Thank you DD ODIA for this interview which we were waiting to see a decade earlier. She is the real jewel of Odia music for whom we feel proud. Look how sweetly she is humming fifty years back song. She deserves to be decorated with Padma Shri / Bibhusan award.
Iam a great fan of yours Tani apa. For me you are the best singer of Odisha. 🙏🙏🙏❤❤👌👌👍
ଧନ ତୃପ୍ତି ତୁମେ ଓଡିଶା ଗର୍ବ କରେ ତମ ଭଳି ଯଣେ କୋକିଳ କଣ୍ଠି ଙ୍କୁ ପାଇ. ଗୀତ ଗାଇବା ଯେମିତି ମିଠା କଥା କହିବା ମଧ୍ୟ ସେମିତି ମିଠା .. ଚେହେରା ବି ସବୁଠୁ ମିଠା .. ଏତେ ଖୁସି ଲାଗୁଛି କଣ ଲେଖିବି ଯାଣି ପାରୁନି .. ସରସ୍ଵତୀ ମା ଙ୍କ ଆଶୀର୍ବାଦ ସବୁ ଜନ୍ମ ରେ ରହିଥାଉ ତୁମ ପାଇଁ 🎉❤
ଚମତ୍କାର କାର୍ଯ୍ୟକ୍ରମ, ଦୂରଦର୍ଶନ କର୍ତ୍ତୃପକ୍ଷଙ୍କୁ ଅନେକ ଅନେକ ସାଧୁବାଦ
Thank you DD ODIA for this interview which we were waiting to see a decade earlier. She is the real jewel of Odia music for whom we feel proud. Look how sweetly she is humming fifty years back song. She deserves to be decorated with Padma Shri / Bibhusan award.
You are looking so beautiful
ଖୁବ୍ ସ୍ପଷ୍ଟ ଓ ସୁନ୍ଦର ସ୍ୱର 🙏
Great singer ❤❤ love you ❤❤
You are real singer
Wahha...... really Odisha feel proud of you
I am proud of being an Odia.
Bahut badhiya hoichhi ahi interview ta.mu pila Dina ru tankar fan.kokila kantha aama Odishara , Naaga fasha ra geeta ,bahut uchha korira hoiparichhi..thanks for this upload...(Tuna bal , Bayalish Mouza Katak Odisha India)
Nice program.... Presentation is excellent... 👌
Really great Singer
I like devotional songs of Trupti Das. Her voice is gifted by Almighty.
Pranam madam.
ଆମ ଓଡ଼ିଶା ର କୋକିଳ କଣ୍ଠି ଗାୟିକା ମୋର ଶତ ଶତ ପ୍ରଣାମ 🙏🙏🙏🙏
Trupti das mora feburait❤❤❤❤❤
My favorite singer Trupti Das.
ସବୁ କଳାକାର ଙ୍କୁ ଡାକିବାକୁ ମୋର ଛୋଟ ଅନୁରୋଧ। ଶୈଳଭାମା ମହାପାତ୍ର, ଇରା ମହାନ୍ତି, ଗୀତା ଦାସ, ନମିତା ଅଗ୍ରୱାଲ ଏବଂ ମମତା ସାହୁ।
My favourite singer ❤
❤❤sata sata naman 🙏🙏maa
Trupti ji my favourite
Satabdi suryasnata your presentation is beautiful
Trupti my favorite 🎉
Fantastic postt
ଭଲ ଓଡ଼ିଆ କହିପାରୁଥିବା ଉପସ୍ଥାପିକାଙ୍କୁ ସୁଯୋଗ ଦିଅନ୍ତୁ
❤❤❤
ଓଡ଼ିଆ ଫିଲ୍ମ ର କଳାଧଳା ଚଳଚ୍ଚିତ୍ର ର ଯେତେବେଳେ ତୃପ୍ତି ଦାସ୍ ମ୍ୟାମ୍ ଗାଇଥିଲେ। 'ବୋଉ ଲୋ କି କହିବି ନୂଆ ଭାଉଜ ଙ୍କ କଥା '। ସେତେବେଳେ ଯେଉଁ ସବୁ ପୁରୁଣା ଗୀତ ଭଲ ଲାଗେ।
ଗୀତା ଦାସ୍, ଗୀତା ପଟ୍ଟନାୟକ, ମମତା ସାହୁ, ଇରା ମହାନ୍ତି,ଶୈଳଭାମା ମହାପାତ୍ର ଏବଂ ତପୁ ମିଶ୍ର ସମସ୍ତ ଙ୍କ ଗୀତ ଗୁଡିକ ଭଲ ଲାଗେ।
ସେତେବେଳେ ସଙ୍ଗୀତ ନିର୍ଦ୍ଦେଶକ ପ୍ରାୟ ବଙ୍ଗଳା ଏବଂ ବମ୍ବେ ଗାୟିକା ଙ୍କୁ ସୁଯୋଗ ଦିଅନ୍ତି । ଯେମିତି ନିର୍ମଳା ମିଶ୍ର (କଲିକତା), କବିତା କ୍ରିଷ୍ଣା ମୂର୍ତ୍ତି, ଅନୁରାଧା ପୌଡୱଲ ।
ଦକ୍ଷିଣ ଭାରତୀୟ ଗାୟିକା ଯେମିତି ଉଷା ଉତ୍ଥପ,ସ୍ଵେତା ସେକ୍ସି,ଶୁଭମ୍ ଉର୍ଗଲ,କେଏସ୍ ଚିତ୍ରା।
Mahol ?