🙏ମୋତେ ଆପଣାର କରି ନିଅ🙏ପ୍ରବାଚକ ହରିହର ଜେନା🙏

Поділитися
Вставка
  • Опубліковано 16 вер 2024
  • #prabachakharihar#hariharjena#like#share
    . SUBSCRIBE THE CHANNEL FOR MORE 🙏🙏🙏🙏🙏🙏🙏🙏🙏🙏🙏🙏🙏
    .
    ..
    .#prabachakharihar
    Name of the channel ----- 👉👉prabachak harihar 👈👈👉👉ପ୍ରବାଚକ ହରିହର 👈👈
    ଜୟ ଜଗନ୍ନାଥ, 🙏🙏🙏
    ଉକ୍ତ channel ରେ ପ୍ରବାଚକ ପଦ୍ମକେଶରୀ ଶ୍ରୀ ହରିହର ଜେନା ( Editor, BHAKTI NAIBEDYA, Spiritual Magazine ) ପୁରୀଙ୍କ ଦ୍ୱାରା ପ୍ରସ୍ତୁତ ଶ୍ରୀରାମଚରିତ ମାନସ, ଶ୍ରୀମଦ ଭାଗବତ, ଜଗନ୍ନାଥ ସଂସ୍କୃତି ଆଦି ଅନେକ ଲୋକଶିକ୍ଷାଭିତ୍ତିକ ଆଧ୍ୟାତ୍ମିକ (ଯାହା ଆମ ଧର୍ମ, ସଂସ୍କୃତି ଓ ପରମ୍ପରା ଉପରେ ଆଧାରିତ ) ପ୍ରବଚନ Video ମାନ ଉପଲବ୍ଧ l ଏହି channel କୁ ଦେଖିବା ସହିତ ନୂଆ ନୂଆ Video ର notification ପାଇବା ପାଇଁ SUBSCRIBE କରନ୍ତୁ ଏବଂ bell icon କୁ press କରନ୍ତୁ l
    Contact us -----👉👉 9861180048👈👈
    watch our other videos :------
    • 🙏ଯେମିତି କର୍ମ ସେମିତି ଫଳ...
    • 🙏ଭକ୍ତରାଜ ଜଟାୟୁ🙏ପ୍ରବାଚକ...
    • ଶ୍ରୀକୃଷ୍ଣଙ୍କ ମୃତ୍ତିକା ...
    • ଗ୍ରହପୀଡାରୁ ମୁକ୍ତି ଯଦି ...
    • 'ଛ' ଟି 'ବ' --- ନିଶ୍ଚ...
    • ନନ୍ଦୋତ୍ସବ 🙏ପ୍ରବାଚକ ହରି...
    • ଶ୍ରୀକୃଷ୍ଣଙ୍କ ଜନ୍ମର ତତ୍...
    • ପୂତନା ଚରିତ୍ରରେ ଦାର୍ଶନି...
    • ବାଳକୃଷ୍ଣଙ୍କୁ ଗୋ-ମାତା ସ...
    • ଶକଟାସୁର ବଧ ପ୍ରସଙ୍ଗରେ ଦ...
    • ସବୁ ଯାଉ ମୋ ପ୍ରଭୁ ଥାଉ -...
    • ତୃଣାବର୍ତ୍ତ ପ୍ରସଙ୍ଗରେ ଦ...
    • ତିନୋଟି "ଭ" ମୋର ଅତି ଆପଣ...
    • ସତସଙ୍ଗ କଲେ ବଦଳେ ରଙ୍ଗ🙏ପ...
    • ପଞ୍ଚମହାଯଜ୍ଞ 🙏ପ୍ରବାଚକ ହ...
    • 🙏ବିଶ୍ୱାସ ମୂଳେ ଭଗବାନ - ...
    • 🙏ସେବ୍ୟ-ସେବକ ଭାବ(Sebya-...
    • ଅନ୍ତରରେ ଏହି ଜ୍ଞାନ ଆସିଗ...
    • ଭଗବାନ କଣ କରିପାରନ୍ତି ?🙏...
    • 'ଛ' ଟି 'ବ' --- ନିଶ୍ଚ...
    • ନୀତି-ନିୟମ 🙏ପ୍ରବାଚକ ହରି...
    • କାଉ ଓ କୋଇଲି.... ସଂସାରକ...
    • ---ଶ୍ରୀକୃଷ୍ଣଙ୍କ ନାମକରଣ...
    • 🙏ଜୀବର ଷଢ ବନ୍ଧୁ🙏ପ୍ରବାଚକ...
    🙏🙏🙏THANKS FOR WATCHING🙏🙏🙏
    Copyright Disclaimer: Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair use

КОМЕНТАРІ • 253

  • @soudaminimallick2064
    @soudaminimallick2064 3 роки тому +4

    100℅Right sir
    Very nice
    Jay Jagannath
    तुमे व माता च पिता तुमेव
    तुमेव बन्धुश्च शखा तुमेव
    तुमेव विद्दा द्रविणम् तुमेव
    तुमेव सर्व म् मम देव देव
    श्री कृष्ण गोविंद हरे मुरारी हे नाथ
    नारायण बासुदेव
    🙏🙏🙏🙏🙏🙏🙏🙏🙏

  • @sharatnayak5181
    @sharatnayak5181 2 роки тому +1

    Hariom prabhuji jay.gurudev jay.jagannath

    • @prabachakHariharpuri
      @prabachakHariharpuri  2 роки тому

      ମଙ୍ଗଳ କରନ୍ତୁ ଜଗନ୍ନାଥ ♥♥♥

  • @badalchampati493
    @badalchampati493 2 роки тому +1

    Jay sri rama ❤️🙏

  • @sabitaparida43
    @sabitaparida43 3 роки тому +2

    ବାଃ ବାଃ ଅତ୍ୟନ୍ତ ହୃଦୟସ୍ପର୍ଶୀ ତଥା ମନମୁଗ୍ଧକର ମୋ ଛୁଆ ଭାଇ ଙ୍କର ଏମିତି କଥା ମୃତ ଆଉ କିଏ କହିଵ। ଆରେ ଯିଏତ ଶୁଣିଵ ସେ ଗଜ ଭଳି ଉଦ୍ଧାର ହେଇଯିବ । ଏମିତି ଭାବମୟ ପ୍ରଭୁଙ୍କ ଦିବ୍ୟ କଥାମୃତ ଆଃ ସତରେ କେଡେ ସୁନ୍ଦର । ମୋ ଆଦରର ଗେହ୍ଲା ଭାଇଟିକୁ ପ୍ରଭୁ ସର୍ବଦା ସହାୟ ହୁଅନ୍ତୁ ।ଜୟ ଜଗନ୍ନାଥ ମହାପ୍ରଭୁ।

    • @prabachakHariharpuri
      @prabachakHariharpuri  3 роки тому

      ଏଇ ଦୁଇପଦ କଥା ସହିତ ଆପଣଙ୍କ ଆଶୀର୍ବାଦ ମୋ ମନରେ ଆହୁରି ଅଧିକ ଉତ୍ସାହ ଭରିଦେଲା ଅପା, ଧନ୍ୟବାଦ ସହ ନମସ୍କାର, ଜୟ ସୀତାରାମ 🙏🙏♥🙏🙏

  • @narayansahoo6950
    @narayansahoo6950 3 роки тому +1

    Jay jaga...Jay jaga....Jay jaga..

  • @charulata6741
    @charulata6741 3 роки тому +1

    Omm Namah Bhagabate Basudebay

  • @babulibarik5372
    @babulibarik5372 2 роки тому +1

    Mora koti koti pranama

  • @subhashreepatra175
    @subhashreepatra175 3 роки тому +1

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏🙏

    • @prabachakHariharpuri
      @prabachakHariharpuri  3 роки тому +1

      ବାସ, ଏତିକି, ହଉ ଠିକ ଅଛି ଶୁଭଶ୍ରୀ, ଭଗବାନ ମଙ୍ଗଳ କରନ୍ତୁ, ଜୟ ଜଗନ୍ନାଥ

  • @purnnachprustyprusty9641
    @purnnachprustyprusty9641 3 роки тому +1

    Bahut sundar prasang.. Jay Jagannath.

    • @prabachakHariharpuri
      @prabachakHariharpuri  3 роки тому

      ଧନ୍ୟବାଦ, ଜୟ ଶ୍ରୀକୃଷ୍ଣ 🙏🙏♥🙏🙏

  • @soudaminiparida6137
    @soudaminiparida6137 2 роки тому +1

    Jagannathnku. Kori 2 pranam🙏🏻🙏🏻🙏🏻🙏🏻

  • @janakiprava5440
    @janakiprava5440 3 роки тому +1

    Jay shree krishnaa. Sampade sarbe sakhaa bipade nadianti dekha. A dunia swartha para.eka sehi lilamaya hi kebalam.

    • @prabachakHariharpuri
      @prabachakHariharpuri  3 роки тому

      ଏକଦମ ଠିକ କଥା ମ୍ୟାଡ଼ାମ, ଜୟ ଜଗନ୍ନାଥ

  • @sukantkumarsethy1507
    @sukantkumarsethy1507 2 роки тому +1

    Jay Jagannath jay mahaprabhu 🙏🙏🙏🙏🙏🙏

  • @rosalinmohapatra6822
    @rosalinmohapatra6822 3 роки тому +1

    baa,bahut valalagila guruji

  • @gangster4812
    @gangster4812 3 роки тому +2

    ଜୟ ଜଗନ୍ନାଥ 🙏🙏 ପଣ୍ଡିତେ କେତେ ସୁନ୍ଦର ଭାବରେ ବୁଝାଇଛନ୍ତି ।ଏହି ମିଠା ମିଠା ଗୀତ କଥା କହି ମନ ସନ୍ତୋଷ କରିଦେଲେ। ଆପଣଙ୍କ ଏହି ଦିବ୍ୟବାଣୀକୁ ବାରମ୍ବାର ଶୁଣୁଛୁ ଭାରି ଖୁସି ଲାଗୁଚି ଆଉ ଆନନ୍ଦ ବି ସତରେ ପ୍ରଭୁଙ୍କ ଛଡା ଦୁନିଆରେ କେହି ନାହିଁ। ଆପଣଙ୍କ ସୁନ୍ଦର୍ ଆଲୋଚନା ପାଇଁ ହୃଦୟରୁ ସତକୋଟି ପ୍ରଣାମ 🙏🙏 ଜୟ ଶ୍ରୀ ହରି 😁 ହରି 😁😁

    • @prabachakHariharpuri
      @prabachakHariharpuri  3 роки тому

      🙏ଆପଣ ତ ଆମ vdo ର ନିୟମିତ ଶ୍ରୋତା, ପୁଣି ଜଣେ ଅନୁଭବୀ ଆଉ ଜ୍ଞାନୀ ଭକ୍ତ ମଧ୍ୟ l ଆପଣଙ୍କୁ ଭଲ ଲାଗୁଛି ମାନେ ମୋ ମନ ଅତ୍ୟନ୍ତ ଖୁସି ଆରତୀ ମ୍ୟାଡ଼ାମ, ଧନ୍ୟବାଦ ସହ ଜୟ ସୀତାରାମ 🙏🙏♥🙏♥

  • @prasannaacharya2597
    @prasannaacharya2597 3 роки тому +1

    Jay srikrushna

  • @prasantakumar5894
    @prasantakumar5894 3 роки тому +1

    Bhaja satya naryan abhiram
    Japa hare krushna hare ram

    • @prabachakHariharpuri
      @prabachakHariharpuri  3 роки тому

      ଜୟ ଅଭିନ ସୁନ୍ଦର 🙏🏿🙏🏿♥🙏🏿🙏🏿

  • @sushreescreativity7816
    @sushreescreativity7816 3 роки тому +7

    ସମସ୍ତେ କହିବେ ଆମେ ତୁମ ପଛରେ ଅଛୁ କିନ୍ତୁ ବିପଦ ପଡିଲେ କେହିନଥିବେ।କେବଳ ଭଗବାନ ହିଁ ସାଥିରେ ରହିବେ। ଆମେ ନିଜେ ଅନୁଭବ 🥺🥺 କରିଛୁ 🙏🙏। ବହୁତ୍ ସୁନ୍ଦର୍ ଭାବେ ବୁଝାଇଲେ ଆପଣ🙏🙏😊😊🤲🤲।

    • @prabachakHariharpuri
      @prabachakHariharpuri  3 роки тому +6

      ସମ୍ପୂର୍ଣ ଶୁଣି ତାକୁ ଅନୁଭବ କରି ସ୍ଵିକlରୋକ୍ତି ପ୍ରଦାନ କରିଥିବାରୁ ହୃଦୟରୁ ଧନ୍ୟବାଦ ସହ ଜୟ ଜଗନ୍ନାଥ 🙏🙏♥🙏🙏

    • @sushreescreativity7816
      @sushreescreativity7816 3 роки тому +5

      ଭଗବାନ ଙ୍କ ବିଷୟରେ ଅନେକ ନୂଆ ନୂଆ କଥା ଶୁଣିବାକୁ ମିଳୁଛି ଯାହାକି ଆମ ପାଠରେ ନାହିଁ🥺🥺 ବହୁତ୍ କିଛି ଶିଖବାପାଇଁ ମିଳୁଛି ଯାହାକି ଆମକୁ ଆଗକୁ ବହୁତ ସାହାଯ୍ୟ କରିବ।thank you forever 😍🙏🙏🙏

    • @prabachakHariharpuri
      @prabachakHariharpuri  3 роки тому +1

      ଧନ୍ୟବାଦ

  • @suryakantabehera4936
    @suryakantabehera4936 3 роки тому +2

    Toch my hart jay jaganatha

  • @_Chinmaya_
    @_Chinmaya_ 3 роки тому +3

    ଅତି ସୁନ୍ଦର କଥା ଆଜ୍ଞା
    ଜୟ ଜଗନ୍ନାଥ 🙏🙏🙏

    • @prabachakHariharpuri
      @prabachakHariharpuri  3 роки тому

      ଧନ୍ୟବାଦ ଚିନ୍ମୟ ବାବୁ, ଜୟ ଜଗନ୍ନାଥ

  • @tjtinkutjallrounderboyzzz7846
    @tjtinkutjallrounderboyzzz7846 Рік тому +1

    Jay Jagannath karuruna nidhan Swami

  • @pandabdhal3671
    @pandabdhal3671 3 роки тому +1

    Jay Jagannath .Bandhu

    • @prabachakHariharpuri
      @prabachakHariharpuri  3 роки тому

      ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏♥🙏🙏

  • @pinkisubham9995
    @pinkisubham9995 3 роки тому +7

    ଜୟ ଜଗନ୍ନାଥ ଆଜ୍ଞା🙏ପ୍ରଣାମ, ଗଜଉଦ୍ଧାର ପ୍ରସଙ୍ଗ ଯେତେଥର ଶୁଣିଲେ ମଧ୍ଯ ପୁଣି ଥରେ ଶୁଣିବାକୁ ଇଚ୍ଛା ହୁଏ। ଆପଣଙ୍କ କଣ୍ଠରୁ ତୋ ଅମୃତ ନିର୍ଗତ ହୁଏ, ପ୍ରତେକ ଗୀତଗୁଡ଼ିକ ଶୁଣି ପ୍ରଭୁଙ୍କର ନିକଟର ହେବା ଭଳି ଅନୁଭବ ହେଉଛି। ଆପଣ ଏମିତି ଶିକ୍ଷଣୀୟ ବିଷୟ ଉପସ୍ଥାପନା କରୁଥାନ୍ତୁ, ଧନ୍ୟବାଦ ଆଜ୍ଞା ।ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 👌👌👌👌👌👌👌🙏🙏🙏🙏👌👌👌

    • @prabachakHariharpuri
      @prabachakHariharpuri  3 роки тому +2

      ଧନ୍ୟବାଦ ଦେବାକୁ ଭାଷା ପାଉନି ପିଙ୍କି ମ୍ୟାଡ଼ାମ 🙏🙏♥🙏🙏

    • @Jagannathdrasan
      @Jagannathdrasan 3 роки тому

      ❤️

    • @prabachakHariharpuri
      @prabachakHariharpuri  3 роки тому

      ଜୟ ଜଗନ୍ନାଥ, ଧନ୍ୟବାଦ

  • @manasranjansahoo4502
    @manasranjansahoo4502 3 роки тому +1

    କେଡ଼େ ସୁନ୍ଦର ହ୍ରୁଦୟସ୍ପର୍ଶୀ ଦିବ୍ୟବାଣୀ ମୋ ମହାପ୍ରଭୁଙ୍କର ଗୁଣ କୀର୍ତ୍ତନ

    • @prabachakHariharpuri
      @prabachakHariharpuri  3 роки тому +1

      ଧନ୍ୟବାଦ, ଜୟ ଜୟ ଜଗନ୍ନାଥ 🙏🙏♥🙏🙏

  • @pabitrakumardash1620
    @pabitrakumardash1620 3 роки тому +1

    Jay Jagannath
    Dibya Alochana.
    Ananda Lagila.

    • @prabachakHariharpuri
      @prabachakHariharpuri  3 роки тому

      ଧନ୍ୟବାଦ ପବିତ୍ର ବାବୁ, ଜୟ ସୀତାରାମ

  • @saanvirout930
    @saanvirout930 3 роки тому +1

    Baba pranam vaut sundar haichi

    • @prabachakHariharpuri
      @prabachakHariharpuri  3 роки тому

      କଲ୍ୟାଣ ହେଉ, ଧନ୍ୟବାଦ ସହ ଜୟ ଜଗନ୍ନାଥ

  • @Nirupama-f8d
    @Nirupama-f8d Місяць тому +2

    Sir 🙏 Aapanan ka bujhaeba ate sundar no word, Sir Manisha sabu Jani a sansara ku, byakti ,bastu ku ate val paye kahinki Satare kn bipada re samaste hata chhadidebe?I can't believe this? Manisha nka bhitare kn vagawan nka sworup re kehi nahanti
    Very attractive presentation
    🙏🙏🙏🙏🙏

    • @prabachakHariharpuri
      @prabachakHariharpuri  Місяць тому

      ଅଛନ୍ତି କିନ୍ତୁ powerlees l ଯେମିତି ସୂର୍ଯ୍ୟଙ୍କୁ କଳା ବାଦଲ ଖଣ୍ଡେ ଢାଙ୍କି ଦେଉଛି, ଶକ୍ତିଶାଳୀ ସୂର୍ଯ୍ୟଙ୍କର ଆଲୋକ ପାଇବାକୁ ଆମେ ଅସମର୍ଥ l ଠିକ ସେମିତି ଆମ ଆଜ୍ଞାନ ଅନ୍ଧକାର ରୂପୀ କଳା ବାଦଲ ଆମ ଭିତରେ ଥିବା ଆତ୍ମା ରୂପୀ ସୂର୍ଯ୍ୟଙ୍କୁ ଏମିତି ଢାଙ୍କିଛି ଯେ ଆମେ ତାଙ୍କ ବିନା ତେଜରେ ଆଜି ଅମଣିଷ l ଜୟ ଜଗନ୍ନାଥ 🙏🙏🙏

    • @SaratKumar-ce7io
      @SaratKumar-ce7io Місяць тому

      , nice reply 🙏🙏🙏👍👍

    • @Nirupama-f8d
      @Nirupama-f8d Місяць тому

      1/2 bujhili Sir🙏🙏Mora ate Gyan nhi aapan nka bhasa bujhibi🙏🙏🙏🙏

  • @chandkartik1970
    @chandkartik1970 2 роки тому +1

    Jay Jagannath apana ama jaypur ganku asiki loka mankar mana kini neichhathi sir Jay shree Ram

  • @subhadrabehera6374
    @subhadrabehera6374 3 роки тому +1

    Jay jagannath Swami nayana patha gami ki sundar barta angya bhagban apananku bhalare rakhithantu

    • @prabachakHariharpuri
      @prabachakHariharpuri  3 роки тому

      ଧନ୍ୟବାଦ, ଆପଣଙ୍କୁ ବି ହନୁମାନ ଜୀ ସୁଖୀ ରଖନ୍ତୁ 🙏♥🙏

  • @asitrout7659
    @asitrout7659 Рік тому +1

    🙏🙏🌹ପ୍ରଣାମ. ଜୟ ଜଗନ୍ନାଥ

  • @snehalatadash2425
    @snehalatadash2425 3 роки тому +2

    👌👌👌♥️ବହୁତ୍ ସୁନ୍ଦର କଥା,,ତୁମ କଥା ଗୀତ ସବୁ ସୁନ୍ଦର୍,,ଜୟ ଜଗନ୍ନାଥ

  • @badalkumarsethy4222
    @badalkumarsethy4222 3 роки тому +5

    କାଳ ଡାକୁଛିରେ କିଏବା ପାରିବ ରଖି
    ହେଉ ସିଏ ପୁତ୍ର ହେଉ କିବା ଦାରା
    ହୁଅନ୍ତୁ ବନ୍ଧୁ ସହୋଦର
    ରଖିପାରିବେନି କେହି
    ଦେବେରେ ସବୁ ଦୁରେଇ
    ପ୍ରଭୁ ନାମ ନେଏ
    ଆଉ କିଛି ଲୋଡ଼ା ନାହିଁ
    ଅନନ୍ତ ହାତରେ ଧରି ପକାଇବେ
    ବୈକୁଣ୍ଠରେ ଦେବେ ଥୋଇ
    ପ୍ରଭୁ ଆସିଯିବେ ସବୁ ହୋଇଯିବେ ସାକ୍ଷୀ

    • @prabachakHariharpuri
      @prabachakHariharpuri  3 роки тому

      ବହୁତ ଅନୁଭବୀ ଜ୍ଞାନୀ ଆପଣ ବାଦଲ ଜୀ

  • @saraswatidas7719
    @saraswatidas7719 2 роки тому +3

    Jay Jagannath

  • @pratapsethi4401
    @pratapsethi4401 3 роки тому +1

    ⚘Jay Jay Jagannath ⚘

  • @janakiprava5440
    @janakiprava5440 3 роки тому +1

    Jayjagannath..vagabat bani bahut sundar. Namaste bhaina.

    • @prabachakHariharpuri
      @prabachakHariharpuri  3 роки тому

      ଧନ୍ୟବାଦ ଜୀନା ମ୍ୟାଡ଼ାମ 🙏🙏♥🙏🙏

  • @subashpradhan7435
    @subashpradhan7435 3 роки тому +1

    Kede sundar bani jete sunile bi man bujheni , rakhile rakh jagannath au nahin rakhanta tume nrakhile vasili suni hua achinta, he dukha hari he chakradhari mote sansar rupi kumbhir kabalru udhhar karntu mora atiki guhari , bhaina apanku bi mora asesa dhanyabad avali piyusa rasku aswadn karibaku deithibaru.🙏

    • @prabachakHariharpuri
      @prabachakHariharpuri  3 роки тому

      ଅଶେଷ ଧନ୍ୟବାଦ ହୃଦୟରୁ 🙏🙏♥🙏🙏

  • @odishamusicmaster3230
    @odishamusicmaster3230 3 роки тому +1

    Jay jagannath
    Korana time re ahi pari prabhu nka bani sunauthantu
    Jay jagannath mahaprabhu

    • @prabachakHariharpuri
      @prabachakHariharpuri  3 роки тому +1

      ନିଶ୍ଚୟ, ଧନ୍ୟବାଦ, ସହଯୋଗ ଏମିତି କରନ୍ତୁ ଆପଣ, ଜୟ ଜଗନ୍ନାଥ

  • @hemantkumar743
    @hemantkumar743 3 роки тому +1

    Apananka katha ra tulana nahi sir.jay jagannath 🙏🙏♥️🙏🙏

    • @prabachakHariharpuri
      @prabachakHariharpuri  3 роки тому

      ଅନ୍ତରରୁ ଧନ୍ୟବାଦ ସହ ଜୟ ଜଗନ୍ନାଥ 🙏🙏♥🙏🙏

  • @chinmayakar9421
    @chinmayakar9421 3 роки тому +4

    ବହୁତ ସୁନ୍ଦର ପ୍ରସଙ୍ଗ ସୁନ୍ଦର ଗଜ କୁମ୍ଭୀର କଥା ମ୍ବୃତ ଜୟ ଜଗନ୍ନାଥ ଶାର 🙏🙏🙏🙏

  • @suchismitasahoo431
    @suchismitasahoo431 2 роки тому +1

    Jay Jagannath swami

  • @sushilmuduli7009
    @sushilmuduli7009 3 роки тому +1

    Jai jagannath

  • @rajeevkumarjena3530
    @rajeevkumarjena3530 3 роки тому +1

    Jay jaganath pravu 🙏

  • @jyotipravapattanaik7757
    @jyotipravapattanaik7757 3 роки тому +2

    Samaste januchhanti kintu maya ru bahariba kasta Jay jagannath🙏🙏

    • @prabachakHariharpuri
      @prabachakHariharpuri  3 роки тому

      ଟିକେ ସଚେତନ ହେଇ ଈଶ୍ୱରଙ୍କ ଚରଣରେ ସମର୍ପଣ ହିଁ ସାର 🙏🙏♥🙏🙏

  • @dipa2129
    @dipa2129 3 роки тому +3

    Jay Jagannath 🙏🙏🙏
    Beautiful vdo

  • @bhaktidhara1869
    @bhaktidhara1869 2 роки тому +1

    Sundar bichaar

  • @basudevswain2230
    @basudevswain2230 3 роки тому +1

    Jay Jagannath 🙏🙏🙏
    Baba pranam🙏
    ATI sundar video
    Beautiful 👍

    • @prabachakHariharpuri
      @prabachakHariharpuri  3 роки тому

      ଧନ୍ୟବାଦ, ସଦା ସୁଖୀ ରଖନ୍ତୁ ଜଗନ୍ନାଥ 🙏🙏♥🙏🙏

  • @Study-with-surbhi
    @Study-with-surbhi 3 роки тому +1

    Jay jagarnnath

  • @sudarsansahoo2212
    @sudarsansahoo2212 3 роки тому +1

    Sir Jay jagannath

  • @jhunuchhotaraya5700
    @jhunuchhotaraya5700 3 роки тому +1

    ଜୟ ଜଗନ୍ନାଥ🙏🙏🙏
    ଅତି ସୁନ୍ଦର ହୃଦୟସ୍ପର୍ଶୀ video

    • @prabachakHariharpuri
      @prabachakHariharpuri  3 роки тому

      ଧନ୍ୟବାଦ ହୃଦୟରୁ 🙏🙏♥🙏🙏ଜୟ ଶ୍ରୀକୃଷ୍ଣ

  • @ଆମସଂସ୍କୃତିରକଥା

    ସଂସାର ଓ ଇଶ୍ୱର ଙ୍କ ମଧ୍ୟ ରେ ଥିବା ଦର୍ଶନ ଅତି ଦିବ୍ୟ 🙏🙏🙏🙏🙏🙏🙏🙏

  • @subratkumarsahoo577
    @subratkumarsahoo577 3 роки тому +1

    Superb Guruji 🙏🙏🙏🙏

    • @prabachakHariharpuri
      @prabachakHariharpuri  3 роки тому +1

      ଧନ୍ୟବାଦ କମେଣ୍ଟ ପାଇଁ ସୁବ୍ରତ ବାବୁ, ଜୟ ସୀତାରାମ

    • @subratkumarsahoo577
      @subratkumarsahoo577 3 роки тому

      🙏🙏 Sitaram sir

  • @sarojkuparida4694
    @sarojkuparida4694 3 роки тому +1

    Sir apanaka charana bindray 🙏🙏

  • @jagannathnkakruparuprachi3559
    @jagannathnkakruparuprachi3559 3 роки тому +1

    Sir 🙋🙏🧘

  • @subhashreekar2901
    @subhashreekar2901 3 роки тому +2

    ସଂସାର ର ଗୋଟିଏ ସତ୍ୟ ଯେ कोई किसिके लिए नहीं मरता । ଏହା ଆପଣ ବେଶ୍ ସୁନ୍ଦର ଏବଂ ସାବଲୀଳ ଭାଷା ରେ ବୁଝେଇଦେଲେ,ସେଇଥି ପାଇଁ ବୋଧେ କୁହାଯାଏ ବ୍ରହ୍ମମ୍ ସତ୍ୟ ଜଗତ୍ ମିଥ୍ୟା,ସାଂସାରିକ ବ୍ୟକ୍ତି ଯାହାକୁ ନିଜର ଜ୍ଞାନ କରେ ସେ ଏତେ ଶୀଘ୍ର ନିଜ ରଙ୍ଗ ପରିବର୍ତ୍ତନ କରନ୍ତି,ସତରେ गिरगिट fail ହେଇଯିବ ।ସେଇଥି ପାଇଁ ବୋଧେ ଜ୍ଞାନୀ ସମାଜ କୁହନ୍ତି "ସବୁ ବନ୍ଧୁ ପଛକେ କଟି ଯାଉ ମୋର ଲୋ ତା ସାଥୀରେ ଥାଉ ଭାବ " ସେ ହିଁ ପ୍ରକୃତ ବନ୍ଧୁ ଯେ ଇହ ପର କାଳ ର ଭରଷା

    • @prabachakHariharpuri
      @prabachakHariharpuri  3 роки тому +1

      ବାଃ.... ସୁନ୍ଦର ବିଶ୍ଳେଷଣ ଆପଣ କଲେ, ଜୟ ଜଗନ୍ନାଥ

  • @brajakishorbehera1756
    @brajakishorbehera1756 3 роки тому +1

    ସୁନ୍ଦର ବର୍ଣନା

  • @pritirekhasahoo7804
    @pritirekhasahoo7804 3 роки тому +4

    ଚଉଦିଗେ କଳାମେଘ ଆସେ ଘୋଟିକି ।ଉଦ୍ଧାର କରହେ କୁଳେ ପ୍ରଭୁନାମ ନେଇକି ।।ଗଜଡାକ ଦେଲାପୁଣି ଥାଇ ଘୋର ଜଳେଣ ।ଚକ୍ରପେଷି ନକ୍ରନାଶି ଉଦ୍ଧାରିଲେ ଆପଣ ।।ଆହେ ନୀଳଶଇଳ ପ୍ରବଳ ମତ ବାରଣ ପ୍ରବଳ ମତ ବାରଣ ଆହେ ନୀଳ ଶଇଳ ।। ଜୟ ଜଗନ୍ନାଥ

  • @damodarjaysingh6311
    @damodarjaysingh6311 Рік тому +1

    Jay Jagannath paramdham

  • @piratestofan27
    @piratestofan27 3 роки тому +1

    Jay sitaram

  • @manasranjansahoo4502
    @manasranjansahoo4502 3 роки тому +1

    ଜୟ ଜଗନ୍ନାଥ ସ୍ୱାମୀ🙏🙏🙏

  • @soudaminiparida6137
    @soudaminiparida6137 2 роки тому +1

    Pra bchanku asess dhsnyabad.🙏🏻🙏🏻

  • @nundul2342
    @nundul2342 3 роки тому +3

    Jay Jagannath 🙏🙏

  • @jyotio7128
    @jyotio7128 3 роки тому +1

    Jay jagannath☺☺☺

  • @KrishnaDas-hg8xp
    @KrishnaDas-hg8xp 3 роки тому +1

    ଜୟ ସୀତା ରାମ 🙏

  • @pujamaharana440
    @pujamaharana440 3 роки тому +1

    Jay jagannath 👌👌👌👌🙏🙏🙏🙏👌🌹🌹

  • @badalkumarsethy4222
    @badalkumarsethy4222 3 роки тому +2

    ଜୟ ଜଗନ୍ନାଥ ମହାପ୍ରଭୁ

  • @pravatkumarbaral5245
    @pravatkumarbaral5245 3 роки тому +1

    Jay Jagannath swami 🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @sudarsansahoo2212
    @sudarsansahoo2212 3 роки тому +1

    Sir super

    • @prabachakHariharpuri
      @prabachakHariharpuri  3 роки тому

      ଧନ୍ୟବାଦ ସୁଦର୍ଶନ ବାବୁ 🙏♥♥

  • @AnantaramKhutula
    @AnantaramKhutula 2 роки тому +1

    ଜୟ ଜଗନ୍ନାଥ 🙏🙏🙏🙏🙏

  • @raja9754
    @raja9754 3 роки тому +1

    Bahut badhiya bhaina..jay jagannath..kmty achhnti

    • @prabachakHariharpuri
      @prabachakHariharpuri  3 роки тому

      ଧନ୍ୟବାଦ ରାଜା ବାବୂ, ଜୟ ଜଗନ୍ନାଥ 🙏🙏♥🙏🙏

  • @nudul4571
    @nudul4571 3 роки тому +1

    Beautiful vdo

  • @sarthakpati5691
    @sarthakpati5691 2 роки тому +1

    Sir pranam

  • @Jagannathdrasan
    @Jagannathdrasan 3 роки тому +3

    ଜୟ ଜଗନ୍ନାଥ 🙏❤️🙏

  • @PrakashCreation21
    @PrakashCreation21 3 роки тому +1

    Jai jagannath 🙏🙏.ati sundara🙏🙏

  • @subhamparida1852
    @subhamparida1852 2 роки тому +1

    Nice

  • @SaratKumar-ce7io
    @SaratKumar-ce7io Місяць тому +2

    Ahi parana biki deichhi tote mohari ----------Sir Aapan nka vaba vakti Vara presentation manare vakti vabana srusti karuchhi aapan nka pita maata nku koti pranam Aam paain aapan nka Vali ratna tiye deichhanti
    🙏🙏🙏🙏🙏🙏🙏🙏🙏🙏

    • @prabachakHariharpuri
      @prabachakHariharpuri  Місяць тому

      ମୁଁ କଣ ଲେଖିବି କିଛି ଶବ୍ଦ ନପାଇ ପରାସ୍ତ l ଖାଲି ଏତିକି କହିବି ଆପଣଙ୍କ ହୃଦୟଟି ପୁରା ସ୍ଵଛ ଆଉ ନିର୍ମଳ l ଜେଜେ ଜଗନ୍ନାଥ 🙏🙏♥🙏🙏

    • @SaratKumar-ce7io
      @SaratKumar-ce7io Місяць тому

      Sir 🙏aapan kebe kaha pakhare kounasi thire parasta hoe paribeni , Karana aapan mo Sir🙏🙏🙏 proud of Odisha 🙏🙏🙏🙏 namrati phalinah brukya🙏🙏🙏

  • @sridharsahoo7129
    @sridharsahoo7129 3 роки тому +2

    Jay jagannath 🙏🙏🙏❤️❤️🙏🙏

  • @instituteofphysics5125
    @instituteofphysics5125 3 роки тому +1

    ବହୁତ ସୁନ୍ଦର ଲାଗିଲା ବଡ଼ ଭାଇ......

    • @prabachakHariharpuri
      @prabachakHariharpuri  3 роки тому

      ଧନ୍ୟବାଦ ସହ ଜୟ ଜଗନ୍ନାଥ 🙏🏿🙏🏿♥🙏🏿🙏🏿

  • @jyotsnamayeedas7100
    @jyotsnamayeedas7100 3 роки тому +1

    ସଂସାରେ ରହି ଠିକ୍ କର୍ମ କରିବାକୁ ଚେଷ୍ଟା କରି ଠାକୁର ଙ୍କୁ ଡ଼ାକିଲେ ସାରୁ ପତ୍ର ରେ ପାଣି ନ ଲଗିଲା ଭଲି ସଂସାର ମୋହ ରେ ମଣିଷ କେବେହେଲେ ପଡିବ ନାହିଁ.ଅନ୍ୟ କୁ ଦୋଷ ଦେବା ଅପେକ୍ଷା ନିଜ ଉପରେ ପ୍ରୟୋଗ କରି ଦେଖିବା ଉଚିତ୍.ଜୟ ଜଗନ୍ନାଥ 🙏🙏

  • @bijayritikeshr0utrout761
    @bijayritikeshr0utrout761 3 роки тому

    Jai Jagannath

  • @chin2985
    @chin2985 3 роки тому +1

    🙏🏻🙏🏻🙏🏻

  • @babulkumarsahoo9179
    @babulkumarsahoo9179 5 місяців тому

    Radhe Radhe

  • @swetapadma2055
    @swetapadma2055 3 роки тому +1

    🙏🙏🙏🙏

  • @odishamusicmaster3230
    @odishamusicmaster3230 3 роки тому +1

    🙏🙏🙏🙏🙏

  • @shrabanichand3569
    @shrabanichand3569 2 роки тому +1

    Apana ama ganku asiki samastnka manaku chhuijaichi guruji amiti Jaipur ganku asuthathu guruji Jay jagannath

    • @prabachakHariharpuri
      @prabachakHariharpuri  2 роки тому

      ମୋତେ ଆପଣଙ୍କ ଗାଁ ବହୁତ ଭଲ ଲାଗେ, ପୁରା ନିଜ ଗାଁ ଭଳି l ଆପଣଙ୍କ କଥା ଶୁଣି ବହୁତ ଖୁସି ଲାଗିଲା, ଧନ୍ୟବାଦ, ଜୟ ଜଗନ୍ନାଥ

  • @surendraprasaddas3268
    @surendraprasaddas3268 3 роки тому +1

    ଜ୍ଙ

  • @Jagannathdrasan
    @Jagannathdrasan 3 роки тому +1

    ଜୟ ଶ୍ରୀ ରାମ

  • @manikabehera4022
    @manikabehera4022 3 роки тому +1

    Vai 🙏🙏. Satare ama sanasara seia. Hei sansar re kehi nijara nuhe. Aka mo gurudeba nijara. 😭😭

  • @abantibehera4528
    @abantibehera4528 2 роки тому +1

    Namaste. Hara parbati bibaha apananka kantharu sunibaku bhalalage

  • @rosalinmohapatra6822
    @rosalinmohapatra6822 3 роки тому +1

    ete valaguchije vasa nai kahibaku ,pranam guruji

    • @prabachakHariharpuri
      @prabachakHariharpuri  3 роки тому

      ଧନ୍ୟବାଦ, ସୁଖୀ ରଖନ୍ତୁ ଜଗନ୍ନାଥ

  • @Jagannathdrasan
    @Jagannathdrasan 3 роки тому +1

    🙏❤️❤️🙏

  • @PriyanshaMohanty-hr5wi
    @PriyanshaMohanty-hr5wi 3 місяці тому

    Ei upakhana ti parsnaly mote bahut bhala lage. satare e duniya ta swarthre gadha.jemiti ice cream ru cream taka sosi nela pare stike ta ame phopadi dau thic semiti ama too swartha sarigale amaku bi ice cream stike bhali phopadi dianti.
    Tenu
    Bhai bola,bandhu bola sampadar sathi, jeeba jibajibabele eka godinda Sarathi 😁😁😁😁😁🙏 🙏🙏💓

    • @prabachakHariharpuri
      @prabachakHariharpuri  3 місяці тому

      ଆରେ ବାଃ... ଅତି ସୁନ୍ଦର ଉଦାହରଣ 👌👌👌

    • @PriyanshaMohanty-hr5wi
      @PriyanshaMohanty-hr5wi 3 місяці тому

      Thank you so much sir 😁😂🙏💓❤️🙏

  • @user-patra3pr9y
    @user-patra3pr9y 3 роки тому +1

    ବନ୍ଧୁ ଖୋଜି ବାକୁ ଗଲି ନିଖିଳ ଜଗତରେ,
    ତୋର ପରି ବନ୍ଧୁ ଟିଏ ନ ମିଳିଲା ମୋତେ
    ପ୍ରଣାମ ପଣ୍ଡିତ ଜି,ଆପଣଙ୍କ କଣ୍ଠର ଲାଳିତ୍ୟ ବିମୁଗ୍ଧ କରିଦେଇଛି। ମାୟାରେ ଆବୃତ ମଣିଷଟିର ଚିନ୍ତା ଚେତନାରେ ଇଶ୍ଵରଙ୍କ ପ୍ରତି ଭକ୍ତିର ମଞି ବୁଣି ଆପଣ ଯେଉଁ ବିଶ୍ୱାସର ଗଛ କଅଁଳାଇଛନ୍ତି ତାହା ଅବର୍ଣ୍ଣନୀୟ।ବାରମ୍ବାର ପ୍ରଣାମ କରୁଛି ଆପଣଙ୍କୁ ।🙏🙏🙏🙏🙏🙏🙏🙏

    • @prabachakHariharpuri
      @prabachakHariharpuri  3 роки тому +3

      ଆପଣଙ୍କ ଭାବପୂର୍ଣ୍ଣ ତାତ୍ୱିକ ଭାଷାକୋଷ ବି ପ୍ରେରଣାର ମଞ୍ଜି, ଯାହା ଉତ୍ସାହିତ କରିବାରେ ମୁଖ୍ୟ ସହାୟ ମୀରା ମ୍ୟାଡ଼ାମ, ଧନ୍ୟବାଦ ସହ ଜୟ ଶ୍ରୀକୃଷ୍ଣ 🙏🙏♥🙏🙏

    • @ramayankatha4045
      @ramayankatha4045 3 роки тому

      ଜୟ ଜଗନ୍ନାଥ🙏🙏🙏🙏🙏

    • @prabachakHariharpuri
      @prabachakHariharpuri  3 роки тому

      ଧନ୍ୟବାଦ

  • @jitendrakumarparida2491
    @jitendrakumarparida2491 3 роки тому

    ଜୟ ଜଗନ୍ନାଥ 🙏🙏🙏

  • @ramayankatha4045
    @ramayankatha4045 3 роки тому +2

    ଭାଇ ମୋ ମନ କିଣି ନେଲ ପଦେ ପଦେ କଥା ରେ ଭାବବିହ୍ୱଳ କରିଦେଲ ଭଗବାନଙ୍କ ଆଶୀର୍ବାଦ ତମ ଉପରେ ସେମିତି ଥାଉ
    🙏🙏🙏ଜୟ ଜଗନ୍ନାଥ🙏🙏🙏

    • @prabachakHariharpuri
      @prabachakHariharpuri  3 роки тому

      ଧନ୍ୟବାଦ, ଆପଣଙ୍କ ଭଲ ପାଇବା ଏମିତି ଥାଉ ମୋ ଉପରେ, ଜୟ ଜୟ ଜଗନ୍ନାଥ 🙏🙏♥🙏🙏

    • @sarojkuparida4694
      @sarojkuparida4694 3 роки тому

      Mo guru

  • @hiranyabehera7288
    @hiranyabehera7288 3 роки тому

    A program Ghana babunka chhata upare heithila mu mrudanga bajauthili angya mojibana dhanya heigala Jay jagannath

    • @prabachakHariharpuri
      @prabachakHariharpuri  3 роки тому

      ଠିକ କଥା ଆପଣ କହିଛନ୍ତି, ଇଏ ଆପଣଙ୍କ ମୃଦଙ୍ଗ ଧ୍ଵନି ହିରୋ ♥♥♥ଜୟ ଜଗନ୍ନାଥ

  • @sarthakpati5691
    @sarthakpati5691 2 роки тому

    Apanaka mane achi Apana chasapada asithile.

  • @nareshbarik8501
    @nareshbarik8501 2 роки тому

    Hari babu tuna pur prabachan chhada

  • @pritirekhasahoo8595
    @pritirekhasahoo8595 2 роки тому

    Apananka prabachanare kana pabitra sange sange akhire video camera ankiheijauchi jagannath mahaprabhu apananku kotie ausa diantu apana a duniaku digdarsankarantu

    • @prabachakHariharpuri
      @prabachakHariharpuri  2 роки тому

      ଆପଣଙ୍କୁ ପ୍ରଣାମ ଜଣାଉଛି 🙏🙏🙏ଜୟ ଜଗନ୍ନାଥ

  • @sushreescreativity7816
    @sushreescreativity7816 2 роки тому

    ଆଜ୍ଞା next ଭିଡିଓ କେବେ ଆସିବ🙏🙏

  • @song7644
    @song7644 2 роки тому

    A pathabhrasta samajaku dig darsan deba pai aapan ekanta jogya।mote lage nije bhagaban nararup dharan kari byasa aasana re basi prabachan deuchhanti।

  • @sabitamishra3678
    @sabitamishra3678 3 роки тому

    Sound is not good

    • @prabachakHariharpuri
      @prabachakHariharpuri  3 роки тому

      ଆଜ୍ଞା, ଠିକ କଥା, ସେଦିନର ରେକର୍ଡ଼ିଂ ଭଲ ନଥିଲା,ଏବେ କିନ୍ତୁ ତା ଉପରେ ଗୁରୁତ୍ୱ ଦିଆଯାଉଛି ଧନ୍ୟବାଦ, ଜୟ ଜଗନ୍ନାଥ 🙏🙏🙏