Exactly.. she should behave and work like a professional. Ete upara level re achhanti maane obviously sei bhali service madhya hebaa katha. Chhota mota bhul kahi nija unprofessionalism ku justify karuchhanti. Customer paisa spend kariba tama bhul ku sambhalibaa paain nuhe.
Over confidence without humbleness is disastrous. A sustainable and big success needs a bigger platform. A big tree can't survive on a slender trunk. Please think over it and do the needful. And then nobody can't hinder your journey towards a long lasting success.
I am staying outside of odisha. I was crazy for Rosy's kitchen food.. When I went odisha, I ordered many things for my whole family... It was the worst food I ever got...
This lady is totally out of sense and lacks the very basic professionalism. Kemiti kahuchanti khadya re asarapa padigale b seita chhota mota bhul aau customer ethire ete halla kariba katha nuhe😂 utter nonsense, such unprofessional lady.
Mdm last year Rajo bele pitha r platter mageithili..bilkul bhi bhalo nthila..pura Mota Mota hard kakera pitha thila..old stock pari laguthila..sebe thu aau order karuni..plz don't feel bad
ଖାଦ୍ୟ ରେ ଯଦି ଅସରପା ବାହାରିବ ସେଇଥି ପାଇଁ ଆପଣ ୧୦୦% ଦାୟୀ।ବହୁତ୍ ଦୁଃଖ ର କଥା ଜଣେ ମହିଳା ଏହି ଭଳି କଥା କହୁଛନ୍ତି। Hygiene, Quality first priority of FOOD preparation,and intake along with water or Other liquid.
Madam try to be humble and accept the mistake as you are selling food and in hospitality business. Fake youtubers doesnt have the power to put someone down . But try to accept your mistake and THE GUEST IS ALWAYS RIGHT.
Bhasa prayog dekha madam nkara toka toki thia heithila income karantu no doubt but kebala nijara published pain nunha gariba lokanku sethiru kichi diantu sahajog pain
Tike balijatara jaiki apanak rosiye madam Kara behaviour dekhibe ..au gote ame khaila bale chuti ki asarapa bharila ..ama ghara ku ju Loko asithiba ame Sethi be amithi karibu.
Because she's famous so everyone wants to pull her legs and on top of that they are also increasing trp and gaining subscribers from this be strong ma'am we support love from bbsr ❤❤❤
Jone poisa dei khaiba kinichhi...khorap khaiba milile se kohibo nischoy...ekothha ku ete ragi ki express koriba joruri no thhila madam...kothha re behavior re humbleness rokhontu......au odisha naa re sympathy niyontu nahi...odisha ku bholo paiba au apononku bholo paiba akash patal tofat
Customer oriented kitchen re cockroach rahiba ra question uthiba katha nuhen.Bhul re rahiba bi chinta kara jai parena....please ensure pest free kitchen
Really, i am also surprised. Being a professional, how can she put such irresponsible statement ! Ie aama tuma sadharana ghara kitchen nuhe, business oriented professional kitchen madam nku kie bujheibaa darkaar. Ethi samanya bhul b tolerable nuhe. Aau ie sidha asarapa padiba katha kahuchanti. HILARIOUS!🤣
Rosy madam,
ଆପଣଙ୍କ ଭାଷା ରେ ଶାଳୀ ନତା ରକ୍ଷା କରନ୍ତୁ। Humblenes should be priority
ଓଡ଼ିଶା କୁ ଭଲ ପାଇବା ପାଇଁ ତମକୁ support କରିବା ଜରୁରୀ ନୁହେଁ। ତମେ ବିଜିନେସ କରୁଛ ଭଲ ସର୍ଭିସ୍ ଦିଅ ନଚେତ୍ ଲୋକ ଆସିବେନି
Khali bhasana
Seiya
R8
Exactly.. she should behave and work like a professional. Ete upara level re achhanti maane obviously sei bhali service madhya hebaa katha. Chhota mota bhul kahi nija unprofessionalism ku justify karuchhanti. Customer paisa spend kariba tama bhul ku sambhalibaa paain nuhe.
Jane order karichi paisa deichi trust Kari mageichi ta tume service dauna kn pain. business karucha madam. thare bhul hua bar bar nuhe
Food businessଗୋଟେ ସେବା ବା ସ୍ନେହପୂର୍ଣ୍ଣ ସେବା କହିପାରିବା । ନିଜ ଖାଇବାର ସ୍ୱାଦ ବଢ଼ାନ୍ତୁ , ସେବା ଠିକ ଦିଅନ୍ତୁ ,ଆପେ ଲୋକ ପ୍ରଶଂସା କରିବେ । ଏଠି କମେଣ୍ଟରେ ବି ବହୁତ ଲୋକ କହିଲେଣି ଯେ ସେମାନେ ବି ଖରାପ ଖାଇବା rcvକରିଛନ୍ତି । madam ,1st try to be humble .. and 2nd ..try to improve your product quality . ଲୋକଟିଏ ଟଙ୍କା ଦେଇ ଖାଇବା ମଗେଇବ ,ତା' ପେଟ ନପୁରିଲେ ମନ ଶାନ୍ତି ନହେଲେ ସେ ନିହାତି ରାଗିବ ।
ଯଦି staff ଟା ଭୁଲ କଲା ତାକୁ contact କରି ଆଉ ଗୋଟେ ଦେଇଦେ,ତୁ ଭୁଲ ଟା ମାନୁନୁ ଓଲଟା ସେ ମିଛ କହୁଛି କହୁଛୁ...., ବାହାନା କଲା ତାର TRP ଦରକାର.. ଏତେ କଥା ...ଏଇଟା clearly ମିଛ କହୁଛି 🙏
Rosy micheita
Rosy kitchen jaoni
Right
Over confidence without humbleness is disastrous. A sustainable and big success needs a bigger platform. A big tree can't survive on a slender trunk. Please think over it and do the needful. And then nobody can't hinder your journey towards a long lasting success.
👏👏
🙏
Absolutely true
ଏ ଝଗଡା ରେ ଭୁଲ କିଏ ଆଉ ଠିକ କିଏ ମୁଁ ଜାଣିନି..... କିନ୍ତୁ ଭାସ୍କର କୁ ଅନେକ ଅନେକ ଧନ୍ୟବାଦ ମତେ ଦିଜଣ ଙ୍କ ଝଗଡା ବିଷୟରେ ଖବର ଦେଇ ଥିବାରୁ..... ମା ଝଗଡା ଦେବୀ ଙ୍କ କୃପାରୁ ଏମିତି ଛୋଟ ବଡ଼ ଝଗଡା ଚାଲୁ ଆଉ ଭାସ୍କର ଆଗକୁ ବଢୁ
Liked your comment. My heart went out ❤
Aapka comment sunke bht hasi aayi😅😅😅😅
@@babinaraj2720 ☺️
Confidence is better but overconfidence is not good ......I don't who is correct but it's my view.....
I am staying outside of odisha. I was crazy for Rosy's kitchen food.. When I went odisha, I ordered many things for my whole family... It was the worst food I ever got...
Very true.
Really very very disappoint
Same here
Bekar khaiba
True the food taste is worst and the price is not worth
Confidence is good but over confidence is extremely bad....
100%Right
ବଡ଼ ବଡ଼ ଭାଷଣ ରୋଜି madam ଙ୍କର
Thik katha
Victim Card Khiladi 😅
ବହୁତ୍ ego ୟେ ସ୍ତ୍ରୀ ଲୋକ ର, ଖରାପ୍ ଖାଦ୍ୟ ଦେଇକି କେତେ phutani
ua-cam.com/video/QZoTiJA8tis/v-deo.htmlsi=GhOcRBUd-n1mzqN3
Galua lady..can't like her the way she responds..you can apologise and people would appreciate it.
Madam, improve the taste of your dishes instead of "playing Odisha Odisha Odisha game card".... then only we all Odias will fully support You😊😊
You are the idol of odisha ❤
Right❤❤❤
ରୋଜି ଦିଦି ଙ୍କ ଭୟଙ୍କର ଆତ୍ମ ବିଶ୍ବାସ ।
ହେଲେ ସେ ଝିଅଟି ନାୟିକା ଆପଣ ଖଳନାୟିକା, ପ୍ରମାଣ ଆପଣ ନିଜେ ଦେଇଦେଲେ ନିଜ ଅଭିଭାଷଣରେ
Rosy mam apana bahut vala au apanka confidence mote inspire karichi❤
Right❤❤mate bi
ମୁଁ କଟକ ବୈଶାଖୀ ମେଳା ରେ ଖାଇଥିଲି ଜୋରି ମାଡାମ ଙ୍କ କ୍ଷୀରପୋଡ଼ପିଠା ଏତେ ଟେଷ୍ଟ ଲାଗୁନଥିଲା
Katha bada
Ye nija duha pakauchhi .. au sukhua re galu pain dauchhi
ଭଗବାନ ଅଛନ୍ତି ଯିଏ ମିଛ କହୁ ଛି ତା କଥା ଜଗନ୍ନାଥ ବୁଝି ବେ 🙏
କଳି ଯୁଗ ରେ କେହି ଠାକୁର କି ଜଗନ୍ନାଥ ନାହାନ୍ତି
ଏ ମୋଦି ଭଉଣୀ ହବ ଦରକାର ଥିଲା ।ସେ ମୋ ଦେଶ ଦେଶ କହି ଲୁଟି ଚାଲିଛି ।ଆଉ ଏ ମୋ ମାଟି ଆଉ ଓଡ଼ିଆ କହି ନିଜ ରୋଜଗାର କରି ଚାଲିଛି ।ଆଉ କାହାଣୀ ଭଲ ବି କହୁଛି ।
Her behavior is such a very rude. I have experienced it.
Hmmm...her facial expression is like shez hit by d truth..ego hurt hae gala😂
I agree
This lady is totally out of sense and lacks the very basic professionalism. Kemiti kahuchanti khadya re asarapa padigale b seita chhota mota bhul aau customer ethire ete halla kariba katha nuhe😂 utter nonsense, such unprofessional lady.
1:49.
Asarpa bhi rahibar chance achi ta mane rosy madam kitchen ra..wow appreciate ur confidemce over ur resturamt nd ur work..great😂
Kali deha kharap heijiba khaiki jadi ee excuse neiki asijiba 🤣🤣🤣
Exactly, how could she say that so casually? Mu b 😮😂
କିନ୍ତୁ rosy's kitechn ରୁ ମୋ ଖାଇବା ଭଲ ପଡ଼ିଥିଲା ଆଉ price ହିସାବ ରେ ତା tray ଆଉ bag ବି ବହୁତ୍ ସୁନ୍ଦର packing ଥିଲା ଯୋଉଟା କି normal hotel ରେ ଦିଅନ୍ତନି
କାହା କାହା କୁ ଖରାପ୍ ଖାଇବା ଯାଇ ଥାଇ ପାରେ ହେଲେ ମୋ experience ଅନୁସାରେ Rosy's kitchen ର ଖାଇବା ବହୁତ୍ ଭଲ❤
ଖାଦ୍ୟ ଦେବା ପୂର୍ବରୁ ଅସରପା ପଡ଼ିବା ନ ପଡ଼ିବା ଭଲ କରି ପରଖିବା ପରେ ଦେବେ 😂 ନ ପରଖି ଦେବା ତ ବଡ ଭୁଲ୍ ଯାହାକୁ ବି ଦିଅନ୍ତୁ ଘରେ ଖାଇବା ଦିଅନ୍ତୁ ନ ହେଲେ ଯିଏ ଅର୍ଡର୍ କରିଛି ତାକୁ ଆଉ ଷ୍ଟାଫ ଅସରପା ପକାଇ ଦେଇଦେଲେ ମାମ ଦେଖିବେ ନି ଖାଲି ଖାଲି କଣ ଭଲ ବୋଲି ପ୍ରଶଂସା ନେବେ କି 😅😅
Confident is good, but overconfident (ଭୟଙ୍କର confident) is very bad for you, rosy ma'am.
😂😂😂😂exactly
😂😂😂😂exactly
Mun apanankara fan thili aji bhayankara confidence aau garba dekhi mana bhangi gala
Sata katha
yes mam you are right❤❤❤❤
Mdm last year Rajo bele pitha r platter mageithili..bilkul bhi bhalo nthila..pura Mota Mota hard kakera pitha thila..old stock pari laguthila..sebe thu aau order karuni..plz don't feel bad
ତୁମେ ଆଗ ଭଲ ମଣିଷ ହୁଅ । ଲୋକ ଙ୍କୁ ଠକିବା ବନ୍ଦ୍ କର। ଅତି overconfidence । ତୁମେ କିଏ କି । ଟଙ୍କା ନଉଛ ଖାଇବା ବିକୁଛ । ଓଡ଼ିଶା ପାଇଁ kn ଟା ଉଖାଡ଼ିଚ । ଆଉ ଏ ଯୋଉ କହିଲ don't care ।। Seriously jadi care karithanta emti thakantani loka nku ।। ଆଉ ଠିକ୍ କହିଲ ଯିଏ ଯାହା କରିବ vagwan ନିଶ୍ଚୟ ତା ktha bujhibe । Tuma ku b bhagwan ବୁଝି ଦେବେ ।। ଏଠି ବସି ବସି ଭାଷଣ ନ ମାରି ନିଜ ଭୁଲ ସୁଧାର ବୁଝିଲ ।।। ଭୁଲ୍ କୁ ଯିଏ ମାନି ନିଜ କୁ ସୁଧାରି ନିଏ ସେ ହିଁ ଠିକ୍ ମଣିଷ
ଖାଦ୍ୟ ରେ ଯଦି ଅସରପା ବାହାରିବ ସେଇଥି ପାଇଁ ଆପଣ ୧୦୦% ଦାୟୀ।ବହୁତ୍ ଦୁଃଖ ର କଥା ଜଣେ ମହିଳା ଏହି ଭଳି କଥା କହୁଛନ୍ତି।
Hygiene, Quality first priority of FOOD preparation,and intake along with water or Other liquid.
ଯଦି ଖାଦ୍ୟ ରେ ଅସରପା ରହିଯାଏ ଆପଣ customer ଙ୍କ ପଇସା b return କରିବା ଉଚିତ୍।।। ଆଉ ଗୋଟେ କଥା ହେଲା ଖାଦ୍ୟ ରୁ ଅସରପା ବାହାରୁଚି ମାନେ ଆପଣ କଣ ଆପଣଙ୍କ kitchen re hygiene maintain କରୁ ନାହାନ୍ତି କି।।।
Hn ete over confidence jou dekhaucha bhagwan dine se confidence rakhibeni
Confidence is best over confidence more than best tme janina syd
@@Papunvloging. Achha apana janichhanti ta thik achhi apana janantu mote advice na dele bhala haba
ବହୁତ ଭାଷଣ ଦେଉଛନ୍ତି ଆପଣ, ଆପଣଙ୍କର ବହୁତ ଗର୍ବ ଯାହା ଜଣା ପଡୁଛି ଆପଣଙ୍କର କଥାରୁ , ଆପଣ କହିଲେ ଯଦି ଅସରପା ପଡ଼ିଯାଏ ଖାଇବାରେ ଆମେ କଣ କରିପାରିବୁ, ଆପଣ କିଛି କରିପାରିବେନି ସତ କିନ୍ତୁ ଯନ୍ତା ଠିକସେ ଦେଇପାରିବେ, ଖାଲି କଥା ବଡ ବଡ, ଏତେ ଗର୍ବ ଭଗବାନ ସହିବେନି
You are very strong mam , Jay Jagannath 🙏🙏🙏🙏
Right❤❤❤❤
E rosei kari khaibaku dele odisha kn agaku jiba mu bujhiparuni😂😂😂😂😂😂😂😂😂😂
Thik
Mu bi bujhi paruni jemiti maganare khaibaku dauchi besi katha kahuchi over confidence 😂😂😂
ରୋଜି ହେଲା ଟାଉଟର
Tautor saha thaka michheee lady
ଏୟାର ପ୍ରବଳ ଗର୍ବ ଆଉ ବ୍ୟବହାର ବି ଭାରି ଖରାପ
ସେମତି କୁହନ୍ତୁନି ଗର୍ବ କରନି
ମୁଁ ତୁମର big fan ଥିଲି ଆଜି ତମ ଗର୍ବ ଦେଖି ମନ ଭାଗିଂଗଲା
Right ✅️
ତାହେଲେ ଆପଣଙ୍କ କହିବା କଥା ଖାଦ୍ୟ ରେ ଜଦି ଅସରପା ବାହାରିବ ତା ହେଲେ କଣ ଆପଣଙ୍କୁ କିଏ excuse କରିଦେବ ???? ଓଡିଶା କୁ ଭଲ ପାଇବା ମାନେ ନୁହଁ ଆପଣଙ୍କ ର ଖାଦ୍ୟ ର ମାନକୁ ଅନ୍ଧ ଭଳି ସମର୍ଥନ କରିବା। ନିଜ ଉପରେ confidence ରହିବା ଭଲ କିନ୍ତୁ over confidence ଭଲ ନୁହେଁ। ଯଦି କିଏ ଆପଣଙ୍କର ଖାଦ୍ୟର ମାନ ଏବଂ ଗୁଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାକୁ ଗ୍ରହଣ କରନ୍ତୁ ଏବଂ ସେଥିରେ ସୁଧାର ଆଣିବାକୁ ଚେଷ୍ଟା କରନ୍ତୁ। ସେଥିରେ ଆପଣ ଆହୁରି ଆଗକୁ ବଢିବେ।
Chori to chori upar se seena zori... future re bhari padi pare
ତମ ବେପାର ସହ ଓଡିଶା ବାସୀଙ୍କର କଣ ସ୍ୱାର୍ଥ ଓଡିଶା କାଇଁ ପଛକୁ ଯିବ ତୁ ବେପାର କରୁଛୁ କର ଓଡିଶା କଥା କାଇଁ କହୁଛ
Madam try to be humble and accept the mistake as you are selling food and in hospitality business. Fake youtubers doesnt have the power to put someone down . But try to accept your mistake and THE GUEST IS ALWAYS RIGHT.
She lacks professionalism. Both in word and work, it seems.
ଆପଣଙ୍କ ବୟସ ଯାହା, କଥାବାର୍ତା ରେ ଶୁଦ୍ଧତା ରହିବା କଥା... ଅହଂକାର ପତନ ର କାରଣ... ଏତେ ଅହଂକାର କଣ ପାଇଁ...
Actually ଆପଣଙ୍କ ଭିତରେ ଭୟଙ୍କର confidence ନୁହେଁ, ଭୟଙ୍କର ଆତ୍ମଗର୍ବ ଅହଂକାର ଭରି ରହିଛି.....
ଯାହା ବି କୁହ ରୋଜି ମାଡ଼ମ ଗୋଟେ ବ୍ରାଣ୍ଡ ବନି ଗଲାଣି ବୋଲି ଚଢ଼ା ଦର ରେ ଜିନିଷ ସବୁ ବିକୁଛନ୍ତି ପୁରା 5star ହୋଟେଲ ପରି, ଆମେ ସଧାରଣ ଲୋକ ବି କିନିକି ଖାଇଲେ ବହୁତ୍ ବାଧୁଚି।।
Right 😊
Right madam❤❤ God bless you
ଯିଏ ବଡ ପାଟିରେ ମିଛ କୁହେ ସେ କଥା ସତ ହେଇ ଯାଏ
ହଁ ସତ କଥା, ମୋ ସହ ଏହା ହୋଇଛି
Mu khaiche Bhai bahut rate
Rosy michei
Right mam
You are very strong mam God bless u
Right❤❤❤❤
Apan nka chinta dhara bahut bhala mam ,, thank u mam🙏apanka video sabubele dekhe
Aji pratham thara smg karichi
Apana nka kathina parisram pain apan aji janata nka parichita tenu apana nku kichhi kharapa comments kichhi be prabhav padibani,,
How can someone service provider is not ashamed of saying ... " jadi asaraa rahi jaithiba..." diha galua...
ଷ୍ଟାଫ ଭୁଲ କଲେ ଆପଣ ତାକୁ rectify କରିବେନି?
ଆଉ ଡାହା ମିଛ କଥା ସବୁ କହୁଛନ୍ତି ଆପଣ
But madam public reviews is important. Definitely u should solve that..
Instead she is bashing. She lacks humbleness and professionalism. Instead justifying her fault.
Ma'am u r responsible for your staff,please accept it,kehi apanaku eventually support karibeni if u have this kind of attitude
Jaya Jagannath Jaya Balikapileswar Jaya Batamahavir ସତ ର ଜୟ ନିଶ୍ଚିତ।
ଆପଣଙ୍କ କଥା ଯଦି ଠିକ୍ ଆପଣ ଓଡ଼ିଶା ମାଟିକୁ ଆଗକୁ ନେବାକୁ ଚାହୁଁଛନ୍ତି । ଆଗ ଗରିବୀ ଦୂର କନ୍ତୁ । ଆପଣ ଖାଦ୍ୟ ବିକିକି ବଡ଼ ହେବା କଥା ଚିନ୍ତା କରୁଛନ୍ତି ଓଡ଼ିଶା କେବଳ ବାହନ କେତେ ଗରିବଙ୍କୁ ଖାଇବାକୁ ଦେଇଛନ୍ତି ଟିକେ କହିବେ କି ।
ନାଁ ତୁମେ ଖାଲି ଟଙ୍କା ନେବ ରୋଜି ଠକଉଛଇ ହଁ ତୁମେ ଭଲ ସମସ୍ତେ ଖରାପ କାହିଁକି ଟଙ୍କା କଣ ଛାଡିଦେଉଛ ଅସରପା କଥା କହୁଛ ଲୋକ ମଲେ ଚଳିବ
Ma'am ur right
ଭୁଲ ସମସ୍ତଙ୍କର ହୁଏ ଆମେ ଘରେ କଲେ ବି ସବୁବେଳେ ସମାନ ହୁଏନାହିଁ ତାପରେ ପିଲାମାନେ କାମ କାଟୁଛନ୍ତି ବେଳେ ବେଳେ ଏମିତି ହେବ ❤❤❤ମୁ ବି ତମର କେତେ ta ଖାଇବା ଖାଇଛି ସବୁ ଖାଦ୍ୟ ଯେ ପୁରା testy ହେବ ସେମିତି କିଛି garennty ନଥାଏ ❤❤ପୁର ଠିକ କହିଲ ନିଜ views ବଢାଇବାକୁ କାହାର ନିନ୍ଦା କରିବା ଉଚିତ ନୁହେଁ
ଓଡିଶା ବସି ଭଲ ପାଉଛନ୍ତି ଗୋଟେ କାମ କର ସାପ ମୁଣ୍ଡ ବେଙ୍ଗ ମୁଣ୍ଡ ଏଣ୍ଡୁଅ ମୁଣ୍ଡ ଦିଅ i will suport you 👍
Madam,thank you.
ଓଡ଼ିଶା ନା ରେ କାଇଁ ଚିଲାଉଛି ଏଇ ମାଉସୀ ନିଜେ ଖରାପ ଖାଇବା ଦେଉଛ
କହୁଛ ଓଡ଼ିଶା ମାଟି କୁ support କରୁନ
😂
Glory, legacy and Identity of Odisha is not atall associated only with Rosy kitchen, there are many kitchens only media give hype to this ,Worthless 😀
ଜଣେ କେବେହେଲେ ଖରାପ ଖାଦ୍ୟ ନ ଖାଇଲେ ଅଭିଯୋଗ କରିବନି। ମୁଁ ଜଣେ ଭଲ cook with educated , ତା ମାନେ ମୁ କଣ ରାସ୍ତା ମଝିରେ ଟ୍ରାଫିକ ଉପରେ ଠିଆ ହେଇ ଚିଲେଇକି କହିବି ନା କଣ। ଆପଣ ଭୁଲ କୁ ଗ୍ରହଣ କରନ୍ତୁ ଆଉ ଖରାପ ଖାଦ୍ୟ ର ସମାଧାନ କରନ୍ତୁ। ଏସବୁ ଆପଣ ଙ୍କର ଗର୍ବ,ଆଊ ଅହଙ୍କାର ଛଡା ଆଉ କିଛି ନୁହେଁ।
Madam herat clear ❤
Rosy you are great
ତମେ କଣ ପାଇଁ ଭାଇରଲ୍ ହେଇଥିଲ
ଗର୍ବ ଗଞନ ନର ହରି ଗର୍ବ ନ ସହନ୍ତି କାହାରି
ରିପୋର୍ଟର ମାଡାମ୍ କହିଲେ ରୋଜି ମାଡାମ୍ ଙ୍କ ହାତରୁ ଗୋଲାପର ଗନ୍ଧ ଆସେ 😂 ସେ କହିବାର ଥିଲା କି ଗୋଲାପର ବାସ୍ନା ଆସେ ବାସ୍ନା ଓ ଗନ୍ଧ ଭିତରେ କଣ ଫରକ ରିପୋର୍ଟର ମାଡାମଙ୍କୁ ଜଣାନାହିଁ ବୋଧେ ମୋର ଏହି କମେଣ୍ଟ ପଡ଼ି ରୋଜି ମାଡାମ please replye ଦବ ମୋତେ
😅😅
ଗନ୍ଧ ର ବିପରୀତ ଦୁର୍ଗନ୍ଧ ମୁଁ ବହି ରେ ପଢିଛି
କିନ୍ତୁ ମାମ ଙ୍କ ଅହଙ୍କାର ବଢ଼ି ଗଲାଣି
Bhasa prayog dekha madam nkara toka toki thia heithila income karantu no doubt but kebala nijara published pain nunha gariba lokanku sethiru kichi diantu sahajog pain
Right katha mam
Great job mam
Very nice mam.. keep it up
Right kahichanti mam🙏🏻🙏🏻
Right❤❤❤
Absolutely right
Good spirit.......
Rosy madam you are best 🙏
100percent correct Rosi mam
ନ ମିଳିଲେ ଅଙ୍ଗୁର ଖଟା
ଆପଣ ରୋଷେଇ କରି
ବିକି ପଇସା କମେଇ
ଓଡ଼ିଶା ଆଗେଇବ
Lutuchi Rosy kitchen
Mun Cricket kheluthili
Bowler bowling kala, stumps bhangila
Umpire kahila’OUT’
Mun ragigali; umpire ku kahili - batting kariba kete kashta.. batting kariki dekha…
Umpire stump dhari mate bahe Chhechila…
So inspiring 😊
Outstanding rosy mam 👍
ସତ କଥା ଆଜି କାଲି ଯିଏ ଉପରାକୁ ଯିବ ତାକୁ ତଳକୁ ଖସେଇ ବାକୁ ଚେଷ୍ଟା କରନ୍ତି କିନ୍ତୁ ରୋଜି madam ଆଗେଇ ଚାଲ ପଛକୁ ଦେଖନି ଏମିତି ସବୁ ଚୋଟୋ ଲୋକୋ ସମସ୍ତଙ୍କର life re ରୁହନ୍ତି
ବାଳ ନାଁ
Ei mo banda mundi ତ ya pachare ସବୁ lagijauchanti
Mo Bala ra left side Ruma rosy kitchen frod cheater
ଶେ ବାଳ ବେସର କରୁଛି ଖାଇବଯା
Ta boli kana bekar khaiba paine daba,
ଆମେ ବି ଖାଇଛୁ ବିରିୟାନୀ ଫୁଲ ପ୍ଲେଟ ଗୋଟେ ଗିନା ବି ହେବନି | ଆଉ ମାଡାମ ମିଛ ର ଗନ୍ତାଘର | ଖାଲି ସଜବାଜ ହେଇ ପଳେଇ ଆସୁଛନ୍ତି ଚିକଣ କଥା କହିବାକୁ
You are right mam
Corect madam
Right madam❤
ମେମ୍ ମୁ ଗୋଟେ କଥା କହିବି ଯେତେବେଳେ ଘରେ ମା ଆମକୁ ଖାଇବାକୁ ଦୀୟନ୍ତି ବେଳେ ବେଳେ ସେଥିରେ ମଧ୍ୟ ଚୁଟି,ଛୋଟ ଛୋଟ,ଅସରପା ବା ବେଳେ ବେଳେ ଅନ୍ୟ କିଛି ବି ବାହାରି ପଡ଼େ ତ ବୋଲି କଣ ଆମେ ମା ଙ୍କୁ ଗାଳି ଦେଉ ନl ଭିଡିଓ କରିକି ସୋସିଆଲ ମିଡିଆ ରେ ପକାଉ ...ଆପଣ ଜମା tenson ନୀୟନ୍ତୁ ନି ଆମେ ଆପଣଙ୍କୁ ସବୁବେଳେ ଭଲପାଇବା ଦେଉଛୁ l
Tike balijatara jaiki apanak rosiye madam Kara behaviour dekhibe ..au gote ame khaila bale chuti ki asarapa bharila ..ama ghara ku ju Loko asithiba ame Sethi be amithi karibu.
Ego and Arrogance Will Bring Destruction To This Lady....
Brother in next order you will found lizard, cockroach,frog etc,It's not their mistake:- Rosy madam.
Thik katha
Bhan kara confidence is called over confident. Now u can understand.
Because she's famous so everyone wants to pull her legs and on top of that they are also increasing trp and gaining subscribers from this be strong ma'am we support love from bbsr ❤❤❤
Confidence bhala kintu over confidence bhala nuha..... ..... Hau jaha bi hau ....bhala karichanti mam....god bless you
Ee Sanjeev Kapoor ku Kati dela bhalia katha. Kahuchi..ee eka odia rosei sikhixi...
Are y ok medam apak rosie bahut acha hai.Namskar medam I try I learn apanku to rosie rahuchi mem namskar
Good decision didi
ରୋଜି ku କଣ ପାଇଁ ଭଲ ପାଇବେ
ଭଲ ଖାଇବା ଦେଲେ ଭଲ ପାଇବେ
ଭୁଲ କଣ ହେବ
ପଇସା ନେଲେ ବେଳକୁ କଣ ପାଇଁ ଭୁଲ ହେଉନୁ
Rosy mam is great
Mdm apan thik achanti amti loka achanti Jia nijara trf badheiba pai amiti karuchanti
Rosy Mam's kankada curry very tasty
Yes 👍 you are right 👍👍 from Hyderabad
Jone poisa dei khaiba kinichhi...khorap khaiba milile se kohibo nischoy...ekothha ku ete ragi ki express koriba joruri no thhila madam...kothha re behavior re humbleness rokhontu......au odisha naa re sympathy niyontu nahi...odisha ku bholo paiba au apononku bholo paiba akash patal tofat
Rosy kitchen ko bhala pauna Mane tame odisha ko bhala pauna. Wah didi wah .
Rosy madam tame balijatra re costmr nka saha misbehave karu thila ,u are very arrogant
ତୋତେ support ନକଲେ ଓଡିଶା ପଛ ରେ ପଡି ଯିବ ,କଣ ପାଇଁ ? ତୁ କଣ ଗାଁ ଗାଁ ରେ ପିଚୁ ରାସ୍ତା କରି ଦେଲୁଣି କି ?ଖାଲି ତ ମାଟି ଆଉ ଭଗବାନ ଙ୍କ ନା ରେ ଇମୋସନାଲ ଅତ୍ୟାଚାର ଆଉ ।