Balangir News- ବଲାଙ୍ଗିରର ବିକାଶକେ ନେଇ କରି ହେଲା ଆଲୋଚନା, ଶାସକ ବିରୋଧୀ ଗୁଟେନେ ଠୋଲ

Поділитися
Вставка
  • Опубліковано 14 жов 2024
  • ବଲାଙ୍ଗିର୍ ଜିଲ୍ଲା ପରିଷଦ୍ ବୈଠକନେ ଥିଲେ ନିର୍ବାଚିତ୍ ପ୍ରତିନିଧି । ଉପସ୍ଥିତ୍ ଥିଲେ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ସାଂସଦ୍, ଜିଲ୍ଲା ପରିଷଦ୍ ଅଧ୍ୟକ୍ଷା, ଜିଲ୍ଲାପାଲ୍, ଏସପିଙ୍କର୍ ସାଙ୍ଗେ ଅଲଗା ସବୁ ନିର୍ବାଚିତ୍ ପ୍ରତିନିଧି । ଜିଲ୍ଲାର୍ ବିକାଶ୍ କାମ୍ କେ ନେଇ କରି ହେଇଥିଲା ୱାନ-ଟୁ-ଓାନ୍ ଆଲୋଚନା । ଗଲା ୬ ମାସ୍ ପରେ ମଙ୍ଗଲବାର୍ ବଲାଙ୍ଗିର୍ ଜିଲ୍ଲା ପରିଷଦ୍ ବୈଠକ୍ ବସିଥିଲା । ଆଘର୍ ବୈଠକ୍ ନେ ନିଆଯାଇଥିବାର୍ ନିଷ୍ପତ୍ତି, ଗ୍ରାମ୍ୟ ଜଳ ଯୋଗାଣ, ପରିମଲ୍, ସ୍ୱାସ୍ଥ୍ୟ, ମସô୍ୟ ଆର୍ ପଶୁ ସମ୍ପଦ୍ ଗ୍ରାମ୍ୟ ଉନ୍ନୟନ୍, ଜାତୀୟ ରାଜପଥ୍, ଶ୍ରମ ବାଗିର ବିଷୟ ଉପରେ ଅଧିକାରୀ ମାନେ ସୂଚନା ଦେଇଥିଲେ । ପିଇବାର୍ ପାଏନ୍ ର ସମସ୍ୟାକେ ନେଇ କରି ଆସୁଥିବାର୍ ଅଭିଯୋଗର ସମାଧାନ୍ ଲାଗି ନୂଆ ସଂକଳ୍ପ ଉପରେ ଆଲୋଚନା ହେଇଥିଲା । କେନସି ଜାଗାନେ ପିଇବାର୍ ପାଏନକେ ନେଇ କରି ଅସୁବିଧା ହେଲେ ୧୯୧୬ ଟୋଲ୍-ଫ୍ରୀ ନମ୍ବର୍ ନେ ଅଭିଯୋଗ୍ କରି ସମାଧାନ୍ କରିହେବା ବଲି କହିଥିଲେ ।
    For more such updates, please Like, Comment, and Share our videos and Subscribe to our UA-cam channel.
    Contacts:-
    Mail- pahara24x7@gmail.com
    Facebook- / paharaa24x7
    UA-cam- / paharaa24x7
    Instagram- / paharaa24x7
    Twitter- / paharaa24x7
    WhatsApp- 7205661076
    Website- www.paharaa.com/
    Thanks & Regards
    www.Paharaa.com
    #Odisha #Paharaa

КОМЕНТАРІ • 17

  • @RabinDas-yy2oy
    @RabinDas-yy2oy 2 місяці тому

    🎉

  • @prashantamallik9614
    @prashantamallik9614 2 місяці тому

    ହାଇକୋର୍ଟ ବେଞ୍ଚ ବିଷୟ ରେ ,

  • @BNishikanta
    @BNishikanta 2 місяці тому

    Airport,High court bench,AIIMS Balangir,Smart City, Agriculture and Technology University kebe karba? chesta kara, meeting eating nai kara.

  • @Taaucreation
    @Taaucreation 2 місяці тому +2

    ଗଭର୍ଣ୍ଣର ପୁଅ ଗିରଫ ହେଲା ନା କୁଆଡେ ଲୁଚି ରହିଲା ଅଶ୍ମିତlଙ୍କ ମେଳରେ ,

  • @chainameherchainababu9818
    @chainameherchainababu9818 2 місяці тому

    Good disition

  • @chudamanibishi1438
    @chudamanibishi1438 2 місяці тому

    Fast Balangir nu Lathor tak road heu

  • @pramodsahu4459
    @pramodsahu4459 2 місяці тому +1

    ସବୁ ବିଭାଗ ର ଡାକ୍ତର ମାନଂକୁ ନିଯୁକ୍ତି ଦିଆଯାଉ

  • @sanjeebsahu2849
    @sanjeebsahu2849 2 місяці тому +1

    Tekbe Balangir re....
    Meeting ra Hariloot
    Kichi nai kara booo thaka mane...20 years pache achu

  • @DinaMallik-io8cb
    @DinaMallik-io8cb 2 місяці тому +3

    Bjd support Chanel 😂

    • @legendalok712
      @legendalok712 2 місяці тому +2

      Aau bjp support re ta odisha ra 90% news channel 😂

    • @shuvamdash1769
      @shuvamdash1769 2 місяці тому

      News18 odisha, kanak news heta b bjp channel kn j😂 ​@@legendalok712

  • @BuluBhoi-pk2yr
    @BuluBhoi-pk2yr 2 місяці тому +1

    Devlopment heu bahut Val katha...

  • @The_Soul473
    @The_Soul473 2 місяці тому

    Balangir to sambalpur 4lane road heu

  • @gobardhannaik899
    @gobardhannaik899 2 місяці тому

    ଅର୍କସ କେନାଲ bjp ର

  • @nirmalachhatar2599
    @nirmalachhatar2599 2 місяці тому +1

    Koshal kebhen karma

  • @nmofficial8381
    @nmofficial8381 2 місяці тому

    Kalikesh 1no