ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଚତୃର୍ଥ ସ୍କନ୍ଧର ୧୨ମ ଅଧ୍ୟାୟ | Jay Jagannath TV
Вставка
- Опубліковано 8 лют 2025
- "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
UA-cam: bit.ly/3KAQeyD
Twitter: bit.ly/38JpX3U
#jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati
ଓଁ ନମଃ ଭଗବତେ ବାସୁଦେବାୟ ନମୋ, ନାରାୟଣ ନାରାୟଣ ନାରାୟଣ ହେ ପ୍ରଭୁ ତୁମେ ସାହା ଭରଷା ❤❤❤
🙏ଜୟ ଜୟ ଶ୍ରୀ ଜଗନ୍ନାଥ 🙏
🙏 ଜୟ ଜୟ ଶ୍ରୀ ଜଗନ୍ନାଥ 🙏
🙏 ଜୟ ଜୟ ଶ୍ରୀ ଜଗନ୍ନାଥ 🙏
🙏❤️🙏❤️🙏❤️🙏❤️🙏
🙏ଜୟ ଜୟ ଶ୍ରୀ ଜଗନ୍ନାଥ 🙏
🙏ଜୟ ଜୟ ଶ୍ରୀ ଜଗନ୍ନାଥ 🙏
🙏ଜୟ ଜୟ ଶ୍ରୀ ଜଗନ୍ନାଥ 🙏
❤️ ❤️ ❤️
🌹 🌹 🌹
🌹
❤️
Jay Shree Jagannath 🙏 Jai Shri Krishna Vasudev 🙏 Om Namo Bhagawate Vasudevay 🙏
❤❤ ଓଁ ନମଃ ଭଗବତେ ବାସୁଦେବାୟ ❤❤
Omm namo bhagwate Basu debaya 🙏
ହେ କୃଷ୍ଣ କରୁଣାସିନ୍ଧୁ ଦୀନବନ୍ଧୁ ଜଗତ୍ପତେ , ଗୋପେଶ ଗୋପୀକାକାନ୍ତ ରାଧାକାନ୍ତ ନମୋଽସ୍ତୁତେ ।
ତପ୍ତକାଞ୍ଚନଗୌରାଙ୍ଗି ରାଧେ ବୃନ୍ଦାଵନେଶ୍ୱରୀ ,
ଵୃଷଭାନୁସୁତେ ଦେଵୀ ପ୍ରଣମାମି ହରିପ୍ରିୟେ !🙏
Jay shree jagnntha 🙏🏼🙏🏼🙏🏼🙏🙏
ଓଁ ନମଃ ଭଗବତେ ବାସୁଦେବାୟ
🕉 Jay 🕉 Jagannath 🕉 swami 🕉 ❤❤❤
ହେ ବାସୁଦେବ 🙏
Jai Jagannath swami naina pathagiami babha tume Jai Jagannath Jai Jagannath Radhe Radhe Radhe Radhe Radhe
ଜୟ ଜଗନ୍ନାଥ 🙏🏻
Jay jay shree jagannath 🙏🙏
Jay jaganntha swmi ⭕❗⭕
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ l
ପଦୁଁ ଗଳୁଛି ମକରନ୍ଦ ll
ସେ ମକରନ୍ଦ ପାନ କରି l
ହେଳେ ତରିଲେ ବ୍ରଜନାରୀ ll
ସେ ବ୍ରଜନାରୀ ଙ୍କ ପୟରେ l
ମନ ମୋ ଥାଉ ନିରନ୍ତରେ ll
ମନ ମୋ ନିରନ୍ତରେ ଥାଉ l
ହା କୃଷ୍ଣ ବୋଲି ଜୀବ ଯାଉ ll
ହା କୃଷ୍ଣ ବୋଲି ଯାଉ ଜୀବ l
ମୋତେ ଉଦ୍ଧାର ବାସୁଦେବ ll
ଚନ୍ଦନ ବନେ କଣ୍ଟା ଥିଲା l
ମଳୟ ଲାଗି ପାଲଟିଲା ll
ଚନ୍ଦନ ମୂଳେ ଦିଅ ପାଣି l
କଣ୍ଟା ବୃକ୍ଷକୁ ପକା ହାଣି ll
ଦିଅ ତୁ ଭାଗବତ ରଡି l
କାଳ ପଳାଉ ଦୂରେ ଛାଡି ll
ଦିଅ ତୁ ଭାଗବତ ଲୟେ l
ସକଳ ପାପ ହେବ କ୍ଷୟେ ll
ରାମ ଗୋବିନ୍ଦ ହେ ଅଚ୍ୟୁତ l
ଜିହ୍ୱା ମୋ କହୁ ଅବିରତ ll
ସଙ୍ଖାଳି ଖାଇଲେ ସରିବ l
ତୋ ଗୁଣ ଗାନ ନସରିବ ll🙏
🙏ଜୟ ଜୟ ଶ୍ରୀ ଜଗନ୍ନାଥ 🙏
🙏 ଜୟ ଜୟ ଶ୍ରୀ ଜଗନ୍ନାଥ 🙏
🙏 ଜୟ ଜୟ ଶ୍ରୀ ଜଗନ୍ନାଥ 🙏
🙏❤️🙏❤️🙏❤️🙏❤️🙏
🙏ଜୟ ଜୟ ଶ୍ରୀ ଜଗନ୍ନାଥ 🙏
🙏ଜୟ ଜୟ ଶ୍ରୀ ଜଗନ୍ନାଥ 🙏
🙏ଜୟ ଜୟ ଶ୍ରୀ ଜଗନ୍ନାଥ 🙏
❤️ ❤️ ❤️
🌹 🌹 🌹
🌹
❤️
🙏 Jai Jai Jagannath