ମା ତାରିଣୀ ମନ୍ଦିର ବାହାରେ ଖରାପ ବ୍ୟବହାର 🥲l Kendujhar l Gouranga Nayak Odia Vlogs
Вставка
- Опубліковано 10 лют 2025
- ମନ୍ଦିର ବାହାରେ ଅପବ୍ୟବହାର 🥲 l Gouranga Nayak Odia Vlogs
#gouranganayaklife
#gouranganayakvlogs
#Gatagaontarini
#maatarinitemple
#kendujhar
#odiatravelvlogs
Maa
କେବଳ ତାରିଣୀଙ୍କ ପୀଠ ନୁହେଁ ,ପ୍ରତ୍ୟେକ ପର୍ଯ୍ୟଟନ ସ୍ଥାନ ଓ ମନ୍ଦିର ମାନଙ୍କ ରେ ଏପରି ବ୍ଯବହାର ଦେଖିବାକୁ ମିଳିବ ।
ଆପଣମାନେ ନିଜ ଗାଡି କିମ୍ବା ମଟର ସାଇକେଲ ନିଜ ଦାୟିତ୍ବ ରେ ରଖନ୍ତୁ । ଏତଦବ୍ୟତୀତ ଅନ୍ୟ ବିଷୟ ରେ ଯଦି ମନ୍ତବ୍ଯ କିମ୍ବା ଅସହଯୋଗ ପାଉଛନ୍ତି,ଘଟଗାଁର ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଜଣାନ୍ତୁ।
ସେଠି ବହୁତ୍ ମାଡୁଆ ଦୋକାନୀ ଅଛନ୍ତି ସେମାନଙ୍କୁ ଖାଲି ମାଡ଼ ଦରକାର
Jay maa ❣️🙏🙌👀🚩
ମୁ ଆଉ ମୋ ସାଙ୍ଗ ମାନେ ବର୍ଷେ ତଳେ ଯାଇଥିଲୁ ଗୋଟେ ଭୋଗ ଦୋକାନରେ ବ୍ୟାଗ ଆଉ ଚପଲ ରଖିଥିଲୁ, ଦୋକାନୀ ଭାଇ ଜଣକ ପ୍ରତେକ ସାଙ୍ଗ ମାନଙ୍କୁ ଗୋଟେ ଚାଙ୍ଗୁଡ଼ି ରେ ନଡ଼ିଆ, ଶଙ୍ଖା, ସିନ୍ଦୁର, ବସ୍ତ୍ର ଇତ୍ୟାଦି ଦେଲେ ପୂଜା ପାଇଁ, ପଇସା କେତେ ପଚାରିବାରୁ କହିଲେ ବେଶୀ ନାହିଁ ଆସିଲେ ଦବ, ମନ୍ଦିର ପୂଜା ସାରି ଆସିଲା ବେଳେ ଜଣକା ୩୦୦ ଟଙ୍କା ଲେଖାଏଁ ଦେଇକି ଆସିଲୁ, ପକେଟ କୁ ବହୁତ ବାଧିଲା କିନ୍ତୁ ଭୁଲ ଆମର ଥିଲା ଆମେ ପଚାରିକି ଜିନିଷ ନବାର ଥିଲା
କାକଟପୁର କଥା ଅଧିକ, ପୂଜକ, ପୂଜା ଦୋକାନୀ, ସମସ୍ତ ଲୋକ କଦର୍ଯ୍ୟ ବ୍ୟବହାର କରନ୍ତି
ଆମ ମୟୁରଭଞ୍ଜ ର କୀଚକେଶ୍ୱରୀ ଠାକୁରାଣୀ ମନ୍ଦିରକୁ ଆସନ୍ତୁ ଭାଇ ଖୀଚିଂ
Jay Maa Tarini 🙏♥️🙏
ଦୋକାନୀଙ୍କ ବ୍ୟବହାର ଠାରୁ ନନା ଙ୍କର ଏଭଳି ବ୍ୟବହାର ଅଧିକ ଖରାପ ଲାଗେ
Good information for new visitors 🎉🎉🎉
ଆପଣ ଠିକ୍ କହିଛନ୍ତି ସେଠାରେ ଥିବା ସବୁ ଦୋକାନୀ ଏମିତି ବ୍ୟବହାର କରୁଛନ୍ତି
Puri kebe jao nana mane kmti behaviour karanti dekhiba..ei dokani tnka agare b kichi nhi
ପୁରୀ ଠାରୁ ତାରିଣୀ ପୀଠ ଦୋକାନୀ ବହୁତ ବାଜେ@@penguins647
@@himansusekharpradhan8627 ଘଟଗାଁ ତାରିଣୀ ମା ଙ୍କ ପୂଜକ (ଦେହୁରୀ) ପାଖରୁ କିଛି ଖରାପ ବ୍ଯବହାର ପାଉ ନଥିବେ ।
ଦୋକାନି ମାନେ ଜିନିଷ ର ଅଧିକ ମୂଲ୍ଯ ନେଉଛନ୍ତି। ଠିକ୍ କଥା । କିନୁ ଯେଉଁମାନେ ସଚେତନ,ସେମାନେ ବାହାରୁ ବା ନିଜ ଅଞ୍ଚଳ ରୁ ନେଇ
@@pramodkumarrout7641 ଆପଣ ଠିକ୍ କହିଛନ୍ତି ହେଲେ କଥାରେ ଅଛି ଯେ ଅନ୍ଧ ଥରେ ବାଡି ହଜାଏ ତ ଆମର ଥରେ ଭୁଲ୍ ହେଇଛି ଆଉ ହେବ ନାହିଁ
Sethi pne ta jala gala anya pne
ଓଡି଼ଶାର ସବୁ ମନ୍ଦିରର ଅବସ୍ଥା ଏହିଭଳି ତେଣୁ ମୁଁ କୌଣସି ମନ୍ଦିର ଯାଏନି
Jay jagannath 💗 sir 🙏 💗 ଶୁଭ ସନ୍ଧ୍ୟା
Beautiful 👌
ଜୟ ଜଗନ୍ନାଥ, ସାର୍,🙏🙏🙏
Jay Jagannath sir 🙏
Jay jagannath sir 🙏
👉 😀🙏💐
Jay jagannayh
Atri usma prsabana khordha asantu apananku swagat
ଜୟ ଜଗନ୍ନାଥ ସାରେ 🙏🙏🙏 ଶୁଭ ସନ୍ଧ୍ୟା
Jay jagannath sir
Jai jagannath 🙏
Jay jagannath 🙏
Bhai jay Jagannath
Jay jagannath bhai
Jay maa Tarini 🌺🌺🌺🙏🙏🙏
Jay Jagannath bhaina
Jay jagannth dada
Jai Jagannath.
Jay Jagannath bhai
Jay jaganntha subha Aparahana
Bhai .thume tik kahicha.❤jay jagannath
ଜୟ ଜଗନ୍ନାଥ ଭାଇ
Jai jagannath
🙏Jay Jagannath🙏
ସବୁ ଦୋକାନୀ ଙ୍କ ବ୍ୟବହାର ଏମିତି ଖରାପ ସେଠି। ଏକା ଥରେ ଲୋକ ଙ୍କୁ ଲୁଟି ନେବା ପାଇଁ ଚାହାନ୍ତି।
❤
Jay JAGANNATH 🙏🙏🙏🙏
ଜୟ ଜଗନ୍ନାଥ ସାର୍
Very good video
ସେଇଠି ପହଁଚିଲା ମାନେ ଘୋଷାଡ଼ି ନେବେ ଭୋଗ ପାଇଁ 😂😂😂😂 ଶଳା ମାନେ ଯେମିତି ମାଗଣାରେ ଦେବେ 😂😂
ଜୟ ଜଗନ୍ନାଥ
ମୋର ସହିତ ଏହି ବ୍ୟବହାର ହୋଇଛି !!
କିନ୍ତୁ ସବୁ ଯାଗାରେ ମୁଁ ଭାରି ପଡ଼ିଛି ପ୍ରାୟତ ମୁଁ ସେଥିପାଇଁ ସାଙ୍ଗ ସାଥି ନେଇ ବୁଲେ !!
ଧନ ବଳ ନାହିଁ !! ଜନ ବଳ ନାହିଁ
ଯଦି ନାହିଁ ବାହୁ !! ବୃଥାରେ କଳହ କର ନାହିଁ
କେବେ ଅଦିନେ ଆସିବ କାଳ !!
❤❤❤
🎉
ଆଜି କାଲି ଲୋକ ଧର୍ମ ଛଡ଼ା ହେଇ ଗଲେଣି ପଇସା ପାଇଁ
Sabu semiti..
ଠିକ କହିଲେ ଆପଣ
🙏🙏
Sir thik kohuchante
ଓଡ଼ିଶା ରେ ସବୁ ମନ୍ଦିର ଆଗରେ ଏଇ ଅବସ୍ଥା, ଗାଡ଼ି ଷ୍ଟାଣ୍ଡ ରେ ହି ରଖିବ, ହୁଏ ତ ଟିକେ ଚାଲିବା କୁ ପଡ଼ି ପାରେ, କୌଣସି ଦୋକାନ କି ଦୋକାନୀ କି ପୂଜକ ସହ ନ ମିଶି ସିଧା ଯାଇ ଠାକୁର , ଠାକୁରାଣୀ କୁ ଦର୍ଶନ କରି , ଦୁଃଖ ସୁଖ ଜଣେଇ ସିଧା ପ୍ରସ୍ଥାନ କରିବ ।
ଭୋଗ , ଶାଢ଼ୀ କିଛି ଚଢ଼େଇବା ଆବଶ୍ୟକ ନାହିଁ ।
ଆଜ୍ଞା ଠିକ୍ କଥା
ହ ହ ଭାଇ ସତ କହିଲ ମୁଁ ଜଦି ଥାନ୍ତି ସେଦିନ ତାଙ୍କ ରଙ୍ଗ ଛଜେଇଦେଇ ଥାନ୍ତି
ଘଟଗାଁ ରେ parking ପାଇଁ ସ୍ଥାନ ନିରୂପଣ ହୋଇ ପାରୁ ନାହିଁ,, traffic ଦିନେ ଦିନେ ଏତେ ଜ଼ାମ ରହୁଛି ଯେ ରାସ୍ତା ରେ ଯାଇ ହେଉ ନାହିଁ,,, ଆଉ ଦୋକାନୀ ମାନଙ୍କ ମନ ମାନି ରୋକିବାରେ ପ୍ରଶାସନ ବିଫଳ
ଭାଇ କେଵେକେଵେ ଦେଖାଦେଉଛ
Mu bi emiti bhogichhi jauthi gadi puja karajaye
ଖୋର୍ଦ୍ଧା କୁ କେବେ ଆସିବେ ଜଣାଇବେ ସାର୍। ମୁଁ ଆପଣଙ୍କୁ ସାକ୍ଷାତ କରିବାକୁ ଚାହେଁ।
ଲୁଣା କରାଣ୍ଡିଆ ର ଦ୍ବୀପାଞ୍ଚଳ ପ୍ରଖଟ ଗ୍ରାମ ରେ ମକର ମେଳା କେବେ ଯିବେ ଦେଖେଇବେ
Sir apana thik kahile......but prasasana sabu dokan ku vending zone parinata karideba ....
Ama ghara sei pakhare....
ସବୁ ଦୋକାନୀ ନୁହେଁ, ଆପଣ ପୋଲିସ ଙ୍କୁ ଜଣାନ୍ତୁ
Odagaon Raghunath Jew jayantu😂
Sabu tirtha stanare semiti hi heuchi
BHAI AMA GNA KU ASANTU KHORDHA KU ....
❤❤💚💚💙💙💜💜🤎🤎 ଆପଣ ଆଖଣ୍ଡଳମଣି ଯାନ୍ତୁ ଆହୁରି ନିଆରା ଅନୁଭୂତି ପାଇବେ I 😆
ମୋହନ ମାଝୀ ର ଗାଁ ଲୋକ, dont mind😅
ତୋର ଶଳା କିଛି କାମ ନାହିଁ
1200 ru2000 paduchi
400 neuchhanti
Dharma gote bepara...khaas kari ama Hindu dharmare...ebhali taadana Christian ba Muslim sampradayare dekha jayena
Ethi pain mu hindu dharm chadibaku jauchi
ଫାଲତୁ ଭିଡିଓ
Tu faltu ଲୋକ
ଭାଇ ମୁଁ କେବେ ହଇରାଣ ହୁଏନି ମୋ ସାଙ୍ଗ ଦୋକାନ ମନ୍ଦିର ସାମ୍ନା ରେ । ଆଉ ସିଏ ମନ୍ଦିର କମିଟି ରେ ଅଛି
Very good video
Jay Jagannath