ମମତାଙ୍କୁ ବାଟ ଛାଡ଼ିବେ କି ରାହୁଲ ?କଣ କହିଲେ ରବି ଦାସ ?|Rabi Das |Rahul Gandhi| Mamata Banarjee |Politics |

Поділитися
Вставка
  • Опубліковано 13 гру 2024

КОМЕНТАРІ • 15

  • @rabindranathmallik9547
    @rabindranathmallik9547 14 годин тому +1

    ଓଡିଶାରେ କଂଗ୍ରେସ୍ ଉପରେ ଲୋକମାନଙ୍କର ଭରଷା ନାହିଁ।

  • @ArabindaDas-r6x
    @ArabindaDas-r6x 17 годин тому

    You take leadership of Congress in Odisha.

  • @jagadanandapal248
    @jagadanandapal248 13 годин тому

    MODIJI ZINDABAD

  • @laxmansahoo4681
    @laxmansahoo4681 15 годин тому

    ରାହୁଲ ତିରିଶ ଦିନରେ ଭାରତକୁ ବିକିବ 🎉

  • @balabhadrabaral8095
    @balabhadrabaral8095 День тому

    ଦେଶରେ ଦୁଇ ଦଳିଆ ବ୍ୟବସ୍ଥା ହେବା ଦରକାର ,ନଚେତ୍ ଦେଶରେ ସବୁବେଳେ ଆନଚଳିକ ଦଳ ସକ୍ରିୟ ରହିଲେ କେନ୍ଦ୍ର ଦୁର୍ବଳ ଦୁର୍ବଳ ରହିବ l

  • @jagadanandapal248
    @jagadanandapal248 13 годин тому

    BJP ZINDABAAD

  • @joginathpanda8836
    @joginathpanda8836 День тому

    ଭାରତର ବିରୋଧୀ ଦଳ ମାନେ ନିଜ ନିଜ ଦଳ କୁ ଭାଙ୍ଗି ଏକ ସର୍ବଭାରତୀୟ ଦଳ ଗଢ଼ି ଗୋଟିଏ ପତାକା ତଳେ ଲ ଢ଼ିଲେ ଜୟ ଯୁକ୍ତ ହେବେ

  • @rabindranathmallik9547
    @rabindranathmallik9547 14 годин тому

    ରବି ବାବୁ, ଆପଣଙ୍କ ବିଶ୍ଳେଷଣ କାହିଁକି ଟିକେ ଗୋଳମାଳିଆ ହେଉଛି। ଠିକ୍ ଧାରାରେ ଯାଉନାହିଁ। ଏଥିପ୍ରତି ଯତ୍ନବାନ ହେବେ। ରାହୁଲ୍ ଗାନ୍ଧୀ ବା କଂଗ୍ରେସ୍ ଇଣ୍ଡି ମେଣ୍ଟର ନେତୃତ୍ବ କେବହେଲେ ଆଉ କାହାକୁ ଛାଡିବେ ନାହିଁ। କିପରି ଛାଡିବେ ! ସେ ଯାହାହେଉ ଏହିପରି ଏକ ବଢିଆ ପ୍ରୋଗ୍ରାମ ଆରମ୍ଭ କରିଥିବାରୁ ଆପଣଙ୍କୁ ସ୍ବାଗତ ଓ ଧନ୍ୟବାଦ।
    ରବି ମଲିକ୍।

  • @rabindrapalatasingh6000
    @rabindrapalatasingh6000 День тому

    In noway op can defeat BJP

  • @giridharipanda1287
    @giridharipanda1287 День тому

    କଂଗ୍ରେସ ଏକା contest କଲେ ,ଭଲ ପ୍ରଦର୍ଶନ କରିବ ।

    • @SanatanchattarChattar
      @SanatanchattarChattar 9 годин тому

      ଠିକ୍ କହିଛନ୍ତି ,କଂଗ୍ରେସ ଏକା ଲଢ଼ିଲେ ଲୋକ ବିଶ୍ୱାସ କରିବ ।

  • @narottamkanungo8935
    @narottamkanungo8935 16 годин тому

    Rahul Gandhi never agree to....

  • @ArabindaDas-r6x
    @ArabindaDas-r6x 17 годин тому

    Swapna kebe purana hebani. Sab chor ek he.

  • @AlokPap-v9q
    @AlokPap-v9q 10 годин тому

    Congress a ka ladhu

  • @rudranarayansamantasinghar5391

    Eie budha miluchi eie news channel ku. Kehi dekhu nahanti ki kie asu nahanti ethiki