OK OKEY !! NEW SAMBALPURI SONG !! FULL MUSIC VIDEO !!KUNDAL K CHHURA !!BINAYA SUNA !! NILAM !!

Поділитися
Вставка
  • Опубліковано 1 жов 2024
  • Jai maa Samlei
    Song : OK OKEY
    Star : Binay Suna, Nilam
    Director : Ashis
    Choriographer : Khirasindhu
    Dance Group : Khirasindhu Dance Group JSG
    Dop/Edit : Ashish Entertainment
    Di : Ash Bhai
    Arrangement : JS Subrat
    Audio Credit :
    Singer :Kundal K Chhura
    Lyrics : PREMANAND BHANJA
    Music : Master john
    Track, Voice, Mixing, Mastering : RR STUDIO BARGARH
    Recordist : BISIKESAN DEEP
    Producer : Sujit Kumar Sahoo
    Co Producer : Rusanta Majhi & Malaya Majhi
    Manager : Bharat Kisan
    Lyrics : ହାଏ ଭୋଲ୍ଟେଜ୍ ମିଟକା
    ତୋର୍ କର୍ସି ବେଦମ୍
    ମଟକ୍ ମଟକ୍ ଚାଲି
    ତୋର୍ ଓ ରେ ସନମ୍
    ତୋର ଚେହେରା ସୁପର ଫାଇନ
    ମାରସି ତତେ ମୁଇଁ ଲାଇନ୍
    ତୋର ଆସିକ୍ କେଭେ ନାଇଁ ଝୁକେ
    ଭେଟ୍ ପଡମା ଆମର ଗାଁ ଛକେ
    କାହିଦେ ଲୋ OK OKEY
    ବାଟ କେ ଲୋ ମୁଇଁ ତୋର
    ରହିଛେଁ ଟାକି
    ଆଏବୁ ତୁଇ ସିଓର ଲୋ
    ଜାନଛେଁ ମୁଇଁ
    ଏ ଫୁଲେଇ ମୋର୍ ଗେହ୍ଲେଇ
    ଇନ୍ତିଯାର କରିଛେଁ ମୁଇଁ
    ହୋ ଚକୋଲେଟ୍ ଆଉ ଗୁଲାଫୁଲ
    ଆନିତ୍ ଦେମି
    ତୋର ହାତ କେ ଘିଚି ଆନି
    ଧରେଇ ଦେମି
    ଏ ପାଗିଲି ମୋର୍ ଲାଡ଼ିଲି
    ସୁଖେ ଦୁଃଖ ସାଙ୍ଗେ ଥିମି
    ମୋର୍ ଦିଲ୍ ଥି କଲୁ ସାଇନ୍
    ବନାଲୁ ଲାଇଫ୍ ଲାଇନ୍
    ହମସଫର୍ ବାନାମି ତତେ
    Meet କର୍ମା ଆମେ ବଜାର ଛକେ
    କାହିଦେ ଲୋ OK OKEY
    ମୁଇଁ ତୋର ତ୍ ଆୟେଁ ଲୋ
    ରୋମିଓ ରାଜା
    ଭଲ ପାଉଛୁ ବେଲେ ସୁନା
    ନାଇଁ ଦେ ସଜା
    ଏ ବାଉରି ମନ୍ ମୟୁରି
    କଥା ଟିକେ ବୁଝିଯା
    ତୁଇ ତ ଲୋ ଆଉ ମୋର୍
    ମନ୍ ମୋହିନି
    ହେଇ ଯାଇଛୁ ତୁଇ
    ମୋର୍ ସଜନି
    ପ୍ରେମ୍ ଦିୱାନି ମୋର୍ ସଜନି
    ବହୁତ୍ ଭଲ ପାଉଛେଁ ମୁଇଁ
    ତୋର ମାସୁମ ଇସ୍କ ଅଦା
    ତୋର ଠାନେ ହେଇଛେଁ ଫିଦା
    ସତ୍ କଥା କେଭେ ନାଇଁ ଲୁକେ
    ଭେଟ୍ ପଡମା ଆମେ ମନ୍ଦିର ଛକେ
    କାହିଦେ ଲୋ OK OKEY
    Like | Share | Subscribe | Comment |
    Anti Piracy Warning
    This Content is Copyright to Maa Saibani official UA-cam channel. Any un-authorized reproduction, redistribution, re-upload / Upload of DJ version Video is strictly prohibited of this material. Legal action shall be taken against those who violate the copyright of this following material presented.
    #kundalkchhura #binaysuna #premanandbhaja #nilam #newsambalpurisong #sambalpurinewsong #dancesambalpurisong #sambalpuridancesong #jon #2022song #maasaibanimusic

КОМЕНТАРІ • 273