osap irb Age Relaxation ଦୁଃଖ ଖବର ଆସିଲା | osap irb age relaxation heighcout update

Поділитися
Вставка
  • Опубліковано 31 січ 2025

КОМЕНТАРІ • 192

  • @JAGABANDHUJENA-o4o
    @JAGABANDHUJENA-o4o Місяць тому +75

    ବେଦର ଗାର ପାଇଁ ଆଜି ସବୁ ହଇରାଣ ହେଲେ

    • @firstsk2408
      @firstsk2408 Місяць тому +1

      😮😮😮😮😮

    • @Ananta6371
      @Ananta6371 Місяць тому +8

      ବେଦ ର ଗାର ନୁହେଁ ବେଧ ର ଗାର

    • @srujankumarpradhan9779
      @srujankumarpradhan9779 Місяць тому

      ବେଦର ଗାର କିଏ ଭାଇ

    • @minakhipanda166
      @minakhipanda166 Місяць тому +7

      Se maghia sainik academy pai sabu hela

    • @chinmayareddy7748
      @chinmayareddy7748 Місяць тому +2

      Thik katha bhai gandi mora kamo karuchi sabu se mg sainaik academy

  • @jagabandhubehera164
    @jagabandhubehera164 Місяць тому +15

    ସତ କଥା ରାକେଶ ଭାଇ ତୁମେ ହିଁ ଆମ real hero... Great salute ❤❤❤❤❤

  • @MUKUNDA-y4w
    @MUKUNDA-y4w Місяць тому +8

    ସାର୍ ଏହି ନିୟମ କଲେ ହାଇକୋର୍ଟ ରେ କେସ୍ ଲଢ଼ିଛନ୍ତି ଭୁଲ୍ କଲେ ଯଦି ଆପଣ ସମସ୍ତ ପାଇଁ ଲଢ଼ି ଥିଲେ ଭଲ ହୋଇ ଥାନ୍ତା । ଆପଣ ମାନେ ଏକାଡେମୀ ଗ୍ରୃପ ଖୋଲି ଛନ୍ତି ସବୁ ପିଲା ଏକାଠି ହୋଇ ଅଛନ୍ତି over age ଏବଂ ନୂଆଁ ପିଲା । ହେଲେ ଆଉ ଯେଉଁ ମାନେ ଗାଁ ଗହଳି ରେ ଅଛନ୍ତି ସେ ମାନଙ୍କୁ ଖବର ଆସି ନାହାନ୍ତି ,,,ୟେ ହାଇକୋର୍ଟ କେସ୍ କଲେ ବୟସ ବଢ଼ାଇ ବ ବୋଲି ,,,ଆଜି ସେ ମାନଙ୍କର ବି ଗୋଟିଏ ଅଶାନ୍ତି ହୋଇଛି ,,, ସରକାର ବି ଯଦି ନିୟମ କଲେ ସମସ୍ତ ଙ୍କ ପାଇଁ ସମାନ ଦେଖି ବାର କଥା ,,, ମୋର ସାଙ୍ଗ ହାଇକୋର୍ଟ କେସ୍ କରି ଆସିଲା ଆଉ ମତେ ନମ୍ବର ଦେଲା ତୁ ବି କଟକ କୁ ୟା ଓକିଲ ଧରି ଆଉ କେସ କରିବୁ ବୋଲି ମତେ କହିଲା ,,,କିନ୍ତୁ ଅଲ୍ପ ଦିନ ଥିଲା ଫର୍ମ ଅନଲାଇନ୍ କରିବାର୍ ଦିନ,,, ମୁଁ କରି ପାରିଲି ନାହିଁ 😢😢 ସେ ମତେ ନମ୍ବର ଦେଲା ଗୋଟିଏ ଓକିଲ ଙ୍କର ମୁଁ କଲ୍ କଲି ସେ ଓକିଲ କହିଲା ୪୦୦୦ ଲାଗିବ କହିଲା ମୁଁ ବହୁତ request କଲି ସେ ବୁଝିଲା ନାହିଁ ସେ ଓକିଲ କହିଲା ୧୦ ଟା ପିଲା ଧରି ବାରବାଟୀ ଷ୍ଟାଡିୟମ୍ କୁ ଆସ ଜଣ ଜଣ ପିଚ୍ଛା ୨୫୦୦ ଲାଗିବ କହିଲା ମୁଁ କେଉଁ ପିଲା ଖୋଜି ବି ଆଉ ନେବି ଆଉ ସମୟ ବି ନ ଥିଲା ସେଥିପାଇଁ ମୁଁ ଅଯୋଗ୍ୟ ହେଲି,,,ସେଥି ପାଇଁ ତ ଆଜି ଏମିତି ହେଉଛି,,,ପ୍ରଥମେ ୨୦୧୩ ରୁ ୨୦୧୮ ରେ ମୁଁ ଯେତେବେଳେ intrwive ଦେଉ ଥିଲି ପ୍ରଥମେ ଶାରୀରିକ ଦକ୍ଷତା ତାପରେ ପରୀକ୍ଷା ହେଉ ଥିଲା ଏବେ ତ ପ୍ରଥମେ ପରୀକ୍ଷା ପ୍ରଥମେ କରୁଛି ଯାହା ଫଲ ରେ ଅଧିକ ମାର୍କ ଯାଉଛି cutoff ଯାହା କି ଦ୍ବାରା ମଧ୍ୟବର୍ତ୍ତୀ ପିଲା ମାନେ ସେତେ ମାର୍କ ଆଣିବା ପାଇଁ କଷ୍ଟ ହେଉଛି ଜଣେ ଦଶମ ପାସ୍ ରେ ପଢି ୪ ବର୍ଷ ପଢା ବନ୍ଦ କରି ଦେଇ ଥିବ ସେ କ'ଣ ୧୦୦ ରୁ ୬୫ ମାର୍କ ଆଣି ପାରିବ କି । ଏଥିରେ ଏକାଡେମି ଏବଂ ଯେଉଁ ମାନେ CT...BED କରିଛନ୍ତି ସେ ମାନେ ବି ଓଡ଼ିଶା ପୋଲିସ୍ ରେ ଭାଗ ନେଉଛନ୍ତି ସେ ମାନଙ୍କ ପାଇଁ ପରୀକ୍ଷା ସହଜ ହେଇ ଯାଉଛି ସେଥି ପାଇଁ ବେଶି ମାତ୍ରା ରେ cutoff ଯାଉଛି ,,,ପ୍ରଥମେ ଯେଉଁ ରୋଲ୍ ଥିଲା ସେହି ନିୟମାବଳୀ ଅନୁସାରେ intrwive କଲେ ମଧ୍ୟମ ପିଲା ପାଇ ବା ରେ ସୁଯୋଗ ମିଲିବ ,,,ଯଦି age relaxation ଟୋଟାଲି ନ ଦେବାର ଥିଲା ଯେତିକି ନିଯୟ ଅଛି ସେତେ ରଖିବାର୍ ଥିଲା ୧୮ ରୂ ୨୮ ବର୍ଷ,,, ଓକିଲ ମାନଙ୍କର ଫାଇଡା ମିଲୁଛି ଯେଉଁ ପିଲା ମାନେ ହାଇକୋର୍ଟ ରେ କେସ୍ କରି ଲଢ଼ି ଛନ୍ତି ସେ ପିଲା ମାନେ ସତରେ ୧୦୦ ରୁ ୭୦ ମାର୍କ ଆଣି ପାରିବେ କି,,?

    • @Balaramnews
      @Balaramnews Місяць тому

      ଭାଇ ପୁରା 100% ସତ

  • @deepakkumarroutdeepu5129
    @deepakkumarroutdeepu5129 Місяць тому +21

    SAINIK DEFFENCE ACADEMY Re jou sir asuchi sei Loka ta Pain Amiti Hauchi. Famous Dialogue BEDA RA GARO

  • @bhabisyatadhal9218
    @bhabisyatadhal9218 Місяць тому +7

    ପିଲା ଖେଳ ପରି ଓଡ଼ିଶାରେ ସବୁ ଖେଳ ଚାଲିଛି ସରକାର କୁ ଲାଜ ନାହିଁ, ସେଇ କୋର୍ଟ କୁ ବି ଲାଜ ନାହିଁ।

  • @jagabandhubehera164
    @jagabandhubehera164 Місяць тому +16

    ଗୋଟେ case କରିଥିଲେ ଏ ଦିନ ଦେଖିବାକୁ ପଡି ନ ଥାନ୍ତା 😂😂😂😂😂😂

  • @Okhe133
    @Okhe133 Місяць тому +4

    ଆପଣ ସବୁ ଠିକ୍ କହିଲେ ସର୍। ବାକି ଗୋଟେ କଥା ମାନେ ରଖି ଥାଆନ୍ତୁ GOVT. ଆମ ପାଇଁ ଆମେ GOVT. ପାଇଁ ନୁହେଁ। Democracy for the people, of the people and by the people.

    • @hskumar.
      @hskumar. Місяць тому

      By abraham linkan❤😂

  • @moonjena2492
    @moonjena2492 Місяць тому +12

    ସେ ବେଦର ଗାର ପାଇଁ ସବୁ ହେଲା,,, ବେଦର ଗାର ସବୁବେଳେ ନିଜକୁ ନିଜେ ବଡ଼ କହି କି ଆଜି ଏମିତି ହେଲା ,,, ବେକାରୀଆ ଲୋକ ଟା ବେଦର ଗାର

  • @Ashishyt07910
    @Ashishyt07910 Місяць тому +1

    Right sir

  • @Badaldesigymfitness21
    @Badaldesigymfitness21 Місяць тому +16

    ସୈନିକ defence academy ❌,ସାଣ୍ଡୃପାଣ୍ଡୃ academy✅🤣

  • @GHASIRAMPATRA-zm3ji
    @GHASIRAMPATRA-zm3ji Місяць тому +7

    Right କଥା ରାକେଶ ଭାଇ tq your Information

  • @devendrabhuyan2477
    @devendrabhuyan2477 Місяць тому

    ରାକେଶ ଭାଇ ତମେବି ଜଣେ candidete କାଇଁ ତମେବି କେଶ kalani

  • @akshayajena2818
    @akshayajena2818 Місяць тому +10

    Sainik defence academy pai sabu heichi se tanka pai pilanka bhabisata Saha kheluchi bhagawan sahibeni Taku

  • @AtoPradhan
    @AtoPradhan Місяць тому +2

    1. ଭାଇମାନେ ତୁମେ ରିକର୍ମେଣ୍ଟ ଚାଲିଲା ବେଳେ soithila କି
    2. Exam time ରେ ଘରେ kn chhudithile ki ? eina akhi kholila pare Case karuchhanti
    3. Puni exam sarila pare ଆମ ଗାଣ୍ଡୀ ମାରିବାକୁ/problem re ପକାଇବାକୁ Case କରୁଛ
    4. ପ୍ରଥମ ରୁ kn soithila na kichhi ଜାଣି nathila। ତମ ସକାଳ ଏଇନା ପାହୁଛି ସବୁ ସରିଲା ବେଳେ ଯେ ଆଜି asiki Case କରୁଛ
    5.ଭୁଲ କହୁଛି କି ଠିକ କହୁଛି ଭାଇମାନେ ଜଣାଇବେ😢😢😢😢 ବହୁତ୍ worried laguchhi🤔🤔 kn sabu ହେଉଛି ଦେଖିବାକୁ ପଡୁଛି 😟😟😟

  • @tmcmedia8761
    @tmcmedia8761 Місяць тому +15

    M*g sabu dhandha chaleichha jou exam hou khali case case.. 😪RI, AMIN ARI
    FIRE MAN
    ODISHA CIVIL CONSTABLE
    JT
    ETC... KN pain amiti karuchha plz stop this... 🙏🙏

  • @rasmiranjan2569
    @rasmiranjan2569 Місяць тому +2

    ସେ ଶଳା ସୈନିକ ଏକାଡେମୀ ମାଷ୍ଟର ଯୋଗୁ ହାରାମି ଶଳା

  • @satrughnamallick9250
    @satrughnamallick9250 Місяць тому +6

    Right sir besi garb deha paini bhala nai, apna sir kaha kataha sunatuni

  • @tmcmedia8761
    @tmcmedia8761 Місяць тому +5

    Jia pilanku bhadkeiba taku 10 ବର୍ଷ ଜେଲ ହେବ ଏମିତି Rule aniba katha..😊

  • @Mithunkumar-tq7zz
    @Mithunkumar-tq7zz Місяць тому +15

    Sainik defence academy eithi pain dai

  • @akshayajena2818
    @akshayajena2818 Місяць тому +4

    Gute dialog paichi Bedar Gara pila picha 2000×candidates2000=4000000 lutichi

  • @UpendraN-y6q
    @UpendraN-y6q Місяць тому +2

    ସାର୍ ଏ ଥିରେ ତମ ୟୁ ଟ୍ୟୁ ବର୍ ମାନ ଙ୍କ ର ଭୁଲ ।ସବୁ ଗୋଟେ ଗୋଟେ ଦଳ ଗ ଢ଼ି ଫା ଇ ଦା ଉ ଠ ଉ ଚ । ଯଦି ସବୁ ୟୁଟ୍ୟୁ ବ ର ଏକ ହୋଇ ପିଲାଙ୍କୁ ସାହାର୍ଯ୍ୟ କରି ଥା ନ୍ତ । ଏ ମିତି ହୋଇ ନ ଥାନ୍ତା
    ଆ ପଣ ତ ସାଥ ଦେଲେନି ଆ ଉ ବଡ଼ ବ ଡ଼ ଭା ଷଣ ଦେଉଛନ୍ତି । ଯ ଦି ଆ ପ ଣ ଙ୍କ କେ ସ୍ ଉପରେ ଅ ଭିଜ୍ଞ ତା ଥିଲା , ତେବେ ଚୁପ୍ ହୋଇ କାହିଁକି ରହିଲ । ଆ ଉ ଅନ୍ୟ ର ବିପକ୍ଷ ରେ କଣ କହୁଚ .

  • @sanjaymohanty4243
    @sanjaymohanty4243 Місяць тому

    Gov 6 yr vacancy kholiboni
    To sie 6 yr vitore kn pilanka ra police haba ra ichha nahi ??

  • @Rohit1234-w3q
    @Rohit1234-w3q Місяць тому +2

    ବେଧ ର ଗାର

  • @Monester7008
    @Monester7008 Місяць тому +3

    Bedara gara aau se khaini pain amiti aji sabu heichi...prabhu pilankara sabu problrm solve heijau...

  • @AJAYKUMARSAHU-d9f
    @AJAYKUMARSAHU-d9f Місяць тому

    Bhala hichhi jia kesh karichi tanku age relaxation daba au sabu kouthiki jibe se Khali odisha ame bodhe pakistani

  • @mradv-xh1ni
    @mradv-xh1ni Місяць тому +4

    Kahara jibabana bali paduni kebala 18-28 age ra pila mane bali paduchanti......sanika defence pain

  • @malaya_653
    @malaya_653 Місяць тому +2

    Highcourt ନିଜ ଘର ବୋଲି ଭାବୁଛନ୍ତି ଯେ କୋନସି from ପଡ଼ିଲା ବେଳେ କେସ କରିଦେଉଛନ୍ତି, ଗୋଟେ ପ ସନ ଲଗାଇ ରଖିଥିଲେ ...

  • @judhistirsabar5921
    @judhistirsabar5921 Місяць тому

    All rights sri all odisha age shabu pila ku Delani

  • @dhirajbidhar3252
    @dhirajbidhar3252 Місяць тому +4

    Apana bhai kichi Jani nahanti sabu age relaxation miliba

  • @dmrnd-0976
    @dmrnd-0976 Місяць тому

    👍👍👍🏾

  • @sanjaymohanty4243
    @sanjaymohanty4243 Місяць тому

    Sir apono to every sentence re kahuchanti mor kichi jae ase nahi
    To ee video kn pain ?

  • @studywithlife2.O
    @studywithlife2.O Місяць тому +1

    ଆପଣ କେସ take up କରିଥିଲେ ହୁଏତ ଭଲ ହୋଇଥାନ୍ତା ମୁଁ ବୋହୁତ କଷ୍ଟରେ ପଇସା ଆଣି ଦେଇଛି ହେଲେ ଆଜି ଏଇ ଦୁଃଖ ଦ ଖବର ମୋର ହୃଦୟ ପୁରା ଭାଙ୍ଗି ଗଲା

  • @Mr.Smr01
    @Mr.Smr01 Місяць тому +8

    Late hau bhala haba physical pain tk tym miliba 😢

    • @bikashsingh-g6o
      @bikashsingh-g6o Місяць тому +1

      Matra 3 ta ta event achi au kn 1yr daba tmku practice karibaku

    • @Way_of_life_1
      @Way_of_life_1 Місяць тому +1

      Yess

    • @Mr.Smr01
      @Mr.Smr01 Місяць тому +1

      @@bikashsingh-g6o bhai 3 ta event ra kichhi katha nahi event ta kete kasta seita hauchi katha kau state government re 6 minutes achhi 1600 kahila 80% pila katibe au high jump bi

    • @bikashsingh-g6o
      @bikashsingh-g6o Місяць тому

      @@Mr.Smr01 Bhai practice kara 2 time 👍👍👍
      Au gote Katha hele jau mane cut off high Kari deiki total physical dabaku hin asu nahanti ta tanku kn kuha jiba.
      Khali kn exam attend karibaku asithilu jiye paiba ra jogya se ta katiki ghare basila na.
      Sethi pai physical jete jaldi haba bhala haba

  • @BiswajitSamal-o1y
    @BiswajitSamal-o1y Місяць тому +4

    Kn pain sir khali prtison pila age paiba karan ja pakhare paisa achi se highcourt case ladhiba. All over age relaxation paiba darakar. Se gote Post hau ki 1000 post hau

  • @m.msoren8929
    @m.msoren8929 Місяць тому

    ସବୁ UA-camrs ମାନଙ୍କ ପାଇଁ ଆମେ ଏସବୁ ଅସୁବିଧାର ସମ୍ମୁଖିନ ହଉଛୁ ।

  • @Pusparaj-h5z
    @Pusparaj-h5z Місяць тому +3

    Government ra be atharire dosa se sabu pilanku kn pai delani age relaxation

  • @deepakjena4475
    @deepakjena4475 Місяць тому

    Great sir

  • @Tophan_meher-d3q
    @Tophan_meher-d3q Місяць тому +9

    Veda ra gara vdo karuni kn pai veda ra gara😅😅😅😅

  • @phudanmarndi7983
    @phudanmarndi7983 Місяць тому +1

    Bedara gara ku dhoro kouthi ochhi... Bedara gara jogu volo pila sabu hairan houchhanti

  • @biswajitsahoo3393
    @biswajitsahoo3393 Місяць тому

    Rakesh u r only one who give justice and finght for aspirants with out any profit motive all odisha aspirants take advantage for u only pls come again for si aspirants bhai

  • @santoshkumardas720
    @santoshkumardas720 Місяць тому +1

    Sir samste khali aeya haechi seya haechi ea dosi ...kintu ebe kn kariba saeta bhabantu

  • @ramakantabala-hl8sm
    @ramakantabala-hl8sm Місяць тому +2

    Thick katha ❤❤❤❤🎉

  • @AtoPradhan
    @AtoPradhan Місяць тому

    You are right bro Aji ame samste hairan hauchhu
    Mu gote +3 last year student jajpur ra mu BATTALION EXAM DEICHHI puni mora 5th SEMESTER ACHI 13..1.2025 TO 20.01.2025 achhi PUNI BATTALION RESULT and PHYSICAL tension OR 5TH SEMESTER TENSION KN KARIBI Munda kharap heigalani😞😞😞😞 BHAI MANE GOVERNMENT JETIKA AGE RELAXATION DEICHHI SETIKA RE NUHA SC/ ST- 5 YEAR AGE RALAXSECTION/UR-3 YEAR AGE RALAXSECTION
    PLZ BHAI MANE AMAKU TENSION RE MARANTUNI

  • @chiansahoo8355
    @chiansahoo8355 Місяць тому +1

    Railway 3 yrs rpf si, constable deichi ,Ssc gd re 3 yrs centeral sabu thire dela au Odisha police kai deuni vai tk pila case kariki anuchanti au kn kara jiba bata kn achi

  • @prakashkupatra3277
    @prakashkupatra3277 Місяць тому +10

    ସବୁ ଭାଇ ମାନେ ଏକ୍ ଜୁଟୁ ହୁଅ ବେଦର ଗାର କୁ ମାରିବା 😅

  • @achyutamalik6214
    @achyutamalik6214 Місяць тому

    Vi communication constable recruitment kaba saeba please reply 😮😮😮 vi

  • @amitnaik7189
    @amitnaik7189 Місяць тому

    Bedar gara best UA-camr ki

  • @DeepakBehera-mm5wq
    @DeepakBehera-mm5wq Місяць тому +3

    Bhai actually 💯 percent bhul hela goment ra ,tame kn pilanku dosa daucha,,
    Bala 6 barsa re thare vacancy bahariba au age daba 18 ru 23..
    Kou angle ru aeta nyaya dekha jauchi...
    Oisf 8 barsa pare Abe aseba jadi age daba 18 ru 23 ,tahale tame nije kuha ame kn nian re mutithilu form pakei paribuni..

  • @debadattakarna5766
    @debadattakarna5766 Місяць тому

    ବେଦର ଗାର 😂😂😂😂

  • @AasuBag
    @AasuBag Місяць тому

    Bedara gara ku bramha bisnu and maheswar. Kati le

  • @SusantaBehera-sm1pw
    @SusantaBehera-sm1pw Місяць тому

    Sara odisha ra bhai mane suni rakha jouthi 6year age badhiba cutt off high heba hele physical karila bele ku kehi jibeni hele ame physical karuthiba au under age pila b bali padiba court sara odisha bhai mana nka pain .jadi 6year age relax miliba ame b court re aga ku asuthiba chakiri pain first physical kariba pain court ra dwarasta hebu. Karana sabu chakiri pain ame bar bar case stay bahuta asubidha ra samurkhina helanu ame b athara court jibu au 6year age relax miliba jadi ama ra b kichhi anurodha ame janeibu.

  • @Badaldesigymfitness21
    @Badaldesigymfitness21 Місяць тому +5

    ବେଦର ଗାର ❌,ବେଧର ଗାର ଯୋଗୁଁ ସବୁ ପିଲା ଅସୁବିଧାରେ ପଡୁଛନ୍ତି 😂😢ଆଥୁ😂 ଦଲାଲ୍ ଭଳି କାମ କରୁଛି ପଇସା ପାଇଁ 😢

  • @abinasbaral1743
    @abinasbaral1743 Місяць тому

    Sir real katha kete jana you tuber nija channel pain sabu amiti karuchhanti exam sarila pare case...... processing karei deu nahanti....

  • @LipunRout-r4n
    @LipunRout-r4n Місяць тому +2

    right katha

  • @phudanmarndi7983
    @phudanmarndi7983 Місяць тому +1

    Bedara gara confirm moribo

  • @ranjankumarbehera9046
    @ranjankumarbehera9046 Місяць тому

    8:02

  • @jubarajmohanty9230
    @jubarajmohanty9230 Місяць тому

    All odisha deithile kichhibi heinathanta🎉

  • @Pusparaj-h5z
    @Pusparaj-h5z Місяць тому +1

    Jebe milila age relaxation government be deiparithanta sabu pilanku athi government ra sabu dosa panchayat election asuchi ame be dkhei dabu

  • @minakhipanda166
    @minakhipanda166 Місяць тому

    ଠିକ୍ ହେଇ ଚି ମଗିହା।।darkar ଏମିତି

  • @sanjaymohanty4243
    @sanjaymohanty4243 Місяць тому

    Mu case karini ki mu form pakeini
    Bas generally kahuchi
    Apono to educated apono kuhontu gov kn thik karuchi ??

  • @jagdishnayak4328
    @jagdishnayak4328 Місяць тому +1

    ଅତି ରୁ ଇତି। ସବୁଥିରେ ଯଦି ନ୍ୟାୟାଳୟ ଯିବ ଏମିତି ହବ। ଶେଷ କୁ ସରକାର ବି ସୁଣିବନି

  • @Live_Roster_Marndi-Ajay
    @Live_Roster_Marndi-Ajay Місяць тому

    Kete Case Kariba....Amiti Post bahariva Form pakeiba exams heba....Au Case Haba....Au Amey Exam debu Jiba Asiba Tex govt neba...

  • @Parida.01
    @Parida.01 Місяць тому

    Sainik academy mg sala puni si pain case kariba kahuchii . Khali bala case katha

  • @CcjcjCiccici
    @CcjcjCiccici Місяць тому +3

    Sabu overage pila namaa nia🤭🤭🤭🤭🤭🤭

  • @shortsnilu
    @shortsnilu Місяць тому

    6 year age dele ki bala ta khandia hei Gala vaccancy Asiba 6 year ku thare age dabani na...gote jinisa bhul Karichi bar bar jau age dei ki Exam karauchi apply karauchi....au baki age kahin ki daba nahi 6 year daba albat daba....jahara age haunahi tara dukha tome bujhipariba nahi tomaku bi UA-cam re daily video banei poisa income darkar...tome overage Pila dukha bujhiba kn

  • @soumyabhai9159
    @soumyabhai9159 Місяць тому +4

    Sabu heuchi bedara gara pae 😂 taku sabu dhara

  • @Monester7008
    @Monester7008 Місяць тому

    Rakesh bhai gote group kara na si pilanka pain...aau jadi na kariba kahucha kn pain..

  • @Dsdmvideos
    @Dsdmvideos Місяць тому +1

    Samastankara relax session hebaro thila moro 6 month pain rahigola

  • @abinasbaral1743
    @abinasbaral1743 Місяць тому

    Protocol rahiba darkar

  • @jitendradas6838
    @jitendradas6838 Місяць тому

    Jadi gote case heeithanta ete pala heenathanta sala mana gya re mana ichha case kariba
    Ae pari hebaa😢😮😅

  • @SoubhagyaranjanSamal-f4z
    @SoubhagyaranjanSamal-f4z Місяць тому

    Tame pilanku sahasa dia ta mana Bala bhagibara aadhikara nahi sir bujhila

  • @bikashsingh-g6o
    @bikashsingh-g6o Місяць тому +1

    Gote dhanda chaleicha au nhi.
    Pila gandi mareibe wait kari kariki.
    Mg tmr kichi kama nhi ki be.
    Kou 4,5 barsha re thare bahariba recruitment tame gandi gala gala kariba case file kariki Court ku mamu ghara bhabucha nhi😡😡

  • @Mr..KumarAditya
    @Mr..KumarAditya Місяць тому

    Bhai Nije Ta Job Karibani Kahaku V Kareidabani na Kn Sabu Bala Case Re jaha Name file heba kou Bala Se Emity Job Karipakeiba ki emity

  • @dilshanbenya5126
    @dilshanbenya5126 Місяць тому

    Hele kn hobo amo bhabisyat sir ?

  • @rightggjg
    @rightggjg Місяць тому +1

    Sir si paien kichhi gotey karantu

  • @Tapasjena777
    @Tapasjena777 Місяць тому +1

    Bhai real Katha face Priyanka life smile😥😥😥

  • @rushikantanial7344
    @rushikantanial7344 Місяць тому

    You are Right Sir

  • @MahendraNathNaik-ri9px
    @MahendraNathNaik-ri9px Місяць тому +1

    Sabu pila ku milibara thila

  • @sunilbehera5025
    @sunilbehera5025 Місяць тому

    Bhai gapa Adhika heijauchi,

  • @Vick0000
    @Vick0000 Місяць тому +1

    Sainik defence academy ku case kora jau

  • @PadmanDalei-c5i
    @PadmanDalei-c5i Місяць тому

    Bhala heichi aau thare online apply hau...

  • @allinworld3647
    @allinworld3647 Місяць тому

    Bhai civil constable kou month vitore asebo kuhontu tike

  • @keshabapatra
    @keshabapatra Місяць тому

    semiti karuchanti jadhi difens chakiri bonth Karo total ate acting kora naie

  • @gopalbagh1597
    @gopalbagh1597 Місяць тому

    Bhai 38 age hobo ki hele

  • @jubarajmohanty9230
    @jubarajmohanty9230 Місяць тому

    Right bro ❤

  • @biswajitsahoo3393
    @biswajitsahoo3393 Місяць тому

    Sainik academy all other doing business all are exposed now

  • @swagatkumarmanadhata4215
    @swagatkumarmanadhata4215 Місяць тому

    Se mg sainik defence bala pain ete nata 😂😂😂

  • @laxmanlucky9064
    @laxmanlucky9064 Місяць тому

    Bala vedio karucha bhai

  • @statuslover2559
    @statuslover2559 Місяць тому

    Jou pila ta physical hau nathiba semane ebe khusi…time paijibe physical paine

  • @AB_8457
    @AB_8457 Місяць тому +1

    Badhiiaaa heichhiiiiii🎉

  • @shonisha_education
    @shonisha_education Місяць тому +2

    physical re toh sabu anthei padibo

  • @jaladharsahoo5245
    @jaladharsahoo5245 Місяць тому

    Sanik academy ra paisa lova pain emiti heichi

  • @deedexp3246
    @deedexp3246 Місяць тому

    Kou Bala chhua se amiti karuchi

  • @biswajit_electrical_gallery
    @biswajit_electrical_gallery Місяць тому +3

    Beda ra gara paein sabu hae chi

  • @shribantbishi7315
    @shribantbishi7315 Місяць тому

    Sainik defence academy wala ku case kara sala ku jail re vara

  • @shibuhembram4798
    @shibuhembram4798 Місяць тому

    karbar chali chi bhai ametha village pila amo pakore Poisa nhi kemithi Case koribu bhai

  • @allinworld3647
    @allinworld3647 Місяць тому

    Bhai civil constable kebe asibo kuhontu tike

  • @MANOJSAHU-xh5mh
    @MANOJSAHU-xh5mh Місяць тому

    13 re pilankar physical haba

  • @AshokGiri-m3y
    @AshokGiri-m3y Місяць тому +1

    Sabu bhul youtuber manankara bro Karan sabu rasta UA-camr mane hni dekhauchhanti au pilanka life saha kheluchhanti

  • @Pusparaj-h5z
    @Pusparaj-h5z Місяць тому

    Sabu government dauchi age relaxation odisha government kn pai debani ssc gd re age relaxation dauchi army re one time dela puni athire kn pai debani ...