Odisha CM : ମୋହନଙ୍କ ନୂଆ ଯୋଜନା ଆଜିଠୁ ଆରମ୍ଭ ହେବ... | Odisha CM Mohan Charan Majhi | Odia News

Поділитися
Вставка
  • Опубліковано 27 січ 2025

КОМЕНТАРІ • 9

  • @prafulasingh2267
    @prafulasingh2267 13 днів тому +3

    Congratulations
    CM Mohan ch. Majhi
    ଭିନ୍ନକ୍ଷମ ଓ ୮୦ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ୩୫୦୦/ ଟଙ୍କା ଭତ୍ତା ପ୍ରଦାନ କରିବା ପାଇଁ ଘୋଷଣା କରିଥିବାରୁ ବହୁତ ବହୁତ ଧନ୍ୟବାଦ ।
    ମାତ୍ର ୬୦ ବର୍ଷରୁ ଅଧିକ ୮୦ ବର୍ଷରୁ କମ ବରିଷ୍ଠ ହିତାଧିକାରୀ ଲୋକଙ୍କୁ ୩୦୦୦/= ଟଙ୍କା ଭତ୍ତା ଦେବାକୁ ସଂକଳ୍ପ ପତ୍ରରେ ପ୍ରଚାର କରାଯାଇଥିଲା ସେହି ହିତାଧିକାରୀ ମାନଙ୍କୁ କେବେ ମିଳିବ ?

  • @PrasannaPadhan-zk5ns
    @PrasannaPadhan-zk5ns 13 днів тому +3

    ବର୍ନ୍ଧିତ ଭତ୍ତା ବୃଦ୍ଧି ସ୍ବାଗତ କିନ୍ତୁ ପ୍ରତ୍ୟେକ 60 ବର୍ଷ ଉର୍ଦ୍ଧ୍ ରେ ହୋଇଗଲାଣି ବହୁତ ଭତା ପାଇପାରୁ ନାହାଁନ୍ତି ଏଥି ପ୍ରତି ଟିକେ ସରକାର ଦୁଷ୍ଟି ଦେଲେ ଭଳହୁଅନ୍ତା

  • @PabitraKisan-u9j
    @PabitraKisan-u9j 9 днів тому

    😊

  • @bhagabanmahapatra5223
    @bhagabanmahapatra5223 11 днів тому

    Bhawani Jagdambe mein a Gaya mukhymantri

  • @KeshabBehera-q3d
    @KeshabBehera-q3d 13 днів тому +1

    ସବୁକୁ 3000ମିଲୁ. ସାର 🙏🙏🙏

  • @poornimakumari4584
    @poornimakumari4584 13 днів тому +1

    😂 କେତେ ଜଣ 80 ବର୍ଷ ଉପରେ ବୃଦ୍ଧା ଅଛନ୍ତି ଟିକେ ଦେଖେଇବ , କେତେ ଜଣ ପାଇଲେ

  • @niranjanrout3754
    @niranjanrout3754 13 днів тому

    Ghanta only show of bjp nothing any benifits of odisha people all dreams in happen in day

  • @pramodpanda3493
    @pramodpanda3493 13 днів тому

    tto ka sarkara budabudeku ttokel