ହାତରେଭଲରେଖାଇଶିଖିନି,୧ମାସଭିତରେଛାଡ଼ିଚାଲିଗଲେବାପାମାଆ,ମୋରକେହିନାହାନ୍ତି,ଜଗନ୍ନାଥମୋରସବୁକିଛି..JAY JAGANNATH TV
Вставка
- Опубліковано 7 лют 2025
- "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
UA-cam: bit.ly/3KAQeyD
Twitter: bit.ly/38JpX3U
#jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #snanapurnima #snanayatra #Snanajatra #snana
କେଡେ ସୁନ୍ଦର ସଂସ୍କାର ପାଇଛି ପିଲାଟି 😢😢
ମୋ ସୁନା ରେ ତୁମେ କେବେ ବି ମନ ଦୁଃଖ କରିବନି ତୁମକୁ ମହାପ୍ରଭୁ ରାକ୍ଷାକରିବେ
ହେ ମହାପ୍ରଭୁ ତୁମେ ହିଁ ଭରଷା ଏ ପିଲା କୁ ସବୁବେଳେ ଘଣ୍ଟ ଘୋଡେ଼ଇ ରଖନ୍ତୁ ❤️🙏❤️
ମହାପ୍ରଭୁ ତୁମକୁ ସବୁବେଳେ ଖୁସିରେ ରଖନ୍ତୁ, ଘଣ୍ଟ ଘୋଡ଼େଇକି ରଖନ୍ତୁ, ଜଗନ୍ନାଥ ଙ୍କୁ ବାପା ମାଆ ବୋଲି ମାନିସାରିଛ ତୁମେ କେବେ ବି ତୁମ ଆଖିରେ ସେ ଲୁହ ଦେବେନି 🙏😭😭😭
Right
Lkn 2:59
ପିଲା ଟି ର ବଡବାପା ମାଆ ଙ୍କୁ ଅନେକ ଧନ୍ୟବାଦ୍
Jay Jagannath 🙏💕
🙏🙏
ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ପ୍ରଭୁ ଶ୍ରୀ ଜଗନ୍ନାଥ ଜୟ ପ୍ରଭୁ ଶ୍ରୀ ଚତୁର୍ଦ୍ଧାମୂର୍ତ୍ତି ଜୟ ମାଁ ମହାଲକ୍ଷ୍ମୀ ଜୟ ପ୍ରଭୁ ଶ୍ରୀ ପଟିଦିଅଁ।ଯାହାର କେହି ନାହିଁ ନିଶ୍ଚିତ ଜଗନ୍ନାଥ ହିଁ ଭରସା।
ସେଇ କାଳିଆ ତୋର ଭରସା ଜମା ମନ ଦୁଃଖ କରେନା❤
ଜୟ ଜଗନ୍ନାଥ ମହାପ୍ରଭୁଙ୍କ କରୁଣା ସବୁବେଳେ ସମସ୍ତଙ୍କ ଉପରେ ଥାଉ
ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ମୋର କୋଟି କୋଟି ପ୍ରଣାମ ମଣିମା ସମସ୍ତଙ୍କର ମଙ୍ଗଳ କାମନା କର ମହାପ୍ରଭୁ
Hee Maha Prabhu sara sasaraku bhalare rakhantu Maha Prabhu 🙏🙏🙏🙏
ଏମିତି ଅନୁଭବ କେହି ପିଲା ନ ଭୋଗନ୍ତୁ, ଏତିକି ପ୍ରାର୍ଥନା, ପିଲାଟିକୁ ଭଗବାନ ଘଣ୍ଟ ଘୋଡାଇ ରଖନ୍ତୁ। ଜୟ ଜଗନ୍ନାଥ 🙏🙏❤️
ଧନ ତତେ ଜଗନ୍ନାଥ ଖୁସିରେ ରଖିବେ ମୋର ଆଶା ଓ ବିଶ୍ବାସ
Jay shree jagannatha suammi maha pravu 🙏🙏🙏
JAYJAGANNATH
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ
ମହାପ୍ରଭୁ 🥹🥹🥹🥹🥹🙏🙏🙏🙏🙏🙏
ମହା ପ୍ରଭୁ ତୁମକୁ ସବୁବେଳେ ଖୁସି ରେ ରଖନ୍ତୁ ଆଉ ଭଲ ରେ ରଖନ୍ତୁ 😭
Bhagawne pua tiku bhalare rakhantu
Jay Jagannath 🙏🙏❤️❤️❤️😢😢
God bless you
Jay Jagannath maha Prabhu tuma komal charanare pranam ❤
Jayshree zJagannathSwami
ଆହେ! ମଣିମା 🙏🙏🙏🙏😊
Dunia re To Bapa Maa Sei Prabhu Jagannath au Maa Laxmi🙏🙏Kebe bi pua Tora Asubidha habani re🙏🙏😔 Prabhu Tate Sabubele Bhalare Rakhantu 🙏⭕️‼️⭕️🙏
Jay jaganath tumake Sahay huan
Dhana re ma suna re tuma ku kebe bi man dhukha karibani tuma ku Balabhadra shubhdra jagannatha rakhia karibe saha hebe
Jay shree Jagannath Mahaprabhu
Jai Jagannath 🙏🙏🙏🙏 god bless u beta 🙌
Jay jagannath🙏🙏🙏 😭😭😭😭 Prabhu tuma baba maa 😭😭😭😭😭😭😭😭😭😭😭😭😭😭😭😭 chinta karani
ତୁମକୁ ମହାପ୍ରଭୁ ଜଗନ୍ନାଥ ଭରସା
Manima mahabahu nkara jai heu.jai Jagannath
Jay shree Jagannathha 🙏🙌🏻
Jay Jagannath Tamara Mangal karantu
Jay sri jaganath swami Nayan path gami bhaba tume prabhu 🙏🙏🙏🙏🙏🙏🙏🙏🙏
Pila ti ku khushi re rakha prabhu 🙏🙏🙏
Jai shree jagannath dayakara prabhu
prabhu tuma ku bhala re rakha tu Jay Jagannath🙏🙏🙏🚩🥰
ଜୟ ଜୟ ଜଗନ୍ନାଥ 🙏
Jay Jagannath 🙏🙏🙏❤❤❤
Bhaggban tumaku bhalare rakhantu
Jay Jagannathswami Nayanapathagami Bhabatume Prabhoo 👏👏👏👏👏🌹🌹🌹🌹🌹🌺🌺🌺🌺🌺
He pua mahaprabhu sabubele tate khusi re rakhantu, Tu bhala patha padha au naa kara.
Jay jagannath 🙏
Jay Jagannath bisar takur
He pravu puo ku koruna kara
Jay Jagannath BaBa Saha 😢😢😢😢
ଏତେ ଦୁଃଖ ପ୍ରଭୁ କାହିଁକି ଦେଉଛ
Jay jagannath prabhu 🙏🙏🙏🙏
Jay jagannath 🙏🙏🙏🙏 mo mahaprabhu❤❤❤
ହେ ମହାବାହୁ ତମ ହିଁ ସହାୟ ହୁଅ ପ୍ରଭୁ ।
Jai Jagannath🙏🙏🙏🙏
Jagannath Mahaprabhu bahut bhala re rakhantu etiki prathana
Jay Jagannath swami Nayan patha Gami bhaba tume ⭕‼️⭕🙏🙏🙏🙏🙏
Jay Jagannath dada..🙏
ଜୟ ଜଗନ୍ନାଥ 😢😢😢😢😢😢
⭕❗⭕ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ମହାପ୍ରଭୁ🙏🐚🙌🚩🌸🌼🌻💐🌺
Prabhu krupa rakhantu tu mama upre
Vagaban sabubrle mangala karantu god bless you beta...
Jay Jay Shree Jagannath Mahaprabhu 🙏
Jay Jagannath 🙏🙏🙏
Jay jagannthlaxmi ki jay
Jay jagannath
ହେ ମହାପ୍ରଭୁ! 😢😢😢
କାହିଁକି ରେ ଏ ନିରୀହ ପିଲାଟି କୁ ଏତେ କଷ୍ଟ ଦେଉଛୁ 😭😭😭
Jay Jagannath Prabhu
Jay jagannath 🙏🏾🙏🏾🙏🏾
He pravu ae ki lila maha pravu,🙏🙏🙏🙏🙏🙏🙏🙏🙏🙏
😢😢😢😢he prabhu ♥️🍂
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏
🌹🌹🌹 Jay shree Jagannath 💚💛❤️
Jay Jagannath
Jay Jagannath 🙏🙏🙏🙏🙏 Prabhu Mo swamee nka deha Bhala Kari diantu Prabhu 🙏
Ati sunder bhari saral pilatiye..mahaprabhu amiti bhlre rakhantu
ଜୟ ଜଗନ୍ନାଥ 🙏🏻😢
Sei mahaprabhu hin tate saha hebe re dhana🙏🏻⭕❗⭕🙏🏻🙌🙌🙌
Jay Jagannath he pravu pilati ku saha huontu manima❤❤❤
Jay mahaprabhu 🙏🙏🙏🙏
😢😢😢 jaga bhari nirdaya
jay jagannth maha prabhu.pilatiku sabubele asribad kar prabhu
Jay shree jagarnath
God bless you.
God bless you jagannath swami Prabhu
Hee prabhu jagannath tume 🙏 bharasa
ଜୟ ଜଗନ୍ନାଥ
Jay LakshmiMaaJagannathBaba🙏
Jai jagannath 😢😢satre bahut lila. Jaganath ro😢
ଜୟ ଜଗନ୍ନାଥ ❤
Jay jay shree jagannath maha prbhu 😢😢
He parvhu jagannath se pilaku vhalera Rakha hai parvhu
😭
Jagannath maharashtra surakhya karantu
Oh ki dhukha katha 😭😭😭🙏
Jay Jagannath prabhu tanku saha hua🙏🏻🙏🏻
He mahaprabhu
jai jagannath🙏🙏🙏🙏
JAYA SHREE JAGANNATH SWAMI NAYAN PATHA GAMI BHABATUME
Jay shree jagannath 🙏
He prabhu sabu bele aku ghanta ghodei rakhiba
He mahabahu
Jay Jagannath Jay Maa Laxmi
Jay jagannath 🙏🙏🙏⚫‼️⚫
Mahabahu khushire rakhantu
ଧନରେ କାଳିଆ ଅଛନ୍ତି