ପରମ୍ପରା | KABITA CREATION | DR SUBHA DASH

Поділитися
Вставка
  • Опубліковано 30 січ 2025

КОМЕНТАРІ • 45

  • @bijayku7875
    @bijayku7875 9 місяців тому +1

    ସତରେ ହୃଦୟକୁ ଛୁଇଁଲା ଭଳି କବିତା.. ନିଛକ ସତକଥା କବିତାରେ ପ୍ରସ୍ପୁଟିତ. କବିଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏

  • @krutarthanaik494
    @krutarthanaik494 Рік тому

    ବହୁତ୍ ସୁନ୍ଦ କବିତା ସାର୍ । ଆପଣଙ୍କର ପ୍ରତ୍ୟେକ କବିତାରେ ରହିଥାଏ ନିଚ୍ଛକ ସତକଥା । ଏଭଳି କବିତା ସମାଜ ସଂସ୍କାର ଦିଗରେ ନିଶ୍ଚୟ ପଥ ପ୍ରଦର୍ଶକ ହେବ ବୋଲି ଆଶା କରୁଛି ।

  • @laxmidharsahoo9077
    @laxmidharsahoo9077 2 роки тому

    ସାର ଆପଣକୁ ପାଇଁ ଜଗତସିଂହପୁର ଗର୍ବିତ 🙏🙏🙏🙏🙏

  • @amsahusunanda4543
    @amsahusunanda4543 2 роки тому +4

    🙏ସମାଜର ପ୍ରତ୍ୟେକ ସତ୍ୟକୁ ଏପରି ଅଳ୍ପେ ବହୁତେ କବିତାରେ ରୂପାନ୍ତର କରିବାକୁ ଭଗବାନ ଆପଣଙ୍କୁ ଶବ୍ଦ ଯୋଗାଇ ଦିଅନ୍ତୁ

  • @abhinandansutar197
    @abhinandansutar197 2 роки тому +1

    ବହୁତ ସୁନ୍ଦର କବିତା ଟିଏ

  • @soumyaranjansahoo9082
    @soumyaranjansahoo9082 Рік тому +1

    Nice

  • @skbeducationodia
    @skbeducationodia 2 роки тому

    Sir namaskar ବହୁତ୍ ସୁନ୍ଦର୍ କବିତା । ଶବ୍ଦର ଭଣ୍ଡାର ଆପଣଙ୍କ ପାଖରେ ପରିପୂର୍ଣ୍ଣ ହେଇକି ଅଛି ।ଏଇଭଳି ଚେଷ୍ଟା ଜାରି ରଖନ୍ତୁ ସମାଜରୁ କୁସଂସ୍କାର ହଟେଇବା ପାଇଁ । ହୃଦୟରୁ ବହୁତ୍ ବହୁତ୍ ଧନ୍ୟବାଦ୍।

  • @birendrapradhan7194
    @birendrapradhan7194 2 роки тому +1

    ଭାଇ ଖୁବ ସୁଦର କବିତା, ଜାତିବାଦ ଓ ସଂରକ୍ଷଣ ଏ ସମାଜରୁ ଉଠିବା ଦରକାର

  • @smrutiranjandash6626
    @smrutiranjandash6626 2 роки тому +2

    ଖୁବ ସୁନ୍ଦର ସାର୍
    ହୃଦୟକୁ ଛୁଇଁଗଲା
    ବାସ୍ତବିକ କଥା

  • @maneesasutar263
    @maneesasutar263 2 роки тому

    ଅତ୍ୟନ୍ତ ହୃଦୟସ୍ପର୍ଶୀ

  • @manjubaladas7627
    @manjubaladas7627 2 роки тому +1

    ଅତି ବଢିଆ। ଧନ୍ୟବାଦ

  • @deepaksahoo1170
    @deepaksahoo1170 Рік тому +1

    Sir ❤❤❤❤😂

  • @tribhubanparida1726
    @tribhubanparida1726 2 роки тому

    କୁହ କେମିତି ଏ ପରମ୍ପରା। Hatsoff to these detailed observations. Only a wise man can have this observations.

  • @happycreationstudio
    @happycreationstudio 2 роки тому +1

    ଜୟ ଜଗନ୍ନାଥ

  • @kaibalyaprasadswain2727
    @kaibalyaprasadswain2727 2 роки тому +2

    ସାର୍ ପ୍ରଣାମ। ସମାଜର ପ୍ରତ୍ୟେକ କ୍ଷେତ୍ରରେ ହେଉ ଥିବା ଭେଦ ଭାବକୁ ଅତି ସୁନ୍ଦର ଭାବରେ କବିତାରେ ବର୍ଣ୍ଣିନା କରିଛନ୍ତି। ସମାଜ ପାଇଁ ଏହା ଏକ ବାର୍ତ୍ତା।

    • @kaibalyaprasadswain2727
      @kaibalyaprasadswain2727 2 роки тому

      ସାର୍ ଆପଣ ଙ୍କ କବିତା ସ୍ଵତନ୍ତ୍ର।

  • @subhransurout9129
    @subhransurout9129 2 роки тому +2

    ନମସ୍କାର Sir 🙏🙏ବହୁତ ବଢିଆ କବିତା ଟି 💞
    ଅତି ସୁନ୍ଦର 🌹🌹

  • @dhrubamuduli7691
    @dhrubamuduli7691 2 роки тому

    ସମାଜକୁ ସୁନ୍ଦର ବାର୍ତ୍ତା

  • @satyaprakashdalai4091
    @satyaprakashdalai4091 2 роки тому +2

    Bahut badhia 👍👍...keep it up 👍

  • @tapanbehera9840
    @tapanbehera9840 2 роки тому +1

    Apan bahut sundar kabita lekhuchanti

  • @nabakishoremaharana1585
    @nabakishoremaharana1585 2 роки тому +1

    Great....outstanding....super

  • @Sauvagini55
    @Sauvagini55 2 роки тому +2

    Superb 👌

  • @susantabehera2326
    @susantabehera2326 2 роки тому +1

    Nice sir

  • @janhabijagnyasenicreation3417
    @janhabijagnyasenicreation3417 2 роки тому +1

    ଜୟ ମା ଶାରଳା

  • @rajeshrout2959
    @rajeshrout2959 2 роки тому +1

    Nc line

  • @manojkumarsahoo8556
    @manojkumarsahoo8556 2 роки тому +2

    ଅପ୍ରିୟ ସତ୍ୟ କଥା 🙏🏻

  • @Sauvagini55
    @Sauvagini55 2 роки тому +1

    True line👌

  • @jayadevpattanayak5374
    @jayadevpattanayak5374 2 роки тому

    Bhutu. Bhala

  • @upscaspirants1829
    @upscaspirants1829 2 роки тому

    Great 👍

  • @dreamlife1855
    @dreamlife1855 2 роки тому

    Very nice sir

  • @biswajitdash5836
    @biswajitdash5836 2 роки тому

    Very heart touching.

  • @Krishnahouse247
    @Krishnahouse247 2 роки тому

    Nice sir🙏

  • @bikunaTeknologi78
    @bikunaTeknologi78 2 роки тому

    Ok sar 👏👏

  • @amarsethy6176
    @amarsethy6176 2 роки тому

    Superb sir...... 👌

  • @cccchittasir2384
    @cccchittasir2384 2 роки тому

    Excellent

  • @asimkumarsahoo9380
    @asimkumarsahoo9380 2 роки тому +1

    Ati sundar kabita 👌👌 kintu background music tk odd laguchi

  • @maneesasutar263
    @maneesasutar263 2 роки тому

    🙏🙏

  • @ranjitlipun104
    @ranjitlipun104 2 роки тому +1

    Great Sir.... ❤ Ranjit...

  • @Basudev110
    @Basudev110 2 роки тому

    👍👍👍👍🙏🙏🙏

  • @chikusahoo4463
    @chikusahoo4463 2 роки тому

    Ki vabana apnuku satabar 🙏🙏🙏🙏

  • @RanjanKumar-rb9hx
    @RanjanKumar-rb9hx 2 роки тому

    ସବୁବେଳେ ନିଆରା ଆପଣଙ୍କ କଥା ନିଆରା ଆପଣଙ୍କ କବିତା

  • @sneatingandshayarientertai6242
    @sneatingandshayarientertai6242 2 роки тому

    Sir ଆପଣଙ୍କ କବିତା ପୁରା ମନକୁ ଛୁଇଁ ଗଲା ମୁଁ ଆପଣଙ୍କର ସବୁ ଭିଡିଓ ଦେଖି ସାରିଲିଣି
    ମୁଁ ଏବେଏବେ କବିତା ଲେଖୁଛି ଆପଣ ଯଦି ମୋ ଗୁରୁ ହୁଅନ୍ତେ ତେବେ ଭଲ ହୁଅନ୍ତା
    ମୋର ଭିଡିଓ ଦେଖି କୁହନ୍ତୁ

  • @sanghu99
    @sanghu99 2 роки тому

    ମର୍ମଭେଦୀ କଥା ଟିଏ

  • @mr.atheist8330
    @mr.atheist8330 2 роки тому

    Very nice sir