ଦୟା ହେତୁ ଆଜି ଏକ ସୁନ୍ଦର ଆଧ୍ୟାତ୍ମିକ ଗୀତ" ପାପ ଶିଉଳି " ପ୍ରସ୍ତୁତ କରିପାରିଛୁ । ଏହି ଜଗତ ଏକ ପାପର ଶିଉଳି ସଦୃଶ୍ୟ । ସମୟ ଥାଉ ଥାଉ ପାପରୁ ନିବୃତ ହୋଇ ପ୍ରଭୁଙ୍କ ନିକଟରେ ସମର୍ପିତ ହେବା । ଆସନ୍ତୁ ଭାଇ ରବୀନ୍ଦ୍ର କନ୍ଦପାନଙ୍କ ଦ୍ଵାରା ରଚିତ ଏହି ସୁନ୍ଦର ଗୀତକୁ ଶୁଣିବା ସହିତ ଅନ୍ୟ ମାନଙ୍କ ନିକଟରେ ପହଞ୍ଚାଇବା । ପ୍ରଭୁ ଆପଣା ପ୍ରତ୍ୟକଙ୍କୁ ଆଶୀର୍ବାଦ କରନ୍ତୁ ।
    LYRICS
    ପାପ ଶିଉଳି ଜଗତେ ପାଦ ମୋର ଖସିଯାଏ
    ନ ରହି ସୁପଥେ ଯାଏ ମୁଁ ବିପଦେ
    ଏ ଜୀବନ ଏ ଜୀଵନ ଏ କି ଜୀବନ ହାଏ
    ଏହି ଦୁନିଆରେ ତୁମରି ଦୃଷ୍ଟିରେ ରହିଅଛି ଅଭିନୟେ
    ଛଳନା ବେଶେ ଭ୍ରାନ୍ତପଥେ ଘୃଣିତ କୁ ଅଭିପ୍ରାୟେ
    ଆ ..ଆ ..ଆ ..ଆ ..ଆ ..ଆ ..
    ଜାଣି ମୁଁ ଅଜଣା ହରାଇ ଠିକଣା ଅବାଟରେ ଚାଲୁଥାଏ
    ସ୍ୱାର୍ଥମନେ ମନ୍ଦ ଭାବନେ ସମୟ ତୋ ଗଡ଼ିଯାଏ
    ଏ ଜୀବନ ଏ ଜୀଵନ ଏ କି ଜୀବନ ହାଏ
    ଫେରି ମୁଁ ଆସିଛି ତୁମ ପାଶେ ଯୀଶୁ ମୋ ପ୍ରତି ଦୟାକର
    ଶୁଣ ନିବେଦନ କରେ ମୁଁ କ୍ରୋନ୍ଦନ ତୁମ ହାତେ ତ୍ରାଣ ମୋର
    ଆ ..ଆ ..ଆ ..ଆ ..ଆ ..ଆ ..
    ଅନୁତାପେ ଆସିଛି ମୁଁ କ୍ଷମାକର ପ୍ରଭୁ ଥରେ
    Please Subscribe For More Song
    / @jaganmohannagoffcial6527
    🙏🙏 ଦୟାକରି ଆମ ସେବା କାର୍ଯ୍ୟ ନିମନ୍ତେ ପ୍ରାର୍ଥନା କରନ୍ତୁ
    🙏🙏 ଦୟାକରି ଆମ ଏହି UA-cam Jagan Mohan Nag Official ଚେନାଲ କୁ ବହୁ ମାତ୍ରାରେ subscribe କରନ୍ତୁ ।
    🙏🙏 ଗୀତର ଲିଂକ କୁ ଅନ୍ୟ ମାନଙ୍କ ନିକଟରେ ସେୟାର କରନ୍ତୁ ।
    CONTACT DET
    Whatssap: 09777874138 , 8637205771
    SONG CREDITS
    Song : Papo Siuli
    Music & Voice : Brother Jagan Mohan Nag
    Lyrics : Rabindra Kandapan
    Music Arrangement : Amit Raja
    Record : Milon Studio Cuttack
    Recordist : Soubhagya Panda
    Video ,Edit & Thumbnail : Chandan Bahadur
    Instrumentalist : Key : Amit Raja & Pinku
    Saxophone ,Western flute : M.Simandri
    Guitar : Blesson
    Dholok : Monish Daa &Babuli
    tovla : Promod , Drums : Babu daa
    Jagan Mohan Nag Official Productions All Right Reserved Any unauthorised broadcasting,copying or recording this video without prior written permission from Jagan Mohan Nag Official Production will constitute and infringement of copyright and serious legal action will be taken against individuals or organisations who do not have the right to do so.
    #paposiuli
    #jaganmohannag
    #bestsuperhitodiyachristiandevotionalsong
    #newodiyachristiansongpaposiuli
    #latestchristiandevotionalsongpaposiuli
    #paposiulichristiansong
    #paposiulijesussong
    #paposiuliodiyajisusong
    #viralchristiansong
    #newodiyasong
    #jaganmohannagofficial
    #latestchristiandevotionalsongs2023
    #hesadaprobhu
    #batoi
    #kedesundarlage
    #jisurajadaksiache
    #korichipapo
    #jagate
    #dukhabele
    #huasabadhana
    #atinijara
    #ketebhalamorojisu
    #amitpanichristiansong#jaganmohannagchristiansong#humanesagarchristiansong
    କିଛି ସୁନ୍ଦର ଅଡିଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ଲିଂକ BEST LINK OF SOME SONG
    ନିର୍ମାଣ କାରି • ନିର୍ମାଣ କାରୀ Nirmanoka...
    ଗୋଲଗାଥା • ଗଲଗଥାରେ || Gal gathar...
    Best odiya Song : • Jagan Mohan Nag | Audi...
    ତାଡ଼ନା • ତାଡ଼ନା Tadana || Jagan...
    ଧନ୍ୟବାଦ • || ଧନ୍ୟବାଦ || ଓଡ଼ିଆ ଆର...
    ଏ କି ପ୍ରେମ • Ye Ki Prema |ଏ କି ପ୍ରେ...
    ବାଟୋଇ • BATOI || ବାଟୋଇ || JAGA...
    ନିବେଦନ • ନିବେଦନ |Nibedono |Odiy...
    କେଡେ ସୁନ୍ଦର ଲାଗେ • କେଡ଼େସୁନ୍ଦର || KEDE SUN...
    କେତେ ଭଲ ମୋର ଯୀଶୁ • || KETE BHALA MORO JIS...
    କରିଛି ପାପ • କରିିିଛି ପାପ | ODIA CHR...
    ଜୀବନ ଜୀବନ • NEW LATEST || 2020 || ...
    ମକେ ଶାନ୍ତି ମିଲି ଗଲା • ମକେ ଶାନ୍ତିମିଲିଗଲା | MO...
    ଯୀଶୁମର ପ୍ରାଣ ଧନ • JISUMORO PRANO DHONO [...
    ପ୍ରସଂଶା ନିବାସୀ • ପ୍ରସଂଶା ନିଵାସୀ || PRAS...
    ତୁମ ବିନା ବଞ୍ଚି ପାରେନା • ତୁମବିନାବଞ୍ଚିପାରେନା ||...
    କିଏ ପଛି ଦେବ • KIAPOCHIDEBO || କିଏ ପୋ...
    ଅଭିମାନ • ଅଭିମାନ || ABHIMANO ||...
    ଯୀଶୁରାଜା ଦାକ୍ସି ଆଚେ • JISURAJA DAKSI ACHE ||...
    ହେ ସଦା ପ୍ରଭୁ youtu.be

КОМЕНТАРІ • 288