ଲିକୁଙ୍କୁ ମାଡ଼.. ଫସିଯିବେ କି ବବି ? || Dharmasala MLA || Himanshu Sekhar Sahoo || BJD Babi Das || OR

Поділитися
Вставка
  • Опубліковано 23 лис 2024

КОМЕНТАРІ • 481

  • @pallimadhuriodiafolksong2771
    @pallimadhuriodiafolksong2771 3 дні тому +131

    କି ଶାସନ ଚାଲିଛି, ଏମ,ଲ.ଏ ଙ୍କୁ ଯଦି ଆକ୍ରମଣ ହେଉଛି ତେବେ ସାଧାରଣ ଲୋକ ସୁରକ୍ଷିତ ରହିପାରିବେ ତ '?

    • @SamratTudu-o5l
      @SamratTudu-o5l 3 дні тому +3

      MLA MP Political leader nkar Dusmani thae Public nkara Dusmani Na thae

    • @pruthwirajpattnayakbeautyf4405
      @pruthwirajpattnayakbeautyf4405 3 дні тому

      Very good

    • @DjpabitraMallick
      @DjpabitraMallick 3 дні тому +6

      BJD gunda power

    • @stcreation8959
      @stcreation8959 3 дні тому

      😂😂😂

    • @makarsenapati1213
      @makarsenapati1213 3 дні тому

      ଜୟ ନାରାୟଣ ମିଶ୍ର ଜଣେ ମହିଳା ପୋଲିସଙ୍କୁ ବାଡେଇଲା ରାଜ୍ୟପାଳ ପୁଅ ଜଣେ ଓଡିଆ ଅଫିସରଙ୍କୁ ଵାଡେଇଲା ବିଜେପି କର୍ମୀ ଧର୍ମଶାଳା ର ପୁର୍ବତନ ବିଧାୟକଙ୍କ ଗାଡି ଉପରକୁ ଅନ୍ଡା ମାଡ କଲେ ଏ ଘଟଣା କୁ ଟିକେ ଦୃଷ୍ଟି ଦିଅ

  • @bharatvlogs9077
    @bharatvlogs9077 3 дні тому +75

    ଏତେଚାଲାକି କଥା କହୁଛି ବବି

    • @NikhilAdhya-x7k
      @NikhilAdhya-x7k 3 дні тому +3

      ପରମ ମାଆ ଗିହା boby

    • @Ranjankumar-fz8xj
      @Ranjankumar-fz8xj 3 дні тому +2

      ଭାଇ ଏ ବବିଦାସ ମିଡିଆ ଆଗରେ କଥା କହିବାର ସରୁ gandi ମାରିବାର ଗୁରୁ ଏକୁ ଜାଣିବା ବହୁତ୍ କଷ୍ଠ

  • @liteshkumar2496
    @liteshkumar2496 3 дні тому +88

    ବିଜେପି ବବି ଦାସ କୁ ଏତେ ଦିନ ରୁ ଆରେଷ୍ଟ କରିପାରୁନି କଣ ପାଇଁ??

    • @satyabratmahalik7237
      @satyabratmahalik7237 3 дні тому

      ​@@pratibhakhuntia623kn bina dosare arest kariba

    • @stcreation8959
      @stcreation8959 3 дні тому

      😂😂😂

    • @Odishasamalpur
      @Odishasamalpur 3 дні тому +1

      Bjd ❤❤❤❤❤

    • @nkgamingakash
      @nkgamingakash 3 дні тому +1

      ​@@pratibhakhuntia623 bhai je parjanta Naveen Patnaik achi se parjanta BJD ra bjp kichi karibani Naveen Patnaik gale tapare bhara state pari haba dekhiba tame

    • @diptiskumarbal3778
      @diptiskumarbal3778 2 дні тому

      Bjp Khali hawa kare kamare zero janina ki

  • @nirmalkumarrana1533
    @nirmalkumarrana1533 3 дні тому +39

    Bjd ଲୋକ ମାନେ 24 ବର୍ଷ ହେଲା, ସରକାରୀ ଧନରେ ବଂଚୁଥିଲେ l ଏବେ ଖାଇବାକୁ ପାଉ ନାହାନ୍ତି l ରକ୍ତ ଚାଉଳ ଚୋବେଇ ହେଉଛନ୍ତି ଅସହିଷ୍ଣୁ ହୋଇ

  • @anilkumarmallick1782
    @anilkumarmallick1782 3 дні тому +86

    ବବି କୁ ଆରେଷ୍ଟ କରାଯାଉ ଜଲଦି

    • @rakeshkumarpradhan9171
      @rakeshkumarpradhan9171 2 дні тому

      ବାଳ ନା ଆଉ ,ଯେଉଁଠାରେ strike ଚାଲିଛି ସେଠାକୁ କଣ ପାଇଁ ବିଧାୟକ ଯାଇଥିଲେ ।
      ବିଜେପି ବିଧାୟକ କେମିତି ଜାଣିଲ ସେମାନେ ବିଜେଡି ଲୋକ ,

    • @manojroutray4400
      @manojroutray4400 День тому

      Bobby ku Arest kale
      Lava hebani?
      Aren't kara pandu ku?
      Sabu khela stop)

  • @sreekumar735
    @sreekumar735 3 дні тому +81

    ବିଜେଡି ଷ୍ଟାଇଲ ରେ କାର୍ଯ୍ୟାନୁଷ୍ଠାନ ହେଉ
    ଯେମିତି ପ୍ରଦୀପ ପାଣିଗ୍ରାହୀ ଉପରେ ହେଇଥିଲା
    ଜେସା କୁ ତେସା

  • @niranjanpradhan4800
    @niranjanpradhan4800 3 дні тому +29

    ❤ଖଳ ନାୟକ ବବି ଦାସ ❤

  • @SaniaMajhi-wh5gw
    @SaniaMajhi-wh5gw 3 дні тому +26

    ବବି ମିଛ କହୁଛି ଏହାକୁ ତୁରନ୍ତ ତଦ୍ବାରକ କରାଯାଉ ।ଏମିତି ଯଦି ହୋବ ଓଡିଶାରେ କଣ ଶାସନ ହୋବ

  • @JaganathParida-n5g
    @JaganathParida-n5g 3 дні тому +70

    ବବି ଦାସ ମଗିହା

  • @muodia2002
    @muodia2002 3 дні тому +57

    ବିଜେଡି ହିଂସା ରେ ବିଶ୍ୱାଷ କରେନି ହସଃ ଲାଗୁଛି

  • @SanjaySahu-oh8ki
    @SanjaySahu-oh8ki 3 дні тому +17

    ଗାଡ଼ିରେ ଏତେ ଜୋରରେ ପ୍ରହାର ହେଲା ହେଲେ କାହା ଦେହରେ କିଛି କ୍ଷତ ନାହିଁ ହେ ପ୍ରଭୁ.. 😭

  • @gurucharandas7212
    @gurucharandas7212 3 дні тому +29

    ବବି ଦାସ ଆଜିବନ େଜଲ େହବା ଦରକାର🙏🙏🙏🙏ନିଜେ ସରକାରି ଘର ଭାଗିଥୀଲେ

  • @shashankajana5475
    @shashankajana5475 3 дні тому +6

    ଏବେ argus ଆଉ ଓଟିଭି ବାହାରିପଡ଼ିଛୁ ରାଜ୍ୟ ପାଳ ପୁଅ case ରେ କିଛି ଫରକ ପଡୁନଥିଲା

  • @prakashkumarjena.babusan.n3760
    @prakashkumarjena.babusan.n3760 3 дні тому +55

    ଆଗ ମାଗିହା ବବି କୁ ତୁରନ୍ତ ଆରେଷ୍ଟ କରନ୍ତୁ

  • @SridraraBarala
    @SridraraBarala 3 дні тому +4

    ଜୟ ବବି ଭାଇ

  • @bapubhai4818
    @bapubhai4818 3 дні тому +26

    ଇଏ ଗୋଟେ ମଧୁଚନ୍ଦ୍ରିକା ଚାଲିଛି ନହେଲେ ଗୋଟେ MLA ଉପରେ ମାଡ଼ ହେଲା କିନ୍ତୁ ବବି ଆରେଷ୍ଟ ହେଉନି କଣ ପାଇଁ 😈😈

  • @RanjitKingal
    @RanjitKingal 3 дні тому +23

    ବବି ଦାସ କିଛି ନଜାଣିଲା ପରି କହୁଛି, କିନ୍ତୁ ତାହା ଭିତରେ ମୁଖ୍ୟ ଭୂମିକା ବବି ଦାସ l

  • @jayadevmandal8422
    @jayadevmandal8422 3 дні тому +16

    ପ୍ରଥମ ତ ଲିକୁ ବାବୁଙ୍କ କହିବା ଅନୁଯାୟୀ ଗିରଫ କରାଯାଉ ,,,,ବାକି କୋର୍ଟ ଯାହା ନିଷ୍ପତ୍ତି ନେବ

  • @SanjaySahu-oh8ki
    @SanjaySahu-oh8ki 3 дні тому +7

    ସୁରକ୍ଷା କର୍ମୀ କଣ କରୁଥିଲେ

  • @radheradhe515
    @radheradhe515 3 дні тому +36

    BJD Charo

  • @Satyabrat_Kiran
    @Satyabrat_Kiran 3 дні тому +5

    Thik heichi

  • @Uko33db
    @Uko33db 3 дні тому +7

    ଜଣେ MLA ଙ୍କ ପାଖରେ ସୁରକ୍ଷା କର୍ମୀ ନଥିଲେ କି , ତା ପରେ ପୂର୍ବତନ ବିଧାୟକ ଜନ ମତ କୁ ଗ୍ରହଣ କରିନେବା ରେ ଅସୁବିଧା କଣ , ଇଲେକ୍ସନ୍ ରେ ଯାହା ଜନତା ଚାହାନ୍ତି ସେଇଟା ହୁଏ

  • @ganeshsahoo-pc5bm
    @ganeshsahoo-pc5bm 3 дні тому +1

    ହିମାଂଶୁ ଭଲ ଡ୍ରାମା ସିକିଛି. ମତେ ଲାଗୁଚି ଫିଲିମିରେ ରୋଲ କଲେ ଭଲ ଲାଗିବ.. ହିମାଂଶୁକୁ କେଇ ବାଡ଼ିଈ ନାହାନ୍ତି ki ଚେନେ ନଇଁ ନାହାନ୍ତି. ହିମାଂଶୁ ନିଜେ ଏସବୁ ନିଜ ଲକଙ୍କୁ କହି ଏମିତି କରିଛି. ଯଦି କହୁଛନ୍ତି ମାଡ ଖାଇଯାନ୍ତି ତାହାଲେ ନିଜଲୋକମାନଙ୍କ ଦ୍ୱରା ସବୁ ଡ୍ରାମା କରିଛନ୍ତି. ରାଜନୀତି କେତେ ମିଛ କୁହାଯାଅ ସେ ସବୁ ଭଲ ଭାବରେ ଜଣା. ମିଛ କହିବା ଛାଡେ ହିମାଂଶୁ

  • @sdsrd8068
    @sdsrd8068 3 дні тому +17

    ମୁହଁ ସୁଖୀ ଗଲାଣି

  • @pratyushbiswal8093
    @pratyushbiswal8093 3 дні тому +1

    ରାଜ୍ୟପାଳ ପୁଅ କଥା ଅର୍ଗସ ନିଉ ଜୁ ଏତିକୀ କହିନୀ ଏମେଲେ କଥା ଟାଣ କରି କହୁଛି

  • @susantmantry7512
    @susantmantry7512 3 дні тому +2

    Bjp ର ଦମ ଜଣା ପଢିବ ଏଇଠି, ବିଜେଡି ର Power ଅଧିକ ନା ବିଜେଡି ର Power ଅଧିକ

  • @puspanjalikhuntia8534
    @puspanjalikhuntia8534 3 дні тому +9

    Justice for Himanshu sekhara sahu(liku bhai)🙏we need justice 😡😡😡

  • @Ajay-t9n5h
    @Ajay-t9n5h 3 дні тому +1

    Argus କଣ ସାରା ଓଡିଶା ଜାଣିଛି. ଯେହେତୁ argus ବିଜେପି ର ବୋଲକରା ସାଜିଛି ତେଣୁ ଦୟାକରି argus ର ଖବର ଦେଖନ୍ତୁ ନାହିଁ. ବୋକାକାର argus ଆଗକୁ ଦେଖ ବବି କେମିତି ଲିକୁ ସାହୁ କୁ ଲଙ୍ଗଳା କରୁଛି

  • @ARMYBOYSUSANTA.777
    @ARMYBOYSUSANTA.777 3 дні тому +37

    Boby das aresta kar

    • @susantanayak9728
      @susantanayak9728 3 дні тому +5

      ସେଇଟା ତ ହାରିଲା, ଟା ବୋଉ ବି ହାରିଲା ଏବେ ତାକୁ jail ରେ ପୁରାଇବା କଥା,,, ସେ 4 ପାଞ୍ଜିରୁ ତାର ରାଜନୀତି carrier ଯାଇଛି

    • @arunmohanty4703
      @arunmohanty4703 3 дні тому +1

      ବବି ଦାସ ର ବାଳ ବି ଉପାଡି ପାଇବନି 😂😂

    • @JayJagannathphotography
      @JayJagannathphotography 3 дні тому

      ବବି ଦାସ ର କଣ ପ୍ଲାଷ୍ଟିକ ବାଳ ​@@arunmohanty4703

    • @ShibasankarHansdah-um4wd
      @ShibasankarHansdah-um4wd 3 дні тому

      ରାଜନୀତି ଜ୍ଜୀବନି ଉପରେ ପ୍ରଭାବ ପଡ଼ିବ ।​@@arunmohanty4703

    • @viralshorts9951
      @viralshorts9951 3 дні тому

      Just wait ​@@arunmohanty4703

  • @BrajabandhuSethi-pv6ut
    @BrajabandhuSethi-pv6ut 3 дні тому +3

    ବବି ଦାସ ଏଥିରେ ସମ୍ପୂର୍ଣ ଭାବରେ ଦାଇ

  • @bishnuprasadjani4174
    @bishnuprasadjani4174 3 дні тому +8

    Himansu nije gote gunda😂😂😂

  • @Iswarnayak-r3c
    @Iswarnayak-r3c 3 дні тому +17

    Sabu nayakar khela boby das ,se salaku turant giraf karajau

  • @RajuRaju-gv6be
    @RajuRaju-gv6be 3 дні тому +6

    ଜେଲ ପଠାଓ ବବିକୁ

  • @harmohansahoo763
    @harmohansahoo763 3 дні тому +5

    ଲୋକ ନାଁ କହିକି ଆସିକି ମାଡ଼ ଝଗଡା କଥା ଟା କାଇଁ ହଜମ ହେଉନି 😂😂😂😂

  • @kkmusic38
    @kkmusic38 3 дні тому +2

    ଏ ସବୁ ହାରିଯିବା ପର ର re-action. ଔଷଧ ବିକଳେ ତାଟିଆ କାମୁଡିବା ଭଳି ପରିସ୍ଥିତି 😄

  • @DillipSahoo-u2t
    @DillipSahoo-u2t 3 дні тому +2

    ସେମାନେ bjd ଲୋକ ବୋଲି ଜାଣିଲେ କେମିତି

  • @dwarikanath1958
    @dwarikanath1958 3 дні тому +6

    ବବିର ଜାଗୀର କି ଯାଜପୁର ଏବେ ମଧ୍ୟ ?ଆଗ ମାରି ପଛେ ଚିକନ କଥା କହୁଛି |

  • @arunprasaddash1399
    @arunprasaddash1399 2 дні тому +1

    ଏବାବୁ ଏମ୍.ଏଲ.ଏ ନା.... କଲ୍ ବୟ...😮 ହାତରେ ପୁରୁଷ ବେଶ୍ୟା ପରି ଟାଟୁ କ'ଣ ପାଇଁ।😂😂😂😂😂

  • @AnBiswal8853
    @AnBiswal8853 3 дні тому +2

    ପୂର୍ବତନ ବିଧାୟକ ଧର୍ମଶାଳା ର ପ୍ରଣବ କୁମାର ବଳବନ୍ତରାୟ (ଜିତୁ) ଙ୍କର ଅବସ୍ଥା ଏବେ ବୋହୁତ ସାଙ୍ଘାତିକ ହେବ।

  • @brajakishorepadhi4022
    @brajakishorepadhi4022 2 дні тому +2

    ଆକସନ୍ ନେଉ ବିଜେପି ସରକାର।

  • @anilrout9813
    @anilrout9813 3 дні тому +3

    ମା ,,,,,ଆ ଚେନାଲ ରେ ବିଜେପି

  • @anikumardasjayshreeram5120
    @anikumardasjayshreeram5120 3 дні тому +4

    ଭଲ ହେଇଛି

    • @vasundharaofficial
      @vasundharaofficial 3 дні тому

      Lajo nahi kohibaku sala mane 25 years gunda raj kori jithuthile, sala mananku budhi nahi , public vote dei bjp sarakar korichanti murkho mananku budhi nahi

  • @biswajitdas-ei3rg
    @biswajitdas-ei3rg 3 дні тому +2

    ସବୁ ଛୋଡ଼ି ଦେଲେ ସବୁ ଚ୍ୟାନେଲ ରେ ଗୋଟେ ପ୍ରକାର news tumara ଚନାଲେ ଆଉ ଗୋଟେ କଥା

  • @BapunMoharana-xw4jb
    @BapunMoharana-xw4jb 3 дні тому +1

    ଇଏଶବୁ ଫାତୁକଥା 😮😮😮

  • @PurusottamSahu-m2g
    @PurusottamSahu-m2g 3 дні тому +1

    ଓଡିଶା ମଧ୍ୟ ଆଉ କେତେ ଦିନଭିତରେ ମଣିପୁର ଭଳି ହେବ କାହିଁକିନା ଏଟା ପରା ଡ ବଲ ଇଂ ଞ୍ଜି ନ ଚାଲିଛି

  • @sarbeswardash2
    @sarbeswardash2 3 дні тому +1

    ବିଜେଡି ର ଅସହିଷ୍ଣୁତା ଏହା

  • @anilrout9813
    @anilrout9813 3 дні тому +2

    Sure

  • @OdiaTajaKhabar
    @OdiaTajaKhabar 3 дні тому +9

    ଆଜି କାଗଜ ବାଘ ଘାଇଲା😂😂

    • @smrutimallick1678
      @smrutimallick1678 3 дні тому

      😂😂😂😂😂

    • @smrutimallick1678
      @smrutimallick1678 3 дні тому +1

      Ae Lajey

    • @vasundharaofficial
      @vasundharaofficial 3 дні тому +2

      ​@@smrutimallick1678 aponanku lajo nahi ki murkho mane 25 years sasona korile odisha ku durnithi kori,gunda raj kori odisha ku borbadh korichanthi, public vote dei bjp sarakar korichanti murkho mananku ku budhi nahi gunda raj koruchanthi , 25 years durnithi paisa power dekhauchanthi

  • @bunubarshaloveexpress....8549
    @bunubarshaloveexpress....8549 3 дні тому +3

    Good 👍👍👍

  • @sahadevsaha4721
    @sahadevsaha4721 3 дні тому +1

    ବବି ଦାସ ଲାଜ ଲାଗୁନି,ବିଜୁ ବାବୁ ଙ୍କ ଆଦର୍ଶ ଭୁଲି ଗଲୁଣି, ତୁ ବି congress party ପରି ହୋଇ ଗଲୁଣି, ଜୟ ଜଗନ୍ନାଥ

  • @Ns_likun
    @Ns_likun 3 дні тому +2

    Babi Das ku arrested Kara jau

  • @akashsahu7545
    @akashsahu7545 3 дні тому +1

    ବବି ଦାସ କୁ ବନ୍ଧା ଯାଉ

  • @Susantabhanja-f6d
    @Susantabhanja-f6d 3 дні тому +4

    Bjdର ସମୟ ଖରାପ୍ ଅପଖ୍ୟ କରୁ

  • @dillippradhan3536
    @dillippradhan3536 2 дні тому

    Bhala heichi

  • @amitbhoi3129
    @amitbhoi3129 3 дні тому +6

    ବିଜେଡି ସରକାର ଗଲା ପରେ ବବି ଦାସ ପାଗଳ ହେଲାଣି

  • @prakashchandramishraprakas5795

    ଠିକ ହୋଇଛି

  • @bibhutisahu4204
    @bibhutisahu4204 3 дні тому +1

    ବବି କୁ ଆରେଷ୍ଟ କରାଯାଉ

  • @rabindramalik422
    @rabindramalik422 3 дні тому +2

    Babi Das nku aarest kariba darkar

  • @parbatipradhan1314
    @parbatipradhan1314 3 дні тому +1

    ବବିକୁ ଆରେଷ୍ଟ କରାଯାଉ

  • @manojdas1374
    @manojdas1374 3 дні тому +1

    ପରମ ମାଆ ଗୀହା ଟା ବବି ଜଲଦି ଆରେଷ୍ଟ କର ଆଉ ଆଜି ବନ ଜେଲ ରେ ରଖ

  • @dharmendramallick1709
    @dharmendramallick1709 2 дні тому

    Thik heaichi

  • @Rudra-qo8dx
    @Rudra-qo8dx 10 годин тому

    ବବି ଦାସ ଗୋଟେ ମୂର୍ଖ ନା କଣ? ଗୋଟେ ମୂର୍ଖ ରାଜନେତାର କାମ ଏମିତି ସବୁ।

  • @jibansahoo5662
    @jibansahoo5662 3 дні тому

    Bahut badhiya heichhi

  • @amitbhoi3129
    @amitbhoi3129 3 дні тому +2

    ବବି dash ର ସବୁ ଖେଳ

  • @avinabihari338
    @avinabihari338 3 дні тому +5

    ପୁରା ମିଛ

  • @chintamanimajhi640
    @chintamanimajhi640 2 дні тому

    ବବି ଦାସଙ୍କୁ ଆରେଷ୍ଟ କଲେ। ସବୁ ସତ୍ଯ ବାହାରିବ

  • @priteesahu3283
    @priteesahu3283 3 дні тому +1

    👌👌👌

  • @ASHISHMATHAN
    @ASHISHMATHAN 2 дні тому +1

    BJD JINDABAD NAVEEN PATNAIK JINDABAD

  • @JenaBidulata792
    @JenaBidulata792 3 дні тому

    Yes

  • @AllINDIASPORTS-z9q
    @AllINDIASPORTS-z9q 3 дні тому +3

    25 ବର୍ଷ ର ଶାସନ ହରେଇବା ପରେ bjd ଆଉ ସାହିପାରୁନି ସେଥିପାଇଁ ଏତେ ସବୁ କରୁଛନ୍ତି

  • @rabindrabehera7244
    @rabindrabehera7244 3 дні тому

    ବବି ଦାସ ତମେ ସତିଗେହୀ ଆଉ ତମ ପାର୍ଟି ବି ସତୀ, ଶଳା ଲାଜ ଲାଗୁନି ତମ ମାନଙ୍କୁ

  • @Ranjankumar-fz8xj
    @Ranjankumar-fz8xj 3 дні тому

    ଆଜ୍ଞା ବିଜେଡି ଅତି ନିନ୍ଦନିୟ ଭାବେ ହାରିବା ପରଠାରୁ ଔଷଧ ରାଗରୁ ତାଟିଆ କାମୁଡି ହୋଇ ତାର gunda ରାଜ୍ ଚଳାଉଛି ଦୟାକରି ଆମ ଓଡିଶା ସରକାରଙ୍କୁ ଅନୁରୋଧ ଆମ ଓଡିଶାରେ UP ବିଜେପି ସରକାର ଯୋଗୀଜୀଙ୍କ ଭଳି ଶାସନ ଲାଗୁ କରାଯାଉ ନହେଲେ ଆମ ଓଡିଶାରେ ସାଧାରଣ ଜନତା ମାନେ ସାନ୍ତିରେ ଜିବନ କାଟି ପାରିବେ ନାହିଁ ।

  • @pintusahoo5685
    @pintusahoo5685 3 дні тому +2

    Mg ku ta piti nahanti. Adhika dekhei hauchi kn pain.

  • @nityanandbiswal848
    @nityanandbiswal848 3 дні тому

    We pray the Lord of the Universe to shower His choicest blessings on these so called Hon'ble politicians to refrain from such atrocities.
    We the senior citizens of the state feel ashamed and our hearts are broken for such behaviours of politicians and their respective supporters.

  • @pksahoo6797
    @pksahoo6797 3 дні тому

    Right ok sir

  • @paulastikunath9082
    @paulastikunath9082 3 дні тому +4

    ଶଳା ବବି ସବୁ ନାଟର ଗୋବର୍ଦ୍ଧନ ନାଟକ କରୁଚି

  • @bipinbiharinayak5973
    @bipinbiharinayak5973 2 дні тому +1

    Babi dash paitruka jajpur chalbazia Babi dash kam ea

  • @DhirendrakumarBehera-yx3fc
    @DhirendrakumarBehera-yx3fc 2 дні тому +1

    Baby Das. Rong Rong and Rong ❤

  • @SoumyaMohanty-u2k
    @SoumyaMohanty-u2k 3 дні тому +2

    Ok

  • @chaturbhujamahakuda3301
    @chaturbhujamahakuda3301 3 дні тому +1

    Na

  • @advocateranjitbiswal9014
    @advocateranjitbiswal9014 3 дні тому

    ମାନ୍ୟବର ବିଧାୟକ କହିଲେ ଯେ ତାଙ୍କୁ ମାଡ ମାରିଲେ ଆଉ ଚେନ୍ ଛିଡାଇ ନେଲେ l ଏ କଥା ଶୁଣିଲେ ହସ ଲାଗୁଛି କାହିଁକି ନା ବିଧାୟକଙ୍କ ଗାଡିର ନା ଆଗ କାଚ ଭାଙ୍ଗିଛି ନା ସେ ବସିଥିବା ସିଟର ସାଇଡ କାଚ ଭାଙ୍ଗିଛି ତାହା ସହିତ ତାଙ୍କର ସାର୍ଟ ଉପରେ ଏକ ଉତ୍ତରୀ ପଡିଛି ତାହେଲେ ସେ କଣ ଚେନ ଉତ୍ତରୀ ସାର୍ଟ ଆଉ ଉତ୍ତରୀ ଉପରେ ପିନ୍ଧୁଥିଲେ ଯାହା ଦ୍ୱାରା ଆସାମୀମାନେ ଛିଣ୍ଡାଇ ନେଲେ l

  • @bapanbehera5228
    @bapanbehera5228 3 дні тому +2

    Babi Bhai ty❤

  • @munabera3058
    @munabera3058 3 дні тому

    Sampurna micha katha

  • @JuguMajhi-oq1vg
    @JuguMajhi-oq1vg 3 дні тому +1

    M L କୁ ବଳ ହେଇଛି

  • @papunayak5716
    @papunayak5716 3 дні тому +2

    Jay Naveen

  • @surajkumarbehera3825
    @surajkumarbehera3825 3 дні тому +1

    Himanshu das pura ସତୀ ତୁଳସୀ😂

  • @bbsenapati2245
    @bbsenapati2245 3 дні тому +2

    O TV ku news miligala. One month TRP

  • @jiturockez8572
    @jiturockez8572 3 дні тому +1

    କୋଉ ନେତା ଭଲ କହିଲ....

  • @pitabaspradhan112
    @pitabaspradhan112 3 дні тому

    Babidas ku arrest କରିଦେଲେ bjd sesa ହେଇଯିବ ତୁରନ୍ତ arrest କରାଯାଉ

  • @akshayvlogs6662
    @akshayvlogs6662 3 дні тому

    ବବି ଦାସ କୁ ଆରେଷ୍ଟ କରାଯାଉ

  • @SmrutiranjanDalai-u8v
    @SmrutiranjanDalai-u8v 3 дні тому +2

    Odisha loka gote Mendha kia kahu6i bjd au kia kahu6i bjp au kia kahu6i congress hele odisha ra develop katha kia kahuna sarakara jia rahu odisha development haba dara kare

  • @khirodhota1440
    @khirodhota1440 3 дні тому

    ବିଜେପି ଭିଡକୁ ନୁହେଁ l

  • @Rajesh-o9r4k
    @Rajesh-o9r4k 3 дні тому

    ବବି ଜଣେ ନିହାତି ଭଦ୍ର ଲୋକଟେ, ସେ ଏମିତି କାମ ଜମା କରି ନଥିବ 😂😂😂

  • @Sanjibmalik-k8s
    @Sanjibmalik-k8s 3 дні тому +3

    Liku gote madua

  • @jyotiranjanparida3461
    @jyotiranjanparida3461 2 дні тому

    Liku bhai jaha kahile right katha ta...

  • @mrgoogle6732
    @mrgoogle6732 3 дні тому

    ମୁଁ ଏହାକୁ ନିନ୍ଦା କରୁଛି ଏଇଟା BJD ବାଲା ଙ୍କର common Dialogue 😂😂😂ଵଵି ଭାଇ ତ ଆମର ଛୋଟ ପିଲା ସେ କଣ ଏ ସବୁ ଜାଣନ୍ତି କି ସେ କେବଳ ଏ ସବକୁ ନିନ୍ଦା କରନ୍ତି😂😂😂😂😂😂😂😂😂😂।

  • @chittaranjanpaikaray7831
    @chittaranjanpaikaray7831 3 дні тому +2

    Bhala heechi bada salanku

  • @kunasahoosahoo
    @kunasahoosahoo 3 дні тому

    ସାହସ ଅଛି ତ ବବି ଦାସ କୁ ବାଂଧିକି ଦେଖ...

  • @just4funindia869
    @just4funindia869 3 дні тому

    ବିଜେଡି ର ସରିଲା ଦିନ ଜଣା ପଡ଼ିଲାଣି

  • @yourdoctor200
    @yourdoctor200 3 дні тому

    Action against Bobby