After BJD joins Opposition walkout... || Editorial Show(EP-247) || ODISHA PULSE

Поділитися
Вставка
  • Опубліковано 3 лип 2024
  • #odishapulse #editorialshow #odishanews #latestodishanews #odishapolitics #bjd #bjp #congress #naveenpatnaik #vkpandian #odishabjp #odishacongress

КОМЕНТАРІ • 67

  • @user-cw9gp5ty9f
    @user-cw9gp5ty9f 4 дні тому +16

    ମରଣ କାଳେ ନିଦ୍ରା ଗଲେ, ଯମ କି ଛାଡ଼ି ଦେବ ଭଲେ ?
    ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...

    • @laxmidharnayak4191
      @laxmidharnayak4191 4 дні тому +1

      Congratulations for your analytical presentation. You are absolutely right.

  • @subasnayak1510
    @subasnayak1510 4 дні тому +5

    ବିଜେଡି ସମ୍ପୂର୍ଣ ସଫା ହେଇଯାଇପାରେ

  • @shantanumohinthya4799
    @shantanumohinthya4799 4 дні тому +7

    By this BJD will lose it's credibility .

  • @piyushrajkumar15
    @piyushrajkumar15 4 дні тому +3

    ବିଜେଡି ନେତା ଯେଉଁ ଦଳକୁ ଗଲେ କେହି ଆଉ ଭୋଟ ଦେବେନି କାରଣ ସେ ପୁରା "ମାର୍କାଦିଆ ଚୋର " ଓଡିଶା ବାସୀ ଭଲ ଭାବରେ ଜାଣିଛନ୍ତି ଏଥର ଯେଉଁମାନେ କେବଳ ଟଙ୍କା ଦେଇ ଭୋଟ କିଣିଛନ୍ତି. ଯାହା କି ନିଜ ଦଳର କଟକ ଚୋଦ୍ୱାର ର ପୂର୍ବତନ ବିଧାୟକ ନିଜେ କହିଛନ୍ତି ସେ 88 କୋଟି ଖର୍ଚ୍ଚ କରିଛନ୍ତି

  • @nilamanikar954
    @nilamanikar954 4 дні тому +2

    ବିଜୁ ଜନତା ଦଳ କୁ ଏକମାତ୍ର କଂଗ୍ରେସ ହିଁ
    ସାବାଡ କରିବ।ଅତୀତରେ ବିଜେଡ଼ି ହିଁ ଦ୍ଵଂଶ କରିଛି କଂଗ୍ରେସ କୁ। ହେ ମୋର କଂଗ୍ରେସ ର କର୍ମକର୍ତ୍ତା ଆପଣମାନେ ଅତୀତ ର ପ୍ରତିଶୋଧ ନିଅ ।ସବୁ ବିଜେଡି ନେତାଙ୍କୁ କଂଗ୍ରେସ କୁ ଆଣ । କଂଗ୍ରେସ ର ହୃତ ଗୌରବ କୁ ଫେରାଅ।

  • @janardanpanda5378
    @janardanpanda5378 4 дні тому +5

    ବିଜେଡି ର କଂଗ୍ରେସ ବିନା ଅନ୍ୟ ଗତି ନାହିଁ କଥାରେ ଅଛି ତୁତ ମୁତୁରି ମୁତ ମୁତୁରି ହେଂ କାହିଂ ପାଇଁ କରିବା

  • @nababarika4028
    @nababarika4028 4 дні тому +4

    Welcome to Congress

  • @santoshkumarmohapatra78
    @santoshkumarmohapatra78 4 дні тому +3

    ଜରାସନ୍ଧ ର ଯେତେବେଳେ ମରିବା ସମୟ ଆସିଲା, ସେ ଭୀମ କୁ ଡାକିଲା - ଆ ଲଢ଼ା ଲଢି ହେବା ,ଖୋଲି କି ଆଉ ଲେଖିବା

  • @hemantkumarsingh1387
    @hemantkumarsingh1387 4 дні тому +3

    If BJP keeps distance from BJD,it is better for BJP.

  • @piyushrajkumar15
    @piyushrajkumar15 4 дні тому +2

    ଦୁର୍ଗା ବାବୁ ଆପଣ ଭଲ ଭାବରେ ଜାଣିଛନ୍ତି ବିଜେପି - ବିଜେଡି ମଧ୍ୟରେ ଭଲ ସମ୍ପର୍କ ଅଛି. ଏହା କେବଳ ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ.
    ଯଦି ପ୍ରକୃତ ବିରୋଧ କରେ ବିଜେଡି ବେଶୀ ସମୟ ଲାଗିବନି ଅମିତ ଶାହ ଙ୍କୁ ସିଧା କରିବା ପାଇଁ ଏହା 100% ସତ୍ୟ ବିଜେଡି ସରକାର ମାତ୍ରାଧିକ ଦୁର୍ନୀତି କରିଛି. କାରଣ ସିଏ ବି ସେହି ଆଶା ରେ ଅଛନ୍ତି..

  • @rkbehera1241
    @rkbehera1241 4 дні тому +3

    Good news

  • @pabitramohandas6943
    @pabitramohandas6943 4 дні тому +6

    ବିଜେଡି କେବେ ରାଜ୍ୟର ସ୍ୱାର୍ଥ ପାଇଁ କାର୍ଯ୍ୟ କରିଛି?

    • @jullysamal6626
      @jullysamal6626 4 дні тому

      Au Kan tu କରିଛୁ ରାଜ୍ୟରେ ସବୁ ନା ତୋ bopa

    • @pabitramohandas6943
      @pabitramohandas6943 3 дні тому

      @@jullysamal6626 Your behaviour is your identity. Learn how to behave. Every body has the right to express own views. But no one has the right to use filthy language against other in social media.

  • @aksahoo346
    @aksahoo346 4 дні тому +3

    Juade gale be. Aithu sesa

  • @shibakumardash8970
    @shibakumardash8970 4 дні тому +2

    There is no other way, for survibei

  • @narayanpanda4011
    @narayanpanda4011 4 дні тому +6

    ଆଗକୁ ଅଧେ congrss ରେ ମିଶିବ
    ଅଧେ ବିଜେପି ରେ
    Bjd 0000000

  • @satyabhamaacharya152
    @satyabhamaacharya152 4 дні тому +1

    ଠିକ୍ କରୁଛନ୍ତି ତମେ ଡରୁଛ କାହିଁକି ତମର ଭାରି ପୋଡୁଛି

  • @sanatandas5160
    @sanatandas5160 4 дні тому +1

    Lenin Mohanty became Gorbachov Mohanty after election.

  • @sankarbehera6011
    @sankarbehera6011 4 дні тому +1

    ଅସୁବିଧା କୋଉଠି ରହିଲା ତମର କାହ୍ନୀ

  • @nilayabeheravlogs535
    @nilayabeheravlogs535 День тому

    Bjd ପୁଣି ଆସିବ ଅପେକ୍ଷା କର.. ଆଉ ଅଯଥା ଗୁଜବ ସୃଷ୍ଟି କଣ ପାଇଁ କରୁଚ

  • @user-gf5nt7tf1t
    @user-gf5nt7tf1t 4 дні тому

    Right

  • @KarunakarDhani-eo2sl
    @KarunakarDhani-eo2sl 3 дні тому

    ଇନ୍ଦିରା କଂଗ୍ରେସ କୁ ନଗଲେ ଆଉ କରିବା କଣ। ଏସବୁ ବ୍ୟକ୍ତି କୈନ୍ଦ୍ରିକ ଦଳ।

  • @gangadhardash3430
    @gangadhardash3430 4 дні тому

    🎉🎉🎉

  • @SatyaPattanaik20
    @SatyaPattanaik20 4 дні тому

    ଅସୁବିଧା କ'ଣ ହେଲା ଆଜି ଯଦି କଂଗ୍ରେସ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି ତାହା ବିଜେଡ଼ି ପାଇଁ କାରଣ ଅଧାରୁ ଅଧିକାଂଶ କଂଗ୍ରେସ ନେତା ଏବେ ବିଜେଡ଼ି ରେ ତେଣୁ ବିଜେଡ଼ି ର ନେତା ମାନେ କଂଗ୍ରେସ ପାଖରେ ଶରଣାପନ୍ନ ହେବାକୁ ଯାଉଛନ୍ତି।

  • @gatikrishnamohanty8593
    @gatikrishnamohanty8593 4 дні тому +1

    BJD has lost its credibility. .. now struggling for existence...

  • @MuktikantaNayak-iw5rv
    @MuktikantaNayak-iw5rv 4 дні тому +1

    Ebe bjd ra neta agaku CBI nd ED nd income tax dwara bandha hebe...

  • @santoshineekarmi6805
    @santoshineekarmi6805 2 дні тому

    କଂଗ୍ରେସ କୁ ଯିବା ଦରକାର ଆସନ୍ତା ଇଲେକ୍ସନ କଂଗ୍ରେସ

  • @binodsahoo3374
    @binodsahoo3374 4 дні тому

    2 members (vkp group )soughted in the well and left the house against PM ,while YSR remained silent. Tilted towards congress. But acted differently in the state by raising price hike of vegetables as no issue against center in the state. Ridiculous

  • @subaldas3254
    @subaldas3254 4 дні тому

    BJD ପ୍ରତାରକ। ଅପର କାନ୍ଧରେ ଦୋଷ ଲଦି ଚୋରି ଚୋରି ସବୁ ମହୁଆ ମଦ ଖାଇବା। ଏକ ଧୂର୍ତ୍ତ ନବୀନ ପଟ୍ଟନାୟକ।

  • @rajarammahanti366
    @rajarammahanti366 3 дні тому +1

    Congrea sahita rahibaku nuhna congresre misibaku jauchi bjd bjdre nabin dipa livi livi jauchi

  • @MrPpcops
    @MrPpcops 4 дні тому

    କେବଳ କକ୍ଷତ୍ୟାଗ ହିଁ ବିଜେଡି ର ରଣନୀତି କାରଣ ଯ ପଳାୟତି ସ ଜିବତି ! 😊 କିନ୍ତୁ ଯଦି କେବେ ରାଜ୍ୟ ସଭାରେ ଭୋଟିଂ ଦରକାର ପଡ଼େ, ସେତେବେଳେ ମଧ୍ୟ ରାଜ୍ୟ ସଭା ରେ ଅନୁପସ୍ଥିତ ରହି ସରକାରଙ୍କ କାମ ସରଳ କରିଦେବେ ।

  • @SoraojKumar
    @SoraojKumar 4 дні тому +1

    BJD malai khaiba samayare Modi is good. Malai nahin ta Modi nahin.

  • @anantanaik549
    @anantanaik549 4 дні тому

    Now close the party

  • @gandharbanayak5660
    @gandharbanayak5660 4 дні тому +2

    Se sasmit patra hindu birodhi boli kandhamalare babanku hatya karithila khridtian nka tharu paisa neithila gata aalpa din purbaru congress bjp bjd bahaghara karithila tenu bjd congress ek?

    • @lipun1531
      @lipun1531 4 дні тому

      2008 re sasmit BJD re thila ki?

  • @kalyanpanda5885
    @kalyanpanda5885 4 дні тому

    ମହରଗ ରୁ କାନ୍ତାର କୁ

  • @bidyadharbargejoykrishna4902
    @bidyadharbargejoykrishna4902 4 дні тому +3

    ବିଜେଡି ଆଉ 24ବରସଶାସନ କରି ବାକୁ ଚାଁହୁଛି ତା ସମ୍ଭବ ନୁହେଁ

  • @RanjanBehera-ge1kf
    @RanjanBehera-ge1kf 4 дні тому

    NDA not required BJD ! Rajyasabha:- 245 NDA have been 118 seat. Bill Passed 123 rest 5 members BJP can be manage by other opposition.

  • @user-mz1xr5kg3h
    @user-mz1xr5kg3h 3 дні тому

    Jiye.kahuchi.ceya.bjp.bala

  • @saratkumargajendra1001
    @saratkumargajendra1001 4 дні тому +1

    ତମର ସମ ଦୂରତ୍ୱ ଆଦର୍ଶ କୁଆଡେ ଗଲା କିରେ କ୍ରୀତଦାସ ଦଳ.

    • @Zanil-kr7ll
      @Zanil-kr7ll 4 дні тому

      BJD ketebele kahila Congress re misiba boli news dekhiki pagala kan paine haucha 😁😁😁 India menta jaldi bhangiba bcz all regional party are anti congress assembly election time re dekhiba kemiti fata heba

  • @dolagobindasahu4917
    @dolagobindasahu4917 4 дні тому

    ଆଜିକାଲି କେତେକ କର୍ମଚାରୀ ନିଜ ଦକ୍ଷତା ବଳରେ ପ୍ରମୋଶନ ପାଆନ୍ତି ଓ ଆଉ କେତେକ କର୍ମଚାରୀ ନିଜର ସ୍ୱାର୍ଥ ପାଇଁ ନିଜ ସ୍ତ୍ରୀ କୁ ଉପରୋକ୍ତ ଅଧିକାରୀ ପାଖରେ ରାତି କଟେଇବା ପାଇଁ ପଛାନ୍ତି ନାହିଁ ଠିକ୍ ସେହିପରି BJD ର ନେତା କର୍ମୀ ମାନେ ନିଜର ସ୍ୱାର୍ଥ ସାଧନ ପାଇଁ ଓ ରାଜ୍ୟକୁ ଲୁଟିବା ପାଇଁ Congress ଦଳରେ ମିଶିବେ ଯେଉଁ ଦଳ ଅତୀତରେ BJD ଓ BJP ର ବିବାହ କରିଥିଲା। ଏବେ BJD ଓ Congress ମଧ୍ୟରେ ବିବାହ ହେବାକୁ ଯାଉଛି, ଏଥିରେ ବର ପକ୍ଷ ଓ କନ୍ୟା ପକ୍ଷ କିଏ ? ଏହା ବୋଧହୁଏ LOVE MARRIAGE ସମୟ କହିବ !!

  • @ashokkumarsahoo7041
    @ashokkumarsahoo7041 4 дні тому +1

    Ed CBI ଛପା ମାରିଲେ ସବୁ ବାଟକୁ ଆସିଯିବେ. Wait.

  • @SudhansuSwain-cm4gi
    @SudhansuSwain-cm4gi 4 дні тому

    ବିଜେଡି ରେ ସବୁ ନେତା ମନ୍ତ୍ରୀ ଆଗକୁ ଝାରପଡା ଜେଲ ରେ ଦିନ କାଟିବେ

    • @jullysamal6626
      @jullysamal6626 4 дні тому

      ତୋ ମାଝି ବୋପାକୁ କହ ନୂଆ ଜେଲ ତିଆରି କରିବ

  • @prasantaswain7298
    @prasantaswain7298 4 дні тому +1

    Sala chora b j d kritadas mane conres

  • @sangramkar1198
    @sangramkar1198 3 дні тому

    If BJD support Congress may face again a debacle in the next election because people of odisha brought BJD to power only for anti congress factor. If this trend persists by BJD there will be a political sabotage to the party itself.

  • @Zanil-kr7ll
    @Zanil-kr7ll 4 дні тому

    Wrong news kan paine daucha trp increase kariba boli now BJD opposition of BJP then why he seat in rajya sabha sethi paine se baharaku asile

  • @sadanandaparamguru6466
    @sadanandaparamguru6466 4 дні тому

    You not good sambadik if we not accepted bjp than why not cong

  • @girijapattnaik3533
    @girijapattnaik3533 3 дні тому

    Bjd.ra.back.bone.Broken

  • @BibunaBibhuti
    @BibunaBibhuti 4 дні тому +4

    Congress bjd menta hebaa darkaar

  • @Samvedana4HarmonyWithin
    @Samvedana4HarmonyWithin 3 дні тому

    Most misleading analysis.
    👎👎

  • @BibunaBibhuti
    @BibunaBibhuti 4 дні тому

    Indiamenta joy