He Krushna - ହେ କୃଷ୍ଣ (ଶ୍ରୀକୃଷ୍ଣଙ୍କ ଲୀଳା ଖେଳାର ଅପୂର୍ବ କଥା ) | Subash Dash | Odia Bhaktidhara
Вставка
- Опубліковано 17 вер 2024
- ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ । ଏହା ଥିଲା ତାଙ୍କର ଶ୍ରୀକୃଷ୍ଣ ଅବତାର । କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମ ଲାଭ କରିଥିଲେ । ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ । ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ । ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଛନ୍ତି । ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିବେ । ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା ବିଜୁଳୀ କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତାଙ୍କୁ କହିଲେ । ପରଂବ୍ରହ୍ମଙ୍କ ଆଜ୍ଞାକୁ ମାନି ପିତା ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ରତିରେ ବାହାରିଲେ । ଜଗନ୍ନାଥ ଦାସଙ୍କ ଭାଗବତରେ ବର୍ଣ୍ଣିତ କଥାମୃତ ଅନୁଯାୟୀ ବନ୍ଦିଶାଳା ଦିବ୍ୟ ଆଲୋକରେ ଆଲୋକିତ ହେଇଗଲା, ବସୁଦେବଙ୍କ ଗୋଡ଼ରୁ ବେଡ଼ି ଖୋଲିଗଲା ଏବଂ ବନ୍ଦିଶାଳାର ଦ୍ୱାର ମଧ୍ୟ ଆପେଆପେ ଖୋଲିଗଲା।ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହେଇ ଗୋପପୁର ଗଲେ । ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକି ନିଜର ବିଶାଳ ଫଣା ଢାଙ୍କି ଚାଲିଲେ।ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମ ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ ।
--------------------------------------------------------
Song : Tume Punar Janma
Album : Hey Krushna
Album No : WM-3335
Singer: Subash Dash
Lyrics : Dillip Jena
Music : Dillip Jena
Music Label : World Music
Music Released by: Sidharth Music
--------------------------------------------
♪ Full Song Available on ♪
JioSaavn : bit.ly/3fKcVBf
Wynk : bit.ly/33E5zwE
Gaana :
Apple Music : apple.co/3iknvAj
Amazon Music : amzn.to/3fHXSaW
Spotify : spoti.fi/3a6kT6n
Resso :
Also available on ITunes
--------------------------------------------------
Set Caller Tune ; Operator Codes:
Airtel Users Dial
Airtel Users also get it free from Wynk App
Vodafone Users Dial
BSNL (East/ South) Users sms BT To 56700
Idea Users Dial
Jio Users get it free from JioSaavn App
---------------------------------------------------
Watch & Subscribe to our other UA-cam Channels:
👉 Sidharth Bhakti : / sidharthbhakti
👉 Sidharth Music: / sidharthmusic
👉 Sidharth TV : / sidharthtv
👉 Namita Agrawal : / namitaagrawal
-----------------------------------------------------
Enjoy & stay connected with us!
👉 Like us on Facebook : / sidharthbhaktiodia
-----------------------------------------------------
#OdiaBhaktidhara #SidharthMusic #SidharthBhakti #SidharthTV #NamitaAgrawal #SitaramAgrawal
Jai shree krishna ❤❤❤
Jai Jai Shree Krishna 🙏🙏🙏
Ati sundar bhajan jai shree krishna
Krushna binaa mo jeebana nisphala he Krushna 🙏
Hare Krishna Hare Ram 🙏🙏🙏
Jai Shree Krishna Subash Dash is a unique singer & his voice so soft & evergreen
Nyc song
ଜୟ ଶ୍ରୀ କୃଷ୍ଣ
Jay 🙏sree krushna🙏
He Krishna mukunda murari bahut sundar bhabapurna vajan🙏🙏🙏👌👌👌👌💎💎💎💎💎💎💎💎💎💎💎💎💞❤️💞❤️💞❤️💞💖💞❤️🌴🌴🌴🌴🌴🏵️🏵️🏵️🏵️🌸🌸🌸💥💥💥🐚🐚🐚
Very good heart touching God krishna song
JAY SHREE KRUSHNA
ବହୁତ୍ ଖୋଜିଛି ଏଇ ଭଜନ କୁ ବହୁତ୍ ଦିନ ପରେ ଆଜି ପାଉଛି ,ଧନ୍ୟବାଦ୍ ଜୟ ଜଗନ୍ନାଥ 🙏🙏🙏
He Krishna...
❤️❤️❤️❤️😘😘😘
Hare Krishna Hare Krishna
Krishna Krishna Hare Hare
Hare Ram Hare Ram
Ram Ram Hare Hare
🙏🌹🙏🌹🙏🌹🙏🌹🙏🌹🙏
He Krushna 🙏
Bahut sundar bhajan
Bhari bhala bhajan a bhajana suni bahut Ananda lagila
Radhe Krishna
ଜୟ ଜଗନ୍ନାଥ 🙏👏🙏
Jai Shreee Shree Krishna🙏🏼🙏🏼🙏🏼🙏🏿🙏🏿🙏🏿🙏🏻🙏🏻🙏🙏🏻🙏🏿🙏🏼🙏🏽🙏🏽🙏🏽🙏🏽🙏🏽🙏🏼🙏🏼🙏🏼🙏🏿🙏🏿🙏🏿🙏🏻💕💕💞💞💞💞💞💞❣️❣️❣️💓💓💗💜💜💘💘💟💟💟🤎🤎🥀🥀🥀🖤🤟💖❤️🏵️🏵️🤍💌💌💌💌🌷🌷🔥💝💝💚💚♥️👍🏻👍🏻💖🤟💖♥️💙🙏🏽🙏🏽🙏🏽🙏🏽🙏🏽🙏🏼💙🌺👌🤘🔥🙏🏿🙏🏿🙏🏿🙏🏻🙏🏿🙏🏼🙏🏿🙏🏿🙏🙏🙏🏽🙏🏽🙏🏼🙏🏿🙏🏿🙏🏽🙏🏽🙏🙏💞💕💕💕💞💞💕💗💗💓💜💙💙💙💙💙🙏🙏🙏🙏🙏🙏🏽🙏🏽🙏🏿🙏🏿🙏🏽🙏🏽💞💞💕💕💙🙏🏼🙏🏼🙏🏻🙏🏻🙏🏻🙏🏼🙏🏻🙏🏻🙏🏻🙏🏻🙏🙏🙏🙏🙏🙏🏽🙏🏽🙏🏽🙏🏿🙏🏿🙏🏿🙏🏿🙏🏿🙏🏽🙏🏽🙏🙏🙏🙏🙏🙏🙏🙏
🙏🙏🙏ଜୟ ଶ୍ରୀ କ୍ରିଷ୍ଣା 🙏🙏🙏🙏
Jay shree krishna
My favourite song good👍👍👍 🙏🙏🙏🙏🙏🙏
Jai sri krishna ....
Sarbadharma sammaniya Tume sarba ghante bijye Jay Shree krishna
I love the song
Good song ବହୁତ ବର୍ଷ ହେଲାଣି ଖୋଜୁଛି ମିଳୁନଥିଲା ଆଜି ମିଳିଗଲା ମୁ ବହୁତ ଖୁସି ଆଜି
Jay sri krishna🙏🙏🙏🙏
Hey krusna 🙏🏻🙏🏻🙏🏻🙏🏻🌺🌺🌹🌹🌹👍👍👍🍓🍓🍓🍎🍎
🙏 Great Song
Thankyoukrushna
Jay jagannath...786
Nice bhajan
Jay Jagannath...786
Subas sir ଙ୍କ କଣ୍ଠ ରେ ଏଇ ଗୀତ ଅତି ସୁନ୍ଦର ଓ ଅତି ସୁମଧୁର ଲାଗୁଚି 🙏🙏🙏
ଓମ୍ ମାଧବ
ସୁନ୍ଦର ଭାବରେ ଗ୍ରହଣ କରିଲି
Jay krishna 🙏🙏🙏
Subash sir nka kanthare , bhajana swarupa sree krishna nkara lila khela suni mu krutartha heli. Jay sree Krishna nkara🙏🙏🙏🙏🙏
Nice song
ଜୟ ଶ୍ରୀ କ୍ରିଷ୍ଣା ରାଧେ ରାଧେ
Jaya srikrishna 🙏🙏🙏🙏
ଏହି ଭଜନ ଟି, ମିଳୁନଥିଲା, 🙏 ବହୁ ଦିନ ପରେ ଶୁଣିବାକୁ ପାଇଲି ତେଣୁ 🙏 ଅଶେଷ ଅଶେଷ ଧନ୍ୟବାଦ୍ ଏହି channel କୁ 🙏🚩🏹🕉️🔱🛕🎧🎧🎧👌👌👌
Cry
⁷6666you
ଭାଇ ମୋର ମଧ୍ୟ ସମାନ କଥା
ଆଜି ମୁଁ ପାଇଲି ୭/୦୪/୨୦୨୧
Thik Katha
V̤e̤r̤y̤ s̤w̤e̤e̤t̤
Superrrbbbbb
Thanks sir emiti gote gita karithibaru
Nice
Radha krusna
Krushna nkra bhajan suni mana Nirmala laguchhi
Legendary singer
Bahut sundar gita subas sir nka kanthare 🙏Jai jagannath 🙏🙏🙏🙏🙏
👍🏾Hero baat😢🎂
❤️
Thanks so much for subash das.
Subas,Sri,nkaahi,gitatibahut,Sundar,hoeechi
Jay shree krishna Thanks so much for
Subash Das
Bhai
Murali
ହେ ମାଧବ ମୁକୁନ୍ଦ ମୁରାରୀ
କୋଟିଏ ରେ ଗୋଟିଏ ଗୀତ
He narayana Prabhu
good
ଏ ହି ଗୀତଟି ଶୁଣିଲେ ମୋ ହୃଦୟଟି ଆନନ୍ଦ ଲାଗେ (ଅଲେଖ ମହିମା ଶରଣ)
jai srikrishna
𝐽𝑎𝑦 𝑆𝒉𝑟𝑒𝑒 𝑘𝑟𝑖𝑠𝒉𝑛𝑎
Krishna murari
ବହୁତ ସୁନ୍ଦର ଭଜନ
Subas sir apnka swara bhahuta sumadhura
ଓ
Good song
Om namah Basudebaya namah 🙏🙏🙏🙏🙏🙏🌹🙏🙏🙏🙏🙏🙏
Best vajan and Best singer
Mu bi bahut khojichhi
Very nice
O ki sundar
Love this
Jay,Sri,krusna
Jay Jagannath...
He krusna tame sara labani chori kari thila ki prabhu! ! Au ai kali jugare keshaba nama dhari tama bhakta sisya manankara hrudaya chori kala maha prabhu jaya lila maya krusna keshaba ki jay
Jay Balgopal
Jay Sri Krishna 🙏
Jay Jagannath ❤️❤️❤️🙏🙏🙏🙏🙏
Nice👏👏👏👏👏 🎤🎤🎤🎤🎤song Mr Subhash das
🎃🎃🎃🎃😂😂😂🤣🤣🤭
Q1😀
J
Shree Krishna katha jeunpari dele sehipari ram,shiba,hanuman nka katha ehi bhalia swara re gai ki diantu
Jay kirshan
Mo
puspadaryagari
Sree krusna
P
6yy
0
GOPALA🦚MUKU🦚GOPU🦚
JAY JAGANNATH🙏🙏🙏
Gopala Ogala Sunao.
Nn
Mita
Nnn m1
🤣🤣
😭😭😭 😏🤣🤣🤣🤣🤣🤣🤣🤣🤣😆
Jai Shree Krishna 🙏