Latest croser machine || Fully electric controlled concrete masala mixing machine || At Tunnel

Поділитися
Вставка
  • Опубліковано 30 чер 2024
  • At Charichhak railway station.
    Last tunnel of Boudh dist.
    Near Teismile chhaka, All process are working. Crosser machine , cement concrete mixing machine & other machinary works also running.
    ଆପଣ ମାନେ ଦେଖିବାକୁ ଚାହୁଁଥିଲେ ଦେଖିପାରିବେ କିନ୍ତୁ Prohibited areas କୁ unauthirise ଲୋକଙ୍କୁ ଛଡ଼ା ଯାଉନି। signboard ଲଗା ଯାଇଥିବା ସ୍ଥାନ ପର୍ଯ୍ୟନ୍ତ ବିନା ବାଧା ଯାଇହେବ। ଦିନାମାଇଟ ବ୍ଲାଷ୍ଟ୍ କଲେ ସେମାନେ ମାଇକ ବଜେଇ announce କରାନ୍ତି ଲୋକଙ୍କୁ ସତର୍କ ହେବାପାଇଁ। ଯୋର୍ସୋର୍ ଗତିରେ କାମ ଚାଲୁଛି, ବର୍ଷା ପାଗ ତାଙ୍କ ପାଇଁ ଚାଲେଞ୍ଜ ଆଉ ଟାର୍ଗେଟ ଭଳି। ମାଟି କାମ ନଭେମ୍ବର ରେ ହବ, ବାକି ସବୁ କାମ ଏବେ ଚାଲୁ ରହିଛି।
    Tunnel ଦେଖିବାପାଇଁ ଏହି ଚାନେଲ୍ ର comunity section କୁ ଦେଖିପାରିବେ। ଦେଖିବାକୁ ବାକି ରହିଲା ଆଉ କେତେ ଦିନ ଲାଗୁଚି ପୁରା ହେବାକୁ ଖୋର୍ଦ୍ଧା - ବଲାଙ୍ଗୀର ରେଳ ପ୍ରକଳ୍ପ।
    ଅଧିକ ସୂଚନା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଆମକୁ ସମସ୍ତ ସୋସିଆଲ ମିଡିଆ ରେ ଫେଲୋ କରନ୍ତୁ।
    #KhurdaBalangirRailwayProject
    #ଖୋର୍ଦ୍ଧା_ବଲାଙ୍ଗୀର_ରେଳ_ପ୍ରକଳ୍ପ
    #ଓଡ଼ିଶା #ବୌଦ
  • Наука та технологія

КОМЕНТАРІ •