Bhagabat mahapuran-4th skanda,chapter -23

Поділитися
Вставка
  • Опубліковано 16 гру 2024

КОМЕНТАРІ • 8

  • @birakishorenayak1690
    @birakishorenayak1690 4 дні тому +2

    ଆଜିର କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣ ରୂପରେ ଅନନ୍ୟ ଥିଲା ।ଶ୍ରୀଯୁକ୍ତ ରବିରଂଜନ ତ୍ରିପାଠୀ ମହୋଦୟଙ୍କର ସାରାଂଶ ଭିତ୍ତିକ ଆଲୋଚନା ଅତ୍ୟନ୍ତ ମନମୁଗ୍ଧକର ଓ ପ୍ରାଣସ୍ପର୍ଶୀ ଥିଲା,ମହାଶୟଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ସହିତ କୃତଜ୍ଞତା ଜଣାଉଛି ।
    ଅଶେଷ ଅଶେଷ ଧନ୍ୟବାଦ ଦେବି ପ୍ରଣତି ମାଆଙ୍କୁ , କାରଣ ସମୁଦ୍ରରେ ଶାମୁକାର ଅଭାବ ନଥାଏ,କିନ୍ତୁ କେଉଁ ଶାମୁକା ପେଟରେ ମୁକ୍ତାଅଛି,
    ସେଇ ଶାମୁକାକୁ ଚିହ୍ନିବାରେ ପ୍ରଣତି ମହାପାତ୍ର ମହୋଦୟା ହେଉଛନ୍ତି ସିଦ୍ଧହସ୍ତା ।
    ସାହିତ୍ୟିକ କବି ବନ୍ଧୁ ପରିବାରକୁ ମୋର
    ହାର୍ଦ୍ଦିକ ଅଭିନନ୍ଦନ ।ଜୟ ଶ୍ରୀକୃଷ୍ଣ🙏

  • @shyamsundardash9690
    @shyamsundardash9690 3 дні тому

    ବଡ ସୁନ୍ଦର ଆଲୋଚନା।ଜୟ ଜଗନ୍ନାଥ।

  • @AnilSahu-b6c
    @AnilSahu-b6c 5 днів тому +1

    ଓଁ ନମଃ ଭଗବତେ ବାସୁଦେବାୟ 🎉🎉🎉
    ଆଜିର ଭାଗବତ ଆଲୋଚନା ବହୁତ୍ ମନମୁଗ୍ଧକର ଥିଲା
    ଜୟ ଜଗନ୍ନାଥ 🙏🌹🙏🌹🙏🌹🙏🌹🙏
    ଧନ୍ୟବାଦ୍ 🎉🎉🎉🎉🎉🎉🎉🎉

  • @PrasantaRaul-w7m
    @PrasantaRaul-w7m 4 дні тому +2

    ଓଁ ନମୋ ଭଗବତେ ବାସୁଦେବାୟ 🎉🎉🎉

  • @sanjuktarouth1166
    @sanjuktarouth1166 5 днів тому +2

    Ajira katha byasanka alochana khub sarala, bodhagamya, tatwa bhittika o akarsaniya thila. Mahasayanku abhuma pranam janauchi.