Barsarani Tripathi Special Interview || Parayana Gaika || Magic Voice || Viral Girl
Вставка
- Опубліковано 23 сер 2024
- Barsarani Tripathi Special Interview || Parayana Gaika || Magic Voice || Viral Girl
#jr_sushant_vlogs
#barsarani_tripathy_parayana
#barsarani_tripathy
#best_of_barsarani_tripathy
#barsarani_tripathy_interview
#details_of_barsarani_tripathy
#new_viral_song_barsarani_tripathy
#special_interview_barsarani_tripathy
#barsarani_parayana
#barsarani
#ladies_parayana
#best_ladies_parayana
#viral_ladies_parayana
#best_parayana_gaika
ବର୍ଷା ରାଣୀ ତ୍ରିପାଠୀ ଙ୍କ ପାରାୟଣ ଦେଖିବା ପାଇଁ ଯୋଗାଯୋଗ କରନ୍ତୁ। ଯୋଗାଯୋଗ ନମ୍ବର:-
8144464617 / 8018527366
ବର୍ଷା ରାଣୀ ତ୍ରିପାଠୀ ଙ୍କ UA-cam channel Link 👇👇👇👇👇👇👇👇👇👇👇👇👇👇👇👇
• Bana fula makhi tuhi b...
ଏମିତି ନୂଆଁ ନୂଆଁ vdo ଦେଖିବା ପାଇଁ ଆମ channel କୁ subscribe କରନ୍ତୁ ।
ଆମ ସହିତ ଯୋଗାଯୋଗ କରନ୍ତୁ
6370040371
ବହୁତ ସୁନ୍ଦର voice
ମୋର କୃଷ୍ଣ song favourite
ଏବଂ ଭାବ ରସିଆ
ହେ ଭଉଣୀ ମୁଁ ଭଗବାନଙ୍କ ପାଦତଳେ ନିବେଦନ କରୁଛି ତୁ ସଦା ସର୍ବଦା ଖୁସି ରେ ରହ ଜୟ ଜଗନ୍ନାଥ
ବର୍ଷା ଭଉଣୀ ଙ୍କ କୋଇଲି ସ୍ୱର କଣ୍ଠ ମନକୁ ମୁଗ୍ଧ କରିଦେଉଛି ,,ସମସ୍ତ ପାରାୟଣ ଗାୟିକା ମଧ୍ୟରୁ ବର୍ଷା ର ସ୍ୱର ବର୍ଷା କରିଦେଉଛି ,, barsha is the best parayana singer,,, 🌟 odisha state
Very nice God bless You ବର୍ଷା ରାଣୀ
ବର୍ଷା ବେଟି ତୁମର କଣ୍ଠ ସ୍ବର ବହୁତ୍ ଭଲ ଲଗ୍ଲା really ତୁମେ ବହୁତ୍ ଉପର୍କେ ଯିବ
ବ୍ରାହ୍ମଣ ଏକ ଏମିତି ବ୍ଯକ୍ତି ଯାହାର ବାକ୍ଯ ସର୍ବଦା ଶୁଦ୍ଧ ହୋଇଥାଏ । ପାରାୟଣ ବହୂତ ଲୋକ କରୁଛନ୍ତି କିନ୍ତୁ ଶୁଦ୍ଧତା ନଥାଏ ବର୍ଷା ବେଟୀ ମୁଁ ତୋତେ ଆଶିର୍ବାଦ କରୁଛି ତୋର ଭବିଷ୍ଯତ ଉଜ୍ଜ୍ବଳ ମୟ ନିଶ୍ଚିତ ମୁଁ ଗ୍ଯାରେଣ୍ଟି ଦଉଛି।
ନିଶ୍ଚିତ ରୂପରେ ବର୍ଷା ଭଉଣୀର କଣ୍ଠରେ ଯାଦୁ ଅଛେ, ଆଗକୁ ବହୁତ୍ ଆଗକୁ ଯିବ, କିନ୍ତୁ ବ୍ରାହ୍ମଣ ର ବାକ୍ୟ ସର୍ବଦା ଶୁଦ୍ଧ ହୋଇଥାଏ, ସେଇଟା ସଂପୂର୍ଣ୍ଣ ରୂପେ ଭୁଲ।ଆଉ ସମାଜକୁ ଅନ୍ଧାରରେ ରଖିବାକୁ ଚେଷ୍ଟା କର ନାହିଁ।
Dhanyabad
Brahman mankar dihe khali red blood achy su sudra mankar ta black ta kain hoo mahapuru. Brahman mane ta meet au drinks nai kale chalbar nai au bad bhasan maru cha
Katha k bujha tike negative comments nai dia
ᴊᴀᴛɪ ᴍᴇɴᴛɪᴏɴ ᴋᴀʀᴜ6 ʀ ᴩᴏꜱɪᴛɪᴠᴇ ɴᴇᴀ ᴋᴀʜᴜ6😮
Beautiful voice
ଏହିପରି ଭଗବାନଙ୍କର ଆଶୀର୍ବାଦ ବର୍ଷା ଭଉଣୀଙ୍କୁ ଲାଗିଥାଉ। ବହୁତ ବହୁତ ଧନ୍ୟବାଦ
ଅତି ସୁନ୍ଦର କଣ୍ଠ ସ୍ୱର। ବହୁତ ଭଲ ଲାଗୁଛି।
ବହୁତ ସୁନ୍ଦର ଗୀତ ଆଉ କଣ୍ଠ
Nice
Bhagaban tumaku sabubele asirwad karithantu
ବହୁତ ସୁନ୍ଦର ଶ୍ରୁତିମଧୁର
ଅତି ସୁନ୍ଦର ଭାବରେ ଗୀତ ଗାଇ ଛନ୍ତି ଯେତେ କହିଲେ ଅତ୍ୟୁକ୍ତି ହେବନାହିଁ
Ek number achhe re bahen
ବର୍ଷା ବୁହେନ୍ ର ଭଏସ ସୁଂଳେ କି goosebumps ଆସି ଯାଉଛେ
very nicebarshabeti. godblessyou
Really magic voice sister
ବହୁତ ବଢିଆ ଧନ୍ୟବାଦ
Barsha didi tumar kantha bahut sundar very nice barshadidi
ବହୁତ ସୁନ୍ଦର ❤❤❤
So sweet voice very nice........
Excellent, Sweet Voice Sister, No.1, Patnagarh mati maa ku koti koti Pranam
Thanku sir
ବର୍ଷା ଭଉଣୀ ତୁମ କଣ୍ଠ ରେ ସ୍ୱରସତି ଅଛନ୍ତି 🙏🙏🙏🙏
Ati sundar
Dhanyabada
Super..se.. upar ❤❤❤❤
VERY VERY NICE BARSHA
Barsha buhen bahut badhia
ବହୁତ୍ ବଢିଆ
Beautiful Atisudar tame o tama katha
Bahut,bhal,Barsha,buhen
so sweet voice sister. bright future.
ନିଶ୍ଚିତ ଭାବରେ viral ହେବ ! କୋଶଲୀ ଦଣ୍ତ patent ଗାଉଛ ,ସବୁ type ର ଗୀତ ଗାଇବା ପାଇଁ ଚେଷ୍ଠା କରିବ ......
କୁଇଲିର ବୋଲି ପ୍ରାଏ ଲାଗୁଛି,ଧନ୍ୟବାଦ୍ ।
ବହୁତ୍.ବହୁତ୍.ଧନ୍ୟବଦ.ବର୍ଷୀରାଣୀ.ଦେଖୀଥୀଲିଦିନେ.ଗୋଟିଏ.ସାଖ୍ୟାତକାର.🎉🎉🎉
Barsharani mor favourite parayan gayika.sweet voice
❤❤❤my dear dear dear sister barsharani tripathy really you are a best singer of western odisha maa Saraswati sabubele tuma kantha re basi thau maa Durga tumara durgati ku nasa karantu etiki mora asirbad barsha jay maa durga jay maa durga jay maa durga❤❤
Very very nice song and voice
God bless you sister
Very good voice.
Sweet and nice smooth voice.God bless Barsa
ବର୍ଷା ର ଗୀତ ଛୋଟ ବେଲୁ ମୁଇଁ ଶୁଣି ଆସୁଛେ.. ଏବେ ବି ସେ କଣ୍ଠ ବଜାୟ ଅଛେ... ବହୁତ ସୁନ୍ଦର... ବହୁତ ଆଶୀର୍ବାଦ....
Barsha is always favourite for me and she is a actually artist
Very nice voice Barsha..❤
God bless you. Maa Saraswati bless you. Jay shree Ram🌹🙏🌹
Very nice voice❤❤❤
Bahut sundar voice dhanyabad Jaya jagannth
ବହୁତ ସୁନ୍ଦର କଣ୍ଠ ବର୍ଷା ବହୁତ ବହୁତ ସୁନ୍ଦର
You are very talented, Nice Song, Nice voice , God gifted , Contineue, bahuta bala lagila.
Sadhana jari rakha. odisha ra naa rakha.
ମନ ମଗ୍ଧ ହେଇଯାଉଛି ,ବହୁତ ସୁନ୍ଦର
Bahut sundar Barsha bhauni
Fine voice and song barsha sister Best of luck
You have an enchanting voice. May God bless you.
Very nice God bless you bahen
ପଶ୍ଚିମ ଓଡିଶା ର କୋଇଲି ବର୍ଷା ବେଟି। ଭଗବାନ ତୁମର ମଂଗଲ କରୁନ୍। 💐💐
So cute buhen ❤❤❤
ବହୁତ ସୁନ୍ଦର କଣ୍ଠ ସ୍ୱର କିନ୍ତୁ ବ୍ୟାସ ଆସନରେ ବସିବା ଯୋଗ୍ୟ ନୁହଁ ବ୍ୟାସାୟ ବିଷ୍ଣୁ ରୂପାୟ କେବଳ ବ୍ରାହ୍ମଣ ପିଲା ବସି ପାରିବ 👍
Satare beautiful voice........god bless u
Bahut bhal bhal lagla ayushman bhaba
ବହୁତ୍ ସୁନ୍ଦର ଭଏସ ଅଛି। ଏହାଙ୍କର ଗୁରୁ ପରିଚୟ ଟି କହନ୍ତୁ। ଭାଇ
Veery good
Verynice
Tone
ବହୁତ୍ ସୁନ୍ଦର୍ କଣ୍ଠ ସିଷ୍ଟର୍
So sweet voice
God bless you jhia
Nice dear frend👍👍👍👌👌👌
ବହୁତ୍ ସୁନ୍ଦର୍....
ବର୍ଷାଙ୍କର ସ୍ୱର,ବହେ ଝର ଝର
ସ୍ୱର୍ଗରୁ ଗଙ୍ଗା ଝରିଲା ପରି
କି ଅବା ବାଣୀ ଙ୍କ ବୀଣା ର ଝଙ୍କାର
ଶୁଣି ମନ ତନ ଯାଉଛି ପୁରି,
ବହୁତ୍ ବହୁତ୍ ଧନ୍ୟବାଦ୍,ବୀଣା ଜିଣା କଣ୍ଠ
ବହୁତ୍ ସୁନ୍ଦର୍ କଣ୍ଠ
Very sweet voice Barsa Rani bhani, thanks
Nice voice sister
Good voice. God bless.
ଭକ୍ତିମୟ 😥 ବହୁତ ଭଲ 👍👍🙏🙏👏👏🤗🤗
ବହୁତ ସୁନ୍ଦର ଗୀତ sister
God, may, bless, you, lovely, Barsarani.. You, are, Rani, real, you, are, a, great, queen, of, songs
Saraswatimata ki jai.
Very sweet voice,😊😊😊😊
Bahut Sundar sister's.... Keep up its.... Zabar10....God always bless you 🎉🎉🎉🎉
Bahut sundar gauchhan barsa jhia kokila kantha swara
ସୁନ୍ଦର କଣ୍ଠ ବର୍ଷା ବୁହେନ୍
ବହୁତ ସୁନ୍ଦର କଣ୍ଠ ବର୍ଷା ବୁହେନ୍
Sat katha pura kuili barsha beti God bless you🌹
बहुत सुंदर गीत और उससे भी कहीं अधिक सुंदर छोटी सी,गायिका वर्षा रानी त्रिपाठी जी,हम आपको छ,ग,,से,भी,दैखते है। और बहुत सम्मान करते हैं, ,
Very nice song ବଷା ରାଣୀ
Very sweet voice ,Tike action kale bhal lagta sister
ଭଗବାନ ସର୍ବଦା ତୁମର ମଙ୍ଗଳମୟ କରନ୍ତୁ ଏହିପରି ଭଗବାନଙ୍କ ନାମ ଗାଇଚାଲନ୍ତୁ 🎉💐💐💐🙏😅😅😅🌺
Bahut sundar Kantha jay shree Ram jay barsa rani❤️❤️❤️
Barsarani Tripathy.your voice very very nice and beautiful.you are a good singer.Thank you.
Very good Barsha Rani Tripathi
Ate Kam age Ru ate Sundar koili swara Bahut bhal laguchhibahut thank s
Barsha has a amazing decent God gifted voice
Super
ATI Sundar sister,bahut sundar voice
ବହୁତ ସୁନ୍ଦର,
❤❤❤❤Hrudaya bhara song❤❤❤❤
ବ୍ରାହ୍ମଣ ଏକ ଏମିତି ବ୍ୟକ୍ତି....... Wow ଯାହାର ବାକ୍ୟ ସର୍ବଦା ଶୁଦ୍ଧ ରହିଥାଏ। ସୁଦ୍ଧତା ଦେଖ ହୋ
ନିଜର sentence ପହିଲା ସୁଦ୍ଧ ରଖ ହୋ
Good sister
V Nice🎵👍
Barsarani bahen ra gita bahut mitha tanku bhagaban ahuri mitha swara tankar kantha re deunt
Very nice voice sister .you have a bright future in this parayana
Very.nice
God.bless
You
Your songs are very best what I. Listened
Bahut Sundar gayelu Barsha sister
Bahut Sundar
ବର୍ଷା ମାଁ ତମଲୁରେ ମହୁଝରୁଛେମା ପାଟଣେଶ୍ବରୀ ମଙ୍ଗଲ୍ କରୁନ୍ 🙏