Bhubaneswar Lok Sabha seat: What will be the impact of Manmath Routray as he contests on BJD ticket
Вставка
- Опубліковано 27 бер 2024
- Topic: ସୁର ପୁଅଙ୍କ ପାଇଁ ନୂଆ ସମୀକରଣ
Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.com/store/apps/de...
iOS App: apple.co/2M2KhQA
Watch Live: kalingatv.com/live
UA-cam: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews
Aparajita madam Jindabad
Aparajita madam
ଏଥର ବିଜେପି ର 20 MP ଜିତିବ।
R8 100%%%
Only Aparajita
ବଳି ର ଛେଳି , ମନ୍ମଥ
Aparajita win
Aparajita jitibe
No
Congress vote bjd vote misigale
Ethar aparajita harib,Karan bjd o Congress misigale
Good news
Mamanth jitiba sahaj,so bjd biggest wine
Rout ray 2 lakh vote paibeni
ଆଜି 90 ଲକ୍ଷ ଓଡିଆ ରାଜ୍ୟ ବାହାରେ ଦାଦନ ଶ୍ରମିକ | ଆମ ରାଜ୍ୟ ଆୟ ହେଉଛି 3 ଲକ୍ଷ କୋଟି | 30% ଗରିବ ଓଡିଆ ଓଡିଶାରେ ପଲିଥିନ ଭିତରେ ରହିଛନ୍ତି |
ଆଜି ପାଣ୍ଡିଆନ୍ ତାମିଲନାଡୁର ଧନୀ ବ୍ୟକ୍ତି ଯିଏ ଆମ ଓଡିଶାର ଗରିବ ଲୋକଙ୍କୁ ଟଙ୍କା ଲୁଟ କରୁଛନ୍ତି |
Right
Desha re 82 percent bekar bhai, modi kou chakiri dei deichi ki olta Hindu Muslim besi haba odisha asile ama naveen pattanaik zindabaad
Iron lady aparajita mam
Bihari born nautanki no 1.
Bihari roots are not trust worthy at all so far on my 10 yrs of corporate experience and 4 yrs of technical education experience and telling even if you ask layman around the globe or India each may tell the same experience.
iron lady nuhe, bihari, odisha re odia lokanku vote dia
Ethi lokal toka hi jitiba
@@banamalisahoo9664ire maagia se proper odia kahuchhi ..ire maghia se ex ias sadak chhap nunha
@@banamalisahoo9664yes pandiyan team ku hatao 😂😂😂 BJD ku vote diani
Only b J p
Bbsr only one person aparajita madam only one aparajita madam
ସୁର ବାବୁ ଯଦି ପ୍ରକୃତ କଂଗ୍ରେସ ର ତାହେଲେ ସେ bbsr ରେ ଲୋକସଭା ପ୍ରାର୍ଥୀ ହୋଇ ପ୍ରମାଣିତ କରନ୍ତୁ, ସେ ପ୍ରକୃତରେ କଂଗ୍ରିସିଆ
ଏଥର ପରିବର୍ତ୍ତନ ମା ଙ୍କ ପୀଠ ରୁ ଆରମ୍ଭ ହେବ. ଜୟ ମା ସମଲେଶ୍ଵରୀ. ତାମିଲ ହଟାଓ ଓଡିଶା ବଞ୍ଚାଓ. ଆଉ ଅଚ୍ୟୁତ ସାମନ୍ତ କନ୍ଧମାଳ ରେ ହାରୁଛନ୍ତି ସେଠି ଫୋକସ କର କଳିଙ୍ଗ ଟିଭି. କେତେଦିନ ଆଉ ଚାମଚା ହେଇ ରହିବ.
Ethar BJD vote daivert heba BJP ku
ମନ୍ମଥ ବାବୁ ଏଥର ଛେଳି ହୋଇ କି ଘରେ ବସିବ, ନହେଲେ ତାମିଲ୍ ପାଣ୍ଡୁ ର ଗୋଡ ମୋଡ଼ିବ। ଶଳା ତାମିଲ ପାଣ୍ଡୁକୁ ଓଡ଼ିଶାରୁ
ପଠାଇବ୍ବା ବ୍ୟବସ୍ଥା ନ କରି ପାଣ୍ଡୁ ର ଗୋଡ ଚାଟୁଛି।
AIS Aparajita win must
BJD hatao odisha banchao Jay jagannath
Aparajitha. Jay Ho
Aparajita bjp
Aparajita will win
ମନମତ ହାରିବ ଫାଇନାଲ
Bjp wine Bbsr final my All vot Aprajita mam 🎉🎉🎉🎉❤❤❤❤
ବାପା କଂଗ୍ରେସ ପୁଅ ବିଜେଡି ବଡ ପୁଅ କଂଗ୍ରେସ ବାଃ ବଢିଆ ରାଜନୀତି।ବାପା ଦିନରେ ବଡ ପୁଅ ପାଇଁ ପ୍ରଚାର କରିବେ ରାତିରେ ସାନପୁଅ ପାଇଁ ପ୍ରଚାର କରିବେ ।
କଚେ ପୁଅ ବାର।ସୁବିଧାବାଦୀ ରାଜନୀତି।
ଦିନରେ ବସନ୍ତ ରାତିରେ ବାସନ୍ତୀ।ବାଃ କି ମଜା।ହେ ଭୋଟର ଭାଇ ଓ ଭଉଣୀ ମାନେ ଜମା ଏମାନଙ୍କୁ ଭୋଟ ଦିଅ ନାହିଁ।
2thara tiket pai sidhanta gale padmaku anuvab gala au emane kau bhul kale
Hariba
Aparajita mam
Only BJP at bbsr
Manamatha Babu haribe 70000 votre
Aparajita jindabad
କିଛି ସମୀକରଣ କାମ କରିବନି। ଭୁବନେଶ୍ୱର ରେ ସବୁ BJP ବାଲା।😂😂
To manaku
@@rakeshbehera161 Mo manaku nuhan ame 10 Barsha hela dekhi asuchu. Bhubaneswar re BJP hi jite🤣🤣
@@onedayyouandme3268 bhai ethara jitiba ki hariba dekhibu June 4 re hela
@@rakeshbehera161 Hau lo byasta ha na🤣
@@onedayyouandme3268 mu byasta nhi tu luchibuni ta june 4 re eeithi asibu comment ku jadi tora dum thiba bujhilu,mu kou dala ra samarthana kareni mu fact kuhe sabubele bujhi sujhi hela mu nije bahut bada yogi adityanath fan but rajya BJP ethi khali futani gapa maranti uparu uparu grassroot level re jie thae se hi jite sabubele politics re na ki gabbar dialogue mari jitijiba bujhilu,modi nije janichnti emane ajogya pura bujhilu upara level re modi naveen pattanaik bhala ethi kichi labha habani
ଗେଣ୍ଡାଦଳିଆ ମାଗିହେ ଓଡ଼ିଆଙ୍କୁ ଲୁଟି ତଳି ତଳାନ୍ତ କଲେଣି, bjd ହଟାଅ ଓଡ଼ିଆ ଭବିଷ୍ୟତ ରକ୍ଷାକର
Kichi habani bjd jitiba
@@manojkumardas200 ନବୀନ କଥା କୁହା କପିଲା , ଖାଲି ଭଣ୍ଡାମି ଠକାମି ଧୋକାବାଜ୍ କରି କରି ୨୩ ବର୍ଷ ହେଇଗଲା
@@manojkumardas200 ଗେଣ୍ଡାଦଳିଆ - ପାଣ୍ଡ କୁ ତୁମର ଘର ମାଲିକ କର । କଳା କଳା ତାମିଲ ଛୁଆ ବାହାରିବେ ! ଛିଃ ଛିଃ ବେଲଜ୍ୟା | ରାଜ୍ଯ ଦୌହୀ ଗେଣ୍ଡାଦଳିଆ ଗୁଡ଼ିକ | ହିନ ସ୍ୱାର୍ଥ ପାଇଂ ନିଜର ମା ଆଉ ମାତୃଭୂମି ବିକୁଛି !!! ଦଲାଲ
@@manojkumardas200 ବିଜେଡି ହେଉଛି ତାମିଲ ପାର୍ଟି .ପାଣ୍ଡୁର କୁଚାକ୍ରାନ୍ତରେ ତାମିଲ ଓଡିଶାକୁ ଶାସନ କରୁଛି !!! ତାମିଲ ବିଜେଡି ହାଟାଓ ! ଓଡିଶା ବାଚାଓ!
@@manojkumardas200 ପାଣ୍ଡୁ 4200 କୋଟି ଗରିବ ଓଡିଆ ଟଙ୍କା ନଷ୍ଟ କରିଛି ଚାରିଟି ପାଇଖିନାରେ । ପାଣ୍ଡୁ ତାମିଲ କଣ୍ଟ୍ରାକ୍ଟର ମାଧ୍ୟମରେ ସମସ୍ତ ଟଙ୍କା ଖାଇଛନ୍ତି | ରକ୍ତ ବାନ୍ତି କରି ମରିବ 😡 ଅଯୋଧ୍ୟା ଶୀରମ ମନ୍ଦିର ରେ 1600 କୋଟି ଖର୍ଚ୍ଚ ହୋଇଛି ।
ରାଉତ୍ ବାବୁ ବକରା ବନି ଗଲେ
Sura pua Hari ba
ସୁର ଅଜା ତୋ ସାନ ପୁଅ ତୋ ବିର୍ଯ ନୁହଁ
Manmath bahut vote re hariba
Manmath cannot stand before personlity of Aparajeeta.Voters of Bhubaneswar will vote for Aparajeeta.Jay Shree Ram,Jay BJP.
Bjd hatao odisha bancho.kalinga tv Khali bjd bjd heuchi
Analysis is wrong only aBJP
Aparajita
Sura. Babu. Hariba. Tanaka. Paua. Hariba. Bhota. Ra. Hunda. Naua
A Tauter Rajaniti Kari Kichhi Lava hebani B J P ZINDABAD
ବାପ ଧରିବ ପୁଅ ସୂନପାମ୍ପୁଡି ଖାଇବ
Athara odisha dekhiba....Nuan...BJP...MP.... Target 🎯....full 21....seat.... ONLY....BJP 🪷🪷🪷..... Nation🇮🇳 first..... Everything last....Jay shree Ram....🚩🚩🚩🚩🚩🚩🙏🙏🙏
People must know the dirty politic of BJD , So people reject Manmath Rautaray
ଜନାର୍ଦନ ପତି ଯେତିକି ଭୋଟ ପାଇଥଲେ ସେସବୁ କେବଳ ବାମଦଳ ର ନିଜ ଭୋଟ
Odisha ru....bahariki....bahara State...buliki asa....real development kn jani pariba....❤kua benga bhali....gote jaga re padi rahile....kichhi lava nai....mora... BJD...pain gote... suggestion...jadi power re rahibara ichha achhi...tahale... Odisha ra...sarbangina...unnati...ku anya rajya sahita compair karantu....khali development na re.... advertisement kale... Congress...pari...hall heijiba...BJD ra... odisha re...🙏🙏🙏Jay Jagannatha ❤
Mu b thik seya bhabe. Bahut odia loka rajya bahare jo mane vote diantini au jo mane odisha re acahhnti semane bahar rajya ra development bsyre janantini.
ଓଡ଼ିଶାରେ ତାମିଲ ପାଣ୍ଡୁଆ ର ଆତଙ୍ ରାଜ ଚାଲିଛି !!!
ଲୋକକୁ ଭୁଆଁ ବୁଲାଉଛି ନବୀନ । ସେ ମରିବା ପୂର୍ବରୁ ଓଡ଼ିଶାକୁ ବରବାଦ୍ କରି ମରିବ । ଓଡ଼ିଆଙ୍କ ଉପରେ ତା'ର ଭରଷା ଜମା ନାହିଁ । ଓଡ଼ିଆ ଲୋକଙ୍କୁ ସେ ବିଶ୍ଵାସ କରୁନାହିଁ । ତେଣୁ ତାମିଲ ଲୋକ ହାତରେ ଓଡ଼ିଶାକୁ ସେ ଟେକି ଦେଇଛି
Tamil khani jami lutera BJD hariba
Only aparajita madam jitibe.
Only Aprajta
B J D Ra Vote Paithile Aparajita
ମନ୍ମଥ ବାବୁଙ୍କୁ ନେଇ Experiment କଲା BJD
ପୁଅ ଏଥର ବାଳ ପାଇବ
ତାମିଲ bjd ଚାହୁଁଛି 9B9 BJD ହାରୁ । କାରଣ ତାମିଲ bjd କୁ ED ଭୟ ଭିତିରିଆ Bjp ସହିତ ସମ୍ପର୍କ ରଖିଛି । ନିର୍ବାଚନ ପରେ bjp କେନ୍ଦ୍ରରେ ଚିତିଲେ ତାମିଲ bjd ର bjp ରେ ମିଶ୍ରଣ ହେବ କେବଳ ନିଜକୁ ED ଭୟରୁ ମୁକୁଳିବା ପାଇଁ ।
Very good voment, thanq,
ସୁରାଭାଇଙ୍କ ର ଅସଲମୁଖଆ ଖୋଲିଗଲା, ହିସାବ କହୁଛି ସେ ଥିଲେ ଭ୍ରଷ୍ଟାଚାର, ଆମ୍ବ ଗଛରୁ କଣ ଆମ୍ବଡା ଫଳେଇ 🌹🌹ଯାହା ସାନପୁଅ କରି ଦେଖାଇଲେ, ସୁରାଭାଇଙ୍କ ସାନପୁଅ କୁଆଡୁ ଅଇଲା
Sura Pua Hariba Sure
ଅପରାଜିତା ମ୍ୟାଡମ୍ ଏଥର ଦୁଇ ଲକ୍ଷ ରୁ ଅଧିକ ଭୋଟରେ ଜିତିବେ.
Congress ru stand karithilee better heithanta routray😢😢
50,000 vote re jitibe aparajita sadangi ethara❤
ଏହା ବାପା ପୁଅଙ୍କ ଏକ ସୁଚିନ୍ତିତ ଯୋଜନା ,କିଛି କଂଗ୍ରେସ ଲୋକ ଓ ବିଜେଡି କୁ ସମର୍ଥନ କରୁଥିବା ଲୋକ ପୁଅକୁ ଭୋଟ ଦେଲେ ନିଶ୍ଚୟ ଜିତିବା ର ସମ୍ଭାବନା ଅଧିକ .ସୁର ବାବୁ ଖାଲି ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ କାନ୍ଦୁଛନ୍ତି .
no body will be win in front of Aparajita mam, Even Pandian will be loss in front of Aparajita mam
Trishul... Games... Vitara.. main trishul jitiba... Tahari name houchi.... Congress
Anka bhulu hoijiba,Only Madam.
Vot for bjp aprajita Madam ❤❤
Aparajita mam jitiba
Jete jaha kahile,kichhi labha hebani,karana loke janisarichhanti,bjd sarkar odisha basi nka prati anyaya karichhi,khani lutera bjd sarkar, go te katha je bhubaneswar basi aparajita madam nka painn jami paichhanti,kenal ku poti dia jaithhila,mam nka painn punithare pani paile,bohut kichhi bikash karichhanti madam,sara odisha basi thik time re jawab debe,only bjp,bjp jindabad,jay shreeram
Your analysis is very much significant in present scenario.
Manmoth ku kehi vote diani.
All the voters are not sura Routray "s or any others Ñetas kina chakar. All the voters of BB SR well educated to cast their votes in favour of fittest candidate
Au BJP ra MP Vote au MLA vote share kn same ki
ହlରିବ ଆଉ କଣ ହେବ। ବଳୀ ର ଵକରା ବନା ହେଇଛି
Aparajita Mam Jitibe... Satya Satya Tribar Satya... 🚩🚩🚩💐💐💐🙏🏻🙏🏻🙏🏻
Aparajita maam nku hareiba ete sahaj nuhen
Apanka kahiba anusare Congress vote bjd ku jiba tahele Congress candidate debanahin
ଯେତେ ବିଜେଡ଼ି ଠାରୁ ଖାଇ ନବୀନ ବନ୍ଦନା କରି ଖାଇବା କଥା ଖାଇଯା ମାତ୍ର ଅପରାଜିତା ନକୁକେହିବି ଅଟକାଇ ପାରବେନି
Bhubaneswar voters bhakua nuhanti daladekhi vote debe.They are highly educated candidate dekhi vote debe.
Aparajita Madam ❤❤❤❤
So beautiful
Bjd will loose lok sabha this time too . Aparajita keve hari paribani
ଲକ୍ଷାଧିକ
Athara bjp 2lakh,vote rejitiba,karan sreemayee nka vote bjp kuasiba
ଜଣେ ଡ୍ରାଇଭର୍ ଆଉ ଜଣେ ଆଇ ଏ ଏସ୍
Pilot 😂
All know how Bihari's get IAS.
They keep on mocking things till old age time and again to get the same. She's an arts stud too, may not necessarily genius.
❤captain must win❤aparajita nothing nothing
ସେ ଜଣେ କ୍ୟାପଟେନ ଆଉ Pilot, ସେ ତ ଜଣେ ଭଲ ମଣିଷ,ଓଡିଶା ମାଟିର ପୁଅ. ଶ୍ରୀଜଗନ୍ନାଥଙ୍କର ଆଶୀର୍ବାଦ ତାଙ୍କ ସହିତ ଅଛି.
🙏ଜୟ ଶ୍ରୀଜଗନ୍ନାଥ 🙏
Are murkha se Pilot driver nuha 😂
Bbsr re now if Naveen pattnayak is stand against aparajita will conform defeated
ଯଦି ଶିକ୍ଷିତ ଭୋଟର ସମ୍ପୂର୍ଣ୍ଣ ଭାବରେ ଭୋଟ ଦେବା ପାଇଁ ଆଗେଇ ଆସିବେ, ତେବେ ସ୍ବପ୍ନ ସ୍ୱପ୍ନରେ ରହିଯିବ।
ସୁର ରାଉତ ରାୟ ଦୁଇ ମୁଖl ସାପ | ସେ କଂଗ୍ରେସର ଭୋଟ୍ ନଷ୍ଟ କରିବାକୁ ସମର୍ଥନ କରୁଛନ୍ତି।
ଓଡିଶାର ଲୋକମାନେ ଦୟାକରି ଆଖି ଖୋଲନ୍ତୁ। ଉଭୟ ରାଉତ ରlୟ ଭାଇମାନେ ହେଉଛନ୍ତି ବିଜେପି ଟୁଲ୍କିଟ୍ | ବିଜେଡି ଏବଂ କଂଗ୍ରେସ ମଧ୍ୟରେ କଂଗ୍ରେସ ଭୋଟ୍ ବଣ୍ଟନ ପାଇଁ ଉଭୟଙ୍କୁ ବହୁତ ଟଙ୍କା ଦିଆଯାଉଛି, ଯାହା ଦ୍ୱାରl ବିଜେପି ଜିତିବ। ଦୟାକରି କଂଗ୍ରେସ ପାଇଁ ଭୋଟ୍ ଦିଅନ୍ତୁ l 🙏💐❤️
ବିଜେଡ଼ି ହାରିବ
M .P voter kichhi dhuli Mali nahi .sabu jay sriram
ବିଜେପୁର ରେ ନବୀନ ପଟ୍ଟନାୟକ ଜିତିଲେ ଆଉ ସୁରେଶ ପୁଜାରୀ କେମିତି ଜିତିଲେ
Only Aparajita Sarangi.
Jatani nirbachon mandali ku hateiba pain manmatha ku bali diajiba
ଇଆଦୁ ସିଆଦୁ ସୁର ପୁଅ
Candidate dekhi vote dia
Voter compare one i a s oficer heavy experienve b j d dummy candiate one plane driver donnot kbow politics
Complete wrong analysis..Aparajita madam has never got the congress vote,Suraj’s vote was with BJD only
ଏଥର କଂଗ୍ରେସ ଭୋଟ ବିଜେପି ଆଡ଼କୁ ଯିବ କାରଣ କଂଗ୍ରେସ ର ଲୋକମାନେ ସୁର ଉପରକୁ ରାଗି କରି ଭୋଟ ଦେବ ।
ସ୍ପଷ୍ଟ ଜଣାପଡୁଛି ପୁରା ମେଣ୍ଟ ହେଇଛି BJD-BJP....
14 BJP-7 BJD .... ମେଣ୍ଟ ପକ୍କା
Right EVM RU NAI JAITHIBE
Jatani ru congress candidate hei thile atleast bapa pain vote paithanta..mla habara chance thila..bbsr ru kie vote daba manmatah ku..Pura daya Naya hei hariba bjd
ଏଥର ବି ମନ୍ନମଥ ହାରିବ ଓ ଅରୁପ ପଟନାୟକ ବି ହାରିବ
Bahut analysis kale bhaina, eita kahileni ki BJD ra sabu MLA candidates nka vote misile 561000 tahele Arup Pattnaik nku 463000 vote kemiti milila.. 100000 kam vote.. e analysis bi kara