ସମସ୍ତେ ଛାନିଆ❗ଏ କି ଜୀବନ❗
Вставка
- Опубліковано 2 жов 2024
- Welcome to fresh new vlog , in this video we are showing you a tribal village, it comes under Kendujhar district Banshpal block Tana panchayat Tala Irida Village . Which is surrounded by mountains and dense forest . There is no water available here in this village, where santal tribe are live . Maximum number of people are daily labourers and less numbers of people depends on Cultivation . All the time there is fear of wild animals and reptiles . #triballife #odiavlog #charigarhvlogs #nightlife #video #foodvlog #villagevlog #villagelife #foodrecipe #tribalfood #mountainview #mountainvillage #mountain lifestyle #video #odisha #keonjhar #telkoi #odisha tribal life #truestory #groundreport #ground zero #underdevelopment #mountainlife #mountainlifestyle #tribalarea #uneducated #oldaged #mountainlifestyle #mountainview #odiavideo #tribalwomen #travelvlog #similipal #video #odisha #odiavideo #odushavillagelife #mountainlifestyle #wildanimals #wildlife #santali #mountainlifestyle #santalivideo #santaltribe #election2024 #mountainlifestyle #tribalvillage
ଏ ଗାଁ କୁ ସୁନ୍ଦର କହିବା କି ଅସୁନ୍ଦର କହିବା? ପ୍ରକୃତି ଏଠି ସୁନ୍ଦର କିନ୍ତୁ ଜୀଵନ ଏଠି ସେତେଟା ସୁନ୍ଦର ନୁହେଁ। ଏମାନଂକ ଜୀବନ, ଜୀବିକା ଓ ଅସୁବିଧା ପ୍ରତି ସ୍ଥାନୀୟ ବିଧାୟକ, ସାଂସଦ ଓ ଜିଲ୍ଲାପାଳ ଦୃଷ୍ଟି ଦେବେ କି ନବୀନ ପଟ୍ଟନାୟକ? ଆଉ କୋଠା ଘର ମିଳିନି କି ବୋଲି ଯେଉଁ ପ୍ରଶ୍ନ କରୁଛନ୍ତି ପ୍ରକୃତରେ କୋଠାଘର ଦିଆଯାଇ ନାହିଁ।ଆଉ ମୋଦୀ ସରକାର କହନ୍ତି-"ସମସ୍ତେ ଆତ୍ମ ନିର୍ଭରଶୀଳ ହୋଇ ଚଳ।"ତେଣୁ ସେମାନେ ଆତ୍ମନିର୍ଭରଶୀଳ ହୋଇ ଜଁଗଲ୍ ଭିତରେ ଜଳୁଛନ୍ତି।ଯାହାହେଉ ତାଂକର ଘର ଲିପାପୋଛା ଓ ଝୋଟି କରିବା ତାଂକ ଘର ପ୍ରତି ସ୍ନେହକୁ ବୁଝାଏ। ସଂଘର୍ଷଭରା ଜୀଵନର ଛାପ ସେମାନଙ୍କ ମୁହଁରୁ ଵାରି ହୁଏ। ଶିକ୍ଷା ଓ ସମ୍ପଦର ଅଭାବ ହିଁ ମଣିଷର ଅନିଛାସତ୍ଵେ ଦୟନୀୟ ଅଭାବୀ ଜୀଵନ ଭିତରକୁ ମଣିଷ ଠେଲି ହେଇ ଚାଲିଯାଏ। ସ୍ବାଧୀନତା ପରେ ଭାରତରେ କେତେ କେତେ ମହା ମନିଷୀ ଓ ରାଜନେତା ଗଲେଣି, କିନ୍ତୁ ଏମାନେ ଏବେ ବି ଏକ ସର୍ବନିମ୍ନ ସୁବିଧା ର ଜୀବନ ଆଶାରେ ଚାହିଁଛନ୍ତି, ତାହାହିଁ ଆଶ୍ଚର୍ଯ୍ୟର ବିଷୟ।
ଆପଣଙ୍କର ଯାତ୍ରା ମଙ୍ଗଳମୟ ହେଉ 🙏🙏🙏
🙏🙏🙏🙏🙏🙏 share this video and subscribe this channel 🙏🙏🙏🙏
ଏ ପରିବେଶ ମୋତେ ବହୁତ ସୁନ୍ଦର ଲାଗେ
🙏🙏🙏🙏🙏 share this video and subscribe this channel 🙏🙏🙏🙏
Dasa Dina rahi ki dekha ta pare kahiba bhala lage, ahaa to Navin sir nkar jojona
Verygood
🙏🙏🙏🙏🙏 share this video and subscribe this channel 🙏🙏🙏🙏
Thik kahile bhai adrusiy dekhiki neta manonkaro akhi khuli bo 😢
🙏🙏🙏 share this video
Chua panhi tanko sasa mentouji 😢
🙏🙏🙏🙏🙏🙏 share this video 🙏🙏🙏🙏🙏
Jay,,sriRam
🙏🙏🙏🙏🙏 share this video and subscribe this channel 🙏🙏🙏🙏
Bhai Jay Jagannath video beautiful ❤️❤️❤️
🙏🙏🙏🙏🙏 share this video and subscribe this channel
Bhai kau mobile re shoot karucha mu bi vlog baneibi boli bhabuchi ❤
Very good bro
🙏🙏🙏🙏🙏 share this video 🙏🙏🙏🙏🙏🙏
Very nice video
Nice video bro
Nice
Video