BJD Supremo Naveen Patnaik shares stage with BJP Leaders during oath-taking ceremony of new CM

Поділитися
Вставка
  • Опубліковано 26 вер 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.co...
    iOS App: apple.co/2M2KhQA
    Watch Live: kalingatv.com/live
    UA-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

КОМЕНТАРІ • 810

  • @Shree_910
    @Shree_910 3 місяці тому +592

    ନବୀନଙ୍କୁ ଦେଖିଲେ କାହାକୁ ଦୁଃଖ ଲାଗୁଛି 😢👍🏻

  • @priyabehera5885
    @priyabehera5885 3 місяці тому +542

    ବହୁତ ସୁନ୍ଦର ଆମ ମୁଖ୍ୟ ମନ୍ତ୍ରୀ ଵହୁତ ସରଳ ନିଷ୍କପଟ ହ୍ରୁଦୟ ତାଙ୍କ ପରି କେହି ହେଇ ପାରିବେ ନାହିଁ ❤

    • @subashchand4241
      @subashchand4241 3 місяці тому +15

      ଖାଲି ଯାହା ଓଡ଼ିଆ ଟା ଶିଖି ପାରିଲେନି....!

    • @simply...pragnya1183
      @simply...pragnya1183 3 місяці тому +9

      tanka basiba style b alaga samastan thu dekha😊

    • @smitasamal40
      @smitasamal40 3 місяці тому +20

      ​@@subashchand4241 ଯିଏ ଛୋଟ ରୁ foreign ରେ ରହିଛି ସେ foreign language ହିଁ କହିବ ନା। ସିଏ ତ ଓଡିଆ ନ ଜାଣି କି ବି ଓଡିଶା ବାସୀ ଙ୍କ ପାଇଁ ଏତେ କିଛି କଲେ। ଓଡିଶୀ ନ୍ରୁତ୍ୟ କୁ ବିଶ୍ୱ ପ୍ରସିଦ୍ଧ କରାଇଲା। ତାଙ୍କୁ ଓଡ଼ିଆ ଜାଣିବା କଣ ଦରକାର ଭାଇ। 😊

    • @kalyaniswain4330
      @kalyaniswain4330 3 місяці тому

      ​@@subashchand4241to bou ghaita 😡😠😡😠😠😠😠

    • @subashchand4241
      @subashchand4241 3 місяці тому +3

      @@smitasamal40 ଓଡିଶା ରେ ପରା 25ବର୍ଷରୁ ଅଧିକା ରହିଲେଣି....

  • @jayjagannath9165
    @jayjagannath9165 3 місяці тому +60

    ହେ ପ୍ରଭୁ ଜଗନ୍ନାଥ ପ୍ରଭୁ ଏମିତି ଭଲ ରେ ରଖିଥାଏ ମୋ ପ୍ରିୟ ନବୀନ ପଟ୍ଟନାୟକଙ୍କ sir ଙ୍କୁ

  • @nibeditajena3070
    @nibeditajena3070 3 місяці тому +185

    ନବୀନ pattnaik ଙ୍କର ଆଉ କ୍ଷମତା ଲୋଭ ନଥିଲା କାରଣ ସେ ଭଗବାନଙ୍କ ବରପୁତ୍ର, ତେଣୁ ମିଛମାୟା ତାଙ୍କୁ ସ୍ପର୍ଶ କରିନାହିଁ, ସେ ଅବିଚଳିତ, କିନ୍ତୁ ସମଗ୍ର ଓଡିଶା ବାସୀ ବିଚଳିତ, ତାଙ୍କୁ କ୍ଷମତା ରେ ନ ପାଇ, ଭଗବାନ ତାଙ୍କୁ ସୁସ୍ଥ ଓ ନିରାମୟ ରଖନ୍ତୁ 🙏🙏🙏🙏

  • @smitasamal40
    @smitasamal40 3 місяці тому +77

    ଯୋଉ ସରକାର କୃଷକ ମାନଙ୍କ ପାଇଁ ଏତେ କିଛି କଲା । ଯୋଉ ସରକାର ପ୍ରଥମେ କାଳିଆ ଯୋଜନା କଲା ।ଯାହାକୁ ଦେଖିକି ମୋଦି ବଳିଆ ଯୋଜନା କଲା । ଆଉ ସବୁଠୁ ବଡ଼ କଥା ମୋଦି ନବୀନ ସରକାରଙ୍କ ବିରୁଦ୍ଧରେ ରେ ଯେତେ ଯାହା କହିଲେ ବି ନବୀନ ସରକାର ଆଜି ପର୍ଯ୍ୟନ୍ତ ମୋଦି ଙ୍କ ବିଷୟରେ କିଛି ବି କହିନାହାନ୍ତି । ଏଇଟା ତାଙ୍କର ବଡପଣ । ତାଙ୍କ ନିଜ ଦଳ ର ଲୋକ ଯାହା କୁହନ୍ତୁ ପଛେ ସିଏ କିଛି କହିନାହାନ୍ତି। ଆଗରୁ ପିଲାମାନେ ସ୍କୁଲ ଯାଉନଥିଲେ , ସ୍କୁଲ ବ୍ୟବସ୍ଥା ଭଲ ନଥିଲା ତାକୁ ସୁଧାରି ଲେ ଆମ ପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିଲାମାନଙ୍କ ପାଇଁ ମାଗଣା ଖାଦ୍ୟ , ପୋଷାକ, ପୁସ୍ତକ, ଯୋଗେଇଲେ ନବୀନ ପଟ୍ଟନାୟକ । ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ , ମହିଳା ଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବଧା କଲେ ।ହେଲେ ମୋଦି ସରକାର କହିଛନ୍ତି କି ମୁଁ ପୁରୁଷ ପାଇଁ ୫ ଲକ୍ଷ ଆଉ ମହିଳା ପାଇଁ ମଧ୍ୟ ୫ଲକ୍ଷ ର ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ତେବେ ଆପଣ ମାନେ କୁହନ୍ତୁ କିଏ ଭଲ । ସିଏ ହିଁ ଆମକୁ ରାସ୍ତା ସୁବିଧା ଯୋଗେଇଛନ୍ତି । ଆଉ ଏମିତି ରେ ବି ମୋଦି ସରକାର ଘୋଷଣା କରିଛନ୍ତି ହେଲେ କାର୍ଯ୍ୟ ରେ କରିନାହାନ୍ତି। ଆଜି ପର୍ଯ୍ୟନ୍ତ ଏମିତି ବହୁତ ହେଇଛି ମୋଦି ସରକାର ବହୁତ କିଛି ଘୋଷଣା କରିଛନ୍ତି ହେଲେ କାର୍ଯ୍ୟ ରେ କରିନାହାନ୍ତି। ଯିଏ ଆମ ଓଡ଼ିଶା ପାଇଁ ଏତେ କିଛି କରିଛି ତାକୁ ହିଁ ଏହି ସ୍ୱାର୍ଥପର ମଣିଷ ଭୁଲିଗଲା। ଲୋକ ମାନଙ୍କୁ ଯେ ପର୍ଯ୍ୟନ୍ତ Bjd ସହାୟତା କରୁଥିଲା ସେ ପର୍ଯ୍ୟନ୍ତ ତାର ଗୁଣ ଗାଉଥିଲେ ହେଲେ ଆଜି ସେ ସବୁ ଭୁଲିତାକୁ ଗାଳି କରୁଛନ୍ତି। ଯୋଉ ଥାଳିରେ ଖାଉଛନ୍ତି ସେହି ଥାଳିରେ ଛେପ ପାଉଛନ୍ତି ଏମିତିକା ମଣିଷ କୁ ନମକ ହାରାମ୍ କୁହାଯାଏ।ଆରେ ସିଏ ତ ଗରିବ ଲୋକଙ୍କ ବନ୍ଧୁ❤❤❤❤। ଗୁଜୁରାଟ ରେ Bjp ଅଛି ହେଲେ ସିଏ ନମ୍ବର ୧ ହେଇପାରିଲାନି । ବିଜେପି କିଛି ରାସ୍ତା ନ ପାଇ କ୍ଷମତା ଲାଳସା ରେ କେତେ ଶସ୍ତା ରାଜନୀତି କରୁଛି।କେବଳ ଭୋଟ ପାଇଁ ଓଡିଶା କୁ ଏତେ ଥର ଆସୁଛି । ଯଦି ବିଜେପି ରେ ଲୋକପ୍ରିୟତା ରହିଛି ସରକାର ଗଠନ କରିବାର ଦମ୍ ରହିଛି ତାହାଲେ ଜଣଙ୍କ କଥା କୁ କାହିଁକି ବିକୃତ ଆଉ କଦର୍ଥ କରି ପ୍ରଘଟ କରୁଛି ? ଏହା କେଉଁ ରାଜନୀତି ର ପରିଚାୟକ ! ଓଡିଶା ରେ ଜନତା ଙ୍କ ପାଇଁ ହେଉଥିବା ବିକାଶ ମୂଳକ କାର୍ଯ୍ୟ କୁ ବିରୋଧ କରି ଓଡିଶା କୁ ପଛକୁ ଟାଣି ନେଉଛନ୍ତି bjp ର ନେତା ମାନେ । ଏମାନଙ୍କୁ ଟିକେ ହେଲେ ଲାଜ ନାହିଁ ।ଏତେ ସୁବିଧା କଲା ପରେ ବି Bjd କୁ ସମ୍ମାନ ମିଳୁନି । Bjp ଥରେ କହିଥିଲେ କି ଘର ଜଣକୁ ଚାକିରି ମିଳିବ କାଇ ସେଇଟା ତ ହେଲାନି।ଆଉ ଏମିତିରେ ବି BJP Mane ଆମର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ର ପ୍ରଧାମନ୍ତ୍ରୀ ହିସାବ ରେ ଓଡ଼ିଶା କଣ ଭାରତ ରେ ଦାଦନ ହଟଉ ନାହାନ୍ତି କଣ ପାଇଁ କଣ ସେ ଖାଲି ଓଡ଼ିଶା କୁ ଆସିଲେ ହିଁ ଦାଦନ ରହିବନି ସେ ପ୍ରଧାମନ୍ତ୍ରୀ ହିସାବ ରେ ହଟାନ୍ତୁ।❤❤ bjp ଚାହିଁଥିଲେ bharat ର ପ୍ରଧାମନ୍ତ୍ରୀ ହିସାବ ରେ ଭାରତ ରେ ମଦ ବନ୍ଦ କରିପାରିଥାନ୍ତେ ।ଏଥିରେ bjd ର କିଛି ଦୋଷ ନାହିଁ । ରାଜନୀତି ନୁହେଁ ଦେବନୀତି ରେ ବିଶ୍ୱାସ ରଖେ Bjd।❤❤

    • @debubarik8977
      @debubarik8977 3 місяці тому +3

      Nice line ଭାଇ

    • @TARINIPATTANAIK
      @TARINIPATTANAIK 3 місяці тому +3

      Nice line Bhai. Thank you a lot 🙏

    • @SDash-ki2ob
      @SDash-ki2ob 3 місяці тому +7

      କଣ କରିବା ଓଡ଼ିଶା ଲୋକ ମାନେ ବୁଝିଲେନି।।Naveen sir great ❤

    • @Satu.4
      @Satu.4 3 місяці тому +1

      Aji rupees value sabuthu kam heijaichi jebethu india helani.....eita modi kebe kahibani...bt odisha dadan hateiba

    • @dusmantanaik2506
      @dusmantanaik2506 3 місяці тому +3

      Respect you sir

  • @fakirmohansahoo2079
    @fakirmohansahoo2079 3 місяці тому +77

    ନବୀନ ବାବୁଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ 🙏🙏🙏🇮🇳🇮🇳🇮🇳🇮🇳👍🏾👍🏾👍🏾🙏🙏🙏🙏

  • @Sashi_Dev_Nayak.
    @Sashi_Dev_Nayak. 3 місяці тому +233

    ମୁଁ ତୋ କେବେବି ମାନିବିନି ମୋହନ ମାଝୀ ଙ୍କୁ ମୁଖ୍ୟମନ୍ତ୍ରୀ ବୋଲି ମୋ ପାଇଁ ଏବେ ବି CM ନବୀନ ପଟ୍ଟନାୟକ ତାଙ୍କ ଜାଗା କୁ କିଏ ବି ନେଇ ପାରିବେ ନାହିଁ ❤

  • @Smilebaliarsingh3056
    @Smilebaliarsingh3056 3 місяці тому +170

    Naveen pattanaik ta pura susta achhanti.Kahinki ete michha tanka na re kahi tanku blame karagala.

    • @trishuvlogs55
      @trishuvlogs55 3 місяці тому +1

      Pandian kanhiki tanka maik dharu thila

    • @meinhunnaa8277
      @meinhunnaa8277 3 місяці тому

      Due to pandian nothing else

    • @SwopnaDas-f6q
      @SwopnaDas-f6q 3 місяці тому +2

      Aare Bhai tote se ସୁସ୍ଥ ଦେଖାଯାଉ ଛନ୍ତି ହେ ଭାଇ ତୁ tahle to bapa ku bi ବୟସ ରେ କାମ କରେଇବୁ ଯାହା ଦେଖା ଗଲାଣି ଟିକେ rest ଦବୁନି

    • @mahisahoo3426
      @mahisahoo3426 3 місяці тому +3

      Kichhi ta katha thila agaru se kichhi alga thile but ebe pura sustha dekhajauchanti..se bahut sarala ..aji dekhiki respect badhijaechi

    • @muodia2047
      @muodia2047 3 місяці тому +2

      Sustha nathile. June 4 pare medicine bhala heichhanti. Pandu tanku psychiatric medicine dei achala kari rakhi thila.

  • @Susil.comedytadka
    @Susil.comedytadka 3 місяці тому +106

    Ama cm neven Pattnaik nku Bharat Ratna dia jau

  • @prafulladash8040
    @prafulladash8040 3 місяці тому +15

    ମୁଁ ଏଇଥି ପାଇଁ ଖୁସି ଯେ ନବୀନ ବାବୁ ଚାପମୁକ୍ତ ହୋଇ ମାନସିକ ଓ ଶାରୀରିକ ଭାବରେ ଅଧିକ ସୁସ୍ଥ ହୋଇ ପାରିଛନ୍ତି।ମୁଁ ତାଙ୍କର ଦୀର୍ଘ ତଥା ନିରାମୟ ଜୀବନ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି।

  • @ManojKumar-vj6mr
    @ManojKumar-vj6mr 3 місяці тому +223

    ଆଜିବି ଆମ ମୁଖ୍ୟମନ୍ତ୍ରୀ ଅଛନ୍ତି ନବୀନ sir ନବୀନ ବାବୁ

    • @Bargarh11
      @Bargarh11 3 місяці тому +1

      ତମେ କୋଉ ରାଜ୍ୟର । 😂

    • @dillipkumarsahu415
      @dillipkumarsahu415 3 місяці тому

      Magana khia

    • @kkbbkk1222
      @kkbbkk1222 3 місяці тому +4

      ​@@dillipkumarsahu415 Tax ame deichu magena kn kire to bopa dei thila

    • @kkbbkk1222
      @kkbbkk1222 3 місяці тому +3

      ​@@Bargarh11 Nabin odisha ra ame

  • @SrimatiNayak-df1qw
    @SrimatiNayak-df1qw 3 місяці тому +13

    କିଏ କିଏ ନବୀନ ବାବୁଙ୍କୁ ଭଲ ପାଉଛ like କର😊😊😊❤❤

  • @DollyBehera-uy9ki
    @DollyBehera-uy9ki 3 місяці тому +48

    ନବୀନ sir କୁ ଦେଖିଲେ ସତରେ moate କାନ୍ଦ କାନ୍ଦ ଲାଗୁଚି

  • @arunkumarmohanty6292
    @arunkumarmohanty6292 3 місяці тому +61

    ଓଡ଼ିଆ ହୃଦୟର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ କୋଟି ସଲାମ 🙋‍♂️🙋‍♂️🙋‍♂️🙋‍🙋‍♀️🙋

  • @pabitramohanputi2644
    @pabitramohanputi2644 3 місяці тому +72

    The jewel of odisha Naveen Patnaik sir

  • @alokadebapahi3093
    @alokadebapahi3093 3 місяці тому +291

    ସେ ହେଉଛନ୍ତି ସେମାନେ ସମସ୍ତଙ୍କ ଠୁ ମୋଷ୍ଟ senior, ବୟସ୍କ, ନିପୁଣ, experienced, 5 times CM , well high educated, decent,
    ତେଣୁ respect ଦେବା ନିହାତି ଦରକାର ଆଉ ସେ respect ପାଇବା ପାଇଁ ହକଦାର, ସବୁଠୁ ବଡ଼ କଥା BJP ra ସମସ୍ତ କର୍ୟକର୍ତା, ସହ କର୍ମୀ ସେମାନେ ସମସ୍ତେ ଆମର ଭାରତୀୟ ସଂସ୍କୃତି ର ବିଚାର ଧାରାରେ ଆନୁଗତ୍ୟ। ସେମାନେ ତାଙ୍କ ସଂସ୍କାର ରେ କେବେ ଭୁଲ୍ କରିବେନି , ସେ ଦଳ ର ନାଁ ହେଉଛି ଭାରତୀୟ ପାର୍ଟି ଆମ ଭାରତୀୟ ସଂସ୍କୃତି ଓ ପରମ୍ପରା ରେ ସଦୃଢ଼।

    • @pratyushkhilar5170
      @pratyushkhilar5170 3 місяці тому +8

      Tahele Naveen Pattanaik unfit au AI katha kie uthauthila😂😂😂

    • @sriyanshupadhi6627
      @sriyanshupadhi6627 3 місяці тому +1

      Right bhai❤

    • @sysam5648
      @sysam5648 3 місяці тому

      Toh bopa uthau thila bedha chhua ​@@pratyushkhilar5170

    • @Jyotiranjan-Routray-07
      @Jyotiranjan-Routray-07 3 місяці тому

      Both physical and mentally unfit it's not ninda​@@pratyushkhilar5170

    • @Stoic_forever07
      @Stoic_forever07 3 місяці тому +10

      Belajya party seita , election purba ru abhadra byabahar au ebe sammana chhi thu se party ku

  • @brajeswarisingh909
    @brajeswarisingh909 3 місяці тому +65

    ଲୋକେ ତାଙ୍କୁ ଖାଇଦେଲେ, ସାର ଆସିଲେ, ବହୁତ ବଡ଼ ଭଲ କାମ କଲେ 🙏

  • @Anshu_777..
    @Anshu_777.. 3 місяці тому +28

    ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକସାରବହୁତସରଳ ନିଷ୍କପଟ ନିର୍ମଳ ହୃଦୟ ବ୍ୟକ୍ତି । ଭଗବାନ ତାଙ୍କୁ ଦୀର୍ଘାୟୁକରନ୍ତୁ

  • @sampadkumarswain4346
    @sampadkumarswain4346 3 місяці тому +173

    Best cm of odisha Naveen Pattnaik

  • @mehndistylish0110
    @mehndistylish0110 3 місяці тому +55

    Mo naveen sir samastanka thu alaga❤❤❤

  • @RAKESH20249
    @RAKESH20249 3 місяці тому +86

    The great person Navven Patnaik ❤️ Love' you sir

  • @krishnakhandagiri9887
    @krishnakhandagiri9887 3 місяці тому +68

    Ur great cm Naveen babu
    ❤❤❤❤i miss u sir

  • @sradhanjalibiswal
    @sradhanjalibiswal 3 місяці тому +25

    Naveen pattanaik always my heart ❤️❤️ miss you sir....

  • @kiran9388
    @kiran9388 3 місяці тому +15

    Yes yes world's no.1 CM Nabin Sir ❤
    We all Love, people odisha each one, we all sure who ever may be in different party, always great man, we want to see as CM Nabin sir till the end.. ❤❤❤ Great CM u r everyone's heart for ever. Thanks Kaling TV.

  • @sbcreation371
    @sbcreation371 3 місяці тому +6

    ମୁଁ ବିଜେପି ହେଲେ ମଧ୍ୟ ନବୀନ ପଟ୍ଟନାୟକଙ୍କ ପାଇଁ ସାରା ଓଡ଼ିଶା ଆଜି ମୁଣ୍ତ ତଳକୁ ନଇଁ ଯାଉଛି , ସତ୍ ସଲମ୍ ସେହି ମୋହନ୍ ମହାପୁରୁଷଙ୍କୁ , ଜୟ ଜଗନ୍ନାଥ ,

  • @SNOdianews
    @SNOdianews 3 місяці тому +23

    Amo nabin sir pari kehi hebani kebebi hebani❤❤❤

  • @meinhunnaa8277
    @meinhunnaa8277 3 місяці тому +17

    Aaji prove karidela bjp ra samasta loka navin sir nku respect deiki bahut bada kama karichhanti navin sir always navin sir ❤❤❤❤

  • @sankarpradhan3486
    @sankarpradhan3486 3 місяці тому +33

    This is sri naveen Patnaik for all❤❤❤

  • @sandip870
    @sandip870 3 місяці тому +11

    His gentleman and caring behaviour makes us respect him more and more...his way of politics should be the role model for all

  • @suchonatvbyrashmiranjan8675
    @suchonatvbyrashmiranjan8675 3 місяці тому +32

    Kete sorolo Loko amo CM

  • @rameshrath1551
    @rameshrath1551 3 місяці тому +10

    Nabin pattanaik is Nabin pattanaik. No one can replace him as C . M.God bless him with good health.

  • @rajeshkumarbehera5549
    @rajeshkumarbehera5549 3 місяці тому +61

    Navin sir ..very nice person

  • @sanjibkumarsahoo5453
    @sanjibkumarsahoo5453 3 місяці тому +5

    Naveen pattanaik odisha basi nka imotion.. Rajanti ru bohu upare tanka byaktitwa . We always love you sir

  • @simantinijena959
    @simantinijena959 3 місяці тому +13

    କାହିଁ ଆଜିତ ଏତେ ସମୟ ଧରି ଏତେ ଲୋକ ମାନଙ୍କ ସହ ରହିଲେ.. ତାଙ୍କୁ dependent କରିଦିଆଯାଇଥିଲା. 🙏🏻

    • @mdaminuzzaman3638
      @mdaminuzzaman3638 3 місяці тому

      Na se sabu micha thila ye Katha birodhi Loko Mane lakongu ku budhi banei chanti

  • @sushamadash8383
    @sushamadash8383 3 місяці тому +35

    Age is a great factor.Every life should accept this, old-age is the greatest blessing of God.❤❤

  • @chandrakantibehera9413
    @chandrakantibehera9413 3 місяці тому +31

    Bast CM

  • @priyabehera5885
    @priyabehera5885 3 місяці тому +14

    Na tama pari kehi achanti na heiparibe nabin no 1 ❤

  • @sambitprakashmohanty4103
    @sambitprakashmohanty4103 3 місяці тому +7

    Respected Naveen Pattnaik sir always in our heart ❤️❤️❤️. Our best CM in odisha.

  • @mishrasaumendra7
    @mishrasaumendra7 3 місяці тому +8

    Sir Naveen Patnaik is a Hero....

  • @AswanKing12
    @AswanKing12 3 місяці тому +8

    ନବୀନ ବାବୁ next ପୁଣୀ ଜିତିବେ

  • @PriyankaSahoo-rs1hb
    @PriyankaSahoo-rs1hb 3 місяці тому +26

    Ur the great Sir❤️

  • @biswaranjanbehera7727
    @biswaranjanbehera7727 3 місяці тому +7

    Really heart touching heart breking moment

  • @sureshbehera7311
    @sureshbehera7311 3 місяці тому +23

    Great nabini

  • @SudarshanRautaray-v1t
    @SudarshanRautaray-v1t 3 місяці тому +20

    Chief Minister n patanayak

  • @PratapMangaraj-l8y
    @PratapMangaraj-l8y 3 місяці тому +3

    ପ୍ରକୃତ ନେତା ନବୀନ ବାବୁ ହାରି ଯାଇଥିଲେ ମଧ୍ୟ ଆଜି ଦେଶବାସିଙ୍କ ହୃଦୟକୁ ଜିତିଯାଇଛନ୍ତି, ସେଥିପାଇଁ ଆଜି ପ୍ରଧାନମନ୍ତ୍ରୀ ସମେତ ଅନେକ ନେତା ତାଙ୍କୁ ମଞ୍ଚ ଉପରେ ସମ୍ମାନ ଜଣାଇଛନ୍ତି, ଏହାକୁ କୁହନ୍ତି ପ୍ରକୃତ ବିରୋଧୀ ଦଳ ନେତା ❤❤❤❤

  • @monalishakar5067
    @monalishakar5067 3 місяці тому +13

    ❤❤❤❤nabin sir

  • @sujatakhusi3463
    @sujatakhusi3463 3 місяці тому +6

    Sabu bele ama cm hei rahibe ama Naveen babu Jay Naveen🙏

  • @kalpatarurout3073
    @kalpatarurout3073 3 місяці тому +17

    Great CM

  • @SasmitaParida-wj6vn
    @SasmitaParida-wj6vn 3 місяці тому +8

    Miss you🙏🙏🙏🙏🙏 BJD❤❤❤❤❤❤❤❤❤❤❤❤❤❤❤❤❤❤❤I love you❤❤❤ naveen sir

  • @manashabehera6615
    @manashabehera6615 3 місяці тому +4

    Jay Jagannath 🙏🙏🙏

  • @santoshsenapati408
    @santoshsenapati408 3 місяці тому +15

    Salute

  • @RanjanTadingi-eg3fj
    @RanjanTadingi-eg3fj 3 місяці тому +2

    ବହୁତ ସୁନ୍ଦର ଏବେ ମଧ୍ୟ ଓଡ଼ିଶା ବାସିଙ୍କ ହୃଦୟରେ ଅଛନ୍ତି ନବୀନ ସାର୍ ଆଉ ରହିବ❤❤❤

  • @SAMIRMARNDI-d9o
    @SAMIRMARNDI-d9o 3 місяці тому +21

    Ei balo minister heiparibeni amoro sabubele chief minister Naveen Patnaik sir........ love you sir you are great

    • @swagatbehera1591
      @swagatbehera1591 3 місяці тому

      Tume to Khali coastal belt Raj Kariba...alaga kehi hele tuma deha sahu naahi

    • @SAMIRMARNDI-d9o
      @SAMIRMARNDI-d9o 3 місяці тому

      @@swagatbehera1591 sato ki bhai deho sahuni........tomoro sahuchhi to then ok

    • @sandeepsubhankarCHO
      @sandeepsubhankarCHO 3 місяці тому

      Samaste vala apekhya kara

  • @shaiili6204m
    @shaiili6204m 3 місяці тому +1

    Jai Shree Jagannath 🙏 Love you Naveen babu ❤. You were, you are and you will remain the best CM for us forever.🙏❤

  • @manojbehera7593
    @manojbehera7593 3 місяці тому +11

    N c m old is gold

  • @rasmitaswain5626
    @rasmitaswain5626 3 місяці тому +2

    Kali thile aji b achanti au sabubele am manare rahibe naveen sir ❤

  • @khageswarseth3165
    @khageswarseth3165 3 місяці тому +8

    Ama priya cm thile navin sir i miss u lot sir

  • @satyaranjan6971
    @satyaranjan6971 3 місяці тому +33

    Jay Naveen sir ❤❤❤❤❤❤

  • @AzmijahanSultana
    @AzmijahanSultana 3 місяці тому +1

    Odisha mati mono re Naveen Patnaik achanthi. Shri Naveen Patnaik jindabad Biju janta dal.🎉

  • @SudarshanRautaray-v1t
    @SudarshanRautaray-v1t 3 місяці тому +27

    N best c m

  • @soumendrabehera
    @soumendrabehera 3 місяці тому +13

    Naveen sir 🥹♥️

  • @smrutisarangi1651
    @smrutisarangi1651 3 місяці тому +7

    Only Naveen Pattnaik sir 💚💚💚

  • @dailylifestyle420
    @dailylifestyle420 3 місяці тому +2

    I miss you Naveen sir ❤️
    ମୋ ପାଇଁ ମୋ ମୁଖ୍ୟମନ୍ତ୍ରୀ ନବୀନ ସାର

  • @ChandManihar-dj3ts
    @ChandManihar-dj3ts 3 місяці тому +3

    Great man naveen sir

  • @manojkumarrout7067
    @manojkumarrout7067 3 місяці тому +11

    ❤❤❤❤❤❤❤ Naveen sir...

  • @simantinijena959
    @simantinijena959 3 місяці тому +5

    ଅସୁସ୍ଥ କେହି ତାଙ୍କୁ କରେଇଦେଇଥିଲେ

  • @hemantapradhan883
    @hemantapradhan883 3 місяці тому +12

    Best cm

  • @manaschhotaray8402
    @manaschhotaray8402 3 місяці тому +3

    Come back again sir

  • @diptimayeebehera9623
    @diptimayeebehera9623 3 місяці тому +1

    Ama ମୁଖ୍ୟ ମନ୍ତ୍ରୀ ବହୁତ୍ ମହାନ୍ ତାଙ୍କ ଭଳି କେହି ହେଇ ପାରିବେ ନାଇ🙏

  • @santalikalapq3
    @santalikalapq3 3 місяці тому +9

    Nabin patnaik is the best

  • @lovingbird988
    @lovingbird988 3 місяці тому +5

    Navin sir is best

  • @adammohammad2494
    @adammohammad2494 3 місяці тому +2

    Best CM of odisha Naveen Pattnaik ❤❤❤👑👑👑 King of odisha

  • @santoshbehera1682
    @santoshbehera1682 3 місяці тому +5

    You r great sir, such a great person 😊😢

  • @Sravan8042m
    @Sravan8042m 3 місяці тому +1

    Love you Naveen babu.❤ You are not only a good leader; but also a gem of persons. Such a personality rare to find these days. May Lord bless you with good health dear Naveen babu❤. We all miss you as our CM.😢

  • @Fun_Amphibian_1852
    @Fun_Amphibian_1852 3 місяці тому

    Naveen Pattnaik holds a special place in my heart as my chief minister. His leadership is irreplaceable, and the thought of anyone else taking his place brings tears to my eyes 😭😭

  • @jackgourav1311
    @jackgourav1311 3 місяці тому +1

    Nijara personality emiti gadhantu......apanaka satru nka muhan re apanaka prasansa rahu thiba.......what a great personality.....Sri Naveen Patnaik sir.......🙏🙏🙏🙏🙏we all odisha people loves you....and u all always live in ours heart sir❤❤❤.

  • @yudhisthir123
    @yudhisthir123 3 місяці тому +7

    Iloviu🌹🌹navin sare

  • @rabichandrapal632
    @rabichandrapal632 3 місяці тому +1

    ଧନ୍ୟବାଦ ସାରା ଭାରତ ବର୍ଷ ରେ ପୁଣି ଆପଣ ଦେଶ ଓ ବିଦେଶ ରେ ଏକ ମହାନ ଜନନାୟକ ଭାବେ ଚର୍ଚ୍ଚିତ ହେଇଗଲେ " ବିଜୁ ବାବୁ " ଙ୍କ ବ୍ୟକ୍ତିତ୍ୱ ଭଳି... କେବଳ ସରକାରୀ ବିଦେଶୀ ବାବୁ ଙ୍କ ଆତ୍ମ ପ୍ରଚାର ପାଇଁ, ଆତ୍ମ ଗର୍ବ ଆପଣଙ୍କ ମହାନତା କୁ କର୍ମୀ ଓ ଜନସାଧାରଣ ଙ୍କ ଠୁ ଦୁରେଇ ନେଲା, ତଥାପି ଆଜିର ଏ ମହାନ ଗଣତନ୍ତ୍ର ପର୍ବରେ.... ଆପଣ ବିରୋଧୀ ନେତା ହେବେ ଓଡିଶା ର ଆଉ ଆପଣଙ୍କ ଠୁ ଅନେକ ଶିଖିବାର ଶିକ୍ଷଣୀୟ ଆଧାର ଦେଶର ସଂସଦ ରେ ବିରୋଧୀ ଦଳ ର ନେତା ମାନ୍ୟତା ପାଇବାକୁ ଯାଉଥିବା ଶ୍ରୀ ରାଜୀବ ଗାନ୍ଧୀ ଶ୍ରୀ ନବୀନ ଜୀ ଙ୍କ ଠୁ ଶିଖନ୍ତୁ... ତେବେ ଯାଇ ଗଣତାନ୍ତ୍ରିକ ଦଳ ରେ ଲୋକତନ୍ତ୍ର ରୁଚିମନ୍ତ, ରୁଦ୍ଧିମନ୍ତ ହେଇ ପାରିବ

  • @AkashCivilServicesPoint
    @AkashCivilServicesPoint 3 місяці тому +2

    ଆଯି ମୁଖମନ୍ତ୍ରୀଙ୍କୁ ସ୍ଵାଧୀନ ଦେଖି ବହୁତ ଆନନ୍ଦ ଲାଗିଲା |

  • @ItishreeBag-ri3jw
    @ItishreeBag-ri3jw 3 місяці тому +1

    ଆମ ଓଡ଼ିଶା ର ମହାନ ଜନନାୟକ ରାଷ୍ଟ୍ର ନାୟକ ପ୍ରିୟ ପୂର୍ବତନ ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାର ଆଇ ଲଭ ୟୁ❤❤❤ ସାର ଜୟ ବନ୍ଦେ ଉତ୍କଳ ଜନନୀ ଜୟ ଜଗନ୍ନାଥ 🌑‼️🌑🙏🙏🙏

  • @ommprakashsethi7909
    @ommprakashsethi7909 3 місяці тому +1

    ନବୀନ ପଟ୍ଟନାୟକଙ୍କ ହରିକି ମଧ୍ୟ ଜିତିଛନ୍ତି ସମସ୍ତ ଙ୍କ ହୃଦୟ

  • @gayatree3302
    @gayatree3302 3 місяці тому +1

    See how polite nature Navin Pattnaik humble no one just like navin Pattnaik.

  • @chinmayeesahoo1824
    @chinmayeesahoo1824 3 місяці тому +1

    Aji bi mana manunahi je ei samarohare apana sapatha grahan karunahanti boli.laguchi jemiti sabu ayojana apananka pain.miss u sir.god sustha re rakhantu au dirghayu karanti.

  • @SonuMaharana-lf8pt
    @SonuMaharana-lf8pt 3 місяці тому +1

    ଆମ ନବୀନ ବାବୁ ରାଜ୍ୟ ର ମୁଖ୍ୟ ମନ୍ତ୍ରୀ ,ନ ହୁଅନ୍ତୁ କିନ୍ତୁ ଆମ ମାନଙ୍କ ପଇଁ ସେ ଆଜି ଭି ଆମ ପ୍ରିୟ ନବୀନ ବାବୁ।ତାଙ୍କୁ ଯେତିକି ମଜ୍ୟଦା ମନରୁ ଆସେ ,ଆଉ କାହାପ୍ରତି ଆସେନାହିଁ।ନବୀନ ବାବୁ ପରାଜୟ ପରେ ମନ କିଛି ଭଲ ଲାଗୁନଥିଲା ।ହେଲେ ଆଜି ନବୀନ ବାବୁ ଖୁସି ଥିବା ଦେଖିଲେ ଭଲ ଲାଗୁଛି।ହଉ ଭଗବାନଙ୍କ ଇଚ୍ଛାରେ ତ ସବୁ ହୁଏ ,ତେବେ ଆମ ନବୀନ ବାବୁ ଟିକିଏ ରେଷ୍ଟ୍ ନିଅନ୍ତୁ।କାମ ତ ଅନେକ କରିଛନ୍ତି ।ଏବେ ତାଙ୍କୁ ଭଗବାନ ସୁସ୍ଥ ରଖନ୍ତୁ।❤ You sir

  • @Healthin2791
    @Healthin2791 3 місяці тому

    ନିରୀହ ଆଉ ସରଳ ନବୀନ ବାବୁ 🙏🙏🙏

  • @rishikeshnandavicky5682
    @rishikeshnandavicky5682 3 місяці тому +2

    Tame thila au thiba.Bhagaban apana ku satayu karantu

  • @NiranjanMohanty-w5g
    @NiranjanMohanty-w5g 3 місяці тому +1

    ଅର୍ଗସ କୁଆଡେ -----ଦେଖାଉଛି ଦେଖ ଚାମଚା ଅର୍ଗସ ମିଡ଼ିଆ ନବୀନ ସବୁବେଳେ ନବୀନ ଦେଖାଉନ କୁଆଡେ ତାଙ୍କ ହାତ ଥରୁଛି ତାଙ୍କ ଦେହ ଭଲ ନାହିଁ ତମ ମିଡ଼ିଆ ଆଣି ମେଡ଼ିସିନ ଦଉ ଥିଲା ଭାଡୁଆ ମିଡ଼ିଆ ଅର୍ଗସ

  • @bharatiparida1536
    @bharatiparida1536 3 місяці тому +2

    number 1 mukhya mantri navin patnak navin babu jindabad navin babu jindabad

  • @bnmohanty2553
    @bnmohanty2553 3 місяці тому +1

    ଓଡ଼ିଶାବାସୀଙ୍କ ହୃଦୟରେ ସାର ସବୁବେଳେ ଥିଲେ ଏଵଂ ସର୍ବଦା ରହିବେ ପ୍ରଣାମ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆପଣଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି ଜୟ ଜଗନ୍ନାଥ

  • @somiyopattnaik444
    @somiyopattnaik444 3 місяці тому +3

    Our cm best cm best person in the world sir naveen Pattnaik ❤❤I love you sir

  • @amrutswain8694
    @amrutswain8694 3 місяці тому

    Highly educated CM..so simple ...sir we will miss u

  • @Ranjitbarik-yt3mk
    @Ranjitbarik-yt3mk 3 місяці тому +4

    Naveen Patnaik CM great

  • @sureshchandragadaba7531
    @sureshchandragadaba7531 3 місяці тому +2

    Power of Naveen sir
    Odisha's Best CM

  • @kamlarao1196
    @kamlarao1196 3 місяці тому +3

    Great sir 🙏

  • @pcm1022
    @pcm1022 3 місяці тому +1

    ମୋର ମା ଥିଲେ ମୋର ଆମରସଵୁକିଛିଥିଳେ😂😂😂😂😂😂😂😂😂😂😂😂

  • @amritaayusmitanayak3128
    @amritaayusmitanayak3128 3 місяці тому

    Naveen sir nku mor kotie pranam,he mahaprabhu shree jagat ra na jagannath Tama choka dola re puni Naveen sir nku anantu

  • @babulmohantynankar9009
    @babulmohantynankar9009 3 місяці тому +1

    ନବୀନ ପଟ୍ଟନାୟକଙ୍କ ଠାରୁ ରାଜନୀତି ଶିଖ

  • @madhumohapatra4819
    @madhumohapatra4819 3 місяці тому +2

    Real Hero Naveen Pattnaik

  • @bapi9438
    @bapi9438 3 місяці тому +1

    Mu jaithili up office kamare hotel Malika pacharila kouthu asichhanti mu kahili odisha se sange sange kahile ur state CM naveen Pattanayak is best .atiki suni mu bahut khusiheigali ahuri bahut katha kahile se naveen sir nka bisayare "Jay Jagannath "

  • @dineshkumarbarik4269
    @dineshkumarbarik4269 3 місяці тому +2

    Tanka bhalia CM kebe b au milibeni
    Greatest CM of all time