ନବୀନଙ୍କ ବ୍ରେନ୍ ଷ୍ଟଡି କରିବା ଅସମ୍ଭବ । BJD ex spokesperson, Satyajit Mishra on video Message.

Поділитися
Вставка
  • Опубліковано 16 лис 2024

КОМЕНТАРІ • 1 тис.

  • @steminarani5803
    @steminarani5803 5 місяців тому +42

    ଆମ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ନବୀନ ବାବୁ ବହୁତ ଭଲ 🎉🎉🎉🎉❤❤

  • @ratanasahoo9429
    @ratanasahoo9429 5 місяців тому +9

    ନବୀନ ସାର୍ ସରଳ ହୃଦୟ ର ଲୋକ , ବହୁତ୍ ଭଲ

  • @hrusikeshmallik3221
    @hrusikeshmallik3221 7 місяців тому +24

    ଜୟ ଜଗନ୍ନାଥ ଜୟ ବିଜେଡି ❤

  • @MotivationZone321
    @MotivationZone321 7 місяців тому +42

    ଦେଶକୁ ପ୍ରଦେଶକୁ ଆନ୍ତରିକ ଭଲ ପାଉ ଥିବା ବ୍ୟକ୍ତି ଟିଏ କେବଳ ନବିନ ବାବୁ

  • @s.mohapatra-i1k
    @s.mohapatra-i1k 8 місяців тому +120

    ୟେ କଥା ବିହାର ର ପ୍ରଶାନ୍ତ କିଶୋର ମଧ୍ୟ ସଠିକ୍ ଭାବେ କହିଛନ୍ତି ନବୀନ ପଟ୍ଟନାୟକଙ୍କ ବ୍ରେନ ବୁଝିବା ସାଧାରଣ ଲୋକଙ୍କ ପାଇଁ ବହୁତ୍ କଷ୍ଟ

    • @omsahoo4370
      @omsahoo4370 8 місяців тому +1

      SATA PAIBA PAI KICHI BHI

    • @brajakishorepadhi4022
      @brajakishorepadhi4022 8 місяців тому +11

      କିଛି ବୁଝି ବା ଦରକାର ନାହିଁ। କ୍ଷମତା ପାଇଁ ମୁରଦାର ନବୀନ ବାପ କୁ ବି ଗେହି ଦେବ। ବିଶ୍ବସ୍ତରୀୟ ମା ଗିହା। ଚିଟଫଣ୍ଡ ଚୋର। ରତ୍ନ ଭଣ୍ଡାର ଚୋର। ସୁପର ଟାଉଟର।

    • @s.mohapatra-i1k
      @s.mohapatra-i1k 8 місяців тому

      @@brajakishorepadhi4022 ED/CBI କାହିଁ ଚୁପ୍ ବସିଛି 2014ରୁ ଆମ ଭାରତର ଆଇନ ଅନୁଯାୟୀ ଯେତେବେଳେ ଯାଏ ଜଣେ ଦୋଷୀ ସାବ୍ୟସ୍ତ ହୋଇ ନାହିଁ ସେ ନିର୍ଦ୍ଦୋଷ ବୋଲି ଧରାଯିବ ସତ୍ତା ପାଇବା ପାଇଁ ମୋଦି ମଧ୍ୟ କହୁ ଥିଲା 2014 ରେ ଯେ ସୋନିଆ ଗାନ୍ଧୀ ବଡରା ସବୁ ଜେଲ୍ କୁ ଯିବେ କିଏ ଗଲାଣି ଜେଲ୍ କୁ ଅଧିକାଂଶ କଂଗ୍ରେସ ନେତା BJP କୁ ଚାଲି ଗଲେ ଆଉ ଆଜି ପର୍ଯ୍ୟନ୍ତ ସୋନିଆ ରବୋର୍ଡ ବାଦ୍ର ଜେଲ୍ ବାହାରେ

    • @aquaculture151
      @aquaculture151 8 місяців тому

      Pk kahithiley nabin Babu adrusya CM,tankara kichhi bujhibar nahin,pati kholibar nahin, dalanka madhyamarey sarkar chalaeba,add sarbasow cm,

    • @atalbiharisahoo7506
      @atalbiharisahoo7506 7 місяців тому +1

      jaha kahucha tike thikre kuha. besi tela mariba darkar nahi. vul ta se b karanti. seta b kuha...

  • @sureshparida5823
    @sureshparida5823 7 місяців тому +5

    Jay Naveen pattanayak

  • @santanukumarsahoo8763
    @santanukumarsahoo8763 8 місяців тому +5

    ଏଇ ଟା ଗୋଟେ ବଡ଼ ମହା ଆଜ୍ଞା।ପୁରା ଟାଉଟର

  • @ranjanjena6454
    @ranjanjena6454 7 місяців тому +4

    ନବୀନ 25 ବର୍ଷ ହେଲେ ଓଡ଼ିଆ ଭାଷା ଜାଣିନାହିଁ,

  • @shaswat-boney6779
    @shaswat-boney6779 7 місяців тому +4

    True❤

  • @ALOKPAITAL-j7x
    @ALOKPAITAL-j7x 7 місяців тому +2

    Right , bhai , exllent right 100%right

  • @maasaralacomputer
    @maasaralacomputer 6 місяців тому +5

    ଜୟ ନବୀନ 🙏

  • @basantbehra756
    @basantbehra756 4 місяці тому +1

    Absolutely right

  • @sudamgiri7334
    @sudamgiri7334 7 місяців тому +3

    Very clean analysis with accuracy

  • @KABULIOJHA-x5p
    @KABULIOJHA-x5p 7 місяців тому +2

    ସତ୍ୟ ସାର ଆପଣଙ୍କ ଉପସ୍ଥାପନା ଓ ଟିଭି ର ଖୋଲା କଥା ରେ ଅତି ଉଚ କୋଟିର ଥିଲା l ତେଣୁ ଆପଣଙ୍କୁ ଭଲଲାଗେ ହେଲେ, ଜାଣିଛନ୍ତି କି ବିଜୁ ବାବୁଙ୍କ ନାଁ ନେଇ ଯେଉଁ ଦଳ ଚାଲିଛି ତାଙ୍କ ର ପୁତ୍ର ଶ୍ରୀ ନବୀନ ବାବୁ ଓ ତାଙ୍କ ଭାଇ ବିଜୁ ବାବୁ ଙ୍କ ଶେଷ ଜୀବନରେ ପାଖକୁ ଆସି ନ ଥିଲେ l ହଁ ଆଉ ଏକ ପ୍ରଶ୍ନ ନବୀନ ବାବୁ ଙ୍କ ତେଜ ବଳୟ ଭିତରକୁ ଜୀବନ ରେ କେତେଥର ଯାଇଛନ୍ତି ଏବଂ ସାମ୍ବାଦିକ ବନ୍ଧୁ ମାନଙ୍କୁ ଦେଖିଲେ କାଳେ ନାକ ଟେକନ୍ତି........

  • @pradipkumarbarik585
    @pradipkumarbarik585 8 місяців тому +6

    କ୍ଷମତାରେ ଥିଲେ ଅହଂ ଯୋଗୁଁ ଅନେକ ରୂପ ଧାରଣ କରିହୁଏ

  • @KalucharanpadhiKalucharanpadhi
    @KalucharanpadhiKalucharanpadhi 7 місяців тому +12

    ଏତେ ତେଲ ମାରିଲେ ବି ଜିବନରେ ward member ବି ହେଇପାରିବନି

  • @surendramaharana9
    @surendramaharana9 7 місяців тому +4

    ନବୀନ ବାବୁଙ୍କ ମୁଣ୍ଡ ତୁ ବୁଝିଛୁ କହ
    ନବୀନ ବାବୁ କ୍ଷମତା ଲୋଭି ବିନା କ୍ଷମତାରେ ବଞ୍ଚି ପାରିବେ ନାହିଁ ପ

  • @nareshchandrasingh2708
    @nareshchandrasingh2708 7 місяців тому

    ଠିକ

  • @saratchandradas6940
    @saratchandradas6940 7 місяців тому +4

    ବ୍ରେନ୍ ଟା ଓଡ଼ିଶାର ଖଣି ଚୋରିକରିବା ଏବଂ ଲୋକମାନଙ୍କୁ ଦାଦନ କରିବା ପାଇଁ ବାହାର ରଜ୍ୟ କୁ ପଠାଇବା ତା ଉପରେ ବହିଲେଖିବ

  • @TheSakhyaatkaar
    @TheSakhyaatkaar 8 місяців тому +14

    ଏ ମହାଶୟ ହେଉଛନ୍ତି ପାଣ୍ଡିଆନର ବଳିଷ୍ଠ ଓ ବରିଷ୍ଠ ତେଲୁଆ ।

  • @manoranjanparida7874
    @manoranjanparida7874 8 місяців тому +13

    ଭାଇ ଆପଣଙ୍କ ର ଖୋଲା କଥା ରେ ଉଚ କୋଟିର ଥିଲା ,, ଆପଣ ମୂଖ୍ୟ ମନ୍ତ୍ରୀ ଙ୍କୁ ଭଲ ପାଉଛନ୍ତି ଭଲ ,,,, ବିଜେଡ଼ି ଦଳ ପକ୍ଷରେ ବେଶି କହୁଛନ୍ତି,,,, ଆଜି କାଲି ଆପଣଙ୍କ ର କଣ ହେଇଯାଇଛି

    • @SethyBabuthepower
      @SethyBabuthepower 7 місяців тому

      Tora asubidha bahut hauchhi bindha ଛିଟିକା

    • @manoranjanparida7874
      @manoranjanparida7874 6 місяців тому

      ମାଗେଣା ଖାଉଛୁ, ତୋ ଗାଣ୍ଡି ଟା ବେଶି ପୋଡ଼ୁଛି,,, ଗଲୁଆ

  • @ranjankumarprusti7950
    @ranjankumarprusti7950 7 місяців тому +2

    ହଁ ହଁ ନବୀନା ମଲା କଙ୍କଡା କଥା କାହିଁକି କହୁଚ ।ଏଇଟା ସଳା ପ୍ରବଳ ଗାଲୁଆ।

  • @AJAYAKUMARNayak-xx5kv
    @AJAYAKUMARNayak-xx5kv 8 місяців тому +3

    ନବୀନ ବାବୁଙ୍କ ବ୍ରନରେ ଧଳା ରଙ୍ଗର ହୀରା ଖଞା ହୋଇଛି ସେ ଥୀ ପାଇଁ ତାଙ୍କୁ ବୁଝେଇ ବୁଝୀବା କଷ୍ଟକର

  • @Jotrimay
    @Jotrimay 5 місяців тому

    ଠିକି କଥା 🙏🙏

  • @jitendrapanda5262
    @jitendrapanda5262 8 місяців тому +7

    ଏଇଟା ଅତି ଚାଲାକ କୁଗାଯିବ ନାହିଁ ସାର, ଭୟ ଦେଖିକି ମେଣ୍ଟ କରୁଛନ୍ତି ନବୀନ ବାବୁ

  • @Crazyvlog440
    @Crazyvlog440 8 місяців тому +2

    ଆଉ ଟେକ୍ ନବୀନ କୁ,ହେଲେ ଟିକେଟ ପାଇବୁ।

  • @basicengineering5644
    @basicengineering5644 8 місяців тому +3

    ତମ ଇଂଲିଶ କୁ ତାରିଫ ଦରକାର୍,,,,
    ମୁଁ ଯଦି ଭୁଲ ନଥାଏ ତମେ ଇଂଲିଶ ଡିଗ୍ରୀ,,,
    କରୋନା ସମୟରେ ନେଇଛ,,,,
    ଆଉ ଟିକେ ଅଭ୍ୟାସ ଜାରି ରଖ ,,,
    ଯେପରି ଓଡ଼ିଆ କିଛି ଆବଶ୍ୟକ ନହୁଏ,,,

  • @dr.pradeeptarai3422
    @dr.pradeeptarai3422 8 місяців тому +2

    ମହାଭାରତ ରେ ପିତାମହ ଭୀଷ୍ମ ଯେପରି ବୁଝି ପାରିନଥିଲେ।

  • @RINKUUUUUU12333
    @RINKUUUUUU12333 8 місяців тому +39

    ଯେତେ ତେଲ ମାରିଲେ ବି ଟିକେଟ ମିଳିବ ନି

  • @Sasmitanayak-n5i
    @Sasmitanayak-n5i 7 місяців тому +3

    Write kahila vai

  • @RadhakantaDakshinray-e8h
    @RadhakantaDakshinray-e8h 8 місяців тому +48

    ନବୀନ ର ବ୍ରେନ ହିଁ ନାହିଁ ତାର ବ୍ରେନ ଥିଲେ ଲୋକ ପ୍ରତିନିଧି ଟେଣ୍ଡ ଓ ଟ୍ରାଫିକ ନିୟନ୍ତ୍ରଣ କରୁ ନଥାନ୍ତେ ଆଉ ରାଜ୍ୟରେ ମଦ କାଉଣ୍ଟର ବଢ଼ି ନଥାନ୍ତା

    • @KhirasagarGoud-c7f
      @KhirasagarGoud-c7f 8 місяців тому

      Tama bapa madapeuchi kana badhkatha kahuchu

    • @SUBHENDU234
      @SUBHENDU234 7 місяців тому

      ​@@KhirasagarGoud-c7f are bhai kichi bujhibaku chesta kara mada counter kate kharap karuchi ama state ku au kate loka berojgari janicha ti

  • @jitendra33453
    @jitendra33453 8 місяців тому +19

    ଏମିତି ହେଇଥିଲେ ପଣ୍ଡିଆନ କୁ ଏତେ ଦିନ ରଖି ନ ଥାନ୍ତେ ପାଣ୍ଡିଆନ ୧୮୦୦ କୋଟି ଟଙ୍କାର ମାଲିକ୍ କେମିତି ହେଲେ

    • @burudisomkola6200
      @burudisomkola6200 8 місяців тому +1

      Khali pandia nuhe bjd ra sobu neta kotipoti

    • @SMILAN_143
      @SMILAN_143 7 місяців тому +1

      ତମେ କେମିତି ଜାଣିଲ

    • @Public_of_india.
      @Public_of_india. 6 місяців тому

      Bhai tika data deli mu Ed au cbi ku debi.bhai tika jldi delu bhai

    • @jitendra33453
      @jitendra33453 5 місяців тому

      @@SMILAN_143 jajpur ରେ ଲୁହା ବୋଝେଇ ଟ୍ରକ ମାଲିକ ସେ, ପଥର କୋଇଲା ଗାଡ଼ି ତାର, ସବୁ ଠିକାଦାର ତାର , ସିମେଣ୍ଟ ନିର୍ମାଣ କଳ ତ୍ତାର,5T 🛍️ ତାର, ତାମିଲ୍ ରେ ଥିବା ଲୋକ ମାନେ ଆମ୍ ଓଡିଶା ରେ କାମ ପାଇଁ ଆସୁଛନ୍ତି 🚌 ନିର୍ମାଣ କଳ ତାର ମେଡିକାଲ ବି ଆରମ୍ଭ ହୋଇ ଗଲାଣି

  • @karunakarpusti618
    @karunakarpusti618 8 місяців тому +4

    Write,100 percent.

  • @sunilrauto5923
    @sunilrauto5923 7 місяців тому

    ସତ୍ୟଜିତ ବାବୁ ତେଲ ବେଶୀ ହୋଇଯାଉଛି
    ଏତେ ତେଲ କୋଉଠୁ ଆଣୁଚ

  • @rameshmohanty1211
    @rameshmohanty1211 8 місяців тому +7

    କାହିଁ ବାଉଳି ଖାଉଚୁ

  • @sunitadas9344
    @sunitadas9344 5 місяців тому

    Yes Naveen Pattanaik is Gr8

  • @sharatdash8268
    @sharatdash8268 8 місяців тому +3

    Thank you so much SATYAJIT BABU.

  • @ALOKAPRADHAN
    @ALOKAPRADHAN 7 місяців тому +1

    ଯୋଉ ବାଇଟ ଦେଉଛ ତାହାର comment ଗୁଡାକ ଦେଖୁଛନ୍ତି ମହାଶୟ ତେବେ ଜାଣିବ ତମ କଥା କେତେ ଗ୍ରହଣୀୟ

  • @mrhara1801
    @mrhara1801 8 місяців тому +90

    ଠିକ କହିଲୁ ରେ ମୁଣ୍ଡ ବିକା.... ଯିଏ ଓଡିଶା ରେ 25ବର୍ଷ ରହିଲାଣି କିନ୍ତୁ ଓଡ଼ିଆ ଠିକ ରେ କହିପାରୁନି..... ତାକୁ ଚିଂହ୍ନିବା ବହୁତ କଷ୍ଟ.. 😄

  • @narayansahoo4118
    @narayansahoo4118 8 місяців тому +5

    ଆପଣ ଯେମିତି କହୁଛନ୍ତି ପ୍ରଶାନ୍ତ କିଶୋର ମଧ୍ୟ ସେଇଭଳି କହୁଛନ୍ତି‍‌।

  • @litumohanty6121
    @litumohanty6121 8 місяців тому +65

    ଆରେ ସତ୍ୟଜିତ ତୁ ସାମ୍ବାଦିକତା ଛାଡ଼ି କେଉଁ ଦିନ ରାଜନୀତି ଚର୍ଚ୍ଚା କଲୁଣି ତୁ ବିଜେଡିରୁ କ'ଣ ଖାଇଛୁ

    • @milanmilu_99
      @milanmilu_99 8 місяців тому

      😂😂😂😂😂

    • @sahilkumarjenajena5270
      @sahilkumarjenajena5270 8 місяців тому

      Bhai mob no ani Satya ku phone kara

    • @litumohanty6121
      @litumohanty6121 8 місяців тому +1

      @tanmayabiswal5466 ତତେ ବାଧିଲା କିରେ ତୁ କେଉଁ ପାର୍ଟିର ପାଣ୍ଡୁ ପାର୍ଟିର

    • @chinmayapanigrahi8634
      @chinmayapanigrahi8634 8 місяців тому

      He is trying to give compensation to news reader turned politician "Mr Panda"

    • @deepakbehera3225
      @deepakbehera3225 7 місяців тому

      ​@haire pada chata tanmayabiswal5466

  • @chanchalpatnaik7311
    @chanchalpatnaik7311 7 місяців тому +4

    Right sir👍

  • @biswamberbhutia3280
    @biswamberbhutia3280 8 місяців тому +7

    ଆଗରୁ ବହୁତ ଉପଦେଷ୍ଟା ଆସିଛନ୍ତି ନଵିନ ତାକୁ ବାହାର କରି ଦେଇଛନ୍ତି। ସଵୁ ସେ କରୁଛୀ କିନ୍ତୁ ନା ଆଉ କାହାର ପଡୁଛି, ସେ ଵଵି ଦାସ ହେଉ କି ସେ ଯାହା ଵି ହେଉ

  • @hiradadh5692
    @hiradadh5692 5 місяців тому

    Right kahuchhanti sir apan ❤❤❤❤❤❤❤❤great CM of odisha❤❤❤❤❤❤❤

  • @satyabrataram5937
    @satyabrataram5937 8 місяців тому +4

    ଆଗେ ନବୀନ ବାବୁ ଙ୍କ ବ୍ରେନ ଅଛି କି ନାହିଁ ଦେଖାଯାଉ 😂😂😂😂

  • @gyanamishra6870
    @gyanamishra6870 8 місяців тому

    ସତ୍ୟଜିତ ମିଶ୍ର ଦଲାଲ Bjd ନବୀନ ର ତଳ ଚଟା

  • @basantkumarnayakbasantkuma1807
    @basantkumarnayakbasantkuma1807 8 місяців тому +8

    ନବୀନ ପଟ୍ଟନାୟକ ଗରିବ ଲୋକଙ୍କ ପାଇଁ କ'ଣ କଣ କରିଛି କହିବେ କି

    • @hemantabahera8047
      @hemantabahera8047 8 місяців тому +1

      Rights 😅

    • @SUBHENDU234
      @SUBHENDU234 7 місяців тому

      ​@tanmayabiswal5466kan karichi se sabu dadan khatibaku baharaku jouchanti tame 500/1000/2000 re munda bikiba loka😂

    • @Anushreelifestyle45Sahoo
      @Anushreelifestyle45Sahoo 5 місяців тому

      Tame janina bhai kouthi thila maa patare sethilagi janina

  • @himanshujena8238
    @himanshujena8238 5 місяців тому +1

    Pura thik katha 👍

  • @biswaranjannath5996
    @biswaranjannath5996 8 місяців тому +3

    ଇଏ ଖାଲି ତେଲ ମରା କଥା କହୁଛି....

    • @Akagni3131
      @Akagni3131 8 місяців тому

      Bhabichi kale emiti mate gote ticket gote milijiba ki.sehi news channel ru jai ebe di di jana party re achhanti sethilagi...tike lalansa rahuchi...

  • @Galua-o1i
    @Galua-o1i 7 місяців тому

    ମାଜିକ କରୁନ ନବୀନ ଦାଦୁ

  • @subhasmitapriyadarshini2042
    @subhasmitapriyadarshini2042 8 місяців тому +172

    ବିଶ୍ବରେ ଯେତେ ତେଲ ଅଛି , ସବୁତେଲ ସରିଯିବ ।ଏତେ ତେଲ ମାରାନି।

    • @pkboy7494
      @pkboy7494 8 місяців тому +1

      😂😅😅

    • @sureshswain2592
      @sureshswain2592 8 місяців тому +4

      Bhai tame bi😂😂😂😂😂😂😂😂

    • @amitrout-m3v
      @amitrout-m3v 8 місяців тому +1

      Ha ha ha right

    • @amitrout-m3v
      @amitrout-m3v 8 місяців тому +5

      Japani tela maruchhi Naveen pattanayak ra

    • @pradipkumarbarik585
      @pradipkumarbarik585 8 місяців тому +4

      ତେଲ କାହିଁ ଇଏ ତ ଘିଅ ମାରୁଛି

  • @anjanadeo7899
    @anjanadeo7899 5 місяців тому +1

    Right 👍👍👍👍
    Jay Jagannath 🙏

  • @jayhind6187
    @jayhind6187 8 місяців тому +7

    ଶଳା ତୋଷାମଦକାରୀ

  • @parthasarathisahoo1463
    @parthasarathisahoo1463 5 місяців тому

    Yes , still people not capalble to understand Naveen Patnaik
    , well said well analysis

  • @PratapMangaraj-l8y
    @PratapMangaraj-l8y 8 місяців тому +6

    ତାର ବ୍ରେନ୍ ଥିଲେ ସେ ପାଣ୍ଡୁ କୁ କାଇଁ ଦାୟିତ୍ଵ ଦେଇଥାନ୍ତା

  • @anilkumartripathy4698
    @anilkumartripathy4698 5 місяців тому

    Election ରେ ସବୁ ସରିଗଲା..ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ...ସବୁ ସମୟର ଖେଳ.. ପ୍ରଭୁ ଶ୍ରୀ ଜଗନ୍ନାଥ ନିଷ୍ପତ୍ତି ନେବେ.

  • @tunadash7811
    @tunadash7811 8 місяців тому +11

    ମାସକୁ କେତେ ଟଙ୍କାରେ ଡିଲ ହେଇଛ । ପଇସା ପାଇଁ ତୁମେ କେଉଁ ସ୍ତର କୁ ଯାଇପାର । ଏତେ ଚାଟୁକାରୁତା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ।

  • @aamy00
    @aamy00 7 місяців тому +2

    ମିଶ୍ର ମହାଶୟ ଏହି ଚାଟୁକାରୀତା କୁ ନେଇ ବହି ଟେ ଲେଖନ୍ତୁ। ଟିକଟ ଖଣ୍ଡେ ପାଇବେ

  • @sunilrauto5923
    @sunilrauto5923 8 місяців тому +4

    କୌଣସି ଲୋକର brain କେହି ହେଲେ ବୁଝି ପାରିବେନି ତୁମେ ବୁଝି ଯାଉଛ ମାନେ ତୁମେ କଣ ଭଗବାନ

    • @sibanimohanty5522
      @sibanimohanty5522 5 місяців тому

      Yes brain reader bi achanti...May be apankara se bisaya re Dharani nahi

  • @MayadharBarad-g4u
    @MayadharBarad-g4u 7 місяців тому

    ଓଡ଼ିଆ ଆସିନି ଈରାଜୀକହୁଚି

  • @pintudas-yr8te
    @pintudas-yr8te 5 місяців тому +3

    ଚଟା ଦେଖିଛି ହେଲେ ତୋ ଭଳିଆ ପେଳ chata ଦେଖିନି 😡

    • @riya6783
      @riya6783 4 місяці тому

      You are a nonsense

  • @PriyadarshiniUnscripted
    @PriyadarshiniUnscripted 7 місяців тому +1

    Jay nabin jay bjd

  • @lizabal3524
    @lizabal3524 7 місяців тому +5

    Thanks you sir

  • @ranjankumarbehera6038
    @ranjankumarbehera6038 8 місяців тому +17

    ତୁ ସବୁଠୁ ବଡ଼ ପାଗଳ.. ପେଚା ମୁହାଁ..ତୁ ଧର୍ମ ଛଡ଼ା anty Hindu ବିଚାର ଧାରା ର..ବେଶୀ ତାଉଟରି ମାରନି ଗାଲୁଆ !

  • @AntaryamiSamal-nc6uo
    @AntaryamiSamal-nc6uo 5 місяців тому +2

    ଏଇଟାକୁ ମୁଁ ବହୁ ଦିନରୁ ଖୋଜୁଥିଲି ଏ ବହୁ ଫୁଟାଣି ମାରୁଥିଲା ଏଥର ପୁଅ ବୁଝିଜାଇଥିବ ବାରେ ଏ ଜନମତ

  • @abinashnayak8840
    @abinashnayak8840 8 місяців тому +77

    ଏ ସଳା ଟି ମଝିରେ ମଝିରେ ନବୀନ ନିବାସ ଯାଏ
    ବୁଢା ଠାରୁ ପେଲା ଖାଇବାକୁ
    ଏ ସଳାର ଟିକେ ପଛଆଡୁ ଦୋଷ ଅଛି

  • @Aarukitty
    @Aarukitty 8 місяців тому

    ଇଂରାଜୀ ଲୋକ ହୋଇଗଲୁଣି

  • @sarojnayak1636
    @sarojnayak1636 8 місяців тому +19

    ମଦୁଆ ଲୋକ ର ବ୍ରେନ୍ କୁ କିଏ ବା ବୁଝିବ

    • @priyacharandas653
      @priyacharandas653 7 місяців тому

      ଖ୍ରୀଷ୍ଟିଆନ ଇଂରାଜୀ ବ୍ରେନ୍

    • @merabharat271
      @merabharat271 6 місяців тому

      Jane madua hin bujhiba.

    • @tanudas4244
      @tanudas4244 5 місяців тому +1

      Kebe misiki pithile ki

    • @pratapbehera3471
      @pratapbehera3471 5 місяців тому

      Tame bodhe madua
      respect diantu tanka tulana re barat bassa re gote b neta nahanti . So please respect him. Hi is make in odisha .not Mr Modi .

    • @narasinghmajhi5587
      @narasinghmajhi5587 5 місяців тому

      Nije tike bhabantu bhai aapan kete bhadra.......Khali anyara bhul dekhiba heuchhi murkha lokara mind .....anya ku kahiba aagaru nijaku 1st dekhe

  • @bimalsamal-u4k
    @bimalsamal-u4k 7 місяців тому +1

    ହଇହୋ ବାବୁ ନବୀନ ବାବୁଙ୍କ ବୃଦ୍ଧି ଯଦି ପ୍ରଖର,ତାହେଲେ ପଣ୍ଡିୟାନ ବକୁଚି,ସାର୍ କାହିଁ ଚୁପ୍।ତମର ବଡ ପଦବୀ ଦରକାର ତେଣୁ ତେଲ ମାରୁଛି।

  • @rameshchandranayak575
    @rameshchandranayak575 7 місяців тому +5

    ନବୀନବାବୁଙ୍କ ବ୍ରେନ ଥିଲେ ପ୍ୟାରୀ ମହାପାତ୍ର ଏବେ ଅଛନ୍ତି ପାଣ୍ଡିଆନବାବୁ। ତାଙ୍କ ନିଜ ବ୍ରେନ ଡେଡ।

  • @cksahoo8680
    @cksahoo8680 8 місяців тому

    ଲାଗୁଚି ଫିଜିକ୍ସ ଟା କୁ ତୁମେ ପାଣି କରିଦେଇଛି

  • @SaiBaba_Creations
    @SaiBaba_Creations 8 місяців тому +21

    କୋଉ ଧାତୁ ରେ ତୁ ଗଢ଼ା କୀ ରେ??

  • @satyabratabiswal4702
    @satyabratabiswal4702 7 місяців тому +2

    ଏଟା ପାଗଳଚୋଦ ପେଳ ଟେକା ଭୁବନେଶ୍ୱର ରେ ରହି ଭଉଣୀ ଗିହା ପେଳ ଟେକି ପରିବାର ପ୍ରତି ପୋଷଣ କରୁଛି ଶଳା

  • @DebasishNayak-h3m
    @DebasishNayak-h3m 5 місяців тому +7

    ନବୀନ ପଟ୍ଟନାୟକ ଙ୍କ mind study କରିବା କଷ୍ଟ କିନ୍ତୁ ତାଙ୍କ mind ରେ କପଟ ତା ନଥାଇପରେ,,,,😢😢😢😢

  • @prakashchandramishraprakas5795
    @prakashchandramishraprakas5795 6 місяців тому

    ଏକଦମ ଠିକ କଥା କହିଲେ।

  • @PrafuLa-q5l
    @PrafuLa-q5l 8 місяців тому +3

    ଏଟା ତେଲ ମାରି ଚାଟିବା କୁକୁର ଟା ଏ କଣ କହିବ ଲ

  • @rkentertainment3226
    @rkentertainment3226 8 місяців тому +2

    ନବୀନଙ୍କ ବ୍ରେନ୍ ନା କଦଳୀ ଚୋପା ଏତେ ବ୍ରେନ୍ ବାଲା ହୋଇଥାନ୍ତା ଯଦି ପାଣ୍ଡିଆ ହାତରେ ଓଡ଼ିଶାକୁ ଟେକି ଦେଇ ନ ଥାନ୍ତେ।

    • @KhirasagarGoud-c7f
      @KhirasagarGoud-c7f 8 місяців тому

      Tor rh gandi Masti houchi maghya bjd zindabad kahh

  • @sahilkumarjenajena5270
    @sahilkumarjenajena5270 8 місяців тому +5

    Plz tell me what's your occupation& designation

  • @BRAJABANDHUSAHOO-ub8bc
    @BRAJABANDHUSAHOO-ub8bc 7 місяців тому

    Realy u are great Mad

  • @bijoyapriyadarsinidash922
    @bijoyapriyadarsinidash922 8 місяців тому +8

    ତୁ ଶାଲା ଗୋଟେ ମହା ପଣ୍ଡିତ ଟା।

  • @santanumalik1269
    @santanumalik1269 6 місяців тому

    Naveen Babu unique leader.

  • @ajayswain5224
    @ajayswain5224 5 місяців тому

    This is absolutely right in politics

  • @sahadebkhilar8156
    @sahadebkhilar8156 8 місяців тому +3

    ATI Sundar katha kahile bhai❤

  • @RAJESHpradhan01994
    @RAJESHpradhan01994 8 місяців тому

    ଆକୁ ଟିକେ ନବୀନ ନିଶା ବେସୀ ହେଇଯାଇଛି 😂😂😂 ଆଗକୁ ତୋର ସରପଞ୍ଚ ଟିକେଟ୍ ପକ୍କା। ।।।।

  • @sujeetmohanty6626
    @sujeetmohanty6626 7 місяців тому +3

    Aa katha sunile nije baya heijiba 😅

  • @ମୋକଥାମୋକବିତା
    @ମୋକଥାମୋକବିତା 7 місяців тому +2

    ତମେ ବୁଝିପାରୁନ କିନ୍ତୁ ଏବେ ଅତି ମୂର୍ଖ ଲୋକ ବି ସେ ବୁଝିଯିବ, ତମେ ବା ଅତି ଶିକ୍ଷିତ ଅତି ମୂର୍ଖ

  • @funnyCat472
    @funnyCat472 8 місяців тому +28

    Bala tate bjd ticket milba nahi

  • @Mahamantra_foundation
    @Mahamantra_foundation 8 місяців тому

    ପାଗଳ ହଟାଅ ଓଡ଼ିଶା ବଞ୍ଚାଅ

  • @prasantapanda1703
    @prasantapanda1703 8 місяців тому +15

    ହଁ ତୁ ଜାରଜ ଛୁଆ ଠିକ କହିଲୁ, ସେ ମାଗିହା ମୂର୍ଖ ମନ୍ତ୍ରୀକୁ ମୂର୍ଖ ଲୋକେ ଠିକରେ ଚିହ୍ନି ପାରୁନାହାନ୍ତି ବୋଲି 24 ବର୍ଷ ହେଲା ଅଛି,ରୁପେନ ବାନାର୍ଜୀ କଣ ଲେଖିଛି ମାଗିହା ପଢୁନୁ, ଶୁଣୁ ମାଗିହା ଜାରଜ ଛୁଆ ସତୀଆ ଗୋଟେ ବେଶ୍ୟା ରାଣ୍ଡିର ବିଆର ଗଲୁ ମାରିହେବ ହେଲେ ତୋ ସ୍ତ୍ରୀ ଝିଅ ଭଉଣୀ ମାଆ ବିଆର ନବୀନ ପଟନାୟକ ଛଡା ଆଉ କେହି ପାରିବେନି, ସେ ନବୀନା ତୋ ଘରେ ଗେହିକି ଗଲୁ ମାରିଚି ବୋଲି ତୁ ଟେକୀକି କହୁଛୁ, ମାଗିହା ଆନନ୍ଦ ଭବନ ଦେଇଦେଲା କହୁଛି, ହେଲେ ସେଇ ମାଗିହା ନବୀନ ଜଗନ୍ନାଥଙ୍କ ଜମିକୁ ବିକିକି ଖାଇଲା ସେ କଥା କହୁନୁ ବେ ବେଧ ଛୁଆ ସତୀଆ, ରତ୍ନଭଣ୍ଡାର ରୁ ସବୁ ଅଳଙ୍କାର ଚୋରି କରିନେଲା ନବୀନ ସେ କଥା କହୁନୁ, ଚିଟ୍ଫଣ୍ଡ ଟଙ୍କା ଖାଇଗଲା ଖଣି ଟଙ୍କା ଖାଇଗଲା ସେ କଥା କହୁନୁ, ବାରମ୍ବାର କେନ୍ଦ୍ର ଯୋଜନାକୁ ନାମ ବଦଳେଇ କହୁଛି ମୁଁ ଦେଉଛି ବୋଲି ଆଉ ଧରାପଡୁଛି ଆଉ ସେ କେମିତିକା ଟାଉଟର ଜଣାପଡୁଛି ଆଉ ତୁ ମାଗିହା ସତୀଆ କଣ କହୁଛୁ ତାକୁ ଚିହ୍ନିବା କଷ୍ଟ, ହଁ ତୋ ଭଉଣୀ ସ୍ତ୍ରୀ ଝିଅ ମାଆ ବିଆରେ ଗେହିଁବା ଆମ ପାଇଁ କଷ୍ଟ କିନ୍ତୁ ନବୀନ ପଟନାୟକ ପାଇଁ ସହଜ, ତୁ ମାଗିହା ତୋ ଭିଡ଼ିଓର କମେଣ୍ଟ ପଢୁନୁ ବୋଧେ

  • @KasinathSethi-p8t
    @KasinathSethi-p8t 8 місяців тому +2

    ମଦୁଆ ନେତା ତଥ ମଦୁଆ ମାନଙ୍କ ମଧ୍ୟରେ ଥିବା ଚରିତ୍ରର ଅବତାରଣା କରିବା ଭୁଲୁ

  • @jyotiprakashsahoo1292
    @jyotiprakashsahoo1292 8 місяців тому +39

    ଦୟାକରି ଏ ପାଗଳ ଠାରୁ ଦୂର ରେ ରୁହନ୍ତୁ। ହଁ ଶଳା ସେ ଏକା ଚୋର ଆଉ ତୁ ବି ଚୋର. ଭାଇ ଟିକେ କମେଣ୍ଟ ପଢ଼ ନିଜେ ନପଢି ପାରିଲେ ସ୍ତ୍ରୀ କୁ ଲଗେଇ ପଢ଼. ଜାଣିବ ତମ କୀର୍ତ୍ତି ଗାରିମା।As a physics student i will say that you don't know meta physics

  • @Reenabehera0
    @Reenabehera0 4 місяці тому +1

    ❤❤❤❤❤❤❤❤❤❤❤❤❤❤❤❤❤❤❤ Nabin sir Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻 jete jie asile bi Navin sir nka pari kehi hebe nahi Nabin sir bahut sundar bahut bhala Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻❤

  • @PrabirDas-u8p
    @PrabirDas-u8p 8 місяців тому +16

    Great buastrd

  • @sanjuktamohanty9668
    @sanjuktamohanty9668 5 місяців тому

    You are right ✅️ 😌. Navin Pattnaik is having patriotism and great personality 👌 👏 👍.

  • @queenofhearts7691
    @queenofhearts7691 8 місяців тому +16

    Sir କିଛି ଲୋକ କୁ ସତ ଭଲ ଲାଗୁନି ଗାଳି କରନ୍ତି ନବୀନ ଗୋଟେ ବ୍ରାଣ୍ଡମାର୍ଗଦର୍ଶିକା ସମୟ ହିଁ ବଳବାନ 😊

    • @brajakishorepadhi4022
      @brajakishorepadhi4022 8 місяців тому +3

      ନବୀନ ପାଖେ କିଛି ନାହିଁ। ୫୨ ବର୍ଷ ପର୍ୟ୍ଯନ୍ତ ବୁଢ଼ା କୁ ଚିହ୍ନି ନ ଥିଲେ। ବାଜପେୟୀ କଂ ଦୟାରୁ ମୁଖମନ୍ତ୍ରୀ ହେଲା। ନିଜ ବାପ ମା କୁ ଯିଏ ଶେଷ ବେଳେ ସାହାରା ହେଇନୀ। ଟୋଟାଲ ନବୀନ ମତଲବି, ମିଛୁଆ, ଧୋକାବାଜ,ଟାଉଟର,

    • @queenofhearts7691
      @queenofhearts7691 8 місяців тому

      @@brajakishorepadhi4022 ବାଜପେୟୀ କିଏ କି । ଥରେ ମନେ ରଖ ନବୀନ ପଟ୍ଟନାୟକଙ୍କ ପାଇଁ ଆଜି ମୋଦୀ ପ୍ରଧାନ ମନ୍ତ୍ରୀ ଯଦି ଲୋକ ସଭାରେ BJP କୁ ସହଯୋଗ କରିନ ଥାଆନ୍ତା ତେବେ🤣

    • @aquaculture151
      @aquaculture151 8 місяців тому

      Tumaku sei bimar, sataku bhala nalagiba,kahin Modi ra kama ku tumey sahiparuna,

  • @laxmansahoo4681
    @laxmansahoo4681 8 місяців тому

    ସୈତାନୀ ବୁଦ୍ଧି 🎉

  • @sureshswain2592
    @sureshswain2592 8 місяців тому +4

    କି ତେଲ ।😂😂😂😂😂😂😂

  • @binoddalai7386
    @binoddalai7386 6 місяців тому

    Ok sir 👏

  • @sarojbabu4809
    @sarojbabu4809 8 місяців тому +6

    THANKS BROTHER. RIGHT

  • @SangitaDas-uu4fc
    @SangitaDas-uu4fc 5 місяців тому

    Jai BJD jai Naveen sir