ଦ୍ରୌପଦୀ କାହିଁକି ଏତେ ମହାନ? ll Srimadbhagawat katha ll Ramniranjan das ll ଭାଗବତ କଥା ll ହରି ଅମୃତ ବାଣୀ l

Поділитися
Вставка
  • Опубліковано 18 лис 2024

КОМЕНТАРІ • 4

  • @ommshree7867
    @ommshree7867 4 місяці тому +6

    ପଣ୍ଡିତ ଜି, ଶାସ୍ତ୍ରରେ ଯାହା ଲେଖା ହୋଇଛି ତାକୁ ଭଲରେ ପଢନ୍ତୁ, ବୁଝନ୍ତୁ ତର୍ଜମା କରନ୍ତୁ, ଆତ୍ମ ସମୀକ୍ଷା କରନ୍ତୁ କିଏ କୋଉ ପ୍ରସଙ୍ଗରେ କହାକୁ କଣ କହିଲା ଜାଣନ୍ତୁ ତାପରେ ଦର୍ଶକ ମାନଙ୍କ ସମ୍ମୁଖ ରେ ଉପସ୍ଥାପନ କରନ୍ତୁ। ଥରେ ନିଜ ବୁଦ୍ଧିରେ ଚିନ୍ତା କଲେ, ଜନ୍ମ ରୁ କେହି କେବେ ଗୁରୁ ହୋଇପାରିବ। ଗୁରୁ କହାକୁ କହନ୍ତି

    • @ramniranjandas3419
      @ramniranjandas3419  4 місяці тому

      ବ୍ରାହ୍ମଣ ବ୍ୟତିରେକ ଅନ୍ୟ କେହି ମନ୍ତ୍ରୋପଦେଶ କରିବା ଆଗମ ରେ ପ୍ରଶସ୍ତ ନୂଁହେ, ଅନୁକଲ୍ପ ହୋଇପାରେ l ବ୍ରାହ୍ମଣୀ ଗର୍ଭୋତ୍ପନ୍ନଦେହବତ୍ପୁରୁଷ ହିଁ ପ୍ରତ୍ୟକ୍ଷକଳ୍ପ।ପ୍ରତିଲୋମଜୋପଦେଶ ଗର୍ହାବଛ୍ଛିନ୍ନ ଅଟେ।ଅତଃ ଆର୍ଷସିଦ୍ଧାନ୍ତାନୁରୂପଗୁରୁତ୍ବବତ୍ବାତ ବ୍ରାହ୍ମଣ ର ଜନ୍ମାଦାରଭ୍ଯ ଗୁରୁତ୍ବ ସର୍ବଶାସ୍ତ୍ରାବିରୁଦ୍ଧ। ଅତଃ ଆପଣଙ୍କ ଆକ୍ଷେପ ଅହୈତୁକ।

  • @kalpatarupatra4529
    @kalpatarupatra4529 6 місяців тому +3

    Right

  • @basudevbanty8565
    @basudevbanty8565 5 місяців тому +1

    Hariomm