News Fuse Full Episode | 1st January 2025 | Odisha TV

Поділитися
Вставка
  • Опубліковано 19 січ 2025

КОМЕНТАРІ • 111

  • @monalisapradhan3788
    @monalisapradhan3788 18 днів тому +5

    ନୂତନ ବର୍ଷର ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା ନାରଣ ଭାଇ ଓ news fuse chanel all members nku 🙏

  • @abhishekbiswal9113
    @abhishekbiswal9113 19 днів тому +17

    👌 super lagila aiji Episode ta 👌

  • @benudharcreations8464
    @benudharcreations8464 19 днів тому +16

    ମଦ୍ୟପାନ କରୁଥିବା ଶିକ୍ଷକ ମାନଙ୍କୁ ବାଧ୍ୟତାମୂଳକ ଅବସର ଦିଅନ୍ତୁ

  • @pratapkumarjena1310
    @pratapkumarjena1310 19 днів тому +13

    Otv କୁ 2024ର କୁହାଳିଆ ଚ୍ୟାନେଲ କୁହାଯିବ, କାରଣ otv bjp ର କେବଳ ଗୁଣଗାନ କରୁଛି

  • @sarojbehera4731
    @sarojbehera4731 19 днів тому +13

    ମୁଁ ଭାବୁଛି ବିଜେଡି ର ଭିଡ଼ିଓ 90% ଆଉ ବିଜେପି 10 ଭିଡ଼ିଓ ଦେଖାଉଛନ୍ତି 🤔🤔

    • @mhansdah529
      @mhansdah529 17 днів тому

      Hnn Godi media hebo agoku😢

  • @balarammallick9372
    @balarammallick9372 18 днів тому +3

    ନବ ବର୍ଷର ହାର୍ଦିକ ଶୁଭେଛା ଅଭିନନ୍ଦନ ଓଟିଭିର ସମସ୍ତ କର୍ମଚାରୀଙ୍କୁ ଏପିଶୋଡଟି ବହୁତ ଭଲ ଲାଗିଲା ❤❤❤

  • @SasmitaSasmita-eg7dq
    @SasmitaSasmita-eg7dq 18 днів тому +1

    ନ୍ୟୁଜ୍ ଫ୍ୟୁଜ୍ କୁ ନବ ବର୍ଷର ଶୁବେଛ୍ୟା ଓ ଅଭିନନ୍ଦନ ସବୁ କର୍ମଚାରୀଙ୍କୁ ଧନ୍ୟବାଦ୍

  • @pratappatra8489
    @pratappatra8489 19 днів тому +3

    Dabutatu aaji vala video lagila Jay jagannatha 🙏🙏🙏

  • @nsethy5436
    @nsethy5436 18 днів тому +1

    ବହୁତ ଭଲ ଲାଗିଲା। ଏପରି ବର୍ଷ କୁ ୨ ଥର ପ୍ଲାନ୍ କରାଯାଉ ।

  • @143Susanta
    @143Susanta 18 днів тому

    ମୁଁ ଭାବୁଛି ଏଇଟା ନିହାତି ଲକ୍ଷ୍ମୀମାଙ୍କର ନୂଆ ଆଶ୍ରୟ ସ୍ଥଳୀ ଜୟ ଜଗନ୍ନାଥ 🙏🏿🙏🏿🙏🏿😊

  • @143Susanta
    @143Susanta 18 днів тому

    ହଁ ଭଉଣୀ ଏଲିନା ଭଉଣୀ ଏତେ କାନ୍ଦୁଛନ୍ତି ମାନେ ସମସ୍ତଙ୍କୁ ଦୁଃଖ ଲାଗୁଛି 😭😭😭

  • @RanjitSahoo-zu2vu
    @RanjitSahoo-zu2vu 18 днів тому +1

    Fuse award 😭😭😭🤣🤣🤣🫵🫵🫵

  • @MR.NAHAK-334
    @MR.NAHAK-334 17 днів тому

    ସାର୍ ଆପଣ ତ କେବଳ ଫ୍ୟୁଜର ହିଁ ଆୱାଡ ଦେଉଛନ୍ତି କିନ୍ତୁ ବେଷ୍ଟ ମତାମତ ର ଆୱଡ ଦେଉନାହାନ୍ତି ଲୋକ ଉଶ୍ତଃହିତ ହେଇକି ଆହୁରି ମଜା ମଜାମତ ଦେବେ...❤ସାର୍ କଥା ଟିକୁ ରଖିବେ ଦୟାକରି🥹

  • @MamataPradhan-vw4sv
    @MamataPradhan-vw4sv 18 днів тому +1

    ନୂତନ ବର୍ଷ ର ଅଭିନନ୍ଦନ 🎉

  • @143Susanta
    @143Susanta 18 днів тому

    ହଁ ରାଜା ଭାଇ ଆଗରୁ ବୋଧେ ବାସ୍ନା ବାରିଥିଲେ ସେଥିପାଇଁ ଆଜି ଦଳଟା ଧୂଳିସାତ ହେଇଯାଇଛି ଏଇ ରାଜା ଭାଇ ଏତେ ପରିଶ୍ରମ କରିଛନ୍ତି ହେଲେ ଅଳ୍ପକେ.................. ଆପଣ ମାନେ ଜାଣିଛନ୍ତି

  • @ramkrushnabarik774
    @ramkrushnabarik774 18 днів тому

    Superb excellent 👌👍 fuse Awarded

  • @SureshkumarRath-i1e
    @SureshkumarRath-i1e 18 днів тому +1

    VERY good Awerde FOR YEARS oF 2024 VERY FINE

  • @umakantswin1936
    @umakantswin1936 19 днів тому +2

    Happy new year 2o25 news fuse and your team

  • @nayakenterpriser8342
    @nayakenterpriser8342 18 днів тому

    ପ୍ରଥମଥର ବୁଦ୍ଧିଆ ନେତା ଓ ତାଙ୍କ ଭାଷଣ ଦେଖାଇ ଥିବାରୁ ଧନ୍ୟବାଦ୍

  • @manojkumarsaint7803
    @manojkumarsaint7803 18 днів тому +1

    Happy new year

  • @kartikeshwar-hz8ih
    @kartikeshwar-hz8ih 18 днів тому

    🙏ଜୟ ଶ୍ରୀ ଜଗନ୍ନାଥ🙏

  • @tgamingpoint6235
    @tgamingpoint6235 14 днів тому

    ବହୁତ ବଢିଆ ଲାଗିଲା. ନାରଣ 😁😁😁

  • @143Susanta
    @143Susanta 18 днів тому

    ବାବା ସାହେବଙ୍କର ଏତେ ବଡ ନାଁ କେମିତିକା କିଏ ମନେ ରଖିବ ଜୟ ଜଗନ୍ନାଥ 🙏🏿🙏🏿🙏🏿 ଅଶୋକ ସାର ବି ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାଁ ଧରିପାରିଲେ ନାହିଁ ଆଉ ଏଇଥିରୁ ଜଣା ପଡୁଛି................................................... 🤣😂🤣

  • @soumyaranjanbarik4734
    @soumyaranjanbarik4734 16 днів тому

    ନାରଣକୁ ନୂତନ ବର୍ଷର ଅଭିନନ୍ଦନ‌🎉🎉🎉🎉 ସବୁଆୱାର୍ଡ ଦେଲଯେ ହେଲେ ଦର୍ଶକ ମାନଙ୍କ ପାଇଁ କିଛି ଆୱାର୍ଡ ନାହିଁ ବେଷ୍ଟ କମେଣ୍ଟ ଆୱାର୍ଡ ଦେଇଥାଆନ୍ତ😢😢😢😢😢😢

  • @liteshkumar2496
    @liteshkumar2496 18 днів тому +1

    Happy new year 🎉🎉

  • @prasantapattanaik862
    @prasantapattanaik862 19 днів тому +2

    ବର୍ଷସାରା ର ବଢିଆ କ୍ଳିପ୍।😂😂😂😂

  • @AkshayakumarParida-k4z
    @AkshayakumarParida-k4z 18 днів тому +1

    ଓ ଟି ଭି ରେ ବିଜେପିର ସପକ୍ଷରେ କହୁଛି ଅନ୍ଯାନ୍ଯ ଖବରସଂାବାଦିକ ବି ଜେ ପି ରମିଛକଥା କହିବା ଲୋକକୁଂ ଭତା ନଦେଇ ଠକୁଛନ୍ତି ଏକଥା କହୁନା କାହିକି ?

  • @akshyakar1992
    @akshyakar1992 18 днів тому +2

    Selfi award mohan majhi ku dia

  • @hemantaswain9335
    @hemantaswain9335 18 днів тому +1

    Hapy,new,your🌷🌷🌷🌷🌷🌷🙏🙏🌷🙏🙏🙏🙏🙏

  • @MrSika-j4u
    @MrSika-j4u 18 днів тому +1

    Happy new year

  • @bijaykumarmajhi9276
    @bijaykumarmajhi9276 18 днів тому

    ସୁନ୍ଦର episode

  • @Jasaketan_jk
    @Jasaketan_jk 17 днів тому

    Super 👌👌👌👌

  • @Jayjagganath765
    @Jayjagganath765 18 днів тому +2

    ପାଣ୍ଡିଆ କୁ ୨ ଟା ଆୱାର୍ଡ଼ ସେ ତ ନିଖୋଜ😂😂😂 ନବା କୁ କିଏ ? ଆସିବ 😂😂😅

  • @GohainP-v3o
    @GohainP-v3o 18 днів тому

    🎉nice 👌

  • @gayatrichakrabarty317
    @gayatrichakrabarty317 18 днів тому

    Supar dupar

  • @sudhansukumarbal3419
    @sudhansukumarbal3419 18 днів тому

    Many many thanks

  • @missioncomplete8326
    @missioncomplete8326 18 днів тому

    ସୁର ବୁଢ଼ା କୁ ଦିଅ ଗୋଟେ Award

  • @laxmansahoo4681
    @laxmansahoo4681 17 днів тому

    ନବୀନ କଣ ନ କଲା, ମାଗିହା 🎉🎉

  • @AmbeswarUpadhyay-ur1zl
    @AmbeswarUpadhyay-ur1zl 17 днів тому

    Good news

  • @kishorchsrichandan307
    @kishorchsrichandan307 18 днів тому

    ବେଷ୍ଟ୍ ଏପିଶୋଡ୍ ଅଫ୍ ଦ ଇଅର୍।

  • @SibaMaharana-li6gl
    @SibaMaharana-li6gl 18 днів тому

    Jay.jagarnnatha

  • @mayurbhanjmasala1918
    @mayurbhanjmasala1918 18 днів тому

    Best😂 episode of the year
    Fuse award 😂😂

  • @nirmalpanigrahi1572
    @nirmalpanigrahi1572 18 днів тому

    Very nice

  • @143Susanta
    @143Susanta 18 днів тому

    ଗୁରୁଜୀ ଶ୍ରେଷ୍ଠ ନିଦ୍ରାରେ ସୋଇଛନ୍ତି ଛାତ୍ର ଛାତ୍ରୀ ଅବାଟକୁ ଗଲେ ସାର ଠିକ କରିବେ ହେଲେ ସାର ଅବାଟରେ ଅଛନ୍ତି ଛାତ୍ର ଛାତ୍ରୀ ତାଙ୍କୁ ମାନେ ସାରଙ୍କୁ ବାଟକୁ ଆଣୁଛନ୍ତି 🤣😂🤣

  • @143Susanta
    @143Susanta 18 днів тому

    ତଥା ଗତ ସାର ପୁରା ଏକ ନମ୍ବର ଲୋକ ସେଥିପାଇଁ ସବୁ ଯାହା କୁହନ୍ତି ପୁରା ହଇଲାଇଟି ହେଇ ଯାଏ 🤣😂🤣

  • @143Susanta
    @143Susanta 18 днів тому

    ଏଇ ଭାଇ ମାନଙ୍କୁ ନିହାତି କଳାକୃତି କିମସୀମ ପୁରସ୍କାର ଦେବେ ନିହାତି ପୋଲିସି ବାବୁ 🤣😂🤣

  • @143Susanta
    @143Susanta 18 днів тому

    ସାଧାପ ପୁଅ ମାନେ ଯାଉଛନ୍ତି ଆମର ଓଡ଼ିଶାର ବିକାଶ କରିବା ପାଇଁ ହେଲେ ନିଜେ ନିଜର ନୌକାକୁ ବିକାଶ କରିନାହାନ୍ତି 🤣😂🤣

  • @hanumantabarik
    @hanumantabarik 18 днів тому +1

    Ok

  • @DusmantanaikDusmanta
    @DusmantanaikDusmanta 18 днів тому

    Kan kahila ma,,, kan dekheila ma,, good morning bhai.

  • @mr_bewakoof__1642
    @mr_bewakoof__1642 19 днів тому +3

    Otv pura target bjd party leader nku 🤓

  • @krutibashpanda3916
    @krutibashpanda3916 18 днів тому

    ଅଭିନୟ ବେଶି କାନ୍ଦଣା କମ

  • @SomanathParida-003
    @SomanathParida-003 5 днів тому

    Thanks for all your friends👭👬

  • @SubashChandraBadamundiSubash
    @SubashChandraBadamundiSubash 18 днів тому

    ଏମିତି ସାର ମନ😢

  • @mantugouda-iv8pb
    @mantugouda-iv8pb 18 днів тому

    Happy. New. Year. 2025

  • @krutibashpanda3916
    @krutibashpanda3916 18 днів тому

    Best satire

  • @ajayadehury-h5s
    @ajayadehury-h5s 17 днів тому

    ଏଲିନା କାନ୍ଦଣା ଭଲଲାଗିଲା

  • @Thikqdarseth
    @Thikqdarseth 18 днів тому

    😅😂😂😂😂super....rrrrr

  • @sudhirsahoo7942
    @sudhirsahoo7942 15 днів тому

    Bobby democracy ra meaning Jani nahi Bank balance kemiti badhiba. Sehita bhal bhab janichi

  • @umasankarpatnaik6454
    @umasankarpatnaik6454 18 днів тому +1

    Otv only bjp channel

  • @MAHESH.B-zu5vk
    @MAHESH.B-zu5vk 19 днів тому

    kya comedy video maja a gaya hai. 😂😂😂😂😂😅😅😅😅

  • @s_u_n_i___l
    @s_u_n_i___l 19 днів тому +1

    Waaa 😂😂😂😂😂

  • @sriramprasad4240
    @sriramprasad4240 10 днів тому

    ବିଜେଡି ଵାଲା ଏତେ ସୁନ୍ଦର କାମ ସବୁ ବିଗତ ଦିନ ରେ କରିଛନ୍ତି ତାହା ଅଭୁତ ପୂର୍ଵ ତାହା କଣ ଭୁଲି ହେବେ! ଛକ ବାଙ୍କ ଉହାଡ଼ ରେ ଜଗି ବସି ଫାଇନ କାଟିବା କଣ ଛୋଟ କଥା ! ସରକାରୀ କଳ ସହ ସମ୍ପୃକ୍ତ ସବୁ ରାଜା ହୋଇ ଗଲେ ଆଉ ନିରୀହ ସାଧାରଣ ଲୋକ ଟିଏ କାନ୍ଦି କାନ୍ଦି ରହିଲା ଏହା କଣ କମ ବଡ଼ କଥା! ଆହୁରି ନିର୍ଲଜ ଭଳିଆ ଆସି ଭାଷଣ ମାରୁଛି ଏହା କୁ ସରମ ଲାଗୁନି ଛି ଛି ଛି.....

  • @Aditya-m3k
    @Aditya-m3k 17 днів тому

    Balley balley dhaba chaliba kemiti seithi pain kanduchi

  • @kpsinghadv9798
    @kpsinghadv9798 18 днів тому

    naran jemiti michhare kanduchhi raja bhai semiti michhare kanduthile.

  • @MAHESH.B-zu5vk
    @MAHESH.B-zu5vk 19 днів тому

    Aisa mat karo meri jaan. . 😂😂😂😂😅😅😅😂😂

  • @shirumurmu-f3c
    @shirumurmu-f3c 18 днів тому

    ସରକାର ମଦ ଲାଇସେନ୍ସ ଦେଇ ଛନ୍ତି ତେଣୁ ମଦ ପିଇ ବା ସାର ଙ୍କର କି ଭୁଲ

  • @OmmprakashMohapatra-ds1xy
    @OmmprakashMohapatra-ds1xy 18 днів тому

    Sura routa nka kichi fuse deakhi Lani ta

  • @laxmandakua8452
    @laxmandakua8452 19 днів тому

    Sura rautray nku kichi award mililani

  • @kanhapradhan3016
    @kanhapradhan3016 19 днів тому

    Puruna helani video

  • @SomanathParida-003
    @SomanathParida-003 5 днів тому

    Chunka-baghara

  • @Mallickmanojkumar893
    @Mallickmanojkumar893 18 днів тому

    Hahaha 🤣🤣🤣🤣
    Jay Jagannath 🙏⭕‼️⭕🙏

  • @Studu432
    @Studu432 17 днів тому

    Best michhua Award Dharmendra Pradhan 😂nku deithile ahuri vala heithanta...

  • @SomanathParida-003
    @SomanathParida-003 5 днів тому

    Rekha ghei

  • @serial_dhamaka_odia
    @serial_dhamaka_odia 12 днів тому

    Bala Tama mana mu laja laguni😢

  • @shuabammeher-gi5em
    @shuabammeher-gi5em 17 днів тому

    Otv ra News bjp ra fuse

  • @NiranjanNaik-o5m
    @NiranjanNaik-o5m 18 днів тому

    Bihar Mancha😅

  • @pradeepmahakud1180
    @pradeepmahakud1180 19 днів тому +1

    Kate thara dakhai ba

  • @Santoshswain-wj7xl
    @Santoshswain-wj7xl 18 днів тому

    Jemiti bjd semiti loke tame kahie kana haba

  • @debasispatra956
    @debasispatra956 18 днів тому

    Moro Gotie Question ..... Maa Giha OTV Bala ....... Tame BJP Balanka pakharu..... Kete Paisa Khaicha..... ?????

  • @ramapadiami6530
    @ramapadiami6530 19 днів тому +1

    😂😂😂😂😂

  • @PrietymayeeBehera
    @PrietymayeeBehera 18 днів тому

    ❤❤😂😂😂😂

  • @Santoshswain-wj7xl
    @Santoshswain-wj7xl 18 днів тому

    Tame kana bhul kahuna

  • @Badboyrockstar143
    @Badboyrockstar143 18 днів тому

    BJP ra chela hoi kama chalichhi jay naveen jay odisha

  • @akshyakar1992
    @akshyakar1992 19 днів тому

    Tama bjp neta nka fuse tike dekha

  • @santoshsahoo6928
    @santoshsahoo6928 18 днів тому

    Aau super michhua neta kia kahilenahi. Hua ta BJP neta a award ta neijaithante.

  • @serial_dhamaka_odia
    @serial_dhamaka_odia 12 днів тому

    BJP neta sabu sadhu ta

  • @Santoshswain-wj7xl
    @Santoshswain-wj7xl 18 днів тому

    Mate kamet karib
    Nahele tame tahele tametahele bjd otv au kana kahib

  • @debaadattamohapatra545
    @debaadattamohapatra545 18 днів тому

    😅

  • @kpsinghadv9798
    @kpsinghadv9798 18 днів тому

    Bepar kamila boli abhinetri michhare dekhei hele.

  • @sudhirsahoo7942
    @sudhirsahoo7942 15 днів тому

    Ki Over acting oho ki kanda

  • @SubratKumarsingh-adivasi1
    @SubratKumarsingh-adivasi1 18 днів тому

    😂😂😂

  • @ashishkumarsawin6123
    @ashishkumarsawin6123 18 днів тому

    NEWS FUSE NUHA BJD FUSE PAI BJP FUSE KARICHANRI BESI

  • @mitasing988
    @mitasing988 19 днів тому

    otv ra target kebala bjd Ku auu😂

  • @SomanathParida-003
    @SomanathParida-003 5 днів тому

    Mg chetala

  • @jaganbehera7211
    @jaganbehera7211 17 днів тому

    BJP thu kete tanka neicha @otv

  • @LishaLisha-zu5hx
    @LishaLisha-zu5hx 18 днів тому

    Tome peeonki

  • @143Susanta
    @143Susanta 18 днів тому

    ସାଧାପ ପୁଅ ମାନେ ଯାଉଛନ୍ତି ଆମର ଓଡ଼ିଶାର ବିକାଶ କରିବା ପାଇଁ ହେଲେ ନିଜେ ନିଜର ନୌକାକୁ ବିକାଶ କରିନାହାନ୍ତି 🤣😂🤣

  • @ranjitKiro-i7z
    @ranjitKiro-i7z 19 днів тому +1

    😂😂😂😅😅😅