Woman Alleges Rape Attempt by Security Guard While Husband Received Cancer Treatment in AIIMS

Поділитися
Вставка
  • Опубліковано 11 січ 2025
  • #ଭୁବନେଶ୍ବର_ଏମ୍ସରେ_ଦୁଷ୍କର୍ମ
    ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ସ୍ୱାମୀ ବ୍ଲଡ଼ କ୍ୟାନ୍ସରରେ ଚିକିତ୍ସିତ ହେଉଥିବା ବେଳେ ଶାରୀରିକ ସମ୍ପର୍କ ରଖିବାକୁ ସିକୁରିଟି ଗାର୍ଡ ବାଧ୍ୟ କରିଥିବା ଅଭିଯୋଗ ହୋଇଛି ।
    #Aiims #Complaint #Bhubaneswar #Odisha #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 245

  • @sumantkumar5054
    @sumantkumar5054 4 місяці тому +177

    ଝିଅ ର ପ୍ରବଳ ଦୋଷ l ଦୁଇଜଣଙ୍କର ସହମତି ରେ ହୋଇଛି ,ଦୁଷ୍କର୍ମ ନୁହଁ. Love ❤️

  • @rbcreation5170
    @rbcreation5170 4 місяці тому +43

    ଅନେକ ପାଇବା ଆଶାରେ ବହୁତ କିଛି ହରିଦେଇଛ , ଏଥିରେ ପାଇଁ ଉଭୟ ଦୋଷୀ

  • @BalaramNath-fe8ws
    @BalaramNath-fe8ws 4 місяці тому +45

    ଏ ମହିଳା ଜଣଙ୍କ ମିଛ କହୁଛନ୍ତି ଏ ମହିଳା ଜଣଙ୍କ ଜାଣିଛନ୍ତି କି ସ୍ବାମି ର ଆଉ କାମ ନୁହେଁ ସେଥିପାଇଁ ଫିଟ୍ ହେଇଗଲା ସେତେବେଳେ କାଇଁ କହୁନଥିଲୁ

  • @हिन्दुस्तानी
    @हिन्दुस्तानी 4 місяці тому +63

    ବ୍ୟମୋକେଶ ବାବୁଙ୍କ ବାଇଟ ଅପେକ୍ଷା ରେ ଅଛି ମୁଁ..

  • @AlokKumar-kp4nk
    @AlokKumar-kp4nk 4 місяці тому +62

    ଆ କଥାରୁ ଜଣାପଡ଼ୁଛି ସବୁ ଡାହା ମିଛ।

  • @RajeevMinz143
    @RajeevMinz143 4 місяці тому +19

    ଗୋଟିଏ ହାତରେ ତାଳି ବାଜେନି 😢😢😢

  • @akashmaharana3811
    @akashmaharana3811 4 місяці тому +20

    ଦୁଷ୍କର୍ମ ନୁହଁ ଏ ସ୍ତ୍ରୀଲୋକ ହଉଚି ଖରାପ୍

  • @amiyarana8733
    @amiyarana8733 4 місяці тому +13

    ମୋତେ ଲାଗୁଛି ଏଠି ଟିକେ ଗଲୁ ଦୋଷ ରହୁଛି, 😅😂😅😂😅। ହେ ନାରାୟଣ ପୁରୁଷ ଜାତି କୁ ରକ୍ଷା କର ।

  • @deepakdeepu2646-t6p
    @deepakdeepu2646-t6p 4 місяці тому +12

    ଏ ମହିଳା କଥାରୁ ସ୍ପଷ୍ଟ ଜଣାପଡୁଛି ସେ ମିଛ କହୁଛି

  • @nirmalsahoo709
    @nirmalsahoo709 4 місяці тому +13

    ଏହି ଭଳି ଝିଅ ଙ୍କ ପାଇଁ ଅସଲି ରେପ୍ ହେଇଥିବା ଝିଅ ଭି ଅଡ଼ୁଆ ରେ ପଡ଼ିବେ

  • @Dillip-so7gn
    @Dillip-so7gn 4 місяці тому +32

    ପ୍ରଥମେ ପେଲା ପେଲି ହୁଅ ଶେଷ ରେ ମହିଳା କମିଶନ ତ ଅଛି ଆଉ

  • @SulekhaRout-p1d
    @SulekhaRout-p1d 4 місяці тому +4

    ବାହା ନହେବାରୁ ,ଦୁଷ୍କର୍ମ ଅଭିଯୋଗ, ଏମିତି ନାରୀକୁ ଦୁରୁଯୁହାର

  • @Temperedguy-ec7fj
    @Temperedguy-ec7fj 4 місяці тому +13

    ସବୁ ମିଛ,ଘୁଡା ଘେଇ ମିଛ କହୁଛି,

  • @abinashsahoo9
    @abinashsahoo9 4 місяці тому +9

    This is not rape

  • @ayosiswinnin761
    @ayosiswinnin761 4 місяці тому +2

    ପ୍ରଥମ ଅତ୍ୟାଚାର ପରେ କାହିଁକି ଅଭିଯୋଗ କଲାନାହିଁ ?
    ଏବେ ସେ ଲୋକ ଛାଡିଦେଲା ପରେ କରୁଛି।

  • @mitunakumarjena6609
    @mitunakumarjena6609 4 місяці тому +38

    ଯାହା ହେଲେ ବି ଶେଷରେ ପୁଅଟିଏ ଦେଷୀ ହୁଏ...ଏହା ସାଧାରଣ କଥା ହୋଇଗଲାଣି...😪😪.

    • @kariamarandi9397
      @kariamarandi9397 4 місяці тому

      Katha pade kahila bhai🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @mamataghadei83
    @mamataghadei83 4 місяці тому +25

    Ledy nkara bi bhul achi

  • @samajmusicofficial2458
    @samajmusicofficial2458 4 місяці тому +5

    ମିଛେଇ ନାରୀ ବଢିଲେ ଏବେ ପୁରୁଷ ନିର୍ଯ୍ୟାତନା ବଢୁଛି, ପୁରୁଷ କମିଶନ ଦରକାର

  • @tapankumar2468
    @tapankumar2468 4 місяці тому +1

    The security guard agency must be changed by AIIMS .NOT ONLY ONE ,THERE ARE MANY GUARDS LIKE THIS IN AIIMS

  • @samajmusicofficial2458
    @samajmusicofficial2458 4 місяці тому +5

    ନୂଆ ନାଟକ -ଅସହାୟ ମହିଳା ଙ୍କ କାହାଣୀ superhittt

  • @RajeevKumar-kc7so
    @RajeevKumar-kc7so 4 місяці тому +4

    ଏଇଟା ଦୁଷ୍କର୍ମ ନୂହୋ

  • @LalitKumardas7148
    @LalitKumardas7148 4 місяці тому +3

    ସେ ଟୋକା ଗେହିଲା ବେଳେ ଲେଡ଼ିସ୍ କୁ ଭଳ ଲାଗିଲା , ଗଲୁ ମରିଗଲା ପରେ କଷ୍ଟ ହେଲା ,ଯଦି ସେ ଟୋକା ଜୋର ଜବରଦସ୍ତି କଲା ଇଏ ପାଟି କଲାନି । ରୁମ୍ କୁ କଣ ପାଇଁ ଯିବ....? ସ୍ଵାମୀ ମରିଗଲା ପରେ ସେ ଟୋକା ପାଖରେ ରହିବା ପାଇଁ ଏତେ ପ୍ରହସନ।

  • @saineshree
    @saineshree 3 місяці тому

    ଧନ୍ୟ

  • @sibasundarsahu
    @sibasundarsahu 4 місяці тому +13

    ଏଇଟା ରା଼ଡି଼଼ଟା

  • @LaxmanPadhan-e3w
    @LaxmanPadhan-e3w 4 місяці тому +2

    ମାହେଜି ର ସବୁଠୁ 70% ଭୁଲ ଅଛି

  • @ChitraseJena
    @ChitraseJena 4 місяці тому +8

    ଏତେ ଶସ୍ତା ହୁଅନି

  • @learningrace2066
    @learningrace2066 4 місяці тому +6

    Doubtful....matter is different

  • @narasinghbehera3342
    @narasinghbehera3342 4 місяці тому +2

    ଇଏ ଅସହାୟ ନୁହେଁ ସ୍ୱାର୍ଥବାଦି ଝିଅ , ଏଠି ଦେଖିଲା ଯେ , ସ୍ବାମୀ ଆଉ କିଛି କାମରେ ଆସିବନି , ତେଣୁ ୟାର ସୁଖ ପାଇଁ ୟେ ଜାଣିଶୁଣି ସେ ପୁରୁଷ ସହିତ ଗୁପ୍ତ ସମ୍ପର୍କ ରଖିଲା, ଯେବେ ସ୍ବାମୀ ମରିଯାଏ ତେବେ ସ୍ତ୍ରୀ କ'ଣ ବଞ୍ଚେନି, ଏମିତି କେତେକ ଖରାପ ଝିଅ ମାନଙ୍କ ପାଇଁ ପୁରୁଷ ମାନେ ବେଲାଇନ ରେ ଜାଆନ୍ତି । ଯେତେବେଳେ ଏଇ କଥା ପଦାରେ ପଡେ ସେତେବେଳେ ମିଡିଆ , ପୋଲିସ ସବୁ ଗୋଟେ ହୋଇ ସେ ପୁରୁଷ ର ଭୁଲ ବୋଲି କହିବେ । ସବୁ ଜାଗାରେ ବଳାକ୍ତାରି ନିଜର ଶକ୍ତି ଆଉ ବଳ ପ୍ରୟୋଗ କରିପାରେନି, କିଛି ଜାଗାରେ ଝିଅ ର ସହଯୋଗ ରେ ବଳାକ୍ତାରି ଫାଇଦା ମାରିଥାଏ । ଏବେ ଏ ଝିଅ ପଦାରେ କହୁଛି , କାହିଁ ଯେତେବେଳେ ସେ ପୁରୁଷ ଗୁପ୍ତ ସମ୍ପର୍କ ରଖିବା ପାଇଁ ବାଧ୍ୟ କଲା ସେତେବେଳେ ବିରୋଧ କରିଥିଲେ ହେଇ ନଥାନ୍ତା, ଏମିତିକା ଝିଅ ମାନେ ନିଜର ସୁଖ ପାଇଁ ବାପା ମାଁ ଶାଶୁ ଶ୍ୱଶୁର ଓ ସ୍ବାମୀ ସମସ୍ତଙ୍କର ଇଜ୍ଜତ ତଳେ ପକେଇ ଥାନ୍ତି ।

  • @AmanEntertainment7
    @AmanEntertainment7 4 місяці тому +34

    ବେଧେଇ ଙ୍କର ନମ୍ବର 1😂

  • @ସୁବାସଵଳଵନ୍ତରାୟ

    ଏ ମାଇକିନା ର ବେଶି ଭୁଲ୍ । ଯେତେବେଳେ ତା ସହିତ ଶାରୀରିକ ସଂପର୍କ ରଖିଥିଲୁ, ତୋ ସ୍ବାମୀଙ୍କ ଅନୁମତି ନେଇଥିଲ କି ? ସ୍ବାମୀ ତ ରୋଗୀଣା ହୋଇଗଲା, ସମ୍ପର୍କ ରଖିବା ପାଇଁ ଅସମର୍ଥ ହୋଇଯାଇଥିବ, ତେଣୁ ତୁ ୟା ର ଫାଇଦା ଉଠାଇ ଦେଲା । ହେ ଶଳା ସିକ୍ୟୁରିଟୀ ଗାର୍ଡ ବି ଜଦି ଏତେ କାମ କରିଲୁ, ତାକୁ ଆପଣେଇ ନେବା କଥା । ଉଭୟଙ୍କ ଭୁଲ୍ ଅଛି । ଗୋଟିଏ ହାତରେ ତାଳି ବାଜେନି । ସବୁ ଦୋଷ ତା'ର ଏକା, ତୁ ବଦମାସ୍ ମାଇକିନା ସତୀ ନାରୀର ଟା । ଘଇତା ଟା ବଞ୍ଚିଛି ବୋଲି,ଅସୁବିଧା ହେଉଥିଲା ବୋଧହୁଏ । ତାକୁ ଯଦି ଚାକିରି ରୁ ବାହାର କରିବା ଠିକ୍, ତା ହେଲେ ଅନୈତିକ ସମ୍ପର୍କ ପାଇଁ ଭାରତୀୟ ସମ୍ବିଧାନ ଅନୁଯାୟୀ ଏ ନଷ୍ଟ ଚରିତ୍ର ମହିଳା ଙ୍କୁ ଦଣ୍ଡ ମିଳିବା ଆବଶ୍ୟକ । କାହିଁକି ନା ଉଭୟ ଦୋଷୀ ।

  • @SwadharmaOdisha
    @SwadharmaOdisha 4 місяці тому +1

    ଏମିତି ବିପଦ ହେଉ କି ଅସୁବିଧାରେ ପଡ଼ିଥିବା ସମୟରେ ମହିଳା ମାନେ ସାହାଯ୍ୟ ନେଉଛନ୍ତି ବା ମାଗୁଛନ୍ତି।କିଛି ପୁରୁଷ ସାହାଯ୍ୟ କରିବା ବାହାନାରେ ଏହାର ଫାଇଦା ନେଉଛନ୍ତି । ଆଉ ମହିଳା ମଧ୍ୟ ବାଧ୍ୟ ହୋଇ ତାଙ୍କ କଥାରେ ରାଜି ହୋଇ ଏମିତି ଭୁଲ କରି ପରେ ଅନୁତାପ କରୁଛନ୍ତି। ଯାହା କରିବା କଥା ନୁହଁ। ସାହାଯ୍ୟ ନେବା କି ଦେବା ଅର୍ଥ ନୁହେଁ ,ନିଜ ଶରୀରକୁ ସମର୍ପଣ କରିବା ? ସମର୍ପଣ ତାକୁ କରାଯାଏ , ଯିଏ ଶରୀର ର ମୂଲ୍ୟ ବୁଝିଥାଏ।

  • @satyanarayanpatra3350
    @satyanarayanpatra3350 4 місяці тому

    This woman is very critical and danger person.

  • @Hemantkumarsahoo-xk6ht
    @Hemantkumarsahoo-xk6ht 4 місяці тому +1

    Maekina bahut chalak otv tamaku millnu vala khabar

  • @allhadinipatel1655
    @allhadinipatel1655 4 місяці тому +1

    ଛି ଛି କେତେ ଖରାପ ଲୋକ ଅଛନ୍ତି ଏ ଦୁନିଆରେ ଆଜିକାଲି ଗୋଟେ ପୁରୁଷ ରେ କେହି ଖୁସି ରୁହନ୍ତି ନି କି ଗୋଟେ ସ୍ତ୍ରୀ ରେ କେହି ଖୁସି ନୁହଁନ୍ତି, ସମସ୍ତଙ୍କୁ ଅଧିକ ଦରକାର heuchhi

  • @bharatcreation7499
    @bharatcreation7499 4 місяці тому +9

    Lady nkara vul rahiachhi abam sehi guard ra b vul achhi

  • @manaromaswain9328
    @manaromaswain9328 4 місяці тому +1

    ଅସହାୟ ମହିଳାଙ୍କୁ ଅସଦାଚରଣ , ଛି ଛି ଲଜ୍ୟା

  • @AshokPatra-hq3oh
    @AshokPatra-hq3oh 4 місяці тому

    Jago Odisha CM sir jay Jagannath

  • @prasantkudas3438
    @prasantkudas3438 4 місяці тому +2

    ଏ। ମହିଳାର ଗଲୁ ପବଳ

  • @DeepakMallik3337
    @DeepakMallik3337 4 місяці тому +3

    ସ୍ୱାମି କୁ ଭଲ କରିବାର ସୁଯୋଗ ପାଇଥିଲେ ମାତ୍ର ସେ ତାର ପ୍ରେମରେ ପ୍ରେମିକା ସାଜିଛି ଦୁସ୍କର୍ମ ବୁଲି କୁହା ଯାଏ ନାହିଁ

  • @lebinashgamango7669
    @lebinashgamango7669 4 місяці тому

    Very good understanding girl

  • @HarahariPradhan-dw7ou
    @HarahariPradhan-dw7ou Місяць тому

    ଭୁବନେଶ୍ୱରରେ securet ଲୋକେ ଏମିତି majuburi ର fhaida ଉଠାଉଛ୍ହ୍ନ୍ତି ମୁ ଅନୁଭବ କରିଛି,

  • @SabitriKisan-z7z
    @SabitriKisan-z7z 4 місяці тому

    True love

  • @KalpanaSethi-t4e
    @KalpanaSethi-t4e 3 місяці тому +1

    Tume Jane bihita wife tume janibakatha .tumar bhul.

  • @padmalochanpatra4150
    @padmalochanpatra4150 4 місяці тому +9

    ମହିଳା କମଶନ ଭଳି ପୁରୁଷ କମିଶନ ଗୋଟେ ଦରକାର ସେ ସ୍ତ୍ରୀ ମିଡିଆ ରେ ନିଜେ ମାନୁଛନ୍ତି ଯେ ସେ ନିଜ ଇଚ୍ଛା ରେ ସେ ପିଲା ସହ ସମ୍ପର୍କ ରଖିଥିଲେ ତୋ ଦୁଷ୍କର୍ମ ହେଲା କେମିତି ।
    Balo media bala...😂

  • @ManojSahoo-x1e
    @ManojSahoo-x1e 2 місяці тому

    ନୂଆ କାହାଣୀ ଗପ ହେଲେ ବି ସତ 😮😊

  • @prabinkumar2770
    @prabinkumar2770 4 місяці тому +5

    ଝିଅ ର ବି ଭୁଲ୍ ଅଛି ତୁ ସଳ।

  • @JitendraKumar-lk3mg
    @JitendraKumar-lk3mg 4 місяці тому +4

    ମାଇଜୀ ର ବେଶି ଭୁଲ ଅଛେ ହେଲା ତମେ ବେଶୀ କୁହ ନାହିଁ

  • @PuriToka91
    @PuriToka91 4 місяці тому +2

    ଅଧା ସତ ଅଧା ଗପ

  • @kumarbapi7270
    @kumarbapi7270 4 місяці тому +1

    Jhia ra prabala dosa

  • @puchku6046
    @puchku6046 4 місяці тому +1

    ପୁରୁଷ କମିଶନ ଜିନ୍ଦାବାଦ

  • @benudharsamal7594
    @benudharsamal7594 4 місяці тому

    Suspend the security.

  • @balajipanigrahi906
    @balajipanigrahi906 4 місяці тому

    2nd Swami only court case karo

  • @sunilrauto5923
    @sunilrauto5923 4 місяці тому

    ଏ ମହିଳା ରାଜି ଥିବାରୁ ପୁଅ ସମ୍ପର୍କ ରଖିଲା
    ଏବେ ମହିଳା ଅଭିଯୋଗ ଆଣିଲେ
    ଦୋଷୀକୁ ଦଣ୍ଡ ମିଳୁ

  • @krushnachandrajhodia5901
    @krushnachandrajhodia5901 4 місяці тому +1

    ଝିଅର ତୋ ପାଟୁଛି ପୁଅର କାହିଁକ ନ ଉଠିବ

  • @BadalHembram-y4v
    @BadalHembram-y4v 4 місяці тому +1

    ଏଇ ସ୍ତ୍ରୀର ପ୍ରଥମେ କୁଣ୍ଡେଇ ହେଉଥିଲା

  • @sujatmohanty1451
    @sujatmohanty1451 4 місяці тому

    Give & take policy
    No problem 😃

  • @Abhimanyu-fy3dz
    @Abhimanyu-fy3dz 4 місяці тому +1

    ତୁମଙ୍କୁ କଣ ସେ ଭାଡ଼ିକି ନେଇକି କରଇ କି ଏହି କାମରେ ଆପଣ କଣ ଖୁସି ନୁହନ୍ତି କି ଆପଣ ଖୁସି ସେବି ଖୁସି

  • @nimainmajhi3776
    @nimainmajhi3776 4 місяці тому +1

    ସେ,,ବାହା,,ହେଲା,,ବୋଲି,,,,ମହିଳା,,ର,,ବିୟା,,,ପଡ଼ିଲା,,ପଡ଼ିୟା,, ତେଣୁ,,କେସ,, କରୁଛନ୍ତି

  • @santoshjena3232
    @santoshjena3232 Місяць тому

    Caii kara

  • @prayerfutureodia6451
    @prayerfutureodia6451 2 місяці тому

    ଦୁଇ ଜଣଙ୍କ ସହମତି ରେ ଯଦି ସମ୍ପକ ର ପରିବାର ଚାଲିଥିଲା ଏକ ପକ୍ଷା ଦୋଶ କିପରି ହେବ ?

  • @swarnamohanty3121
    @swarnamohanty3121 4 місяці тому +1

    AIIMs re corruption. RGKar hospital bhali ghatna.

  • @aloknayak7088
    @aloknayak7088 2 місяці тому

    ଏ କଳିଯୁଗର ସତି, ସାବିତ୍ରୀ ନାରିର ଚନ୍ଦ୍ର ବଦନ ଟିକିଏ ଦେଖାନ୍ତୁ, ଆମେ ବିତାକୁ ସାହାଯ୍ୟ କରିବୁ

  • @ashokdas9211
    @ashokdas9211 4 місяці тому

    AIIMS ra security guard Mane bohut Miss bebahar karanti sethi

  • @prakashnanda4004
    @prakashnanda4004 4 місяці тому

    ଓ ସାମ୍ବାଦିକ ବାବୁ ତାହା ପାଶବିକ ଅତ୍ଯାଚାର ନୁହେ। କଣ ଏପରି ସାମ୍ବାଦ ପ୍ରଚାର କରୁଛ
    ସେ ଟା ଉଭୟଙ୍କ ବୁଝାମଣା ହଉଥିଲା

  • @RajuMajhi-gm7zw
    @RajuMajhi-gm7zw 4 місяці тому

    ଏ ଝିଅ ମିଛ କଥା ଗପୁଛି ଦେଖି ସବଧାନ ମେଡିଖାଲକୁ ଅଯଥା ବଦନାମ କରନି,,

  • @MuraliNaik-b2s
    @MuraliNaik-b2s 4 місяці тому

    kete thara heicha kuha

  • @durgamurmu5587
    @durgamurmu5587 4 місяці тому +9

    ବେଶ୍ୟା ମାଇକିନିଆ

  • @mrpinkusahu6638
    @mrpinkusahu6638 4 місяці тому +2

    ଦୁହିଁଙ୍କ ଭୁଲ୍ ...

  • @anirudharout2396
    @anirudharout2396 4 дні тому

    When security guard took first atteme .lady must be comply hospital administration or police. it is not true bite from this lady.

  • @dhirajkanungo6590
    @dhirajkanungo6590 4 місяці тому

    Sir ea heuchi kete number bedha , Swami medicalre treatment abasthhare aeta kaan taara Munda vitare nathhila kemiti asabu ku prasaya dela nijara Swami puni pakhare thhai amane hele docharuni bedha amanaka jibana kstiba Mali sahire , kemiti banchi muha। dekhauchi bisa pee malanini kemiti , nija Swami thhau thhau jia amiti kare semane hele gotia gotia bedha besya chhi chhi

  • @vikashsoni2523
    @vikashsoni2523 4 місяці тому +1

    This lady is very dangerous...very bad lay..

  • @krishnasethy8533
    @krishnasethy8533 4 місяці тому

    ନେଲା ଦେଲା ବେଳେ ଭଲ 3 ବର୍ଷ ପରେ ଖରାପ ହୋଇଗଲା ସେ

  • @niranjanacharya3705
    @niranjanacharya3705 4 місяці тому +1

    ସେତେ ବେଳେ କାହଁକି କହିଲନି ସବୁ ସ୍ଵାର୍ଥ ସ୍ଵାର୍ଥପର ଦୁନିଆ 😂

  • @sailajasamal381
    @sailajasamal381 4 місяці тому

    medical emiti houchi jouthi ki sabubele loka kemiti possible

  • @rajumahantarajumahanta5074
    @rajumahantarajumahanta5074 4 місяці тому +1

    ତର ବିଆଗଲୁହେଉଥିିଲା ସୂୀମି ମରିଲାଣି ତର ବାଣୂଖୁଜା ଚାଲିଥିଲା ତୁଏତେଖରାପଲେକଟା

  • @Krish-n4i
    @Krish-n4i 4 місяці тому +5

    ଟୋକାଟା ଲଙ୍ଗଳାଦେଶୀ କି ରୋହିଙ୍ଗିଆ ହେଇ ଥିବ

  • @arunprasaddash1399
    @arunprasaddash1399 4 місяці тому +1

    ଦୁଷ୍କର୍ମ ନୁହେଁ ନିଜ ଇଛାର ସହିତ ଦେହର ଭୋକ ଏବଂ କାର୍ଯ୍ୟ ହାସଲ ପାଇଁ କରିଛି।

  • @sushantadas9987
    @sushantadas9987 4 місяці тому +5

    Pura nataka

  • @abdulimtiyaskhan5024
    @abdulimtiyaskhan5024 4 місяці тому +2

    Bayama babu apana ka apekhiya re rahilu

  • @SurendraMurmu-ut5yd
    @SurendraMurmu-ut5yd 3 місяці тому

    ଏ ମାଇକିନା ର ଆହୁରି ପେଲା ଖାଇବାକୁ ମନ

  • @Mr_Mukund...
    @Mr_Mukund... 4 місяці тому +1

    Lady ro bht bhul

  • @chandanpradhan3005
    @chandanpradhan3005 4 місяці тому

    Low and order failed in odisha.

  • @UpendraMajhi-v5n
    @UpendraMajhi-v5n 3 місяці тому

    ଏମହି 🎉ଲାର ଵହୁତଦୋସ ଅଛି

  • @RithuPanda
    @RithuPanda 4 місяці тому +1

    BJP. Sarkar. Kahan per

  • @newlifecarriers
    @newlifecarriers 4 місяці тому +3

    😢

  • @AshokKumarBhoi-g3t
    @AshokKumarBhoi-g3t 4 місяці тому

    Cicuriti gard ku phashi dia
    Ashok ku Bhoi Borda kld

  • @sujatapatnaik5421
    @sujatapatnaik5421 4 місяці тому

    Sounds rather fishy!

  • @chaturbhujabag5095
    @chaturbhujabag5095 4 місяці тому

    ଫାସି ଦିଆଯାଉ ମାଗିବାକୁ

  • @MahendrapradhanPradhan-e8c
    @MahendrapradhanPradhan-e8c 17 днів тому

    Jani suni swamira hatya kari.

  • @tulubikerepairingshop4040
    @tulubikerepairingshop4040 4 місяці тому

    ସେ ❤night durty khuchnti sir amar

  • @ChandanSahoo-br7xj
    @ChandanSahoo-br7xj 4 місяці тому +4

    Dosa houchi stree loka ra se kahila boli tu khela karilu dhik to jivan ebe namo ne

  • @PinturoutarayDanei
    @PinturoutarayDanei 4 місяці тому

    Sabu hospital re amiti chalichi....chi chi

  • @jitubiswaljitubiswal5236
    @jitubiswaljitubiswal5236 3 місяці тому

    Sister no dia ame help karibu

  • @kunameher2896
    @kunameher2896 4 місяці тому

    Bhai A Jhia Nataka Karu6i

  • @sunaram9340
    @sunaram9340 4 місяці тому

    News bala kon janiparuni ki fir b kahar bhul boli sei anusa re bit kahuno sabu puo ro name re bhul kahidelo

  • @socialsay5703
    @socialsay5703 4 місяці тому +1

    Nija swamiku dhoka deichhi tenu se nije dhoka khaichhi sabu mahila Ra dosha

  • @ARYANMEHERVEDEOBLOGER
    @ARYANMEHERVEDEOBLOGER 4 місяці тому

    Cuttack sishu bhawan re bi rogi ku au tarsamparkiya ku miss behave karuchanti
    Hospital staff katkiya mane

  • @anilkumarhansdah6911
    @anilkumarhansdah6911 4 місяці тому

    EXCHANGE karichho thik ochhi

  • @S.com123
    @S.com123 4 місяці тому

    A toki pura faida re achhi

  • @HemantaRout-u6l
    @HemantaRout-u6l 4 місяці тому

    Sair madamka nomber dhio jali