Katori Blouse ରେ ଏମିତି ସମସ୍ୟା ହେଉଥିଲେ ଭିଡିଓ ଟିକୁ ଦେଖନ୍ତୁ ସମସ୍ୟା କୁ ଠିକ୍ କରିବାର Perfect ଉପାୟ ଜାଣନ୍ତୁ|

Поділитися
Вставка
  • Опубліковано 19 вер 2024
  • Katori Blouse ରେ ଏମିତି ସମସ୍ୟା ହେଉଥିଲେ ଭିଡିଓ ଟିକୁ ଦେଖନ୍ତୁ ସମସ୍ୟା କୁ ଠିକ୍ କରିବାର Perfect ଉପାୟ ଜାଣନ୍ତୁ|
    Hello everyone I am Bandana. Welcome to our youtube channel Bandana tutorial .If you like my video then please like this video and subscribe our channel #bandanatutorial Thank You😊🙂😊🌷

КОМЕНТАРІ • 32

  • @क्षेत्रीय-ठ6ङ
    @क्षेत्रीय-ठ6ङ 3 місяці тому

    Nice

  • @bidyutlatabhuyan164
    @bidyutlatabhuyan164 7 місяців тому +1

    ବହୁତ ସୁନ୍ଦର ଓ ସହଜ ବୁଝାଇବା ପ୍ରଣାଳୀ। ବହୁତ ବହୁତ ଧନ୍ୟବାଦ।

  • @Smartgamer122
    @Smartgamer122 7 місяців тому

    TQ mam

  • @pravasiniswain-yv5en
    @pravasiniswain-yv5en Рік тому +1

    Bandana madam Princess cut blause cutting au stitching kahibe

  • @mitasahu9069
    @mitasahu9069 Рік тому

    Thanks didi ete sundar video deithibaru

  • @SarthakLifeBlog7964
    @SarthakLifeBlog7964 Рік тому +2

    ଆଉ ଟିକେ ଭଲ ଭାବରେ ବୁଝାଇ କୁହ ଦିଦି ମୁ ନୂଆ କରି ସିଖୁଛି

    • @BANDANATUTORIAL
      @BANDANATUTORIAL  Рік тому

      🙏 ଆମ channel ରେ ଆପଣଙ୍କ ର ସ୍ବାଗତ🌹🌹 silei ଶିଖୁଥିଲେ ବହୁତଭଳ ନିଜ ପାଇଁ ନିଶ୍ଚିତ କିଛି କରିପାରିବେ । Video ରେ ଆହୁରି detial ରେ କହିବା ପାଇଁ ଚେଷ୍ଟା କରିବି thank you

  • @kalpanasarangi7165
    @kalpanasarangi7165 Рік тому +1

    Very good Mam

  • @pravasiniswain-yv5en
    @pravasiniswain-yv5en Рік тому

    Bandana madam deep gala re kandha kete rakhile haba jemiti ki kandha khasiba nahi

  • @santanakumar4188
    @santanakumar4188 Рік тому

    Mam thanks🌹❤🙏

  • @himadritripathy9160
    @himadritripathy9160 Рік тому

    Helpful

    • @BANDANATUTORIAL
      @BANDANATUTORIAL  Рік тому

      🙏 ଆମ channel ରେ ଆପଣଙ୍କ ର ସ୍ବାଗତ

  • @lipikasahoo1945
    @lipikasahoo1945 Рік тому

    Thanks dide

  • @baliadasdasbalia3123
    @baliadasdasbalia3123 Рік тому

    Mam mu jete blouse silei karuchi blouse ra kakha kn pai samana silei paduni kn pai

    • @BANDANATUTORIAL
      @BANDANATUTORIAL  Рік тому +1

      🙏blouse ର v ପଟି ର stitching ବରାବର ମର୍ଜିନ ନେଇ କରନ୍ତୁ ଯେମିତି front part back part ସହ ଏକ ସମାନ ହେବ ତାସହିତ sleeves କଟିଲାବେଳେ fitting line ଟିକେ ପଛରୁ ଏକ ସମାନ କରି କାଟନ୍ତୁ , stitching ରେ ଏପଟ ସେପଟ ହୋଇ 2point ର ଗେପ ଅଧିକାଂଶ time ରେ ଆସିଥାଏ ତେଣୁ sleeves joint ପୂର୍ବରୁ ବ୍ଲାଉଜ ର fitting line ଟିକେ ପଛ ରୁ back ଓ front 2ଟା ଜାକ ଏକ ସମାନ କରନ୍ତୁ କାମର ଠାରୁ chest ପର୍ଯ୍ୟନ୍ତ ତାପରେ sleeves କୁ ଯୋଡ଼ନ୍ତୁ ଆପଣଙ୍କ blouse ର କାଖ ପାଖରେ stitching ସବୁ ଏକ ସମାନ ହେବ। thank you

    • @pranatisahoo1728
      @pranatisahoo1728 Рік тому

      Hii

  • @sujitgamers9786
    @sujitgamers9786 Рік тому

    Mam Mora sabubele a broblem houchi

    • @BANDANATUTORIAL
      @BANDANATUTORIAL  Рік тому +1

      ସବୁବେଳେ ଏମିତି ସମସ୍ୟା ହେଉଥିଲେ ଅପଣ cutting ରେ change କରନ୍ତୁ perfect margin ନେଇ ବ୍ଲାଉଜ ର cutting କରନ୍ତୁ ଏମିତି ସମସ୍ୟା ଜମାରୁ ହେବନି

  • @Rinkyfashions
    @Rinkyfashions Рік тому

    Bandana madam apankara v eithi double katori part ta choto padichi half inch pakha pakhi s patti tharu after stitching ta eithi apana tike shape dela bhali laguchi but emiti hele aga pacha choto bada heijauchi ek saman rahuni Armhole side re saman karibaku paduchi

    • @BANDANATUTORIAL
      @BANDANATUTORIAL  Рік тому +1

      ସେମିତି ଜମାରୁ ନୁହଁ s pati ସିଧା ରେ 1½" margine ରହିଛି ସେଥିରୁ ଯଦି ½" କମ କରାଜିବ ତାହେଲେ ସେ ବ୍ଲାଉଜ ପୁରାପୁରି ବିଗିଡି ଯିବ back part ଠାରୁ front part ଛୋଟ ହେବ, ଆପଣ ବ୍ଲାଉଜ Stitching ଭିଡିଓ ରେ ଦେଖନ୍ତୁ front part କେବଳ 1 point ବଡ ହେଲା back part ଠାରୁ ,ଯଦି s ପଟି ରୁ margine କମ କରାଯାଏ ତାହାଲେ back part ଠାରୁ front part କେବେବି ବଡ ହେବନି , armhole ପାଖରେ ସବୁବେଳେ ସମାନ କରିବାକୁ ହେବ ସେମିତି ନୁହଁ ବେଳେ ବେଳେ stitching ର ଏପଟ ସେପଟ ହୋଇ 1point ରୁ 1½point ଯାଏଁ କମ ବେଶି ହୋଇଥାଏ ସେତେବେଳେ ତାର easy solution ହେଲା armhole ପାଖରେ ଏକ ସମାନ କରିବା, double katori blouse ର cutting and stitching ଏକାଥରେ କରିବାକୁ ଚେଷ୍ଟା କରିବି ଆଶା କରୁଛି ସେଥିରେ ଆପଣଙ୍କ doubt ନିଶ୍ଚିତ ଦୂର ହେବ। 🙏 ,🙏🙏

    • @Rinkyfashions
      @Rinkyfashions Рік тому

      @@BANDANATUTORIAL 🙏🙏🙏🙏🙏🙏🙏 apekhya re rahili bandana madam

  • @SarthakLifeBlog7964
    @SarthakLifeBlog7964 Рік тому

    Nice didi

  • @silusilu2960
    @silusilu2960 Рік тому

    👍👍👍👍👍👍👍👍👍👍👍👍👍👍👍👍👍

  • @manoramabiswal3578
    @manoramabiswal3578 Рік тому

    Au tike bhal bhabre bhujhaibe

  • @shrabanirout4694
    @shrabanirout4694 Рік тому

    Tq mam