ତିନି ଜଣିଆ ଗାୟକ ବାଦୀପାଲା ମଞ୍ଚ //ଖନ୍ଦୋଳ, କଟକ //odia pala/hota pala

Поділитися
Вставка
  • Опубліковано 12 січ 2025

КОМЕНТАРІ • 52

  • @tirthabasimohanta4452
    @tirthabasimohanta4452 2 місяці тому +4

    Very Nice 👍 Salute 👍, 👍 👍🥀🎈🌹 Namaskar 🙏🙏🙏..... Jayjagannath 🙏🙏🙏......

  • @JitendraMohanty-g4d
    @JitendraMohanty-g4d 8 днів тому

    🎉🎉 best Gayaka 🎉🎉

  • @Arjunbhaiconstruction12
    @Arjunbhaiconstruction12 4 місяці тому +2

    ବହୁତ ଭଲଲାଗିଲା ଆପଣଙ୍କ ପାଲା ହୋତା sir Jay jagannath

  • @smaranikachannel3390
    @smaranikachannel3390 8 місяців тому +4

    Hota ji Diamond of odisha

  • @advocatealok.prusty6311
    @advocatealok.prusty6311 3 місяці тому +2

    ଯୁବକ ମାନଙ୍କୁ ପାଲା ପ୍ରତି ଆକର୍ଷଣ କରିଥିବା ଗାୟକ 🙏🙏🙏🙏

  • @srinukumar8581
    @srinukumar8581 3 місяці тому +2

    Jaha v huantu mada pana kale madya bhai mane realy great gayaka❤❤❤love you forever sir❤❤

  • @JitendraMohanty-g4d
    @JitendraMohanty-g4d Місяць тому

    😢Hota babu is a great

  • @SurendraDakua-fr2il
    @SurendraDakua-fr2il 2 місяці тому

    There is a lot of knowledge

  • @bhaskarsahu786
    @bhaskarsahu786 Місяць тому

    ଧନ୍ୟ ମହା ସମ୍ମାନ

  • @sarbeshwarnayak7327
    @sarbeshwarnayak7327 21 день тому

    Nursinganana.pranama

  • @ashohsahoo2616
    @ashohsahoo2616 9 днів тому

    Full pala upload karantu

  • @PRATYUSHKUMARBEHERA-j5i
    @PRATYUSHKUMARBEHERA-j5i 8 місяців тому +4

    ନୃସିଂହ ଚରଣ ହୋତା ଜଣେ ମୋ ପାଇଁ ଭଲ ଗାୟକ

  • @krushnachandrapanigrahi6337
    @krushnachandrapanigrahi6337 6 місяців тому +1

    🙏🙏🙏

  • @dillipmohapatra4877
    @dillipmohapatra4877 8 місяців тому +1

    Mo guru Jay jagarnath nrusingh sir

  • @bhabagrahidas6813
    @bhabagrahidas6813 8 місяців тому +2

    ନୃସିଂହ ନନା ଖନ୍ଧଳ ସତ୍ୟନାରାୟଣ ପିଠରେ ପାଞ୍ଚ ପ୍ରକାର ତାଣ୍ଡବ ଗାଇଲେ ଜୟ ଜଗନ୍ନାଥ

  • @chittaranjannanda9660
    @chittaranjannanda9660 8 місяців тому

    Jayaghanath 🙏🙏🙏

  • @KirstenYoup
    @KirstenYoup 4 місяці тому +3

    ଏଟା ମୂର୍ଖ ଦର୍ଶକଙ୍କ ପାଇଁ ଯୋଗ୍ୟ ଗାୟକ। ଅଭଦ୍ର ଦର୍ଶକ ଏହାର fan

  • @bhagyadharanayak
    @bhagyadharanayak 8 місяців тому +4

    ଗାୟକ ମଦ୍ୟପ ପରି ପ୍ରତୀୟମାନ ହେଉଛି'
    ମଦୁଆ ଯେତେ ଜ୍ଞାନୀ ହେଲେବି ଅଜ୍ଞାନ'
    ସତ୍ୟ ନାରାୟଣଙ୍କ ସତ୍ୟତାରେ
    ପ୍ରଶ୍ନବାଚୀ ସୃଷ୍ଟି ହେଉଛି, ଏ କଳିଯୁଗ
    ଚଳିବ'
    ସମାଜ ଗ୍ରହଣ କରୁଛି ଦୁର୍ଭାଗ୍ୟ

    • @bhagyadharanayak
      @bhagyadharanayak 8 місяців тому +1

      .ନମସ୍କାର ଯେପରି
      ପ୍ରତିନାମସ୍କାର ସାଉଣ୍ଟେ
      ସେପରି ମଣିଷ ଗଳାରେ
      ପୁଷ୍ପମାଲ୍ୟ ବେଶୀ ସମୟ
      ରହିବା କ୍ଷତିକାରକ ,
      କାରଣ ପକ୍ଷ୍ପ ହେଉଛି
      ପ୍ରଭୁଦତ୍ତ ପଦାର୍ଥ
      ତାହା ପ୍ରଭୁଙ୍କ ଗଳାଲେ
      ରହିଲେ ଶୋଭା ପାଇବ,
      କେତେକ ଅଜ୍ଞାନ ମଣିଷ
      ଫୁଲମାଳକକୁ ଗଳାରେ
      ଝୁଲାଇ ଗର୍ବୀ ତ ହେଉଛନ୍ତି ।
      ସେ ନେତା ହୁଅନ୍ତୁ କି
      କଳାକାର ହୁଅନ୍ତୁ।
      ଏହା ଆହଙ୍କାର ର
      ପ୍ରତୀକ
      ତାକୁ ସଙ୍ଗେସଙ୍ଗେ କାଢି ଦେଇ
      ପ୍ରଭୁଙ୍କୁ ଅର୍ପଣ କରିଦେଲେ
      ନିଜର ମଙ୍ଗଳ । ଦେଶର ମଙ୍ଗଳ

  • @sadashibarout3645
    @sadashibarout3645 2 місяці тому

    20:25

  • @Saratkusahoo-vf6tz
    @Saratkusahoo-vf6tz 8 місяців тому +2

    Fine palla

  • @PrakashranaPrakashrana-qv7ot
    @PrakashranaPrakashrana-qv7ot 7 місяців тому

    Pranam sir

  • @SankarsanSwainSankara
    @SankarsanSwainSankara 8 місяців тому +2

    Sei bisyaku ku kete thara karibu, samste Jani chhanti

  • @likudash3594
    @likudash3594 8 місяців тому +1

    ତ୍ରିଶୂଳ ତାଣ୍ଡବ ଡମ୍ବରୁ ତାଣ୍ଡବ ଏ ସବୁ ତାଣ୍ଡବ କଉ ବହି ରେ ଅଛି ଟିକେ କହିବେକି 🙏🙏🙏

  • @pradeepsahoo6714
    @pradeepsahoo6714 4 місяці тому

    Aha par pala chhada

  • @sbp1650
    @sbp1650 7 місяців тому

    Maaaal

  • @nayakranjan9204
    @nayakranjan9204 2 місяці тому

    HoTA,GHAI,THAARE,,KOLENIYANT

  • @nirbhyadas7860
    @nirbhyadas7860 8 місяців тому +2

    ଆଗରୁ ଜୋଉ ପାଳିଆ ଥିଲେ ସେ ପାଳିଆ ଭଲ, ଏ ପାଳିଆ ନୁହଁ sir

  • @TheEducationHub-dz9gn
    @TheEducationHub-dz9gn 8 місяців тому

    Your acting is like a drinker. ( bada guruji). But you are a good singer. 🎉

  • @PRATYUSHKUMARBEHERA-j5i
    @PRATYUSHKUMARBEHERA-j5i 8 місяців тому +2

    ଯେଉଁମାନେ ରାଗରେ କମେଣ୍ଟ କରୁଚ ସେମାନେ ଯାଇକି ପାଲା କର

  • @narottambehera4919
    @narottambehera4919 8 місяців тому

    No 1hota sir

  • @RabiPanda-px5zv
    @RabiPanda-px5zv 5 місяців тому +1

    ଜଣେ କଳା କାର ଙ୍କୁ ନିହାତି ସଂମ୍ମାନ ଦିଅନ୍ତୁ
    ସମାଜରୁ କିଛି ଶିଖ

  • @SushantSahoo243
    @SushantSahoo243 8 місяців тому

    ଅପର ପକ୍ଷ ଗାୟକ କିଏ

  • @user-jyotiranjanvlogs
    @user-jyotiranjanvlogs 7 місяців тому

    Hota agyan no diantu

  • @googlybarik1738
    @googlybarik1738 8 місяців тому +1

    Jia jahakuha nrusiha hota tale sabugayaka

  • @sanjeevpaikray977
    @sanjeevpaikray977 8 місяців тому +6

    ପାଳଗଦା ଉପରେ ବସି ମନକୁ ମନ ସମ୍ରାଟ
    ମଦ୍ୟପ !!
    ତମେ କି ପାଲା କରିବ ?

    • @samirkumarsahoo8128
      @samirkumarsahoo8128 8 місяців тому +2

      ତମେ ଭାରି ଭଲ

    • @sanjeevpaikray977
      @sanjeevpaikray977 8 місяців тому

      @@samirkumarsahoo8128 ମୋ ଭଲ ଠାରେ କଣ ଅଛି ? ମହାପ୍ରଭୁ ଶ୍ରୀ ସତ୍ୟନାରାୟଣ ଙ୍କ ଚାମର ଧରି ମଦ୍ୟପାନ କରି ବିକଟାଳ ସ୍ଵର ରେ ଆମର ନିଜସ୍ୱ ବିଦଗ୍ଧ ଲୋକକଳା ପାଲା କୁ ବିକୃତ କରୁଥିବା ବ୍ୟକ୍ତି କୁ ସାଂସ୍କୃତିକ ବାଛନ୍ଦ କରାଯିବା ଉଚିତ୍ I

    • @laxmansahoo4681
      @laxmansahoo4681 8 місяців тому

      ତା ପାଖରେ ଖଣ୍ଡେ ବି ବହି ନାହିଁ

  • @jatadharibehera1575
    @jatadharibehera1575 8 місяців тому

    Gayak Hota sir , Tumar setting Pallia Mane gale kuade. Nua set kn anichha. Kam Paisa wala palia nku utheichha

  • @KunjabihariMahanta-s2b
    @KunjabihariMahanta-s2b 8 місяців тому

    Dance କମିଗଲା

  • @pramodkumarsahoo5962
    @pramodkumarsahoo5962 8 місяців тому +1

    Ditiya thakare tumara kete loka rahuchhanti.

  • @DIPALIBEHERA-nh3zm
    @DIPALIBEHERA-nh3zm 8 місяців тому

    Sir number apanankar tike debe

  • @chintamanisahoo285
    @chintamanisahoo285 8 місяців тому +1

    Bad ya clear haunahi

  • @sudhakarpradhan4655
    @sudhakarpradhan4655 8 місяців тому +3

    Sir please take rest. You are becoming weak day by day. Money can not help to restore your health .As you are advising us not to hoard money you should do that also

    • @sudhakarpradhan4655
      @sudhakarpradhan4655 8 місяців тому

      Sir you have explain 4 places Indraprasta.Jayantaprasta.Barunabanta and Hastina the other one ???

  • @hemantakumarnatha2663
    @hemantakumarnatha2663 8 місяців тому +1

    ଏଈଟାସଳାଭଡାଟିଆପାଳିଆକମଡିକରୁଛି