Dharmendra Pradhan Critisises Odisha CM Naveen Patnaik | BJD Places Trust On Voters Mandate
Вставка
- Опубліковано 12 тра 2024
- Explore the recent criticism by Dharmendra Pradhan aimed at Odisha CM Naveen Patnaik, as the BJD places its trust in the voters' mandate. Gain insights into the evolving political dynamics in Odisha ahead of the elections.
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #Odisha #dharmendrapradhan #BJP #BJD
ବିଜେପି ଦଳକୁ ଓଡ଼ିଶାବାସୀ ବେଶ ଭଲ ଭାବେ ଜାଣିଛନ୍ତି, ଏମାନଙ୍କର ଉପରେ ଗୋଟିଏ ରୂପ, ଭିତରେ ଭୟଙ୍କର ରୂପ
Bjd hele bhala achi ki ama odisha ku kana deichi smart class kala hele teacher nahi au Bhubaneswar bhalia smart city ru baharku dadan kati jauchanti
@@bhubancreation pua bbsr it companies kie anichi. 20000 recruitment teacher helani aau 10000 hebe
@@geetanjalidas8455 Au Paschim Odisha Naam nauchi Dhakhina odisha b devlopment nahi 24 barsha hela au lok mane aji parjyanta bijli nahi pani tar proof achi khali purba odisha dekhi heba nahi All odisha devlopment darkar Modi 10 years re all India development kari dela au 24 years kana Karichi Nabin sarkar
Bjd ra posa kukura
ବିଷଧର ନାଗ ସାପକୁ ବିଶ୍ୱାସ କରି ହେବ କିନ୍ତୁ ବିଜେପିକୁ ନୁହେଁ
ଦେଶକୁ ଘରୋଇ କରଣ କରି ପୁଞ୍ଜିପତି ଦଲାଲ୍ ଙ୍କ ହାତରେ ଟେକି ଦେଲ
ବିଜେପି ନେତା ମାନେ ସପନ ଦେଖୁଛନ୍ତି କି ଓଡିଶା କେବଳ ବିଜେଡି ସରକାର
ଓଡ଼ିଶା ରେ କିଛି ଫରକ ପଡିବ ନାହିଁ
କିଛି ଫରକ ପଡିବ ନାହିଁ
ମିଛ କଥା କହୁଥିଲେ ସେମାନେ ହେଲେ ମଧ୍ୟ ଲୋକେ ଗହନ କରି ପାରୁନାହିଁ
ବାଗ ପାଇଁ 1300 କୋଟି ଖର୍ଚ କରିକି ତାମିଲନାଡୁ ରେ ତିଆରି କଲ... ଓଡିଶା ରେ କଣ ବାଗ ତିଆରି କମ୍ପାନୀ ନାହିଁ???
ଓଡ଼ିଆ ଅସ୍ମିତା କଥା କହୁଥିବା ନେତା ମଣିପୁରରେ ସହ ସହ ସସ୍ମିତା ହରଣ ହେଲେ ଟିକେ କହିଲେ ଭଲ ହେବ
ଜଣେ ମାତ୍ର ପାଣ୍ଡିଆନ ଙ୍କୁ ଟାର୍ଗେଟ କରିବାକୁ ବିଜେପି ର ଏତେ ବଡ଼ ବଡ଼ ନେତା ତଥାପି ଢଙ୍ଗରେ ଟାର୍ଗେଟ କରିପାରୁନାହାନ୍ତି 😄😄😄😄
Pandian kia
Dharmendra pradhan aga nija ku dekha ta pare navin babu nku kahiba chora tautar dharmendra pradhan
ଅପରାଧୀ ପ୍ରେମୀ BJP ଦଳକୁ ଓଡ଼ିଶାର ସଚେତନ ଜନତା ପୁଣିଥରେ ଆଗାମୀ ନିର୍ବାଚନରେ ଉଚିତ୍ ଜବାବ ଦେବେ ।
ଅନ୍ଧ, ମୁକ, ବଧିର ନବୀନ ସରକାର ଆଉ ନାହିଁ ଦରକାର.
କଣା ବୈଜୟନ୍ତ ପଣ୍ଡା ଙ୍କୁ ଓଡିଶା ବିକାଶ ଦେଖାଯାଉନି 😄😄😄😄
Kruthi kana bikash hei chhi bjd sarkar thila bele
25 ବର୍ଷ 5 ଥର ରେ କଣ କରିଛ ନବୀନ ବାବୁ???
BJD hatao Odisha banchao
ସବୁ ଠିକାଦାର ତାମିଲନାଡୁ ରୁ ଓଡ଼ିଆ ଲୋକ କୁଆଡେ ଯିବେ???
ଯୋଉ ଟେମ୍ପୁରେ ବିଡ଼ା ବିଡ଼ା ଟଙ୍କା ଆଡ଼ାନୀ ପନୌତିକୁ ପଠାଉଥିଲା ସେହି ଟେମ୍ପୁରେ ବିହାରୁଣୀକୁ ଧରି ବୁଲେଇଲା ; ଖାଲି ବୁଢ଼ା ହନୁ NH-55 କୁ ଡ଼ରିମରିଲା 😝
BJD ନେତା ମାନେ ସାମ୍ବାଦିକ ସମ୍ମିଳନୀ ରେ ମଧ୍ୟ କାଗଜ ରେ ଲେଖା ଦେଖି ପଢୁଛନ୍ତି କାହିଁକି।ଏ କାଗଜ ରେ ପାଣ୍ଡିଆନ ଲେଖିଥିଲେ ନା କଣ ତାଙ୍କର ଇଛା ରେ କେହି ନେତା କହିପାରୁନାହାନ୍ତି । କାରଣ କ'ଣ କୁହନ୍ତୁ।
ଏକଦମ ଠିକ କରିଛନ୍ତି ଏମାନେ ଆମେ ତାମିଲ ଶାସନ ଚାହୁଁନୁ
ସବୁଥିରେ ତାମିଲନାଡୁ ଲୋକ କଣ ପାଇଁ ଓଡ଼ିଆ ଲୋକ ଙ୍କ ଉପରେ କଣ ଭରଷା ନାହିଁ...
ମାନ୍ୟବର ପ୍ରଧାନମନ୍ତ୍ରୀ,
ସ୍ୱାମୀନାଥନ କମିଟି ଆପଣଙ୍କୁ ପରାମର୍ଶ ଦେଇଥିଲେ MSP ଦୁଇଗୁଣା କର !! ସ୍ୱାମୀନାଥନଙ୍କ ମୃତ୍ୟୁ ପରେ ଆପଣ ତାଙ୍କୁ ଭାରତ ରତ୍ନ ଦେଲେ ସିନା ତାଙ୍କ ସୁପାରିଶ ଗ୍ରହଣ କଲେନି !! ୨୯୩୦ ଟଙ୍କା ପାଇଁ ଆମର ସର୍ବଦଳୀୟ କମିଟି ଦୁଇ ଦୁଇ ଥର ଦିଲ୍ଲୀ ଗଲେ ବି ଆପଣ ଦେଖା ଦେଲେନି !! ନିର୍ବାଚନ ବେଳେ ଆପଣଙ୍କର କିପରି ୩ ହଜାର ମନେ ପଡ଼ିଗଲା ??? #Bjphatodeshbachao
ଥରେ ଗୁଜରାଟର ମୁରୁବି ଜିଲ୍ଲା କୁ ଜାଅନ୍ତୁ ଦେଖିବାକୁ ମିଳିବ ସେଠିକାର ଅସଲ ଚିତ୍ର କ'ଣ
Only BJP Naveen unable to stand and speak how can he become our CM
କିଛି ମୂର୍ଖ, ଜାଲିଆ ଟାଉଟର ହାରାମି ଓଡ଼ିଆ ଲୋକଙ୍କ ପାଇଁ ସାଢେ 4 କୋଟି ଓଡ଼ିଆ ବିକାଶ ରୁ ବଞ୍ଚିତ ହେଉଛନ୍ତି
କ'ଣ ଗୋଟାଏ ଗୁଜରାଟ ମଡେଲ ଗୁଜରାଟ ମଡେଲ କଥା କହୁଛନ୍ତି ବିଜେପି ବାଲା, ଗୁଜରାଟ କେବେ ଯାଇଛନ୍ତି ମୁଁ ଗୁଜରାଟ ବୁଲିଛି ଆଉ ଦେଖୀଛି ସେଠୀକାର ଚିତ୍ର କ'ଣ ଯଦି ଓଡ଼ିଶା କୁ ଗୁଜରାଟ ସହିତ ତୁଳନା କରାଯାଏ ଆମର ଓଡିଶା ବହୁତ ଭଲରେ ଅଛି,ଜୟ ଜଗନ୍ନାଥ 🙏
ଓଡିଶା ବିଜେପି ର ଯେତେ କାଢ଼ୁଆ ନେତା ଅଛନ୍ତି ସବୁ ନବୀନକ ବାମ ହାତ ହଲା ସହିତ ସାମାନ ନୁହନ୍ତି ଏମାନେ କଣ ନବୀନଙ୍କୁ ଟାର୍ଗେଟ କରିବେ
ନବୀନ ର ଗୋଟେ ପାଚିଲା ବାଳ ବଙ୍କା କରିପାରିବେନି 😂😂😄😄👌
ବିଜେପି ହଟାଓ ଓଡିଶା ବଞ୍ଚାଅ
Are are are Nana na kan, bahut dina pore dekhajaucha, katha kan
ପୁଅ ଯାଉଛି ଦାଦନ ବାପା କହୁଛି ଜୟ ନବୀନ...
Rajya manankare prati 5 barsa re sarkar paribartan darakar
ଏଗୁଡ଼ା ଙ୍କ ର ଯୋଗ୍ୟତା ନାହିଁ cm ହେବାର, ଧମେନ୍ଦ୍ର ପ୍ରଧାନ ଖାଲି ଭାଷନ ଦଉଛନ୍ତି, କେତେ କରିତ କର୍ମା ଓଡିଶା BJP କର୍ମୀ ଓଡ଼ିଆ ଲୋକ ଜାଣିଛନ୍ତି ଠିକ୍,
Sabu manantar mantantar ku vuli.....sapa, neula,chheli, bagha..gote stage re..ki durshys dekhila dunia 😂😂😂😂😂
Pratap babu neja age dakha athraa jituparebu taa tate bjp pacharuni
ଅପେକ୍ଷା କଲନି।ଗଲୁ ଯାଗାରେ ହାତ ମାରିବ,ଆଉ ପୋଡ଼ିଲେ କୁନ୍ଥେଇ ହେବ।
Nabin ku g maridaba pandian
Dhrmndra thik kahuchhanti.
ବିହାରୀ ହରିବୁ ତୋତେ ଜଗନ୍ନାଥ ହରେଇବ
Tama lekha chaduni. Kie CM heba tike kuha.
Aparajita hariba bbsr re
Bjp condition now critical in center that'swhy they are gone mad.
2019 ରେ ନବୀନ କୁ ଭୋଟ ଦେଇଥିଲୁ ହେଲେ ମୁଖ୍ୟମନ୍ତ୍ରୀ ହେଲେ ତାମିଲନାଡୁ ପାଣ୍ଡିଆନ.... ଓଡ଼ିଆ ଲୋକ ଙ୍କୁ କଣ ବିଶ୍ୱାସ ଆସୁନି???
Dharmendra babu your place is under the foot of Nabeen
BJP 🎉🎉🎉
Swyam mg histria hela
Band karen
Bjd hariba odisha jitiba 🙏💥🕉️🔥💯🌍🎉🧡🙏
Dharmedhar hariba bihar jiba
ଓଡ଼ିଶା ପାଇଁ ବିଜୁ ଜନତା ଦଳ ଠିକ୍ ❤
Why ?
Get set go for BJP government
ଓଡିଶା ବାସୀ ତ ଜବାବ ଦେବେ ତେବେ ନବୀନ କାହିଁକି ଆଗେ ଆସିକି ପାଣ୍ଡିୟାନ୍ ର ଲେଖା ପଢି ପକାଇଲା
Dharmendra k nabin kahu... E kie aay
Nabin k paper darkar kichi kahebar laagi....
😂 ମୁଖ୍ୟମନ୍ତ୍ରୀ କିଏ ତମ ଭିତରୁ, କାହିଁ ମାଡ଼ ପିଟ ହେଉଛ
Jay congress zindabad
Biharuni bahut gapuchhu
Only BJD
Gote loka pain BJP ra sabu rathi maharathi akathi aji...aethiru Jana paduchi BJP ra ae neta mane kete kadhua... Jay Naveen only BJD jodi Sankha
Baejanta panda tu nabin babu pae tu aji neta hoechuu tu kendrapanda re ae janam jeteparebuni
Dadana ,durniti ,duskarma ,re bjd no1... Jay shree ram BJP jindabad 🙏💥🕉️🔥💯🌍🎉🧡🙏
Bjd Hatao Odisha bachao
Hara Hara modi ghara ghara modi 🙏🧡🎉🌍💯🔥🕉️💥🙏
ଓଡ଼ିଆ ମଡେଲ ଦାଦନ ମଡେଲ
Desha ku ta biki ki khaila ebe asicha odisha ku kichi farak padibani puni thare naveen sarkar haba ethi bjd zindabad
BJD hataha State save
ଜୟ BJP
Sabu chora bjp Bala ku odisha ru hotao odisha bancho
Naveen hatao odisha bancho 🙏🧡🎉🌍💯🔥🕉️💥🙏
BJP❤❤❤
BJP dayania ki sulata dayania janapadiba
Bjd hatao odisha banchao
Budha ku aau kehi volo paau nahanti.Budha ra expiry date ashi gala.Jie Odia bhasa ku volo payeni siye ki prakar Odia?
Odisha re ethara naveen 😂😂😂😂
ସବୁ ଚୋର ମୁହଁ
Joy BJP.
BJP sarkaar
BJP ku ago pochara 2crore job per year kahin
Hue jt bahar kari nabin sarkar kana kala tume Jani chha na nabin chahuchhanti odisha lok murkha hoi mada au Mansa re vote debe
@@user-sm9rr9nl7q BJP ra election menifesto re per year 2crore employment create kariba thila, Odisha re ei election re govt vacancy fill up election menifesto re achhi
ଅପରାଜିତା ଷଡ଼ଙ୍ଗୀ ଇର୍ଷାଳୁ ନାରୀନେତ୍ରୀ ଏ ପୁଣି ଓଡିଶାର ମୁଖ୍ୟମନ୍ତ୍ରୀ ହେବ ଛି ଛି ଛି
ଏଥର ନିଶ୍ଚୟ ହେବ ନବିନର ଆଉନାହିଁ ବଳ ଜଣେ ତାମିଲ୍ ଭରଷାରେ ଦଳ ଓଡ଼ିଆ ଲୋକ ଆଉ ଭୋଟ ଦେବେ ନାହିଁ
Jay BJP Jay Modi sarkar
ବିଜେପି ଜିନ୍ଦାବାଦ 🙏
ଠିକ୍ କଥା ଲେଖା ଦେଖି କହିଛନ୍ତି
Only BJP sarkar
BJD hatao
B thiba s khaeiba
Bilua bichara kichi hebani
Sulochana topic kahunu khali gaon gahali maikinanka bhali faltu katha kahuchhu
ମାନ୍ୟବର ପ୍ରଧାନମନ୍ତ୍ରୀ,
ସ୍ୱାମୀନାଥନ କମିଟି ଆପଣଙ୍କୁ ପରାମର୍ଶ ଦେଇଥିଲେ MSP ଦୁଇଗୁଣା କର !! ସ୍ୱାମୀନାଥନଙ୍କ ମୃତ୍ୟୁ ପରେ ଆପଣ ତାଙ୍କୁ ଭାରତ ରତ୍ନ ଦେଲେ ସିନା ତାଙ୍କ ସୁପାରିଶ ଗ୍ରହଣ କଲେନି !! ୨୯୩୦ ଟଙ୍କା ପାଇଁ ଆମର ସର୍ବଦଳୀୟ କମିଟି ଦୁଇ ଦୁଇ ଥର ଦିଲ୍ଲୀ ଗଲେ ବି ଆପଣ ଦେଖା ଦେଲେନି !! ନିର୍ବାଚନ ବେଳେ ଆପଣଙ୍କର କିପରି ୩ ହଜାର ମନେ ପଡ଼ିଗଲା ??? #Bjphatodeshbachao
Bjd hatao odisha banchao