ଗଦାଧରି ବାହାରିଲେ ସନାତନୀ ସମର୍ଥକ ! Hindu Supporters come in favor of Sanatani Movie,
Вставка
- Опубліковано 8 лют 2025
- ଗୋଟିଏ ପାହାର ରେ, ଚାଉଳ ବସ୍ତା ବାହାରିଯିବ ଗଦାଧରି ବାହାରିଲେ ସନାତନୀ ! Hindu yuva Bahini Supporters come in favor of Sanatani Movie, #bhubaneswar #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our UA-cam Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...
ମୋ ଆଦିବାସୀ ଭାରତର ସମ୍ବଧାନ୍ ଲେଖିଛି। ଆଉ ମୋ ଆଦି ବାସିଙ୍କୁ ଅଶିକ୍ଷିତ କହୁଚୁ । ତୁ କିଛି କହିବା ଆଘରୁ ଆଗ ପଛ ଦେଖି କି କହ ନାଇ ତ ଅଖା ଧୁଇ ଗୁଣ ଗାଉଥିବୁ ସଲା ମୂର୍ଖୋ ଗାମୁଛା ବାଳା ପଶୁ
389 loka sambidhan lekhichanti
Achha sei aadivasi hi bharat re first kahuchhi bharat se aage samaste hindu
@@chitrasentv jau adivasi lekhichhi tara pura Katha janinu taku Jia patha padhiechhi sia bi gotia Brahmin cast thila 😀😀
@prasant6357 tu jaithiluki
@@Mrkk-js1onse Brahmins nku kehi Brahmins milile nahin patha padhaibaku?
Guru Dronacharya Aswasthama pain naam karithile.
ତମେ ମାନେ... ସନାତନ, ହିନ୍ଦୁ, ପ୍ରଚାର କରୁଚ... ବହୁତ୍ ଭଲ but..... ରାଜନୀତି ଟିକେ ଅଧିକ କରୁଛ
Tike nuho only rajniti houchhhi
ମୁଁ ଗୋଟେ ହିନ୍ଦୁ ଆଦିବାସୀ ତୁ କଣ ପାଇଁ ମୋତ education ଦେଉନୁ ବେ ମୋତେ କାହିଁକି ନୀଚ ଦେଖୁଛ ବେ ।ମୋତେ କାହିଁକି ଶୁଦ୍ର ଦେଲ ବେ। ମୁଁ ଭଲରେ ଅଛି କି ନାହିଁ, କାହିଁକି ଦେଖିବାକୁ ଆସୁନୁ ବେ ଗାମୁଛା ଶଳା
Tu bala janichu
Very good reply ❤
Right Answer bro
ତମକୁ କି ଭଳି ଶିକ୍ଷା ମିଳିଛି ତମେ ସେହିଭଳି ଶିକ୍ଷା ଦେବ ଆଉ କିଛି ଜଣା ତମକୁ 😜😜😜😜
ପ୍ରଥମେ ଦଙ୍ଗା କିଏ କରିବ କୁହ
ଆଦିବାସୀ ହିନ୍ଦୁ ନୁହଁନ୍ତି ଆପଣ ଆଦିବାସୀ କି ? ଆପଣ ହିନ୍ଦୁ ନାମରେ ବ୍ରାହ୍ମଣ ଧର୍ମକୁ Promote କରୁଛନ୍ତି ।।
ଭାଇ ଆଦିବାସୀ ମାନେ କେବେ ଭାରତ ବର୍ଷରେ ତ ଖ୍ରୀଷ୍ଟିଆନ୍ ନଥିଲେ ମୁଁ ଜଣେ ଆଦିବାସୀ ଆମେ ସବୁ ହିନ୍ଦୁ ଧର୍ମ ସହିତ ଜଡ଼ିତ କିନ୍ତୁ ତୁମ ଭଳି କିଛି ଆଦିବାସୀ ଭାଇ ମାନେ ହିଁ ଖ୍ରୀଷ୍ଟିଆନ୍ ଦଲାଲ୍ ମାନଙ୍କ ର ମିଛ ଭ୍ରଷ୍ଟାଚାର ପାଇଂ ଆଜି ଆଦିବାସୀ ସଂସ୍କୃତି ଲୋପ ପାଇବାକୁ ଗଲାଣି କାହିଁକି ନା ଆମେ ପ୍ରକୃତିର ଉପାସନା କରୁଥିଲେ ଆଉ ଆମର ସବୁ ପର୍ବ 12 ମାସରେ ତେର ପରବ ରହୁଛି କିନ୍ତୁ ଦୁଃଖର କଥା କି କଉ christian ଦଲାଲ୍ ମାନେ ଆମ ଆଦିବାସୀ ଭାଇ ମାନଙ୍କୁ ତାଂକର ସରଳତାର ପାଇଦା ଉଠେଇ ସବୁ Convert ହେଇଗଲେ ତାହା ପ୍ରତି ଟିକେ ଧ୍ୟାନ ଦେଇଥିଲେ ଆମ ଆଦିବାସୀ ସଂସ୍କୃତି ବଞ୍ଚିକି ରହିଥାନ୍ତେ ଆଦିବାସୀ ମାନେ କଣ ତୁମେ ଜାଣିନ ତେଣୁ ବେଶୀ ରେ ତୁମେ ମାନେ ହିଁ ସବୁ Convert ହେଇଗଲ ମୁଁ ଭଲରେ ଜଣା ଆମ ଅଞ୍ଚଳର ବହୁ ଲୋକ ଖ୍ରୀଷ୍ଟିଆନ୍ ଦଲାଲ୍ ମାନେ ବିଭିନ୍ନ ମାଧ୍ୟମରେ ପ୍ରଲୋଭନ ଦେଖାଇ Convert କରାଇଛନ୍ତି କିନ୍ତୁ ଟିକେ ଆଦିବାସୀ ହେଇ ମଧ୍ଯ ତୁମକୁ ଟିକେ ଲାଜ ଲାଗିବା କଥା କି ଆମେ କଣ ଥିଲେ ଆଉ ଧର୍ମ ଆମର କଣ ଥିଲା ସେଇଟା ବି ଜାଣିନ ପୁଣି ଖ୍ରୀଷ୍ଟିଆନ୍ ଧର୍ମ ପୁଣି ପ୍ରଚାରକୁ ଆପଣଉଛ ତୁମକୁ ଟିକେ ଲାଜ ଲାଗୁନି ଆଦିବାସୀ ଅସ୍ତିତ୍ୱ ତୁମ ମାନଙ୍କ ପାଈଁ ହିଁ ଆଜି ଲୋପ ପାଇବା କୁ ଗଲାଣି ତାହା ପ୍ରତି ଟିକେ ସଚେତନତା ରୁହ ଅନ୍ୟ ଲୋକଙ୍କୁ ବୁଝାଅ REALITY ମୁଁ ଜାଣିଛି ଆମ ଆଦିବାସୀ ଲୋକଙ୍କୁ ଏମିତି Convert କରାଯାଉଛି ଏହି ଖ୍ରୀଷ୍ଟିଆନ୍ ଦଲାଲ୍ ମାନଙ୍କ ପାଈଁ ଆଦିବାସୀ ସଂସ୍କୃତି ଓ ପରମ୍ପରା ସମ୍ପୂର୍ଣ୍ଣ ଭାବେ ଲୋପ ପାଇଗଲାଣି ଆଦିବାସୀ ଭାଇ ମୋର ଅନୁରୋଧ କି ନିଜର ପରିଚୟ ଟିକେ ବଜାୟ ରଖ ଯଦି ରଖି ପାରୁନ ତାହାହେଲେ ଆଦିବାସୀ ଜାତି ରୁ ହଟି ଯାଅ 🙏🥲🥲💯
ତମେ ଆଦିବାସୀ କି ହିନ୍ଦୁ.. ତମେ ଯଦି ହିନ୍ଦୁ ତାହେଲେ ଆଦିବାସୀ ନୁହଁ, ଯଦି ଆଦିବାସୀ ତାହେଲେ ହିନ୍ଦୁ ନୁହଁ.. ଆଦିବାସୀ ର ଅର୍ଥ ଜାଣକି?@@ashokbhuyan8404
Adibasi hindu nuhanti
ମୁଁ ଜଣେ ଆଦିବାସୀ ଆଉ ହିନ୍ଦୁ ବି
ସବୁ bjp ର ପ୍ଲାନ୍ କେତେ ଟଙ୍କା ଖାଇଚୁ ବେ ଗାମୁଛା ବାଲା
ହାମ ହୀରୋ ଟୋକା ଗାମୁଛା bala ଜୟ ଶ୍ରୀ ରାମ
ଗାମୁଛା ବହୁତ ଖୁସି ହେଉଛି ଭାଇ, ଦଙ୍ଗା ସୃଷ୍ଟି କରିବା ପାଇଁ.........
@@gopeshwari546 ହାମ ଜୟ ଭିମ ବାଲେ.. ସମ୍ବିଧାନବାଲା.. ଜାହା ବୁଣିବୁ ତାହା କାଟିବୁ..
@@sumantkumar5054 ପଠାଣ ଖୁସି ହେଉଥିଲେ ବାଙ୍ଗାଲାଦେଶ ରେ ହିନ୍ଦୁ ମାନଙ୍କ ଘରେ ମନ୍ଦିରରେ ପଶି ଉତ୍ପାପ କରିବା ପାଇଁ.. ଜାହା ବୁଣିବୁ ତାହାହିଁ କାଟିବୁ..
ଜୟ ଶ୍ରୀରାମ ❤😊
ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଅଟେ ତେଣୁ ଗୋଟିଏ ଧର୍ମ ଉପରେ କର ନାହିଁ
Balo dharma nirapekhya.....sala adharmi...eita hindu rastra..jay shri ram
You have wrong information.
Bharat hindu rastra dharma nirapekhy nuhe jay shree ram
Tu mg Kichi janinu ki
ଖ୍ରୀଷ୍ଟିଆନ ମାନେ ନା ଫିଲ୍ମ ଦେଖନ୍ତି,ନା ଦଙ୍ଗା କରନ୍ତି,ନା ଅସ୍ତ୍ରଶସ୍ତ୍ର ଧରନ୍ତି। ଭିରୁ ଲୋକମାନେ ଅସ୍ତ୍ରର ଆଶ୍ରୟ ନିଅନ୍ତି , ଭଗବାନ ଉପରେ ନିର୍ଭର କରନ୍ତି ନାହିଁ।
Right bro
Jare mgh dekhibu ja rush Ukraine America re kemiti war hauchi au danga hauchi mgh gajamurkha America re daily guli futuchi ghare ghare gun 🔫 mgh asila okilati karibaku haire mgh bharat ku kie 100y tale lututhila sosan karuthila kie hindu na christian abe to patire mo banda purei de bedha chua maobadi thu bhi adhika ghatak gudaka tame salanku sabu lokonka aghare guli kardaba katha
ବିନା ଅସ୍ତ୍ର ରେ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ମୃତ୍ୟୁ ହୋଇଗଲା କି ??
ଦୁନିଆରେ ଗୋଟେ ହିଁ ପ୍ରଭୁ ଯେ ସତ୍ୟ ପରମେଶ୍ୱର ସେହି ଯୀଶୁ ଶତ୍ରୁ ମାନଙ୍କୁ ବି ପ୍ରେମ କରିବା ପାଇଁ ଶିଖାନ୍ତି.. ଲୋକ ମାନଙ୍କ ସହିତ ଝଗଡା କରିବା, ଲୋକ ମାନଙ୍କୁ ଧମକାଇବା, ଭୟ ଦେଖେଇବା ଏ ସବୁ ଆପଣ ମାନେ କରୁଛନ୍ତି ହୁଏ ତ ଏହା ତମର ଧର୍ମ ଶିଖାଇଛି .. ଏଇ ଥିରୁ ହିଁ ଲୋକମାନେ ଜାଣିପାରିବେ ପ୍ରକୃତ ପ୍ରଭୁ କିଏ.... ସମସ୍ତ ଙ୍କ ସହ ପ୍ରେମ ଶାନ୍ତିରେ ରୁହ ଏହା କେବଳ ଯୀଶୁ ଶିଖାନ୍ତି ସେଥିପାଇଁ ଲୋକ ମାନେ ଖ୍ରୀଷ୍ଟିଆନ ହୋଉଛନ୍ତି...
Jisu kahile britisher mananku jau bharat basi upare atyachar kara 😂
ମୁଁ ଏବେ MBBS କରୁଛି ...ଆଉ ମୁଁ ଗର୍ବ ର ସହିତ କହିବି କି ମୁ ଜଣେ Christian ବୋଲି .......ଆପଣ କେମିତି କହୁଛନ୍ତି କି ଆଦିବାସୀ ମାନେ ଅଳ୍ପ ପାଠୁଆ ଆଉ ମୂର୍ଖ ବୋଲି ?????
ଆମର ବି କିଛି ଭାବନା,ବିଶ୍ବାସ ଆଉ ଆଶା ଅଛି କିନ୍ତୁ ଆମେ SC,ST ବୋଲି ସବୁବେଳେ ହିନ୍ଦୁ ଧର୍ମ ରେ ଘୃଣା ଆଉ ହତାଦର ର ଶିକାର ହେଉଛୁ ..... Christianity is the love and equality❤ we don't believe in castism ମୁଁ କୋଉ ଚାଉଳ ବସ୍ତା କି ପଇସା ପାଇ ଯୀଶୁଙ୍କୁ ଆପଣେଇ ନାହିଁ କିନ୍ତୁ ତାଙ୍କ ପ୍ରେମ ଆଉ ଉଦାରତା ମୋତେ ତାଙ୍କ ଦିୱାନା କରି ଦେଇଛି😊 ....I scored 602 out of 720 .... ମୁଁ କୋଟା ବଳ ରେ ପାସ ହୋଇନି ନିଜ ଦକ୍ଷତା ରେ Neet crack କରିଛି
କୋଟା ଅଛି ବା 2 ମାର୍କ ରେ ଚାକିରି ପାଉଛନ୍ତି
Praise the lord brother
@@Skstarvlog3735 bro I scored 602 out of 720 ......
ଆବେ ତୋ ପାଖରେ ଟଙ୍କା ଅଛି... ତୁ ଘୁସ ଦେଇ ଚାକିରୀ କରିବୁ ନାଇ😡😡😡
ମୁଁ ଦେଶ ସେବା କରି... ଆତଙ୍କବାଦୀ ସହିତ ଲଢ଼ିପାରିବି ତୁ ପାରିବୁ??
🇮🇳 💪Jai Hind...
📖 Jai Dr. Ambedkar...
Without Constitution We can't Live in India...for Brahmin 😢😡😡😡...
@@Skstarvlog3735
Dada Okon College reben Palao tana?
ଭାଇ
ଆଜି ଆମେ ହରିଜନ ଆଦିବାସୀ ଶିକ୍ଷିତ ଅଟୁ,,,,,।
ହରିଜନ ଆଦିବାସୀ ଶୁଦ୍ର ଙ୍କୁ ମନ୍ଦିର କୁ ମନା କାହିଁକି ,,,,,,,,,,,,,,,,,,,,ଘୃଣା କରୁଛ ,,,,, କାହିଁକି
ରାମ ଘୃଣା କରୁଥିଲେ କି ,,,,,,
ଫିଲ୍ମ କର କିନ୍ତୁ ଧର୍ମ କୁ ବିରୋଧ କରିବା ଭୁଲ ,,,,,,,,,ତପି ମିଶ୍ର ରାବଣ ସାଜିଛି
ଶ୍ରୀଲଙ୍କା କୁ ପଠେଇ ଦିଆଯାଉ
ଆଦିବାସୀ ମାନଙ୍କର ବିଷୟରେ କଣ ଜାଣିଛୁ କଣ ଆଦିବାସୀ ମାନଙ୍କୁ ବକା ଭାବୁଛୁ l ସନାତନ film ବନ୍ଦ ହେଉ
Kahi to g fatuchhi sata ta baharaku asiba
Tamar asubidha Kan heuchi
Tar kn problem heuchi...thika neichu ki sankrutira
ଆରେ ଫିଲ୍ମ ବନ୍ଦ କର ମୂର୍ଖ
Jay Shree Ram Film Relise haba
ପ୍ରଭୁ ଯିଶୁ ଆମ ସମସ୍ତ ମାନବ ଜାତି ର ପାପ ପାଇଁ ନିଜକୁ କୃଶ ରେ ବଲି ଦାନ ଦେଲେ ପୁଣି ୩ ଦିନ ରେ ଉଠିଲେ ସେ ହିଁ ସତ୍ୟ ଜୀବିତ ଅଟନ୍ତି
Bapa aja hindu puni tu kemiti Christian helu bee puni prabu jishu 😂😂😂
@@soumya4009 tu mgh tanka nei dharma change karichu gandi bhada lagei paisa kama sala baisya thu bhi Hina
ଆଦିବାସୀ ମାନେ ମୂର୍ଖ ହୋଇ ପାରିବେ ନାହିଁ ପ୍ରକୃତରେ ହିନ୍ଦୁ ଲକ ଆପଣ ମାନେ ମୂର୍ଖ ମୋହା ମୂର୍ଖ
ମୁର୍ଖ ପଣ୍ଡିତ ହିଣ୍ଡୁ ମଦୁଆ
💯💯💯 ସତ କଥା ଭାଈ
ଆଦିବାସୀ ମାନେ ମୂର୍ଖ ନୁହଁନ୍ତି
ଆଦିବାସୀ ମାନେ ହିଁ ଧର୍ମ ରକ୍ଷକ
ଭଗବାନ ବିର୍ସା ମୁଣ୍ଡା ଆଦିବାସୀ ମାନଙ୍କୁ ଶିକ୍ଷିତ କରି ବ୍ରିଟିଶ୍ ଚମଚା ଖ୍ରୀଷ୍ଟିଆନ ମାନଙ୍କୁ ବିରୋଧ କରି ଥିଲେ।
ଯେଉଁଠି ଆଦିବାସୀ ଶିକ୍ଷିତ ସେଠି ତମ ବୁଡ଼ନ ପ୍ରଣାଳୀ ଚଳିବ ନାହିଁ ।।
@@sambalpurOD15 right 👍 bro 😊🥰
Iam "ST" ADIVASI From KORAPUT ❤
Iam B-tech student Software developer
I proud of you iam Christian ❤😊
I am proud of you brother
ଗାମୁଛା ବାଲା ତୁ କେତେ ଶିକ୍ଷିତ ବେ ଆମେ ଆଦିବାସୀ ବୋଲି ଆମକୁ ଅଶିକ୍ଷିତ କହୁଚୁ । ତତେ ମାଡ଼ ଦରକାର୍ ହେଲାଣି ଆଦିବାସୀ ଙ୍କୁ ଅଶିକ୍ଷିତ କହିବା ଆଘରୁ ଲବ ହାସ୍ ଦା କଥା tk ଭାବ୍ tu ତାର କଉ ବାଲୋ କୁ ସୋରି ହେବୁ ନାହିଁ ।
Right
Bhart mata ki jaya kaha..... Aga bhai
@nirakarnayak2912 bharat mata ki jay । ଜୟ ହିନ୍ଦ୍
A mg ra kamadhanda nahi .
Mote laguchi tome bodhe converted adiwasi
ଖାଲି ଭୁବନେଶ୍ୱର ରେ ଗଦା ଧରି ବୁଲିଲେ କିଛି ହେବନି ଟିକେ ଆମ area କୁ ହେଲେ ଆସ ଲୋକ ଜାଣିବେ ତମକୁ
@@saulapattamajhicreation6962 ଆସିବାକୁ ତାଙ୍କ ଗାଣ୍ଡିରେ ଦମ ନାହିଁ ଭାଇ
ଆମେ ସବୁ ଆଦିବାସୀ ଏକ ହେବା ଏ ନାଲିଗାମୁଛା ବ୍ରାହ୍ମଣ ଶାସନ ଙ୍କୁ ଆମେ ଆଦିବାସୀ କେତେ ଶିକ୍ଷିତ ଦେଖେଇ ଦେବା ଆଦିବାସୀ ଙ୍କୁ ଅଶିକ୍ଷିତ ଓ ମୂର୍ଖ କହି ବହୁତ ଭୁଲୁ କରିଛୁ
More than missionaries these brhmins are looting the tribals property and land. This a play of these people to make others to fight take pleasure in that. Nothing of that's what. If these Brahmins are so concerned about tribals, they could do film on their development and education and many more but nothing. As for my experience these people are never happy when others castes come up and why do you act like you protect tribals from missionaries. I say it's all about playing with the religious sentiments. In my class I have seen how many Brahmin teachers treated very badly to the tribal students i include sc and st. But no one notices it. And these people make film on protecting from missionaries terrible. Better movie should be made about protecting others castes from these pride arrogant Brahmins. But I know now Brahmins will terribly react to this comment. But this my experience as a student.
Brahmins show lots of discrimination to other castes and treat very badly. I feel film should be made on this. Brahmins are cunning to the core, they trigger the violence and poor people fight and those Brahms take advantage of that. Think about it. They're just fooling around.
Bhai re eita thik nuhe. Jaha bhaabuchhu bhalase bhabe. Aaji semiti kichhi nahi.
ଶୁଣ ବେ ମାଗିହା ବାଙ୍ଗା ତୁ କୋଉଠି ଗାଣ୍ଡି ମାରେଇ ହେଉଥିଲୁ ଯେତେବେଳେ ଖ୍ରୀଷ୍ଟିଆନ ମାନେ ଆଦିବାସୀ ମାନଙ୍କୁ Convert କରୁଥିଲେ ।
ସେଥି ପାଇ ତମ ମାନ ଙ୍କୁ ଆଜି ଏମିତି ସବୁ ଖ୍ରୀଷ୍ଟିଆନ ମାନେ ମୂର୍ଖ ଭାବିକି ତମ ମନ nkar ଫାଇଦା ଉଠାଉଛନ୍ତି
ତୁଶାଳାଟି କୋଉ ପ୍ରକାର ଆଦିବାସୀ ଆମେତ ଜାଣିପାରୁନେ
Right katha bhai Jay shree ram 💪🚩🚩🚩🚩🚩🚩❤️❤️🚩
ଗଦା ଧରି ବାହାର କୁ ବାହାରିଲେ ସବୁ ଠିକ କରି ଦେବି ବୋଲି ଭାବୁ ଛୁ କିଛି କରି ପାରିବୁ ନାହିଁ ରେ ଭିଲେଏନ
😂😂😂😂 good
Good good
ବ୍ରାହ୍ମଣ ବାଦ ବନ୍ଧ କରିବା ଦରକାର
ଏମାନଙ୍କ କଥାରୁ ପୁରା ଜଣା ପଢୁଛି ସନାତନୀ କର୍ମ ହିଁ ନର୍କ 😂
Ha ha ha...😂😂😂
@@paulsuna5305 😁😁🤣🤣👎👎
ଆମେ ଆଦିବାସୀ ମାନଙ୍କୁ କାହାରି ଧର୍ମ ମାନିବା ଦରକାର ନାହିଁ ବୁଝିଲୁ। 😡 ଆମର ଧର୍ମ ଅଛି ପ୍ରକୃତି ପୁଜା ⛳🏹🌳 ବୁଝିଲୁ 😡😡😡😡
ଦଙ୍ଗା ହେବ ନାହିଁ ତମ ମାନଙ୍କ ବିଚାର ପ୍ରଭୁ କରିବେ ବେଶୀ ସମୟ ଲାଗିବନି ଭାଇ ସମୟ କୁ ଅପଖାୟ କର
Best comment
ଓଡ଼ିଶା ରେ କେବେ ବି ନା ଆଜି ନା କାଲି ନା ଶୋହେ ବରଷ ପରେ ଖ୍ରୀଷ୍ଟିଆନ କେବେ ଦଙ୍ଗା କରିବନି କରିବ ଯଦି ତମେ କେବଳ ତମେ
Exactly Bro 😊
ଉତ୍କଳ ଗୌରବ ମଧୁସୁଧନ ଦାସ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ
ସମସ୍ତ ସନାତନୀ ମାନେ ଏକଯୁଟ ହୁଅନ୍ତୁ ଯିଏ ଦଙ୍ଗା କରିବାକୁ କହୁଛି ତାକୁ ଉତ୍ତମ ମଧ୍ୟମ ଦେଇ ପୋଲିସ୍ ରେ ଦିଅନ୍ତୁ।
ହଇରେ ତୁ କଣ ମଧୁସୂଦନ ଦାସ ଙ୍କ ନାତି ନା ଆଣନାତି।
@@rabindrakumarmohanty9415 ଇତିହାସ ଟିକେ ପଢ
kauthhi lekhha achhi bhaai thare details share kare
@@gopalmajhi7437 ନିଜେ ଖୋଜ ପାଇଯିବ
I am st category I am post graduate from IIT KGP
ଆଗ ତୋ ମୁଣ୍ଡରୁ ସୈତାନ୍ କୁ ବାହାର କରେ ପାଗଳ
Tu aga DNA test kara
ସୈତାନ୍ କଣ ବେ murkha sala
ଆଦିବାସୀ ଶିକ୍ଷିତ ନାହାନ୍ତି okay.ମୁଖ୍ୟମ ନ୍ତ୍ରୀ କେଉଁ ଜାତି ର କହିଲୁ
ବ୍ରାହ୍ମଣ ଜାତିର ଲୋକମାନେ ଖ୍ରୀଷ୍ଟିଆନ ଧର୍ମ କୁ କାହିଁକି ଯାଇଛନ୍ତି,ସେମାନେ କଣ ଚାଉଳ ବସ୍ତା ନେଇ ହେଇଛନ୍ତି, ଆଦିବାସୀ ମାନେ ବହୁତ୍ ଲୋକ ଏବେ ବି ବହୁ ସଂଖ୍ୟାରେ ହିନ୍ଦୁ ଧର୍ମ ରେ ହିଁ ଅଛନ୍ତି,ଖାଲି ଆଦିବାସୀ ମାନଙ୍କୁ କାହିଁକି ଦୋଷ ଦେଉଛ,ଅନ୍ୟ ଉଚ୍ଚ ଜାତିର ଯେଉଁ ଲୋକମାନେ କାହିଁକି ଯାଇଛନ୍ତି ଟିକେ ଚିନ୍ତା କର ,ଖାଲି ଆଦିବାସୀ ଆଦିବାସୀ କାହିଁକି ହେଉଛନ୍ତି
ଦେଖାଓ କିଏ ଯାଇଚି ।। ଗୋଟେ ପ୍ରମାଣ
@Mobile_doctor_123 ନମୁନା ଦେଖିବୁ ହେଲେ କନ୍ଧମାଳ ଯାଇକି ତଦନ୍ତ କର , ଦାଶ, ମିଶ୍ର ଟାଇଟଲ ଟଙ୍କା ଲୋଭ ରେ କେମିତି ଖ୍ରୀଷ୍ଟିଆନ ହେଉଛନ୍ତି,ନିଜ ଆଖିରେ ଦେଖିବ ।
India re kehi Kristian nahanti 1st katha... Tume samaste hindu....only lovo re Kristian...
@manasipanda5748 ଠିକ୍ କହିଲ ଭଉଣୀ ।। Jay Shri Ram
@@samalsingh4912 ରେ ଛୋଡ଼ି ପୁଅ ଦେଖ କୋଉଠି ଅଛି ଆଉ କିଏ ହେଇଚି ପ୍ରମାଣ।। ନହେଲେ ଭୁଲ ମାଗେ
ଜୟ ଶ୍ରୀ ରାମ
ସମସ୍ଥ ଆଦିବାସୀ ମାନଙ୍କୁ ଏ ମାନେ ନିନ୍ଦା ଅପମାନ କରୁଛନ୍ତି ସତରେ ଆମେ କଣ ମୂର୍ଖ ଓ ଅଶିକ୍ଷିତ 🤔 ଆଦିବାସୀ ମାନେ ହେଉଛନ୍ତି ଏ ଦେଶର ମୂଳ ଅଧିବାସି କଉ ବ୍ରlହ୍ମଣ ଏ ଦେଶର ମୂଳ ଅଧିବାସୀ ନୁହଁ। ତେଣୁ କରି ଆଦିବାସୀ ମାନଙ୍କୁ ଲଜ୍ଜିତ କରିବା ବନ୍ଦ କର 👍
Prerma। Shaanti ❤ Vadra ta namratra atma sanjama ta kichi jaanina bhai please bujha tk
ଆରେ ହାରାମି ଆମ ଆଦିବାସୀ ଲୋକଙ୍କୁ ମନ୍ଦିର ଭିତରେ ପୋଷିବାକୁ ଦେଉନ ରେ ହାରାମି
Kou balo ta kire pasi baku dele nahi ..sala christian
Kebe jaithilu re
@chintucreation4121 hmm re jaithilu re
@@chintucreation4121 tomo hindu lokomane ate sosta ki re gote chaulo bosta dele au gote dharmo re jauchati
ଦଙ୍ଗା କିଏ କରିବ କେବଳ ତମେ ମାନେ ହିଁ ଦଙ୍ଗା କରିବ
Hmm bhai sata kahila a manehi danga karibe
Hnn bhai Ame hni karibu😅😅😅
@@AnantaKhara-qv6nn kie kn kale kn heba bhai bible re jemiti lekha haichi semiti ghatuchi sesa samay are bahut ninda tadana ghatiba bali lekha hai achhi Jesus is coming soon 🙇
Kain to bou ku Kan , padri pakhare chhadiki asichu
Ama Adivasi CM,
Ama Adivasi President of India,
Tathapi Adivasi nku uneducated kanhiki kahucha ??
Mu ଗୋଟିଏ ଆଦିବାସୀ BA ,Bed. କରିଚି ମୁର୍ଖ କେମିତି. ତମେ କେବଳ ଧର୍ମ କିଏ ବିଷୟ କୁ ନେଇ ପଦାକୁ ଆସିବ ଗରିବ .ନିଯୁକ୍ତି .ବେରୋଜଗାର. ଏ ବିଷୟ ବେଳକୁ ପଦାକୁ ଆସୁନ କଣ ପାଇଁ .
Very nice question sister
ସେ ପ୍ରକୃତ ଆଦିବାସି ଙ୍କୁ କହୁନି , ଯେଉଁମାନେ ଖ୍ରୀଷ୍ଟିଆନ୍ ଆଦିବାସି ତାଙ୍କୁ କହୁଛି। ଯେଉଁମାନେ ନିଜ ମାଟି କୁ ଭୁଲି ଖ୍ରୀଷ୍ଟିଆନ୍ ହେଇଛନ୍ତି ତାଙ୍କୁ କହୁଛି।
ଜୟ ଆଦିବାସି
Right
Vaii tumaku se kahonahanti je khistian hehuchanti tanku
100 percent Flop Haba
ତମେ ମାନେ ବା ସବୁ ମଣିଷ ଖିଆ
ସବୁ ଯାକର ରାକ୍ଷସ ଦେବା ଦେବୀ ସେଇଥି ପାଇଁ ତମେ ବି ସବୁ ରାକ୍ଷସ 6:21
Kia kahila...Deba debi rakhhasi bali...Abe bhla se jana....seita gute prathha Dharama re nai seita andhabiswas.Cristianity re bi achhi
@gopalmajhi7437 you are right
ଏ ମୂର୍ଖମାନେ ...ଆମ ଗଜପତି ଜିଲ୍ଲାଠୁ ଶିଖ...
ଆମର କୌଣସି ଧର୍ମ ଭେଦ ଭାବ ନାହିଁ ସମସ୍ତେ ଭାଇ ଭାଇ.....
ଭାଈ ରାଷ୍ଟ୍ରପତି ଆଦିବାସୀ ନା ତମ ବଡ଼ ଜାତି । କାହିଁକି ନା ତମ ଅନୁସାରେ ଆଦିବାସୀ ଶିକ୍ଷିତ ବ୍ୟକ୍ତି ନୁହନ୍ତି।😅
All Christian's are educated.
ଖ୍ରୀଷ୍ଟିଆନ ମାନେ ଶିକ୍ଷିତ କରନ୍ତି। ମୋ ଜାଣିବାରେ ବହୁତ୍ ଖ୍ରୀଷ୍ଟିଆନ ପୁଅ ଝିଅ ଶିକ୍ଷିତ ହେଉଛନ୍ତି।
ତୋ ବାପା ଦେଇ ଥିଲେ କି କାହା କୁ ଚାଉଳ ବସ୍ତା
😂😂😂
Tu kahaku kain gandi dekhei, chaula anuchu.
Ame Kan marigalu ?
Aa be sala aamo gan ku tor 33 koti bhuto jodi no 6adeichu kahibu Tu ki gobara khia brahman be aamo gan ku aae aame to bhalia darua nuhe j maranastra dhariki bulibu aamo bible hi aamo astra se hi tumku porajae karibe only words of God........
@@devoteedevotion2077 tame mariba saman nuha? Hindu ra kana asthitwa achi? Hindu mithya au proof bhi dei debi. Prabhu Jisu Christa Satya O Sarvashresth parameshwar atanti 🙏 proof bhi Kari dei paribi 🙏 tame bhi Prabhu Jisu nku grahana kara au nija paapo ra paschatap kara tapare se tamaku khyoma kari debe au tame swarga jai pariba 🙏
Kichi tanka pain nija dharm change karucha chi chi re nani 😅Jai birsa munda Jai Jagannath 🙏 🙏
King of jesus
ଆଦିବାସୀ christain ହେଲେ ତୋର କଣ ଯାଉଚି
To gandi kai fatuchi
@@mrajaniikant na bhai Tamara. Hindu mithya proof bhi dei debi. Prabhu Jisu Christa Satya O Sarvashresth parameshwar atanti 🙏 proof bhi Kari dei paribi 🙏 tame bhi Prabhu Jisu nku grahana kara au nija paapo ra paschatap kara tapare se tamaku khyoma kari debe au tame swarga jai pariba 🙏
@@BikramonFaith to bou bia achnti. Maghia
@@BikramonFaith aneilu maghia ama ku kahibu jisu nku grahna tk samna re kaha to gandi re Sabal purei debi. To num delu maghia
Jalia😂
ହଇରେ ପାଗଳ ଆଦିବାସି ଅଶିକ୍ଷିତ ତାହାହେଲେ ମହା ମହିମ ରାଷ୍ଟ୍ରପତି କଣ ବ୍ରହ୍ମଣ ଆଉ ମୁଖ୍ୟମନ୍ତ୍ରୀ କଣ କରଣ ତାହାହେଲା କିଏ ଅଶିକ୍ଷିତ
ତୋର ମୋହନ ସରକାର କେତେ ଦିନ ରହିବ ଯୀଶୁ ସବୁଦିନ ରହିବେ
Khirstian 2500 yars sanatan 100000000 purna
କିଛି ମୂଲ୍ୟ ନାହିଁ ଭାଇ ହିନ୍ଦୁ ଧର୍ମ ରେ। ସତ୍ୟ ତା ବି ନାହିଁ କିଛି ପୁରୁଣା ହେଲେ କଣ ହେଲା
ଯୀଶୁ ନା ପଶୁ
Mind ur language bro.... U will reap what you sow, one day u will will see...@@jogisethi7079
ଦେହେ ମନ୍ଦାକିନୀ ରଜ ଲଗାଇ // ଗ୍ରାମ ଶୂକରୀ କି ହୋଇବ ଗାଇ//ଜଗତେ କେବଳ ଜନେ ହସିବେ ଏ ତହୁଁ ଫଳ ଭାଇ /
ଆଛା!!😂...ମୋ ଗାଁ କୁ ଆସି ଦେଖ ତୁମର କେତେ ଦମ ଅଛି😡😡😡...
ତୁମର ପାଗଳାମି ବୁଦ୍ଧି... Takla କୁ ଦୁଇ ଫାଳ କରିବି 🗿...
ବ୍ରାହ୍ମଣ Vs ଆଦିବାସୀ 🤨
ଖଣ୍ଡା Vs ଧନୁ ତୀର 🏹
ଭାଇ ମୋତେ ଆଉ କହିବୁ mg ବ୍ରାହ୍ମଣ vs ଆଦିବାସୀ ଦେଖିବା
ସବୁ ଆଦିବାସୀ ଏକ ହୁଅ ହିନ୍ଦୁ ହଉ କି ଖ୍ରୀଷ୍ଟିଆନ ମାଗିଆ ମାନଙ୍କର ଗାଣ୍ଡୀ ପାଠିଯିବ
Bhai adivasi nka bisaya re janibara achim Tama insta I'd ki email id deba?
@@ChandrasekharSanta-mt1bj hindu ra kana asthitwa bhai? Fake boli proof kari debi. Prabhu Jisu Christa Satya O Sarvashresth parameshwar atanti 🙏 proof bhi Kari dei paribi 🙏 tame bhi Prabhu Jisu nku grahana kara au nija paapo ra paschatap kara tapare se tamaku khyoma kari debe au tame swarga jai pariba 🙏
@@BikramonFaith balo pissu maghia bideshi mojhab re posi amo desho birod re kohucchu
ନାଲିଆ ଗାମୁଛା ବାଲା ଯାଉନୁ ବେ ତୁ ଏକା ଫିଲ୍ମ ଦେଖିବୁ ଏଇଠି କ'ଣ ପ୍ରବଞ୍ଚନା ଶୁଣିଉଛୁ। ସନାତନୀ ଫିଲ୍ମ release ପଛରେ କାଇଁ ସମୟ ନଷ୍ଟ କରୁଛୁ ଯାଉନୁ Sanam Teri Kasam-2 releaseହୋଇଛି ଦେଖିବୁ। 😂🤣😁
ଆଦିବାସୀଙ୍କୁ ପରିବର୍ତନ କରନ୍ତୁନି ଆଗେ ନିଜେ ପରିବର୍ତନ ହୁଅ? ଗାମୁଛା ଵାଲା
Nai mu tote genhibi😂😂😂😂
@@rajesharautaray8109ତୁ ହେଉଛୁ ହିନ୍ଦୁ
@@rajesharautaray8109Ok ...eeita hi Hindu dhormo ro reality
ତୁ ସବୁଠୁ ବଡ଼ ମୁର୍ଖ ଟା
କେବଳ ଆଦିବାସୀ ନାହିଁ, ବହୁ ଧର୍ମରଲୋକ ଖୀଷ୍ଟୀୟାନ ହେଲେଣୀ, ଲୋକମାନେ ସତ୍ୟ କିଏ କ'ଣ ଜାଣୀସାରିଲେଣୀ, ଲୋକେ ଭକୁଆ ନୁହନ୍ତି। ଏଥିରେ ଜଣାପଡ଼ିଲା ଯୀଶୁ ହିଁ ପ୍ରଭୁ ଅଟନ୍ତି ।ସମଗ୍ର ମାନବ ଜାତିକୁ ପ୍ରେମ କରନ୍ତି
ବାଇ ସତ୍ୟ କଣ ଜାଣନ୍ତୁ ❤️❤️❤️❤️👍👍👍
Jisu britisher ra chela thila😂
ଆବେ ତମେ ଗୋବର ଖାଉଛ ସେଇଥିପାଇଁ ସମସ୍ତେ ଧର୍ମ ପରିବର୍ତ୍ତନ କରୁଛନ୍ତି ଗୋବର ଖାଉଚ ମୁତ ପିଉଚ,
Flim କେହି ଦେଖିବାକୁ ଯିବେ ନି ବାଲୋ ଟା ମିଳିବ ତମକୁ
Mu jibi
@@SomanathNag-v1r Han tu Jaa Murkho 😂😂😂
Jisu ra asala chehera Sara odisha dekhiba😂😂
@@RabiSiura Right🤣🤣😂😅
ଆଦିବାସୀ ମୂର୍ଖ ମାନେ ନୁହଁନ୍ତି ତମେ ମାନେ ଗଜ ମୂର୍ଖ ଯାହାକି ତ କଥା ରେ ଜଣାପଡୁଛି
ପ୍ରକାଶ ନାୟକ , ଏତେ ଜ୍ଞାନ ଯଦି ଅଛି , ଧର୍ମର ଅର୍ଥ କଣ ??? ଗୋଟିଏ ଭିଡିଓ ପୋଷ୍ଟ କର.......ଜଣା ପଡ଼ିବ
Hindu dharma mane ,
To pari adharmi ku nuai ki gandi mariba
@devoteedevotion2077 ବହୁତ୍ ସୁନ୍ଦର୍ ଶିକ୍ଷା, ତମ ଭଗବାନ ସିଖେଇଛନ୍ତି , ଯାହାକି ତମ ଭଗବାନ ମାନେ କରୁଥିଲେ .....ସେଥିପାଇଁ ତ ହିନ୍ଦୁ ଧର୍ମ ବହୁତ୍ ସମ୍ମାନ ଅର୍ଜନ କରୁଛି । ଛି.....ଲଜ୍ୟା......
ଆପଣ ଜଣେ ରାକ୍ଷାସ ଅଟନ୍ତି
😂😂😂😂😂
ଏଇ ଲୋକ ଟା ପାଇଁ ଦଙ୍ଗା ସୃଷ୍ଟି ହେବ l ଯେତିକି ଜାଣିଛୁ ରେ ଭାଇ ସେତିକି କହ l
Tori bhalia kutu pain ta Bangladesh re hinu maruchhanti
ଆମ ଆଦିବାସୀ ମାନେ ଏତେ ମୁର୍ଖ ନାହାନ୍ତି ଯେତିକି ତମେ ଭାବୁଛ। ପ୍ରକୃତ ମୂର୍ଖ ତମେ ନାଲି ଗାମୁଛା ଆଉ ତମର ଚେଲା ମାନେ। ତମେ ତମର ଫିଲ୍ମ ରିଲିଜ୍ କର ଆମର କିଛି ଆପତ୍ତି ନାହିଁ କାରଣ ଏବେ ଜଉ ଆମର ଅଣ ଖ୍ରୀଷ୍ଟିଆନ୍ ପଡ଼ିଶା ଆଦିବାସୀ ଭାଇ, ଭଉଣୀ ମାନେ ଅଛନ୍ତି ସେମାନେ ଭୋଲୋରେ ବୁଝିବେ ତମେ କେତେ ସତ କଥା ସମାଜ ରେ ଆମ ବିରୁଦ୍ଧରେ ପ୍ରଚାର କରୁଛ। ସେମାନେ ଭଲରେ ବୁଝିବେ ତମର ଚକ୍ରାନ୍ତ କୁ। ତମର ଜ୍ଞାନ କୁ।ତମର ଧର୍ମ,କର୍ମ କୁ। କାରଣ ତମେ ଯାହା ସବୁ ଫିଲ୍ମ ରେ ଦେଖେଇବାକୁ ଯାଉଛ ତାହା କେତେ ସତ କେତେ ମିଛ ସେମାନେ ଭଲରେ ବୁଝିବେ ଆଉ ସତ୍ୟ କୁ ହିଁ ସେମାନେ ଗ୍ରହଣ କରିବେ। ସତ୍ୟଂ ଏବ ଜୟତେ।
ତୁ ଗୋଟାଏ ମହା ମୂର୍ଖ
Tu maghia
ସବୁ ବିଚରା ବେରୋଜଗାରୀ ସମସ୍ତେ ..କିଛି ତ ପାଠ ପଢା ନାହିଁ କାମ ନାହିଁ କରିବେ କଣ...ଗଦା ଧରି ନିଜକୁ ହନୁମାନ ଭାବୁଛି 😂😂😂😂ପ୍ରଭୁ ଯୀଶୁ ତତେ ସତ୍ ବୁଦ୍ଧି ଦିଅନ୍ତୁ
ଏତେ ହିନ୍ଦୁ ର ଗାରିମା କରୁଚ ଭାଇ ମାନେ ଦେଖିବ ମୁସଲମାନ ମାନଙ୍କୁ କୁହ ଯେ ସେମାନେ ହିନ୍ଦୁ ହେବା ପାଇଁ, ଜୈନ୍ୟ ମାନଂକୁ କୁହ,ବୌଦ୍ଧ ମାନଂକୁ କୁହ ନା ସେଇଟା ହବନି. ଜଣେ ଭାରତୀୟ ହିସାବ ରେ ଜଣେ ମଣିଷ ଭାରତ ରେ ପ୍ରଚଳିତ ହେଉଥିବ ଧର୍ମ ମଧ୍ୟରୁ ଯେ କୌଣସି ଧର୍ମ କୁ ଆପଣେଇ ପାରିବ. ଏହା ତା ଇଚ୍ଛାନୁଯାୟୀ. କାହାକୁ ବାଧ୍ୟ୍ୟ କରାଯାଇ ପାରିବ ନାଇଁ. ଅଳ୍ପ ବିଦ୍ୟା ଭୟଙ୍କରି... କିଛି କଣ ଜାଣି ପାରୁନ. ଭାରତ ହେଉଛି ଏକ ଧର୍ମ ପରିପେକ୍ୟ ରାଷ୍ଟ୍ର.. ଏଟି ସବୁ ଧର୍ମ ସନମାନ ପାଏ. ତୁମେ ସବୁ କେଉଟୁ ଧାରା ହୋଇକି ଆସିଛ.
ଆଉ କହୁଛନ୍ତି... ଚାଉଳ ନେଇକି cristian ହୋଇଯାଉଛନ୍ତି. ଆରେ ଭାଇ ତୁମେ ବି ଦଉନ ହିନ୍ଦୁ ହେବେ...
ପ୍ରଥମେ ତ ଶୁଣି ରଖ ଆଦିବାସୀ ଲୋକ କେଉଁ ଧର୍ମ ରେ ଗଣତି ନୁହନ୍ତି ତୁମେ ପ୍ରାୟ ଜାଣିନ... ସେମାନେ ପ୍ରକୃତିପୂଜକ... ଜଙ୍ଗଲ ନିବାସୀ. ଉଦ୍ଧାର ମନା ଲୋକ.
ଯଦି ଆଦି ବାସି ମାନେ ମୂର୍ଖ ତୋ ଆମ ଭାରତ ର ରଷ୍ଟପତି କେମିତି ହେଲେ ? କଉଁ ନ
ମାଟି ପାଣୀ ପବନ ଙ୍କୁ ସୃଷ୍ଟି କରୀ ଅଛନ୍ତି I ସେହି ଯୀଶୁ ଖ୍ରୀଷ୍ଟ ଏକ ମାତ୍ର। ଦ୍ୱିତୀୟ ପରମେଶ୍ଵର ନୁହୋନ୍ତି
ଭାଇ ସନାତନୀ ସିନେମାଟିକୁ କେହି ଅଟକେଇ ପାରିବେ ନାହଁ , ଏବଂ ଚାଲିବା ଦରକାର ? ନ ହେଲେ ମୁଁ ଗୋଟେ ପାହାରରେ ଗୋଟେ ଚାଉଳ ବସ୍ତା ବାହାର କରିଦେବି ? ଜୟ ଶ୍ରୀ ରାମ ?
ହଇରେ ମଘୀୟା ତ ଧର୍ମ ବିଷୟ ରେ ଫିଲିମ କରୁନୁ ଅନ୍ୟ ଧର୍ମ କଥା ବେଶି କହୁଛୁ l ଆଦିବାସୀ କଣ ମୂର୍ଖ ତୁ ତ ଅଶିକ୍ଷିତ କୁକୁର ଆଦିବାସୀ କୁ କଣ ଇଙ୍ଗିତ କରୁଛୁ l
ଏଥିରୁ ଜଣା ପଡୁଛି କି ଏହି ଗାମୁଛା ବାଲା ଦିନେ ଯୀଶୁଙ୍କ ବିଷୟରେ ପ୍ରଚାର କରିବ
Praise the lord
Bala jisu....
ଆଦିବାସୀ ମାନଙ୍କୁ ପୂଜାରୀ ରଖା ଯାଉ
Adibasi lokonku nahin bhai harijan lokonku tk pujari karantu tapore sanatoni kuhantu
Harishankar ja pujari adibasi achanti dekhide
@@Skr9232 kou mandirare Bhai
ଏମିତି ସବୁ ହିନ୍ଦୁ ସନାତନି ଧର୍ମ ର ଭାଇ ଓ ଭଉଣୀ ମାନେ ଜାଗ ଆଉ ଯଦି କେହି ଦଙ୍ଗା କରିବ ମାର ସେ ଦଙ୍ଗା କରୁଥିବା ଲୋକ ମାନଙ୍କୁ ସନାତନ ଧର୍ମ ଠୁଁ ଆଉ କେହି ବଡ଼ ଧର୍ମ ନାହିଁ ତେଣୁ ବହୁତ୍ ଶୀଘ୍ର ଫିଲ୍ମ release ହେବ ଆଉ ଆମେ ସବୁ ହିନ୍ଦୁ ଧର୍ମର ଭାଇ ଓ ଭଉଣୀ ମାନେ ଦେଖିବା
ରେ ମୂର୍ଖ ଆଦିବାସୀ କେମିତି ଏତେ ମୂର୍ଖ ହେଲେ ରାଷ୍ଟ୍ରପତି,ମୁଖ୍ୟ ମନ୍ତ୍ରୀ ପରା ଆଦିବାସୀ l ତୁମ କଥାରେ ଜଣା ପଡୁଛି ତୁମ ପାଖରେ ଜାତି ପ୍ରଥା ଅଛି l ଦଙ୍ଗା ଖ୍ରୀଷ୍ଟିଆନ କରିବ ନାହିଁ ଦଙ୍ଗା କରିବା ପାଇଁ ଗଦା ଖଣ୍ଡା ଧରିବା କଥା ତୁମେ କହୁଛ l
To gandi re dekhe nala lagichi, tu jani paribu
Rich are getting richer and the poors are busy praying to God..😅😂
Don't mind it's including me.
ଆର C P U ଧିରେ ଧିରେ ଡାଉନ୍ ହେଇ ହେଇ ଆସିଲାଣି ସେଇଥି ପାଇଁ ଇଏ ପାଗଳ ମାନଙ୍କ ଭଳି ଆଚରଣ କରୁଛି।
❤❤❤❤God bless your sir
I'm exhindu I love Jesus Christ ❤💯
ଲାଗୁଛି ଏମାନେ ଟିକେ ଟିକେ ଗୋବର ଖାଇ ଛନ୍ତି, ନ ହେଲେ ଗଞ୍ଜେଇ ଖାଇଛନ୍ତି
Tu beef khaichhi😂😂
ସଳେ ଆଦିବାସି ଲୋକଙ୍କ ସହ ଲାଗୁଛନ୍ତି.. ଆଦିବାସିମାନେ ଏକଜୁଟ ହୋଇ ଧନୁ, ତୀର, ଖଣ୍ଡା, ଟାଙ୍ଗିଆ ଧରି .. ଗଛ ହାଣିଲା ଭଳି ଏମାନଙ୍କୁ ହାଣିଲେ ପଖାଳ ଖିଆ ମାନେ ଦୁରେଇବେ..ସଳେଙ୍କୁ ଦୟା ନକରି ଏମାନଙ୍କୁ ଏମାନଙ୍କ ପାଉଣା ସୁଧ ସହିତ ଦେବା ଦରକାର.. ଏମାନେ ଶୈତାନ ଅଟନ୍ତି ଏମାନଙ୍କୁ ଦୟାକରିବା ମୁର୍ଖାମି ଅଟେ..ଶୈତାନର ଶେଷ ନିହାତି ଆବଶ୍ୟକ ଅଟେ..1ବଦଳରେ 10 ମାର ଏହା ଇଶ୍ରାଏଲର ନିତି
ନାହିଁ ଭାଇ ସେ ଘାମୁଚା ବାଲା ଗାଇର ମୁତ୍ର ପିଇଛି ତ ସେଇଥିପାଇଁ ସବୁବେଳେ ବିରୋଧି କଥାହିଁ କହିଚାଲନ୍ତି ,ସେ କଣ ଭାବୁଛି ଆଦିବାସୀ କଣ ଅଶିକ୍ଷିତ ସେ କେତେ ପାଠ ପଢିଛି ଗୋଧ ସଳା ରାସ୍କେଲ୍ ସେମାନାଙ୍କୁ ମାରିବ ଆଦିବାସୀକୁ ତୁ ସାମାନ୍ୟ ଭାବୁଛୁ କିରେ ଚୁତିଆ
ଗାମୁଛା ବାଲା ଗୁଅ ଖାଇଛି
ଭାଇ ଯେଉଁମାନେ ଖ୍ରୀଷ୍ଟିଆନ ହୋଇଛନ୍ତି, ତାଙ୍କ ରାସନ କାର୍ଡ ଏବଂ Reservation ଟିକେ ହଟେଇ ଦିଅ, ସବୁ ଠିକ ହୋଇଯିବ 🔥🔥🔥🔥🔥
Apan chahanti st talaku rahu obc upare rahu mohan majhi tum bopare pua rastra pati drupati murmu Kia kire
@susantakumar927 ଭାଇ Christianity ରେ Reservation ନାହିଁ ପରା
Aadibasi maane kan 1st jaane tu...
@@deshidivas4791 ଆଦିବାସୀ ମାନେ କଣ ବୁଝେଇକି କହ, ନହେଲେ ଏମିତି ଭାଷା କହି ଗିହଣା ଦେବି, ଜାଣିବୁ ମୁ କିଏ? 😡😡😡😡😡😡
ଏ ପାଗଳକୁ ପଚାର ହୁମାନ ସାଗର କୁ କିଏ ବାହା ହେଇଛି,ସାରୁ ଖାନ ,ଅମିର ଖାନ,ଆରବାଜ ଖାନ୍,କିଏ ବାହା ହେଇଛି ସେମାନେ କେଉଁ ଜାତିର କହିବୁ,ସେମାନେ କଣ ଆଦିବାସି ,ସଳା ଭଉଣୀ ଝିଅ ମାନଙ୍କୁ ସମ୍ଭାଳ,ସୂପର ଫ୍ଲଫ
Kie pachare sarukhan,amir khan ku...Gandu dala kichi follow karanti
ମୁଁ କେବଳ ବହିରେ ପଡ଼ିଥିଲି ରାକ୍ଷାସ ମାନେ ଅଛନ୍ତି କିନ୍ତୁ ଆଯି ଆଖି ସାମ୍ନା ରେ ରାକ୍ଷାସ ମାନେ ଅଛନ୍ତି ଦେଖିବାକୁ ମିଳୁଛି,
Our ❤Lord almighty Jesus is our strength.✝️🙏
ଆଦିବାସୀ ଓ ହରିଜନ ପାଇଁ ଯଦି ଏତେ ଚିନ୍ତା ଅଛି ତାହେଲେ ଏତେ ଛୁଆଁ ଅଛୁଆଁ ଭେଦ ଭାବ କାହିଁ କି କରୁଛ
ଯଦି ଏତେ ଭାବୁଛ ହିନ୍ଦୁ ସନାତନି ତାହେଲେ ବ୍ରାହ୍ମଣ ମହାନ୍ତି ଯେତେ ଜେନେରାଲ ଜାତି ଅଛନ୍ତି ତାଙ୍କ ଘରେ ବାହା ଦେବ ନେବା କରନ୍ତୁ ଦେଖିବା ଏତେ ଯଦି ଧର୍ମ ଧର୍ମ କହୁଚ ଯଦି ତାପରେ ଦେଖିବା ଜେ ତମେ ସତରେ ହିନ୍ଦୁ ସନତାନି ନା ଖାଲି ମୁଁହ ରେ
ଠିକ୍ କହିଛ ଭାଇ
Tahele sabu jagare double church kn pain khola jaichi😂
ଆଦିବାସୀ ମାନଙ୍କର ବିଷୟରେ ତୁ କଣ ଜାଣିଛୁ ବେ ତୁ ଜଣେ ଏକା ଏ ଦୁନିଆରେ ଶିକିତ
ମଥା ରେ ଚିତା ଲଗେଇଲେ ହିନ୍ଦୁ ନୁହେଁ, ହିନ୍ଦୀ ଗୋଟେ ଧର୍ମ ବି ନୁହେଁ ।
ତାହା ହେଲା ପ୍ରବଚନ ଅଟେ ।
ଆଦିବାସୀ ଲୋକ ଆଜି କଲି ର ଦୁନିଆ ରେ ନାହାଁନ୍ତି ଆଦିବାସୀ ଭାଇ ଭଉଣୀ ମାନେ ଉନ୍ନତି ହେଇସାରିଲେଣି, ତମର ପାଟି ଯୁଟା କହୁଛି ସେମିତି ଏବେ ଲୋକ ନୁହଁନ୍ତି । ଆଦିବାସୀ ମାନେ ବୁଝି ସାରିଲେଣି । ଭାରତ ଏକ ଧର୍ମନିରୁପେକ୍ଷ ରାଷ୍ଟ୍ର। ଯିଏ ଯୁ ଧର୍ମ ନେବ ତାହା ତାହାର ହେବ।
ତମେ ମାନେ ଯେତେ ପିତା ମାଛ ପରି ଡେଇଁ ଲେ କିଛି ଲାଭ ନାହିଁ
ଏ ଗାମୁଛା ଭାଇକୁ ଚୁତିଆ କହିଲେ କମ ହେବ । ଏହାକୁ article 25 26 ସମ୍ବିଧାନ ଜଣା ନାହଁ ।
Tu balata janichhu
Bhaie film ta dekha ate bahana kanpai BJD RU KHAILO ABE BJP RU KHAIBAKI ate nato kan pai film dekha pop corn 🌽 Khao enjoy kar amiti majhire majhire comment lekha .film ta to ate serious ki pai
Aadibasi pain tame banchicha tama pari loka mane
I am Adivasi...I am College Topper...I am Engineer... General pila Mane mo pakhore asi Patho Bujhi thile.....Tu bi ase patho bujheidebi....Tume Mane hin casteism boneicho au Amo Adivasi manonku Golam bonei rokhithilo...Tume to amoku education bi dei pariloni but Christian Mane amoku education dele Darkness ru Light ku anile...Ebe ame Educated helu au Tume Mane amoku au Bhondei paru nahon jaha pholore tomoro business sabu thop ହେବାକୁ ବସିଲା ....ତେଣୁ ତୁମେ ସବୁ ଅମୋ ବିରୋଧର ମିଥ୍ୟା ଅଭିଯୋଗ ଆଣିଅଛ....ତମେ bartoman amo virudhore Mithya Abhiyog anuocho jaharo kichi Pramano hin nahin...
Au tume jadi prokutore Indian tebe Samvidhan ro Niomoku palono koro.... Right to Freedom of Religion...👍👍
ତୁ ଏକା ଶିକ୍ଷିତ ନାଇଁ ବେ
Tu ta sikhita ta ?
@@devoteedevotion2077 ଆସିଗଲୁ ଅନ୍ଧ ଭକ୍ତ
@@devoteedevotion2077Chup ro sola bhraman 🤬🤬🤬
Bidesi aryan Brahman mane india ree caste system karichanti. Brahman mane india loka nuhanti brahman mane uresian raa loka india ku asiki india loka manaka bhitare caste system karichanti
Tu african
ଫିଲ୍ମ ଦଙ୍ଗା କରିବନାହିଁ, କିନ୍ତୁ ତୁମେ ନିଶ୍ଚୟ ଦଙ୍ଗା ସୃଷ୍ଟି କରିବାକୁ ଯାଉଛ l ଧର୍ମନ୍ତି କରଣ ସେହିଦିନ ବନ୍ଦ ହେବ ଯୋଉଦିନ ଜାରିନିତୀ, ଉଚ୍ଚ ନୀଚ ଭେଦ ଭାବ ଦୂର ହେବ l ଭାଇ ହିନ୍ଦୁ ଭଗବାନ ଏତେ ଦୁର୍ବଳ ମଣିଷ ତାଙ୍କୁ ସୁରକ୍ଷା ଦେବାକୁ ବାହାରିଲାଣି l
ଏଇଟା ତୋ ଧର୍ମ ହିଁ ତତେ ସିଖାଇଛି ଗଦାୱାଲା ଭାଇ ଅନ୍ୟକୁ ମାରିବା, ଗାଳିଗୁଲଜ କରିବା ,ଧମକାଇବା, ଛୋଟ ଜାତି କହି ଘୃଣା କରିବା ।
ଖ୍ରୀଷ୍ଟିଆନ କେବେ ଅନ୍ୟର କ୍ଷତି କରେ ନାହିଁ। ଭାରତ ଇତିହାସ ଦେଖିନିଅ ଖ୍ରୀଷ୍ଟିଆନମାନଙ୍କର ଅବଦାନ କଣ ଅଛି।
ପ୍ରତେକ ଆଖି ତାଙ୍କୁ ଦେଖିବ ଆସୁଛି ସମୟ bas ଅପେକ୍ଷା କର ପ୍ରଭୁ କ୍ଷମା କରନ୍ତୁ ଏମାନଙ୍କୁ 🙏🎚️
ଏ ବ୍ରାହ୍ମଣ ମାନେ ନିଜକୁ କଣ ଭାବୁଛନ୍ତି 🤬🤬🤬ଆଦିବାସୀ ଭାଈ ମାନେ🏹 ବାହାର କର ଦେଖିବା କଣ ହେଉଛି
Banda chodiba
Jai shree ram 🚩🦁
ଜୟ ଯୀଶୁରାଜା 🙏
ହାଲେଲୁୟା🙏
Jisu kn banda😂teki dharithhila 😂
Praise the Lord 🙏🙌 Hallelujah 🙏 jeu pari Caleb au Joshua Biswas karithile promised land ku jiba pain sei biswas thau. Our God is an awesome God 🙏
Rice bag
Jai Jagannath 🙏 change hei jaa nahele sidha America pala
Jay shree ram
ମୁ ଗୋଟେ କଥା କହୁଛି, ଧର୍ମ change କରିବାଟା INDIA ରେ legal ଅଛି, ଜୀଏବି ଧର୍ମ change କରୁ ତମର କାହିଁକି ଫାଟୁଛି, ଆଉ କଣ କହୁଚୁ ଆଦିବାସୀ ମୂର୍ଖ ଆରେ ଆଦିବାସୀ ମୂର୍ଖ ନୁହେଁ ତୁ ମୂର୍ଖ ଉଲାପୁଦି।
ଯେଉଁ ଧର୍ମ ଆଦିବାସୀ, ହରିଜନ, ଗରିବ, ନିରୀହ, ଆଜ୍ଞାନୀକୁ ରାସ୍ତା ଦେଖାଏ, ଉନ୍ନତ ଶିକ୍ଷା ଦିଏ, ଭଲ ଓ ମନ୍ଦ ଜାଣିବାର ଜ୍ଞାନ ଦିଏ,ସେମାନଙ୍କ ଅଭାବରେ ସାହାଯ୍ୟ କରେ, ସମାଜରେ ତାଳ ମିଳାଇ ଚଳିବାର ଶିଖାଏ, ଧନୀ ଗରୀବର ଭାବନା ନ ରଖେ. ସେହି ଧର୍ମ କେହି ଗ୍ରହଣ କଲେ କାହାର କାହିଁ କି ଅସୁବିଧା ହେଉଛି.
ବର୍ତମାନ ସମସ୍ତେ ଠିକ ଭୁଲ ର ବିଚାର କରିପାରନ୍ତି. କାହାକୁ କେହି ବଳାତ୍କାର ପୂର୍ବକ ଧର୍ମ ଗ୍ରହଣ କରାଇପାବେ ନାହିଁ.
Jiye ଯୀଶୁ କୁ ଜାଣିଛି ସେ କେବେ ଦଙ୍ଗା କରେନା ତମ ଧର୍ମ ତମକୁ ଏଇୟା ଶିକ୍ଷା ଦେଇଚି ଯେ କମ୍ ସଂଖ୍ୟକ ଉପରେ ଅତ୍ୟାଚାର କରିବାକୁ ଗୋଟେ ମଜା ଲାଗେ ଅଲଗା ମିଛ କହି | iscon bala jau ପଇସା ଦେଉଛି ind to ଡଲାର converted and ଡଲାର to rupee convert hauchi ta uapre film tiya ri kariba ପ୍ରମାଣ ସହିତ 😂 କିନ୍ତୁ କରିବୁନି ଆମ୍ ଧର୍ମ ଆମକୁ ମନା କରେ GOD sabu dekeibe Sei ସତ୍ୟ ଆସୁଛି କେହି ତାକୁ ଧରି ରଖି ପାରେନା |jY HIND❤🫡🙏🏾
ଜୟ ଶ୍ରୀ ରାମ ❤❤❤ ପୁଣି ଥରେ ହେଉ ❤ ମହାଭାରତ ❤ ମୁଁ ଦକ୍ଷିଣ ଓଡ଼ିଶାରୁ ହୃଦୟରୁ ବହୁତ୍ ବହୁତ୍ ସପୋର୍ଟ ❤❤ କରୁଛି ❤
ବାରମ୍ବାର ଗୋଟେ କହୁଛୁ ଆଦିବାସୀ ମାନେ ମୂର୍ଖ କିଛି ଜାଣି ନାହାନ୍ତି
Tu kandho ki😅
@@chinanayak2083Abe Bhraman chup ro 🤬
ହଇରେ ମୁର୍ଖ ଏମିତିଆ ଦନ୍ଦା କରି ନିଜକୁ କାହିଁକି ମହା ମୁର୍ଖର ପ୍ରମାଣିତ ହେଉଛୁ,ତମର ସେହି କାଳ୍ପନିକ ଦେବା ଦେବୀ ବୋଧେ ଏମିତି ଶିକ୍ଷା ଦେଉଛି ତମକୁ |
ସବୁଠାରୁ ଅଶିକ୍ଷିତ ମଣିଷ ହେଉଛନ୍ତି ଆପଣମାନେ,
ଆପଣଙ୍କ କଥାବାର୍ତ୍ତା ରେ ଲାଗୁ ନାହିଁ, ଯାଅନ୍ତୁ ଗଟିଏ ଆଦିବାସୀ ପାଖକୁ କଥାବାର୍ତ୍ତା ଶିଖିକି ଆସିବେ...
ଦୋଙ୍ଗା ତ ଆପଣମାନେ ଆରମ୍ଭ କରୁଛନ୍ତି, ଦୋଙ୍ଗା କରିବାକୁ ପ୍ରସ୍ତୁତ ହଇକି ଅଛ,
ତମେ କଣ ଦେଶକୁ ରକ୍ଷା କରିବ, ଦେଶରେ ଶାନ୍ତି ଆଣିବ ?
ଦେଶ ଦ୍ରୋହୀ କାହାକୁ କହୁଛ, ଆପଣଙ୍କ ପାଖରେ କଉ ଦେଶପ୍ରେମ ଦେଖା ଯାଉନି ତ.....
ଭାରତ ଆମର ଆମେ ସମସ୍ତେ ଭାରତୀୟ..
ସବୁକିଛି ଗବେଷଣା କରିକ କୁହନ୍ତୁ...
ଯାହା ଦେଖିଲ ଶୁଣିଲ ତାକୁ ସତୋ ବଲି ଭାବନି...
ଇଶ୍ଵର ଆପଣମାନଙ୍କୁ ମହାନ୍ ବିପଦରୁ ରକ୍ଷା କରନ୍ତୁ....
ସମ୍ବିଧାନର ନିୟମ ଅନୁସାରେ ଦେଶ ଚାଲିବ ତୁମର ଇଛାରେ ନୁହଁ। ତମେ ତ ନିଜେ କହୁଛ ଦଙ୍ଗା କରିବ ବୋଲି, ବଢିଆ । ପୁଣି ଆଦିବାସୀ ମାନଙ୍କୁ ମୂର୍ଖ କହି ଲଜ୍ଜିତ କରୁଛ, ଆଦିବାସୀ ମାନଙ୍କୁ ଲଜ୍ଜିତ କରିବା ବନ୍ଦ କର ।
33 କୋଟି ଦେବା ଦେବୀ ରହି ଏତେ ଡରୁଚ କଣ ପାଇଁ,, ଆଦିବାସୀ ଅଧ୍ୟୁଷିତ ଲୋକ ମାନଙ୍କ ବିଶୟରେ ତମେ କଣ ଜାଣିଛ,,, ଯେତିକି ନାଟକୀୟତା ଦେଖାଉଛ ସେତିକି ଚାକିରି, ସ୍ବାସ୍ଥ୍ୟ ପାଇଁ, ଆନ୍ଦୋଳନ କଲେ ଭୋଲ ହେଇ ଥାନ୍ତା,, ଗୋଞ୍ଜେଇ ଟାଣିବା ବନ୍ଦ କର ରେ ମୂର୍ଖ ମାନେ