Caretaker Files Complain of Torture by Odia Film Actor Riya Dey & Her Husband in Bhubaneswar

Поділитися
Вставка
  • Опубліковано 8 лип 2024
  • ଓଡ଼ିଆ ଅଭିନେତ୍ରୀ ରିୟା ଦେ'ଙ୍କ ନାଁରେ ଥାନାରେ ଅଭିଯୋଗ । ରିୟାଙ୍କ ଘରୁ ଖସିଆସି ଥାନାରେ ଅଭିଯୋଗ କଲେ ଯୁବତୀ ।
    #ArgusDigital #riyadey
    Follow us on Instagram :
    / argustvdigital
    Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
    Caretaker Files Complain of Torture by Odia Film Actor Riya Dey & Her Husband in Bhubaneswar
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argustvdigital
    UA-cam- / @argusdigital.official
    Instagram: / argustvdigital

КОМЕНТАРІ • 784

  • @barsaraninayak2324
    @barsaraninayak2324 17 днів тому +215

    Humanity loss

  • @rajeshbag4453
    @rajeshbag4453 17 днів тому +256

    ଛୀଗୋ ଇ ଶଳା film ଅଭିନେତ୍ରୀ ଉପରୁ ଚିକଣ ଭିତରୁ କୁହା ଉଚିତ ଶାସ୍ତି ମିଳୁ 😞😞😞😞😞

  • @pratyushsamal861
    @pratyushsamal861 17 днів тому +156

    ଏ କଥାରେ ଯଦି ସତ୍ୟତା ଥାଏ ସେ ରିୟା ଦେ ଆଉ ତା ସ୍ୱାମୀକୁ କମସେ କମ 20 ବର୍ଷ ଜେଲ ଦିଆଯାଉ

    • @anantanahak2718
      @anantanahak2718 17 днів тому +6

      Nai 95 years

    • @anandachandrapadhan2482
      @anandachandrapadhan2482 17 днів тому +4

      Excellent excellent statement 😢😢

    • @anjananayak747
      @anjananayak747 16 днів тому +3

      😂😂😂 ତମେ ତ ଜର୍ଜ୍ 😂
      ଏଇ କେଶ୍ ରେ 20 ବର୍ଷ ଜେଲ୍ ହେଲେ ମର୍ଡର କେଶ୍ ରେ କଣ 100 yr😂

    • @pratyushsamal861
      @pratyushsamal861 16 днів тому

      @@anjananayak747 ଜର୍ଜ

    • @AjayaDigal-ix6rr
      @AjayaDigal-ix6rr 15 днів тому

      Sabu micha katha kichi Kari paribeni ok

  • @sanjayabhoi247
    @sanjayabhoi247 17 днів тому +128

    ବାସ୍ତବିକ୍ ରେ ଫିଲ୍ମ୍ ଅଭିନେତ୍ରୀ ମାନେ acting ରେ ଯେମିତି କାମ କରନ୍ତି ବାସ୍ତବିକ୍ ଜୀବନରେ ଓଲଟା ରିୟା ଦେ ଙ୍କ ସ୍ୱାମୀ ଙ୍କୁ ଉଚିତଦଣ୍ଡ ଦିଆଯାଉ

    • @akshaypradhan40
      @akshaypradhan40 12 днів тому +1

      Chor mgya jaka sabu bhai....kahara charitra bhala nuha....

  • @sriaurobindoashram7473
    @sriaurobindoashram7473 17 днів тому +248

    ରିୟା କୁ ସାସ୍ତି ଦରକାର

  • @Sandhyarani-xs9ju
    @Sandhyarani-xs9ju 17 днів тому +78

    ଧନୀ ବେ।ଲି ଗରିବର କଣ ଇଜ୍ଜତ କଣ ନାହିଁ ପାଠ ବେସି ପଡି ଛନ୍ତି ନୁହେଁ ଛି ଛି ଧନ ନୁହେଁ ମନ ବଡ଼ କର 🙏 ରୂପ ସୁନ୍ଦର ଗୁଣ ଏମିତି

    • @JitendraBehera-gp9ko
      @JitendraBehera-gp9ko 17 днів тому +4

      Janina ki agare gote Rupa aau pachha re aau gote Rupa 😡😡

    • @puspanjalisahoo6813
      @puspanjalisahoo6813 16 днів тому +1

      Se nai nuhe Karan se jadi nari heithanta amiti au gote nari saha Kari nathante

    • @anjananayak747
      @anjananayak747 16 днів тому

      ଝିଅ ପୁରା ସତ କହୁଚି ବୋଲି କେମିତି ଜାଣିବ?

  • @samaruhernna4118
    @samaruhernna4118 17 днів тому +135

    ଏ ଝିଅ ଟି କୁ କେତେ କାମ କରିକି ଖଟଊଥିଲେ ବାଳ ନେତ୍ରୀ ଟେ ରିୟା ଛୋଟ ଘର ଝିଅ ବୋଲି ଏତେ ଦୁଃଖ ରିୟା ତା ଘରେ ବହୁତ କାମ କରାଉଥିଲା

  • @mostpopulartypeofvideos3796
    @mostpopulartypeofvideos3796 17 днів тому +157

    ୟେ ଅନ୍ୟାୟ ଚଳିବ ନାହିଁ ଓଡିଶା ସରକାର ରିୟା ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଦରକାର !

  • @biswambarmahapatra5107
    @biswambarmahapatra5107 17 днів тому +476

    ଜଲଦି ଆରେଷ୍ଟ କର ରୀୟ ଦେ , ତା husband କୁ ଅରେଷ୍ଟ କର ଓଡ଼ିଶା ସରକାର ଙ୍କୁ request କରୁଛି

    • @dibyaranjanbehera7927
      @dibyaranjanbehera7927 17 днів тому +9

      👍👍👍👍

    • @ambarishswain3233
      @ambarishswain3233 17 днів тому +12

      Turant arrest karajau

    • @peaceful608
      @peaceful608 17 днів тому +14

      Riya gote bedhei aau ta swami gote param bedhua ta ta muhan ru lage

    • @user-qu3kh3hf9z
      @user-qu3kh3hf9z 17 днів тому +4

      Ha satha katha

    • @dreamgirllilly2833
      @dreamgirllilly2833 17 днів тому +5

      I hope ki ebe new sarkar ka pakhare poisa ra mulya kichi na thau tahale jain ei jhia ku nyaya mili pariba

  • @Vlog1odisha
    @Vlog1odisha 17 днів тому +25

    Every indian citizens have fundamental rights against exploitation

  • @Kumar.Dada.M5
    @Kumar.Dada.M5 17 днів тому +183

    ଶ୍ରୀ ଯୁକ୍ତ ମୋହନ ମାଝି ସାର ଙ୍କ ପାଖକୁ କଥା ଟା ଯିବା ଦରକାର

    • @Radhekrishna0033
      @Radhekrishna0033 17 днів тому +12

      Kn pain police kn pain achhi tahele police ta kama Karu mukhyamantri kn achhanti police nka kama karibaku

    • @AllIndian240
      @AllIndian240 17 днів тому +13

      ମୁଖ୍ୟନ୍ତ୍ରୀଙ୍କର କଣ କାମ କିଛି ନାହିଁ ।
      ଏ ରୀୟ ଦେ ଭଳି ଶସ୍ତା ଲୋକ ଙ୍କ କେସ ବୁଝିବେ।
      ପୋଲିସ୍ ଵୁଝୁ

    • @Nickey_45-22
      @Nickey_45-22 17 днів тому +3

      Good joke

    • @soumya7123
      @soumya7123 16 днів тому +3

      😂😂😂

    • @Fiftyshadesoffood
      @Fiftyshadesoffood 16 днів тому

      ​@@Radhekrishna0033 thik

  • @marutirout335
    @marutirout335 17 днів тому +19

    Odisha police should take seriously and properly investigation this matter....

  • @sorotoka9717
    @sorotoka9717 17 днів тому +32

    ଆରେଷ୍ଟ କର 2 ଜଣ କୁ ଶଳା ଛୋଟ ଲୋକ ଗୁଡା.... ଓଡିଶା ବାସି ଏମିତି ହିରୋଇନ ର ସିନୋମା ଦେଖ ନାହିଁ କି ତା hotel ରେ ଖାଅ ନାହିଁ ଆପେ ଆପେ size ହେଇ ଯିବେ.

  • @odiastudytricks1472
    @odiastudytricks1472 17 днів тому +57

    News Channel ସବୁ ଏମିତି ଲୋକଙ୍କ ସମସ୍ୟା କୁ ସମାଧାନ ଦିଗରେ Reporting କଲେ ଭଲ ହୁଅନ୍ତା।

  • @RadhekrishnaMahapatra
    @RadhekrishnaMahapatra 17 днів тому +80

    ଆଇନ ସମସନ୍ତଙ୍କ ପାଇଁ

  • @ssingreema7584
    @ssingreema7584 17 днів тому +74

    ଆରେ ଏତେ ବଡ଼ ଘରେ କାମ କରୁଥିଲେ Lekin ପୁରା weak ବୋଧେ ଖାଇବାକୁ ଦେଉ ନଥିଲେ😢 Humanity ନାହିଁ ରେ ମଦୁଆ ବର ଟା ଛି,, ଏତି ଗର୍ବ ହିତ ଲଙ୍କା 😮 Shala ଗରିବ ଲୋକ ଙ୍କୁ ପାଇଲ kn ବେ ମନ ଇଛା ହଇରାଣ କରିବ,, ଟଙ୍କା ଯଦି ଏତେ ଅଛି ଦାନ ରେ ଦେଉନ

  • @sasmitamohanty1970
    @sasmitamohanty1970 17 днів тому +69

    କିଏ ସତ କହୁଛି କିଏ ମିଛ କହୁଛି କିଏ କହିବ ଇନଭେସ୍ଟିଗେଶନ ହେଲେ ଜଣା ପଡିବ 😄😄😄

    • @pahansunil3704
      @pahansunil3704 17 днів тому +6

      😂😂 right aji kali money pae bi ate micha kahiparanti Bina prove re kahaku belive Kariba thik nuh ....

    • @misssmile1511
      @misssmile1511 14 днів тому +3

      Yes I also agree ..it seems to be fake

    • @sasmitatudu6168
      @sasmitatudu6168 12 днів тому

      Thik katha

    • @sreemacreation4191
      @sreemacreation4191 12 днів тому

      Right

  • @jaydevadha488
    @jaydevadha488 17 днів тому +7

    God bless you

  • @monikaray9185
    @monikaray9185 17 днів тому +36

    Directly meet Respected CM sir

  • @user-gq1yo9ib3c
    @user-gq1yo9ib3c 17 днів тому +9

    ଏ ଝିଅ ସତକଥା କହୁଛି ସେ ରିୟା ଏବଂ ତା ଘଇତା କୁ ଗୋଟିଏ ନିବୁଜ କୋଠରୀ ରେ ରଖି ସୁଖିଲା ଲକାଂ ଧୁଆଁ ଦେବା ଦରକାର କିପରି ଲାଗୁଲା ଅର୍ଗସ ନିୟୁଜ୍ଯୁ ଚାନେଲେ୍ ମାଧ୍ୟମରେ ସମସ୍ତ ଙ୍କୁ ଜଣାନ୍ତୁ ତାପରେ ଆଇନ୍ ଅନୁସାରେ ଦଣ୍ଡ ମିଳିବା ଦରକାର ଏବଂ ସେ ଝିଅର ବାକିଆ ଟଙ୍କା ସୁଧ ମୁଳ ସହିତ ଫେରସ୍ତ କରୁ

  • @VIKASH_55972
    @VIKASH_55972 17 днів тому +24

    Ate tapare tapare kahuchi jmte laguchi mane pakei pakei micha kahuchi 😂😂😂 mu se ghodagehi ria ku tk bi pasand kareni but tume bhauni jmte kahucha mora tuma katha re tk bi biswas karuni au tankar darkar aeita sidha katha 😂😂😂😂

    • @allgamezone7715
      @allgamezone7715 13 днів тому +2

      Emane pahadi jhia re bhai... Safa hrudaya ra loka emane

    • @lifeevents2037
      @lifeevents2037 12 днів тому

      Hrudaya ku dekhithile ki ​@@allgamezone7715

  • @priyankamaharana5825
    @priyankamaharana5825 16 днів тому +11

    ରିୟା ଦେ ଏବଂ ତାଙ୍କ ସ୍ୱାମୀ, ଯାହାର କଣସି ମାନବିକତା ନାହିଁ, ସେମାନଙ୍କୁ ସମାଜରୁ ବାହାରକୁ ଫିଙ୍ଗି ଦିଆଯାଉ | ଏହାକୁ ରିୟାଙ୍କୁ ଦିଅ ଏବଂ ସ୍ୱାମୀଙ୍କୁ ତାଙ୍କର ପ୍ରକୃତ ମୂଲ୍ୟ ଦେଖାନ୍ତୁ | BOYCOTT FROM INDIAN FILM INDUSTRY RIYA DEY AND HER HUSBAND DON'T SUPPORT THEM FROM NOW

  • @Ranjanrsd
    @Ranjanrsd 17 днів тому +88

    ରିୟା ଆଉ ତା ସ୍ୱାମୀକୁ ଥାନା ରେ ପୁରାଅ । ନହେଲେ ଓଲିଉଡ ରୁ ମାଘିଆ ଯୁଆଡେ ଯିବ ରିୟା ବେଧକୁ ଅଣ୍ଡା ମାଡ଼ କରିବୁ

    • @anandachandrapadhan2482
      @anandachandrapadhan2482 17 днів тому +1

      Excellent excellent statement bhai 🎉🎉

    • @reoninjaqueenop9377
      @reoninjaqueenop9377 16 днів тому +2

      Right

    • @Ranjanrsd
      @Ranjanrsd 16 днів тому +2

      ରିୟା ଗୋଟେ ବେଙ୍ଗଲି heroin । ସିୟେ ଓଡ଼ିଶା ରେ ଆସି ଲୋକ ପ୍ରୀୟତା ପାଇଲା । ଓଡ଼ିଶା । ଲୋକଙ୍କୁ । ଗାଣ୍ଡୀ ମାରୁଚି । ରହ ସିଏ ପୁରୀ ଆସୁ । ତାପରେ ଭାଇ ଦେଖିବ ।

    • @gurusukri8021
      @gurusukri8021 7 днів тому

      Riya ra biya re ma Banda puru

  • @sasanksekharaswain9208
    @sasanksekharaswain9208 17 днів тому +84

    ଏଇ ଭଳି ଲୋକଙ୍କୁ ଉପଯୁକ୍ତ ଶାସ୍ତି ଦେବା କଥା

  • @misssmile1511
    @misssmile1511 14 днів тому +6

    Please don't judge so quickly... It seems to be planned for get money... Kichi problem heithib may be but a jhia tk badhei chadhei kahuchi paisa dabi kruchi but nyaya nahi ?

  • @anandnarayanrath8322
    @anandnarayanrath8322 17 днів тому +148

    ପଇସା ଅଧିକା ହେଲେ ମଣିଷ ଗର୍ବି ହୁଏ। ନିଜ କାମ ନିଜେ କରି ଶିଖୁ ନାହାନ୍ତି ଆଜି କାଲିକା ପୁଅ ଝିଅ

    • @jatindas5774
      @jatindas5774 17 днів тому +2

      ଠିକ୍ କଥା କହିଛନ୍ତି ଭାଇ

    • @sibarampradhan788
      @sibarampradhan788 17 днів тому +3

      Ki Paisa acchi re care taker ku 1.5 year hela 10k deichhi sabu.Industry ta dubigalani Paisa kn tume deuchha ki semananku😅😅😅

    • @Adritbinuvlog
      @Adritbinuvlog 17 днів тому +2

      Nakha kharap heijibani
      Besi dekhei hauchanti
      Nija kama karibaku laza lagucgi😢

    • @JitendraBehera-gp9ko
      @JitendraBehera-gp9ko 17 днів тому

      Right thik katha kahila bro

  • @RamakantaPadhan-ui4pe
    @RamakantaPadhan-ui4pe 17 днів тому +17

    ଓଡ଼ିଆ ସିନେମା ଦେଖନ୍ତୁ ନାହିଁ କେବେଳ କ୍ରିକେଟ ଖେଳ ହିଁ ଦେଖନ୍ତୁ

  • @kilogram382
    @kilogram382 17 днів тому +39

    ଛି ଛି ରିୟା ଦେ ଏତେ ତଳକୁ ଖସିବ ବୋଲି କେବେ ବି ଭାବି ନ ଥିଲି।

  • @4PRSShiningStarPrasant
    @4PRSShiningStarPrasant 17 днів тому +37

    24 hr bhitare ta husband nku arrest Kariba drk ...
    Mohan majhi nku moro request

    • @universalwrestlingentertai2704
      @universalwrestlingentertai2704 17 днів тому +2

      Nari commition kuwade gole

    • @anjananayak747
      @anjananayak747 16 днів тому

      ହେ ଏ ଝିଅ ଟା ସବୁ ସତ କହୁଚି ବୋଲି କେମିତି ଜାଣିବ??ୟେ ପଟେ କହୁଚି ମୋତେ ଘରେ ବନ୍ଦ କରି ରଖିଥିଲେ, ସେପଟେ କହୁଚି ମୁ ଖାଲି ଦୋକାନ କୁ ଯାଏ।ଆଉ କହୁଚି ସୁଟିଂ କୁ ବି ଯାଏ।
      ଏଇଟା ବୋଧେ ସେ ଝିଅ କାହାକୁ ଗୋଟେ ଭଲ ପାଇଛି, ଏମାନେ ତାଗିଦ୍ କରି ଥିବାରୁ ଏତେ କଥା।

  • @swayampravabehera6383
    @swayampravabehera6383 15 днів тому +5

    If they were locking the door then how she reached out to complain?
    If u have mobile that means u have every type of freedom...
    This lady completely faking

  • @suravikavita
    @suravikavita 17 днів тому +14

    ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ

  • @debasmitaparida2072
    @debasmitaparida2072 17 днів тому +4

    Media bala riya au a jhia ku samna samni basei pacharantu ghatana kana.Karana janaku pachari sata kana jani hebani.A jhia jemiti bhabi chinti mane pakei kahuchi laguchi michha kahuchi

  • @laxmidharmirror5500
    @laxmidharmirror5500 17 днів тому +3

    Bhai odia asmita episode ta continue plz

  • @user-qc8nq8py3f
    @user-qc8nq8py3f 17 днів тому +10

    ରିୟା ଓ ତାହାର ସ୍ୱାମୀ କୁ ରିୟା ପାଇଁ କଳା ବାଇଗଣ ସହିତ ମୋଟା କଖାରୁ ସ୍ୱାମୀ ପାଇଁ ବଡ଼ କଦଳୀ ଗଛ ସହିତ ଲୁଣ ଏବଂ ପ୍ରବଳ ମାଡ଼ ଦରକାର

  • @Saltyabcdsonaliefghlifeilstyle
    @Saltyabcdsonaliefghlifeilstyle 16 днів тому +5

    Odia Flim industry କୁ କାଳ ଘୋଟିଲାଣି... Odia flim total ଦେଖନ୍ତୁ ନାହିଁ

  • @maheshk5258
    @maheshk5258 17 днів тому +18

    ରିୟା ନିଜକୁ ବହୁତ ବଡ଼ ଷ୍ଟାର୍ ବୋଲି ଭାବୁଛି ତାକୁ ସିନେମା ଜଗତରୁ ବାହାର କରିଦେଲେ ଆପେ ବୁଦ୍ଧି ପଳେଇ ଆସିବ 😅😅😅

  • @lizuvlogs198
    @lizuvlogs198 17 днів тому +3

    Naya milu jhio ku samaste misiki support kara ai jhio. au jete bi avinetri achhanti semane emti karibaku daribe 😢

  • @debasishvlogs3100
    @debasishvlogs3100 17 днів тому +1

    Hope government will take action immediately

  • @uttam7511
    @uttam7511 17 днів тому +8

    result kana heba khali wait karichi.

  • @santoshkumarnayak4569
    @santoshkumarnayak4569 17 днів тому +15

    Riya ku niya dia Govt

  • @swarnajena9149
    @swarnajena9149 17 днів тому +5

    Ethire adha micha b thiba. Investigate kara. Ta statement ru jannapaduchi.

  • @Arjunakumar7689
    @Arjunakumar7689 17 днів тому +6

    ଗରିବ ବୋଲି ତା ସହିତ ଏମିତି ବ୍ୟବହାର କରିବ ।ବହୁତ୍ ଦୁଃଖ ଲାଗିଲା😢

    • @anjananayak747
      @anjananayak747 16 днів тому

      ଭାଇ ଗରିବ କିଏ ?
      ଆଜିକାଲି ଗରୀବ, କାମବାଲୀ ଭାରି ବଦମାସ୍
      ଏକ ରେ ଘରୁ ଚୋରି କରିବେ, ଘର ବିଷୟ ରେ ବାହାରେ ମିଛ କଥା ଗପିବେ। ତମେ ଯଦି କାମ ରୁ ବାହାର କରି ଦେବ, ସିଧା କହିବେ କଣ ମୋତେ ରେପ୍ କରିବା ପାଇଁ ଚେଷ୍ଟା କରୁଥିଲେ।
      ଆଜିକାଲି ନିଜକୁ ଗରୀବ କହିଥିବା ଲୋକ dangerous

  • @ankita.m5582
    @ankita.m5582 16 днів тому +4

    Bengalis are like this, odia actress but bengali

  • @user-vy9fg2oe3e
    @user-vy9fg2oe3e 15 днів тому +1

    Jay jagannath

  • @tapankumarjena243
    @tapankumarjena243 15 днів тому +4

    Mu Police ki Minister heithile emiti case ku Investigation kari. Immediately Action Nianti

    • @biswajitnandi252
      @biswajitnandi252 12 днів тому

      ମନ ଦେଇ ପଢିଲେ, ହୋଇ ଯିବ

  • @Sibaram12370
    @Sibaram12370 17 днів тому +2

    ଏହାର ବିଚାର କରାଯାଉ❤❤❤👍

  • @Kumar.Dada.M5
    @Kumar.Dada.M5 17 днів тому +4

    ଏବେ BJPନୂଆଁ ସରକାର ଆସିଛି କିଛି ବି ପଦକ୍ଷେପ ନେବା ଦରକାର

  • @shreemandir9550
    @shreemandir9550 17 днів тому +3

    What police doing now?

  • @pikunray4561
    @pikunray4561 17 днів тому +3

    Madam if police dont action against riya then you go to the cm

  • @user-bo9kr8sb8q
    @user-bo9kr8sb8q 17 днів тому +2

    Koda Karjoanuthan Karajau Odisha Re Sobu Tawan Re Chanch Karajou Ledish Police Ku Karjo Deyajau

  • @transman.SONUshorts08
    @transman.SONUshorts08 16 днів тому +1

    Brave girl 👏 God bless you ❤️👏

  • @kabitadash7695
    @kabitadash7695 17 днів тому +6

    Nanguli tanka rojagara kari ki kana karuchi Rita.

  • @satyajitswain2773
    @satyajitswain2773 17 днів тому +3

    It should be punishable.

  • @UmakantJen
    @UmakantJen 17 днів тому +4

    Immediately action niya jau

  • @rajevbaskey9565
    @rajevbaskey9565 17 днів тому +1

    Government take against the action

  • @kabirsingh5555
    @kabirsingh5555 17 днів тому +3

    Jaldi public government haithiba immediately arrest Kari action Nia nahele janibu dharmasala MLA pain prachara karuthila. Case chapidabae

    • @anjananayak747
      @anjananayak747 16 днів тому

      ସତ କି ମିଛ ନ ଜାଣି କି ଆରେଷ୍ଟ କରିବେ ତମ କଥା ରେ
      ତୁ କଣ ଜର୍ଜ

  • @deepaknayak8718
    @deepaknayak8718 15 днів тому +1

    Arrest immediately take Action court forward jail

  • @PoojaSingh-tc4gw
    @PoojaSingh-tc4gw 15 днів тому +1

    ଅଭିନେତ୍ରୀ ହେଇ ଏଇ ସବୁ ଶିକ୍ଷା ସମାଜ କୁ ଦେଉଛନ୍ତି ଆପଣ 😡

  • @uamkantamirdha5264
    @uamkantamirdha5264 17 днів тому +3

    Media bhai mane riya ku pachhara kn pai adhika chhudi heuji

  • @prafulabiswal7941
    @prafulabiswal7941 14 днів тому +1

    Beautiful and gorgeous so nice superb
    Beautiful and gorgeous so nice superb

  • @basantamajhi9240
    @basantamajhi9240 15 днів тому +1

    ଛି ଛି film ରେ ତ କିଛି କାମ ନହିଁ, ମାନବିକତା ବି ନହିଁ 😢,ପ୍ରଶାସନ କୁ request କରୁଛି, ରିୟା କୁ ଜଲଦି arrest କରାଯାଉ,

  • @pinkyPradhan-qb9xw
    @pinkyPradhan-qb9xw 16 днів тому +2

    Mohon majhi sir please a jhia ku help karantu,🙏🙏🙏🙏

  • @minubiswas
    @minubiswas 16 днів тому +1

    😮o my God

  • @amitmallik3743
    @amitmallik3743 17 днів тому +2

    We are reques to CM Majhi sir please arrest to the riya and his husband than investigation police officer

  • @Vlog1odisha
    @Vlog1odisha 17 днів тому +2

    To arrest both of them

  • @diptimayeemishra7820
    @diptimayeemishra7820 16 днів тому +1

    Please arrest him immediately

  • @s_sarojakumar7270
    @s_sarojakumar7270 17 днів тому +12

    ସିନେମା ପଇସା ଏବେ ଦାନରେ ଲାଗିବ...

  • @shasmitadas8382
    @shasmitadas8382 15 днів тому +1

    Seriously justice karo

  • @tarasree543
    @tarasree543 17 днів тому +7

    Riya. Naguli.

  • @uamkantamirdha5264
    @uamkantamirdha5264 17 днів тому +4

    Bhai niriha jiaa manku semiti karib

  • @PareshMaharana-se6mq
    @PareshMaharana-se6mq 17 днів тому +2

    Sei Riyaku keonjhar ana ta bhi tare batal pureiba

  • @SamirBehera110
    @SamirBehera110 14 днів тому

    Justice

  • @prafulabiswal7941
    @prafulabiswal7941 14 днів тому +1

    Beautiful and gorgeous so nice superb very
    Beautiful and gorgeous so nice superb very

  • @HrushikeshMohanty-ss6ez
    @HrushikeshMohanty-ss6ez 17 днів тому +5

    Riya ku Ghia darkar😅😅

  • @BishnupriyaBarik-ny6tf
    @BishnupriyaBarik-ny6tf 17 днів тому +4

    Riya didi

  • @Vlog1odisha
    @Vlog1odisha 17 днів тому +1

    They have to gave comentation to her

  • @parsuramjena7119
    @parsuramjena7119 15 днів тому +1

    Please right justice her

  • @manashdakualifestyle3640
    @manashdakualifestyle3640 16 днів тому +3

    ଓଡ଼ିଆ ଅଭିନେତ୍ରୀ ❎ ବଙ୍ଗାଳି ଝିଅ ✅

  • @KumarMohapatra-c7k
    @KumarMohapatra-c7k 17 днів тому

    Congratulating all three for surviving in Bidanasi in the midst of Bidanasi Criminals..
    Bidanasi and Bidanasi Criminal's ongoing criminal activities and encroachments in CDA Cuttack are always updated , but people still don't listen and land in Bidanasi...

  • @humanityfirst4334
    @humanityfirst4334 15 днів тому

    Reel personalities are really cause roots of all problem😮😮😮😮

  • @Mrs.vivekdeepa
    @Mrs.vivekdeepa 17 днів тому +3

    Proper action niajau

  • @suvampani0007
    @suvampani0007 14 днів тому +1

    😢😢😢

  • @sebatihansa8846
    @sebatihansa8846 16 днів тому

    Tanka katha ru laguchi sata kam michha adhika kahuchhanti..sabu katha jadi sata kahuchhanti tahele amiti vabi vabi kahuchhanti kan pain gate word ku bar bar reapit karuchi "tapare" au 10 years helani jane laka kemiti rahiba ate kasta paeki possible nunha karana tanka nija gharaki je nija laka ta kasta dauchhanti vabi jane laka sahiki rahiba..ae 10 years vitare gate thara bi gharaku kimba bahara ku jaeni ki sia sabu fack massage

  • @subhalaxmipanda-ek8sd
    @subhalaxmipanda-ek8sd 17 днів тому +4

    ତାକୁ ଶାସ୍ତି ଦିଆଯିବ

  • @KabitaNayak-ie1rw
    @KabitaNayak-ie1rw 17 днів тому +1

    ଏମିତି ମାରତୁ ଜେମିତିକି ସେଏ ଝିଅକୁ ମାରିଛନ୍ତି ରିଆକୁ

  • @sarita1033
    @sarita1033 15 днів тому

    Bina sach jane kisiko galat,kisiko sahi nehi bolna chahiye.

  • @Vlog1odisha
    @Vlog1odisha 17 днів тому +1

    Immediate action by police

  • @mitoshsatapathy8004
    @mitoshsatapathy8004 17 днів тому

    10 year staff working for a long time proper investigation required

  • @swayampravabehera6383
    @swayampravabehera6383 15 днів тому +3

    I cant believe this care taker lady...they used to say lies..
    ....bcause same i m facing personally.....without money and in torture how she was sticked with riya de since so long

  • @user-px8fu8pz8t
    @user-px8fu8pz8t 17 днів тому +2

    Police ku money deidebe
    Sabu close

  • @swarnamohanty3121
    @swarnamohanty3121 17 днів тому +4

    Darama kete dauthile.?

  • @sasmitanayak5502
    @sasmitanayak5502 17 днів тому +2

    😮

  • @sanusing2134
    @sanusing2134 17 днів тому +17

    ସେ ରିୟା ପୁରା ବେଧେଇ ଟା ତାକୁ ଶଳା ବେଧେଇ କୁ ଜେଲ୍ ରେ ପୁରେଇ ଦିଅ ନିରୀହ ପିଲା କୁ ଏମିତି କହୁଚି

  • @minakshinayak9427
    @minakshinayak9427 17 днів тому +2

    😮😮😮

  • @litudas693
    @litudas693 16 днів тому +1

    ସବୁ ଯାଇକି ରୀୟ I'd କୁ report mara...😡

  • @krupasindhubeherakrupasind5906
    @krupasindhubeherakrupasind5906 17 днів тому +3

    Sabu tanka pain khela re baba

  • @sweetfrnd127
    @sweetfrnd127 13 днів тому

    Dont blame any one , kichi na jani kahaku blame kari pariba nahi

  • @geetanjalipradhan782
    @geetanjalipradhan782 11 днів тому

    Khali camera samnare nachiki film karidele ta mane nuhaje se good acctress tanku shikhiba darkar je tanka ghare kama jia karuchi taku nija ichhare kasta debe..

  • @user-bb9bx6td9q
    @user-bb9bx6td9q 15 днів тому

    Mukhymantri sir Koti koti pranam abhinetri Riya madam nku kathor danda diaa jaau

  • @babub4u901
    @babub4u901 13 днів тому

    ସତ/ମିଛ
    ତଦନ୍ତ ଉପରେ ଯାହା କେତେ ସତ୍ୟତା ଘଟଣା ...