ମୋତେ କାହିଁକି ଅଟକାଉଛ ..ପେଟ ପାଇଁ ମୁଁ କାମ କରୁଛି ! Auto Drivers' Protest Against Bike -Taxi Riders,BBSR

Поділитися
Вставка
  • Опубліковано 18 гру 2024

КОМЕНТАРІ • 330

  • @rajatajena9207
    @rajatajena9207 День тому +79

    ଅଟୋ ରିକ୍ସା ଚଳାଉଥିବା ବ୍ୟକ୍ତିଙ୍କ ପକେଟ୍ ଆଉ ଗରମ ହେଇ ପାରୁନି।😂😂😂

  • @loveyoumymoti8239
    @loveyoumymoti8239 День тому +81

    ଅଟୋ ବାଲାଙ୍କୁ କିଏ ଅଧିକାର ଦେଲା ରାସ୍ତାରେ ରେ ବାଇକ୍ ବାଲାଙ୍କୁ ଏମିତି ହଇରାଣ କରିବାକୁ,,

    • @ramakantarout2484
      @ramakantarout2484 15 годин тому +1

      Exactly

    • @odbbsrvikash
      @odbbsrvikash 54 хвилини тому

      ଭୁବନେଶ୍ୱର ଟା ଆମର
      ମାନେ ଅଟୋ ବାଲା ଙ୍କ ର
      I love auto rickshaw ❤

    • @subratkar8
      @subratkar8 42 хвилини тому

      Arrest karantu nadadantu size haejibe

  • @bagunsingh9206
    @bagunsingh9206 День тому +71

    ମୋ ବସ ଆଉ 40 ଟା ଚାଲିଲେ ଅଟୋ ଵାଲା ସାଇଜ ହେବେ

    • @debasismohanty4855
      @debasismohanty4855 19 годин тому

      ଠିକ୍ ଠିକ୍, ଏ ଶଳା Auto driver ମାନେ ମୂଳ ପୋଛ ହେବାକଥା l

  • @SriHariRadhaKrishna
    @SriHariRadhaKrishna День тому +55

    Auto ରେ ଆଉ କେହି ବସନି.. ସମସ୍ତେ rapido uber ରେ କରନ୍ତୁ.. ଏ ଅଟୋ ଵାଲା ଙ୍କୁ ପାନେ ଦରକାର

    • @kamalakantapanda304
      @kamalakantapanda304 19 годин тому +1

      Bhai mu Ola uber support Kariba mu nije karuchhi CTC au bhubaneswar re auto bala hairana karuchanti sabu to bhala Ola uber sala a kala loka jia I'd card pakie kahuchhi ta number mile le mu nije taku nija katha kuhanti sala auto bala Kate froud karuchanti mu nije froud re padichhi

    • @janituajanakahinheu3202
      @janituajanakahinheu3202 6 годин тому +1

      Right

  • @debakalyanmandal6448
    @debakalyanmandal6448 День тому +61

    Main katha auto wala luti paruni

  • @susantakumarnayak5932
    @susantakumarnayak5932 День тому +43

    ଅଟୋ ବାଲା ଖାଲି ମାଡ଼ ଖୋଜୁଛନ୍ତି

  • @SujaArtsGallery
    @SujaArtsGallery День тому +30

    ତାଙ୍କର Yellow Number plate ନାହିଁ ତମେ ମାନେ କହିବାକୁ କିଏ. ସେ କଥା ପୋଲିସ ବୁଝିବ.

  • @p.n.mishra8799
    @p.n.mishra8799 День тому +54

    ଓଡ଼ିଶାରେ ଅଟୋ ବାଲା ଲୁଟୁଛନ୍ତି

    • @KahaKya-l6u
      @KahaKya-l6u День тому

      Right

    • @am9519
      @am9519 День тому

      ସେଇଥିପାଇଁ ତ ପୋଡୁଛି ତାଙ୍କର

  • @ManasNayak-52717
    @ManasNayak-52717 День тому +30

    ସମସ୍ତଙ୍କ ପେଟ ପାଟଣା ଅଛି ସମସ୍ତେ ଉଲା ଓବର ରେ ଚଲେଇ ପାରିବେ ଯଦି ଅଟୋ ଵାଲାଙ୍କ କିଛି ଅସୁବିଧା ହଉଛି କଂପାନିଙ୍କୁ କୁହନ୍ତୁ ତାଙ୍କୁ ବଦ କରିବ ତୁମେ ବଦ କରିବାଟା ଠିକି ନୁହେଁ

  • @amitt319
    @amitt319 День тому +49

    ଆରେ ଭାଇ କିଛି ଜଣା ନାହିଁ ଖାଲି ଗାଲୁ ....
    Ola Uber Rapido ରେ passenger ପାଇଁ insurance ଥାଏ. Accident hele claim କରିହେବ. ସାଧା ଅଟୋ ବାଲାଙ୍କର କଣ ଅଛି ?
    ଆଉ ରହିଲା ଗାଡି insurance କଥା.. ସେଟା RTO ଆଉ ପୋଲିସ ଦେଖିବ.. ତମେ ଖାଳିଟାରେ ଅଧିକା ଭଡ଼ା ପାଇଁ ପ୍ରହସନ କରୁଛ !

  • @susantakumarnayak5932
    @susantakumarnayak5932 День тому +16

    ଏ ରିପୋର୍ଟର ବି ଅଟୋ ବାଲା ଙ୍କ ପାଖରୁ ପଇସା ଖାଇଛି, ନହେଲେ ଅଟୋ ବାଲା ଙ୍କୁ କେମିତି ସପୋର୍ଟ କରୁଛି

  • @swapnilraja1409
    @swapnilraja1409 23 години тому +14

    ଫର୍ଜରି କରୁଛି ଓଭର tax 😂😂😂 ଆଉ ଅଟୋ ବାଳେ, ବିନା ମିଟର ରେ ଗାଡି ଚାଲୋଉଛନ୍ତି 🙏🙏🙏

  • @prasantakumarmoharana3391
    @prasantakumarmoharana3391 День тому +34

    Uber bhai nka Katha ta kete Sundar bhabare kahuchanti aau ye Auto wala kangaliaa parika tanku gheriki achanti 😂😂.

  • @kishorbhoi8718
    @kishorbhoi8718 20 годин тому +10

    Auto rickshaw ବାଲା ଙ୍କ ଉତ୍ପାତ କହିଲେ ନ ସରେ

  • @iloveodisha6003
    @iloveodisha6003 День тому +18

    ଅଟୋ ଵାଲା ଲୋକଙ୍କୁ ଅଟକେଇବାକୁ କିଏ

  • @Goslow3037
    @Goslow3037 День тому +11

    ସବୁ ବେଳେ, ବା ଅଧିକାଂଶ ସମୟରେ ଅଟୋ ବା 🚖 ଟ୍ୟାକ୍ସି, ଅଧିକ ଚାର୍ଜ ମାଗନ୍ତି, ଧାର୍ଯ୍ୟ ଦର ଠୁ ।
    ସମୟ ରେ ଅସନ୍ତିନି, ଆଉ ଟ୍ରିପ cancel ମଧ୍ୟ କରନ୍ତି ନାହିଁ ।

  • @sanjibmohapatra7936
    @sanjibmohapatra7936 День тому +12

    ମୁଁ ବିଗତ 15 ବର୍ଷ ହେଲାନି Gujarat , Maharashtra ର ବିଭିନ୍ନ ସହର ରେ ରହି ଆସୁଛି, ବର୍ଷ କେ ଦୁଇବ୍ଦୁଇ ଥର ଓଡ଼ିଶା ନିଜ ଘରକୁ ଯାଏ , ଓଡ଼ିଶା ରେ ଯଉ ଭଳି ଅଟୋ ବାଲାଙ୍କର ଦାଦାଗିରି ଚାଲିଛି ସେମିତି ବାହାର ରାଜ୍ୟ ରେ କେବେ ବି experience କରି ନାହିଁ । Ola Uber Rapido ସବୁ ରାଜ୍ୟ ରେ ଠିକ୍ ଭାବରେ ଚାଲିଛି, କିନ୍ତୁ ଓଡ଼ିଶା ର ପ୍ରତି ଛକ ରେ ଗୋଟେ ଗୁଣ୍ଡା ଗ୍ୟାଙ୍ଗ ଯାହା କୁ ଅଟୋ association ବୋଲି କୁହା ଯାଉଛି । ସେମାନେ ପୁରା ଦିନ ନିଜ ଅଟୋ ରେ ବସି UA-cam ଦେଖୁଛନ୍ତି ଆଉ ଗୁଲି ଗପ ଖଟି କରୁଛନ୍ତି ,ଯଦି କେହି passenger luggage ନେଇ ବସ କି BUS କି train ରୁ ଉଲ୍ଲାଉଛି ତାକୁ ଘେରି harrassment କରୁଛନ୍ତି,ମନ ଇଚ୍ଛା rate କହୁଛନ୍ତି । ଯଦି କେହି educated passenger on-line Book କରୁଛି passenger ଉଠାଇବାକୁ ଦଉ ନାହାନ୍ତି। ଭୁବନେଶ୍ୱର ସ୍ମାର୍ଟ ସିଟି ଗୋଟେ ପ୍ରସହନ ଲାଗୁଛି 😦। ସବୁ ଅଟୋ association କେହିନା କେହି political party ର ସଂରକ୍ଷଣ ରେ ଅଛନ୍ତି , ସେଇଥି ପାଇଁ ଯାତ୍ରୀ ହଇରାଣ ହଉଛନ୍ତି। ସେଇଥି ପାଇଁ କହୁଛି vote ବର୍ଜନ କରନ୍ତୁ। Odisha Govt should make meter compalsury. Like other B class cities।

    • @kiransamanta2144
      @kiransamanta2144 День тому

      Jaha kahila thik... auto wala rout re nebe meter lagaile....bulai bulai nebe... accident hele ... emane kraibe... issue create kriba ku... be careful Ola, Rapido , Uber .

  • @ramaniroutray2262
    @ramaniroutray2262 День тому +6

    ଅଟୋୱାଲା ବିଚରା ଗୁଡା ଆଉ ବେଶୀ ଲୁଟି ପାରୁନାହାନ୍ତି l ସେଇଥିପାଇଁ ଏମିତି ରାମ୍ପି ବିଦାରି ହଉଛନ୍ତି l

  • @priyadarshanrout2740
    @priyadarshanrout2740 22 години тому +4

    ସମସ୍ତ ଙ୍କ ମୌଳିକ ଅଧିକାର ଅଛି ପେଟ ପାଇଁ କାମ କରିବାକୁ ଏମିତି କାହାକୁ ଡାକିକି ଖରାପ ବେବହାର କରନ୍ତୁ ନାହିଁ.. ସମସ୍ତ ଙ୍କର ଫାମିଲି ଅଛନ୍ତି

  • @pinakbhusanrath3620
    @pinakbhusanrath3620 День тому +4

    Bike rapido, uber bike G S T ନେଉଛି Driver ଦେଉଛି, Auto bala କମ୍ପାନୀ rate ଅନୁସାରେ ଯାଉନାହାନ୍ତି, ଗ୍ରାହକ ଠାରୁ ଡବଲ ପଇସା ଲୂଟ କରୁଛନ୍ତି

  • @AnshulMohanty
    @AnshulMohanty 17 годин тому +3

    Reporter bhai..kete tanka re auto bala nka pakhe munda bikicha?

  • @jitendra33453
    @jitendra33453 День тому +6

    Rapido bike 🚲 beautiful for people

  • @pramodkumarsahoo7149
    @pramodkumarsahoo7149 21 годину тому +3

    ବନ୍ଦୁମାନେ ସବୁ ଅଟୋ ଚଳାଉଥିବା ବ୍ୟକ୍ତି ଖରାପ ନୁହନ୍ତି ଆପଣଙ୍କୁ ଅଲଲାଇନିରେ ଚଳାଉଥିବା ଅଟୋ ହଇରାଣ କରୁଛନ୍ତି ।

  • @VictyMan
    @VictyMan День тому +8

    Auto driver sabu uber au ola uninstall karideuna😂😂tame kahinki rakhucha..#RTO raid karu Uber au Ola office re.

  • @debakalyanmandal6448
    @debakalyanmandal6448 День тому +14

    Siye jha kala auto wala ro fatuchi kn pain

  • @UDAYONTRAVEL
    @UDAYONTRAVEL День тому +10

    Auto bala nku mada darkar sabu bele jatra chalauchanti

  • @swapnilraja1409
    @swapnilraja1409 23 години тому +3

    ଅଟୋ ଵାଲେ 😂😂😂ତାଙ୍କ g ଫତୁଚି, mohani Rani PAISA ଦେଇଛି, ସେମାନେ ବି tax ଦିଅନ୍ତୁ 😂 ସେ ମାଲେମାଲ ହଉ 😂😂😂ସେଥିରେ ଅଟୋ balanka କିଛି ଲାଭ ନାହିଁ 😂😂😂 ବହୁତ୍ ପଇସା ମାରୁଛନ୍ତି, ସେମାନେ ଆଗ ମିଟର ଲଗାନ୍ତୁ 🙏🙏🙏🙏

  • @SantoshMaharana-t1w
    @SantoshMaharana-t1w День тому +5

    Auto Wala chora 1 km ku 200 reserve kale maguchi 😂 bhada na bala miliba

  • @RangadharNayak-rv9kk
    @RangadharNayak-rv9kk 18 годин тому +2

    ଯାହେଉ ଭାଇ ଜୀବନରେ ତ RTO ହୋଇପାରିଲୁ ନାହିଁ ଏହି ଭଳି କରି ମନ୍ ଖୁସି କରିଦେ

  • @Tamanijaloka
    @Tamanijaloka 21 годину тому +3

    Public nku pachara jauchi. Market re kouta chaliba darkat auto chaliba na ola uber

  • @tusarpanda5148
    @tusarpanda5148 День тому +2

    କିଏ ଭୁଲ କଳା କିଏ ଠିକ୍ କଲା ସେଇଟା ପ୍ରଶାସନ ବୁଝିବ .ଅଟୋ ବାଲl ବୁଝିବେ

  • @rakeshentertainmentrs1158
    @rakeshentertainmentrs1158 День тому +2

    Govt tax ଆଦାୟ ପାଇଁ ଏ ମାନେ ଠିକା ନେଇଛନ୍ତି 😂😂ଆରେ ଭାଇ ଦରଦାମ୍ ବୃଦ୍ଧି ପାଇଁ strike କର, ଦରଦାମ୍ କମ୍ ହେଲେ ନର୍ମାଲ ଅଟୋ ରେ bi ଲୋକ ଯିବେ..

  • @alokabehera2008
    @alokabehera2008 День тому +3

    Auto ଵାଲା ବି ରାପିଡୁ ରେ କାମ କରୁଛନ୍ତି କିଛି ଅସୁବିଧା ଅଛି rto ରେ କୁହନ୍ତୁ

  • @Goslow3037
    @Goslow3037 День тому +2

    4:15 , ଏଇ କଥା ଟିକିଏ ଅଧିକ ହୋଇଗଲା ।
    ଅନଲାଇନ Auto ଚାଳକ କହୁଛନ୍ତି, କିଛି ଲୋକଙ୍କ ଅସୁବିଧା ହେଲେ bike ଚାଳକ ବୁଝିବେ କି ? ନିଜେ କୁହନ୍ତୁ, ନିଜେ କେତେ ଲୋକଙ୍କ କଥା ବୁଝୁଛନ୍ତି ?
    ସବୁ କେମିତି ଲୋକଙ୍କୁ ଠକିବ ସେଇ କଥା ଚାଲିଛି

  • @radhacharnpurgovtupschool7665
    @radhacharnpurgovtupschool7665 22 години тому +2

    Uber, Ola and rapido service ଭଲ ଦେଉଛି। So, ଯିଏ ଭଲ service ଦେବ ତାକୁ ସମସ୍ତେ use କରିବେ।ok

  • @arabindatripathy5346
    @arabindatripathy5346 4 години тому +1

    Shame on those auto driver. What is police doing.

  • @bijayapppradhan4563
    @bijayapppradhan4563 19 годин тому +1

    ଓଡିଶା ଅଟୋ ଵାଲା ଶଳା ହାରାମି ପେଲେଇପୁଅ. ବାଳ ଉପୁଡିଯିବ ରେ. ଜମା ରଙ୍ଗ ଦେଖାଅ ନି

  • @86581love
    @86581love 6 годин тому +1

    Aama odisha re sabu auto Bala nku mada darakar Khali

  • @prustycreation324
    @prustycreation324 8 годин тому +1

    Auto bala tume 10 naba jagare 50 naba na sethi pain kahucha, uber ola bahut better auto apekhya au tume kie atekeiba pain tanku tune jauba govt nku kuha

  • @nbnitya8705
    @nbnitya8705 5 годин тому +1

    Repido bhai cas kar police station jaiki mana Hani cas

  • @akshayakumar823
    @akshayakumar823 19 годин тому +1

    Rule govt kariba naa auto baalaa karibe ? Se part time full time sabu kariba.

  • @saratmurmuofficial7405
    @saratmurmuofficial7405 17 годин тому +1

    Bala naa Auto bala mankar pocket ebe au garam houni😂

  • @sayedakanizfatma380
    @sayedakanizfatma380 День тому +5

    yeh mane kiye.govt ola, Uber ku kahiba.

  • @abhijitbindhani9356
    @abhijitbindhani9356 6 годин тому +1

    Auto bala ku aga ban kara odisa re..

  • @RAGHUNATHMURMU-tr2it
    @RAGHUNATHMURMU-tr2it День тому +1

    Ola and uber is better facilities for common people for odisha... Govt request not to stop...

  • @subrat1241
    @subrat1241 8 годин тому +1

    Auto bala dubbl tanka charge karuchanti

  • @ajitmajhi6795
    @ajitmajhi6795 19 годин тому +1

    Rto bujhiba number plate katha...green hba na white

  • @4knature991
    @4knature991 День тому +5

    ଓଡ଼ିଶା police 🚨 ବର୍ତ୍ତମାନ ଛକା 😂 ଶଳା auto wala କିଏ ବେ ରୋକିବାକୁ ତାଙ୍କୁ ଅଧିକାର କିଏ ଦେଲା

    • @satyabratapanigrahi8602
      @satyabratapanigrahi8602 День тому +1

      Right

    • @4knature991
      @4knature991 День тому

      @satyabratapanigrahi8602 ଭାଇ କାଲି ମୁଁ rapido book kariki jauthili ଏ Auto wala ମୋତ ରୋକିକି ହଇରାଣ କଲେ ମୋତେ ଗୋଟେ କଥା ଆଶ୍ଚର୍ଯ୍ୟ ଲାଗିଲା ଦେଶ ସ୍ବାଧୀନ ୭୭ ବର୍ଷ ହେଲାଣି ତ ତଥାପି ବି ଆମେ ସ୍ବାଧୀନ ନୁହ କାରଣ Bhubaneswar re ତମେ ଯଦି ଯିବ କେବଳ Auto ରେ ଯିବ,bike ki cap book kariki ଗଲେ ଧରିକି ପିଟୁଛନ୍ତି police କିଛି କହୁନି। ଭାବ ଆମେ କୋଉଥିରେ ଯିବା e auto wala decide karibe

  • @raimohanbiswalproduction1445
    @raimohanbiswalproduction1445 4 години тому +1

    Jadi sahas achi cm ku atakai pachara

  • @SanjayaBahuka143
    @SanjayaBahuka143 17 годин тому +1

    yellow number ku bi hairan karuchanti

  • @prasantapatra6422
    @prasantapatra6422 15 годин тому

    ଅଟୋ କୁ ଉଚିତ ଶିକ୍ଷା ଜନସାଧାରଣ ହିଁ ଦେବେ।

  • @jagarout4921
    @jagarout4921 День тому +3

    Sabu auto bala nkara insurance check kar ....

  • @Jotrimay
    @Jotrimay День тому +1

    ଓଲା ମାଲିକ କୁ କୁହ
    ଷ୍ଟାଫ ଙ୍କୁ ହଇରାଣ କାଇଁ କରୁଛନ୍ତି 🙏

  • @sipunroul5221
    @sipunroul5221 20 годин тому +1

    Tax katha rto bujhiba tamne kie

  • @swapnilraja1409
    @swapnilraja1409 23 години тому +1

    କମ୍ପାନୀ ଠିକ୍ ଅଛି, ଆମେ ଶସ୍ତାରେ ଯା ଆସ କରି ପାରୁଚୁ ❤❤❤ auto ବାଲା g ମରାନ୍ତୁ, ଏବେ ମିଶନ ଶକ୍ତି ବଳେ ବଳେ ଗଲେ😂ତମେ ଅଟୋ ବଳୀ ପଡ଼ିବ ଆଗକୁ 😂😂😂 16000 ଶିକ୍ଷକ ବଳି ପଡ଼ିଲେ, B, ED କଲା ପରେ 10000😂 ଗୁପ୍ ଚୁପ୍ ବାଳଙ୍କ ଠାରୁ କମ୍😂😂😂

  • @devasishdash4540
    @devasishdash4540 22 години тому +1

    Galt kar raha hai sab driver use bike wale ka kya galti hai bechara ho to apna Ghar ke liye kar raha hai
    Agar unko itna hi karna hai sabko vah to kuchh nahin kar rahe logon Ko pareshan kar rahe main bhi aaj Bhuvneshwar mein Hun to main bhi bahut pareshan ho raha hun mujhe Mumbai jana hai flight mein Maine itna udhar bahut galat galat Shabd bhi bol rahe logon Ko inko complaint karna hai na to inko company ke upar complaint karna chahie Aisa kisi Ko pakad ke taklif Dena nahin chahie

  • @dibakarnayak-mk3bc
    @dibakarnayak-mk3bc 22 години тому +1

    ସତ କହିବ ଭାଇ ତମ ମାନ ଙ୍କ ଟିକେ ମାନ ବିକତା ନାହିଁ

  • @DPB12345
    @DPB12345 22 години тому +1

    Bhubaneswar ru auto bala nku hatao... Online thik aachi... Auto bala bahut manamukhi rate nauchanti 😡

  • @purnaodisha5712
    @purnaodisha5712 8 годин тому

    ଏ ମାନଙ୍କୁ ଅନୁରୋଧ ତୁରନ୍ତ ଆକ୍ସନ ଅଟୋ ବାଲା ଲୋକଙ୍କ ଭିତରୁ ଅନେକେ ଓଡ଼ିଶାର ଲୋକମାନେ ହରକତ କରୁଛନ୍ତି

  • @freefirenewplayer497
    @freefirenewplayer497 18 годин тому

    auto driver ମାନଙ୍କ କଣ ଅଧିକାର ସେମାନେ bike ଅଟକାଇ ବେ। ତାଙ୍କୁ କିଏ ଅଧିକାର ଦେଲା।

  • @jnyanaranjanjena4919
    @jnyanaranjanjena4919 15 годин тому +1

    Amaku tike daka...auto bala tapare dekhiba

  • @nayakcreations9734
    @nayakcreations9734 17 годин тому

    ଭାଇ, Uber, Ola company ସହ ଲାଗ, ଲୋକଙ୍କୁ ଏମିତି କାହିଁ proeblem କରୁଛ,

  • @chandrasekharmohanta6334
    @chandrasekharmohanta6334 День тому +1

    ଅଟୋ ବଲା କୁ କେହି ପଚାରୁ ନାହାଁନ୍ତି

  • @laxmidhar8391
    @laxmidhar8391 17 годин тому +1

    Bike bala kara yellow board kouti asila

  • @sanjayofficial866
    @sanjayofficial866 18 годин тому +1

    Auto driver bhai nkar gadire jatri nkar jadi kichi asubidha huye emane tanku subidha debe ki ?

  • @rigi1734
    @rigi1734 День тому +3

    Auto bala sabu murkha ethi

  • @babulswain1983
    @babulswain1983 16 годин тому +1

    Auto wala sabu nataka karuchanti

  • @tapasdharua2754
    @tapasdharua2754 День тому +5

    Sabu ta private number achi

  • @papun8454
    @papun8454 День тому +1

    Ahuri mo bus cholao auto bala kete din strike koribe dekhiba sola auto rikshaw bala emiti hoirano huontu 😅😅😅

  • @BapuniPriti
    @BapuniPriti День тому +3

    MG auto wala

  • @chandan5236
    @chandan5236 20 годин тому +1

    Customer re kichhi b hele insurence deuchi ok

  • @pradippattnaik
    @pradippattnaik 15 годин тому

    White plate no sabu ବନ୍ଦ କରାଯାଉ ଯେତେ ଜଲଦି

  • @manasranjanbehera1568
    @manasranjanbehera1568 18 годин тому +1

    Who give the authorithy to auto driver to check the vehicles that commercial or not.

    • @manasranjanbehera1568
      @manasranjanbehera1568 18 годин тому

      Auto drivers are think that they are RTO Officers. Action should be taken on auto drivers.

  • @akshyamishra1281
    @akshyamishra1281 6 годин тому

    ମିଟର ନଥିଲେ ଆମେ ବି ଅଟୋରେ ଯିବୁନି ,ନାମ ନବ

  • @rajeshmohanty7969
    @rajeshmohanty7969 День тому +1

    Se Kama Police au Traffic Police Ra.....Auto balanku Kie Permission dela Loko atakai hairan Kariba?? Emanku Arrest Karajau

  • @biswajitdash436
    @biswajitdash436 День тому +1

    Govt saha katha heiki yellow number plate mandatory kara je na kariba govt ku kuha company ku kaiki account block kari deba .je jae account active achi bike taxi legal .Customer paini ola uber re insurance achi ta Customer besta heba darkar nai

  • @suvendusahoo8647
    @suvendusahoo8647 Годину тому

    Ola Uber Rapido Is Best 90% Auto Driver Demand Extra Money

  • @janta_123
    @janta_123 20 годин тому

    ୟାଲ୍ ato die a oto ବାଲା ମୁଣ୍ଡରେ ଗୋଟିଏ 🤔

  • @jhasketanpradhan602
    @jhasketanpradhan602 22 години тому

    କିଛି ଓଟ ଜନସାଧାରଣ ଙ୍କୁ ଲୁଟୁ ଛନ୍ତି ସେଟା ଦେଖା ଯାଉ ନାହିଁ

  • @kebeelara
    @kebeelara 2 години тому

    Swiggy, zomato, blinkit, or any delivery person, non of them are using commercial number. It should also be addressed. Why just ola, uber and rapido are to be blamed for personal vehicle used for commercial business

  • @rajeshbindhani5405
    @rajeshbindhani5405 2 години тому

    Auto bala kn RTO /TRAFFIC officer? Emiti hele ta normal loko bi ebe gadi chek kariba fine naba😀

  • @manojmaharana299
    @manojmaharana299 18 годин тому

    ତମେ ଅଟୋ ଵାଲା କିଏ ହୋ
    Yellow ନମ୍ବର କରିବ କି ନାହିଁ ସେଇଟା କମ୍ପାନୀ କୁ କୁହ
    ଆଉ ବାକି ରହିଲା accident କଥା ତୁମ ଅଟୋ ରେ accident ହେଲେ ଯେମିତି ତମେ ନେଇକି ମେଡିକାଲ ରେ tratment କରିବ
    ସାମ୍ପୁର୍ନ ଗାଲୁଆ ଅଟୋ ଵାଲା

  • @snehasissamal2220
    @snehasissamal2220 День тому +3

    Tama G kahin phatuchi

  • @freakytales3842
    @freakytales3842 День тому

    If ola uber stop dn auto bala run on Rupee/Km basis

  • @SrikantPanigrahi-m7p
    @SrikantPanigrahi-m7p 20 годин тому

    ସବୁ ଜାଣି ଅଜଣା

  • @sureshkumarransingh2356
    @sureshkumarransingh2356 19 годин тому

    Bbsr re auto stop karajau.

  • @pabitramohandandia274
    @pabitramohandandia274 8 годин тому

    A bhai pura pandita ta 😂😂😂😂

  • @chandan5236
    @chandan5236 20 годин тому

    Ola , uber , rapido , company 10% GST katuchi, ok, kichhi b Frodo nahin

  • @Tamanijaloka
    @Tamanijaloka 21 годину тому

    Auto bala mane public nku bhout hairan karuchanti

  • @anupdhal7986
    @anupdhal7986 3 години тому

    Ola Uber samaste misiki ban karantu...general lokanka Kichi bhul nahi...misiki katha heiki...ola Uber ku pura ban karantu...ola Uber tankara aethi corporate office kholantu....na hele odisha re business band karajau

  • @luckyrout3171
    @luckyrout3171 35 хвилин тому

    Bhai Khali metro ashi jau strike kara tapare

  • @adityasahoo5208
    @adityasahoo5208 5 годин тому

    Tame autowala eka right

  • @rajanikanthjena8131
    @rajanikanthjena8131 Годину тому

    Uber Rapido re yellow colour number nahi

  • @nirmalpatnaik5796
    @nirmalpatnaik5796 18 годин тому

    First Use metter in Commercial AUTO

  • @biswanathrout2605
    @biswanathrout2605 День тому

    Auto wala nku assembly re basajau. Bill pass karibe

  • @sambitjena6743
    @sambitjena6743 День тому

    Prathama Action :
    1. se sala auto driver ku arrest kara jiye ta chabi chadeila . kahuchi samaste chadibeni tu sala kiese be atkeila bala
    2. Jadi private number re allowed nahin tahale govt. kimba RTO department uber company ku notice dau

  • @smrutiranjanmohapatra1130
    @smrutiranjanmohapatra1130 День тому

    Auto b ola uber register kariki chalei haba..Tame mane b online app use kariki chala a...
    Na..emane karibeni ,karana sethi mana echa paisa magi paribeni...
    Online app re thiba gadi bala kichi kam nuhanti..Apana mane airport ki master canteen re kebe rapido book kari dekhantu...Se mane kahibe extra 50 tanka dele jibi nahele jibini..Aau ride cancel karibaku kahibe...
    Loot kariba..auto bala nuhanti ki online bike/auto/car bala nuhanti...Loot kariba gote nikrusta manasikata...E bhali loka jouthi thibe semane lokanku lootibe...
    Sabu state re eka situation..
    Bhaut bhala auto rider achanti bahut bhala bike taxi rider achanti...
    Kintu,e auto bala nku emiti jane manisa ku camera agare rasta upare hairama karibaku adhikara kie dela...

  • @SrinivasNayak-e3c
    @SrinivasNayak-e3c 7 годин тому

    Auto re kehi Jani...

  • @youtubestar.aditya
    @youtubestar.aditya 18 годин тому

    Ola rapido chaliba darkar

  • @arunbehera7943
    @arunbehera7943 День тому

    Thik yeta ..but gote kama karantu ..sabu online driver app case karantu .. zomato.swigy ,ola ,uber rapido sabu ku case karantu ..jau mane achanti ye sabu laine re new join band karantu ....au jo sabu pila kama karu chanti tanku santusti roj dintu ..sabu frod karu chanti ofisha sarkar dhyana dau nati